Bhai apana nka vidio dekhile mana khushi hoejauchhi apana bahut lucky ate sundara family paichhanti ate majalia katha kouthu sikhichanti jeje tanka nati natuni bohuku besi bhala pauchanti mahaprabhu jagannath apana nku n family members nku ghanta ghodei rakhantu❤❤❤❤
Bhai video ti bhuti bhala lagila dekhi ki bhuti Khushi laguchi 😊 mo Bhai ka family is best family bhagwaan mo Bhai ka family ku sabu bele bhala re rakhatu Jay Jagannath 🙏 I love you Khushi maa 🥰
Nice bhai ❤❤ Aji ra vlog ti bahut sundar heichi ❤❤ Happy family ❤ All time my favourite jodi bhai au bhauja and all family members ❤❤ Mu sabubele prabhunku dakuchi sie samastanku ghanta ghudeiki rakhantu 🙏🙏 Jay Shree Ganesh 🙏🙏
Jay Jagannath 🙏🙏 Prabhu Apanaka paribar ku sabubele khushire rakhantu ❤️❤️ samastanku dekhi mana khusi heijae ❤️❤️ love you all family members ❤️❤️ bahut Sundar family❤❤
ଭାଇ ତମର ପରିବାର ଦେଖି ତମ ଘରେ ମତେ ରହିବାକୁ ବହୁତ ଇଛାଲାଗୁଛି ମୋ ପରି ଆଉ କାହେକେ ରହିବାକୁ ଇଛା ଅଛି❤କର
Koraput ଆସନ୍ତୁ ଭଲ ଭଲ place ଅଛି ଭାଇ
ଜୟ ଜଗନ୍ନାଥ 🙏🙏🙏 ତୁମ ପରିବାରର ସମସ୍ତେ ବହୁତ ଭଲ ❤❤❤ love you Khushi maa 🥰🥰🥰
ନୟାଗଡ଼ ରେ ବହୁତ ବହୁତ ସୁନ୍ଦର ଜାଗା ଅଛି ଆସନ୍ତୁ ଆମର ଲଡୁବାବା ଦୂତିକସୁର କଣ୍ଟିଲୋ ଫତେହଗଡ଼ ରାମ ମନ୍ଦିର କୋଟଗଡ଼ ପର୍କ ବଲାଗ୍ନିପ୍ରର୍କ ଦକ୍ଷିଣ କାଲି ମନ୍ଦିର ଶିମିଳି ଝରଣା ଏମିତି ଅନେକ ଲୋକ ପ୍ରିୟ ଜାଗା ଅଛି 🙏🏻
@@adityamuduli8552 ଭାଇ ଆମ ପାଇଁ ବଡ଼ ଆମ ନୟାଗଡ଼ ❤️
ଭାଇ ସବୁଠାରୁ ଭଲ ଜାଗା ନୟାଗଡ଼ ରାମ ମନ୍ଦିର Fategarh ଆସୁନ ❤
କୋରାପୁଟ ଥରେ ଆସନ୍ତୁ ଭାଇ 🙏👌👍ପ୍ରାକୃତିକ ଜାଗା ଦେଖି ଯିବେ
ଜୟ ଜଗନ୍ନାଥ 🙏🙏 ତୁମ ପରିବାରର ସମସ୍ତେ ବହୁତ ଭଲ ❤❤ love you all family ❤❤❤
ସତରେ ବହୁତ୍ ବଢିଆ family ଟେ🎉❤❤❤.... ପ୍ରଭୁ ଜଗନ୍ନାଥଙ୍କ କୃପାରୁ ତମ ପରିବାର ସଦା ସର୍ବଦା ଏମିତି ହସ ଖୁସିରେ ରହି ଥାଆନ୍ତୁ 🙏🎊😊
❤❤❤❤😂
ଭାଇ🙏
କେମିତି ଅଛନ୍ତି
କୋରାପୁଟ ଏବଂ ନବରଙ୍ଗପୁର ଆସନ୍ତୁ ।
କୋରାପୁଟ ରେ ଶାବର ଶ୍ରୀକ୍ଷେତ୍ର ଅଛି । ଭାଗ୍ୟ ରେ ଥିଲେ ଡୋରି ଲାଗେ ଯାଇ କି ଦର୍ଶନ କରିଆସ ।ଜୟ ଜଗନ୍ନାଥ ।
ସତରେ ଭାଇ ତମ ପରିବାର ଲୋକ ବହୁତ ଭଲ ଏତେ ସ୍ନେହ ଭଲ ପାଇବା କୋଉଠି ମୁଁ ଦେଖିନି 👍ଖୁଡି 🙏🙏ତମ ଖୁଡି ବି ବହୁତ ଭଲ 👍👍ଜୟ ଜଗନ୍ନାଥ 🙏🙏
Nice video.keonjhar ଆସନ୍ତୁ। ବହୁତ ଭଲ place ଅଛି। welcome to keonjhar.
କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ସିଦ୍ଧ ବଳଦେବଜୀଉ , ଭିତରକନିକା ଜାତୀୟ ଉଦ୍ୟାନ, ଗହୀରମଥା,ପେଣ୍ଠ ସମୁଦ୍ର କୂଳ, ମା ପଞ୍ଚୁବରାହ,ମାଟିଆ ମଙ୍ଗଳା,ଥାନପତୀ
❤❤❤
@pradyotbehera1995 ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏🚩🙏
Happy family ....!!
ବହୁତୁ ସୁନ୍ଦର ପରିବାର କାହାର ନଜର ନଲାଗୁ ଏତିକି ପ୍ରଭୁ ଜଗନ୍ନାଥ ପାଖରେ ପ୍ରାର୍ଥନା 🙏!!
ଦେବଗଡ ପ୍ରଧାନପାଟ ବୁଲିଆସ ଭାଇ 😊
ବାଲେଶ୍ଵର ଜିଲ୍ଲାର ଚନ୍ଦନେଶ୍ଵର ମନ୍ଦିର ଆଶ ଭାଇ ଭୋଲ place ❤
Bhai video ବହୁତ ଭଲ ଲାଗୁଛି happy new year🎉❤❤
ହଁ ଭାଇ କୋରାପୁଟ ଦେଓ ମାଳି ଦେଖି ବାକୁ
ଢେଙ୍କାନାଳ: ମହିମାଗାଦି,କପିଳାସ,ସପ୍ତଶଯ୍ୟା, ଶ୍ରୀ ସିଦ୍ଧ ବଳଦେବଜୀଉ,ଶ୍ରୀ ସିଦ୍ଧ ଗଣେଶ ଖୋଲ, ଦଳାର ଜଳପ୍ରପାତ, ସାପୁଆ dam.....
ଭାଇ କୋରାପୁଟ ବହୁତ ସୁନ୍ଦର ଜାଗା ବହୁତ ଜିନିଷ ଦେଖିବାକୁ ଅଛି ମୁଁ ରହୁଛି କୋରାପୁଟ ରେ ଜୟ ଜଗନ୍ନାଥ 🙏🙏🙏
Bhai kn achi kuha ame jauchu ❤
ଭାଇ ଥରେ ଓଳାଶୁଣୀ ଗୁମ୍ଫା ଆସ ଭଲଯାଗା❤❤❤
କୋରାପୁଟ ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି ଭାଇ
ଭାଇ ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିର ଆସନ୍ତୁ ❤❤❤🎉🎉
ଜୟ ଜଗନ୍ନାଥ🙏🙏🙏 ଜୟ ମାଁ ଲକ୍ଷ୍ମୀ🙏🙏🙏happy family🥰🥰🥰 love you all💞💞💞ଦୀଘା ଯାଆନ୍ତୁ ଭାଇ ଗଟେ ବର୍ଷ ହଇ ଗଲାଣି ଆସିବା ବାଟରେ ବାବା ଚନ୍ଦନେଶ୍ଵର ମନ୍ଦିର ଯାଇ ଥିଲ ପୁରା family କୁ େନଇ ବୁଲିବାକୁ ଯାଆନ୍ତୁ
ପିଣ୍ଟୁ ଭାଇଙ୍କ ଏତେ ସୁନ୍ଦର୍ Family pain ଗୋଟେ ଗୋଟେ 👍👍👍👍👍👍👍👍❤️❤️❤️❤️❤️❤️
କୋରାପୁଟ ଆସନ୍ତୁ ଭାଇ ବହୁତ୍ ଜାଗା ଅଛି
Jay Jagannath 🙏🙏ତୁମ ପରିବାର ର ସମସ୍ତେ ବହୁତ ଭଲ ରେ ରୁହନ୍ତୁ ❤❤❤❤
Koraput sabari srikhetra Jagannath mandir,gupteswar au vala natural jaga achi
କୋରାପୁଟ ଆସ ଭାଇ
Bahut sundar paribara sabubele amiti khusi re ruhantu ❤ love you all members ❤
ଆମ ନୟାଗଡ଼ ଆସ ପ୍ରଭୁ ରାମ ମନ୍ଦିର ଦୁଇଟି ଜାଗାରେ ଓଡ଼ଗାଁ ଶରଣକୁଳ ନଡୁବାବା ମଣି ନାଗ ଦକ୍ଷିଣ କାଳୀ ନୀଳମାଧବ ମର୍ଦ୍ଦରାଜ ପୁର ପିଠ ବହୁତ ଭଲ ଯାଗା କଣ୍ଟିଲୋ ପାଗରେ ❤
God bless you sabubele success milu au sabu bipadaru rakya karantu god 🎉🎉🎉thanku bhai aji gote dinare 3 vedio deichanti bahut khusi lagila🎉🎉🎉
ଗଞ୍ଜାମ ଧବଳେଶ୍ଵର beatch
Koraput ରେ ବହୁତ୍ ଭଲ ଜାଗା ଅଛି ଭାଇ ଅନୁରୋଧ କରୁଛି ଥରେ ବୁଲିବାକୁ ଆସନ୍ତୁ । ଆପଣଙ୍କ ମନ ବହୁତ ଖୁସି ଲାଗିବ ଓ କେବେହେଲେ ଭୁଲି ପାରିବେନି ଏହି ପରି ଜାଗା କୁ । ନିଶ୍ଚୟ ଆସନ୍ତୁ 🙏 🙏
ତୁମ ପରିବାର💐 ଏମିତି ଖୁସି 😍ରେ ଥାଉ ଭଗବାନ୍ ଙ୍କ ପାଖରେ ଏତିକି 🙏ପ୍ରାର୍ଥନା ❤
koraput bahuta sundara place achhi sabu misiki nischaya asantu
Bahut sunder lagila vlog full enjoyment vlog sabubele dekhe gote bi miss kareni vlog satre Bhai Bhauja 🙏🙏🙏
ଆମ ନୟାଗଡ଼ ଜିଲ୍ଲାର ଫତେଗଡ ଦ୍ୱିତୀୟ ଅଯୋଧ୍ୟା ରାମ ମନ୍ଦିର
ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ଜେଜେ ଜେଜେମା ପାଞ୍ଚାଳୀ ଜେଜେମା ମାତାଜୀ ମା ନୂଆ ମା ଖୁଡ଼ି ରୂପା ଭାଉଜ ଖୁସିମା ରୁନା ଦିଦି ମାମୁନି ବାପୁନି ମାଉନ ପରିବାର ସମସ୍ତ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ଚିତ୍ତ ଭାଇ ରୁନା ଦିଦି ମାମୁନି ମାଉନ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି Mo Cute Khusimaa 😘 Love you Bhai Bhauja Khusimaa Chitta Bhai Runa Didee Mamuni Sister Bapun Ram dev Sister and all Family members💞❤️❤️❤️❤️❤️❤️❤❤❤❤❤❤
ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️
ସୁନ୍ଦର୍ ପରିବାର,,❤❤ସୁନ୍ଦରୀ ଖୁଷୀମା,, Rourkela, ଅସ kintu,,March re,,,Lots of love from Rourkela,, ବର୍ତ୍ତମାନ ରାଉରକେଲା 5 ଡିଗ୍ରୀ
Yes...i am from Rourkela... welcome to Rourkela... pintu bhai
ପିଣ୍ଟୁ ଭାଇ ଆଜି ଭିଡିଓ ଦେଖିଲୁ ବହୁତ୍ ଭଲ ଲାଗିଲା ଏମିତି ସବୁବେଳେ ଖୁସୀରେ ରୁହନ୍ତୁ ଜୟ ଜଗନ୍ନାଥ
ଘରବାଡ଼ି ରେ ଫିଟ୍ କରନ୍ତୁ ସମସ୍ତେ ଖାଇ ପାରି ବେ। ❤❤❤❤❤ Beautiful family
Pin2 ଭାଇ ତମୋର famely କୁ ଗୋଟେ ଜାଗାରେ ଏତେ ଖୁସି ଦେଖି ବୋହୁତ ଭଲ ଲାଗିଲା
Odisha ra best happy family ❤❤❤❤❤advance happy New year all family members Jay jagannath ❤❤❤❤❤
ଜଗତସିଂହ ପୁର ଥରେ ଆସ ଯେମିତିକି ମା ଶାରଳା ଙ୍କ ପୀଠ ବାବା ଗୋରେଖନାଥ ପାରାଦୀପ ନେହୁର୍ ବଙ୍ଗଳା ସହ ସମୁଦ୍ର କୂଳର ମଜା ନବ
Mu sabu dekhichhi parsadeep re rahuthili❤❤
@@chandinibehera2612 tq bahut temple achhi buliki darshan karile e duniya ra moha maya thu durei rahiba sethiki gale
@@chandinibehera2612 astasambhu jaicha ki
🙏ଜୟ ଜଗନ୍ନାଥ 🙏ବହୁତ ସୁନ୍ଦର ଭିଡ଼ିଓ love you all family members ❤️❤️❤️
Bhai daringbadi asantu 2nd kashmir bahut bholo jaga🥰
