Jagannath Swain Mohapatra Speaks On The Reasons Behind Mishap Held During Lord Balabhadra's Pahandi

Поділитися
Вставка
  • Опубліковано 9 лип 2024
  • Hear from Jagannath Swain Mohapatra, the Chief Badagrahi of Lord Jagannath, as he addresses the reasons behind the recent mishap during Lord Balabhadra's Pahandi. Gain insights into the factors that contributed to the incident and learn about the measures being taken to ensure the safety and sanctity of future rituals.
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #LordBalabhadra #PahandiMishap #JagannathSwainMohapatra #ChiefBadagrahi #GundichaTemple #TempleRituals #SafetyMeasures #SacredTraditions #OdishaNews #CommunityResponse #OdishaNews #IndiaNews

КОМЕНТАРІ • 246

  • @mangalaprasaddixit2261
    @mangalaprasaddixit2261 16 днів тому +90

    ଏ ଘଟଣା ଟି ଜଗନ୍ନାଥ ପ୍ରେମୀ ମାନଙ୍କ ହୃଦୟ ରେ ଗଭୀର ଆଘାତ ଦେଇଛି
    ହେ ମଣିମା ସବୁ ଦୋଷ କ୍ଷମା କରିଦିଅ ମହାବାହୁ

  • @ganeswarbehera-fj6yu
    @ganeswarbehera-fj6yu 16 днів тому +42

    ଠାକୁର ନିକଟରେ ସେବକମାନେ ମୋବାଇଲ ବେଭହାର ଓ ସାଙ୍ଗରେ ନେବା ଏବଂ ବିଶୃଙ୍ଖଳିତ ସେବକମାନଙ୍କୁ ମଧ୍ୟ ସରକାର ଙ୍କ ତରଫରୁ ଲଗାମ ଲଗାଯାଉ ।
    ଯେଉଁ ମାନେ ବେତିକ୍ରମ କରୁଛନ୍ତି ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ଜୟ ଜଗନ୍ନାଥ ।

  • @ganeswarbehera-fj6yu
    @ganeswarbehera-fj6yu 16 днів тому +25

    ଠିକ୍ କହିଛନ୍ତି ନନା , ଧନ୍ୟବାଦ ନନାଙ୍କୁ । ଜୟ ଜଗନ୍ନାଥ ।

  • @user-tm1kk4sd3q
    @user-tm1kk4sd3q 16 днів тому +21

    ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ। ଯେଉଁ ମାନେ ପଛରେ ରହି ରଶି ଧରି ଭିଡୁ ଥିଲେ , ସେମାନେ ଏଥି ପାଇଁ ଦାୟୀ । ସେମାନେ ରଶି ଛାଡି ଦେବାରୁ ଏଭଳି ଘଟିଲା । ଆପଣଙ୍କୁ ଧନ୍ୟବାଦ ଜଣାଉଛି।

    • @aruntripathy4629
      @aruntripathy4629 16 днів тому +1

      ଆପଣ ଠିକ କହିଛନ୍ତି, ଆମେ ଗଲେ ମଧ୍ୟ ଠିକ ରେ ଠାକୁର ଙ୍କୁ ଦେଖି ପାରୁନୁ, ବହୁତ ଦୁଃଖ ଲାଗୁଚି

  • @AjayakumarGochhi
    @AjayakumarGochhi 16 днів тому +39

    ହେ ବଡ଼ ବାଡ଼ ସାମନ୍ତ ବଳଦେବ ମହାପ୍ରଭୁ ଏ ଲୋଭୀ। ଅଯୋଗ୍ୟ ଓ ନିର୍ଲଜ ସେବାୟତ ମାନଙ୍କୁ କ୍ଷମା କରିଦିଅ 😭😭😭🙏🙏🙏

  • @rajendrarajput8469
    @rajendrarajput8469 16 днів тому +5

    Absolutely So Right Sir it is correct and true fact that Jay Shree Jagannath Swami 🙏 🙏 🙏

