କିଏ କିଏ ମୁଁ traveller ଭାଇ ଙ୍କ ଭିଡିଓ ଶେଷ ଯାଏ ଦେଖନ୍ତି ❤ ଲବ ଭାଇଙ୍କ ପାଇଁ ଗୋଟେ ଲମ୍ବା like te heu ,, love you ❤️ laba bhai❤ love from nbgpr ❤.....jay jagannath ❤
laba bhai ko kahiba ortha ame hindu to arati time re mondiratu bhajan ki prayer sakale au sandhyare logeiba darkar sei ta public place railway stn heo bus atnd heo hospital heo air pot heo ki bondar heo
Good thoughts you have... I support completely what you suggested on temples near public places where everyone can pray in evening... This will unite everyone and reduce differences.. thanks One suggestion: start blogging all places in odisha.. then india .. all places... People can see places in your videos... With less budget also u can cover many places... Good luck
So many peoples wre gathered to welcome and to shower their love . It is a big achievement. Being an Odian I am very proud of you. Your videos are very interesting. You are exploring many tribal communities that too in Africa. You are so daring and I like your concept. God bless you..keep it up.
I love you 💕💕❤❤ loba bhai khusi lagila tumoku odisha re dekhiki mu Jagannath ko pakhare prathana karuchi tume bhalore ruho Jay Jagannath I love you 💓❤️💕❤️❤️❤️
Aapananka hard work confidence aau dedication ra fala BBI airport re dekha jau thula.. Aapana aahuri safala Huantu aau viewers maananku emiti hi bhala sikhya deiki inspire karantu.. UA-camrs ta bahut achanti but influencers evam role model bahut kam rahanti.. Aapana bartamaan bahut powerful achhanti, odisha youth ku bhala direction aau guidance debe etiki hi kaamana🙏 Wish you good luck and a healthy life always Jai hind 🇮🇳 Jai jagannath🕉️ Bande utkala janani☸️ Jai shivaji🚩
ଓଡ଼ିଶାରେ ଓଡ଼ିଶାବାସୀଙ୍କୁ ଖୁସି କରାଇଥିବାରୁ ବହୁତ ବହୁତ ଧନ୍ୟବାଦ ଲବ ଭାଇ।