Bhai apana nka vidio dekhile mana khushi hoejauchhi apana bahut lucky ate sundara family paichhanti ate majalia katha kouthu sikhichanti jeje tanka nati natuni bohuku besi bhala pauchanti mahaprabhu jagannath apana nku n family members nku ghanta ghodei rakhantu❤❤❤❤
Bhai New Year re Berhampur asantu ❤🎉❤🎉❤🎉
Vai pancha linga swre asantu ama balasore vari badhia chandi pur ku bi buli jube❤❤❤❤❤❤❤
Love you Bhai and bhauja love you sabubale Khushi re ruha bhai bhauja Jay jaganath ❤❤❤
Bhai କୋରାପୁଟ ଆସ ଜଗନ୍ନାଥ ମନ୍ଦିରର। ଦେଖି ବାକୁ ଆଉ ଗୁପ୍ତେଶୱର ମନ୍ଦିର ଅଛି
ମୁଁ malkangiri ଆସନ୍ତୁ bali chauchi 😊
ଜୟ ଜଗନ୍ନାଥ ଭାଇ 🙏ଆଜି ଗୁଟେଦିନରେ ତିନି ତିନି ଟା ଭିଡିଉ ଦେଖି ବହୁତ ଖୁସିଲାଗୁଛି😄💕💞❤🌹
Bhai koraput mast 👌🏻👌🏻 place deomali au talamali dekhiba pura kerekera
Love you Khushi maa ❤❤❤
Jay jagannath 🙏ଭାଇ ଭିଡ଼ିଓ ଦେଖି ବହୁତ ଖୁସି ଲାଗୁଚି lovu all family all tha besr
Jay Jagannath 🙏 all family members so cut Khushi maa ❤❤❤❤
କୋରାପୁଟ ଆସ ଭାଈ
Bhai video ti bhuti bhala lagila dekhi ki bhuti Khushi laguchi 😊 mo Bhai ka family is best family bhagwaan mo Bhai ka family ku sabu bele bhala re rakhatu Jay Jagannath 🙏 I love you Khushi maa 🥰
Love you all family members ❤❤❤world ra best family ❤️❤️❤️
Rupa Pintu ra lovely family ❤❤❤❤
Koraput ru video dehuchi Bhai koraput ashtu bholo jagaochi
ରାଉରକେଲା ଆସନ୍ତୁ ରାଉରକେଲା ରେ ବୁଲିବାକୁ ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି ଯେମିତିକି -ହନୁମାନ ବାଟିକା,ମାତା ବୈଷ୍ଣବୀଦେବୀ ମନ୍ଦିର, ତ୍ରିଶକ୍ତି ଧାମ, ଦେଵବ୍ୟlସ,🙏
Happy family members 😊❤ love you Khushi mama 😊😊all family members 😊😊❤❤
Nice bhai ❤❤
Aji ra vlog ti bahut sundar heichi ❤❤
Happy family ❤
All time my favourite jodi bhai au bhauja and all family members ❤❤
Mu sabubele prabhunku dakuchi sie samastanku ghanta ghudeiki rakhantu 🙏🙏
Jay Shree Ganesh 🙏🙏
Goa ଆଶ ଭାଇ ପୁରା ମସ୍ତ place❤❤❤
Beautiful family members God bless you all family members
nice video bro satare bahuti vala lagila ❤❤❤❤ love u all
