ବାବା ଖୋଲିଲେ ଲେମ୍ବୁ ରହସ୍ୟ || podcast_with_debasis || Debasis_Story || Baba_Artatrana || EP_7

Поділитися
Вставка
  • Опубліковано 3 лис 2024

КОМЕНТАРІ • 700

  • @santoshkumarprusty6387
    @santoshkumarprusty6387 10 днів тому +2

    Sampurna michha, Nija upare biswas rakhile Ela phala miliba.

  • @rabindrabindhani9103
    @rabindrabindhani9103 4 дні тому

    ବିଶ୍ଵାସ ହିଁ ଭଗବାନ, ଗଙ୍ଗା ନାମ ରେ ଜଳ ହିଁ ପବିତ୍ର, ହାତ ଯୋଡ଼ିଲେ ଭଗବାନଙ୍କ ଆଶ୍ରିତ । ତୁଳସୀ ଜଳ ହିଁ ପାଦୁକା, ଜୟ ଜଗନ୍ନାଥ

  • @samarprusty212
    @samarprusty212 2 місяці тому +27

    ହୁଣ୍ଡା ସାମ୍ବାଦିକ କୁ ପ୍ରଖ୍ୟାତ ଟାଉଟର 🥺

  • @Tapaskumarvlogs5847
    @Tapaskumarvlogs5847 Місяць тому +15

    ସବୁ ମିଛ କଥା ମୁ ବି ଯାଇଥିଲି ମୋର ଗୋଟେ ପୁତୁରା କୁ ନେଇକି ଯାଇଥିଲି ଥରେ ନୁହେଁ 13ଥର ଯାଇଥିଲୁ କିଛି ବି କାମ କରିଲାନି ସବୁ ମିଛ ଏ ଦୁନିଆରେ ସବୁଠୁ ସତ ସେ ହେଉଛି ଭଗବାନ 🙏ଏ ବାବା ମିଛ.. ପଦରେ ପାଦ ଛନ୍ଦା ଏ ବାବା ହୋଉଛି ମୋ........ ଧନ୍ଦା

  • @ashokkumarsahoo7041
    @ashokkumarsahoo7041 3 дні тому

    ଏଇଟା ଗୋଟେ ଭଲ qwality ର ଟାଉଟର ଟା

  • @rabindrabindhani9103
    @rabindrabindhani9103 4 дні тому

    ଯେଉଁ ମାନେ ଅନ୍ଧ ବିୱାସ୍ କହୁଛନ୍ତି, ତାଙ୍କ ଘରେ କଣ କିଛି ପୂଜା ହୁଏ ନାହିଁ, ବିଭା ଘରେ ପଣ୍ଡିତଙ୍କୁ କାହିଁକି ଦକା ହୁଏ। ମନ୍ଦିର କୁ କଣ ପାଇଁ ଯାଆନ୍ତି, ପିତା ମାତା ଙ୍କୁ କାହିଁକି ପ୍ରଣାମ କରାଯାଏ । ବିଶ୍ଵାସ ରେହିଁ ବିଜ୍ଞାନ । ଚନ୍ଦ୍ର କୁ ଗଲେ ବିୱାସୋ ଓ ଭରସା ।

  • @rakeshkumarbarik4870
    @rakeshkumarbarik4870 Місяць тому +35

    ମୁଁ ମୋ ମାକୁ ନେଇକି ଅନେକଥର ଯାଇଛି କିନ୍ତୁ କିଛି ଲାଭ ହେଇନି ବରଂ କ୍ଷତି ହେଇଚି ସେ ହାତ ଗୋଡ଼କୁ ମୋଡ଼ିମାଡ଼ି କରନ୍ତି ସେଥିରେ ଅଧିକ enjord ହେଇଗଲେ 🥺🥺

