Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Stoppage is added from 1.1.2025 evening in both directions. Thanks to Shri Ashwini Vaishnaw ji.
ଏହା ଉଚିତ୍ ନୁହେଁ, ବହୁତ୍ ଲୋକ ଅସୁବିଧାର ସମ୍ମୁଖିନ ହେବେ। ଭଞ୍ଜପୁର ବାସି ବେଶୀ
Thanks for the info..
ନିର୍ଦ୍ଦେଶ ପରିବର୍ତ୍ତନ ହେବା ଉଚିତ୍,, ବହୁତ ଲୋକ ନିର୍ଭର କରନ୍ତି ଏହି ଟ୍ରେନ ଉପରେ,,
Bhanjpur Station should be the main station of Baripada
Sir happy new year.
Thanks,God bless you.
Bangriposi to g.mohi. survey kebe? Jomi Adhigrahan ? If any inform immediately
Spl. LAO will be appointed very soon. Any news comes, we will update, please subscibe karantu.
Bhanja pur station bi rohu plz
Stoppage heijaichi, train ebe rahuchi.
ମୟୂରଭଞ୍ଜ ଜିଲାର ଗୋଟିଏ ମାତ୍ର ଟ୍ରେନ ଯାହାକି ନିୟମିତ ଭାବେ ବାଙ୍ଗିରିପୋଷି ରୁ ପୁରୀ ଜଗନ୍ନାଥ ଧାମକୁ ସଂଯୋଗ କରୁଥିଲା। ଯାହାକି ପ୍ରତିଦିନ ଆମେ ଭୁବନେଶ୍ୱର ରାଜଧାନୀ କଟକ ଡ଼ାକ୍ତରଖାନା ଆଦି କାର୍ଯ୍ୟରେ ନିର୍ଭର କରି ଯାତାୟତ କରୁଥିଲୁ କିନ୍ତୁ ପରିତାପର ବିଷୟ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ରୁ ବିଜେପି ସରକାର ସବୁ ଆସନ ବିଜୟ ମୂଳ ପୋଚ୍ କରି ସରକାର ବନିବାର କିଛି ମାସ ଭିତରେ ହିଁ ଲୋକଙ୍କୁ ନିୟମିତ ସଠିକ୍ ସମୟରେ ସେବା ସେବା ପ୍ରଦାନ କରିବା ପରିବର୍ତ୍ତେ ଶେଷରେ ଟ୍ରେନ ଷ୍ଟେସନ ଗୁଡ଼ିକ ଉଠାଇ ଦେଉଛନ୍ତି। ଫଳରେ ଦାମୋଦରପୂର୍ କଇଫୁଲିଆ , ଭାଞ୍ଜପୂର୍ ଆଦି ଅଞ୍ଚଳ ଲୋକେ ପ୍ରଭାବିତ ହେବୁ। ବାରିପଦା ଷ୍ଟେସନ ଯିବାକୁ ଆମେ ବହୁତ୍ ହଇରାଣ ହେବୁ କାରଣ ବାରିପଦା ଅଟୋ ରିକ୍ସା ବାଲାଙ୍କ ବହୁତ୍ ଡିମାଣ୍ଡ ରହୁଛି ବଜାର ଦେଇ ବାରିପଦା ଷ୍ଟେସନ କୁ ଯିବାକୁ ହେଲେ ହିଁ ଅତି କମରେ 100 ଟଙ୍କା ନେଉଛନ୍ତି ତେଣୁ ଏହା ଏକ ଗୁରୁତ୍ଵ ପୂର୍ଣ୍ଣ ଷ୍ଟେସନ ଏହାକୁ ପୁନର୍ବାର ରଖାଯାଉ।ଏବଂ ଭଞ୍ଜପୁର ପୁରୀ ରାତ୍ରୀକାଳୀନ ଟ୍ରେନ ମଧ୍ୟ ନିୟମିତ ଚଳାଚଳ କରାଯାଉ ନାହିଁ। ଫଳରେ ଆମେ ବସ୍ ଯୋଗେ ଯିବାକୁ ବାଧ୍ୟ ହେଉଛୁ। ତେଣୁ ଦୟାକରି ଏଥି ପାଇଁ ଦୃଷ୍ଟି ବୋଲି ମୋର ଆଶା।
Bhanjpur station re train rohu plz
Happy new year otm sir
Thanks and we too reciprocate the same warm feelings.