Koraput asa Bhai sabara srikhetra jagannath mandir, gupteswar Mahadev mandir ochi ❤❤❤❤
Jai Jagannath 🙏🙏 happy family 🥰 love u khusi maa ❤❤love u all family members ❤❤
Bhai tara tarini 😊
Bhala lagila bahuja dareidele Bhai nku 😂😂😂 love u so much Bhauja 🌹🌹🌹 like this vlog very much so 🎉🎉🎉 happy family members all love u mo tarafaru
Bhai Koraput aasantu❤
Love you khushi❤❤
Jajpur asa maa biraja nku darsana kariba 🙏ahuri bahut sundar place achhi Narigaon jagannath mandir b bulia bahu sundar place ❤
Bhai fatehgarh Sri Rama Mandira asantu 2 ଅଯୋଧ୍ୟା ଦେଖିବାପାଇଁ 🙏🙏
କୋରାପୁଟ ଭଲ ଜାଗା ଆଉ ତା ପାଖରେ jagadalpur ଭଲ ଜାଗା ଅଛି
So beautiful Bhai happy family members love you all
Beautiful bhai Jay jaganntha ❤❤❤❤❤❤❤❤
Koraput aasantu bhai bhauja bahut famous jaga achi
Jay Jagannath 🙏🙏 Prabhu Apanaka paribar ku sabubele khushire rakhantu ❤️❤️ samastanku dekhi mana khusi heijae ❤️❤️ love you all family members ❤️❤️ bahut Sundar family❤❤
Love you Bhai bhauja❤❤
କୋରାପୁଟ ଆସନ୍ତୁ ଭାଈ
Jay Jagannath Rupa bhauja & Pintu bhai 🙏
RUPA MAA SUNDARA BHAGYABATI BOHU
Lots of love for Rupa bhauja❤❤
ପୁରା ମସ୍ତ ଭିଡିଓ ❤❤❤
Advance happy birthday 🎂 cuty angel Khushi Maa God bless you 💖
Bahut maja Masti karuchha happy family members ❤️❤️❤️
Jay Jagannath 🙏
Rourkela ନିଶ୍ଚୟ ଆସନ୍ତୁ❤❤❤
Hmm rourkela aas bhai
Love you Khushi maa 😘😘😘 Sundar family 😍 Jay Jagannath 🙏🙏🙏🙏
କଳାହାଣ୍ଡି ଆସନ୍ତୁ ଭାଇ ବହୁତ୍ ଭଲ ଜାଗା ଅଛି
Right 👍 Kalahandi is beautiful place
Jay jagannath 🙏🙏🙏 Happy family members ❤❤ love you all sabu bele hasa khusi re ruha
Koraput ro deomali , punjisil ,kutnipadar 108 sibalingo dekhiba pai asibe Bhai
Koraput is a very nice place.
Khusi maa so cute 🥰
ବହୁତ ସୁନ୍ଦର ଭିଡିଓ 👌 ଭାଇ ଆପଣଙ୍କ ସହିତ କଥା ଚାହୁଁଛି 🙏🏼 ଆମର କଣ୍ଟିଲୋ ଭାଇ ନିଳମାଧବ 🙏🙏🙏🙏👌👌👌👌ଜୟ ଜଗନ୍ନାଥ 🙏🏼
Aji ra vlog ti bahut sundar heichi beautiful family members love you Khushi maa ❤️❤️❤️❤️🥰🥰🥰🥰🥰😍😍😍😍😍🥰