TU DEBATA MU MANISHA | SOURAV BHARADWAJ | ODIA NEW BHAJANA | OFFICIAL STUDIO VERSION 2024

Поділитися
Вставка
  • Опубліковано 31 лип 2024
  • ♪ Song - TU DEBATA MU MANISHA
    ♪ Singer - SOURAV BHARADWAJ
    ♪ Lyrics - SOUMYA RANJAN BAL
    ♪ Music Director - DIBYA CHANDAN
    ♪ Making & Edit - Chiku
    ♪ Recording, Dub, Mix & Master - Pabitra Studio
    ♪ Producer - Rasmita Nayak
    ♪ Music Label - DEV OD MUSIC
    ♪Stream The Full Song Here♪
    Spotify :
    Gaana :
    Wynk :
    Resso :
    Hungama :
    Jio Saavn :
    Amazon Music :
    Apple Music :
    UA-cam Music :
    #TU_DEBATA_MU_MANISHA #SOURAV_BHARADWAJ #odianewsong #odiabhajan
    !!---ANTI-PIRACY WARNING---!!
    This content is Copyright to Dev Odia Music DigitalMedia Private Limited. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate this copyrights material presented.

КОМЕНТАРІ • 376

  • @PIN2LINU
    @PIN2LINU 3 місяці тому +189

    ସୌରଭ ଭାଇ ତୁମ କଣ୍ଠ ରେ ଜଗନ୍ନାଥ ଙ୍କ ଭଜନ ହିଁ ଶୋଭା ପାଉଛି.

    • @gobindanaik3551
      @gobindanaik3551 2 місяці тому +12

      Sata katha

    • @sachinsahoo9326
      @sachinsahoo9326 2 місяці тому +2

      Micha

    • @sonalinayak525
      @sonalinayak525 2 місяці тому +3

      Sata re sourav bhai nka kantha re jagannath nka Bhajan sunile hi akhiru luha paleiase 😢

    • @deepakraaj3379
      @deepakraaj3379 Місяць тому +2

      ❤ pura right kahucha bhai bahutu sundra laguchi saouravh bhai nka voice re jagannath nka Bhajan hy jaga I miss you 😢😢❤❤

    • @prasantaroutray2506
      @prasantaroutray2506 Місяць тому

      gifted🥰

  • @jyotsnamaharana7112
    @jyotsnamaharana7112 Місяць тому +42

    ଗୀତର ପ୍ରଥମ ଧାଡିକୁ ଶୁଣିଲା ବେଳକୁ ସତରେ ହୃଦୟକୁ ଛୁଇଁ ଯାଉଛି🙏❤️🌼ସତରେ ଜଗା ତୋ ଗୀତରେ କି ଯାଦୁଅଛି କେଜାଣି ବାରମ୍ବାର ଶୁଣିବା ପାଇଁ ଇଚ୍ଛାହୁଏ❤ ସମସ୍ତଙ୍କୁଭଲରେ ରଖିଥାଅ ବଡ଼ଠାକୁର🙏😊

  • @user-vx2kr3mm8k
    @user-vx2kr3mm8k 3 місяці тому +77

    ଆପଣଙ୍କ ସ୍ଵର ସବୁ ସିଙ୍ଗରଙ୍କ ଠାରୁ ଅଲଗା ଆଉ ହୃଦୟସ୍ପର୍ଶୀ ଆଉ ସବୁଠୁ ସୁନ୍ଦର ସ୍ଵର

  • @singhmama1234
    @singhmama1234 28 днів тому +16

    ଭାଇ କି ସୁନ୍ଦର କଣ୍ଠ 😊😊
    ଭଗବାନ ଆପଣ ଙ୍କୁ ଆହୁରି ଆଗକୁ ନିଅନ୍ତୁ ❤

  • @diptimayeedevi3139
    @diptimayeedevi3139 3 місяці тому +37

    ଅତି ସୁମଧୁର କଣ୍ଠ ଲେଖାର ମଧ୍ୟ ମାନେ ବହୁତ ହୃଦୟ ସ୍ପର୍ଶୀ।ସେଇ ବଡ଼ଠାକୁର ତୁମର ସହାୟ ହେବେ ଆଗକୁ ବଢ଼ିବାରେ ।ଜୟ ଜଗନ୍ନାଥ 🙏🙏😍😍