Bangriposi-Gorumahishani new railway line kama kebe start hebo tk update diontu
Aga jami adhigrahan start hau.
Bhai,Bangriposi potu Start heichhi...
@@balaihansdah9320 Bhai nije dekhi thila ki
@@BNP-t1qBhai mo ghoro Bangriposi .. nije mo aakhire dekhichhi...
Haldipada stoppage should be removed and Bhanjpur should be given an official halt instead
Bhanjpur railway station me waiting hall hai kya ?
Yes small one.
@@OdishaRail rat me so sakte hai vaha
Boudh station kebe inauguration heba ?
ଏବେ ସୂଚନା ନାହିଁ
Bhanjpur re rail rohu
Seidina thu hi rahuchi, minister Ashwini Vaishnaw sange sange order dele GM ku.
This decision should be changed immediately our state govt is to take immediate action on the matter.
We are working on it with cooperation from local MP.
ଭଞ୍ଜପୂର୍ ରେ ରହୁ ଆମେ ବହୁତ୍ ଅସୁବିଧା ହେବୁ
Halt sanction heijaichi, 1st January rati re bhi rahichi.
Sir bangriposi sf gote demanding train ECR ra au ai train lhb rake kebe hobo
Happy new year 🕛🎊
Thank you and same to you.
ଭଞ୍ଜପୁର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ,ବାରିପଦା ଷ୍ଟେସନ କୁ ଯିବାକୁ ହେଲେ ବାରିପଦା ର ଉତ୍ତର ଦିଗରୁ ପ୍ରାୟ 5 କିଲୋମିଟର ଉର୍ଦ୍ଧ୍ବ ବାଟ ବୁଲି କି ଯିବାକୁ ହେବ ,ସହର ଭିତରେ ହେଉ କିମ୍ବା NH -୧୮ ବାଟ ଦେଇ ଯିବାକୁ ହେବ ।ସହର ମଧ୍ୟରେ ଟ୍ରାଫିକ ସମସ୍ୟା ରହିଛି ।ବିନା ବିଚାରରେ ଏଭଳି ଏକ ତରଫା ନିଷ୍ପତ୍ତି ବୁମେରାଙ୍ଗ ହେବ । ଭଞ୍ଜପୁର ରହଣି ଜାରି ରହୁ ।
ଆମେ ରେଳ ମନ୍ତ୍ରୀଙ୍କୁ tweet କରିକି ଜଣେଇଛୁ ଆଉ ଲୋକଙ୍କ ମତାମତ ର ଅପେକ୍ଷା ରେ ଅଛୁ।
ମୟୂରଭଞ୍ଜ ଜିଲ୍ଲାର ସବୁ ଷ୍ଟେସନ ରେ ରହୁ ।ହଲଦିପଦା, ମାର୍କନା ରେ ନୋ ରହୁ।
Bangriposi to Rupsa ପର୍ଯ୍ୟନ୍ତ ସବୁ ଷ୍ଟେସନ୍ stop ଅଛି ଭଞ୍ଜପୂର୍ କୁ କଣ ପାଇଁ official stop ଦଉ ନାହାନ୍ତି
ପିଲାଙ୍କ ର କ୍ଲାସ ହେଉ ଅଛି ବହୁତ ସୁବିଧା ହେଉଛି
Nice video
Thanks
Train should stop at Bhanjapur Station
See next video, it is stopping from 1st Jan night.
08011 - VZR PURI SPL ଚାଲିଛି କି ନାହିଁ 11 ରେ puri jiba ro achhi
Continued.
Bhanjpur station thila achhi rahithiba no hele niya logei doba
Train rahuchi ebe.
Bhanjpur rail stop ନିହାତି ରହୁ .
ସେଇଦିନଠୁ ହେଇଯାଇଛି ଆପଣ ମାନେ ପରବର୍ତୀ video ଟି ଦେଖନ୍ତୁ ଦୟା କରିକି।
No
Bhanjpur best
Bhanjpur re Train rohi bo mane Rohi bo no hele Train jiba jibo nahi strik kora jau
Source ??
We have our own channel.
Sobu aadu loko asu thile pakho station boli .. ..Jodi no rohibo bohut problem hebe loko mane 😢😢😢..
Second video dekhantu, start heigalani.
ଭାଇ ରେ..... ଭଂଜପୁର ରୁ ପୁରୀ.... Special ଟ୍ରେନ ଟା ଚାଲିଛି ନା ବନ୍ଦ କରିଦେଇଛନ୍ତି.... Please ଟିକେ ଜଣାନ୍ତୁ
ଏବେ ବନ୍ଦ ହେଇଛି, ଏହି ବାବଦରେ କିଛି ନିଷ୍ପତି ହେଇନି।
Bhajpur main station 🆗
Yes, stoppage is restored.
Bhul decision
କରୋନା ପରେ ଯଉ ସବୁ ଟ୍ରେନ୍ସ ଗୋଡ଼ାକ ତାଳଚେର ରୋଡ଼ ରେ ରହୁ ନାହିଁ.... ସେ ବାବଦରେ ଗୋଟେ ଭିଡିଓ କରିବାକୁ ଅନୁରୋଧ...
Nischay.
Sir long demand of people for the stoppage of bangiriposi puri, dhauli and utkala express at BTV.Kindly consider. People from jajpur, keonjhar, Bhadrak depend on this railway station for their daily travel.
Stoppage is added from 1.1.2025 evening in both directions. Thanks to Shri Ashwini Vaishnaw ji.
ଏହା ଉଚିତ୍ ନୁହେଁ, ବହୁତ୍ ଲୋକ ଅସୁବିଧାର ସମ୍ମୁଖିନ ହେବେ। ଭଞ୍ଜପୁର ବାସି ବେଶୀ
Thanks for the info..
ନିର୍ଦ୍ଦେଶ ପରିବର୍ତ୍ତନ ହେବା ଉଚିତ୍,, ବହୁତ ଲୋକ ନିର୍ଭର କରନ୍ତି ଏହି ଟ୍ରେନ ଉପରେ,,
Bhanjpur Station should be the main station of Baripada
Sir happy new year.
Thanks,God bless you.
Bangriposi to g.mohi. survey kebe? Jomi Adhigrahan ? If any inform immediately
Spl. LAO will be appointed very soon. Any news comes, we will update, please subscibe karantu.
Bhanja pur station bi rohu plz
Stoppage heijaichi, train ebe rahuchi.