  • @sandeepchoudhury1542
    @sandeepchoudhury1542 16 днів тому +8

    100,present Right

  • @shobhamayeepradhan3073
    @shobhamayeepradhan3073 16 днів тому +10

    Manare tk b dukha nai emanankara ..se drushya dekhile akhiru luha sukhuni😭😭😭😭😭😭😭😭😭

  • @soumyamusic4u87
    @soumyamusic4u87 16 днів тому +12

    ଠିକ୍ କହିଛନ୍ତି ଅଜ୍ଞା ଆଜିକାଲି ଯୋଉ ନୁଆପିଲା ବାହାରି ଛନ୍ତି ସେମାନେ ବଡ ଲୋକଙ୍କ କଥା ମାନିବାକୁ ନlରାଜ

  • @mukundasahu4360
    @mukundasahu4360 16 днів тому +5

    Jay Jagannath swami

  • @SujitKumar-bn6bc
    @SujitKumar-bn6bc 16 днів тому +7

    Bhala heichi , Papi godaka aee kichhi sebayata , emankar Pravonka prati vaba nahi bhakti nahi , Khali kemiti camera agare rahibe au bahaspata Maribe , Jetiki sebayat Ama Pravonko tale pakeichanti semananko , Sebayata ro Bahiskara karajao kichhi Barsha paen , au Ratha upare abasyaka sebayat ruhantu Pravonka seva Kariba paen , Jemiti Jane vakta tanka pravonko akhire akhi misei dekhiparibe au 2 topa luha jharei pariba .

  • @lipsamohanty4068
    @lipsamohanty4068 16 днів тому +1

    Jai Prabhu Jagannath 🙏🙏🌹🌹♥️♥️

  • @NirmalkumarNayak-bx4ld
    @NirmalkumarNayak-bx4ld 16 днів тому +3

    💯 percent right ✅️ 👌 👏

  • @lokeshrao7767
    @lokeshrao7767 16 днів тому +2

    Jai jagannath swami parbu ki jai 🙏 Jai jagannath swami parbu ki jai🙏🙏🙏🙏🙏🌹

  • @k-adicomedy8266
    @k-adicomedy8266 16 днів тому

    Jay Jagannath🙏🙏🙏

  • @rakshismitapradhan1802
    @rakshismitapradhan1802 16 днів тому +2

    ସେବାୟତ ମାନଙ୍କର ଆଉ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସେବା ମନୋଭାବ ନାହିଁ ଥିଲେ ଏମିତି ଦୁଃଖଦ ପରିସ୍ଥିତି କେବେ ସୃଷ୍ଟି ହେଇନଥାଆନ୍ତା

  • @BasantaNayak-ki5wd
    @BasantaNayak-ki5wd 16 днів тому +15

    ଏହି ଶଳା କୁ ଖୁବ୍ ମାଡ଼ ହେଲେ, ସଵୁ ଜାଣିଛି, ଏଙ୍କରି ଲାଗି ପୁରା ବିଶୃ ଆଜି ଆମ ଉପରେ ହସୁଛନ୍ତି,

  • @tusarlenka9866
    @tusarlenka9866 16 днів тому

    Jay Jagannath

  • @jagannathguru1315
    @jagannathguru1315 16 днів тому +1

    Right katha Manima 🙏

  • @sumitakanungo3046
    @sumitakanungo3046 16 днів тому +2

    Very true some many people are inside the Rath . They do not even allow public to see mahapravu . Govt should control the people inside the Rath . No mobile .

  • @SankarSahoo-zu6dg
    @SankarSahoo-zu6dg 16 днів тому

    Jai jagannath Swami, Good Suggestion

  • @pradeepkumarjit8627
    @pradeepkumarjit8627 16 днів тому

    Jay Jagannath😮

  • @HariKrishna-pi9vh
    @HariKrishna-pi9vh 16 днів тому

    Jay jagannath

  • @goutambehera745
    @goutambehera745 16 днів тому

    🙏❤ ଜୟ ଜୟ ଜଗନ୍ନାଥ ❤🙏

  • @KabulJena-z5l
    @KabulJena-z5l 16 днів тому +3

    He prabhu baladeba kheyama kara baba🙏🥺🥺🥺ph vitaraku band karantu plzzzzz🙏kichhi bekar panda achhanti se mananka pain emiti hela

