A Jibanata Mati Kandhei | ଏ ଜୀବନଟା ମାଟି କଣ୍ଢେଇ | Prabhupada Mohanty | ଜୀବନଧର୍ମୀ ଗୀତ | Music World

Поділитися
Вставка
  • Опубліковано 29 січ 2025

КОМЕНТАРІ • 1,2 тис.

  • @odiabhaktimotivation1571
    @odiabhaktimotivation1571 10 місяців тому +37

    କିଛି ଲୋକ ଅଛନ୍ତି ସେମାନେ କେବଳ ଅନ୍ୟର
    ଦୋଷ ଦୁର୍ବଳତାକୁ ନକରାତ୍ମକ ଭାବନାରେ
    ଦେଖୁଥାନ୍ତି। ସେମାନେ ତାର ଭଲଗୁଣକୁ ଦେଖନ୍ତିନି ।
    ପ୍ରତ୍ୟେକ ଲୋକଙ୍କ ପାଖରେ କିଛି ଭଲ ଗୁଣ ଅଛି,
    ସେହି ଭଲ ଗୁଣକୁ ଚିହ୍ନ ଓ ତାହାକୁ ସମ୍ମାନ ଦିଅ।
    ଦେଖୁବ ତୁମେବି ସମ୍ମାନ ର ଅଧିକାରୀ ହୋଇଯିବ ।😢😢😢😢🌹🙏🌹ଜୟ ଜଗନ୍ନାଥ ,🌹🙏🌹

  • @radhakantamohapatra8036
    @radhakantamohapatra8036 11 місяців тому +78

    ମନ କୁ ଛୁଇଁଲା. ଭଜନ ଟି ଯେତେ ଶୁଣିଲେ ସେତେ ଭଲ ଲାଗୁଛି. ଗାୟକ ବାବୁଙ୍କୁ ଧନ୍ୟବାଦ. ଏପରି ଭଜନ ହିଁ ଏହି କଣ୍ଠ ରୁ ଶୁଣିବାକୁ ଭଲ ଲାଗୁଚି. ଜାରି ରହୁ. 👌👌👌

  • @chinmayeekhuntia1665
    @chinmayeekhuntia1665 11 місяців тому +18

    Prabhupada ତମେ ବହୁତ୍ ଭଲ ଗାଇଛ ହୃଦୟ କୁ ଛୁଇଁଲା ସତରେ ❤❤

    • @ramakantarout8845
      @ramakantarout8845 14 днів тому

      ❤️‍🩹❤️‍🔥🤌❤️‍🩹🫲😮‍💨😵‍💫🫵🎉❤😢😅

  • @Jajpur543
    @Jajpur543 7 місяців тому +58

    😭😭😭😭😭😭😭😭 ଏ ଗୀତ କୁ ଲେଖିଥିବା ବ୍ୟକ୍ତି କୁ କୋଟି କୋଟି ପ୍ରଣାମ
    ଆଖିରେ ଲୁହ ଆସି ଯାଉଚି😢ଏତେ ହୃଦୟ ପର୍ଶି

  • @haraprasadDas-j4s
    @haraprasadDas-j4s Рік тому +30

    ମଣିଷ ଜୀବନ ରେ କେତେ ଯେ ପାପ ରାସ୍ତା ରେ ଚାଲୁଛନ୍ତି 😢😢😢😢😢😢

  • @rabindrakumarsamal4164
    @rabindrakumarsamal4164 11 місяців тому +90

    ଅତି ସୁନ୍ଦର ହୃଦୟସ୍ପର୍ଶ କଲାଭଳି ଗୀତ।
    ଏହିଭଳି ଆପଣଙ୍କ କଣ୍ଠରୁ ନୂଆ ଗୀତ ଆଶା କରୁଛି ।👍🎉

    • @SorajaMohanta
      @SorajaMohanta 23 дні тому +1

      Aapanku Kati Kati Dhanyabad Apari Bhabpurnya Gai Suneibapain jay Jagannath Ahipari Bhabpurnya Geet Sunauthantu