    • @nandinirinky3792
      @nandinirinky3792 Місяць тому +2

      Jagatsinghpur ra kou jagare dekhanti a baba tk kahi paribe ki

    • @Samarjeetsahoo586
      @Samarjeetsahoo586 Місяць тому

      ​@@nandinirinky3792 Mu sunuchi mandasahi re kn

    • @BFBalmiki
      @BFBalmiki 19 днів тому

      କେତେ ଟଙ୍କା ପିସ୍ ଦେଇଚ ଲେଖିବ ଭାଇ ପ୍ରାସାସନିକ ମିଡିଆ ସବୁ ତା ପକେଟ୍ ରେ

    • @mamataacharya3288
      @mamataacharya3288 19 днів тому +1

      Mo diabetis vala karidiantu

    • @susantatandia4539
      @susantatandia4539 19 днів тому

      Sata kathha sir

  • @rakeshbarik948
    @rakeshbarik948 2 місяці тому +124

    ବିଶ୍ୱାସ ହେଉଛି ପ୍ରତିଟି ରୋଗ ଭଲ ହେବାର ସର୍ବତମ ଔଷଧ,ଆଧ୍ୟାତ୍ମିକ ହେଉ ବା ବିଜ୍ଞାନ, ବିଶ୍ୱାସ ହେଉଛି ସବୁଠୁ ବଳବାନ

  • @rameshkulasikagoodsuper3181
    @rameshkulasikagoodsuper3181 16 днів тому

    🎉🎉

  • @RanjanMohanty-jv5rv
    @RanjanMohanty-jv5rv 2 місяці тому +1

    Right baba brahmana nkara puja ra sakti ahhi semiti baba nka pakhe Sri mahadev nka asirbad achhi

  • @sashidevnayak3599
    @sashidevnayak3599 4 дні тому

    ସବୁ ମିଛ ସାର

  • @ashoknayak1370
    @ashoknayak1370 12 днів тому

    Om namah shivaya ❤

  • @utkalfastnews2442
    @utkalfastnews2442 Місяць тому +24

    ବାବା ନମସ୍କାର ! ଆପଣ କଣ ସତରେ ଭଗବାନ୍ ? ଯଦି ଆପଣ ସତରେ ଭଗବାନ ତେବେ ମୁଁ ସେହି ଦିନକୁ ଅପେକ୍ଷା କରୁଛି ଯେବେ ଆପଣ ଗିରଫ୍ ହେବେ ଆଉ ଜେଲ୍ ହାଜତକୁ ଯିବେ ଏବଂ ଯୋଉ ସମୟରେ ଆପଣ ଜେଲ୍ ହାଜତରେ ସାରଥୀ ଭଳି ରହିବେ ସେତେବେଳେ ଯଦି ଜେଲ୍ ଗେଟକୁ ଆପଣ ଛୁଇଁଦେଲେ ଗେଟ୍ ଆପେ ଆପେ ଖୋଲିଯିବ ଏବଂ ଆପଣ ଆପେ ଆପେ ପଦାକୁ ବାହାରି ଆସିବେ ସେହିଦିନ ଆମେ ଭାବିବୁ ଯେ ଆପଣ କୌଣସି ତାନ୍ତ୍ରିକ ନୁହଁନ୍ତି । ଆପଣଙ୍କ ଦେହରେ ନିଶ୍ଚୟ କୌଣସି ଦୈବ ଶକ୍ତି ରହିଛି । ଏବେ ବାବା ଆମେ କହୁଛୁ !ସେହି ଦିନକୁ ଆମେ ମଧ୍ଯ ଅପେକ୍ଷାରେ ରହିଲୁ । ଯେ ଆପଣ କେବେ ଗିରଫ୍ ହେବେ ଆଉ ପ୍ରକ୍ରୁତ ସତ କଥାଟା ପଦାକୁ ଆସିବ ?

  • @suneliswain7996
    @suneliswain7996 2 місяці тому +5

    Debasish babu is very excellent and best pointer..

  • @TitaniumShiksha.0055
    @TitaniumShiksha.0055 2 місяці тому +16

    ଏଥର ହସପିଟାଲ ବନ୍ଦ

  • @shivaprasadjena8656
    @shivaprasadjena8656 9 днів тому

    Eha satya

  • @linamehendiothers8863
    @linamehendiothers8863 Місяць тому +3

    ମୁଁ ବାବାଙ୍କ ପାଖକୁ ଯାଇଥିଲି,,, ମୋ ମୁଣ୍ଡରେ ହାତରଖିଥିଲେ କିଂନ୍ତୁ ମୋର ଉଚ୍ଚ ରକ୍ତଚାପ ରୋଗ ଭଲହେଲାନାହିଁ,, ୟେ ଭଣ୍ଡ ବାବା....,, ଦୟାକରି ବିଶ୍ୱାସ କରନ୍ତୁନାହିଁ 16:25

  • @smitiprabhapattanaik8132
    @smitiprabhapattanaik8132 2 місяці тому +2

    Pranam baba 🙏
    Apananka pain mu nua jiban paichi
    Thanks God🙏
    Jay Jagannath 🙏🙏🙏

  • @DBiswal-j3b
    @DBiswal-j3b 14 днів тому

    Baba apana mahan omm namah shivay

  • @KeshabKumar-eh1vv
    @KeshabKumar-eh1vv 9 днів тому

    Aartatrana baba tame. Jadi moramanaskamana Purna heu tebe mu Satya karibi nahele mukahibi bhandanababolikahiba etetanka kouthu aanuchhanti esabu rojagar karuchhanti baba samajaku bhanduchhanti

  • @pallabighosh2356
    @pallabighosh2356 Місяць тому +4

    Jay jagannath

  • @DjpabitraMallick
    @DjpabitraMallick 15 днів тому

    I love you baba 🎉🎉🎉

  • @suryakantarana1992
    @suryakantarana1992 2 місяці тому +24

    ମୁଁ କେବଳ ଭଗବାନଙ୍କୁ ବିଶ୍ୱାସ କରେ ଓ ନିଜ କର୍ମ ଉପରେ ପୂର୍ବ ଜନ୍ମରେ କିଛି ଭୁଲ କରିଛେ ବୋଲି ଆମର ରୋଗ ଅଛି ଏହାକୁ ଭୋଗିବାକୁ ପଡ଼ିବ

  • @DjpabitraMallick
    @DjpabitraMallick 15 днів тому +1

    I'm proud of Hindu

  • @Kumuda52
    @Kumuda52 24 дні тому +2

    Thaka baba thaka

  • @aasthakhamari4626
    @aasthakhamari4626 2 місяці тому +111

    ଦେବାଶିଷ ବାବୁ ଆପଣ ଏମିତି ଅନ୍ଧ ବିଶ୍ବାସ ସମାଜ ରେ ପ୍ରଚାର କରନ୍ତୁ ନାହିଁ କାରଣ ଏଇ ବାବା ଙ୍କ ପାଖକୁ ମୁ କୋଡ଼ିଏ ଶନିବାର ଯାଇଚି ପ୍ରତିଥର ପାଞ୍ଚ ଶହ ଟିକେଟ କରି କିଛି ଲାଭ ହେଲାନି କି କାହାର ହେବାର ମୁଁ ଦେଖିନି କି ସୁଣିନି ସେ ମୋତେ ଭଲ କି ଚିହ୍ନି ବେ ମୋ ଝିଅ କୁ ନେଇ କି ଯାଉଥିଲି ମୁଁ ଭୁବେଶ୍ବରର ନନ୍ଦନ ବିହାର ରେ ରୁହେ

    • @jeeban.
      @jeeban. 2 місяці тому +10

      ଆପଣ ସତ କହୁଚନ୍ତି କି ମିଛ କହୁଛନ୍ତି ମୁଁ ଜାଣିନି କିନ୍ତୁ ମୁଁ ଆପଙ୍କ କଥାରେ ଏକ ମତ

    • @aasthakhamari4626
      @aasthakhamari4626 2 місяці тому +3

      @@jeeban. ମୁଁ କାହିଁକି ମିଛ କହିବି sir ସତ୍ କଥା

    • @kamalabhuyan8374
      @kamalabhuyan8374 2 місяці тому +4

      Mun bi jaichi kichhi labha helani ate prachara hauchi kaumanankàra bhala hauchi mun bujhi paruni

    • @kamalabhuyan8374
      @kamalabhuyan8374 2 місяці тому +2

      Mun bi jaichi kichhi labha helani ate prachara hauchi kaumanankàra bhala hauchi mun bujhi paruni

    • @prashantghadai4658
      @prashantghadai4658 2 місяці тому

      Pura micha mu jaichi Paisa kameiba ra full formula pura tiket katibe bhitaraku gale tiket neijibe eara 8jana loka achanti tautar dala numuni Bihar mate kahila ki tama pai alaga special puja karibaku padiba 4000tanka jamakara
      Eaibhali lutuchanti lumuni Bihar re