  • @kurikudumba5209
    @kurikudumba5209 3 місяці тому +59

    ବଡ଼ ଭାଇ ଆପଣଙ୍କ ଭଜନ ସବୁ ବେଳେ ଶୁଣିବାକୁ ଭଲ ଲାଗୁଚି ଶୁଣିଲା ପରେ ଯୋଉ ଆନନ୍ଦ ମିଳୁଚି ନା କଳ୍ପନା କହିପାରିବିନି।ପ୍ରତି ଦିନ ଗୋଟେ ଗୀତକୁ ୫,୬ repeat କରି କରି ଶୁଣେ ।ଧନ୍ୟବାଦ୍ ଭାଇ,ଏମିତି ଗୀତ ଗାଇ ଚାଲନ୍ତୁ ଭଗଵାନ ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🏽

    • @sjproduction7876
      @sjproduction7876 2 місяці тому +1

      ua-cam.com/video/U3bKOLc40hc/v-deo.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤

    • @rasmitasahoo7320
      @rasmitasahoo7320 19 днів тому

      Same here ..

  • @lovelybaby898
    @lovelybaby898 Місяць тому +3

    ଜଗା ଭାଇ ମୋତେ ଥରେ ତମ ପାଖକୁ ନେଇଯାଅ😢 ଏଇ ଦୁନିଆ ଟା ବହୁତ ଖରାପ 😭😭😭😭

  • @Happyanytime143
    @Happyanytime143 21 день тому +7

    ହେ ଜଗା ତତେ ଧନ ସମ୍ପତ୍ତି ମାଗୁନି ରେ ଖାଲି ଏତିକି ମାଗୁଛି କି ମତେ ମା ହେବାର ସୌଭାଗ୍ୟ ଦେ 😭😭😭😭😭😭ନ ହେଲେ ଏହି ବୟସ ହି ମତେ ତୋ ପାଖକୁ ନେଇ ଯା 😢😢😢😢ଆଉ ଏ ନିଧା ଅପମାନ ସହି ହୋଉନ ରେ 😭😭😭😭🙏🙏🙏🙏

    • @chittaranjanrout266
      @chittaranjanrout266 6 днів тому +1

      ମା ତୁମ ଡାକ ମୋ ଜଗା କାଳିଆ ନିଶ୍ଚୟ ଶୁଣିବ 😢

    • @niranjanbehera8222
      @niranjanbehera8222 5 днів тому +1

      Jay Jagannath

    • @kabitapatra113
      @kabitapatra113 День тому +1

      Jaga tuma daka nischay suniba maa tume hoiparib

  • @akhilkumar6129
    @akhilkumar6129 2 місяці тому +27

    ଭାଇ କଣ ଗାଉଛ ସତରେ ଭାଇ ତମ କଣ୍ଠ ରେ ପ୍ରଭୁ ଜଗନ୍ନାଥ ଅଛନ୍ତି ⭕‼️⭕🙏
    ତମ ସବୁ ଗୀତ ରେ ସତରେ ଜଗନ୍ନାଥଙ୍କୁ ଭିତରେ ପାଇଲା ପରିକା ଲାଗୁଛି 😊 ଭାଇ ଏମିତି ହିଁ ଗାଇଚାଲ 😊🙌
    ଜୟ ଜଗନ୍ନାଥ ⭕‼️⭕🙏.......

