5T and Naveen Odisha chairman Karthik Pandian's speech during poll campaign in Patkura || KalingaTV

Поділитися
Вставка
  • Опубліковано 19 тра 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 253

  • @SurendraSingh-pr4jn
    @SurendraSingh-pr4jn 13 днів тому +7

    ଏତେ ଆଗେଇବା ଏକାଥରେ ତାମିଲନାଡୁରେ ପହଂଚିଯିବ.... 🙏

    • @uniquegirlshree
      @uniquegirlshree 13 днів тому +1

      😂😂😂😂 aau kichhi din gale jadi bjd jitiba 😂😂

  • @sonaliparida143
    @sonaliparida143 13 днів тому +15

    ଯିଏ ଯାହା କରନ୍ତୁ ନା କାହିଁକି,ଆଗାମୀ ନିର୍ବଚନ ରେ ନବୀନ ପଟ୍ଟନାୟକ ନିଶ୍ଚିତ ସବୁଠୁ ଅଧିକ ଭୋଟ ପାଇବେ ଓ ସରକାର ଗଢିବେ।

    • @anilkumarsahoo794
      @anilkumarsahoo794 13 днів тому +2

      High school teacher recruitment scam Aso scam Ossc scam Opsc scam

    • @tapaswinimishra9513
      @tapaswinimishra9513 13 днів тому +2

      Bala Naveen jitiba only bjp

    • @jagdishojha7623
      @jagdishojha7623 12 днів тому

      ଆଛା ସରକାର ଗଢ଼ିବା ପରେ ବୁଢ଼ା ଯଦି ମରିଗଲା ... ତା ପରେ କଣ କରିବା ??

  • @manoranjanmullick3487
    @manoranjanmullick3487 13 днів тому +9

    💚🐚💚ଜନ୍ନସମୁଦ୍ର ହେବା ପଛରେ, ବିଜୟ ମହାପାତ୍ର ଙ୍କ ବଡ଼ ଭୂମିକା

    • @uniquegirlshree
      @uniquegirlshree 13 днів тому +1

      500 tankara bohut bada bhumika 😂😂

  • @rashmidas6288
    @rashmidas6288 13 днів тому +6

    ❤❤❤❤❤ very good Pandian Sir

  • @MahapatraRanjet123
    @MahapatraRanjet123 12 днів тому +1

    ଓଡ଼ିଶାବାସୀ ଆଖି ଖୋଲନ୍ତୁ
    ମିଛୁଆ ବିଜେପି କୁ ଓଡ଼ିଶାରୁ ବିଦା କରନ୍ତୁ

  • @user-gf6cp1iw4v
    @user-gf6cp1iw4v 7 днів тому +1

    Iam very lucky ki me VK Pandiyan se mili hu wo bhaut smart he her way of talking in odia is very nice her smile 😊😊😊😊❤❤❤🥰🥰😉😘aap Ek good person he

  • @RajkishoreRout-gw1bs
    @RajkishoreRout-gw1bs 13 днів тому +7

    ଓଡିଶା ବାସୀଙ୍କ ଜଣେ ନେତା ଜଣେ ହୃଦୟ ରେ ଅଛନ୍ତି ସେ ହେଉ ଛନ୍ତି ଆମ ଅତି ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @satyabratapatra3511
    @satyabratapatra3511 13 днів тому +5

    ଓଡିଶା ବାସୀଙ୍କ ହୃଦୟରେ ସ୍ଥାନ ପାଇଆସିଥିବା ଦଳ ହେଉଛି ବିଜୁ ଜନତା ଦଳ ଏବଂ ଆଗକୁ ସ୍ଥାନ ପାଇଆସୁଥିବ।

  • @user-gf6cp1iw4v
    @user-gf6cp1iw4v 7 днів тому +1

    Aap bhaut handsome he sir or bhaut smart my one of the Favourite #VK Pandiyan ❤❤your smile voice and way of talking in odia Bhaut achi he 🙏🏻🙏🏻🥰😘

  • @hariharnaik6536
    @hariharnaik6536 13 днів тому +2

    Golden Chance for You. All Truck Drivers, Village mates, Farmers and Others whose demand has not been fulfilled by Govt. This is time to change Govt, otherwise once again you have to sit at lower PMG after election. It is Universal Truth. Dear Keonjhar Truck Owners remember rail connection will be there Gandhamardan Suakati to Guhaldihi.

  • @subhamjena7807
    @subhamjena7807 13 днів тому

    The Odisha Right to Public Services Act ensures time-bound delivery of public services.

  • @subhamjena7807
    @subhamjena7807 13 днів тому +1

    Naveen Patnaik's 'Mo Sarkar' initiative, integrated into the 5T model, focuses on gathering feedback from citizens to improve government services .