  • @prativanayak7461
    @prativanayak7461 2 місяці тому +10

    ବାବା ଙ୍କ mantra ରେ ବହୁତ୍ power ଅଛି ..ମୋ ଦେହ ଭଲ ହେଇ ଯାଇଚି ..he is vry kind hearted and vry simple 🙏🙏🙏

  • @santoshbehera6652
    @santoshbehera6652 2 місяці тому +37

    Pura bhanda Baba

  • @BrundabanPati-l5y
    @BrundabanPati-l5y Місяць тому +1

    🙏🙏🙏 ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @AnilkumarAnilkumar-br1qd
    @AnilkumarAnilkumar-br1qd 16 днів тому

    Mu jetiki janichi atha barsha tale e baba sailasree vihar re rahuthile anak pakhare loka vida hebara mu kebe dekhini

  • @bishnuprasadacharya4448
    @bishnuprasadacharya4448 Місяць тому

    Debasis bhai thank you

  • @MihirKumarsahooSahoo
    @MihirKumarsahooSahoo 17 днів тому +1

    Ai baba thaka

  • @SundarMohanMurmu-b3m
    @SundarMohanMurmu-b3m Місяць тому

    No 1 bhanda baba mu bi roggi ku nei ki jai thili labha kichhi hela nanhi

  • @khirodkumarota2997
    @khirodkumarota2997 2 місяці тому

    DEBASISH BABU , TWO SITE Ete bhala conversation lagila je 24 hour sunilebi bore heba nahin.

  • @sumanaacharya3679
    @sumanaacharya3679 2 місяці тому +3

    Reiki healer ନିଶ୍ଚିତ,ସେଥିଲାଗି ଛୁଇଁଲା ପରେ ସମସ୍ତ ରୋଗ ଭଲ କରିପାରୁଛନ୍ତି।ଜୟଗୁରୁଦେବ

  • @sarojkumarswain1587
    @sarojkumarswain1587 Місяць тому +6

    Great Toutor

  • @ManasiHazara
    @ManasiHazara 2 місяці тому

    Ye baba bahut bada reiki healer sethipain se sabu kariparuchanti
    Ame b karipariba bt ama vitare chesta nahi

  • @khusirajalaxmidiptiexpress5041
    @khusirajalaxmidiptiexpress5041 17 днів тому

    ଜୟ ଶ୍ରୀ ଜଗନ୍ନାଥ 🙏

  • @surendrapatel8952
    @surendrapatel8952 2 місяці тому +33

    ମୁଁ ବବା ଙ୍କ ପାଖ କୁ ଯାଇଥିଲି ମୋ ଦେହ ରେ ଗୋଡ ରଖିଥିଲେ ହେଲେ result ଶୂନ

  • @KuntalaBehera-k3s
    @KuntalaBehera-k3s 12 днів тому +1

    ବାବା ପ୍ରଣାମ 🙏🙏, ମୋ ଗୋଡ଼ଦରଜଫୁଲା ସହିତ ହାତ ର ଦୁଇ ଖୁଆ ଦରଜ. ଅନେକ ଥର ଫୋନକରିଛି, ମେସେଜ ପଠାଇଛି ଏବେବି ଜଣାଉଛି ବାବା ଟିକେ ଆଶ୍ରିବାଦ ଦିଅନ୍ତୁ, ଯିବାକୁ ବାହାରି ଥିଲେ ବି ଯାଇ ହେଉନି, ଟିକେ ଭଲ ଲାଗିଲେ ନିଶ୍ଚୟ ଯିବି.ନମସ୍କାର,ଧନ୍ୟବାଦ.
    କବି- କୁନ୍ତଳା, ସାମ୍ବାଦିକ କଟକ.

