ମା ତୋ ପଣତକାନୀ | Maa To Panatakani | Studio Version | Odia Song | Sourav Bharadwaj | Devotional Song

Поділитися
Вставка
  • Опубліковано 30 січ 2025

КОМЕНТАРІ • 1,2 тис.

  • @sigmamusic009
    @sigmamusic009 9 місяців тому +257

    On the occasion of Holy Panasankranti ,this is an emotional and heart touching Maa Tarini bhajan …🙏🙏
    Thanks a lot Abhijit Tripathy A composer who creates a masterpiece of music based on lyrics and can’t ignore Voice of Sourav Bharadwaj with Not Comparable Penned By Ranjan Nayak made a masterpiece

  • @sudarsanabehera2299
    @sudarsanabehera2299 9 місяців тому +205

    ଭାଇ ଭଜନ ସମ୍ରାଟ ଏ ଯୁଗ ର ♥️

  • @PrakashBentkar143
    @PrakashBentkar143 2 місяці тому +121

    ଜଉ ମାନେ କେନ୍ଦୁଝର ରୁ ଶୁଣୁଚ ଏହି ସୁନ୍ଦର ଭଜନ ଗୀତ ମା ତାରିଣୀ କ 🙏🪔 ଗୋଟେ ଲାଇକ 👍

    • @ALONEBOY.0004
      @ALONEBOY.0004 Місяць тому +1

      I'm here.. I ❤ my Keonjhar

    • @Ranju123h
      @Ranju123h 7 днів тому +1

      Mu mo maa ku dekhubaku asuchi jaldi ❤

  • @odiatokamsd207
    @odiatokamsd207 3 місяці тому +60

    ସୌରଭ ଭରଦ୍ୱାଜ ଭାଇର fan ମାନେ like kara dil se Salute bhai ❤

  • @sahootukuna9211
    @sahootukuna9211 14 годин тому +1

    ମାଆ ମୋ ମାଆ,ମୋତେ,ମୋ ପରିବାରକୁ ସଦା ସର୍ବଦା ତୋ ପଣତ କାନି ତଳେ ଘୋଡେଇ ରଖିଥାଆ ଲୋ ମୋ ମାଆ

  • @karunakarmishra1696
    @karunakarmishra1696 9 місяців тому +168

    ବହୁତ ଦିନ ପରେ ଗୋଟେ pure....clean...... ସ୍ୱର ଶୁଣିବାକୁ ମିଳିଲା....👍👍👍👍👍👍

  • @YOYOBEETUDAS
    @YOYOBEETUDAS 9 місяців тому +18

    Thanks bhai ଏହି generation ରେ ଏମିତି ଗୀତ ବହୁତ କମ ମିଳୁଛି ସେଥିପାଇଁ ମା ତାରିଣୀ ପାଖରେ କୋଟି କୋଟି ପ୍ରଣାମ ଏମିତି ଗୀତ ଆପଣଙ୍କୁ ମିଳୁ ଗାଇବାକୁ 👌👌👌🙏🙏🙏🙏

  • @NayamiDigal
    @NayamiDigal 9 місяців тому +117

    ମାନିଗଲି ଭାଇ ଭଜନ ସମ୍ରାଟ ହେବେ ଭାଇ ମନ ଛୁଆଁ ଗୀତ ଗାଇଛନ୍ତି ମା ଆପଣ ଙ୍କୁ ବହୁତ ଆଗକୁ ନିଅନ୍ତୁ

  • @saswatismrutirekha3248
    @saswatismrutirekha3248 2 місяці тому +9

    ସତ ରେ ହୃଦୟସ୍ପର୍ଶ , ଏଇ ଗୀତ ଶୁଣିବା ପରେ ଏମତି ସବୁ ମା ର ମମତା , ଭଲ ପାଇବା ମନ ପଡ଼ି ଯାଏ। ସଂସାର ରେ ମା ର ଜାଗା କେହି ବି ନେଇ ପାରିବେ ନାହିଁ 😢❤