ମୟୂରଭଞ୍ଜ ଜିଲାର ଗୋଟିଏ ମାତ୍ର ଟ୍ରେନ ଯାହାକି ନିୟମିତ ଭାବେ ବାଙ୍ଗିରିପୋଷି ରୁ ପୁରୀ ଜଗନ୍ନାଥ ଧାମକୁ ସଂଯୋଗ କରୁଥିଲା। ଯାହାକି ପ୍ରତିଦିନ ଆମେ ଭୁବନେଶ୍ୱର ରାଜଧାନୀ କଟକ ଡ଼ାକ୍ତରଖାନା ଆଦି କାର୍ଯ୍ୟରେ ନିର୍ଭର କରି ଯାତାୟତ କରୁଥିଲୁ କିନ୍ତୁ ପରିତାପର ବିଷୟ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ରୁ ବିଜେପି ସରକାର ସବୁ ଆସନ ବିଜୟ ମୂଳ ପୋଚ୍ କରି ସରକାର ବନିବାର କିଛି ମାସ ଭିତରେ ହିଁ ଲୋକଙ୍କୁ ନିୟମିତ ସଠିକ୍ ସମୟରେ ସେବା ସେବା ପ୍ରଦାନ କରିବା ପରିବର୍ତ୍ତେ ଶେଷରେ ଟ୍ରେନ ଷ୍ଟେସନ ଗୁଡ଼ିକ ଉଠାଇ ଦେଉଛନ୍ତି। ଫଳରେ ଦାମୋଦରପୂର୍ କଇଫୁଲିଆ , ଭାଞ୍ଜପୂର୍ ଆଦି ଅଞ୍ଚଳ ଲୋକେ ପ୍ରଭାବିତ ହେବୁ। ବାରିପଦା ଷ୍ଟେସନ ଯିବାକୁ ଆମେ ବହୁତ୍ ହଇରାଣ ହେବୁ କାରଣ ବାରିପଦା ଅଟୋ ରିକ୍ସା ବାଲାଙ୍କ ବହୁତ୍ ଡିମାଣ୍ଡ ରହୁଛି ବଜାର ଦେଇ ବାରିପଦା ଷ୍ଟେସନ କୁ ଯିବାକୁ ହେଲେ ହିଁ ଅତି କମରେ 100 ଟଙ୍କା ନେଉଛନ୍ତି ତେଣୁ ଏହା ଏକ ଗୁରୁତ୍ଵ ପୂର୍ଣ୍ଣ ଷ୍ଟେସନ ଏହାକୁ ପୁନର୍ବାର ରଖାଯାଉ।
ଏବଂ ଭଞ୍ଜପୁର ପୁରୀ ରାତ୍ରୀକାଳୀନ ଟ୍ରେନ ମଧ୍ୟ ନିୟମିତ ଚଳାଚଳ କରାଯାଉ ନାହିଁ। ଫଳରେ ଆମେ ବସ୍ ଯୋଗେ ଯିବାକୁ ବାଧ୍ୟ ହେଉଛୁ। ତେଣୁ ଦୟାକରି ଏଥି ପାଇଁ ଦୃଷ୍ଟି ବୋଲି ମୋର ଆଶା।
Bhanjpur station re train rohu plz
Happy new year otm sir
Thanks and we too reciprocate the same warm feelings.
Bangriposi-Gorumahishani new railway line kama kebe start hebo tk update diontu
Aga jami adhigrahan start hau.
Bhai,Bangriposi potu Start heichhi...
@@balaihansdah9320 Bhai nije dekhi thila ki
@@BNP-t1qBhai mo ghoro Bangriposi .. nije mo aakhire dekhichhi...
Haldipada stoppage should be removed and Bhanjpur should be given an official halt instead
Bhanjpur railway station me waiting hall hai kya ?
Yes small one.
@@OdishaRail rat me so sakte hai vaha
Boudh station kebe inauguration heba ?
ଏବେ ସୂଚନା ନାହିଁ
Bhanjpur re rail rohu
Seidina thu hi rahuchi, minister Ashwini Vaishnaw sange sange order dele GM ku.
This decision should be changed immediately our state govt is to take immediate action on the matter.
We are working on it with cooperation from local MP.
ଭଞ୍ଜପୂର୍ ରେ ରହୁ ଆମେ ବହୁତ୍ ଅସୁବିଧା ହେବୁ
Halt sanction heijaichi, 1st January rati re bhi rahichi.
Sir bangriposi sf gote demanding train ECR ra au ai train lhb rake kebe hobo
Happy new year 🕛🎊
Thank you and same to you.