  • @GitanjaliGouda-r3z
    @GitanjaliGouda-r3z 10 місяців тому +33

    Bahut Badhia ❤❤❤❤❤Mu tumaku heart ru thanks janauchhi

  • @balarammohanty6621
    @balarammohanty6621 12 днів тому +2

    ବହୁତ୍ ସୁନ୍ଦର ଭଜନ ଟିଏ। ବହୁତ୍ ବଢ଼ିଆ ଶୁଣିବାକୁ ପାଇଲୁ। ଭଗବାନ ତୁମକୁ ଭଲରେ ରଖନ୍ତୁ।

  • @sudhiramahapatra5594
    @sudhiramahapatra5594 11 місяців тому +53

    ଜୀବନ ଦୁର୍ଲଭ ଜନ୍ମ ଆପଣଙ୍କ ପ୍ରଭୁ ସବୁବେଳେ ଭଲରେ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏 ଅତି ସୁନ୍ଦର ଭାବରେ ପରିଚିତ କରିଛନ୍ତି ଭାଇି ଅସେସ ଅସେସ ଧନ୍ୟବାଦ୍ କେମିତି କହିବି ମୁଁ ଜାଣିପାରୁନୀ🎉🎉🎉🎉🎉🎉🎉🎉

  • @babadas4868
    @babadas4868 Рік тому +73

    ଅତି ସୁନ୍ଦର ,ଜୀବନର ବାସ୍ତବତାକୁ ନେଇ ଗୀତଟିଏ । ସୁନ୍ଦର ପରିବେଷଣ ।❤

  • @lovelymansha143
    @lovelymansha143 11 місяців тому +40

    ❤❤❤ ବଢିଆ ଲାଗିଲା ଗୀତ ଟି ଶୁଣୁ ଶୁଣୁ କାନ୍ଦି ପକେଇଲି 😂😂😂

  • @partimabarik2645
    @partimabarik2645 5 місяців тому +6

    ଏଇ ଗୀତ ଭଳି ମଣିଷ ହ୍ରୁଦୟ ସୁନ୍ଦର ହେଇଯାଆନ୍ତି କି ହେ ପ୍ରଭୁ ଜଗନ୍ନାଥଙ୍କ ଦୟାରୁ 🎉😂😂

  • @biswalpadmanabh
    @biswalpadmanabh 10 місяців тому +32

    ଅତି ସୁନ୍ଦର ଗୀତ ହୃଦୟ ସ୍ପର୍ଶୀ

  • @KapuraMarndi-h6g
    @KapuraMarndi-h6g 2 дні тому +1

    Bohut bohut bholo gaayi chhonti Bhai👌👌👌👌👌👌🥰God bless you bro 😊

  • @radheradhe0803
    @radheradhe0803 5 місяців тому +11

    ଅଲେଖ ବିଶ୍ଵାଳ ସାର୍ ଙ୍କୁ ହୃଦୟରୁ ନମନ୍ ଏବଂ ପ୍ରଭୁପାଦ ଭାଇ ଙ୍କ ପାଇଁ ଉଜ୍ଜ୍ବଳ ଭବିଷ୍ୟତର କାମନା କରୁଛି ।

  • @JanakiKanhar-e5y
    @JanakiKanhar-e5y Рік тому +8

    Bhai ahi Gita ti bahut Sundar heichi satare hrudayaku chui jauchi GOD bless your life 💕💕💕🙏🙏🙏Jay jagannath ❤❤❤

  • @rajendrasahu4199
    @rajendrasahu4199 10 місяців тому +35

    ବହୁତ ଭଲ ଲାଗୁଛି,, ବହୁତ ସୁନ୍ଦର ସ୍ୱର,, ଜୟ ଜଗନ୍ନାଥ।

  • @PradhanM-x2n
    @PradhanM-x2n 4 дні тому +1

    Prabhupada super ❤❤❤❤❤

  • @subhenupalai7296
    @subhenupalai7296 2 місяці тому +4

    ଏ ଭଜନଟି ଏତେ ହୃଦୟସ୍ପର୍ଶୀ ଯାହାକି ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ।ଜୟ ଜୟ ଜଗନ୍ନାଥ ସ୍ୱାମୀ।।