  • @user-ranjit687
    @user-ranjit687 12 днів тому

    ଆଜି ଓଡିଶା ର ଯେଉଁ କୋଟିଏ ମହିଳା ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅବଦାନ ପାଇଁ l

  • @kalingaranjan2074
    @kalingaranjan2074 12 днів тому

    ଏହି ପରି ଲାଗୁଚି ଭାରତର ଅଧିକାଂଶ ରାଜ୍ୟରେ ଲୋକସଭା ନିର୍ବାଚନ ରେ ବିଜେପିର ଆସନ ହ୍ରାସ ପାଇବା ଭଳି ଦେଖାଯାଉଛି

  • @user-wk4yn6xv8l
    @user-wk4yn6xv8l 13 днів тому

    ଶ୍ରୀ ମନ୍ଦିର ଓଡିଶା ର ଏକ ମହତ୍ତ୍ୱପୂର୍ଣ୍ଣ ଧାର୍ମିକ ପୀଠ ସ୍ଥଳୀ l ତାହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ l

  • @bholanathsahoo7302
    @bholanathsahoo7302 6 днів тому

    Jay Jagannath

  • @user-qg6eq2mg3u
    @user-qg6eq2mg3u 13 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତ ଓ କାର୍ଯ୍ୟ ଦକ୍ଷତା ତାଙ୍କୁ ଜାତୀୟ ସ୍ତରରେ ଏକ ନମ୍ବର ର ପରିଚୟ ଦେଇଛି l

  • @subhamjena7807
    @subhamjena7807 13 днів тому +1

    The success of the Mo Sarkar program depends on an effective feedback mechanism, leading to actions like compulsory retirement for officials with negative feedback.

  • @user-ranjit687
    @user-ranjit687 12 днів тому

    ନବୀନ ବାବୁଙ୍କ ପ୍ରଗତିଶୀଳ କାର୍ଯ୍ୟରେ ଓଡିଶାର ଲୋକମାନେ ଖୁସି ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ରକ୍ଷା କରି ଓଡିଶାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି

  • @MahapatraRanjet123
    @MahapatraRanjet123 12 днів тому

    ମୁଣ୍ଡ ଖରାପ ନୁହେଁ ମୁଣ୍ଡ ଟିଣ ହେଇଗଲାଣି ବିରୋଧୀ ଙ୍କର
    PROUD OF YOU SIR

  • @RajkishoreRout-gw1bs
    @RajkishoreRout-gw1bs 13 днів тому

    ଓଡ଼ିଶା ବାସୀଙ୍କ ବିଶ୍ୱାସ ଓ ଭରସାର ପାତ୍ର ହୋଇ ପାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଓଡ଼ିଶାରେ ଡବଲ ଇଞ୍ଜିନି ର କିଛି ଆବଶ୍ୟକତା ନାହିଁ ଏଠି ନବୀନ ଇଞ୍ଜିନି ର କ୍ରେଜି ଚାଲିଛି ।

  • @user-wk4yn6xv8l
    @user-wk4yn6xv8l 13 днів тому

    ଲୋକଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନ ରେ ହସ୍ପିଟାଲ ଲୋକାର୍ପଣ କରି ଅନେକ ରୋଗ ରୁ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି

  • @r_lipun_samal857
    @r_lipun_samal857 13 днів тому +1

    5t ଅଧକ୍ଷ ଭିକେ ପାଣ୍ଡିଆନ ଙ୍କ ପ୍ରଚାର ଓ ପ୍ରସାର କରିବାର ଶୈଳୀ ଲୋକମାନଙ୍କୁ ବହୁତ ଅନୁପ୍ରାଣିତ କରୁଛି l

  • @user-ranjit687
    @user-ranjit687 12 днів тому

    ବିଜୁଳି ବିଲ ଛାଡ଼ ର ନିଷ୍ପତ୍ତି ରେ ବିରୋଧୀଙ୍କୁ ଶକ୍ତ ଝଟକା ଦେଇଛନ୍ତି ଆମ ନବୀନ ସରକାର।

  • @satyabratapatra3511
    @satyabratapatra3511 13 днів тому

    କଥାରେ ନୁହଁ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାରଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି l

  • @user-qg6eq2mg3u
    @user-qg6eq2mg3u 13 днів тому

    ଏକ ବିକଶିତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେଉଁ ଉଦ୍ୟମ ଓ ସଫଳତା ତାଙ୍କୁ ଦେଶ ର ଏକ ନମ୍ବର ମୁଖ୍ୟମନ୍ତ୍ରୀ କରିଛି!

  • @user-wk4yn6xv8l
    @user-wk4yn6xv8l 13 днів тому

    ବିଜୁ ଜନତା ଦଳ ଦେଶର ସମସ୍ତ ରେକର୍ଡ ଭାଙ୍ଗିବାକୁ ଯାଉଛି, ଏହାର କାରଣ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ସ୍ବଚ୍ଛ ଶାସନ ନୀତି l

  • @user-ranjit687
    @user-ranjit687 12 днів тому

    ୨୪ ବର୍ଷର ସ୍ଥିର ସରକାର କାହିଁକି କ୍ଷମତା ହରାଇ ନାହିଁ ତାହାର କାରଣ କେବଳ ଜନତାଙ୍କ ପ୍ରତି ରାଜ୍ୟ ସରକାରଙ୍କ ଭଲ ପାଇବା ଏବଂ ସେବା ମନଭାବ।

  • @user-wk4yn6xv8l
    @user-wk4yn6xv8l 13 днів тому

    ବିଜେଡି ଦଳର ଜଣେ ଲୋକ ପ୍ରିୟ ସଦସ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଭି କେ ପଣ୍ଡିଆନ ସାର. ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶରେ ଓଡିଶା ଆଜି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି.

  • @user-wk4yn6xv8l
    @user-wk4yn6xv8l 13 днів тому

    ଶିକ୍ଷା ଠାରୁ ଆରମ୍ଭ କରି ନାରୀ ସଶକ୍ତିକରଣ, ଶିଳ୍ପାୟନ, କୃଷି ସବୁ କ୍ଷେତ୍ରରେ ଓଡ଼ିଶା ର ବିକାଶ ସମ୍ଭବ ହୋଇପାରିଛି ଆମ ନବୀନ ବାବୁଙ୍କ ଚେଷ୍ଟା ଫଳରେ

  • @r_lipun_samal857
    @r_lipun_samal857 13 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଦେଶ ର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସାଧାରଣ ଜନତା ଙ୍କ ହୃଦୟ ରେ ନିଜ ସ୍ଥାନ ସୃଷ୍ଟି କରି ପାରିଛନ୍ତି ଓ ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ହିସାବରେ ପାଇଁ ଖୁସି ଅଛନ୍ତି l

  • @user-ranjit687
    @user-ranjit687 12 днів тому

    ରାଜ୍ୟର ସର୍ବାଙ୍ଗୀନ ବିକାଶ କହିଲେ ଆମ ମୂଖ୍ୟମନ୍ତ୍ରୀ ନବୀନ ବାବୁ ମନ୍ଦିର ରୂପାନ୍ତରଣ କାର୍ଯ୍ୟ ହଉ ବା ଗମନାଗମନ, ସବୁଥିରେ ଓଡିଶା ସରକାର ଆଗରେ l

  • @user-qg6eq2mg3u
    @user-qg6eq2mg3u 13 днів тому

    ରାଜ୍ୟର ବିଜୁ ଜନତା ଦଳ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଏବଂ କୃଷିର ମଧ୍ୟ୍ୟ ବିକାଶ କରିବା ସହିତ ଲୋକଙ୍କ ମଙ୍ଗଳ ଚିନ୍ତା କରନ୍ତି ରାଜ୍ୟ ସରକାର l

  • @subhamjena7807
    @subhamjena7807 13 днів тому

    Naveen Patnaik's emphasis on creating role models from successful ITI alumni has inspired a new generation of skilled workers in Odisha.

  • @Kalki6940
    @Kalki6940 13 днів тому +1

    ଜୟ ଜଗନ୍ନାଥ ❤
    ଘରେ ଘରେ ଶଙ୍ଖ ଘରେ ଘରେ ନବୀନ

  • @user-ux4lp2rn2w
    @user-ux4lp2rn2w 13 днів тому

    24ବର୍ଷ ଭିତରେ ଓଡିଶାରେ ସଫଳତାର ପାହାଚ ଚଢିବା ସହିତ ବିକାଶ ର ନୂଆ ଐତିହାସିକ ବିଜୟ ସୃଷ୍ଟି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @subratapatra5072
    @subratapatra5072 13 днів тому

    ବିଜୁ ଜନତା ଦଳର ପ୍ରକୃତ ଉଦ୍ଦେଶ୍ୟ ଓଡ଼ିଶାରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ପାନୀୟ ଜଳ ଏବଂ ବିଜୁଳି ଆଦିର ବିକାଶ କରି ଓଡ଼ିଶାବାସୀଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇବା ।

  • @r_lipun_samal857
    @r_lipun_samal857 13 днів тому

    ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ। ବିକାଶ ଆମରି ଧର୍ମ, ଓଡ଼ିଶାବାସୀଙ୍କ ଖୁସି ଆମର ଲକ୍ଷ୍ୟ।‌ ଏକଥା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି l

  • @subratapatra5072
    @subratapatra5072 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିପୁଳ ପରି ମାଣରେ ବିକାଶ କରି ଲୋକଙ୍କର ସବୁ ସମସ୍ୟାର ସମାଧାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଯୋଡ଼ି ଶଙ୍ଖ ରେ ମୋହର ମାରି ଆଗକୁ କରିବାର ସୁଯୋଗ ଦେବା ଉଚିତ!

  • @srikantrout2342
    @srikantrout2342 13 днів тому

    The popularity of Hon'ble Chief Minister and 5T leader VK Pandian is clear and pure despite all the conspiracies already known by the opposition

  • @srikantrout2342
    @srikantrout2342 13 днів тому

    Sri Temple is an important religious place in Odisha. Our Chief Minister has completed his work.

  • @SHEELA_3333
    @SHEELA_3333 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏ ଭଳି ବିକାଶ ଓ ରୂପାନ୍ତର ପ୍ରକ୍ରିୟା କୁ ସାରା ଓଡ଼ିଶା ବାସୀ ସ୍ବାଗତ ଜଣାଉଛନ୍ତି

  • @BugguJena
    @BugguJena 13 днів тому

    ନବୀନବାବୁଙ୍କ ନେତୃତ୍ୱରେ ଓଡ଼ିଶାର ଜନଗଣଙ୍କ ଲାଗି ସେବା ମୂଳକ କାର୍ଯ୍ୟ ବିଜେଡି ଦଳ ସୁଚାରୁରୂପେ କାର୍ଯ୍ୟ କରିଚାଲିଛି. ଆଗକୁମଧ୍ୟ କରିଚାଳିବ l

  • @user-wk4yn6xv8l
    @user-wk4yn6xv8l 13 днів тому

    କାଳିଆ ଯୋଜନା ରେ ଚାଷୀ ଭାଇଙ୍କ ଆର୍ଥିକ ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ।।।।

  • @LaxmipriyaDaspatra
    @LaxmipriyaDaspatra 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ଚିନ୍ତା ଧାରା ପାଇଁ ଓଡିଶା ଆଜି ପ୍ରତି କ୍ଷେତ୍ରରେ ବିଜୟ ଲାଭ କରିପାରିଛି ଏବଂ ସଫଳତାର ଶୀର୍ଷରେ ପହଞ୍ଚିଵାରେ ସକ୍ଷମ ହୋଇଛନ୍ତି ।

  • @subratapatra5072
    @subratapatra5072 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଲୋକଙ୍କ ସୁବିଧା ପାଇଁ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କୃଷି ଓ ରାସ୍ତାଘାଟ ସବୁ କ୍ଷେତ୍ରରେ ସୁବିଧା କରିଛନ୍ତି!

  • @subhamjena7807
    @subhamjena7807 13 днів тому

    Naveen Patnaik commitment to improving the ITI system and making it aspirational has reshaped the perception of vocational education in Odisha.

  • @user-qg6eq2mg3u
    @user-qg6eq2mg3u 13 днів тому

    ବିଜୁ ଜନତା ଦଳ ର ଯାହା କହେ ତାହା ନିଶ୍ଚିତ ଭାବରେ କାର୍ଯ୍ୟ କରି ଦେଖାଏ ପୁଣି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ହେବେ l

  • @sonaliparida143
    @sonaliparida143 13 днів тому

    ଓଡ଼ିଶାରେ 5Tଆସିବା ଫଳରେ ରାଜ୍ୟର ସବୁ କ୍ଷେତ୍ର ରେ ବିକାଶ ହୋଇଛି ଏକ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହେବାକୁ ଯାଉଛି, ଓଡ଼ିଶା 'ଏହା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦୃଢ଼ ନେତୃତ୍ଵ ବଳରେ ସମ୍ଭବ ହୋଇଛି ।

  • @RajkishoreRout-gw1bs
    @RajkishoreRout-gw1bs 13 днів тому

    ମୁଖ୍ୟମନ୍ତ୍ରୀ ଙ୍କ ଭିଜନ କୁ ରୂପରେଖ ଦେଉଛନ୍ତି 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ମାନ୍ୟବର ଭି କେ ପାଣ୍ଡିଆନ ବାବୁ ଏସବୁ ବିରୋଧୀଙ୍କୁ ଅସହ୍ୟ ହେଉଛି l

  • @user-pt7oi6bj4t
    @user-pt7oi6bj4t 12 днів тому

    ପର୍ଯ୍ୟଟନଠାରୁ ଆରମ୍ଭ କରି ପ୍ରାକୃତିୟ ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିକାଶ କରି ଓଡ଼ିଶାକୁ ଆଜି ବିକଶିତ ଓଡ଼ିଶାରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତାଙ୍କୁ ଷଷ୍ଠ ଥର ମୁଖ୍ୟମନ୍ଡୀ କରିବା ପାଇଁ ଆପଣମାନେ ଶଙ୍ଖରେ ଆର୍ଶିବାଦ କରନ୍ତୁ |

  • @r_lipun_samal857
    @r_lipun_samal857 13 днів тому

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @BugguJena
    @BugguJena 13 днів тому

    ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ସେ ହେଉଛନ୍ତି ଜଣେ ପ୍ରମୁଖ ନେତା l ତାଙ୍କର ପ୍ରତିଟି କାର୍ଯ୍ୟ ସାରା ରାଜ୍ୟବାସୀ ପାଇଁ ଆଦର୍ଶ l

  • @LaxmipriyaDaspatra
    @LaxmipriyaDaspatra 13 днів тому

    ଓଡ଼ିଶାର ବିକାସ ପାଇଁ 5t ଅଧକ୍ଷ ଲଗାତାର ଯୋଜନା ବନେଇବା ସହିତ ତାର ସଫଳ ରୂପାୟନ ପାଇଁ ମଧ୍ୟ ପ୍ରୟାସ କରୁଛନ୍ତି ।

  • @user-ranjit687
    @user-ranjit687 12 днів тому

    ଓଡିଶା ବାସୀ ଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରି ଦିନ ରାତି ନିରବଛିନ୍ନ ଭାବରେ ସେବା କରୁଥିବା ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ତାଙ୍କୁ ଶଙ୍ଖଚିହ୍ନରେ ଆର୍ଶିବାଦ କରିବାପାଇଁ ପାଟକୁରାବାସୀଙ୍କୁ ଅନୁରୋଧ କରିଛନ୍ତି 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ,

  • @LaxmipriyaDaspatra
    @LaxmipriyaDaspatra 13 днів тому

    ଓଡ଼ିଶାର ଲୋକଙ୍କ ପାଇଁ ଜନକଲ୍ୟାଣ କାରି ଯୋଜନା ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଏବେ ନବୀନ ପଟ୍ଟନାୟକଙ୍କ ସବୁଠୁ ବଡ ପ୍ରାଥମିକତା

  • @bidyabhusanmohanty387
    @bidyabhusanmohanty387 13 днів тому +1

    ଓଡ଼ିଶାରେ କେବଳ ନବୀନ ଗେରେଣ୍ଟି ଚାଲିଛି ଆଉ କିଛି ଗେରେଣ୍ଟି ଆବଶ୍ୟକ ନାହିଁ

  • @subratapatra5072
    @subratapatra5072 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଲଷ୍ମୀ ଯୋଜନା, ଭତ୍ତା,ବିଜୁ ସ୍ୱାସ୍ଥ୍ୟ କାର୍ଡ଼, ମିଶନ ଶକ୍ତି ମାଆ ମାନଙ୍କୁ ପେନସନ ଓ କାଳିଆ ଯୋଜନା ଇତ୍ୟାଦି ବହୂ ଯୋଜନା ପରେ ଯୋଜନା ଦେଇ ଚାଲି ଛନ୍ତି!

  • @r_lipun_samal857
    @r_lipun_samal857 13 днів тому

    ନବୀନ ବାବୁଙ୍କ ବିଭିନ୍ନ ଯୋଜନାରେ ଓଡ଼ିଶା ବାସୀ ଉପକୃତ ହେଉଛନ୍ତି, ଏଥିରେ ଲୋକେ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି କିନ୍ତୁ ଏମାନଙ୍କର ମୁଣ୍ଡ ବିନ୍ଧା କାହିଁକି ହେଉଛି l

  • @BugguJena
    @BugguJena 13 днів тому

    ଵିପର୍ଯୟଠୁ ଆରମ୍ଭ କରି ରାସ୍ତା, ପାନିଅ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସବୁ କ୍ଷେତ୍ର ରେ ଓଡିଶା ଆଜି ଆଗରେ ଏହା କେବଳ ନବୀନ ବାବୁଙ୍କ ପାଇଁ ସମ୍ଭବ ହୋଇଛି l

  • @user-ux4lp2rn2w
    @user-ux4lp2rn2w 13 днів тому

    ବିଭିନ୍ନ ଜନହିତକାରୀ ପଦକ୍ଷେପ ଦ୍ଵାରା ରାଜ୍ୟବାସୀଙ୍କ ପାଇଁ ଜଣେ ସୁ ଜନନେତା ପାଲଟିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @sonaliparida143
    @sonaliparida143 13 днів тому

    ଆମ ରାଜ୍ୟ ସରକାର ଥିବା ପଯ୍ୟନ୍ତ ଓଡ଼ିଶା ବାସୀଙ୍କର ଓ ଛାତ୍ର ସମାଜର କୌଣସି ଅସୁବିଧା ହେବ ନାହିଁ।ଆମ ରାଜ୍ୟ ସରକାର ନବୀନ ବାବୁ ହେଉଛନ୍ତି ଗରୀବ ଜନତା ଙ୍କ ସାଥୀ।

  • @user-qg6eq2mg3u
    @user-qg6eq2mg3u 13 днів тому

    ନବୀନ ବାବୁଙ୍କ ପ୍ରତ୍ୟେକ ଯୋଜନା ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ, ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ଏକ ସଫଳ ଯୋଜନା ରୂପରେ ପରିଗଣିତ ହୋଇଛି l

  • @shilpasethi8080
    @shilpasethi8080 13 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ପ୍ରତିଶ୍ରୁତି ଦିଅନ୍ତି ତାହାକୁ ସୁଚାରୁରୂପେ ସମ୍ପାଦନା କରିବାର ସାମର୍ଥ୍ୟ ମଧ୍ୟ ରଖନ୍ତି, ଏହାହିଁ ତାଙ୍କର ଶାସନର ନୀତି ବିଜେପି ଭଳି ମିଡ଼ିଆ ଆଗରେ ମିଛ ଓ ଗୁଜପ ରଖି ନଥାନ୍ତି।

  • @shilpasethi8080
    @shilpasethi8080 13 днів тому

    ଜଗନ୍ନାଥ ଙ୍କ ଆସରିବାଦ ଯୋଗୁଁ ୨୪ ବର୍ଷ ତଳର ଓଡ଼ିଶା ଆଉ ବର୍ତ୍ତମାନ ର ଓଡ଼ିଶା ମଧ୍ୟରେ ଦେଖାଦେଇଛି ବହୁତ ବଡ଼ ପରିବର୍ତ୍ତନ, ଆଜି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବାକୁ ଯାଉଛି l

  • @SHEELA_3333
    @SHEELA_3333 13 днів тому

    ନବୀନ ପଟ୍ଟନାୟକ ଏପରି ଏକ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ହିଁ ତାଙ୍କର ପରିଚୟ ଓ ସେହି ପରିଚୟ ପାଇଁ ସେ ସାରା ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

  • @user-ranjit687
    @user-ranjit687 12 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଛଡ଼ା ଆଉ କେହି ଓଡିଶା ରେ ତାଙ୍କ ବିକଳ୍ପ ନାହାନ୍ତି!

  • @asitbaliarsingh662
    @asitbaliarsingh662 13 днів тому

    ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସମର୍ଥନ ଓ ଭଲପାଇବାର ସୁଅ ଛୁଟୁଛି। ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ବିଶ୍ଵାସ ଓ ଭରସା ଅତୁଟ ରଖନ୍ତୁ, ବିଜୁ ଜନତା ଦଳକୁ ‘ଯୋଡ଼ିଶଙ୍ଖ’ରେ ଆଶୀର୍ବାଦ କରନ୍ତୁ।

  • @subratapatra5072
    @subratapatra5072 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ମିଶନ ଶକ୍ତି ମାଆ ମାନଙ୍କୁ ପେନସନ ଭୁକ୍ତ କରିଛନ୍ତି ଓ ବିଭିନ୍ନ ସହାୟତା ମାଧ୍ୟମରେ ମାମାନଙ୍କୁ ସ୍ୱାବଲମ୍ବୀ କରାଇ ଛନ୍ତି!

  • @LaxmipriyaDaspatra
    @LaxmipriyaDaspatra 13 днів тому

    ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ ଓ ବିକାଶରେ ନିୟୋଜିତ ହୋଇଛି ଓ ସାଡେ ଚାରି କୋଟି ଓଡିଶା ବାସୀ ରୂପାନ୍ତିକରଣ କୁ ବାସ୍ତବରେ ପରିଣତ କରୁଛନ୍ତି l

  • @user-ux4lp2rn2w
    @user-ux4lp2rn2w 13 днів тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କର ଆଶୀର୍ବାଦ ଏହି ଦୁଇ ଜଣଙ୍କ ଉପରେ ଅଛି ଆପଣମାନେ ଆଶୀର୍ବାଦ କରନ୍ତୁ ଦେଖନ୍ତୁ କିଭଳି କାର୍ଯ୍ୟ କରୁଛନ୍ତି!

  • @subratapatra5072
    @subratapatra5072 13 днів тому

    ପାଟକୁରାରେ ଲୋକଙ୍କ ଜନସମାଗମ ଦେଖି ବିରୋଧୀଙ୍କ ମୁଣ୍ଡ କାମ କରିବ ନାହିଁବୋଲି 5t ଅଧ୍ୟକ୍ଷ କହିଛନ୍ତି।

  • @sonaliparida143
    @sonaliparida143 13 днів тому

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5Tଅଧ୍ୟକ୍ଷ ଆଜି ଓଡ଼ିଶାର ବିକାଶ କରି ଓଡିଶାକୁ ସମୃଦ୍ଧିର ଓଡ଼ିଶାରେ ପରିଣତ କରିଛନ୍ତି ଏହାକୁ ଦେଖି ସହି ନ ପାରି ବିରୋଧୀ ମାନେ ମିଛ ଖବର ତିଆରି କରି ପ୍ରହସନ କରୁଛନ୍ତି ।

  • @srikantrout2342
    @srikantrout2342 13 днів тому

    We have been witnessing Naveen Babu's rule since childhood, he has served Odisha and the people of Odisha selflessly. Today, he has become a popular ruler for his clear politics, efficiency and great policy ideals

  • @user-wk4yn6xv8l
    @user-wk4yn6xv8l 13 днів тому

    ମାନ୍ୟବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସ୍ୱାର୍ଥ ପାଇଁ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ପାଇଁ ସରକାର ଗଢିବା ରେ ସଫଳ ହେଇପାରିଛନ୍ତ

  • @satyabratapatra3511
    @satyabratapatra3511 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଓଡ଼ିଶାରେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି ବିଜେପି ଦଳର ନେତା ମାନେ!

  • @user-pt7oi6bj4t
    @user-pt7oi6bj4t 12 днів тому

    5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପାଟକୁରା ଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନକଲ୍ୟାଣ କାରି ଯୋଜନା ବିଷୟରେ ଉପସ୍ଥିତ ଜନତାଙ୍କୁ ମନେ ପକାଇଛ ନ୍ତି ।

  • @BugguJena
    @BugguJena 13 днів тому

    ପ୍ରତେକ କ୍ଷେତ୍ରରେ ରାଜ୍ୟକୁ ନୂଆ ନୂଆ ପ୍ରକଳ୍ପ ଭେଟି ଦେଉଛନ୍ତି ନବୀନ ବାବୁ l ରାଜ୍ୟରେ ହଉଚି ବିକାଶ ଲୋକମାନଙ୍କ ପାଖରେ ପହଞ୍ଚୁଛି ସମସ୍ତ ସୁବିଧା ତେଣୁ ଓଡିଶା ବାସୀଙ୍କ ଆଶ୍ରିବାଦ ରହିବ ବିଜେଡି ଉପରେ।

  • @sonadalylifestyle271
    @sonadalylifestyle271 13 днів тому

    ଅନ୍ୟ ଦଳର ନେତା ମାନେ ଯୋଉଁଭଳି ଭାବେ ମିଛ ରାଜନୀତି, ମିଛ ପ୍ରଚାର କରନ୍ତି ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଶ୍ରୟ ଦିଅନ୍ତି ନାହିଁ।

  • @BugguJena
    @BugguJena 13 днів тому

    ରାଜନୀତି ରେ ଅନ୍ୟ ଦଳର ନେତା ମାନେ ଯୋଉଁଭଳି ଭାବେ ମିଛ ରାଜନୀତି, ମିଛ ପ୍ରଚାର କରନ୍ତି ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଶ୍ରୟ ଦିଅନ୍ତି ନାହିଁ।

  • @user-pt7oi6bj4t
    @user-pt7oi6bj4t 12 днів тому

    ଆମ ମୁଖ୍ୟମନ୍ତ୍ରୀ ଯେଉଁ ଦିନ ବିଜୁଳି ବିଲ ଛାଡ଼ କଥା କହିଛନ୍ତି ବିଜେପି ଦଳକୁ ସକ୍ ଲାଗିଲା | ସେମାନେ ମଧ୍ୟମାଗଣା ବିଜୁଳି ଦେବେ। ଆପଣ ମାନେ ୫୦ ହଜାର ଟଙ୍କା ଦେଇ ସୋଲାର ପେନାଲ ଲଗାଇବେ ସେଥିରୁ ମାଗଣାରେ ବିଜୁଳି ପାଇବେ 'ଆପଣମା'ନଙ୍କୁ ଦିନରେ ଲଣ୍ଠନ ଦେଖାଉ ଛନ୍ତି ।

  • @SHEELA_3333
    @SHEELA_3333 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ବାସୀଙ୍କ ପାଇଁ ବହୁତ ଉନ୍ନତି କରିଛନ୍ତି bsky କାର୍ଡ଼ ଯୋଜନା ଠାରୁ ଆରମ୍ଭ କରି ମମତା ଯୋଜନା ପର୍ଯ୍ୟନ୍ତ ଯୋଗାଇ ଦେଇଛନ୍ତି!

  • @BugguJena
    @BugguJena 13 днів тому

    ରାଜ୍ୟ ସରକାରଙ୍କ ବଡ଼ ବଡ଼ ପ୍ରୟାସ ଯୋଗୁଁ ଓଡିଶା ଦିନକୁ ଦିନ ଅଗ୍ରଗତି କରିବାରେ ଲାଗିଛି l

  • @satyabratapatra3511
    @satyabratapatra3511 13 днів тому

    ନବୀନ ବାବୁଙ୍କ ଶାସନରେ ଓଡ଼ିଶାର ବିକାଶ ଶୀର୍ଷକ ଛୁଇଁଛି ସବୁ କ୍ଷେତ୍ରରେ ବିକାଶ ହିଁ ବିକାଶ ଲୋକେ ଓଡିଶାରେ କେବଳ ନବୀନ ବାବୁ କୁ ହିଁ ଚାହାଁନ୍ତି ଆଉ କାହାକୁ ନୁହେଁ l

  • @LaxmipriyaDaspatra
    @LaxmipriyaDaspatra 13 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ କାମରେ ଅଧିକ ବିଶ୍ୱାସ କରିଥାନ୍ତି, ସେଥିପାଇଁ ତ ସବୁଆଡେ ମଲ୍ଟି ସୁପର ସେ୍ପେସିଆଲ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମିତ କରିଛନ୍ତି.

  • @SHEELA_3333
    @SHEELA_3333 13 днів тому

    ଓଡ଼ିଶାର ବିକାଶ ଓ ସ୍ୱଚ୍ଛସାଶନ ବୁ ଆଧାର କରି ସମସ୍ତ ପଦକ୍ଷେପ ଗ୍ରହଣ କରିଥାଆନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'l

  • @user-qg6eq2mg3u
    @user-qg6eq2mg3u 13 днів тому

    ଜୁନ ୪ ତାରିଖରେ ବିରୋଧୀଙ୍କୁ ଓଡ଼ିଶାବାସୀଙ୍କ ଉଚିତ୍‌ ଜବାବ ମିଳିଯିବ ବୋଲି ପାଣ୍ଡିଆନ କହିଛନ୍ତି।

  • @sonaliparida143
    @sonaliparida143 13 днів тому

    5T କାର୍ଯ୍ୟାନ୍ୱୟନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ତଥା ଜନ କଲ୍ୟାଣ କାର୍ଯ୍ୟ ତଥା ଓଡିଶାର ବିକାଶ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ଏକ ଭଲ ସ୍ଥିତିରେ ଅଛି।

  • @BugguJena
    @BugguJena 13 днів тому

    ବିଜୁ ଜନତା ଦଳ ର ନିଷ୍ପତ୍ତି ଉପରେ ଆଜି ନିର୍ଭର କରୁଛନ୍ତି ଓଡ଼ିଶା ବାସୀ କାରଣ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା କାମ କରନ୍ତି।

  • @user-pt7oi6bj4t
    @user-pt7oi6bj4t 12 днів тому

    ଓଡିଶାର ସାଢ଼େ ଚାରି କୋଟି ଜନସାଧାରଣଙ୍କର ଆଶା ଓ ବିଶ୍ୱାସ ର ପ୍ରତିକ ବିଜୁ ଜନତା ଦଳ l ବିଜୁ ଜନତା ଦଳର ୨୪ ବର୍ଷର ଚେଷ୍ଟା ଫଳରେ ଓଡିଶା ଆଜି ବିକଶିତ ରାଜ୍ୟରେ ପରିଣତ ହୋଇଛି ।

  • @loveguru4599
    @loveguru4599 11 днів тому

    ପ୍ରିୟ ଭାଇ ଓ ଭଉଣି ମାନେ ଉପଯୁକ୍ତ ଲୋକକୁ ଭୋଟ ଦେଇ ନୂଆଁ ମୁହଁ ସରକାର କରନ୍ତୁ ବିଜେଡି ର ପାଣ୍ଡୁ କଥା ସୁଣନ୍ତୁ ନାହିଁ କଣ କରିଛନ୍ତି ନବିନ ପ୍ରାଇଭେଟ ସ୍କୁଲ ଆଉ ଗରିବ ଯିବେ ସରକାରୀ ବିଦ୍ୟାଳୟ ଅଣ୍ଡା ... ଚତୁଆ ପାଇଁ, ମଦ ଯିଏ ଅଧିକ ବିକିବ ତାକୁ ପୁରସ୍କାର , ଓଡ଼ିଶା ପୋଲିସକୁ ନିଜ ହାତମୁଠାକୁ ଆପଣ ଜାଣି ଥିବେ ଆପଣଙ୍କର ଅସୁବିଧା ସମୟରେ ପୋଲିସ ସାହାର୍ଯ୍ୟ କରେନି କେବଳ ବିଜେଡ଼ି ପାଟି ଲୋକ, ଆମ ରାଜ୍ୟରେ ଭରପୁର ଖଣିଜ ପଦାର୍ଥ ଅଛି ବିକ୍ରିର ହିସାବ ନାହିଁ, ଆଉ ଏତେ କମ୍ପାନି ଥାଉ ଥାଉ ଆମ ଭାଇମାନେ ବାହାର ରାଜ୍ୟରେ କାମକରୁଛନ୍ତି ନିଜ ପରିବାର ପାଇଁ ..ମାଗଣା ବିଜୁଳି ଲୋଭରେ ଅନ୍ତୁନି ଆମର ଶିତଳଭଣ୍ଡାର ନାହିଁ ବାହାର ରାଜ୍ୟରୁ ସବୁ ରାସନ୍ ଆସିବ Tax ଆକାରରେ ଚାରିଗୁଣା ଯିବ..,😢

  • @shilpasethi8080
    @shilpasethi8080 13 днів тому

    ବିରୋଧୀ ଦଳ ଯେତେ ଜଳିଲେ କଣ ହବ ଓଡିଶା ର ରୂପାନ୍ତରଣରେ ବିଜୁ ଜନତା ଦଳ ର ନବୀନ ବାବୁ ଏବଂ ସଚିବ ପାଣ୍ଡିଆନ ଏକ ମାଇଲ ଖୁଣ୍ଟ ଭାବରେ ଠିଆ ହେଇ ସମସ୍ତ ଦୁଃଖିଙ୍କ କଥା ବୁଝୁବା ସହ ଓଡିଶା ର ବିକାଶ ରେ ଲାଗିପଡିଛନ୍ତି।

  • @BugguJena
    @BugguJena 13 днів тому

    ସ୍ୱଚ୍ଛ ନିର୍ମଳ ତଥା ସ୍ଥିର ଶାସନ ପାଇଁ ଆଜି ଓଡ଼ିଶା ବିକାଶ ଦିଗରେ ଆଗେଇ ଚାଲିଛି ଆଉ ମଧ୍ୟ ଆଗେଇ ଚାଲିବ ।

  • @user-wk4yn6xv8l
    @user-wk4yn6xv8l 13 днів тому

    ଚାକିରୀ ଯୋଗାଇବା କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାହରଣ ସାଜିଛନ୍ତି ଅନ୍ୟ ରାଜ୍ୟ ରେ ନିଯୁକ୍ତି ହାର ଠାରୁ ଓଡ଼ିଶାର ନିଯୁକ୍ତି ହାର ଅଧିକ l

  • @SHEELA_3333
    @SHEELA_3333 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର 25 ବର୍ଷ ର ଶାସନ କାଳ ଭିତରେ ରାଜ୍ୟ କୁ ସଫଳତା ର ଶୀର୍ଷ ରେ ପହଞ୍ଚାଇ ଛନ୍ତି। ସ୍ବାସ୍ଥ୍ୟ ଠୁ ଆରମ୍ଭ କରି ରାସ୍ତା ଘାଟ ପାନ୍ଥଶାଳା, ପାନୀୟ ଜଳ ର ବ୍ୟବସ୍ଥା ଆଦି ସମସ୍ତ କ୍ଷେତ୍ର ରେ ଓଡ଼ିଶା ର ଉନ୍ନତି ହୋଇଛି।

  • @user-qg6eq2mg3u
    @user-qg6eq2mg3u 13 днів тому

    ରାଜ୍ୟରେ କୌଣସି ଅସହାୟ ଗରିବ ଲୋକ ର ଅର୍ଥ ଅଭାବରୁ ଚିକିତ୍ସାରେ ଅବହେଳା ନ ହେଉ ସେଥିପାଇଁ BSKY କାର୍ଡ଼ ଯୋଜନା କୁ ସ୍ଵାସ୍ଥ୍ୟ କ୍ଷେତରେ ସାମିଲ୍ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ l

  • @sonaliparida143
    @sonaliparida143 13 днів тому

    ଭି କେ ପାଣ୍ଡିଆନ ବିକାଶ ପୁରୁଷ ନବୀନ ପଟ୍ଟନାୟକ ଙ୍କ ଜଣେ ବିଶ୍ୱସ୍ତ ସେନାପତି ଭାବରେ କାର୍ଯ୍ୟ କରୁଛନ୍ତି l

  • @sonadalylifestyle271
    @sonadalylifestyle271 13 днів тому

    ଓଡ଼ିଶାରେ ଗରିବ ଲୋକଙ୍କ ଖାଦ୍ୟ ରେ ଅଭାବ ରହିନି କି ରହିବନି ଆଜି ଦୁଖୀ ଗରିବ ଙ୍କ ପାଇଁ ଆଉ ଏକ ବଡ ପଦକ୍ଷେପ ନେଇ ନବୀନ ବାବୁ ଙ୍କ ହୃଦୟ ଗରିବ ମାନଙ୍କ ପାଇଁ କେତେ ବଡ ତାହା ଦର୍ଶାଇଛନ୍ତି।

  • @user-ux4lp2rn2w
    @user-ux4lp2rn2w 13 днів тому

    ଆଜି ଓଡ଼ିଶାର ଗାଁ ଠାରୁ ସହର ଯାଏଁ ବିକାଶ ର କାର୍ଯ୍ୟ ସାରା ଦେଶଦେଖି ପ୍ରଶଂସା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଅନୁସରଣ କରିବା ପାଇଁ ଉତ୍ସାହିତ ହେଉଛନ୍ତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ '

  • @user-ux4lp2rn2w
    @user-ux4lp2rn2w 13 днів тому

    ଏହି ଲଷ୍ମୀ ବସ ସେବା ଦ୍ୱାରା ଓଡିଶା ରେ ଗ୍ରାମାଞ୍ଚଳର ଲୋକେ ସୁବିଧାରେ ଏବଂ ଅଳ୍ପ ମୂଲ୍ୟରେ ସହର ତଥା ବିଭିନ୍ନ ଜାଗାକୁ ନିର୍ବିଘ୍ନରେ ଯାତାୟାତ କରିପାରୁଛନ୍ତି l