Teacher Rakes Up Bribery Allegation Against Pandian

Поділитися
Вставка
  • Опубліковано 16 бер 2018
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: live.odishatv.in/
    UA-cam: goo.gl/Ehz6OP
    Facebook: / otvnews
    Circle on G+: google.com/+otvodisha
    Twitter: / otvnews
    Instagram: / otvnews

КОМЕНТАРІ • 1,2 тис.

  • @niranjanpradhan7029
    @niranjanpradhan7029 3 роки тому +233

    ମାଗିହା ପାଣ୍ଡିଆନ୍ କୁ ଆରେଷଟ କରାଜାଉ ଭିଜିଲାନ୍ସ ତଦନ୍ତ କରାଯାଉ

  • @budinathmedchal9181
    @budinathmedchal9181 2 роки тому +219

    ପାଣ୍ଡିୟାନ କୁ ଓଡ଼ିଶାରୁ ବାହାର କରାଯାଉ

  • @brundabanswain2890
    @brundabanswain2890 3 роки тому +244

    ସରକାର ପରିବର୍ତନ ହେବା ଦରକାର

  • @sisirkumarpanda9973
    @sisirkumarpanda9973 3 роки тому +64

    ଏଠି ଆଡପାଗଳା ଶାସନ ଚାଲିଛି । ଅନ୍ଯ ରାଜ୍ଯରୁ ଆସି ଏଠାରେ ଦାଦାଗିରି ।

    • @kanhucharanpenthei3847
      @kanhucharanpenthei3847 2 роки тому +1

      କଉ ଶଳା ପାଣ୍ଡିଆନ୍ କୁ ଚାକିରୀ ଦେଲା ଓଡ଼ିଶାରେ

  • @hemantakumarmohanty849
    @hemantakumarmohanty849 3 роки тому +126

    ପାଣ୍ଡିଆନ ଓଡିଶା କୁ ଖାଇଦେଲାଣି

  • @bulubag7517
    @bulubag7517 Рік тому +27

    ପାଣ୍ଡିଆନ୍ ର କଳାକାରନାମା ଲୋକ ଲୋଚନକୁ ଆଣି ଥିବାରୁ ଓଟିଭି କୁ ଧନ୍ୟବାଦ୍

  • @mahendramajhimajhi3890
    @mahendramajhimajhi3890 Рік тому +33

    ପାଣ୍ଡିଆନ କୁ ଭଳି
    ନବ ଦାଶ ଭଳି ହେଲେ...ଭଲ ହେବ

  • @deepakcrazyone8976
    @deepakcrazyone8976 2 роки тому +61

    😠ଆରେ ଭାଇ ଏଇଟା ପାଣ୍ଡିୟାନ୍ ଶାସନ ଚାଲିଛି ରେ ନବୀନ ଶାସନ ନାହିଁ...

  • @prasannakumarkanungo3785
    @prasannakumarkanungo3785 Рік тому +3

    ଯଦି ଏ ଭଦ୍ର ବ୍ୟକ୍ତି ସତ କହୁଥାଆନ୍ତି, ତାହେଲେ ଅପେକ୍ଷା କରନ୍ତୁ ଓ ବିଶ୍ୱାସ ରଖନ୍ତୁ ଭଗବାନ ଅଛନ୍ତି.

  • @rajeshpradhan319
    @rajeshpradhan319 Рік тому +82

    ସମସ୍ତଙ୍କ ସମ୍ମୁଖରେ ନିର୍ଭୟରେ ସତ କହିଥିବାରୁ ଶିକ୍ଷକ ଙ୍କୁ ମୋର କୋଟି କୋଟି ପ୍ରଣାମ । ଚିନ୍ତା କରନ୍ତୁ ନି ସର୍ ଆଜି ଯୁଗରେ ବହୁତ ଗୋପାଳ ଦାସ୍ ଜନ୍ମ ନେଇସରିଛନ୍ତି ।

  • @MRcreation2023
    @MRcreation2023 Рік тому +224

    ପାଣ୍ଡିଆନ ବିରୋଧ ରେ investigation ହେବା ଦରକାର, sir ଙ୍କୁ immidiate help govt କରିବା ଦରକାର 🙏

    • @rcmarndi5870
      @rcmarndi5870 Рік тому +7

      Govt କିଏ, only ପାଣ୍ଡିଆନ, ବିଜେଡି ଅମଳରେ କିଛି ହବନି, ଏ ବିଚରା ବୁଢା ଲୋକ ଏମିତି କାନ୍ଦୁ ଥିବ

    • @manasrp2069
      @manasrp2069 10 місяців тому +1

      @@rcmarndi5870 ,

    • @thaneesha330
      @thaneesha330 10 місяців тому +1

      The corruption the injustice the property all that created by Pandiyan

    • @purandarsahu3147
      @purandarsahu3147 10 місяців тому

      ​@@manasrp2069koo

    • @saratswain8552
      @saratswain8552 10 місяців тому +1

      ​@@manasrp2069w

  • @priyacharandas7352
    @priyacharandas7352 3 роки тому +67

    ଓଡ଼ିଶାର ଅଧିକାଂଶ ଲୋକ ମେଣ୍ଢା

  • @golakhamaharana6511
    @golakhamaharana6511 2 роки тому +38

    ଶୀଘ୍ର ଏ ବିଷୟରେ ଯାଞ୍ଚ୍ କରାଯାଉ

  • @tapaskumartapeskumarodisha8401
    @tapaskumartapeskumarodisha8401 2 роки тому +49

    ଆଣ ଓଡ଼ିଆ ଙ୍କୁ ପଦରେ ନିଯୁକ୍ତି ଦେଲେ ଏମିତି ହେବ

  • @sree9873
    @sree9873 2 роки тому +79

    କ‌ଉଠାରୁ ଲୋକ କ‌ଉ ଠାକୁ ଆସି କ‌ଉ ପାୱାର ରେ ଅବସ୍ଥିତ ।। କ'ଣ ଓଡ଼ିଆ ମାନେ ଏତେ ଅଯୋଗ୍ୟ ହୋଇପାରନ୍ତି ? ସତରେ ଲାଞ୍ଚରେ ଓଡ଼ିଶା କୁ ୧ ନମ୍ବର୍ ପୁରସ୍କାର ପ୍ରଦାନ କରାଯିବା କଥା।।ସେଇଟା ବି ଆପଣ ମାନେ ଖୁସି ର ହାତକୁ ଦେଇ।।

  • @neelimapradhan2316
    @neelimapradhan2316 6 років тому +48

    CBI plz take action

  • @bikramtoppo
    @bikramtoppo Рік тому +6

    ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ଜନତା ସଚେତନ ନ ହୋଇଛନ୍ତି ସେତେ ଦିନ ପର୍ଯ୍ୟନ୍ତ ତଳସ୍ତର କର୍ମଚାରୀ ଙ୍କ ଦୁର୍ଦ୍ଦଶା ହଟିବ ନାହିଁ।

  • @rajnayak5964
    @rajnayak5964 Рік тому +2

    ପାପର ଭାରି ବଢିଚାଲିଚି ସମୟ ଏବେ ଆସିଗଲା କରଣର ଫଳ ଏଇଠି ଭୋଗିବାକୁ ପଡେ ଜୟ ଜଗନ୍ନାଥ

  • @explorewithmayadhar7055
    @explorewithmayadhar7055 3 роки тому +69

    ସବୁରି କାମରେ ପିସି ନେଉଛନ୍ତି ଆମ ଓଡ଼ିଶାର ସରକାରୀ କର୍ମଚାରୀ ,ଧନ୍ୟ ଆମ ସ୍ଵାଧୀନ ଭାରତ ବରଷ ।

  • @dhaneswarojha5611
    @dhaneswarojha5611 3 роки тому +73

    ଏ ହେଉଛି ନବୀନ ଙ୍କ ଶୁଅଛ ଶାସନ

  • @dhamirona8662
    @dhamirona8662 Рік тому +17

    ନିଶ୍ଚିତ ନିଶ୍ବାସ ପଡିବ

  • @mamatamohanty206
    @mamatamohanty206 Рік тому +38

    Very sensitive nd heat touching.