  • @govindachandraghadai6810
    @govindachandraghadai6810 2 місяці тому +1

    Joy baba Artatrana

  • @Babaphakiryoutube
    @Babaphakiryoutube 2 місяці тому +46

    ବ୍ୟବସାୟ କରିବା ନୁଆ ଫର୍ମୁଲା

    • @sushant.__
      @sushant.__ 2 місяці тому +7

      Ek no choro ta 🤣

    • @satyabadisahoo4488
      @satyabadisahoo4488 2 місяці тому +2

      Tate laguchhi heini.. Hai agaku to gods chalibani.. Tu nichhaya jibu

    • @Babaphakiryoutube
      @Babaphakiryoutube 2 місяці тому +1

      @@satyabadisahoo4488 ବାବୁ ମୁଁ ନିଜେ ଦେଖା କରି କଥା ହେଇଛି ଆର୍ତ୍ତତ୍ରାଣ ବାବା ସହ ମୋ ହାତ ଠିକ୍ କରି ପାରିଲେ ନାହିଁ ସେ କି ବାବା

    • @sushant.__
      @sushant.__ 2 місяці тому

      @@satyabadisahoo4488 🤣🤣🤣kaha se aate he log

    • @bharatbariha4016
      @bharatbariha4016 2 місяці тому

      No ଭକ୍ତିରେ ଶକ୍ତି

  • @IamCs-ot9tj
    @IamCs-ot9tj 24 дні тому

    All are not false.......

  • @carbikewashingtips9366
    @carbikewashingtips9366 21 день тому +2

    ଏ ହେଉଛି ପେଲା ବାବା

  • @gautamreal-estate7580
    @gautamreal-estate7580 Місяць тому

    Mo problem solved heichi..

  • @satyabhamaroul4332
    @satyabhamaroul4332 27 днів тому

    Jaya shree Jagannath Swami Nayan patha gami bhhaba tume pranam prabhhu omm namah shivay pranam prabhhu Jaya sitaram pranama maa pranam prabhhu Jaya Hanuman jaya raghubara ram pranama prabhhu her her mahadev pranama prabhhu shree shivay namahstuvym pranama prabhhu

  • @SurendraBhoi-ut8du
    @SurendraBhoi-ut8du 2 місяці тому

    Fic 400 thanks debakupadhu

  • @ramakantanayak9567
    @ramakantanayak9567 2 місяці тому +5

    ମାନିଲେ ଠାକୁର ନ ମାନିଲେ ପଥର

  • @SamarendraRath
    @SamarendraRath 2 місяці тому +4

    Jay baba Artatrana

  • @manasojha9186
    @manasojha9186 2 місяці тому +1

    Jaya jagannath

  • @prabirpinkymohanty3239
    @prabirpinkymohanty3239 2 місяці тому +3

    Artra trana nana sabu sata khauchanti Jay nana 🙏🙏👍👍

  • @gopalnayak-lv3cc
    @gopalnayak-lv3cc 2 місяці тому +1

    Baba apananku mor Bhumista pranam

  • @KNayak24546
    @KNayak24546 2 місяці тому +2

    Great Podcast ❤

  • @RanjanBeherdalai-s7v
    @RanjanBeherdalai-s7v Місяць тому

    Jaijagarnath swami

  • @jagdishparida1874
    @jagdishparida1874 Місяць тому

    Bhandari baba

  • @etishreebasantibehera9787
    @etishreebasantibehera9787 2 місяці тому +4

    Om shanti bhaiji aha nirata satya ghare thisabukichi sambhaba

  • @Lets_do-550
    @Lets_do-550 Місяць тому +1

    1st time ଦେଖିଲି ଜଣେ ନିଜର ନିଜେ ଏତେ ପ୍ରଶଂସା କରିବା 😮😮

    • @biswabhusanbhanja1561
      @biswabhusanbhanja1561 Місяць тому

      ଏଇଟା ନିଜର ପ୍ରଶଂସା ନୂହେଁ ବରଂ ନିଜ ବିଷୟରେ ସତକଥା ପ୍ରକାଶ କରିବା. ଏହାକୁ ପ୍ରସଂଶା ବୋଲି ପରଶ୍ରୀକାତର ମାନେ ଭାବନ୍ତି.

  • @kailashpallai3059
    @kailashpallai3059 10 днів тому

    Mu jai faloor hoechi bhanda baba

  • @sibaprasadparida1667
    @sibaprasadparida1667 Місяць тому

    Jaya ho baba

  • @BikramOjha-j1z
    @BikramOjha-j1z Місяць тому

    Hanuman nku smarana karantu aau pratidina Hanuman chalisa padhantu ta Saha nijara sathik jatna sabu roga bhala heijiba aau kichhi darakar nahi

  • @ChitrasenPangiOfficial
    @ChitrasenPangiOfficial 8 днів тому

    ❤❤❤❤🎉🎉🎉

  • @NiranjanRauta-c9f
    @NiranjanRauta-c9f 2 місяці тому

    Jay jagananth Jay ho arrattran baba

  • @rameshsahu2496
    @rameshsahu2496 2 місяці тому

    Jay Jagannath

  • @prasantpatra9753
    @prasantpatra9753 2 місяці тому

    Jia paichi sea janichi
    Book ru scientist hoichi
    Sadhana ru baba huanti
    Report Bhai English book ru
    Sikhichanti English kahiba
    All are Right

  • @bhagyalaxmi6739
    @bhagyalaxmi6739 Місяць тому

    Sarathi baba

  • @basantimarndi5884
    @basantimarndi5884 2 місяці тому

    Thank you sir 🙏, and Baba Arta trana

  • @satyanarayanrout9574
    @satyanarayanrout9574 2 місяці тому

    No 1 Bhansali.....

  • @manjulatarout241
    @manjulatarout241 2 місяці тому +3

    🎉Galua no 1

  • @nilima253
    @nilima253 2 місяці тому +9

    ଧନ୍ୟବାଦ ବାବାଆର୍ତ୍ତତ୍ରାଣ ଓ ଆଶୁତୋଷ ବାବୁ... ଏ ସବୁ ସମାଜ ହିତରେ ଲାଗୁ...🎉🎉

  • @Balloon213
    @Balloon213 2 місяці тому +3

    Mora bahudinara dieses bhala hoijaichi. So congratulations

  • @BalaktushnaNauak
    @BalaktushnaNauak 2 місяці тому +4

    Mantra suniki mora jwara kamichhi 🎉🎉🎉 Jay Jagannath 🎉🎉🎉

  • @sudarsanmaharana230
    @sudarsanmaharana230 2 місяці тому +1

    ସେ ଯାହା ହେଉ, ଘରୋଇ ଚିକିତ୍ସାଳୟ ଭଳି ବାବା ଲୁଟୁ ନାହାଁନ୍ତି। ଆଇ ସି ଇଉ ମଲା ଲୋକଙ୍କ ପରିବାର କୁ ଯେପରି ତଳିତଳାନ୍ତ କରୁଛି, ପ୍ରସାର ମାଧ୍ୟମ ତର୍ଜମା କରୁ । ଆଇ ସି ଇଉ ରୋଗି ଙ୍କୁ ଯେତିକି ପଇସାର ଔଷଧ ଦିଆଯାଏ, ଲେମ୍ବୁରେ କେତେ କ୍ଷତି ହେଉଛି?

  • @PradiptaDas-sy4jn
    @PradiptaDas-sy4jn 2 місяці тому

    Right

  • @suneliswain7996
    @suneliswain7996 2 місяці тому

    Debasish babu jeendabad..

  • @BrundabanBarik-pt6kx
    @BrundabanBarik-pt6kx 2 місяці тому +1

    Baba. Apanku. Pranma. Please. Baba. We. Request to. U , please to. Cure. Sex. Related. Diseases. More. People. Suffering. , how. ? Cure. That type. Of. Diseases, How. Achicive. Manpower, give. Mantra. Voice. For. That of. Diseases, Please. Baba. We. Pray. To u. And. In cluding. Cancer patient. It. Is almost valuable time. For. India. For alindians. To.see. All over. Word. Time now coming. To look. Indian. Divine. Power, please. Excuse me. If any. Mistake. ,we. Required. Noble prize. Our. Country

  • @samirkar4502
    @samirkar4502 2 місяці тому

    👀_About procedure of treatmet just like "Ayurvedic, Homeopathy, Elopathic, its another way of his treatment- "Telepathy". ✅️♥️
    Telepathy's positive impact work according to "Beleive". 🎊

  • @prativanayak7461
    @prativanayak7461 2 місяці тому

    The best post cast ..best anchor ..

