ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା |CM Mohan Majhi Big Announcement |CM Mohan Majhi Delhi Visit

Поділитися
Вставка
  • Опубліковано 9 вер 2024
  • ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା |CM Mohan Majhi Big Announcement |CM Mohan Majhi Delhi Visit
    Chief Minister Mohan Majhi was on a 3-day visit to Delhi. Mohan Majhi attended the national highway construction review meeting this morning. Along with the Chief Minister, Minister of State Prithviraj Harichandan, Chief Secretary, senior officials also visited Delhi. And the focus will be on National Highways and Coastal Highways. About 20 thousand crores of NHI work is going on in Odisha regarding road connectivity. #CMMohanmajhi #CMMohanMajhiDelhiVisit #nationalhighwayconstructionreviewmeeting #MinisterofStatePrithvirajHarichandan #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews #sofiafirdous #odishaassembly
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

КОМЕНТАРІ • 73

  • @girija9561
    @girija9561 28 днів тому +14

    Sir ଦୟାକରି ଟିକେ ଧ୍ୟାନ ଦେବେ କି ବହୁତ ବିଧବା ମହିଳା ସରକାରି ଚାକିରୀ ରେ କାର୍ଯ୍ୟରତ ଯେମିତ ଆଶା, ଅଙ୍ଗନବାଡି କର୍ମୀ, ଅଙ୍ଗନବାଡି ହେଲେପେର, ଦରମା ୮୦୦୦ ପାଉଛନ୍ତି ପୁଣି ସେମାନେ ମାସକୁ ଭତ୍ତା ବି ପାଉଛନ୍ତି. ଦୟାକରି ସେମାନଙ୍କ ନାମ କାଟି ପ୍ରକୃତ ବିଧବା ମହିଳା ପାଇଲେ ସେମାନେ ଉପକୃତ ହେବେ 🙏🙏🙏🙏🙏

    • @swapnilpattnayak6193
      @swapnilpattnayak6193 28 днів тому +1

      Se kn kamei ki deuchanti ki Daya karibe odisha ra poisa loka nku diya heuchi

    • @user-qp8qj2ym1z
      @user-qp8qj2ym1z 28 днів тому +1

      Khali asa anganwadi samasta nka akhire jali jauchhi kana pain government kana setiki khatauni ki tanka salary kana pain katiki basi thiba lokanku debe taha puni service lokanka salary ru Kati

    • @user-vo1co9gc8m
      @user-vo1co9gc8m 28 днів тому

      Very good news Mohan sarkar jee. I LIKE this news. God bless you SIR. ❤❤❤❤❤❤

    • @PragyanpriyadarshiniPatra
      @PragyanpriyadarshiniPatra 28 днів тому

      Odisha ku kemiti bancheiba ta fast bhabho tapore job katha pore kohibo

    • @girija9561
      @girija9561 27 днів тому

      @@user-qp8qj2ym1z ସେ ଯଉ ଗାଣ୍ଡି ମାରୁଛନ୍ତି ଡେଲିଭେରୀ ପେସେଣ୍ଟ ମାନଙ୍କୁ ପୁଅ ହେଲେ ୫୦୦ ଝିଅ ହେଲେ ୩୦୦ ଡିମାଣ୍ଡ କରୁଛନ୍ତି. ତା ପରେ ଦରମା ୮୦୦୦ ପୁଣି ଭତ୍ତା କଉ ଖୁସି ରେ ପାଇବେ ୩୦୦୦. ସେ ୩୦୦୦ କୁ ଅନ୍ୟ କେହି ବିଧବା ମହିଳା ପାଇଲେ ଉପକୃତ ହେବେ.