  • @sudhakarpatra8977
    @sudhakarpatra8977 16 днів тому

    Jay jagannath 🎉🎉🎉

  • @SagarPradhan-ne1lx
    @SagarPradhan-ne1lx 16 днів тому

    Jai Sri Hari 🙏

  • @akshayaswain8009
    @akshayaswain8009 16 днів тому +1

    Ok all right

  • @techxpert777
    @techxpert777 16 днів тому

    Right 👍

  • @rajeshkumarpanda6202
    @rajeshkumarpanda6202 16 днів тому

    ଜୟ ଜଗନ୍ନାଥ🙏🚩

  • @user-uw5wp8lr1w
    @user-uw5wp8lr1w 16 днів тому

    Right ❤❤❤❤

  • @nmohanty2284
    @nmohanty2284 16 днів тому

    🙏🙏🙏

  • @user-xy6um8zb5x
    @user-xy6um8zb5x 16 днів тому

    My jaganath ❤❤❤❤❤

  • @sheelamishra3889
    @sheelamishra3889 16 днів тому

    🙏🏻🙏🏻🙏🏻🙏🏼🙏🏻

  • @abhishekmahapatra9581
    @abhishekmahapatra9581 16 днів тому

    Jay Jaganatha 🙏❤️

  • @SriHariRadhaKrishna
    @SriHariRadhaKrishna 16 днів тому

    Right

  • @julskar1862
    @julskar1862 16 днів тому

    Hari bolo🙏🏻🙏🏻

  • @Pratapkumar02
    @Pratapkumar02 16 днів тому

    Thik katha ❤

  • @anugrahabarik2651
    @anugrahabarik2651 16 днів тому

    Jai jagannath Tume hi saha prabhu

  • @gamerzasmit2518
    @gamerzasmit2518 16 днів тому +4

    Take action against dose sebayat..

  • @padminiparida9739
    @padminiparida9739 16 днів тому

    💯 Right ▶️

  • @srshadow7357
    @srshadow7357 16 днів тому

    😢 prabhu jayagannath

  • @virat_bikash
    @virat_bikash 16 днів тому

    Prabhu khyama karidia 🤗🤗🤗🤗🤗

  • @mitaroul6029
    @mitaroul6029 16 днів тому

    Right phone

  • @sadanandmohanty3537
    @sadanandmohanty3537 16 днів тому

    🙏🙏🙏🙏🙏🙏🙏

  • @laxmipriyasatapathy801
    @laxmipriyasatapathy801 16 днів тому

    😭😭😭😭

  • @ramaniranjanswain711
    @ramaniranjanswain711 15 днів тому +2

    ଆରେ ଜଗୁନି , ତମ ଦଇତାପତି ଦଳ ଟି ସମସ୍ତେ କହନ୍ତି ଆମେ ପ୍ରଭୁ ଜଗନ୍ନାଥଙ୍କ ଭାଈ,
    ମଲା ପରେ ଆମେ ସବୁ କୋଇଲି ବୈକୁଣ୍ଠରେ ପୋତାହଵୁ ,
    ତାହେଲେ ତମ ଦଇତାପତି ଦଳ ଟି ଆଉ ଗୋଟାଏ ଦୃଷ୍ଟାନ୍ତ ଦିଅ।
    ସମସ୍ତେ ଏକାବେଳେ ମିଶି ଓଲଟପୁର ଯାଇ ହାତ ଓ ଗୋଡ କଟାଇ ଆସ,
    ତାହେଲେ ତମ ଦଳ ସମ୍ପୂର୍ଣ୍ଣ ଭାବେ ଜଗନ୍ନାଥଙ୍କ ଭଳି ବନିଯିବ ଓ ସମସ୍ତ ଜଗନ୍ନାଥ ଭକ୍ତ ତମ ଦଇତାପତି ମାନଙ୍କୁ ଖାଣ୍ଟି ଦଇତାପତି ବୋଲି ମାନିଯାଇ
    ତମ ମାନଙ୍କ ର ଗୁଣଗାନ କରିବେ ।