  • @97Ibibhuprasad
    @97Ibibhuprasad 9 місяців тому +98

    ବୋହୁତ ବୋହୁତ ଧନ୍ୟବାଦ୍ ଆପଣ ସଭିଙ୍କ ଦ୍ଵାରା ମୋ ମା ତାରିଣୀ ର ଏହି ଶୃତିମଧୁର ସଙ୍ଗୀତ ପାଇଁ❤ମା ତାରିଣୀ ଶ୍ରୀ ଜଗନ୍ନାଥ ତୁମର ସର୍ବଦା ମଙ୍ଗଳ କରନ୍ତୁ 🎉 ସୁପ୍ରସିଦ୍ଧ ଚଇତି ମହୋତ୍ସବ ନିମନ୍ତେ ସମଗ୍ର ଶ୍ରୋତାଗଣ ଙ୍କୁ ଅଭିନନ୍ଦନ ଓ ନିମନ୍ତ୍ରଣ ରହିଲା😊

    • @Amaramuzikodia
      @Amaramuzikodia  9 місяців тому +6

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

  • @MrVasskumar2.0
    @MrVasskumar2.0 11 днів тому +4

    ❤❤❤love from ghatagaon

  • @Sudhanshudash9090
    @Sudhanshudash9090 9 місяців тому +12

    ଜୟ ମା ତାରିଣୀ 🥰🙏

    • @Amaramuzikodia
      @Amaramuzikodia  9 місяців тому +2

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

  • @nilendripatra5891
    @nilendripatra5891 Місяць тому +1

    ବହୁତ୍ ସୁନ୍ଦର୍ ହୋଇଛି ଗୀତ ଟି ଲାଗୁଚି
    ଏତଦିନପରେ ଗୋଟେ ମନକୁ ଛୁଇଁଲା ଭୋଳି ଗୀତଟି ❤❤❤❤❤

  • @Dp-singer
    @Dp-singer 9 місяців тому +25

    ଭାଈ ଗୀତ ବଢିଆ ହୋଇଛି । profetional singer ମାନେ ଓଡିଶାରେ ଥାଇ ବି ଓଡିଶାର ଲୋକଙ୍କଠାରୁ ମଣିଷ ହୋଇ ଖ୍ରୀଷ୍ଟିୟାନ ଗୀତ ଖାଉଛନ୍ତି । ଏହି ପରି ସୃତି ମଧୁର ଭଜନ ଗୀତ ବନାଅ ପୂରୁଣା ଭଜନ ଶୁଣି ଶୁଣି ବୋର ହେଇଗଲେଣି

  • @surendranathnayak9319
    @surendranathnayak9319 27 днів тому +1

    ବାବୁ ସତରେ ଆପଣ ପ୍ରକୃତ ଗାୟକ ❤

  • @GangadharPadhan524
    @GangadharPadhan524 9 місяців тому +45

    Maa lo maa lo.....
    Jay maa tarini 🙏🙏🙏🙏🙏

    • @Amaramuzikodia
      @Amaramuzikodia  9 місяців тому +5

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

    • @GopalMalik-h8t
      @GopalMalik-h8t День тому

      Jay Maa tarini 🙏🙏

  • @KumarDeepak4848
    @KumarDeepak4848 10 днів тому

    ❤❤❤❤❤❤ ବହୁତ ସୁନ୍ଦର ଲାଗୁଚି ଶୁଣି ବାକୁ 🎉🎉🎉🎉

  • @blogfood147
    @blogfood147 9 місяців тому +14

    Jay maa tarini dhukha harini maa tarini 🙏🙏☺️

    • @Amaramuzikodia
      @Amaramuzikodia  9 місяців тому +3

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

  • @dillipkumarsahoo8295
    @dillipkumarsahoo8295 9 місяців тому +7

    ଏମିତି ଏକ ହୃଦୟସ୍ପର୍ଶୀ ଗୀତ ଦେଇଥିବାରୁ ଆମର ମ୍ୟୁଜିକ,ସ ସୈାରଭ ଭରଦ୍ୱାଜ, ଅଭିଜିତ ତ୍ରିପାଠୀ, ରଞ୍ଜନ ନାୟକ ଏବଂ ସମସ୍ତ ମ୍ୟୁଜିକ କଳାକାର ମାନଙ୍କୁ ହୃଦୟରୁ ଧନ୍ୟବାଦ।

  • @ramprasadmallik3114
    @ramprasadmallik3114 10 днів тому +4

    ଭାଇ ତମେ ମା ଉପରେ ଆଉ ଗୋଟିଏ ଗୀତ ଗାଇଲେ ବହୁତ ଭଲ ହବ। 🙏

  • @sibaprasadbej7534
    @sibaprasadbej7534 3 місяці тому +11

    ବହୁତ ଭଲ ଲାଗିଲା ଭାଇ❤🙏 ଆାମ ଘଟଗାଁ ମାଙ୍କ ପାଇଁ 🥹❤️🙏💯💞🫶

  • @nigomnaik9834
    @nigomnaik9834 2 місяці тому +3

    ଭାଇ କଣ ଗାଇଲ ମୋ ଜୟ ମା ଘଟଗାଁ ରାଣୀ ତମ କୁ ଭଲରେ ରଖିଥାନ୍ତୁ ମୁଁ ଘଟଗାଁ ରୁ କହୁଛି ଭାଇ 🙏🙏♥️♥️🙏🙏

  • @GitanjaliSenapati-z3g
    @GitanjaliSenapati-z3g 3 місяці тому +2

    ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ମୋ ମା ପାଇଁ ଅଟେ ସୁନ୍ଦର ଗୀତ

  • @kanhunayak2286
    @kanhunayak2286 7 місяців тому +3

    ବହୁତ ବଢିଆ ଲେଖା ❤❤

    • @user-fr9gz2mo6u
      @user-fr9gz2mo6u Місяць тому +1

      Bhohuth sundar gita monoku chuei jiba❤❤❤

  • @mamalittledancer7777
    @mamalittledancer7777 12 днів тому +1

    ଜୟ ମା ତାରିଣୀ। ଆମ ମା ତାରିଣୀ ଙ୍କ ପାଇଁ ଗୀତ ଗାଇ ଥିବାରୁ ବହୁତ୍ ଖୁସି ଲାଗିଲା।

  • @aparnamalik9547
    @aparnamalik9547 7 днів тому +3

    Maa❤

  • @manoranjansahoo9893
    @manoranjansahoo9893 6 місяців тому +15

    ଭାଈ ଏଇ ଗୀତ ମନ କୁ ଛୁଇଁ ଗଲା
    ଦୁନିଆ ର ସବୁଠୁ ଶ୍ରେଷ୍ଠ ଗୀତ

  • @dipalipradhan1783
    @dipalipradhan1783 12 днів тому +3

    ଏ ଗୀତ ଶୁଣି ମୋ ଦେହ ରେ ଶିହରଣ ଖେଳିଗଲା ସତେ ଯେମିତି ମାଆ ର ସ୍ପର୍ଶ ପାଇଲି

  • @jayantisatapathy6503
    @jayantisatapathy6503 19 днів тому +1

    ତୁ ମୋ ଆଖିର ତାରା ❤️ହୃଦ କନ୍ଦରରୁ ବହେ ପ୍ରେମ ଧାରା ❤️ଜୟ ମାଆ ଜଗତ ଜନନୀ 🙏

  • @SumanBehera-ti3hv
    @SumanBehera-ti3hv Місяць тому +3

    ମା କୁକେଉଁ ମାନେ ଭଲ ପାଉଚ ସେମାନେ ମା ଲେଖ❤❤❤

  • @tulasipradhan335
    @tulasipradhan335 9 місяців тому +2

    ଭାଇ ତୁମ voice re ଯାଦୁ ଅଛି ମହାପ୍ରଭୁ 🙏ତୁମ କୁ ଏମିତି ଆଗ କୁ ଆଗ କୁ ନିଅନ୍ତି 👍👍

  • @SundayKeonjhar
    @SundayKeonjhar 8 місяців тому +46

    ଜୟ ମା ତାରିଣୀ....
    ଜୟ କେନ୍ଦୁଝର
    ଜୟ ଓଡିଶା
    ....
    ମସ୍ତ ଲାଗିଲା ଭାଇ 🙏🏻

  • @bhaktabandhunayak-ib7xv
    @bhaktabandhunayak-ib7xv 8 місяців тому +5

    ଭାଈ ଯେତେ ଶୁଣିଲେ ବି ମନ ବୁଝୁନି ମା ତମ କଣ୍ଠ ରେ ପୁରା ବିଜେ କରିଛନ୍ତି ଜୟ ମା ତାରିଣୀ 🙏🙏🙏🙏🙏🙏🙏🥰🥰🥰🥰🥰🥰🥰🥰🥰🥰🥰🥰

  • @jyotiranjandas1755
    @jyotiranjandas1755 7 місяців тому +3

    ହୃଦୟ କୁ ଛୁଇଁଗଲା ଭଳି ଭଜନ ଟିଏ....
    ଜୟ ମା ତାରିଣୀ❤

  • @Rajsuj
    @Rajsuj 11 днів тому +2

    Bahut sundar song

  • @mamatajena3091
    @mamatajena3091 4 місяці тому +11

    ଜୟ ମା ତାରିଣୀ ସମସ୍ତଙ୍କୁ ପଣତ କାନି ଘୋଡେ଼ଇ ରଖିଥା 🙏🙏

  • @princejitendra1089
    @princejitendra1089 5 місяців тому +30

    ହୃଦୟସ୍ପର୍ଶୀ ଭଜନ 🙏🏻
    ମା ତାରିଣୀ🌺 ମା ଘଟଗାଁ ବାସିନୀ🌺 ମା ନଡ଼ିଆ ରାଣୀ🌺
    ମା ମନ୍ଦାର ମାଳିନୀ 🌺

  • @jagaDas-u1v
    @jagaDas-u1v 9 місяців тому +17

    Supar song jai maa tarini dukha harini ghanta ghadei rakhita 🙏🙏🙏🙏

    • @Amaramuzikodia
      @Amaramuzikodia  9 місяців тому +1

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

  • @psrout1080
    @psrout1080 3 місяці тому +2

    ଜୟ ମା ତାରିଣୀ ମା ଲୋ ସାରା ଓଡିଶା ବାସୀଙ୍କୁ ଘଣ୍ଟ ଘୋଡେଇ ରଖିଥା ଲୋ ମା 🙏🙏🙏🙏

  • @sureshmallick9252
    @sureshmallick9252 9 місяців тому +6

    Bhai tuma song buhuta sundara

  • @bapunnayak5366
    @bapunnayak5366 21 день тому +2

    Bhai tumo gito pura hrudaya ku chhuin jauchi ❤ emiti gito amo pain tiari koruthhantu ❤❤❤

  • @bikashbarik9487
    @bikashbarik9487 9 місяців тому +7

    Jay ma tarini

    • @Amaramuzikodia
      @Amaramuzikodia  9 місяців тому +1

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

  • @dreamsraja8389
    @dreamsraja8389 3 місяці тому +2

    ଭାଇ ସୁନ୍ଦର voice ପାଇଚ ମତେ ତ ବୋହୁତ ସୁନ୍ଦର ଲାଗିଲା କି ମା voice ଟା ❤

  • @kshyamataranimajhi3592
    @kshyamataranimajhi3592 Місяць тому +3

    ତୁ ମମତା ବତୁରା ମଳୟ
    ମୁଁ ଥକି ଯାଇଥିବା ସମୟ
    ତୁ ଅଭାଗାର ଭବ୍ୟ ଆଳୟ
    ମୁଁ ଅବ୍ୟବହୃତ ଅବ୍ୟୟ
    ତୁ ତାରୁ ବୋଲି ମା ତାରିଣୀ
    ମୁଁ ମାନଗଢ଼ା ମିଛ କାହାଣୀ
    ତଥାପି ମୁଁ ତୋ ଛଡ଼ା ଆଉ କିଛି ଜାଣିନି।
    ମା ଲୋ ......... ମା ଲୋ ..........
    ମା ଲୋ ............ ମା ଲୋ .............
    ମୋ ଶେଷ ଶେଯ ହେଉ ତୋ ପଣତକାନି
    ମା ଲୋ ......... ମା ଲୋ ..........
    ମା ଲୋ ............ ମା ଲୋ .............
    ମୋ ଶେଷ ଶେଯ ହେଉ ତୋ ପଣତକାନି
    ତୁ ସେନେହର ଶୁଭ ଡୋର
    ମୁଁ ଅସଜଡା ଗୋଟେ ସୁର
    ତୁ ଏକାକ୍ଷରେ ଲେଖା ବେଦ
    ମୁଁ ଅର୍ଥ ହୀନ ପ୍ରତିଶବ୍ଦ
    ତୁ ସକାଳର ସତେଜ ଫୁଲ
    ମୁଁ ଡ଼ହ ଡହ ନିଅାଁର ଝୁଲ
    ତୋ ପରସ ଛଡ଼ା ଆଉ କିଛି ଖୋଜିନି ।
    ମା ଲୋ ......... ମା ଲୋ ..........
    ମା ଲୋ ............ ମା ଲୋ .............
    ମୋ ଶେଷ ଶେଯ ହେଉ ତୋ ପଣତକାନି
    ମା ଲୋ ......... ମା ଲୋ ..........
    ମା ଲୋ ............ ମା ଲୋ .............
    ମୋ ଶେଷ ଶେଯ ହେଉ ତୋ ପଣତକାନି
    ତୁ ପୁଣ୍ୟ ବଳା ଶାଳ ବଣ
    ମୁଁ ମାୟା ମୟ ତପ୍ତ ପ୍ରାଣ
    ତୁ ଶରଧା ପୃତ ନେତ
    ମୁଁ ଅହଂକାରୀ ଅଭିଶପ୍ତ
    ତୁ ଜୀବନର ସର୍ବସ୍ବ ମୂଲ
    ମୁଁ ଜୀର୍ଣ୍ଣ ଶୀର୍ଣ୍ଣ ମୋହମହଲ
    ତୋ ପାଦ ତଳୁ ଆସା କେବେ ମୁଁ ଛାଡିନି ।
    ମା ଲୋ ......... ମା ଲୋ ..........
    ମା ଲୋ ............ ମା ଲୋ .............
    ମୋ ଶେଷ ଶେଯ ହେଉ ତୋ ପଣତକାନି
    ମା ଲୋ ......... ମା ଲୋ ..........
    ମା ଲୋ ............ ମା ଲୋ .............
    ମୋ ଶେଷ ଶେଯ ହେଉ ତୋ ପଣତକାନି।
    ଜୟ ମା ତାରିଣୀ 🌸🙏

  • @basantinaik7475
    @basantinaik7475 3 місяці тому +2

    ହେ ମା' ଏ ସ୍ୱାର୍ଥପର ଦୁନିଆରେ କେହି ବି ସାଥ ଦଉ ନାହାନ୍ତି ହେଲେ ମା ତୁ କଷ୍ଟ ମୋତେ ଦେ ପଛେ ମୋ ପାଖରୁ କେବେ ଦୁରେଇ ଯିବୁନି ❤️🥺 ତୋ ଆଶୀର୍ବାଦ ପାଇକି ମୁ ଭଲରେ ରହିବି 👍😘 ଜୟ ମା ତାରିଣୀ❤️🥺

  • @SubasiniNayak-g1o
    @SubasiniNayak-g1o День тому

    This is heart touching Bhajan
    Jaya maa tarini
    ❤❤❤

  • @bantynayak2458
    @bantynayak2458 3 місяці тому +4

    Jay maa tarini❤

  • @chittranjana6180
    @chittranjana6180 10 днів тому

    ବହୁତୁ ସୁନ୍ଦର ହେଇଚି ଗୀତ ❤❤

  • @jilu_status_world6696
    @jilu_status_world6696 9 місяців тому +3

    ଅତି ଚମତ୍କାର ଶବ୍ଦ ଗୁଡ଼ିକ ବ୍ୟବହାର କରାଯାଇଛି। ❤❤❤❤❤🎉🎉ଜୟ ମା ଜଗତ୍ ଜନନୀ❤🎉

  • @SUBHASHREEMS
    @SUBHASHREEMS 4 місяці тому +2

    ସତରେ ଭାଇ ଗୀତ ବୋହୁତ ଭଲ ଲାଗିଲା ