Bhai tme please emt video aau kbe kribni..amaku bhut dukha lagila......❤❤❤ love you all family members.. rupa bhauja ,bhai,maa,khudi,baba smastnku Jagannath 🙏 bhalare rakhantu........❤❤❤❤❤
Bhai jaha kuha video ti bhala lagila sina kintu mausi Bhauja sana maa mana nka Pani mote bahut bahut kasta lagila 😢😢😂😂❤❤❤ Amit parivar ku 😔😔😔😔 kebebi Kandei bani mo Bhai please god bless u all love u all ❤❤❤❤❤
Nice bhai ❤❤ Aji ra vlog ti bahut sundar heichi ❤❤ Happy family ❤❤ Eimiti sabubele hanshutha au samastanku hansautha😊😊 All family members Mane sabubele eimiti khusire au bhalare ruhantu ❤❤ Jay maa tarini 🙏🙏
ଭାଇ ତମ କାଲିର prank video କୁ ଭାସ୍କର ସତ ଭାବିକି ତା ଚ୍ୟାନେଲ୍ ରେ ପୋଷ୍ଟ କରିଛି😂ପିଣ୍ଟୁ ଭାଇଙ୍କ ପାଇଁ ଗୋଟେ ଲାଇକ୍👍
Mun dekhichhi 😂😂😂😂
😂😂😂😂
Bhaskar News ro to Kichhi kamo nahin
hn satare kete video asichhi, mu b bhabili, jau mane satare irsa karu chhanti semane sata bhabi khusi hau chhanti.
ହଁ ମୁଁ ବି ଦେଖିଛି 😅 ଏ ଭାସ୍କର ସବୁଥିରେ ଆଗୁଆ😂
ମାର ଲୁହ ଦେଖୀ ବହୁତ ଦୁଃଖ ଲାଗିଲା ପିଣ୍ଟୁ ଭାଇ ❤️❤️❤️
ଶୋ ତୋ ହଉ ବା ମିଛ ହେ଼ ଉ କିନ୍ତୁ ଗୋଟେ କୋଥା ବିହୁତୋ ଭ ଲୋ ଲାଗିଲା ଜେ ମା ମାନେ ସବୁ ପୁଅ କୁ ବୋହୁତ ଭୋଲ ପାଆନ୍ତି ୟା କୁ ହିଁ କୁହାଯାଏ ପରିବାର ❤❤❤❤❤
Bahut hasa lagila vai
ଶବୁ ଠିକ୍ କିନ୍ତୁ .. ..ସାଙ୍ଗ ମାନଙ୍କ ସହ ମଜା କର ଭାଇ କିନ୍ତୁ ଘର ଲୋକଙ୍କ ଭଲପାଇବା ସହ ମଜା କରନି
ଘର ଲୋକ ଆପଣଙ୍କୁ ଜୀବନ ଠୁ ଅଧିକ ଭଲ ପାଆନ୍ତି ..କାଲି ଆପଣ ମଜା କରିବା ସମୟରେ ଅଜା ଙ୍କ blood pressure ବାହାରି ଗଲା ସିଏ ଥରିବାକୁ ଲାଗିଲେ ଯଦି ଭଗବାନ ନ କରନ୍ତୁ ତାଙ୍କ ଦେହ ବେଶୀ କିଛି ହେଇ ଯାଇ ଥାଆନ୍ତା।
ତୁମେ ପିଣ୍ଟୁ ଭାଇ ନଜକୁ କ୍ଷମା କରି ପାରିଥାନ୍ତ କି
ଏହି ସବୁ କୁ ଦେଖିକି ମଜା କର
ଭାଇ ଏମିତି ଭିଡ଼ିଓ ଆଉ କେବେ ବି କରିବେ ନାହିଁ ଦୟାକରି ସତରେ ମୁଁ ଡରି ଗଲି ଆଉ ମାଆ ଆଉ ଭାଉଜ ଙ୍କ ଲୁହ ଦେଖି ମୁଁ କାନ୍ଦି ପକାଇଲି❤❤❤❤❤❤❤❤love you all family member ❤❤❤❤❤❤❤jay jagarnath ❤❤❤❤❤❤❤