କେଉଁମାନେ ମାନୁଛନ୍ତି କି
ଲବଭାଇ ❤️ ଆମ ଓଡ଼ିଶାର NO 1 Vlogger ?
Like କର ❤️
Mu❤
ବହୁତ ଭଲ ଲାଗିଲା ଲବ ଭାଇ ପାଇଁ ଲାଇକ୍ ଟେ ହଉ ❤🎉💐
Madi chala
@@KAMAHANSDAHOFFICIAL258 Jay ho
Ame laba bhai ku like dauchu.. Hele Tu kiere bikhari maghia like maguchu. 😮. Hat bedhapila. 😮
@@subhamkumardash9596tu ta laba Bhai ku bhala paunu salaa
@@subhamkumardash9596ବାଧୁଛି ତତେ କି ରେ ବେଢ଼ା ପିଲା
ମଣିଷ ର ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନେ
ସ୍ଵାଧୀନତା ଦିବସରେ ପହଞ୍ଚିଥିବାରୁ ଧନ୍ୟବାଦ ଲଭ ଭାଇ.🇮🇳🇮🇳🇮🇳🇮🇳
Fast time ଦେଖିଲି ଓଡ଼ିଆ ଭାଇ ଭଉଣୀ ମାନେ ଲବ ଭାଇ ଙ୍କୁ ଏତେ ଭଲ ପାଉଛନ୍ତି ❤️❤️🙏🙏
ᱥᱟᱨᱦᱟᱣ Thanks
ବହୁତ ଖୁସି ଲାଗିଲା ଆମ ସାନ୍ତାଳ ପିଲା ପାଇଁ ଆଜି ଏତେ ଭିଡ ଦେଖି ପୁରା ୟୁ ଟ୍ୟୁବ୍ ର ମଉଡ ମଣି ସାଜିଛ। ନଂ ୧ ଓଡ଼ିଆ ବ୍ଲଗର ଭାବେ ଦେଖିବା ଆମ ପାଇଁ ଗର୍ବ ଓ ଗୌରବ ର କଥା 🎉🎉🎉
ଭାଇ ଟଙ୍କା ତ ବେଶ୍ୟା ବି ରୋଜଗାର କରୁଛି ହେଲେ ଏ ଇଜ୍ଜତ, ସମ୍ମାନ ଆଉ ଭଲପାଇବା କେଵଳ legend ମାନଙ୍କୁ ହିଁ ମିଳିଥାଏ ....fly high bt don't ever forget your roots bro ... କାଳିଆ ସାଆନ୍ତ ତୂମର ମଙ୍ଗଳ କରନ୍ତୁ 🙏
ଦୁଃଖିତ ବହୁତ ଇଛା ଥିଲେବି ଯାଇ ହେଲାନି, ତଥାପି ସାନଭାଇ ❤️❤️ ଯେବେ ବି ଜଗତସିଂହପୁର ଆସିବାର କାର୍ଯ୍ୟକ୍ରମ ରଖିବେ ଟିକେ ଆଗରୁ ଜଣେଇବେ ତମ ଅପେକ୍ଷାରେ ଜଗତସିଂହପୁର ❤️❤️❤️ଭାଇ ❤️❤️
Love you Jagatsinghpur ❤❤❤
Nishita bhai
ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଭାଇନା ଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା... 🙏ଜୟ ହିନ୍ଦ୍ 🙏🇮🇳
Bhai mane choto Bhai ku support tike kara🙏🙏🥺
😇👏🇮🇳
Bhai aji baripoda to Amarda road re thilo ki
Welcome to odisha.. ❤
Bhai... ତୁମକୁ ଆଜି ଓଡିଶା ରେ ଦେଖି ବହୁତ୍ ଖୁସି ଲାଗୁଛି 🏡HAPPY INDEPENDENCE DAY 🇮🇳🌹🇮🇳
I love u darling ❤️
@@abhandwriting.3866 are bhai tm pagal ki 😂
@@m1Carromgaming sala tu kana pain emiti hauchhu.
@@abhandwriting.3866 are mg tu respect dei janinu bodhe
@@m1Carromgaming sala to number tate bhalse respect debi.
ଆଫ୍ରିକାରେ ରୋଷେଇ କରି ଦୁବାଇରେ ଖାଇଲାବାଲା ଆମ ଭାଇ ଓଡ଼ିଶା hero ଲବ୍ ହାଁସଦା , I proud of u bro...