  • @brajeswarisingh909
    @brajeswarisingh909 Рік тому +4

    ହେ ପ୍ରଭୁ ଜଗନ୍ନାଥ, ତମେ ଯଦି ସତରେ କୋଟି ଓଡ଼ିଆଙ୍କ
    ମଉଡମଣୀ, ତେବେ ଆପଣ ସତ୍ୟାସତ୍ୟ ଅନୁ ସନ୍ଧାନ କରି
    ଦୋଷୀ ଯିଏ ବି କରିଛନ୍ତି, ଦଣ୍ଡ ଦିଅନ୍ତୁ, ପ୍ରଭୁ ତୁମେ ରକ୍ଷାର
    କବଚ , ତେଣୁ ରକ୍ଷା କରନ୍ତୁ

  • @arjunsahu7919
    @arjunsahu7919 Рік тому +20

    ଆଜ୍ଞ ଆପଣ ଙ୍କ ନୀସ୍ବାସରେ ନବ ଦାସ ପରୀମରୀବ ପାଣ୍ଡୀଏନ ଙ୍କ ଶାସ୍ତ୍ରୀ ଦେବା ପାଇଁ ଭଗବାନ ପୁଣୀ ଆସିବେ

  • @Jagakumar705
    @Jagakumar705 Рік тому +8

    God bless you Sir 🙏🙏🙏

  • @trilochanpatnaik914
    @trilochanpatnaik914 3 роки тому +29

    ଇଂରାଜୀରେ କହ ମୁଖିଆ ବୁଝି ପାରିବେ ଓ Pandian ର କୃତିତ୍ୟ ଜାଣିବେ। ତା ପରେ ଖାଲି ପାଖରେ ଛିଡ଼ା ନକରି ନିଜ ପାଖକୁ ଲଗେଇ କରି ବସେଇବେ।

  • @bijaykumaranageli3305
    @bijaykumaranageli3305 Рік тому +4

    ସରକାର ବାବୁ ମାନେ ହିଁ ଦୁର୍ନୀତି ଗ୍ରସ୍ତ । ସରକାର ପରିବର୍ତ୍ତନ ହେବା ଦରକାର।

  • @arunprasaddash1399
    @arunprasaddash1399 Рік тому +38

    ସାର୍ ଙ୍କ ନିସ୍ୱାଶ ନିଶ୍ଚିତ ପଡିବ।

  • @premchanduthansingh7955
    @premchanduthansingh7955 3 роки тому +17

    Action should be taken seriously

  • @gurucharansahoo9577
    @gurucharansahoo9577 Рік тому +1

    ଗୁହାରି କରିବ ଯାହାକୁ ...... ଘଇତା କରିଛି ତାହାକୁ 😭😭😠😠😠😠😠

  • @ganeshpanigrahi2724
    @ganeshpanigrahi2724 2 роки тому +7

    ଏହି ତ' ଆଜିର ଓଡିଶା... ! ! !

  • @aanandrao2408
    @aanandrao2408 2 роки тому +28

    ଏଥିରେ ସରକାର ଦାୟୀ ଓ ସରକାର ଏହାର ଜବାବ୍ ଦେବା ଆବଶ୍ୟକ

  • @pkmishra6256
    @pkmishra6256 2 роки тому +81

    only GOD can take action against this Officer. Otherwise all are hand in gloove with such corrupt Officials👍🏾

  • @brundabanswain2890
    @brundabanswain2890 3 роки тому +24

    ଆମ ଓଡ଼ିଆ ଭାଇ ବଉଣୀ କେଉଁ ଥିରେ କମ ଜେ ଅନ୍ୟ ରାଜ୍ୟ ର ଲୋକ ଙ୍କୁ ଏତେ ବଡ ପଦପି ଦେଲ

  • @pravashchandrapradhan5556
    @pravashchandrapradhan5556 Рік тому +4

    ଏହି ଘଟଣାର ତଦନ୍ତ ସରକାର ଶୀଘ୍ର କରି ବା ଦରକାର

  • @bhanuparida2800
    @bhanuparida2800 6 років тому +38

    Plese take action

    • @swarnamohanty3121
      @swarnamohanty3121 5 років тому +1

      Court nei parileni , au Kia neba ? Baijanta babu MP bujha Tu .

  • @Rooju01
    @Rooju01 6 років тому +14

    Good job otv

  • @mamatakhillo6781
    @mamatakhillo6781 Рік тому +23

    100% right 👍👍👍👍👍👍👍👍👍 tamilnadu pandian immediately action CBI CBI CBI CBI

  • @madhuchelak2022
    @madhuchelak2022 Рік тому +5

    ପଣ୍ଡିଆଣଙ୍କୁ ପୋଷ୍ଟ୍ରୁରୁ ବାହାର କରାଯାଉ ଦରକାର୍ ନାହିଁ ଏ ପରି ସର୍କର୍

  • @Mr_bapuji_creation
    @Mr_bapuji_creation 3 роки тому +15

    ଛି ଛି ନବୀନ୍ ବାବୁ😭

  • @binayakumarpradhan2363
    @binayakumarpradhan2363 6 років тому +18

    cbi ku diyajau ea kesh

  • @ashoknayak9961
    @ashoknayak9961 2 роки тому +1

    ନବୀନଙ୍କ ଛତ୍ରଛାୟା ରେ ଓଡ଼ିଶା କୁ ଲୁଟି ଲୁଟି ୭ ହଜାର କୋଟି ର ମାଲିକ ଏହି ଉଚ୍ଚ ପଦାଧିକାରୀ ଆଜି ତାମିଲନାଡୁ ର ସବୁଠାରୁ ଧନୀ ଲୋକ ସାଜିଛନ୍ତି । ହେଲେ ଓଡିଶାର ସରଳ ବିଶ୍ବସି ଜନସାଧାରଣ ନିଜର ଅଳସୁଆମୀ ଯୋଗୁଁ ସେଇ ୧ ଟଙ୍କିଆ ଚାଉଳ ଆଉ ୫୦୦ ଟଙ୍କା ର ମାସିକିଆ ଭତ୍ତା ରେ ହିଁ ବାନ୍ଧି ହୋଇ ରହିଗଲେ ।

  • @debadattabehera2455
    @debadattabehera2455 Рік тому +2

    You are the great sir

  • @rudrasamal9224
    @rudrasamal9224 6 років тому +50

    Direct suspend kara e pandyanku tihar jail patha

  • @nirmalendurout4244
    @nirmalendurout4244 5 років тому +18

    OMG save this good teacher.

  • @byangamanbalaram5651
    @byangamanbalaram5651 Рік тому +1

    🌹ଵ୍ୟଙ୍ଗ ବାଣ 🌹
    ତାଙ୍କୁ କିଏ ବାହାର କରିବ
    ସିଏ ଏବେ ଓଡ଼ିଶା ମନ୍ତ୍ରୀ ଙ୍କୁ
    ଗୁଳି କରି ବାବୁ
    ନିର୍ଭୟ ରେ ମୁଖ୍ୟ ମନ୍ତ୍ରୀ ହେବେ
    🙏🙏🙏🙏🙏

  • @sudipkumarparida3029
    @sudipkumarparida3029 Рік тому +1

    ବିଲକୁଲ ଠିକ କଥା.... ଏମିତିକା ସବୁ ଅଫିସର ମାନେ କରିଥାନ୍ତି

  • @gopeswarisahu7576
    @gopeswarisahu7576 5 років тому +18

    Intolerance feeling in odisha due to tamil staff

  • @satyabhusanharichandan7417
    @satyabhusanharichandan7417 6 років тому +35

    sala pandian odisha re asiki gote role chaleichi

  • @subhrasomajitbehera8103
    @subhrasomajitbehera8103 2 роки тому +8

    This DI should have solid proof

  • @dudulkumar123
    @dudulkumar123 3 роки тому +9

    Plz take action against pandian.