  • @RanjanBeura-h5z
    @RanjanBeura-h5z 27 днів тому +4

    ବେଲଜ୍ୟା ଜୁମଲା ପାର୍ଟି ର ସୁପର ମିଛୁଆ ମୂର୍ଖ ମନ୍ତ୍ରୀ

  • @ଅଭୟ
    @ଅଭୟ 28 днів тому +4

    ଚାକିରି ନିଯୁକ୍ତି ଉପରେ ଗୁରୁତ୍ଵ ଦିଅନ୍ତୁ ସାର୍ ଲୋକ ମାଟି କାମ କରି କରି ଥକି ପଡ଼ିଲେଣି

  • @user-vl3rv7cd8z
    @user-vl3rv7cd8z 28 днів тому +11

    ତୁରନ୍ତ ନିର୍ବାଚନ ପ୍ରତିଶୃତି ସାମାଜିକସୁରକ୍ଷା ଭତ୍ତା 3000/-ଓ 3500/-ଏକ ସଂଗେ ବୃଦ୍ଧି କରିବାକୁ ନିଷ୍ପତି ନେବାକୁ ଅନୁରୋଧ, ନହିଲେ ବିଜେଡି ଦଳ ତରଫରୁ ପ୍ରତିବାଦ ହେବ ଜୋରଦାର ଜନବିରୋଧୀ ସରକାର ନୈତିକତା ଦୃଷ୍ଟିରୁ ଇସ୍ତପା ଦିଅ.

    • @benusahu6299
      @benusahu6299 28 днів тому +1

      Yes sir

    • @user-tb9sv1lh5w
      @user-tb9sv1lh5w 28 днів тому +1

      Naveen pattanaik mahoday, baragarh re declared karithile farmer's mananku 100 rupees bonus debu boli,se ete year sasana kari ki dei parile nahin,kalia jojana Ten thousand dele nahin yearly.Ehi sarakar ku aame 5 year wait karuchhu,sabu fullfill karuchhanti ki nuhan.naveen pattanaik mahoday nku aame sarakar ru hateichhu.tume BJD loka sabu kahuchha emiti.5 years bhitare na hele aame yanku bhi change karibu

  • @prembanchhor646
    @prembanchhor646 28 днів тому +1

    ଗରିବ ଭୂମିହୀନ ପରିବାର ଙ୍କ ଦୁଃଖ କେବେ ବୁଝିବ

  • @user-vl3rv7cd8z
    @user-vl3rv7cd8z 28 днів тому +7

    ଡବଲ ଇଞ୍ଜିନ ର ଡ୍ରାଇଭର ଦକ୍ଷତା ଓ ଅଭିଜ୍ଞତା ସମ୍ପର୍ନ ହେବା ଉଚିତ ନହିଲେ ଧକା ହେବାର ସମ୍ଭାବନା ଅଧିକ ରହିବ.

  • @ranjitabiswal4860
    @ranjitabiswal4860 27 днів тому +1

    Mohan sir dhire dhire sabu kama karantu

  • @user-ln3bm8cz7j
    @user-ln3bm8cz7j 28 днів тому +5

    ଭତ୍ତା କୁଆଡେ ଗୋଲା BJP 80 80 ରେ ଖେଳ ନା କଣ,,,,ଆଉ ଦେବାକୁ ଇଛା ନାହି ବଧେ

    • @Singh77359
      @Singh77359 28 днів тому

      ବୋଧେ ନ୍ୟୁଜ ଦେଖୁନ ୬୦ ବର୍ଷରୁ ଅଧିକହେଉଥିବାଲୋକକୁ ଜଲଦି ୩୦୦୦ ଘୋଷଣାକରିବେ ୧୦୦ ଦିନଭିତରେ

  • @manbodrana5313
    @manbodrana5313 27 днів тому

    ମୋହନ ସାର ସେ ସମସ୍ତ ଯାହା କରୁଛନ୍ତି କରନ୍ତୁ, କିନ୍ତୁ ବହୁତ ବର୍ଷରୁ ଆଉଟସୋରସିଙ୍ଗ କର୍ମ ଚାରି ମାନେ ଆପଣଙ୍କୁ ଭରଷା ରଖିଛନ୍ତି । ଏମାନଙ୍କୁ ରେଗୁଲାର ବ୍ୟବସ୍ଥା କଲେ ଆପଣଙ୍କ ଠାରେ ରୁଣିହେବୁ ।

  • @aloksahu2020
    @aloksahu2020 28 днів тому +3

    ଭତା 60 ବର୍ଷ ରୁ ଉର୍ଦ୍ଧ କୁ 3000 କରା ଯାଉ

  • @DebendrakumarNial-gn3dx
    @DebendrakumarNial-gn3dx 28 днів тому +4

    ସର୍ବ ପ୍ରଥମେ ବୁଡ଼ା ବୁଡିଙ୍କର ଓ ବିଧବା ମହିଳାଙ୍କର ପେନସନ 3500ଟଙ୍କା ଦିଅ ଓ ଅଙ୍ଗନୱାଡି ଏବଂ ସାହାୟିକା କାର ଦରମା ବଡା ନ୍ତୁ