  • @shriyanshkumar8035
    @shriyanshkumar8035 10 місяців тому +9

    ଜୟ ଜଗନ୍ନାଥ 🖤🖤🖤
    ଅତି ସୁନ୍ଦର । ସତରେ ଜୀବନ ଏକ ମାଟି କଣ୍ଢେଇ ଯେଉଁ କଣ୍ଢେଇର ମାଲିକ ହେଉଛନ୍ତି ସେହି କଳା ସାଆନ୍ତ 🙏🙏🙏

    • @ManasNath-m4j
      @ManasNath-m4j 10 місяців тому

      ଏଇତ ଜୀବନ, ତଥାପି ମଣିଷ କାହିଁକି ଭୁଲ କରିଥାଏ,

  • @bikramcharanmalik6734
    @bikramcharanmalik6734 9 днів тому +1

    Jay shree jagannath swami 🙏🎉❤️🎉❤️🎉

  • @communityvoice3339
    @communityvoice3339 11 місяців тому +12

    ଆଖିରେ ଲୁହ ଆସିଗଲା., 🙏 ବହୁତ ସୁନ୍ଦର ଗୀତ ଓ କଣ୍ଠ.

  • @tanushreemishra2329
    @tanushreemishra2329 Рік тому +8

    Mo suna bhaira Sundar swara. Prabhu Jagannath tumaku sabubele khusire rakhantu

  • @NabinchandraBindhani
    @NabinchandraBindhani Рік тому +12

    🥰🤩🤩🤭🤩ki geeto gailo ho Mane mo pakhore kohibaku kiche nahi

  • @HARAPRIYAGhosh-y2i
    @HARAPRIYAGhosh-y2i 7 днів тому

    ଆଖି ରେ ଲୁହ ଆସିଗଲା ❤❤❤❤ ବହୁତ ସୁନ୍ଦର ଗୀତ 👌👌👌👌😭😭😭😭😭😭😭😭😭😭😭😭😭😭😭😭😭😭😭😭😭ଜୟ ଜଗନ୍ନାଥ

  • @RoutSuryamani-rc8eb
    @RoutSuryamani-rc8eb 8 місяців тому +7

    ହୃଦୟସ୍ପର୍ଶୀ ଅତିମନୋରମ ଗୀତ କଣ୍ଠଶିଳ୍ପୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ

  • @sudhirchandrabarik8014
    @sudhirchandrabarik8014 9 днів тому +4

    best super song

  • @PrabinBiswalLovelife
    @PrabinBiswalLovelife Місяць тому +3

    ବହୁତ ଦିନ ପରେ କିଛି ଶୁଣିଲା କାନ ମନକୁ ଛୁଇଁ ଗଲା.... ଏମିତି ଗୀତ ଆଉ music good👍🏻👍🏻 ହୃଦୟ କୁ ଆନଂଦ ଦେଲା..... 👍🏻👍🏻👍🏻🙏🏻🙏🏻🙏🏻🙏🏻

  • @biswanathsamantra4075
    @biswanathsamantra4075 9 місяців тому +127

    ଦୀର୍ଘ ଦିନ ପରେ ଏକ ମର୍ମସ୍ପର୍ଶୀ ଭଜନ ଟିଏ ଶୁଣିବାକୁ ମିଳିଲା। ଅତି ମଧୁର କଣ୍ଠ, ମାସ ବାଗଦେବି, ପ୍ରଭୁଙ୍କ କୃପାରୁ ଏପରି ଭଜନ ଆପଣ ଆମକୁ ଶୁନାନ୍ତୁ