  • @goutambehera745
    @goutambehera745 16 днів тому +2

    ମହାପ୍ରଭୁ ବିଶ୍ୱବାସୀଙ୍କୁ କ୍ଷମା କରନ୍ତୁ 🙏

  • @tapaswinipattnaik239
    @tapaswinipattnaik239 16 днів тому +3

    ପ୍ରଶାସନ ତ ୨ଦିନ ଆଗରୁ V | P ଙ୍କୁ ସୁରକ୍ଷାରେ ବ୍ୟସ୍ତ,, ଠାକୁରଙ୍କ କଥା ବୁଝିବେ କେତେ ବେଳେ '?

  • @parsuramsahoo7509
    @parsuramsahoo7509 16 днів тому

    ବାହାର ସେବାୟତ କିଏ ,ପଶୁଛନ୍ତ୍ ଇ କେମୀତ୍ , ଆପଣଙ୍କ କହିବା କଥା ବର୍ତ୍ତମାନ ସୁରଙ୍ଖଲା,ଓ ଶାସନ ନାହିଁ,ଧନ୍ୟବାଦ୍❤🎉🎉🎉🎉🎉❤

  • @arundhatibiswal8460
    @arundhatibiswal8460 16 днів тому

    Jay Jagannatha ❤🙏 Jay Mahaprabhu Balabhadra ❤🙏 Jay Maa Subhadra ❤️😂

  • @bamadevjena3571
    @bamadevjena3571 16 днів тому +4

    ତମ ସେବାୟତ ଙ୍କର ତାଳ ମେଳ ନାହିଁ,ବହୁତ୍ ଟଙ୍କା ପାଇ ଆତ୍ମ ଗର୍ବୀ ହୋଇଗଲାଣି ,ତମର କଣ ଅସୁବିଧା କିଛି ନାହିଁ ,ପ୍ରଭୁଙ୍କର କ୍ଷତି ହୋଇଛି ,ତମ ମାନଂକର ଅହଙ୍କାର ପାଇଁ ଏତେ ବଡ କ୍ଷତି ପ୍ରଭୁଙ୍କ ର ହୋଇଛି

  • @MrX-gv6sw
    @MrX-gv6sw 17 днів тому +3

    Helo

  • @manasjena4994
    @manasjena4994 16 днів тому +2

    Ae hauchi khela master mind

  • @ramaniranjanswain711
    @ramaniranjanswain711 15 днів тому +2

    ଛତିଆ ନିଯୋଗର ସବୁଠାରୁ ଜଘନ୍ୟ
    ଓ ବିଶୃଙ୍ଖଳିତ
    ଏ ଦଇତାପତି ଦଳ ଟି।

  • @bulutanishabeby6977
    @bulutanishabeby6977 16 днів тому

    Right decision

  • @bimaladas6259
    @bimaladas6259 16 днів тому +1

    ଏବିଷୟରେ ଆଗରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ
    ଏବଂ ଠାକୁର ରାଜା ମଧ୍ୟ କହିଥିଲେ କିନ୍ତୁ ଏ ବିଷୟକୁ ସେବକ ମାନେ ବିରୋଧ କରିଥିଲେ
    ସେ ମହାନ ବ୍ୟକ୍ତି ଙ୍କ କଥାକୁ ଯଦି ପାଳନ କରାଯାଇ ଥାନ୍ତା ଆଜି ଏ ଅସୁବିଧା ହୋଇନଥାନ୍ତା
    (ରଥ ଉପରେ ଅଧିକ ଗହଳି କୁ ନେଇ )

  • @abanipradhan
    @abanipradhan 16 днів тому

    ସବୁ ଓଡ଼ିଆ ଆଜି ତୁମପାଇଁ ନିନ୍ଦିତ ହୋଇଗଲେ,,, ଜୟ ଜଗନ୍ନାଥ,,,, ଆଗକୁ ଏମିତି ବେପରୁଆ ମନୋଭାବ ଛାଡନ୍ତୁ,,, ଠିକ୍ ରେ ସେବା କରନ୍ତୁ

  • @manasjena4994
    @manasjena4994 16 днів тому +4

    Bhara sebayata kemiti pasile tome kete tanka khaicha

  • @jeetendapanda2591
    @jeetendapanda2591 16 днів тому +1

    Those sevayata who were indulging in taking photographs in their mobile should be imposed ban for sevayata karjya.