  • @ranjitkumarojha2063
    @ranjitkumarojha2063 23 дні тому

    Jay shree Ram Mohan Bhai ki jay

  • @dharmaranjanpanda8524
    @dharmaranjanpanda8524 28 днів тому +1

    Big thanks to the reporter to ask about Cuttack to sambalpur road

  • @DulaDash
    @DulaDash 27 днів тому

    Good NeWest🎉🎉🎉

  • @MochiRam-ed3xs
    @MochiRam-ed3xs 28 днів тому +1

    300 unit kuade gala

  • @mandalgond8863
    @mandalgond8863 28 днів тому +1

    BHAWANIPATANA TO JAIPUR 8 LANE KARO

  • @kailashbhoi1319
    @kailashbhoi1319 23 дні тому

    Mohansir outsorsing nk regular karntu, high cout niam manntu sir

  • @dhaneswardas7823
    @dhaneswardas7823 28 днів тому

    ରାଜପଥ ସ୍ବୟଂ ହେବ ଏବଂ ଏହାକୁ କରିବା ପାଇଁଁ କେନ୍ଦ୍ର ବାଧ୍ୟ କାରଣ ସବୁ ବଡ଼ବଡ଼ କମ୍ପାନୀର ଅଧିକ କାମରେ ଆସିବ ଓ ସାଧାରଣ ଲୋକେ ଉପକୃତ ହେବେ।
    କେବଳ ଦୁର୍ନୀତି କେବେ ହଠାଇବେ ଓ ଅର୍ଥ ଫେରାଇ ଆଣିବେ କୁହନ୍ତୁ, କାରଣ ସବୁ ଦୁର୍ନୀତି ଟଙ୍କା ଫେରି ଆସିଲେ। ସବୁ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଆରମରେ ୩ ହଜାର ଦେଇ ହେବ। ଯଦି କେହି ବଡ ନେତା ଦୁର୍ନୀତି ନିବାରଣ କରିବାକୁ ବାଧା ଦେଉଛନ୍ତି ତେବେ ଓଡ଼ିଶା ବାସୀଙ୍କ ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ପଦ ଛାଡି କେନ୍ଦ୍ରୀୟ ନେତାମାନଙ୍କୁ ଚେତାଇ ଦିଅନ୍ତୁ।
    ଆପଣଙ୍କ ସ୍ବାଭିମାନ ଆମର କାମ୍ୟ।
    ବନ୍ଦେ ଉତ୍କଳ ଜନନୀ ବନ୍ଦେ

  • @sanjaykumardas334
    @sanjaykumardas334 28 днів тому +2

    ଓଡିଶା ରେ ହୋଇ ଭଳ ଭାବରେ ଓଡ଼ିଆ ଜାଣିନ କେମିତି ବିଧାନ ଶୋଭା ଚଳାଇବ

  • @geetanjalipalo4158
    @geetanjalipalo4158 28 днів тому

    ମହିଳା ମାନଙ୍କ ପାଇଁ ଏବଂ student ମାନଙ୍କ ପାଇଁ ସରକାର ଯେଉଁ ଲଷ୍ମୀ ବସ୍ ଯୋଜନା କରିଥିଲେ ସେହି ଯୋଜନା କୁଆଡେ ଗଲା, ଲଷ୍ମୀ ବସ୍ ଯାଗୁଁ ବହୁତ ଲୋକ ଉପକୃତ ହେଉଥିଲେ, ଆମ dist ମାଲକାନଗିରି ରେ ଲୋକେ ବହୁତ ହଇରାଣ ହେଉଛନ୍ତି, ପିଲାଙ୍କ ସ୍କୁଲ time ରେ ବସ୍ ଯାଉଥିଲା ବର୍ତମାନ ଆଉ ସେହି time ରେ ବସ୍ ନାହିଁ ତେଣୁ ପିଲାମାନଙ୍କ ସହିତ ଯୋଉମାନେ official worker ବହୁତ ହଇରାଣ ହେଉଛନ୍ତି ଏବଂ auto ଵାଲା ମାନଂକର ଖାମଖିଆଲି ଗାଡି ଚଲେଇବା ଏବଂ auto ରେ ଜାଗା ନଥିଲେ ମଧ୍ୟ ବସେଇବା ଫଳରେ accident ବହୁତ ହେଉଛି, ଏଥିପ୍ରତି ସରକାର ଟିକେ ଦୃଷ୍ଟି ଦିଅନ୍ତୁ

  • @sadashibamohanta7516
    @sadashibamohanta7516 23 дні тому

    Krushak mananka pai kan subidha Odisha sarakar ahara drusti diantu

  • @rakeshentertainmentrs1158
    @rakeshentertainmentrs1158 28 днів тому

    ଦୟାକରି State highway ଗୁଡିକୁ development କରନ୍ତୁ special କରି ଫୁଲନଖରା ଠାରୁ ନିଆଳୀ - ନିମାପଡ଼ା - ପୁରୀ ରୋଡ କୁ ପ୍ରଶସ୍ତ କରିବା ଦରକାର କାରଣ a ରୋଡ ଟି ରେ ଅଧିକ୍ ଟ୍ରାଫିକ ସହିତ ଦୁର୍ଘଟଣା ବି ଘଟୁଛି 🙏🏻ଓ ଏହା ପୁରୀ ଯିବା ପାଇଁ ସବୁଠୁ bypass ର ମାଧ୍ୟମ ବନି ପାରିବ

  • @MNDIGITALSARAKANA
    @MNDIGITALSARAKANA 28 днів тому

    ଆମର ସୁଦୀର୍ଘ ସମୁଦ୍ର ତଟ ଅଛି କିନ୍ତୁ ଲୁଣ ଆମେ ଗୁଜୁରାଟ ଆଉ କୋଲକାତା ରୁ ଆଣୁ6ଛ
    ଲୁଣ କାରଖାନା କରି ବାହାରକୁ Supply କରାଗଲେ ରାଜ୍ୟ ର ରାଜସ୍ଵ ବଢିବl ସଙ୍ଗେ ସଙ୍ଗେ ଦାଦନ ମୁକ୍ତ ରେ ସହାୟକ ହେବ

  • @LeehibanandaMohanty
    @LeehibanandaMohanty 27 днів тому

    ଗୋଟେ ଅନୁରୋଧ ସବୁ ବେଳେ ଡବୁଲ ଇଞ୍ଜିନ କୋହିନି ଏଇ ୱାର୍ଡ ଓଡ଼ିଶା ବାସୀ କୁ କେତେ ଯେ କଣ୍ଡାଉଚି ତମେ bjp ବାଲା ବୁଝି ପାରିବନି

  • @vlogwithmanash126
    @vlogwithmanash126 28 днів тому +1

    ଭତା 3000 କରନ୍ତୁ ଜଲ୍ଦୀ, ମିଛ kahi ଲୋକଙ୍କୁ thakani

  • @IloveOdiaRosei
    @IloveOdiaRosei 28 днів тому +2

    Handicap manak pilamanaku gote job diantu please nihati darakar reply

  • @bulusuna1239
    @bulusuna1239 27 днів тому

    Aru outsourcing pila manankara tk bujhun cm sir🙏

  • @dakeshwarsabar5410
    @dakeshwarsabar5410 27 днів тому

    ମୋହନ ସରକାର ଜିନ୍ଦାବାଦ ❤❤❤

  • @mandalgond8863
    @mandalgond8863 28 днів тому

    PRATYAKA DIST TO DIST SIX LEAN KARAJAU

  • @ranjitluha8967
    @ranjitluha8967 28 днів тому

    🙏

  • @user-kg4ri7gc3z
    @user-kg4ri7gc3z 27 днів тому

    Samastanka darama first badha jau...au astai nijukti ku stai karajau tahale orissa kichi urnati heba....

  • @gaurangadas6255
    @gaurangadas6255 28 днів тому

    C.M. Kan paine Barambaea Delhi jauchhanti

  • @kailashbehera2444
    @kailashbehera2444 28 днів тому

    Sir k b k Jilla re bad fectry gute karun dadan k b k Jilla ru aka jauchan..

  • @JyotiRanjan-yr4rv
    @JyotiRanjan-yr4rv 27 днів тому

    ନବୀନ ବାବୁ ପେପର ବିନା ଜିଲା ନାମ କହି ପାରୁ ନଥିଲା ❤ ମୋହନ ବାବୁ ଟେବୁଲ ନ ଦେଖି ଭାଷଣ 😢😢😢😢

  • @RohitRana-i1h
    @RohitRana-i1h 27 днів тому

    Teacher nijukti diantu

  • @jitbabadas9008
    @jitbabadas9008 28 днів тому +1

    will transgender eligible for Subhadra yojana??let me know??

  • @TikinaMalikTikinaMalik
    @TikinaMalikTikinaMalik 28 днів тому

    )samata ku 3500 tanka dia jau katha dei thila bjp sarakar election samayare taha katha rakhantu nahele bahut andolan haba

  • @premarajorampremaraj1141
    @premarajorampremaraj1141 28 днів тому

    Bbsr to rkl kab haba

  • @brajeswarsahoo1202
    @brajeswarsahoo1202 28 днів тому

    Job ketey bahariba kuha .bhata ketey deba kuha

  • @JituBGHvlogs
    @JituBGHvlogs 27 днів тому

    3000 hajar varta jaldi diya ehi month re

  • @user-qg9sh3yv5v
    @user-qg9sh3yv5v 27 днів тому

    Gariba vumihinmanka dukha buchiba

  • @user-ik3ep1jw3i
    @user-ik3ep1jw3i 28 днів тому

    Mohan babu pahle pratisruti palan karo.
    Phir file reopen karna.

  • @user-ye4pv5gn1y
    @user-ye4pv5gn1y 28 днів тому

    Shan.banu.bijepi.sarakara.jaha.istahar..deithhila.se.kama.heba.darakar

  • @user-kg4ri7gc3z
    @user-kg4ri7gc3z 27 днів тому

    Ethi khaiba na paiki loka mane chota chota pila mane upasa re chatpat hoi maleni au jibana thiba je tama rajapatha re chalibe....
    Sabu jinisa akasa chuan ret kn eithi pain.....

  • @mandalgond8863
    @mandalgond8863 27 днів тому

    😮😅ODISHA RE KEBAL MAGANA KIA ACHANTI

  • @mandalgond8863
    @mandalgond8863 27 днів тому

    AMITI KEBE NABIA KARITANTA KI ?

  • @BasantaMajhi-bu6gt
    @BasantaMajhi-bu6gt 28 днів тому

    E sabu kama pura heba pain kete barsa. Lagiba. B.j p Khali katha re kama re nuhen kama jadi hei paruchhi. B.j.p pain. Bhala na hei parile kala

  • @mandalgond8863
    @mandalgond8863 27 днів тому

    ROAD SIDA SIDA KARANTU

  • @PurastamPatra-rs9gx
    @PurastamPatra-rs9gx 28 днів тому

    Odisha ku company darakar 1000.1000 matare company anatu jhaa phalare lakamane kamakari bhalore rahihi paribe mu apanaku hata jadchhi😂😂😂😂😂

  • @snmofficial9306
    @snmofficial9306 28 днів тому

    Balangir Nh 26 No😂

  • @sanyasigouda3250
    @sanyasigouda3250 26 днів тому

    3000 hajara kuade gala au sarakar

  • @debendramurmu1211
    @debendramurmu1211 28 днів тому

    Double engine kamo karuni pra y bhata bi sehi lagi NAHI kahi anyo katha kohu6

  • @PragyanpriyadarshiniPatra
    @PragyanpriyadarshiniPatra 28 днів тому

    Odisha ru Bangladesh loko manoku hatao

  • @Balaramse
    @Balaramse 28 днів тому

    Bangladesh odiaku banchantu vasana nadae

  • @GVaraprasad-gs4ye
    @GVaraprasad-gs4ye 28 днів тому

    modibhashonore cm khalighosanare petopuriboni😊63borsohela522,35acradivasl jomihodop korichi jkpm rgda milunigovtyojana na onyomoolyo jomipherestohevu jaibjp😅

  • @RajakishorSethi-rn8ds
    @RajakishorSethi-rn8ds 28 днів тому

    Tu mo banada bhashanadabu bangala dashi nkiu bida kara tapara odisha bashinika sathira katha habu

  • @DeuHxhs
    @DeuHxhs 28 днів тому

    Bjp baldab

  • @swapnilpattnayak6193
    @swapnilpattnayak6193 28 днів тому

    3000 deba kotha kauade gola dhampa mara sarkar

  • @GVaraprasad-gs4ye
    @GVaraprasad-gs4ye 28 днів тому

    modibhashonore cm khalighosanare petopuriboni😊63borsohela522,35acradivasl jomihodop korichi jkpm rgda milunigovtyojana na onyomoolyo jomipherestohevu jaibjp😅

  • @GVaraprasad-gs4ye
    @GVaraprasad-gs4ye 28 днів тому

    modibhashonore cm khalighosanare petopuriboni😊63borsohela522,35acradivasl jomihodop korichi jkpm rgda milunigovtyojana na onyomoolyo jomipherestohevu jaibjp😅