  • @munakhara2625
    @munakhara2625 11 місяців тому +1

    ବାଉତ ସୁନ୍ଦର ଲାଗିଲା ସାର । ଜୀବନର କିଛି ଅମୂଲ୍ୟ କଥା ଗୀତ ମାଧ୍ୟମରେ ଦର୍ଶାଇ ଥିବାରୁ ବାଉଥ ଭଲଲାଗିଲା ଧନ୍ୟବାଦ୍ । ମୋତେ ବୋଉଥ ଭଲଲାଗିଲା।

  • @minaketanpujari6684
    @minaketanpujari6684 Рік тому +22

    ବହୁତ ସୁନ୍ଦର ଗିତ ସାର୍
    ହୃଦୟ ଚୁଇଯାଉଛି best'of luck 🤞

  • @madhusmitamuni9501
    @madhusmitamuni9501 Місяць тому +1

    Bahuta sundara Gita bhai au apana kna voice ahuri sundara

  • @jitendraparida3643
    @jitendraparida3643 Рік тому +7

    Jay maa mnglaa ,,,Jia lekhichi bhal kahichantyi ,,bhai aame bhalre bujhei deichantyi ,,,satre jibnta gote mai knthei

  • @amaykumarbiswal6712
    @amaykumarbiswal6712 18 днів тому

    ଅତି ସୁନ୍ଦର ଗୀତ ଟିଏ ଆତ୍ମା କୁ ଛୁଇଁ ଗଲା ଭାଇ ତମକୁ ବହୁତ ବହୁତ ଧନ୍ୟବାଦ 🙏ଜୟ ଜଗନ୍ନାଥ

  • @manasmanas7691
    @manasmanas7691 Рік тому +7

    Jay jagannath 🙏 hele tame bahuta bhal gaucha🙏 Jay Jagannath 🙏

  • @chintamaniparida7956
    @chintamaniparida7956 Місяць тому +1

    Jay shree jagannath 😢

  • @panchananmohanty1446
    @panchananmohanty1446 Рік тому +8

    ଅତି ସୁନ୍ଦର, ହୃଦୟ ସ୍ପର୍ଶୀ, ଆପଣଙ୍କୁ ଧନ୍ୟବାଦ 🙏🙏🙏🙏

  • @AlekhachandrabeheraAlok
    @AlekhachandrabeheraAlok 6 місяців тому

    Nice

  • @haraprasadDas-j4s
    @haraprasadDas-j4s Рік тому +12

    ହୃଦୟକୁ ସ୍ପର୍ଶ କରାଇଲା ପରି ଗୀତ 😢❤

  • @rasikantapradhan9196
    @rasikantapradhan9196 17 днів тому

    ଜୀବନ କୁ ଭଲ ଗୀତ ରେ ବୁଝେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍❤❤❤
    ପ୍ରଭୁ ତୁମ କଣ୍ଠ ରୁ ଏମିତି ଗୀତ ଚାହୁଁଚୁ

  • @UmakantaDas-wp7zp
    @UmakantaDas-wp7zp 10 місяців тому +11

    ଜୟ ଜଗନ୍ନାଥ ପ୍ରଭୁ ଭାଇ ଏ ଭଜନ ଆପଣଙ୍କ କଣ୍ଠ ରେ ବହୁତ ସୁନ୍ଦର 1000 ଥର ଶୁଣିଲେ ବି ନୂଆ ଲାଗୁଚି ଏମିତି ଗୀତ ଗାଉ ଥାନ୍ତୁ ସମସ୍ତ ଙ୍କୁ ଆନନ୍ଦ ଦିଅନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @jaiho620
    @jaiho620 5 місяців тому

    Thanks ପ୍ରଭୁପଦ. ଏମିତି ସୁନ୍ଦର କଣ୍ଠ ରେ ସୁନ୍ଦର ଭଜନ ଦେଇଛ. Thanks ଲେଖକ ଓ ଗୀତିକାର.