ବହୁତ ବହୁତ ଧନ୍ୟବାଦ ଲବ ଭାଇ। ଭଲରେ ଭଲରେ ନିଜ ମାଟିକୁ ଫେରି ଆସିଲେ । ବିଦେଶ କୁ ଯାଇ ବହୁତ କଥା ଆମକୁ ଜଣାଇଲେ । ଆମ ଭାଗ୍ୟରେ ବିଦେଶ ଯିବା ସୁଯୋଗ ଆସିବ କି ନାହିଁ, ଜଣା ନାହିଁ । ମାତ୍ର ଆପଣଙ୍କ ମାଧ୍ୟମରେ କିଛି ଦେଖିପାରିଲୁ । ଅନୁରୋଧ - ବିଦେଶ ଅନୁଭୂତିକୁ ନେଇ ଏକ ବହି ନିଶ୍ଚିତ ଲେଖିବେ (ବିଦେଶ ଅନୁଭୂତି)। ଯାହା ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଭିଡିଓ ଦେଖି ମୁଁ ଆପଣଙ୍କ ବିଷୟରେ ଏକ ଛୋଟିଆ ବହି ଲେଖିବାକୁ ଚେଷ୍ଟାକରିଛି । ହେଲେ ଆପଣଙ୍କ ସମ୍ପୂର୍ଣ୍ଣ ବିବରଣୀ ଜଣାନାହିଁ । ଚେଷ୍ଟାତ କରୁଛି । ଦେଶ ବିଦେଶରେ ଥିବା ଆମ ଆଦିବାସୀଙ୍କ ଜୀବନ ଶୈଳୀ ଜାଣି ଦୁଃଖ ଲାଗିଲା । ଫେରି ଯିବାକୁ ହେଲା 1000 ବର୍ଷ ପଛକୁ । ଧନ୍ୟବାଦ।
ବହୁତ ବହୁତ ଧନ୍ୟବାଦ ଲବ ଭାଇ ଏତେ ସାରା ଫ୍ୟାନ ଆସିଥିଲେ ଆପଣଙ୍କୁ ଦେଖିବା ପାଇଁ... ଏଇ ହେଉଛି ୟୁଟୁବର ର ପାୱାର ଓ କମାଲ ଏବଂ ଭଲ ପାଇବା l ଭାଇ ଏଇ ହେଉଛି ଓଡ଼ିଆ ମାଟିର ଗର୍ବ ଓ ଗୌରବ 🙏 ବନ୍ଦେ ମାତରମ 🙏
ua-cam.com/users/shorts9jge_OSFuCk?feature=share
O😊😊😅😅😅😊😅😮😂❤
ଭାଇ ଙ୍କ ଭଲ ପାଇବା ଦେଖି ଏତେ ଖୁସି ବହୁତ ସୁନ୍ଦର ଲାଗିଲା 👩👧👦👍🙏ଜୟ ଜଗନ୍ନାଥ 🙏🙏
ua-cam.com/users/shorts9jge_OSFuCk?feature=share
Sonu kisan loba Bhai ame bahut khusi loba Bhai ilove you
ବହୁତ ଭଲ ସୁନ୍ଦର କଥା ଟି କହିଲା,,, ସବୁ ବିମାନ ବନ୍ଦର ରେ ମନ୍ଦିର ଗୋଟେ ହବା କଥା
ଅଜସ୍ର ଭଲ ପାଇବା ଏବଂ ଆଶୀର୍ବାଦ ମହାପ୍ରଭୁଙ୍କ ର ଏବଂ ଆମ ଓଡ଼ିଶା ବାସୀ ଙ୍କ ଆଶିର୍ବାଦ ଆପଣଙ୍କ ପ୍ରତି ଅଛି
ua-cam.com/users/shorts9jge_OSFuCk?feature=share
ଭାଇ ଙ୍କୁ ବହୁତ୍ ଖୁସି ଲାଗୁଥିବ ନା କାହଁକି ନା ଓଡ଼ିଶା ର ଲୋକ ତୁମ କୁ ଏତେ ଭଲ ପାଉଛନ୍ତି ମୋତେ ବି ବହୁତ ଖୁସି ଲାଗିଲା ❤😊😊😊🎉
ଓଡ଼ିଶାର ଗୌରବ ଲବ ହାଁସଦା ଜୟ ଜଗନ୍ନାଥ 🙏❤️
ଲବ ଭାଇ ଆପଣଙ୍କ ଭିଡ଼ିଓ ଦେଖିବାକୁ ବହୁତ ଖୁସି ଏବଂ ବହୁତ ଆନନ୍ଦ ଲଗେଇ 👌👌👌👌👌
ଭାଇ ଜୀବନ ରେ ଯେତେ ଆଗକୁ ଗଲେ ବି ଏବଂ ଯେତେ ସଫଳତା ପାଇଲେ ବି ଓଡିଶାବାସୀ ଦେଇଥିବା ଭଲପାଇବା ଆଉ ସହଯୋଗକୁ କେବେ ବି ଭୁଲିବ ନାହିଁ, କେବେ ବି ନିଜ ମନରେ ଗର୍ବ ଅହଂକାର ରଖିବ ନାହିଁ, ଆଗକୁ ଆଗେଇ ଚାଲ ଓଡିଶାବାସୀ ତମ ପଛରେ ଅଛନ୍ତି👍👍👍👍
Ekdm write bro....❤🎉❤... ଲବ ଭାଇ ପ୍ରତି ଆମ ମାନଙ୍କର ଆଶା ଓ ବିଶ୍ବାସ ଅଛି...🧡🤍💚
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳💐💐💐🇮🇳🇮🇳🇮🇳🇮🇳🇮🇳🇮🇳
Marabiswas achhi odishara no1heba lababhai
ଭଗବାନ ଆପଣଙ୍କୁ ଆହୁରି ଆଗକୁ ଆଉ ଆପଣ ସବୁବେଳେ ଏମିତି ଖୁଶରେ ଥାନ୍ତୁ 🎉🇮🇳
❤❤❤❤
ଆଜି ଏୟାରପୋର୍ଟ ରେ ହଇରାଣ କରିଦେଲେ ଫ୍ୟାନ୍ ମାନେ |ମୁଁ ବହୁତ୍ ଖୁସି ଆଜି ତୁମକୁ ପାଖରେ ପାଇ ବହୁତ ବହୁତ ଭଲପାଇବା ହୃଦୟର ଗଭିରତମ ପ୍ରଦେଶ ରୁ|
ଲବ ଭାଈ ❤🥰 ବହୁତ ବହୁତ ଧନ୍ୟବାଦ ଆମ ମୟୂରଭଞ୍ଜ ଜିଲ୍ଲାର ଭାଈ ମୁଁ କ'ଣ କହିବି ମୋତେ ବହୁତ ଖୁସି,ଗର୍ବ ଅନୁଭବ କରୁଛି ା ଏମିତି କାମ କରି ଚାଲିଥାଓ ସାରା ଓଡ଼ିଶାରୁ ଭଲ ପାଇବା ପାଇଥାଓ ଆଉ ଦେଶବିଦେଶରୁ ବି🙏🏻🙏🏻🙏🏻❤️👌
ଲବ ଭାଇ ମତେ ଦୁଃଖ ଲାଗିଲା ଯେ ସେ ପୋଲିସ ମାନେ ତମକୁ କେମିତି ସେ ଠାରୁ ପଳେଇ ଯିବା କୁ କହିଲେ ଯଦି ସେ ଜାଗାରେ hero ହେଇ ଥିଲେ ତାଙ୍କ ପଛେ ବୁଲି ଥାନ୍ତେ 😢😢😢😢😢😢😢😢😢😢😢😢😢☹️☹️☹️☹️☹️
ua-cam.com/users/shorts9jge_OSFuCk?feature=share
Hon thik katha
ସତ କଥା ଭାଇ କହିଲ
ଆମ ଲବ ଭାଇଙ୍କୁ ଚିହ୍ନି ପାରିଲେନି 😭
Just ଲୋକଙ୍କ ଭଲ ପାଇବା ଆଉ ବିଶ୍ୱାସ କୁ ବଜାଇ ରଖ ଭାଇ,
Then life ର success ପାଇଯିବ 👍
ଭାଇ ଭୁବନେଶ୍ବର ରେ ଆପଣଙ୍କୁ ଏତେ ଜଣ ଦେଖାକରିବାକୁ ଆସିଲେ ମୁଁ ଆପଣଙ୍କ video ଦେଖି ବଉତ ଖୁସି ଲାଗିଲା Happy independence day ଭାଇ ଆମ ଗଜପତି କୁ ମଧ୍ୟ ଥରେ ଅସ ଭାଇ ଭାରତ ମାତା କି ଜୟ 🇮🇳🇮🇳
ହେଇ ଳବ ଭାଇକୁ ଭଗବାନ ଆଶୀର୍ବାଦ କରନ୍ତୁ ଶାନ୍ତି ଶୃଂଖଳା ରେ ଓଡ଼ିଶାକୁ ପହଞ୍ଚି ବାର ଜୟ ଜଗନ୍ନାଥ
ସ୍ବାଧିନତା ଦିବସ ଉପଲକ୍ଷେ ଏବଂ ଓଡିଶାରେ ପହଁଞ୍ଚି ଥିବାରୁ ଅନେକ ଅନେକ ଅଭିନନ୍ଦନ ।
Gudguda waterfall aisi jao
ଭାଇ ବହୁତ ଖୁସି ହୋଇଗଲି କିନ୍ତୁ ଆପଣଙ୍କ ଫ୍ୟାନସ ଭାଇମାନେ ଟିକେ ଖୁସିରେ ଠେଲା ଫେଲା କରିଦେଲେ ସେଥିପାଇଁ ଟିକେ ମନ କଷ୍ଟ ହେଲା କିନ୍ତୁ ଲୋକଙ୍କ ଭଲ ପାଇବା ଦେଖି ବହୁତ ଆନନ୍ଦିତ ହେଲି♥️♥️♥️🌹🌹🌹🙏🙏🙏👍👍👍👌👌👌🇮🇳🇮🇳🇮🇳
ଭାଇ ମୁଁ ବି😁
ଭଲ ପ୍ରସ୍ତାବ, ଆଧ୍ୟାତ୍ମ ବାଦି ବିଚାର କରିବା ଉଚିତ!, ହରି ଓଁ
ua-cam.com/users/shorts9jge_OSFuCk?feature=share
Dil khus karne wala moment hai love from gujurat
❤
ua-cam.com/video/M9PQ1md1MbU/v-deo.html
@@itz_silu0o😊
ଭିଡ଼ ହିଁ କହୁଛି ଭଲ ପାଇବା କେତେ ଅଛି Sir 🙏🏻 ଓଡିଶା କୁ ସ୍ୱାଗତ
ସ୍ଵାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶକୁ ଅନ୍ଧକାର ଓ ବନ୍ଧନରୁ ମୁକ୍ତ କରି ସ୍ଵାଧୀନତା ଓ ବିକାଶର ପଥରେ ଭାରତର ଯାତ୍ରାକୁ ସୁନିଶ୍ଚିତ କରିବା ନିମନ୍ତେ ଆମ ଦେଶର ପ୍ରତିଷ୍ଠାତାମାନେ ଯେଉଁ ତ୍ୟାଗ ଓ ବଳିଦାନ କରିଥିଲେ ତାହାକୁ ସ୍ମରଣ କରିବା ଦରକାର। ଆଜି ସେମାନଙ୍କ ପ୍ରଦର୍ଶିତ ମାର୍ଗରେ ଆମକୁ ଚାଲିବାକୁ ପଡ଼ିବ।❤❤
ua-cam.com/video/M9PQ1md1MbU/v-deo.html
ବହୁତ ଖୁସି ଲାଗିଲା ଭାଇ ଏଇ ଭିଡିଓଟିକୁ ଦେଖିକି ଆପଣ କୋଉ ସେଲିବ୍ରେଟି ଠାରୁ କମ୍ ନୁହନ୍ତି ଅମୋ ଓଡ଼ିଶା ର ବହୁତ ବଡ଼ ଗର୍ବ!!!!🥰
Lots of love from odisha ❤️!! Welcome to odisha and happy independence day 🇮🇳🙌
ua-cam.com/users/shorts9jge_OSFuCk?feature=share
କିଏ କିଏ ମୁଁ traveller ଭାଇ ଙ୍କ ଭିଡିଓ ଶେଷ ଯାଏ ଦେଖନ୍ତି ❤ ଲବ ଭାଇଙ୍କ ପାଇଁ ଗୋଟେ ଲମ୍ବା like te heu ,, love you ❤️ laba bhai❤ love from nbgpr ❤.....jay jagannath ❤
ଜୟ ଜଗନ୍ନାଥ welcome bhai ଓଡ଼ିଶା ଖୁସିରେ ରୁହ❤🎉🎉
ଭାଇ.... ତୁମର ସ୍ବାଗତମ୍ ଦେଖି ବହୁତ ଖୁସି ଲାଗିଲା, ତୁମେ ନଂ୧ ବ୍ଲଗର ହେଇ ସାରିଛ ଭାଇ। ଭଗବାନ ତୁମକୁ
ଭଲରେ ରଖିଥାଆନ୍ତୁ। ଆହୁରି ବହୁତ ଦେଶ ବୁଲି ଆମ ମାନଙ୍କ ପାଇଁ ଭଲ ଭଲ ଭିଡିଓ ବନାଅ। 🙏ଜୟ ଜଗନ୍ନାଥ ଜୟ ମା ତାରିଣୀ🙏
ଜୟ ଜଗନ୍ନାଥ ମହା ପ୍ରଭୁ ଭାଇ ସତରେ ଏତେ ଲୋକ ଆସିବେ ମୁଁ ଭାବିନଥିଲି ମୁଁ miss କଲି କେବେ ତ ଗୋଟେ ଦେଖା ହେବ ଜୟ ଜଗନ୍ନାଥ। Happy independence day। ଭାରତ ମାତା କି ଜୟ।
ଭାଇ ତୁମେ ଯୋଉଟା କହିଲ ଠିକ୍ ମନ୍ଦିର ରହିବା କଥା । ମୁସିଲିମ୍ ମାନଙ୍କ ପାଖେରେ ସମୟ ନାହି ତାଙ୍କ ଠାକୁରଙ୍କୁ ଡାକିବାକୁ ସେଥିପାଇଁ ନମାଜ୍ ଟାଇମ୍ ରଖିଛନ୍ତି।ହେଲେ ଆମେ ବା ସବୁବେଳେ ଡାକିଲେ ଆମ ଭଗବାନ୍ ଶୁଣିବେ। ଜୟ ଜଗନ୍ନାଥ ❤❤❤
laba bhai ko kahiba ortha ame hindu to arati time re mondiratu bhajan ki prayer sakale au sandhyare logeiba darkar sei ta public place railway stn heo bus atnd heo hospital heo air pot heo ki bondar heo
ଭାଇ ତମେ ଓଡ଼ିଶାର ଆଖି ଖୋଲିଦେଲି ଧନ୍ୟବାଦ୍
Such love and affection towards laba bhai ...was amazing ❤❤❤of u all
Jiye airport asithile like karantu …. Love you all❤
Bhai mu asithili hele jau Vida Tama saha photo gote uthei parilini 😢😢
Love your simplicity ❤ love your manners ❤love your humbleness n honesty ❤love you laba dada ❤ God bless you ❤
Very good response of Odisha bashi for you tube international blogger Mr. Lobo Hansdah .Josh hai hai .Thank you.
Video ବହୁତ୍ ଭଲ ଲାଗିଲା ଭାଇ ❤❤ I Am Very Proud Of You ❤️ Love You Bro ❤❤
କେତେ ଭାଇ ମାନେ ଲବ ଭାଇଙ୍କୁ ଦେଖିବାକୁ ଯାଇ ଥିଲ ❤
Mu jaithili kintu sabu police bhi mane dekhiki Baya heigale😅
@@RBbasudev75 Odia hero herohine mane bi dekhiba pai pagal
Sate a 😄
@@sggaming694 😄
@@RBbasudev75 ଭଲ ♥️
ଭିଡ଼ ହିଁ କହୁଛି ଭଲ ପାଇବା କେତେ ଅଛି 😍 ।
ଓଡ଼ିଶା କୁ ସ୍ଵାଗତ ଲବ ଭାଇ ❤
ବହୁତ ❤❤❤
Love from Malkangiri ଲବ ଭାଇ ଆମ ମାଲକାନଗିରି time ମିଳିଲେ ଟିକେ ବୁଲିବାକୁ ଆସ plz ଜୟ ଜଗନ୍ନାଥ
ଭାଇ ତମକୁ welcome ଦେଖି ଖୁସିରେ ଆଖିରୁ ଲୁହ ଆସିଗଲା ❤❤❤❤❤😊😊
ମୋର ବହୁତ ଇଛା ଥିଲା ଭାଇ ଯିବା ପାଇଁ କିନ୍ତୁ ମୋ ପାଖରେ ପଇସା ନଥିଲା ବୋଲି ଯାଇ ପାରିଲିନି 😭sorry ଲବ ଭାଇ କିନ୍ତୁ ମୁଁ ତମ ସାଥିରେ ଦେଖା ହେବା ପାଇଁ ନିଶ୍ଚୟ ଯିବି 🙏❤️
ଭାଈ ତମ ସହ ଦେଖା ହେଇ ପାରିଲା ନାହିଁ
ବହୁତ କଷ୍ଟ ଲାଗୁଛି 😢🎉🎉🎉
I hope you are very happy today 😊
ବହୁତ ଭଲ suggestion...ନିଶ୍ଚିତ ହେବା ଦର୍କାର. ❤
Welcome to India laba Bhai ଆଜି ଆମ ଓଡ଼ିଶାରେ ଏତେ ଦିନ ପରେ ପାଦ ଦେଇଥିବାରୁ ଆପଣଙ୍କୁ ଶୁଭେଛା ଆଇ ଲଭ ୟୁ ❤❤❤ ❤ଭାଇ....
Welcome to odisha Laba Bhai 🎉🎉❤❤😊 Love from angul
ଲବ ଭାଇ ଢେଙ୍କାନାଳ ଆସୁ । କିଏ କିଏ ଚାହୁଁଛ ? 👍❤️💯
Odisha no 1 vlogger..... ଲବ ଭାଇ ❤❤❤❤
ଲବ ଭାଇ ଙ୍କ ସହ କିଏ କିଏ ଦେଖା ହେଲ Like 👍🏻 କର. ❤️ ମତେ ବହୁତ ଖୁସି ଲାଗିଲା ଦେଖା ହେଇକି ଲବ ଭାଇଙ୍କ ସହ. 🥰
Tume dekha heithila ki bhai?
@@sumantakisan8427hnn🥰❤️
@@sumantakisan8427kain tama saha dekha heleni ki 😂
You are very talented boy laba bro ❤
ସ୍ଵାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
ଆମ ଓଡ଼ିଆ ଫିଲ୍ମ ରେ ଲବ ଭାଇ ଙ୍କୁ ସୁଯୋଗ ମିଳୁ।
ଲବ ଭାଇ ଙ୍କ ଭଏସ ଭଲ ଅଛି।
ଲବ ଭାଇ ଲବ ଭାଇ, ଆମ ଓଡିଶାର ଗର୍ବ ସେହି. ମନରେ ଗର୍ବ ତ ନାହିଁ, ଓଡିଶାର କଥା କୁହଇ.ଆଫ୍ରିକାରେ ହାଲିଆ ହେଲ, ଏବେ ଓଡିଶାରେ କରିବା ଖେଳ. ନୀଳ ଶୈଳ ଭକ୍ତି ଛୋଟ ଚ୍ୟାନେଲ ମୋ, ଭଲ ପାଇବା ଦେଲେ ହେବ ଭଲ.
ଓଡ଼ିଶା ମାଟିର ଓଡ଼ିଆ ପୁଅ ❤🎉 🙏ଜୟ ଜଗନ୍ନାଥ🙏
ua-cam.com/users/shorts9jge_OSFuCk?feature=share
Thank you bro, you are great because for introducing
Odisha's Language,culture & heritage
ua-cam.com/users/shorts9jge_OSFuCk?feature=share
Prasann Ku Dash
Bedari. Kendrapada
Bhagaban Tumanku Asribad Karantu
Om Jay Jay Sri Jagannath Swami Nayan Path Gami Bhaba Tume 🌹🌹🌹👍
Thank you Laba Babu🌹🌹🌹👍
ଭାଇ,,Welcome to Odisha India ❤❤❤
Proud of you brother 👍 seriously heart touching movement
Good thoughts you have... I support completely what you suggested on temples near public places where everyone can pray in evening... This will unite everyone and reduce differences.. thanks
One suggestion: start blogging all places in odisha.. then india .. all places... People can see places in your videos... With less budget also u can cover many places... Good luck
Good bless you
ଭଉତ୍ ଭଉତ୍ ଖୁସି laba ଭାଇ ଙ୍କ ପାଇଁ 👍❤️
You earned love and respect... 🎉🎉🎉🎉❤❤❤❤congratulations🥳🎉
Welcome to India. Happy Independence day 🇮🇳🇮🇳🇮🇳 Love From Kalahandi ❤❤❤ God bless you Jay jagannath 🙏🙏🙏
ua-cam.com/video/M9PQ1md1MbU/v-deo.html
So many peoples wre gathered to welcome and to shower their love . It is a big achievement. Being an Odian I am very proud of you. Your videos are very interesting. You are exploring many tribal communities that too in Africa. You are so daring and I like your concept. God bless you..keep it up.
ua-cam.com/users/shorts9jge_OSFuCk?feature=share
Bahut bhal lagla laba bhai. Love ❤ boudh❤
ଦେଖିକି ବହୁତ ଖୁସି ଲାଗିଲା ମୋ ଆଖିରୁ ଖୁସିରେ ଲୁହ ଜରିଗଲା LOVE YOU LABA BHAI❤❤❤
Welcome to Our Native Place India Bro .
Happy Independence day 🇮🇳🇮🇳🇮🇳
Jay Hind 🇮🇳🇮🇳🇮🇳
ଭାଇ ଥରେ କନ୍ଧମାଳ ଜିଲ୍ଲା ବୁଲି ଆସ ସେଠି କନ୍ଧ ଜାତି ର ପରମ୍ପରା ରିତି ନିତି ବହୁତ ଭଲ Just Different ଥରେ ବୁଲି ଆସ .... 🥰
Owh ! are you great brother❤❤❤
You are real hero in odisha ❤️❤️🎈🎈 Happy Independence Day 🎉🎉
ଲବ ଭାଇ ବଡ଼ ଲୋକ ହେଲା ପରେ fans ମାନଙ୍କୁ ଭୁଲନ୍ତୁ ନାହିଁ କାରଣ ସେମାନେ ହିଁ ତମକୁ ବହୁତ୍ ଆଗକୁ ନେଇଛନ୍ତି,ନେଇଯିବେ ଆଗକୁବି । fans ମାନେ ହିଁ ତମର ଭଗଵାନ ଭଳି ତେଣୁ ତାଙ୍କୁ ଭୁଲନ୍ତୁ ନାହିଁ ।ମୋର କହିବାର କାରଣ ବହୁତ୍ ଲୋକ ,ବଡ଼ ଲୋକ ହେଲା ପରେ fans ମାନଙ୍କୁ ଖରାପ ବ୍ୟବହାର କରନ୍ତି ।
Wow odisha ଭାଇ ଭଉଣୀ ଙ୍କ ଭଲ ପାଇବା 32 minute re 32K view love you Bro ❤❤❤❤
Bhai Ku dekhiki Kia inspire hua like karo❤
ଆପଣଙ୍କୁ ଦେଖା କରିବା ପାଇଁ ଏତେ ଲୋକ ଆସିଥିଲେ ଏହା ଦେଖି ମୋତେ ବହୁତ ଖୁସି ଲାଗିଲା ଭଲରେ ରୁହନ୍ତୁ ଭାଇ
Happy Independence Day 🇮🇳🇮🇳🇮🇳love from North Bengal Darjeeling
you r inspiration for million of youth in Odisha.