ଭଞ୍ଜପୁର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ,ବାରିପଦା ଷ୍ଟେସନ କୁ ଯିବାକୁ ହେଲେ ବାରିପଦା ର ଉତ୍ତର ଦିଗରୁ ପ୍ରାୟ 5 କିଲୋମିଟର ଉର୍ଦ୍ଧ୍ବ ବାଟ ବୁଲି କି ଯିବାକୁ ହେବ ,ସହର ଭିତରେ ହେଉ କିମ୍ବା NH -୧୮ ବାଟ ଦେଇ ଯିବାକୁ ହେବ ।ସହର ମଧ୍ୟରେ ଟ୍ରାଫିକ ସମସ୍ୟା ରହିଛି ।ବିନା ବିଚାରରେ ଏଭଳି ଏକ ତରଫା ନିଷ୍ପତ୍ତି ବୁମେରାଙ୍ଗ ହେବ । ଭଞ୍ଜପୁର ରହଣି ଜାରି ରହୁ ।
ଆମେ ରେଳ ମନ୍ତ୍ରୀଙ୍କୁ tweet କରିକି ଜଣେଇଛୁ ଆଉ ଲୋକଙ୍କ ମତାମତ ର ଅପେକ୍ଷା ରେ ଅଛୁ।
ମୟୂରଭଞ୍ଜ ଜିଲ୍ଲାର ସବୁ ଷ୍ଟେସନ ରେ ରହୁ ।ହଲଦିପଦା, ମାର୍କନା ରେ ନୋ ରହୁ।
Bangriposi to Rupsa ପର୍ଯ୍ୟନ୍ତ ସବୁ ଷ୍ଟେସନ୍ stop ଅଛି ଭଞ୍ଜପୂର୍ କୁ କଣ ପାଇଁ official stop ଦଉ ନାହାନ୍ତି
ପିଲାଙ୍କ ର କ୍ଲାସ ହେଉ ଅଛି ବହୁତ ସୁବିଧା ହେଉଛି
Nice video
Thanks
Train should stop at Bhanjapur Station
See next video, it is stopping from 1st Jan night.
08011 - VZR PURI SPL ଚାଲିଛି କି ନାହିଁ 11 ରେ puri jiba ro achhi
Continued.
Bhanjpur station thila achhi rahithiba no hele niya logei doba
Train rahuchi ebe.
Bhanjpur rail stop ନିହାତି ରହୁ .
ସେଇଦିନଠୁ ହେଇଯାଇଛି ଆପଣ ମାନେ ପରବର୍ତୀ video ଟି ଦେଖନ୍ତୁ ଦୟା କରିକି।
No
Bhanjpur best
Bhanjpur re Train rohi bo mane Rohi bo no hele Train jiba jibo nahi strik kora jau
Source ??
We have our own channel.
Sobu aadu loko asu thile pakho station boli .. ..Jodi no rohibo bohut problem hebe loko mane 😢😢😢..
Second video dekhantu, start heigalani.
ଭାଇ ରେ..... ଭଂଜପୁର ରୁ ପୁରୀ.... Special ଟ୍ରେନ ଟା ଚାଲିଛି ନା ବନ୍ଦ କରିଦେଇଛନ୍ତି.... Please ଟିକେ ଜଣାନ୍ତୁ
ଏବେ ବନ୍ଦ ହେଇଛି, ଏହି ବାବଦରେ କିଛି ନିଷ୍ପତି ହେଇନି।
Bhajpur main station 🆗
Yes, stoppage is restored.
Bhul decision
କରୋନା ପରେ ଯଉ ସବୁ ଟ୍ରେନ୍ସ ଗୋଡ଼ାକ ତାଳଚେର ରୋଡ଼ ରେ ରହୁ ନାହିଁ.... ସେ ବାବଦରେ ଗୋଟେ ଭିଡିଓ କରିବାକୁ ଅନୁରୋଧ...
Nischay.
Sir long demand of people for the stoppage of bangiriposi puri, dhauli and utkala express at BTV.
Kindly consider. People from jajpur, keonjhar, Bhadrak depend on this railway station for their daily travel.