  • @PintuDas-gh2hy
    @PintuDas-gh2hy 25 днів тому +7

    ସତରେ ଭାଇ ବହୁତ ହୃଦୟସ୍ପର୍ଶୀ ଏଇ ଗୀତ ରେ ଅଛି ଆଉ ଆମ କଳା ଠାକୁର ପାଖ କୁ ମନ ନେଇ ଯାଉଛି ଆଉ ଲୁହ ରହୁନି ବହୁତ୍ ବାହୁଡା଼ ଧନ୍ୟବାଦ ଭାଇ ଏଇ ଗୀତ ସାରା ଓଡ଼ିଶା କୁ ଦେଇଥିବାରୁ ଆଉ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଉ ଆପଣଙ୍କ ପରିବାରକୁ ଭଲରେ ରଖନ୍ତୁ 😢😢😢

  • @gopalkrishnaofficial54
    @gopalkrishnaofficial54 26 днів тому +8

    ହେ ପ୍ରଭୁ ଶ୍ରୀ ଜଗନ୍ନାଥ ମୋ ଭାଇ କୁ ଆହୁରି ଆଗକୁ ନିଅନ୍ତୁ 🙏 ହୃଦୟ ମୋର ଆତ୍ମ ସନ୍ତୋଷ ଆପଣଙ୍କ ହୃଦୟସ୍ପର୍ଶୀ ସଙ୍ଗୀତ ଶୁଣି 🙏🙏

  • @bebinaojha5638
    @bebinaojha5638 3 місяці тому +11

    Woowww.........aponka voice satre manaku chueila vali heichi ....🙏⭕❗⭕

  • @jayakrushnapradhan5144
    @jayakrushnapradhan5144 Місяць тому +2

    Jai jagannath 🙏 really apno nko voice good .. Best of luck ❤👍

  • @Aarti-uj3tl
    @Aarti-uj3tl 2 місяці тому +12

    🥰🙏ଭାଇ , ସତରେ ଜଗନ୍ନାଥଙ୍କ ଭଜନ ଶୋଭା ପାଉଛି ତୁମ କଣ୍ଠରେ

  • @anishakhtar9357
    @anishakhtar9357 Місяць тому +2

    Bhai au kete kandeyiba 😢😢
    God bless u Bhai
    Jay Jagannath

  • @SushreenibebitaBaral-oq6qs
    @SushreenibebitaBaral-oq6qs 2 місяці тому +17

    ଜୟ ଜଗନ୍ନାଥ 🙏

  • @samir4500
    @samir4500 Місяць тому +9

    ସାରା ଓଡିଶା ସୌରଭ ଙ୍କ କଣ୍ଠ ର ଯାଦୁ ଦେଖୁଛି ❤️🫶👏wah pride of Baleswor ❤️ଜୟ ଜଗନ୍ନାଥ 🙏

  • @kirtirajacharya7495
    @kirtirajacharya7495 2 місяці тому +15

    ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତୁ

  • @Priyadarshani-he7jn
    @Priyadarshani-he7jn Місяць тому +5

    Bhai apanakara kantha re prabhu jagannath achhanti , bahut sundar lekha

  • @prasantanayak9971
    @prasantanayak9971 23 дні тому +4

    Sourv bhai jau Bhajan gauchhnti mnku aau hruday ku chhuei juchi

  • @SunitaSunita-rd7gl
    @SunitaSunita-rd7gl Місяць тому +4

    Jai jagannath 🙏 🙏 Wow...... ki sundar Gita jete sunile b mana bharuni.......my favourite song 👌👌👌👌👌👌sundar voice 👌👌👌👌

  • @subhashishmishra5101
    @subhashishmishra5101 Місяць тому +5

    ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା ଏଇ ଭଳି ମଣିଷ ଏଇ ଦୁନିଆ କୁ ପଠାନ୍ତୁ ମୋ ଭଳି ପାପୀ ଲୋକର ଏଇ ଦୁନିଆ ରେ କିଛି କାମ ନାହିଁ ମହାପ୍ରଭୂ 🙏

  • @rinkudunia6444
    @rinkudunia6444 Місяць тому +3

    ଜୟ ମା ତାରିଣୀ 🙏🙏....woww

  • @jena487
    @jena487 3 місяці тому +6

    Bhai market re trending singer ❣️ wow , sundar anubhab

  • @smita563
    @smita563 Місяць тому +3

    ଭଗବାନ ବୋଧେ ସୈାରଭ ଭାଇ ଙ୍କ ଉପରେ ସବୁ କରୁଣା ଢ଼ାଳି ଦେଇଛନ୍ତି ତା ନ ହୋଇଥିଲେ ଏତେ ସୁନ୍ଦର ଭାବମୟ ସଙ୍ଗୀତ କେମିତି ଗାଇ ପାରୁଛନ୍ତି ❤❤ ହୃଦୟ କୁ ପୁରା ଛୁଇଁ ଯାଉଛି ଏ ସଙ୍ଗୀତ 🥰🥰ଯିଏ ଏ ସଙ୍ଗୀତ ଲେଖିଛନ୍ତି ତାଙ୍କୁ ବହୁତ୍ ବହୁତ ଧନ୍ୟବାଦ 🎉 ଏବଂ ସୈାରଭ ଭାଇ ଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ 💝💝

  • @MAHENDRAMALLICK-gl1ze
    @MAHENDRAMALLICK-gl1ze 3 місяці тому +9

    Bohut sunder gito🎉 Jay jaganath

  • @rajeshsutar5347
    @rajeshsutar5347 2 місяці тому +2

    🙏🙏 jay jaganath tama jibanre jaganath khusi vari diantu I love this song 🙏🙏🙏🙏

  • @pawansahu777fam
    @pawansahu777fam 29 днів тому +3

    Bahut Vala mo vai❤

  • @mamatanayak527
    @mamatanayak527 3 місяці тому +11

    Jay jagannatha

  • @renuclasses5434
    @renuclasses5434 23 дні тому +3

    Bhai tuma gala re Jagannath nka asribada achhii amiti.... speechless 😶😶

  • @itishreebehera23
    @itishreebehera23 27 днів тому +3

    ଛୁଇଁଗଲା ହୃଦୟ କୁ ଆଉ ଲୁହ ଆସିଗଲା ଆଖିରେ। ଭାଷା ପାଉନି କେମିତି କହିବି କେତେ ଭଲ ହେଇଛି ଗୀତର lyrics, music, voice everything। ଜୟ ଜଗନ୍ନାଥ 🙏

  • @sudhansupatnaik..
    @sudhansupatnaik.. 3 місяці тому +7

    🙏ଜୟ ଜଗନ୍ନାଥ 🙏

  • @mangalsingermundari
    @mangalsingermundari 3 місяці тому +7

    Bodhia heichi Bhai🌻🌼🥀🥀🌺🌺🌹🙏🙏🙏

  • @Mona_lisa361
    @Mona_lisa361 3 місяці тому +9

    Jay jagannath.......❤🙏❤

  • @saileshsekharmahanta1156
    @saileshsekharmahanta1156 3 місяці тому +16

    ଜୟ ଜଗନ୍ନାଥ ମହାପ୍ରଭୁ

  • @rkcreation1661
    @rkcreation1661 3 місяці тому +7

    Jay jagannath ❤❤❤

  • @kdm0987
    @kdm0987 3 місяці тому +10

    Jay jaganaath 🙏

  • @mamuni720
    @mamuni720 Місяць тому +4

    ଜୟ ଜଗନ୍ନାଥ 🙏🙏🙏

  • @sushantgaming9275
    @sushantgaming9275 2 місяці тому +2

    Jay jagannath

  • @sujasujata9739
    @sujasujata9739 2 місяці тому +2

    ❤🥺❤
    Sir apana nku jaga 1no voice deuchhanty
    Ame mane ate sundar vabare suni paruchhu akhire luha asijauchhi 🥺❤❤
    Best off luck👍❤