I love you 💕💕❤❤ loba bhai khusi lagila tumoku odisha re dekhiki mu Jagannath ko pakhare prathana karuchi tume bhalore ruho Jay Jagannath I love you 💓❤️💕❤️❤️❤️
Hii
Aapananka hard work confidence aau dedication ra fala BBI airport re dekha jau thula..
Aapana aahuri safala Huantu aau viewers maananku emiti hi bhala sikhya deiki inspire karantu..
UA-camrs ta bahut achanti but influencers evam role model bahut kam rahanti..
Aapana bartamaan bahut powerful achhanti, odisha youth ku bhala direction aau guidance debe etiki hi kaamana🙏
Wish you good luck and a healthy life always
Jai hind 🇮🇳
Jai jagannath🕉️
Bande utkala janani☸️
Jai shivaji🚩
Welcome
Odisha proud of all Indian
God bless you
Happy independence day ❤❤❤🎉🎉🎉
Happy independence day 🇮🇳🇮🇳🙏👍 welcome to odisha
Welcome. Hansda. Tiger. Odisha. Tures. And. Travels. Swagat
ଭାଈ ବିଗ୍ ଫାନ୍ ତୁମର ତମ ବେକରେ ଯେଉଁ ମୟୂରଭଞ୍ଜ Coustume ଟା ଥିଲା ସେଇଟା ତମ ପ୍ରତି ଥିବା ଆମର ଭଲ ପାଇବା ❤ ଆମ ତରଫରୁ ଛୋଟ Welcome କରିବାର ପ୍ରୟାସ love you Bro
WELCOME BACK TO ODISHA... LABA DADA❤️❤️❤️
Welcome back to Odisha..& Happy Independent Day.. You are Gift..for Us Odisha. People's..
ଭଲ
ଆପଣଙ୍କ Simplity ବହୁତ ଭଲ ଲାଗିଲା🙏✨💫
A BEAUTIFUL SMILE IS THE 🏡BEST UNIVERSAL WELCOME. IT CAN MAKE THE DAY A GOOD ❤️❤️DAY EASILY 🤗😍
😢😢😢😢😢 ମୋ ଭାଇ କୁ ଦେଖିପରିଲିନି।miss you Bhai।love from ଖୋର୍ଦ୍ଧା।ଜୟ ଜଗନ୍ନାଥ ❤❤❤❤❤
At first i say you are my yonger brother. Yovu are proud of bhadrak. God blrss you vai. .
So Proud Of You Bhai...👍
Proud Of Odisha...God Bless Bro...❤
ua-cam.com/users/shorts9jge_OSFuCk?feature=share
Happy independence day bhai 🇮🇳 ବହୁତ ଖୁସି ଲାଗୁଚି ଆପଣଙ୍କ ଦେଖିକି ❤ welcome to odisha ✨
ଭାଇ ଆମେ tribal ଲୋକଙ୍କ culture, tradition ଦେଖିବାକୁ ଚାହୁଁଚୁ but ସେ ଦୁବାଇ ର ବଡ଼ ବାବୁଙ୍କ ନୁହେଁ କିମ୍ବା ସେ ସହର ବି ଦେଖିବାକୁ ଚାହୁଁନୁ 😢
ua-cam.com/users/shorts9jge_OSFuCk?feature=share
Very good and outstanding effort.
As India is a multi religion country one time prayer can't be possible.