  • @nehatripathyneha3888
    @nehatripathyneha3888 16 днів тому +2

    Mobile band karile bhala haba🙏🏻...nana ank katha mana ku paila..aji kali ka pila kahe manu nahanti😢...ya chotiya katha nahi sathi lagi sabdhab haye jantu🙌 jay jaganatha

  • @MANOJMISHRA-yx4us
    @MANOJMISHRA-yx4us 16 днів тому +8

    Jaguni Bhai jagannath nka sathire katha huanti,se janiparile nahin kemiti ?

  • @ranjanjena4844
    @ranjanjena4844 16 днів тому

    JayJagannath

  • @AjayKumar-dr6pv
    @AjayKumar-dr6pv 16 днів тому

    Jay jagannatha ପ୍ରଭୁ ଖ୍ୟାମl କର

  • @user-rt4ej4ey6b
    @user-rt4ej4ey6b 16 днів тому +2

    Bahara Sevayat Nku kia Ratha ku Anuchi

  • @pradeepkumarjit8627
    @pradeepkumarjit8627 16 днів тому

    Jay Jagannath 🙏🙏❤❤🚩🚩

  • @rkk50
    @rkk50 16 днів тому

    Thik katha sir kahile but problem hela mobile

  • @user-gq1yo9ib3c
    @user-gq1yo9ib3c 16 днів тому +1

    ଏ ସେବାୟତମାନେ ମନମୁଖୀ କରୁଛନ୍ତି ପ୍ରଥମେ ଦଣ୍ଡ ବିଧାନ କରି ଏମାନଙ୍କୁ ଶିଘ୍ର ଜେଲ୍ ରେ ହାଜତକୁ ନିଆଯାଉ ଯେତିକି ସେବାୟତ ରହିବା କଥା ତା ଠାରୁ ଅଧିକ ସେବାୟତ କାହିଁକି ରହୁଛନ୍ତି ଫଳରେ ଭକ୍ତମାନଙ୍କ ପାଇଁ ବହୁତ ଅସୁବିଧା ହେଉଛି ଦର୍ଶନ ରେ ଅସୁବିଧା ହେଉଛି ଯେଦି ଭକ୍ତମାନଙ୍କ ପାଇଁ ମୋବାଇଲ୍ ଫୋନ୍ କଟକଣା ହେଉଛି ତାହାଲେ ସେବାୟତ ମାନେ କାହିଁକି ମୋବାଇଲ୍ ଫୋନ୍ ମନ୍ଦିର ଭିତରକୁ ନେବେ ଯେତିକି ସେବାୟତ ରହିବା ଉଚିତ୍ ସେତିକି ସେବାୟତ ରୁହନ୍ତୁ ସାରା ବିଶ୍ବକୁ ଜିଏ ଚଳାଉଛନ୍ତି ତାଙ୍କ ପ୍ରତି କାହିଁକି ଏପରି ମନମୁଖୀ ହେଉଛି ମହାପ୍ରଭୁ ଙ୍କୁ ପହଣ୍ଡି କଲାବେଳକୁ ସେବାୟତ ମାନେ ଖେଳପଡ଼ିଆ ଭାବୁଛନ୍ତି କି କିଏ ସେଲ୍ଫି ନେଉଛି ତ କିଏ ମହାପ୍ରଭୁ ଙ୍କ ଉପରେ ଭରାଦେଇ ସେଲ୍ଫି ନେଉଛି ଏହାର ମାନେ କଣ ଯେଉଁ ମାନେ ମହାପ୍ରଭୁ ଙ୍କ ପଛରେ ଛିଡ଼ା ହୋଇଥିଲେ ସେମାନେ କଣ କରୁଥିଲେ ରସି ଛାଡ଼ି ସେଲ୍ଫି ନେଉଥିଲେ ତାଙ୍କୁ ଶିଘ୍ର ଦାଇତ୍ୱ ରୁ ବାହାର କରାଯାଉ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏

  • @NagaarjunKumar-r4w
    @NagaarjunKumar-r4w 16 днів тому +2

    ସେବାୟତ ମାନେ ସବୁ ପାଗଳ ଫୋଟ ଉଠେଇବା ପାଇଁ ଏମାନେ କଣ ଭାବନ୍ତି ସେବାୟତଙ୍କ ସବୁ ଭୁଲୁ

  • @arunofficial9189
    @arunofficial9189 16 днів тому

    ସବୁ ପଣ୍ଡା ମାନଙ୍କର ଭୁଲ 🔥🔥🔥🔥🔥🍭🔥🔥🔥🔥🔥🔥🔥🔥🔥🔥🔥🔥🔥

  • @AnillAnill-n1q
    @AnillAnill-n1q 14 днів тому

    Someone please translate

  • @ruddhisransingh9934
    @ruddhisransingh9934 16 днів тому +1

    Sevayat nku phone naba band kara jau sethi pain aji mo maha bahu kasta paile se selfie nauthiba sevayat upare action nia jau 😢🙏

  • @anupamadash7875
    @anupamadash7875 16 днів тому +1

    ମହାପ୍ରଭୁ ଙ୍କ ନିକଟରେ ମୋବଇଲ ସମ୍ପୂର୍ଣ ନିଷେଧ ହେବା ସହିତ, ସିଧା ପ୍ରସାରଣ ଉପରେ ମଧ୍ୟ କଟକଣା ରହିବା ଉଚିତ ଯାହାର ଭକ୍ତିଭାବ ନାହିଁ ଯେଉଁ ମାନେ ସମର୍ପିତ ନୁହନ୍ତି ତାଙ୍କର ସେବା କାର୍ଯ୍ୟକ୍ରମ ରେ ରହିବା ଠିକ ନୁହେଁ

  • @user-rt4ej4ey6b
    @user-rt4ej4ey6b 16 днів тому +2

    Sevayata Boli Kn indra Chandra Mani Bani na kn

  • @jangyaprasadtripathy117
    @jangyaprasadtripathy117 16 днів тому +1

    Instagram reels samastanku bayaa karichi....

  • @bipinamallik2803
    @bipinamallik2803 16 днів тому

    Jaya Sree Jagannatha Swami Jaya Law Minister Ea Ghatana pai Dai, Turanta Estafa Diuntu

  • @Foodrecipes054
    @Foodrecipes054 16 днів тому +1

    Guruji 🙏🏻 apana jani thile Nabin sir CM hebe nahi au apana guruji 🙏🏻😭 jani parile nahi ete bada aghatana heba ama mahabahu nka akhire luha ama bada thakura padi gale au ama mahabahu nka akhire luha Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭😭😭

  • @jagannathbhagwan9385
    @jagannathbhagwan9385 16 днів тому +1

    ଦାୟିତ୍ୱ ହୀନ ସରକାର ଦାୟିତ୍ୱ ହୀନ ପ୍ରଶାସନ

  • @malabikaghosh2106
    @malabikaghosh2106 16 днів тому

    What happened , happened by God's wish. He is the Master. 🙏

  • @kshirodbehura3028
    @kshirodbehura3028 16 днів тому

    Bahar sebayata ??

  • @akshayakumarsamantasinghar9469
    @akshayakumarsamantasinghar9469 16 днів тому

    The culprits should be penalised for such incident. Jay Jagannath

  • @alokmohanty-pk5kj
    @alokmohanty-pk5kj 16 днів тому

    mobile 📲 ethi pain dai

  • @manasjena4994
    @manasjena4994 16 днів тому

    Bhaut gopucha sabu dosa tomara

  • @kajalnayak2668
    @kajalnayak2668 16 днів тому +1

    Toka Mane jau achanti se mana nku bahara kara se vali sebayat kichi kama ku nuh

  • @ayushmanpalo7546
    @ayushmanpalo7546 16 днів тому

    Thik katha...mobile aau insta account lagi ee durdasa

  • @ArnapurnaPanda-b9j
    @ArnapurnaPanda-b9j 16 днів тому +1

    Jaganath swain sir thik kohuchonti

  • @salabegarout1166
    @salabegarout1166 16 днів тому

    ପ୍ରଭୁଙ୍କ ସେବା ପାଇଁ ସରକାର କଣ କରିବେ, ସେବାୟତଙ୍କ ନିଜସ୍ଵ ଭକ୍ତି ଓ ସେବା ମନବୃତି ରହିବା ଦରକାର।