  • @antaryamimallick1089
    @antaryamimallick1089 6 років тому +79

    Naveen is also not out of corruption,he is not in favour of poor.

    • @dharanidharanayak2221
      @dharanidharanayak2221 2 роки тому +2

      ଗୁହାରୀ କରିବ ଯାହାକୁ,ଲୋକ ମାନେ(--------)କରିଛନ୍ତି ତାହାକୁ,ଜୟହିଂଦ୍

    • @minatidas5477
      @minatidas5477 2 роки тому

      @@dharanidharanayak2221 pqppmp

  • @lingarajsasmal3736
    @lingarajsasmal3736 2 роки тому +3

    God bless you

  • @dineshkumardakua2231
    @dineshkumardakua2231 Рік тому +1

    Jay Jagannath 🙏

  • @prakashsubudhi5994
    @prakashsubudhi5994 2 роки тому +9

    ପାଣ୍ଡୁ କୁ ତ ଆମ ମୁଖିଆ ରଖିଛନ୍ତି, ତାକୁ ପାନେ କେମିତି...... जय श्री राम, हर हर महादेब...

  • @Jigyanshoo
    @Jigyanshoo 3 роки тому +59

    This is a clear case of arrogance and contempt of court. This IAS officer is increasingly becoming controversial in Odisha. Is he above law? He should be immediately removed from his position and sent elsewhere. The entire population can't be wrong. It's high time the chief minister should remove him.

  • @surendrapin2657
    @surendrapin2657 6 років тому +18

    nothing will happen to pandian....
    AME sala bjd ra chakar...jahar malik nonsense naveen pattanik who does not know anything abt Odisha
    tanka neiki ,mada pei vote dabu bjd Ku ...AME bhiikari Odisha bala...Shame on us

  • @bijaylaxmigarabadu8793
    @bijaylaxmigarabadu8793 Рік тому +1

    100,percent right 👍👍👍

  • @bhimasenbehera7836
    @bhimasenbehera7836 10 місяців тому

    ପାଣ୍ଡିଆନ ବାବୁ ସବୁ ବିଭାଗ ରେ ତାଙ୍କର ଚେଲା ରଖିଛନ୍ତି। ଆପଣମାନେ ଯେଉଁ ବିଭାଗକୁ ଯିବେ ସେଠାରେ ପାଣ୍ଡିଆନ ବାବୁ ଙ୍କ ନିମନ୍ତେ ଟଙ୍କା ଆଦାୟ କରୁଛନ୍ତି ଏବଂ ପ୍ରତ୍ୟେକ ମାସରେ ଟଙ୍କା ପାଣ୍ଡିଆନ ଙ୍କ ପାଖରେ ପହଞ୍ଚାଇବାକୁ ବାଧ୍ୟ ନଚେତ୍ ବଦଳି।ଜୟ ଜଗନ୍ନାଥ।

  • @susantasatapathy175
    @susantasatapathy175 Рік тому +3

    ନବୀନ ବାବୁ ଆପଣ ଏଭଳି ସଚୀବଙ୍କୁ ପାଖରେ ରଖିଛନ୍ତି।

  • @sukumarrana9091
    @sukumarrana9091 2 роки тому +3

    It is quite unfortunate !

  • @kirtiranjannayak4918
    @kirtiranjannayak4918 2 роки тому +2

    ଏହି ଖବର ନବୀନ ବାବୁଙ୍କୁ ଜଣାଅ

  • @ramakrushnapanda8057
    @ramakrushnapanda8057 8 місяців тому +1

    ସରକାର ଅବଶ୍ୟ ପରିବର୍ତ୍ତନ ହେବା ଦରକାର।

  • @pabitramohangayan1482
    @pabitramohangayan1482 3 роки тому +10

    He won't be excused from God's law.
    His vanity and audacity gradually becoming unbearable.
    It's a matter of regret. He is cursed by many of the innocent people.