  • @akshayaparida9980
    @akshayaparida9980 3 місяці тому +5

    Love you bhai ❤❤❤ bahut sundar gita and nice voice🎉🎉🎉🎉

  • @swarnaprabhasha5329
    @swarnaprabhasha5329 25 днів тому +3

    ଭାଇ ଆପଣ ଙ୍କ ସ୍ୱର ରୁ ମହାପ୍ରଭୁ ଜଗନ୍ନାଥ ଭଜନ ଶୁଣିଲେ ବାରମ୍ବାର ଶୁଣିବା ପାଇଁ ଇଚ୍ଛା ହଉଛି।
    ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଭଲ ରେ ରଖନ୍ତୁ।
    ଜୟ ଜଗନ୍ନାଥ 🙏

  • @Sanketpanda
    @Sanketpanda 13 днів тому +2

    ଭାଇ ଆପଣଙ୍କ ଭଜନ ସବୁ ବେଳେ ଶୁଣିବାକୁ ଭଲ ଲାଗୁଚି l ଶୁଣିଲା ପରେ ଯୋଉ ଆନନ୍ଦ ମିଳୁଚି ନା କଳ୍ପନା କହିପାରିବିନି।ଧନ୍ୟବାଦ୍ ଭାଇ ।ଆଉ ଜଗା ତ ମୋ ସାଙ୍ଗ ।

  • @arunabiswal5017
    @arunabiswal5017 3 місяці тому +7

    Jay jaganatha ❤❤❤❤❤

  • @gsnayak2874
    @gsnayak2874 3 місяці тому +8

    Jay jaganath

  • @paoojadehury6154
    @paoojadehury6154 3 місяці тому +8

    Jay janatha ❤❤❤❤❤

  • @user-vi2kv9sl6i
    @user-vi2kv9sl6i 3 місяці тому +5

    Jay Jagannath Swami 🙏🙏🙏🚩

  • @niranjanrout5025
    @niranjanrout5025 3 місяці тому +6

    JAY JAGANNATH ❤❤❤

  • @topeluha2360
    @topeluha2360 2 місяці тому +3

    Bhai super se upar 🙏🙏🙏🙏♥️manaku chuinla pari Gita Tia bahutu badhia lagila sunibaku

  • @physicaleducator3242
    @physicaleducator3242 3 місяці тому +5

    Jay ❤ Jagannatha

  • @chikuodiavloge
    @chikuodiavloge 25 днів тому +4

    ଭାଇ ଗୀତ ଶୁଣିଲେ ରୁମ ଟାଙ୍କୁରୀ ଉଠୁଛି ଜୟ ଜଗନ୍ନାଥ ⭕❗⭕

  • @diptimayeemoharana209
    @diptimayeemoharana209 Місяць тому +2

    ସବୁବେଳେ ଏମିତି ସୁନ୍ଦର ଭଜନ ଗାଉଥାଅ. ଜୀବନ ରେ ଆହୁରି ଉନ୍ନତି କର ଭାଇ. God bless u.

  • @user-wq5ji2ib8e
    @user-wq5ji2ib8e 2 місяці тому +3

    He jaga mate bhala karidia prabhu

  • @dascreation1457
    @dascreation1457 2 місяці тому +2

    Jay Jagannath 🙏❤

  • @lilimohanty9052
    @lilimohanty9052 3 місяці тому +4

    Jay jagannath mahaprabhu 🙏🏼🙏🏼🙏🏼🙏🏼

  • @SanjibkumarBehera-rq2cw
    @SanjibkumarBehera-rq2cw 3 місяці тому +4

    Jay jagannath ❤️🙏❤️

  • @bhikipradhanofficial4666
    @bhikipradhanofficial4666 2 місяці тому +2

    କଣ କେଜାଣି କାହିଁକି ଜାଣି ହେଉନି ତୁମ ଗୀତ ଆଖି ବନ୍ଦ କରି ଶୁଣିଲା ପରେ ପ୍ରଭ୍ରୁ ଜଗନ୍ନାଥଙ୍କ ପାଖରେ ଥିଲା ପରି ଲାଗିଛନ୍ତି । ସୌରଭ ଭାଇ ❤

  • @SubhasmitaBiswal372
    @SubhasmitaBiswal372 Місяць тому +2

    ଆପଣଙ୍କ ସ୍ୱର ବହୁତ ସୁନ୍ଦର..... ଜୟ ଜଗନ୍ନାଥ 🙏

  • @anushkasmagicalworld3352
    @anushkasmagicalworld3352 3 місяці тому +2

    👌👏

  • @hollikatanty3466
    @hollikatanty3466 3 місяці тому +5

    Bhai mote apananka sabu gita bhala lage ❤😊 god blessing bhai Maha Prabhu sabu bole amiti rakhithantu bhai.

    • @sjproduction7876
      @sjproduction7876 2 місяці тому

      ua-cam.com/video/U3bKOLc40hc/v-deo.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤

  • @srutisoumyananda4209
    @srutisoumyananda4209 2 місяці тому +2

    Bahut sundar gauchhanti bhai ...feelings no words🙏🏼🙏🏼jay sri jagannath 🙏🏼🙏🏼

  • @sudhitpanda1818
    @sudhitpanda1818 Місяць тому +3

    Jay jagannath bhai Bhajan ta bohut Sundar heichi 🙏

  • @madhusmitasahoo3221
    @madhusmitasahoo3221 2 місяці тому +2

    ବହୁତ ସୁନ୍ଦର 🙏 ଜୟ ଜଗନ୍ନାଥ 🙏

  • @ChandrasekharMandal-oz7jm
    @ChandrasekharMandal-oz7jm Місяць тому +2

    Bahut badhia gaila Sourav bhaina❤❤❤❤ Jay Jagannath swami 🙏🙏🙏👍♥️

  • @nrusinghajena6907
    @nrusinghajena6907 2 місяці тому +8

    ହୃଦୟକୁ ଛୁଇଁଲା ପରି ଗୀତ ଟିଏ 🙏🏻

  • @smita563
    @smita563 Місяць тому +2

    ଅଭିମାନ କରିକି ଯଦି କିଛି ଭଗବାନ ଙ୍କୁ କହିବାର ଥିବ ତ .. ଏମିତି ଗୋଟେ ଗୋଟେ ସଙ୍ଗୀତ ହିଁ ଆମ ମାନଙ୍କର ମାଧ୍ୟମ❤❤।ଜୟ ଜଗନ୍ନାଥ 🙏

  • @priyabehera5885
    @priyabehera5885 Місяць тому +3

    ଅତି ସୁନ୍ଦର ଭାବରେ ଗାଉଛ ଭଗବାନ ତମକୁ ବହୁତ ଆଗକୁ ନିଅନ୍ତୁ 🙏🙏😘

  • @Paramananda-w3q
    @Paramananda-w3q 22 дні тому +2

    ଭାଇ ତମ ଗୀତ ମତେ ସବୁଠୁ ଭଲଲାଗେ 😊

  • @madhusmitakar1324
    @madhusmitakar1324 24 дні тому +2

    Bahut vala laguchi bhai gita ta😢😢

  • @suryakantisahoo6731
    @suryakantisahoo6731 2 місяці тому +2

    Jay shree jaganath ❤

  • @BibhundraNayak
    @BibhundraNayak 3 місяці тому +4

    Nice song ❤❤❤❤❤

  • @jayantimajhi9097
    @jayantimajhi9097 2 місяці тому +2

    Jay Jagannath 🙏🏻❤️

  • @suvrapriyadarshininayak1099
    @suvrapriyadarshininayak1099 2 місяці тому +2

    Jay jagannatha 🙏

  • @KaberiDalai-kb2np
    @KaberiDalai-kb2np 3 місяці тому +3

    ⭕🔺⭕
    HE PRAVU
    JAGANNATH
    BADATHAKUR
    ♥️🖤♥️

  • @Dipakpaikray
    @Dipakpaikray Місяць тому +2

    ସତରେ ଆପଣଙ୍କ କଣ୍ଠରେ ଦରଦ ଭରି ରହିଛି।

  • @user-zf7yf5se6k
    @user-zf7yf5se6k 5 днів тому +1

    Sourav Bhai apana nka kanta jagannath nka bhajana sobha pauchi

  • @subhalaxmibhoi8023
    @subhalaxmibhoi8023 26 днів тому +2

    ଜୟ ଜଗନ୍ନାଥ 🙏🏻🤲🏻❤

  • @sumisatapathy2624
    @sumisatapathy2624 2 місяці тому +2

    Bahut badhia laguchhi sunibaku.jay Jagannath. 🙏🙏🙏

  • @AnnoyedNeuron-uj5zs
    @AnnoyedNeuron-uj5zs 2 місяці тому +2

    Jay jaganntha prabhu gi ki jay ho

  • @SusilaSirka-tu1yb
    @SusilaSirka-tu1yb 23 дні тому +1

    Super bhai Jay jagannath

  • @ASHUTOSHLENKA-hh2wj
    @ASHUTOSHLENKA-hh2wj 2 місяці тому +2

    Jay Jagannath

  • @MRSIPUN143
    @MRSIPUN143 2 місяці тому +2

    Jay Jagannath Mahapravu ❤️🙏

  • @SM-MAMUNI9195
    @SM-MAMUNI9195 3 місяці тому +2

    Jay Jagannath ❤️

  • @SADBAYBANTI
    @SADBAYBANTI 3 місяці тому +6

    Super song

  • @NETPOINT-nm9rb
    @NETPOINT-nm9rb Місяць тому +1

    SWEET VOICE BHAI.................JAY JAGANNATH

  • @akhilkumar6129
    @akhilkumar6129 28 днів тому +3

    Bhai kemiti ka Bhajan gauchha man dukhare vari jauchhi 😊 jay jagarnath ⭕❗⭕

  • @digambarnaik9667
    @digambarnaik9667 3 місяці тому +3

    Jai jagannath 🙏🙏🙏🙏 bahut sundar song ❤️❤️❤️

  • @Od_01_Bls_Toka
    @Od_01_Bls_Toka 3 місяці тому +2

    Jay jagannath ⭕‼️⭕

  • @sasmitamohapatra9351
    @sasmitamohapatra9351 3 місяці тому +2

    Jay jagannath 🙏🙏

  • @AbhijitpatnaikSabitri
    @AbhijitpatnaikSabitri 17 днів тому +1

    What a voice really speechless 😶😶😶 jay Jagannath prabhu

  • @hqgamer215
    @hqgamer215 3 місяці тому +2

    Jay Jagannath 🙏🙏🙏

  • @BaisakhiGuddi-sl9xw
    @BaisakhiGuddi-sl9xw 2 місяці тому +2

    Tama Gita re mu se jagatnath ku mo abhiman janeibi

  • @GAUTTAMOFFICIAL
    @GAUTTAMOFFICIAL Місяць тому +2

    ଭାଇ ତୁମ କଣ୍ଠ ରେ ଜଗନ୍ନାଥ ଙ୍କ ଭଜନ ବହୁତ ଶୋଭା ପାଉଛି ❤❤❤

  • @hollikatanty3466
    @hollikatanty3466 3 місяці тому +2

    Voice of ❤
    Jay Jagannath ♥️🙏

  • @nrusinghajena6907
    @nrusinghajena6907 2 місяці тому +2

    Bhai definitely viral hoga reel par

  • @World_status_reels
    @World_status_reels 2 місяці тому +2

    Sourav bhardawaj beautiful song jai jagannath 🙏🙏🙏

  • @dipudipuna2288
    @dipudipuna2288 Місяць тому +1

    jay jagannath ❤ heart toching song bro

  • @bhueramranaram222
    @bhueramranaram222 3 місяці тому +5

    Very nice song

  • @suryamanipradhan5839
    @suryamanipradhan5839 3 місяці тому +5

    Jay Jagannath swami 🙏🏻🙏🏻

  • @laxmipriyaswain163
    @laxmipriyaswain163 2 місяці тому +2

    Beautiful ❤️❤️❤️❤️ song