  • @JeetKumar-km8uw
    @JeetKumar-km8uw Рік тому +19

    ଜୟ ଜଗନ୍ନାଥ 🙏🏻🙏🏻🙏🏻 ଅତି ସୁନ୍ଦର ଭଜନ

  • @odiacartoonsong
    @odiacartoonsong 7 місяців тому +8

    ସମ୍ପର୍କ ଯେଉଁ ଭଳି ବି ହୋଇଥାଉ ହୃଦୟରୁ ହେବା ଦରକାର, ସ୍ବାର୍ଥ ପାଇଁ ନୁହେଁ ....
    ଜୟ ଜଗନ୍ନାଥ🙏🙏🙏

  • @arundehury4906
    @arundehury4906 9 місяців тому +2

    ବହୁତ ସୁନ୍ଦର, ଭାବରଗୀତ।ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଘଟଣାଗୁଡିକ ମନଭିତରେ ଆଙ୍କି ହୋଇଯାଉଛି । ଧନ୍ୟବାଦ ଭାଇ । ଜୟ ଶ୍ରୀରାମ

  • @SushantSushant-v2k
    @SushantSushant-v2k 11 місяців тому +12

    ବହୁତ ସୁନ୍ଦର ଭଜନଟି ପେଟ ପୁରିଗଲା ଆପଣଙ୍କ କଣ୍ଠ ଶୁଣି ଜୟ ଜଗନ୍ନାଥ ଆପଣଙ୍କ ସୁନ୍ଦର କଣ୍ଠ ସେମିତି ବାଟି ରଖନ୍ତୁ ମୁଁ ପ୍ରଭୁଙ୍କ ନିକଟରେ ଆକୁଳ ନିବେଦନ କରୁଛି ତାଙ୍କ ଗଳାରେ ଆହୁରି କଣ୍ଠର ସ୍ରୋତ ଭରି ଦିଅନ୍ତୁ ଜୟ ଜଗନ୍ନାଥ

  • @santoshbehera357
    @santoshbehera357 4 місяці тому +3

    Ati sundara bahuta bhala lagila gita ta suniki bhai 🙏🙏🙏

  • @deepakakumarsahu1164
    @deepakakumarsahu1164 6 місяців тому +3

    ଲୁହ ଆସିଗଲା ଅଖି ରୁ ଗୀତ ଶୁଣିକି ଅତି ସୁନ୍ଦର୍ ହୁଦୟ ର। ଗୀତ ଜୟ ଜଗନ୍ନାଥ

  • @nikunjasamal4673
    @nikunjasamal4673 Рік тому +8

    Prabhupada କଣ ଗାଇଛ, ହୃଦୟ ସ୍ତବ୍ଦ ହୋଇଗଲା
    ବହୁତ ବହୁତ ଧନ୍ୟବାଦ

  • @GaytreDas-i5j
    @GaytreDas-i5j 9 днів тому

    Sata re e bhajana ku jete sunile b aauri suni Baku ichha heuchi Dhanya baad bhai e bhajana ku aapana gaithibaru 🙏🙏🙏🙏

  • @annubarik1276
    @annubarik1276 8 місяців тому +10

    Very nice song Bhai Jay Jagannath 🙏🙏🙏🙏

  • @pnsmotivational
    @pnsmotivational 10 місяців тому +5

    ଅତି ସୁନ୍ଦର ଗୀତ 👍👍👍👍🙏🙏

  • @madhabapradhan9630
    @madhabapradhan9630 6 місяців тому

    Super 👍

  • @bijayasamal2336
    @bijayasamal2336 3 місяці тому +1

    ଅଲେଖ ବିଶ୍ଵାଳ ସାର୍ ଆଉ ପ୍ରଭୁପଦ ଭାଇ ଙ୍କୁ ମୋର ପ୍ରଣାମ , ଆପଣଙ୍କ ଦୁଇ ଜଣଙ୍କ ଭବିଷ୍ୟତ ଉଜ୍ବଳ ହେଉ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ...ଜୟ ଜଗନ୍ନାଥ

  • @piyushkumarnath5568
    @piyushkumarnath5568 Рік тому +5

    My favourite singer prabhupad,jay jagannath 🙏bhajan ti hrudaya ku chhuingala

  • @KaibalyaGochhayat-vu5up
    @KaibalyaGochhayat-vu5up 11 днів тому

    ସବୁ ମିଛ ଏଠି ଶ୍ରୀ ଜଗନ୍ନାଥ ହିଁ ସତ୍ୟ 🙏🙏🙏

  • @kumariharijan1724
    @kumariharijan1724 3 місяці тому +5

    ଜୟ ଶ୍ରୀ ଜଗନ୍ନାଥ କୋଟି କୋଟି ଦଣ୍ଡବତ ଭଗବାନ ତମୋ ଚରଣେ

    • @TapanSahu-g7d
      @TapanSahu-g7d 3 місяці тому

      😅😅😅 2:11 2:13 2:16 2:18 2:19 2:20 😅 2:23 2:25 2:29 2:30 2:30 2:30 😅 2:32 2:33 2:34 2:35 2:36 2:36 😅 2:38 2:42 2:46 2:47 2:51 😅😅 2:52 2:55 😅 3:03 😅 3:07

  • @KailashchMoharana-j2q
    @KailashchMoharana-j2q 12 днів тому

    ଆଖି ରୁ ଲୁହ ବାହାରିଗଲା 😭😭😭 ଶୁଣିକି ଏଇ ଗୀତ ବହୁତ୍ ସୁନ୍ଦର ଗୀତ ❤️

  • @debasisdhir8567
    @debasisdhir8567 10 місяців тому +18

    ଯୁବ ପୀଢ଼ି ମାନେ ଭଜନ ଗାଇଲେ ବୋହୁତ ସୁନ୍ଦର ଲାଗେ
    ଯାହା ହେଉ ଏଇ ଭଜନ ମାଧ୍ୟମରେ ଭଗବାନଙ୍କୁ ବି ଡାକୁଛନ୍ତି❤❤❤🙏🙏🙏

  • @RebatiGhiuria
    @RebatiGhiuria 4 місяці тому +3

    ହୃଦୟ ସ୍ପର୍ଶ କଲା ବୋଳି ଗୀତ ❤jay jagnnath 🙏🙏🙏🙏🙏 bodia achi Bhai really 👍👍

  • @mamalinaik-e4d
    @mamalinaik-e4d 9 місяців тому +7

    Satare e manisa jibanata gote mati kandheina

  • @biswajitDas-pt8qd
    @biswajitDas-pt8qd 11 місяців тому +1

    ଏ କଲି ଯୁଗରେ କେହୀ କହିରୀ ନୁହେଁ ଏଠି କେବଳ ଜଗନ୍ନାଥ ହିଁ ଆମର ପ୍ରକୃତ ବନ୍ଦୁ ଜୟ ଜଗନ୍ନାଥ❤ ❤❤ 😢

  • @SKTVodia
    @SKTVodia 6 місяців тому +3

    ଗୀତ ଟି ଶୁଣି ଆଖିରୁ ଅନେକ ଲୁହ ବହି ଗଲା ରେ ସାନ ଭାଇ ଖୁବ ଚମତ୍କାର 😢

  • @TukunaSahu-q9v
    @TukunaSahu-q9v Місяць тому +1

    ❤❤❤❤😢god bless you bhai

  • @karanmishra3290
    @karanmishra3290 Рік тому +5

    Jay jagannath Bandhu ❤🙏🙏🙏🙏🙏🙏🙏

  • @GhanshyamMaharana
    @GhanshyamMaharana 6 днів тому +1

    ❤❤🎉 thanks

  • @patelbajawand7978
    @patelbajawand7978 8 місяців тому +3

    Bhaiya ji apka awaz bahut accha hai.bahut sunder .bhagwan karen aap jiwan me bhut aage jayen. Or aise sons hamare liye late rahe. jai Sri Ram