Tamara Au kichi kama dandha nahi bodhe ankari video dekhucha
ଜୟ ଜଗନ୍ନାଥ ଭାଇ ❤❤ ଏମିତି ଆଉ କରିବେନି ଭାଇ ❤❤❤ ବହୁତ ଖୁସିରେ ରୁହ ଭାଇ ❤❤❤
କାଲିର prank video ବହୁତ୍ ଭଲ ଲାଗିଲା 😂❤😂❤ ମୁଁ ପୁରା first ରୁ ଡରିଗଲି 😂😂😂😂😂 ଦୁଇ ମାଉସୀ ବହୁତ୍ ଭଲ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻♥️♥️♥️♥️♥️♥️♥️♥️♥️♥️
Maa bapa kanduchhani aapanaku kemiti bhala laaguchhi
God bless you Bhai ସବୁ ବେଳେ ଭଲ ରେ ରୁହ ପୁରା ପରିବାର ❤❤❤
ସତରେ ବହୁତ କାନ୍ଦ ଲାଗିଲା ଜଗନ୍ନାଥ ତମ ପରିବାର କୁ ଭଲରେ ରାଖନ୍ତୁ
ଭାଇ ବହୁତ୍ ବଢିଆ ହେଲା ମା ଆଉ ଖୁଡି ନୁଆମା ରୂପା ଭାଉଜ ଯୋଉ କାନ୍ଦିଲେ ମୁଁ ବି ଲୁହ ସମ୍ଭାଳି ପାରିଲିନି ଆଉ ସେ madam ଙ୍କ ଏକ୍ଟିଙ୍ଗ ବହୁତ ବଢିଆ ଥିଲା ମୁଁ ପ୍ରଥମ ରୁ ଜାଣି ପରିଲିନି ସତ ଭାବିଲି କିନ୍ତୁ ତମେ ଆସିଲା ପରେ ଯୋଉ silent ରହିଲ ତାପରେ ଜଣିଗଲି
ସତରେ ଭାଇ ମୁ ଦେଖୀକି ଆଖିରୁ ଲୁହ ଆସିଗଲା ଡରିଗଲୁ ଭାଇ ❤❤❤😂
ଆରେଏ ସେଇଟା ତୋ ପ୍ରତି ଭଲ ପେଇବା ନୁହଁ ରେ......
ଯେଉଁ ମାନେ ତୋତେ ତୋତେ କଲ୍ କରୁଛନ୍ତି..... ସେମାନେ କଣ ଏତି କି ବୁଝି ପାରୁନାହାଂତି ଯେ..... ତୋ platform ରେ ଭିଡ଼ିଓ ଟି upload ହେଇଛି ବୋଲି.....
ବୁଝିବା ଲୋକ ଠିକ ବୁଝିଛନ୍ତି ଆଊ ନ ବୁଝିବା ଲୋକ ଙ୍କ ପାଇଁ ଓଉ ****ଫାଳ,
ପିଣ୍ଟୁ ଭାଇ କନ୍ଦେଇ ଦେଲେ, ଏମିତି କରନ୍ତୁ ନIହିଁ ମା ମାନେ କାନ୍ଦିଲେ, ରୂପ ଭଉଣୀ କାନ୍ଦିଲେ, ଆମମାନଙ୍କୁ ବି କଦେଇଦେଲେ
ମାର ଲୁହ ଦେଖୀ ବହୁତ ଦୁଃଖ ଲାଗିଲା ପିଣ୍ଟୁ ଭାଇ ସବୁବେଳେ ଖୁସିରେ ରୁହ love you khushi maa 🥰🥰🥰 Jey Jagannath 🙏🙏🙏
ଦୟା କରି ଏମିତି ପ୍ରାଙ୍କ ଭିଡିଓ କରିବ ନାହିଁ ।
ଘର ର ସମସ୍ତ ଙ୍କୁ ଖୁସି ରେ ରଖ କାହାର ମନ ରେ ଦୁଃଖ ଦିଅ ନାହିଁ କାହିଁକି ନା ଭଗବାନ ତୁମକୁ ବହୁତ ସୁନ୍ଦର ଜୀବନ ଟେ ଦେଇଛନ୍ତି ତାକୁ ତମେ ବଜାଇ ରଖ ❤ଆଗକୁ ଖୁସି ମା ଙ୍କର ଜନ୍ମ ଦିନ ଆସୁଛି 🎉 କିଛି ଗୋଟିଏ ନୂଆ ହେବ ବୋଲି ମୋର ଆଶା ❤ ପିଣ୍ଟୁ ଭାଇ ଏବେ ତ ବଡଦିନ ଛୁଟୀ ଚାଲିଛି ଧନ କୁ ଟିକିଏ ତାକୁ ଆଣ
ଭାଇ କାଲି ମାଆ ଙ୍କ କାନ୍ଦ ଦେଖୀ ମୁଁ କାନ୍ଦି ପକାଇଥିଲି ତାପରେ ଲାଷ୍ଟ ଯାଏ ଦେଖିଲା ବେଳକୁ ପ୍ରାଙ୍କ କରୁଛ ❤❤ ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ
ପିଣ୍ଟୁ ଭାଇଙ୍କ ଭିଡିଓ ଦେଖିବା ପାଇଁ କିଏ କିଏ ସବୁ ଭଲ ପାଅ ଲାଇକ୍ କର👍👍କାଲିର ଭିଡ଼ିଓ ବହୁତ୍ ଜଲ୍ଦୀ ସେ ଭାସ୍କର ନ୍ୟୁଜ୍ ରେ ଆସି ଯାଇଛି😁😁
ଆମ ବାଲେଶ୍ୱର ଜିଲ୍ଲା ରୁ ପିଣ୍ଟୁ ଭାଇଙ୍କର ଭିଡିଓ କିଏ କିଏ ଦେଖୁଚ 👍 କର
To bala pintu ame kain dekhibu
ବାପା ବି କାନ୍ଦିଲେ ରୂପା ମା ଙ୍କ କଥା ଅଲଗା ଏମିତି ଜମା ଭଲ ନୁହେଁ 😢
Plz ସାନଭାଇ ଏମିତି ଆଉ ବୋଉଙ୍କୁ କନ୍ଦେଇବନି ତାଙ୍କ ଲୁହ ଦେଖି... ମୋତେ ବହୁତ କଷ୍ଟ ଲାଗିଲା ❤️କାଲିଠୁ ସବୁ ଜାଣିକି ଭି ବୋଉ, ଖୁଡି, ରୁପା ସମସ୍ତ ଙ୍କ ମୁହଁ ଦେଖିଲେ ବହୁତ ଦୁଃଖ ଲାଗିଲା ❤️❤️Lv u all❤️❤️
ଜୟ ଜଗନ୍ନାଥ 🙏🙏🙏 happy family members ❤️❤️❤️ cute Khushi maa 🥰🥰🥰
ବାପା ମାଆ ବହୁ କଷ୍ଟରେ ଆହ୍ଲାଦରେ ବଡ କରିଥାନ୍ତି । ଏପରି ଦୁଃଖପୂର୍ଣ୍ଣ ପ୍ରାଙ୍କ ଘର ଲୋକ ସହ କରିବା ଅନୁଚିତ ।😢😢😢😢❤❤❤❤❤
ୟାକୁ ହିଁ କୁହାଯାଏ ପ୍ରାଙ୍କ୍ 😊🎉❤❤❤❤😁
ଭାଇ କଣ ଆଉ କହିବି ଯାହାତ କାଲି କନ୍ଧେଇଲ
Love you Bou and Bapa 😘😘😘😘😘😘😘😢😢😢😘😘😘😘😘🫂🙇🏻♂️❤️
Bhai kali mu bahut dukha re thili video dekhi amiti karantu nai ❤❤sabu bele Khushi re ruha samaste all family members ❤❤ Khushi maa cute baby ❤❤
❤❤❤ ଜୟ ଜଗନ୍ନାଥ ଭାଇ
ମୁଁ ଭାବୁଥଲି ଭାସ୍କର News ଏଇଟା ପୋଷ୍ଟ କରିଦେବ ସତରେ କରିଦେଲା😮
ଭାଇ ଏମିତିକା ସମସ୍ତେ ଖୁସିରେ ରୁହ ଜୟ ଜଗନ୍ନାଥ 🙏🙏🙏🙏
Bahut khusi lagila vlog dekhiki Bhai 🥰🥰🥰 love you all members Jay Jagannath 🙏🏻🙏🏻🙏🏻
ତୁମ ପରିବାର ସମସ୍ତଙ୍କୁ ହସିବାର ଦେଖି ଭଲ ଲାଗିଲା ❤❤❤❤❤❤🎉🎉🎉🎉❤❤❤❤❤
Bahut Sundar paribar❤❤ bhagaban samastanku emiti paribar dianthu❤❤emiti video karantuni bhai❤❤ love you all family members ❤️❤️
God bless you sabubele success milu au sabu bipadaru rakya karantu god 🎉🎉🎉🎉🎉🎉🎉
ଜୟ ଜଗନ୍ନାଥ ଭାଇ ଡରେ❤❤❤ଇଦେଇଥିଲ ଭାଇ
ପିଣ୍ଟୁ ଭାଇ କାଲି ଭିଡ଼ିଓ ଫାଷ୍ଟ 😢 ଲାଷ୍ଟ 😅ପୁରା ଜବରଦସ୍ତ ହେଇଥିଲା love you❤️❤️
କ'ଣ ଏମିତି କଲ ଭାଇ ମା କାନ୍ଦିବାରୁ କ'ଣ ପାଇଁ ଏମିତି କଲ ଭାଇ ଆମେ କାନ୍ଦି ପକେଇଲୁଭାଇ
Kalira vlog aji dekhile bi akhiru luha asi gala❤❤❤❤❤
Bhai au Amit video karibani ❤❤❤ Amit sabubele khusi ra ruha Jay jagarnath 🙏🙏🙏❤❤👌👌👌
Satare bahut Kanda lagila😢😢god bless u all family
ପିଣ୍ଟୁ ଭାଇ କାଲି ଯୋଉ ଭିଡ଼ିଓ ପୋଷ୍ଟ କରିଥିଲ କୁକୁର ଚ୍ୟାନେଲ୍ ଭାସ୍କର ସେଇଟା ସତ ଭାବିକି news ରେ ପୋଷ୍ଟ୍ କରିଦେଇଛି🤣ଯେଉଁମାନେ ନଦେଖିଛ ଭାସ୍କର ନ୍ଯୁଜ୍ ରେ ଦେଖ 😂😂
News bale pagal
😅🤣
Hmm mu dekhichi😂😂😂
Sala bhaskar news ra au kichhi kam kn karib bal news channel
Jani Suni Pintu Karichi😂😂Bhaskar ku Content Miligala..Pintu Ku News Channel re Publicity😂Social media Re Trend Rahibaku Publicity Stunt Darkar😂
ବହୁତ ସୁନ୍ଦର ହେଇଛି ଭିଡିଓ ଭାଇ ❤❤❤❤
Happy Family 🥰 sabubele khusi re ruhantu 🥰 kaha najar na lagu aapan nka family ku😊geli khusi mama love you 😘
Love you Rupa and pin2 bhai ❤❤❤emiti khusire ruha🎉🎉🎉
ଭାଇ ଭାସ୍କର news highlights କରିଲାଣି🤣🤣
Right 😂😂
ମୁବି dekilini
Bhai satare kandi pakeili,amiti Karibani god bless you ❤️❤️❤️
Satare bhai Kali video dekhi bahut dukha lagila❤❤❤❤ love you all family ❤❤
Love you pintu bhai aau kebe emiti karibani love you khushi maa ❤❤❤❤❤❤❤❤❤❤❤❤❤❤❤❤❤❤❤❤
❤❤❤ ଭାଇ ମୁଁ ଡରିଗଲି ଭାଇ ମା ଯେତେବେଳେ କାନ୍ଦିପକେଇ ଲେ ମ ଆଖି ରେ ଲୁହ ଆସିଗଲା ସତରେ ଭାଇ ଲାଷ୍ଟ୍ ରେ ଜାଣିପାରି ଲି ଜେଏ ପ୍ରାଙ୍କ ବୁଲି ମୁଁ ପ୍ରଶାନ୍ତ ପାଖକୁ କଲ୍ କରିଥାନ୍ତି ଏମିତି କା କେବେ ବି କରିବନି ଭାଇ ଜୟ ଜଗନ୍ନାଥ ❤❤❤❤
Satare bhai bahut kanda lagila 👍👍🎉love you bhai bhauja ❤️❤️n all family ❤❤Jay Jagannath 🙏🙏🙏🙏
Happy family ❤so cute Khushi maa ❤
Happy family members Love you Bhai bhauja Khushi maa ❤❤❤❤❤❤❤
Bhai satare mukalidari jaithi kandi pakeilili supar prank video ❤ u all ❤❤ khusi maa ❤❤ ଏମିତି ସବୁବେଳେ ଖୁସି ରେ ରୁହ ❤❤ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ,🙏🙏🙏
ଭାଇ ଏମିତିଆଉକରିବେନି ❤❤
Satare ame pura darigalu 🥰🥰🥰
👍💞🥹🙏 ଜୟ ଜଗନ୍ନାଥ
Bhai tme please emt video aau kbe kribni..amaku bhut dukha lagila......❤❤❤ love you all family members.. rupa bhauja ,bhai,maa,khudi,baba smastnku Jagannath 🙏 bhalare rakhantu........❤❤❤❤❤
Pintu babu amiti video au kebe karibani amaku bahuta dulha lagila❤❤❤❤❤
ବହୁତ ଭଲ ଲାଗିଲା ଫାଷ୍ଟ ରେ ଡରିଗଲୁ ❤❤❤❤
God bless you all family members ❤❤
ଜୟ ମା ତାରିଣୀ🙏 ଭଲ ରେ ରଖନ୍ତୁ ଏମିତି ଭିଡିଓ କରନ୍ତୁ ଭାଈ🥺 କଷ୍ଟ ଲାଗୁଛି ❤
କାଲିର😂 prank video ବହୁତ ଭଲ ଲାଗିଲା❤
ଜୟ ଜଗନ୍ନାଥ ଭାଇ କାଲିର prank ପୁରା ମସ୍ତ ଥିଲା ଭାଇ ମୁଁ first ରୁ ଜାଣିଥିଲି କିନ୍ତୁ ମଜା ଲାଗିଲା କିନ୍ତୁ ବେଶୀ କଷ୍ଟ ଲାଗିଲା ମା ବାପା ଭାଉଜଙ୍କ କାନ୍ଦିବା ଦେଖି prank ଭଲ ଲାଗିଲା କିନ୍ତୁ ଭାଇ ଏମିତି prank ଆଉ କେବେବି କରିବେନି ଘରେ ସମସ୍ତେ ବୋହୁତ innocent
Prank video କେବେ ବି କରି ବ ନାହିଁ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଭାଇ ତମ କାଲିର prank video ବହୁତ ଭଲ ହୋଇ ଥିଲା ହେଲେ ଏମିତିଆ କରନି ଆମ ଆଖି ରୁ ବି ଲୁହ ଆସିଗଲା ବାପା ମାଆ ପୁଅ ସ୍ପଷ୍ଟ କରିବ ହେଲେ ଖିଡି ମାନେ ବି ସ୍ପଷ୍ଟ କଲେ ବହୁତ ଭଲ ଲାଗିଲା ମା ମା ମା କୁ 🙏🙏🙏🙏🙏🙏🙏
ସତରେ ଭାଇ ବହୁତ କାନ୍ଦ ଲାଗୁଛି ଭିଡ଼ିଓ ଦେଖିକି 🙏🙏🙏❤️❤️❤️😭
ଭାଇ ଭାସ୍କର କଣ ଆପଣଙ୍କ ର ଶତ୍ରୁ ଏମିତି ଭୁଲ କେବେ କରିବ ନାହିଁ ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤
So sweet family members 🙏❤ God bless you
ମୁଁ ଜଗତର ନାଥ ଜଗନ୍ନାଥ ଙ୍କୁ ଡାକୁଚି 🙏🏻🙏🏻 ତୁମର ଏମିତି ଦିନ କେବେ ନ ଆସୁ ❤🙏🏻🙏🏻😮😮😮😮 ହସ ଖୁସି ପରିବାର କୁ କେବେ କାହା ନଜର ନ ଲାଗୁ ❤❤❤❤❤❤❤❤❤❤❤
ଭାଇ ଖାଲିରେ କୂହାଯାଏନି Happy family ଭାଗ୍ୟରେ ଥୀଲେ ଏମିତି family ମିଳେ ଭାଇ ଆପଣ ହେଉଛନ୍ତି ସେଇ family ର ଜୀବନ ଦୟାକରି ଏମିତି କେବେବି କରିବେନି ଏ ଭଉଣୀ ର ରାଣ ରହିଲା ଭାଇ 😂
Bhai au kebe bhi emiti bekar faltu prank koribo nahi please love you bhai jay jagannath 🙏🙏
ଭାଇ ସତରେ ଦୁଃଖ ଲାଗିଲା
ପୁରା ଭିଡିଓ ଦେଖିଲୁ ରୁ ଖୁସି ହୋଇଗଲି ଏ😂😂😂😂😂
Bhae ଏମିତିକା prank video au କେବେ କରିବେନି🙏
ପିଣ୍ଟୁ ତମେ ଏଭଳି ପ୍ରାୟଙ୍କ କରିବ ନାହିଁ ମୁଁ ଆବୁଧାବି ରେ ସବୁ ଖେଳଦେଖୁଛୁ ମୁଁ ଶରତ ଚନ୍ଦ୍ର ପ୍ରଧାନ ଯାଜପୁର ଆବୁଧାବି ରେ ଦେଖି ବୋହୁତ କାନ୍ଦିଲି ହେଲେ ବୋଉ ନୁଆମା ଖୁଡିଙ୍କୁ। ରୁପା କାନ୍ଦିଲେ। ବୋହୁତ ମନ ଦୁଃଖ ବୋହୁ ବୋହୁ ଦୁଃଖ। ବାପା ବି ମନ ଦୁଃଖ କଲେ ମୁଁ ପୁରା ବ୍ଲକ୍ ଦେଖୁଛି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ହନୁମାନ କି ଜୟ। ମୁଁ ନମ୍ବର ଦେଲି ତମେ କଲ୍ କରିବେ କିମ୍ବା ତୁମ ଫୋନ ନମ୍ବର ଦେବ
ରହି ଲି। ଇତି ଶରତ ଚନ୍ଦ୍ର ପ୍ରଧାନ
ଆବୁଧାବି ରେ ଚାହିଁ ରହିଲି।
ଭୁଲୁ ଥିଲେ ଖେମା କରିଦେବେ 🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌷🌷🌷🌷🇮🇳🇮🇳🇮🇳🇮🇳🇮🇳
Bhai jaha kuha video ti bhala lagila sina kintu mausi Bhauja sana maa mana nka Pani mote bahut bahut kasta lagila 😢😢😂😂❤❤❤
Amit parivar ku 😔😔😔😔 kebebi
Kandei bani mo Bhai please god bless u all love u all ❤❤❤❤❤
Stare bhai bahut kanda.lagi la love you bhai bhuja ❤❤n all family ❤❤ Jay jagannath
❤❤❤❤❤ miss u Rupa Pintu Khushi express my favorite jodi nd favorite golden family ❤❤❤❤u
Happy family members Love you ❤❤❤❤❤
ଆମେ ତମର କେହି ନୁହଁ ଆମେ କାନ୍ଦିଛୁ ଘର ଲୋକ kandibenina
Bhai au prank video karane 😢😢😢 love you Bhai 😢
Satare bohut kanda lagila God bless u all family❤
ପିଣ୍ଟୁ ଭାଇଙ୍କ ପାଇଁ ଲାଇକ👍
ମୁଁ ଜାଣିଥିଲି ମିଛ starting ରୁ ହିଁ ନ ହେଲେ ଭିଡିଓ ପୋଷ୍ଟ ହେଇ ନ ଥାନ୍ତା
Ri8
ଭାଇ ଏମିତି ମିଛ କଥା କେତବେଳେ ସତ ହେଇଯାଏ ଏମିତିକା ମିଛକଥା କେବେବି କହିବେନି
Bhai amiti kebe karibani ❤❤❤❤❤ beautiful family ❤❤❤❤❤❤ God bless you 🙏
Om Sai Ram
ଭାଇ ଅନ୍ୟର ଖୁସି ପାଇଁ ନିଜ ଲୋକମାନଙ୍କୁ ଏମିତି କଷ୍ଟ ଦିଅନ୍ତୁ ନାହିଁ ଭାଇ ପରିବାର ସହିତ prank କଲ କିନ୍ତୁ ରୂପା ଓ ବଉ ସତରେ କାନ୍ଦିଲେ😢ଆମକୁ ବହୁତ ବହୁତ ଦୁଃଖ ଲାଗିଲା ଜୟ ଜଗନ୍ନାଥ🙏🙏🙏