  • @sujataray1995
    @sujataray1995 2 місяці тому

    Baba🙏🙏🙏

  • @mantudontpat8653
    @mantudontpat8653 2 місяці тому

    ଜୟ ଶ୍ରୀ ଜଗନ୍ନାଥ ❤❤❤❤❤

  • @ମୋ-ଓଡିଆ-ସସ୍କାର-1
    @ମୋ-ଓଡିଆ-ସସ୍କାର-1 2 місяці тому +1

    ବାବା ବହୁତ ସୁନ୍ଦର ମଣିଷ, ଧନ୍ୟବାଦ ଜଣାଉଛି

  • @sanjaymallick8659
    @sanjaymallick8659 2 місяці тому +1

    Jay gurudev ji

  • @rameshsahooramesh2456
    @rameshsahooramesh2456 Місяць тому

    Aita mahathaka

  • @ArataMaharana-pf1yr
    @ArataMaharana-pf1yr 2 місяці тому

    Arattranababa🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @radhakantasahoo353
    @radhakantasahoo353 18 днів тому

    Bhai mu bi mo puo ku nai jaithili 6 thoro nai jiba pare mo puo chaligala kichi labha hela nahi. Baki katha hela emiti hele hospital banda haijibo.

  • @sunilgouda2225
    @sunilgouda2225 2 місяці тому

    Baba❤❤

  • @babulisahoo6981
    @babulisahoo6981 2 місяці тому

    Jay Jagannath

  • @ChintuMahapatra-h8x
    @ChintuMahapatra-h8x 2 місяці тому +1

    Baba pranam

  • @dfordestroyer5896
    @dfordestroyer5896 2 місяці тому +5

    ହଠାତ୍ ଥରେ ଦେଖିଲ ଶିବ ଙ୍କୁ ?? ଆରେ କେଉଁ ଶିବ କୁ ଦେଖିଲୁ କହ... ନଟିଆ ବିଶ୍ଵାଳ ପୁଅ ଶିବ ନା ପାନ ଦୋକାନୀ ଶିବ ?? ଯିଏ ତୋ କଥା ଶୁଣିବ ସେ ଭାବିବ ତୁ ମହାଦେବ ଶିବ ଙ୍କୁ ଦେଖିଛୁ ବୋଲି

  • @tapankumar4019
    @tapankumar4019 Місяць тому

    As like sarathi bhanda Baba

  • @Ashish9k-e7f
    @Ashish9k-e7f 2 місяці тому

    Mu arta trana bagarti kahuchi sonepur distik ru Apana nka shakti mo mana ku paila tenu mu tama padatale coti juhar 🙏🙏🙏mu Apananka mantra kenti parli Apnanko pun kale daja kari phon tiku otha be Jay shri ram jay hanuman ❤❤❤

  • @pranatidildilbecharasahoo6719
    @pranatidildilbecharasahoo6719 2 місяці тому +1

    Baba Jane prakruta Siba bhakta.Tenu se bhakti dwara roginku bhala karichanti.

  • @jayamuduli-op7sk
    @jayamuduli-op7sk 2 місяці тому +1

    Business karibara new formula

  • @nimainchsahoo7909
    @nimainchsahoo7909 Місяць тому

    Apnaku mora request apanka sister nku ani exam karantu au baba ku ani live karantu nachet apna mane anku vairal karuchanti

  • @anantaghadei-tf1ex
    @anantaghadei-tf1ex Місяць тому

    🎉.baby

  • @santoshbehera6652
    @santoshbehera6652 2 місяці тому +11

    Pura thaka Baba,Kehi bhala heunahanti.

  • @localtokasai143
    @localtokasai143 2 місяці тому

    Tapi mishra......🎉

  • @nimainchsahoo7909
    @nimainchsahoo7909 Місяць тому +1

    Ea chalak baba

  • @motiranjansahu8821
    @motiranjansahu8821 2 місяці тому +1

    Bjd bele Pc re chaluthila ,abe tike search ହେଉ....

  • @prabirpinkymohanty3239
    @prabirpinkymohanty3239 2 місяці тому +3

    Jay bhole baba 👏

  • @kadambinisahoo9922
    @kadambinisahoo9922 24 дні тому

    🙏