  • @villageboyprakash9829
    @villageboyprakash9829 6 років тому +5

    He is not from Odisha. but powerful in odisha. so sad situation

  • @girishdhir6045
    @girishdhir6045 Рік тому +1

    ପାଣ୍ଡିଆନ ହେଉ ଛି। ଇଂରେଜ , ଇଂରେଜ ଶାସନ କରୁଛି

  • @musicwithgrs8854
    @musicwithgrs8854 Рік тому

    ଯେଉଁମାନେ ଲାଞ୍ଚ ମାଗୁଛନ୍ତି
    ଭଗବାନ କ୍ଷମା କରିବେନି

  • @sundaraodisha9482
    @sundaraodisha9482 5 років тому +8

    Sata katha bhai sir nku nyaya milu dosi ku danda diajau

  • @kishsaho5514
    @kishsaho5514 6 років тому +13

    This case hand over to cbi

  • @nirmalnaik-vm4hk
    @nirmalnaik-vm4hk 10 місяців тому +1

    B J D କୁ ଭୋଟ ଦେଇ ଭୁଲ କରିଛି

  • @bubulkhora2577
    @bubulkhora2577 Рік тому

    Gud bless you sir🙏🙏

  • @modernentertainmentchannel7322
    @modernentertainmentchannel7322 5 років тому +10

    Who is Pandian ??? Maigiha ku Goli maridio banda ......NOKSAL & MAUBADI BHAI MANE PARUCHHO JODI GOLI MARIKI UDEI DIO

  • @pramodkumardash559
    @pramodkumardash559 3 роки тому +10

    The blind supporter and blindly appointed by nabin pattanaik.

  • @trilochanpatnaik914
    @trilochanpatnaik914 3 роки тому +1

    ଚୋର କଣ ନିଜ ଚୋରି କଥା ଭଲରେ ଭଲରେ କହେକି? ସେଥିପାଇଁ ଯାହା ଦରକାର୍ ତାହା ହେଲେ ହୁଅନ୍ତା।

  • @subirsethi9953
    @subirsethi9953 9 місяців тому +1

    Right sir.

  • @mastersuresh3314
    @mastersuresh3314 3 роки тому +5

    We want change the government .

  • @bijaybikashnanda.4494
    @bijaybikashnanda.4494 6 років тому +3

    non odia cm Ku non odia Ias ...chalei chanti gote pala...

  • @managobindapatra4764
    @managobindapatra4764 Рік тому +2

    Sj,Navin sir how much quick Pandian outup from our State(ଜାହା,୩୦୦, ଜଣଙ୍କର କମେଣ୍ଟ ରେ ଦେଇଥିବା ମତାମତ ଏହା ମୁଁ କହୁନାହିଁ ଜନସମାଜ କହୁଛନ୍ତି)

  • @manoranjanpanda5536
    @manoranjanpanda5536 8 місяців тому

    ଏଖବର ପ୍ରସାର ହେଵାପରେ ଶିକ୍ଷକ ସମସ୍ୟା କଣ ସମାଧାନ ହୋଇଛି, ମୁଖ୍ୟମନ୍ତ୍ରୀ ଏଵଂ ସରକାରୀବାଵୁମାନେ ଜାଣିପାରୁନାହାନ୍ତି, ନା ଜାଣିଶୁଣି ଅଜଣା ହେଉଛନ୍ତି, ଜୟ ଜଗନ୍ନାଥ,

  • @sairanjansatapathy8530
    @sairanjansatapathy8530 5 років тому +10

    Bjd party pc ra chaliche....

  • @Rajdancefloor
    @Rajdancefloor 6 років тому +4

    plz take action

  • @biswaranjanparida297
    @biswaranjanparida297 10 місяців тому

    ନବିନ ପଟ୍ଟନାୟକ ଙ୍କ ସ୍ବଛ୍ଛ ସରକାର କୁ ପାଣ୍ଡିଆନ ପରି କିଛି ଅଫିସର ଦୁର୍ନୀତିଗ୍ରସ୍ତ କରିଦେଲେ।

  • @menakaparida3781
    @menakaparida3781 2 роки тому +1

    Samayaasiba🙏🙏🙏

  • @ashokbaliarsingh9653
    @ashokbaliarsingh9653 3 роки тому +6

    Nabin babu plz listen this old man how he had been torturised by pandian.

    • @binodluha7930
      @binodluha7930 2 роки тому

      Nabin babu . Babu Jane kemiti janibe. Se jebe bada hebe.

  • @rajran465
    @rajran465 6 років тому +4

    C M Navin pattnayak please take action

  • @brahmanandachoudhury6392
    @brahmanandachoudhury6392 Рік тому

    ପୂର୍ବରୁ ସୋଇପଡ଼ିଥିଲ କି ବାବୁ election ଆସିଲେ ସବୁ ବାହାରୁଛି ଏଠି ସବୁ ରାଜନୀତି

  • @subhravanu
    @subhravanu 9 місяців тому

    ଜଣେ ଓଡ଼ିଆ ବୁଝି ପାରୁନଥିବା ଲୋକକୁ CM କରେଇଲେ ସେ ତୁମ ଦୁଖଃ କେମିତି ବୁଝିବ

  • @bibhudattasahoo3721
    @bibhudattasahoo3721 6 років тому +12

    mg Pandian IAS bodhe lancha deiki heithila ...

  • @biswaranjanajena8178
    @biswaranjanajena8178 3 роки тому +5

    Salute uncle.....bekare rasi bandhi ghosari ghosari nia jail ku..

  • @Samaruhardwork
    @Samaruhardwork Рік тому +1

    ଏ ହେଉଛି ଓଡିଶା ର ପାଲିଟିକାଲ ପାୱାର

  • @labasahu2790
    @labasahu2790 2 роки тому +1

    ଓଡିଶା ବାସି ବିରୋଧ କଲେ ବିଜେଡିର ଭଲ କାମ ଆଗକୁ ଚାଲିବ

  • @gangaraula7597
    @gangaraula7597 5 років тому +5

    Bjd hato abhijan start helani

  • @SankarJankoti
    @SankarJankoti 6 років тому +7

    Corrupt govt will not do anything ..how naveen pattanaik allows this kind of injustice??

    • @ashokmishrasinging866
      @ashokmishrasinging866 10 місяців тому

      Complaint is most Clever man as retired Government Servant ,pl.verify his pased history when Headmaster at Balipadar high school

  • @udaynarayandas9058
    @udaynarayandas9058 2 роки тому +1

    ଅଧର୍ମ ବେଶୀଦିନ ତିଷ୍ଠି ରହିପାରିବ ନାହିଁ

  • @jaunatudu4233
    @jaunatudu4233 Рік тому +1

    ସରକାର change ହେବା ଦରକାର

  • @hadibandhusethi7883
    @hadibandhusethi7883 5 років тому +4

    Odisha ru Bjd Hataa Odisha Banchaa Jai Hindi........

  • @ommnamahshivay2084
    @ommnamahshivay2084 5 років тому +3

    Sala pandian ku odisha ru tadajau

  • @gaganbiharinaik3694
    @gaganbiharinaik3694 Рік тому

    ଦୟା କରି ଦେଖନ୍ତୁ ଓଡ଼ିଶା ବାସୀ ଚାଲିଛି
    ରୋଲିଙ୍ଗି ପାଟିର ମନ୍ ମାନି ବିଚାର ଆପଣଙ୍କର

  • @sarkarbulubiswal27
    @sarkarbulubiswal27 Рік тому

    ଏ କଥା ଆଜ୍ଞା ସମସ୍ତେ ଜାଣିଛନ୍ତି ପାଣ୍ଡିଆନ କଣ. ଓଡ଼ିଶାର CM ହିଁ ହଉଚି ପାଣ୍ଡିଆନ. ନବୀନ ପଟ୍ଟନାୟକ କିଛି ନୁହେଁ.

  • @nareshsabar5569
    @nareshsabar5569 5 років тому +4

    Choro mg pandian lanchua mg... Bhikari mg....