କେନ୍ତା ବନାସନ୍ ଝାଇଁ ଝୁରି ତୁନ୍ , କେଭେ ଖାଇଛନ୍ ?

Поділитися
Вставка
  • Опубліковано 11 жов 2024
  • ପଶ୍ଚିମ ଓଡ଼ିଶାର ଯେତେ ସୁଆଦିଆ ତୁନ୍ ଶାଗ୍ ଅଛେ । ସବୁ ଭିତରେ ଝାଇଁ ମାଛ୍ ଯେନଟା କ୍ଷେତୁ ମିଲସି ତାର ତୁନ୍ ର ମଜା ଅଲଗା । ଇଟାକେ ପହେଲା ସଫା କଲା ଉତାରୁ ତାକେ ତେଲ ହଲଦି ଦେଇକରି ଭଜା ଯାଏସି । ତାର ଉତାରୁ ମସଲା କସିକରି ସେଟା ସିଝଲା ଉତାରୁ ସେନେ ସେ ଭଜା ମାଛ୍କେ ପକେଇ ଦିଆଯାଏସି । ତାକେ ଚୁଇଲଥି କେତେବେଲ୍ ରଖିଦେଲେ ସେନେ ଧନିଆପତର ୪ଟା ପକେଇଦେଲେ ହେଲା । ଯେନଟା ଘରେ ଟିକେ ହେଇଛେ ବଏଲେ ପଖାଲ ସାଙ୍ଗେ ଆର କିଛି ଦରକାର୍ ବି ନାଇଁ । ଦେଖୁନ୍ କେନ୍ତା ବନାହେସି ଇ ତୁନ୍ ।
    About Us!
    ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
    ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
    ପହରା, ଆମର ଉଷତ୍ ଆନନ୍ଦର କଥାନୀ
    ଆମର ଭାଷାଥି, ଆମକୁ କହେବେ ଆମର ନନୀ
    ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
    ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
    ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
    ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
    ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
    ଆମର ସମିଆଁର ସବୁନୁ ସୁନ୍ଦର କଥା
    ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
    ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
    ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
    ଜୁହାର 🙏
    Subscriber If you are watching this video on UA-cam, Like our page if you are on Facebook and Stay Connected with Awesome Sambalpuri Videos!
    Contact Us:- paharaa24x7@gmail.com If you finds your content in our videos!
    Thanks & Regards
    www.Paharaa.com
    #ସମାଜ #ସଂସ୍କୃତି #ସମାଚାର

КОМЕНТАРІ •