  • @dhananjayamishra5845
    @dhananjayamishra5845 16 днів тому

    Aapan kan karuthile? Apan nkar kichhi jae aas nahi khali koti koti tanka dana niantu. Bhala safei dauchhanti Baah....

  • @KarunakarDhani-eo2sl
    @KarunakarDhani-eo2sl 16 днів тому

    ସେବାୟତ ଙ୍କୁ ଠାକୁର ସେବା ବେଳେ ମୋବାଇଲ ବନ୍ଦ ହେଉ।

  • @anneray1980
    @anneray1980 16 днів тому +1

    Mobile Khali bhaktanka pain mana...panda 4ta mobile bekare tangi bulibe...bhalaa

  • @Ranjanagupta-pati
    @Ranjanagupta-pati 16 днів тому +1

    This is true, crowd of Pandas were busy taking selfie and coming in camera range rather than focusing on the main job. Mobile should be banned in the hands of on duty brahmans.

  • @bishnuprasadmishra8830
    @bishnuprasadmishra8830 16 днів тому

    ସେବାୟତ ମାନେ ହାରାମି,ମହାପ୍ରଭୁଙ୍କୁ ଦେଖେଇ ଦେଉନାହାନ୍ତି

  • @nikhilpatra2119
    @nikhilpatra2119 16 днів тому

    ସ୍ମାର୍ଟଫୋନ ସବୁ ବାୟା କରିଛି , ନନା ଠିକ କହିଛନ୍ତି, ଜୟ ଜଗନ୍ନାଥ 🙏

  • @KarunakarDhani-eo2sl
    @KarunakarDhani-eo2sl 16 днів тому

    ନିର୍ଦିଷ୍ଟ ସେବାୟତ ଙ୍କୁ ରଥ ଉପରକୁ ଛଡ଼ା ଯାଉ। ଯେଉଁ ମାନଙ୍କର କାମ ନାହିଁ ସେଠାକୁ ଛଡ଼ା ଯାଉ । ଆଉକିଛି ଙ୍କୁ ଆଘାତ ହୋଇଥିଲେ ଭଲ ହୋଇଥାନ୍ତା।

  • @bhagyalatapanda2910
    @bhagyalatapanda2910 16 днів тому

    Agaru janinathila

  • @user-xr5js9xj3w
    @user-xr5js9xj3w 16 днів тому

    Bada thakura nija sevayatanku khyama karantu ta saha semananku marjita karantu

  • @Mr24811
    @Mr24811 16 днів тому +1

    ଏମାନଙ୍କର ଦରମା ବଂଦ କରି ଦିଆଯାଉ ତା ସହିତ ଦଣ୍ଡ ମିଳିବା ଦରକାର ବାଡ଼ ଗାହି କହୁଛନ୍ତି ବାହାର ସେବାୟତ ପସିଗଲେ, ଓଡ଼ିଶା ବାସୀ ଯାହା ଭାବୁଥିଲେ ଆପଣ ସତ କହିଦେଲେ, ଅନ୍ୟାୟ ସହେ କରିପାରିଲେ ନାହିଁ ମହାପ୍ରଭୁ,

  • @kishorekumarbehera506
    @kishorekumarbehera506 16 днів тому

    Jay jagannath mahaprabhu😢

  • @SujitKumarDash-qs3fe
    @SujitKumarDash-qs3fe 16 днів тому

    Simanchala bhai ହଳଧର ଦାସ ମହାପାତ୍ର ଙ୍କର ଗୋଟେ bite niajau

  • @manojnayak5933
    @manojnayak5933 16 днів тому

    ଏ ହେଇନି କିଛି ଦେଖ ଆଗକୁ କଣ ହଉଚି