  • @arpanbehera9504
    @arpanbehera9504 3 місяці тому +2

    Bahut sundar gita 🙏🙏🙏🙏

  • @TrinathDehury-s1w
    @TrinathDehury-s1w 6 місяців тому +2

    ମନକୁ ଛୁଇଁଲା ଏଇ ଭଜନ ଟି ଜୟ ଜଗନ୍ନାଥ 🙏🙏🙏🚩🚩🚩

  • @MohanMahanta-y3t
    @MohanMahanta-y3t 6 місяців тому +3

    ଜୀବନର ବାସ୍ତବତାକୁ ନେଇ ଅତି ସୁନ୍ଦର ଗୀତ ଟିଏ।

  • @singermahendra430
    @singermahendra430 5 місяців тому +3

    ଏତେ ଦିନରେ ଗୋଟେ ଭଲ ଗୀତ ଶୁଣିବାକୁ ମିଳିଲା ଗୀତର lyrics ଆଉ voice ଅତି ସୁନ୍ଦର
    ବାସ୍ତବ ଜୀବନର କଥା ଉପରେ ଆଧାରିତ 🙏🙏🙏

  • @education1....
    @education1.... 11 місяців тому +2

    Real life song Bahut bahut bhal lagila ae gita to bhai satare hrudayaku chhuin jauchi . Aapan nk Voice t a gita ti pain pura perfect💯👍👏👏👏👏

  • @ManojKumar-zv1rs
    @ManojKumar-zv1rs Рік тому +4

    Bahusundar heichi song ti end ku tike nija dosar fala milithile au tike bhala heithaanta

  • @SamanthaMajhi-kn4oc
    @SamanthaMajhi-kn4oc 11 місяців тому +9

    Heart touching song ଏହି ଗୀତ ଲକମାନଙ୍କୁ ମୋଟିବେସନ୍ କରିପାରେ

  • @KalpanaSahoo-pl6ll
    @KalpanaSahoo-pl6ll Місяць тому

    ଆ ଗୀତ ଶୁଣି ମୋ ଆଖି ରୁ ଲୁହ ଆସିଯାଉଛି 😭😭ଜୟ ଜଗନ୍ନାଥ 🙏🙏🙏ଭାଇ ଏତେ ଭକ୍ତି ରେ ଆ ଗୀତ ଗାଉଛ ମନ ଛୁଇଯାଉଛି 🙏🙏🙏ଧନ୍ୟବାଦ ଏତେ ସୁନ୍ଦର ଗୀତ ଗାଇବା ପାଇଁ ♥️♥️ଜୀବନ ର ସତ ଘଟଣା ❤️ଜୀବନ ଗୋଟେ ମାଟି କଣ୍ଢେଇ 🌺🌺🌺

  • @Abhimanyu82
    @Abhimanyu82 10 місяців тому +11

    ଆପଣ ଙ୍କୁ ହୂର୍ଦୟ ରୁ ଧନ୍ୟବାଦ୍

  • @BhagabanPaik-m2y
    @BhagabanPaik-m2y 24 дні тому

    Verv nice bhaian

  • @subhasisdas143
    @subhasisdas143 Рік тому +14

    ଅତି ହୃଦୟସ୍ପର୍ଶୀ ଗୀତ ,ଆପଣଙ୍କ କଣ୍ଠ ସତେ ଯେମିତି ଏମିତି ଗୀତ ପାଇଁ ତିଆରି ହେଇଛି।👌🏻🥳

  • @bikashbehuria3680
    @bikashbehuria3680 3 місяці тому +1

    ବହୁତ୍ ଦିନ ପରେ ଗୋଟେ ହୃଦୟସ୍ପର୍ଶୀ ଓଡ଼ିଆ ଭଜନ ଶୁଣିଲି।ବହୁତ୍ ସୁନ୍ଦର୍ କଣ୍ଠ ଓ ଗୀତ ରଚନା। ଉଭୟ ଗାୟକ ଓ ଗୀତିକାର ଙ୍କୁ ହୃଦୟରୁ ସଲାମ 🙏🙏