Miss you 🥰 Bhai bhauja maa love you 🥰 Jai jagannath 🙏🙏
Nice bhai ❤❤
Aji ra vlog ti bahut sundar heichi ❤❤
Happy family ❤❤
Eimiti sabubele hanshutha au samastanku hansautha😊😊
All family members Mane sabubele eimiti khusire au bhalare ruhantu ❤❤
Jay maa tarini 🙏🙏
ପିଣ୍ଟୁ ଭାଈ ଭିଡ଼ିଓ ବହୁତ ଖରାପ ହେଇଚି 😜😍😜8
Bhai mu bi Kali video dekhi ki kandi pakeili happy family members sabu bele Khushi re ruha beautiful maa love you Khushi maa ❤️❤️❤️🥰🥰🥰🥰🥰🥰😍😍😍😍😍😍😍
ଭାଇ prank video ଭଲ ଲାଗିଲା 😂😂
Bhai family pura strong dil se love you🙏
ଭାଇ ରେ ଧନ୍ୟ କହିବା ଭାସ୍କର news ku😂😂😂
ଜୟ ଜଗନ୍ନାଥ 🙏 ପିଣ୍ଟୁ ଭାଇ ରୁପା ଭାଉଜ ସମସ୍ତ ଫେମିଲି ମେମ୍ବର ସମସ୍ତ ଭାଇ ଫାଇନାନ୍ସ କେରେଟର ରୋଳ ବହୁତ ସୁନ୍ଦର ଲାଗିଲା ପିଣ୍ଟୁ ଭାଇ ମାଁ ଙ୍କୁ କଦାଇ ଦେଲେ 🙏💯🇮🇳🌹ଜୟ ଜଗନ୍ନାଥ 🙏
କିଛିଟା View ଆଉ ଲୋକମାନଙ୍କ ପାଖକୁ ପହଞ୍ଚିବା ଏଇଟା ଠିକ୍ ମାଧ୍ୟମ ନୁହେଁ ମା କେତେ କାନ୍ଦିଲେ କେବେବି ମାମାନଙ୍କୁ କନ୍ଦେଇବନି ମୁଁତମଭଲ ପାଇଁ କହୁଛି ପିଣ୍ଡୁ❤❤❤😊😊😊❤❤ମୁଁ ପ୍ରଥମେ ଭିଡ଼ିଓ ଦେଖି ଡରିଗଲି ଭାବିଲି ଏବେ କ'ଣ ହେବ ଏତେ ଆଗକୁ ଯାଇ ଲୋକମାନଙ୍କ ନଜରରେ ପୁରା ଖସିଯିବ ତମ ପରିବାର କେତେ ଭଲ କାହା ଜୀବନ ସାଙ୍ଗରେ ଏମିତି ଖେଳିବନି ଯଦି କିଛି କାହାର ହୋଇଯାଇଥାନ୍ତା ଭାବ ଟିକେ😮💨😮💨😮💨😮💨
Soo sweet family members❤❤❤ love you pintu bhai😘❤beautiful khushi maa😘😘 jay Jagannath🙏🙏🙏 😭😭😭😢😢😢
Love you pintu bhai karibni❤❤
Jay Gaganntha Pintu tume emiti video kebe karani aji kali samasta nka bp achi kale kahara deha kharapa heijiba samaste bhalare ruha❤❤❤❤❤❤❤
ଭାଇ ଏଭଳିଆ ପ୍ରାଙ୍କ କରନ୍ତୁ ନାହିଁ ସମସ୍ତେ ଛାନିଆ ହୋଇଗଲେ 🙏🙏🙏🙏
Nice video pintu Bhai Rupa bhaja khusi maa mamuni Runa didi Suna didi ❤❤❤❤❤
Love you family members ❤❤❤❤❤❤❤❤❤❤❤❤❤❤❤Jay Jagannath ❤❤❤❤❤❤❤❤