  • @saileshsekharmahanta1156
    @saileshsekharmahanta1156 Рік тому +9

    ଅତି ସୁନ୍ଦର ଭଜନ ।

  • @PintuRay-w3c
    @PintuRay-w3c 6 місяців тому +1

    ଅତି ପବିତ୍ର .ଭୋଜନ 😮😮😮😮😢😊 ଆଉ 😊😊ମନ. ଛୁଆ 😊😊

  • @Adityagaming-f8r
    @Adityagaming-f8r 5 місяців тому +3

    Very very nice song Jay Jagannath 🙏🙏🙏

  • @subham_gaming5678
    @subham_gaming5678 4 місяці тому +2

    ହୃଦୟ ସ୍ପର୍ଶି କଣ୍ଠ

  • @santilatakanhar-zy7pw
    @santilatakanhar-zy7pw 8 місяців тому +3

    Bahut sundar Gita au sundar voice..

  • @MitrabhanuKarali
    @MitrabhanuKarali 7 місяців тому

    Nice song bro God bless you 🌹🌹🌹❤️❤️❤️

  • @daskidscartoon857
    @daskidscartoon857 8 місяців тому +18

    ଆମ ବାଲେଶ୍ୱର ପିଲା ପାଇଁ ଗୋଟେ like ହେଇଯାଉ

    • @nrusinghbehera1994
      @nrusinghbehera1994 5 місяців тому

      Aau aadhika like huanta jadi kari dianti.... bhala lagila gita ti ❤❤❤❤

  • @KARAPUTIA632
    @KARAPUTIA632 8 місяців тому +5

    Very nice ❤❤❤
    Super songs

  • @SmitaraniNayak-p2n
    @SmitaraniNayak-p2n 4 дні тому

    Hrudaya swarsi bhajan..god bless u bhai

  • @jagatkumarpatra4230
    @jagatkumarpatra4230 Рік тому +10

    Very very nice sang

  • @ashantimohanty4700
    @ashantimohanty4700 2 місяці тому

    ଅତି ସୁନ୍ଦର୍ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂❤😂😂😂

  • @kamalakantamohanty6039
    @kamalakantamohanty6039 Рік тому +6

    ସୁନ୍ଦର ପରିବେଷଣ ମହାନ୍ତି ବାବୁ

  • @RohitKumarbeheraRohit-gw5jz
    @RohitKumarbeheraRohit-gw5jz 5 місяців тому +3

    So beautiful song🎵🎵🎵🎵❤❤❤ sir

  • @SOUDAMINIHOTEL
    @SOUDAMINIHOTEL 4 місяці тому +1

    ସୁପେର ଗୀତ ଜୟ ଜଗନ୍ନାଥ 🙏🙏🙏🙏🌠🌠🌠🌠🌠

  • @sibabehera9858
    @sibabehera9858 Рік тому +3

    Heart touching song very nice voice jay jaganatha swami

  • @AdityagroupindustriesMD
    @AdityagroupindustriesMD 9 місяців тому +1

    ହୃଦୟ ଆଉ ଆତ୍ମସନ୍ତୋଷ ଭଜନ...

  • @manojkumarbehera1351
    @manojkumarbehera1351 Місяць тому +5

    Love you Bhai

  • @RaniRani-q3c
    @RaniRani-q3c Місяць тому +1

    Heart touching song bahut badhiya lagila song ta akhiru luha chali asila

  • @Shashinka19056
    @Shashinka19056 7 місяців тому +4

    Very good song

  • @sujatasahoo7654
    @sujatasahoo7654 Місяць тому +1

    ଏହି ଗୀତଟି ଗାଇ ମୁଁ ଫାଷ୍ଟ୍ ହୋଇଛି🎉🎉🎉🎉❤❤❤❤

  • @appumallick639
    @appumallick639 4 місяці тому +4

    Nice song Bhai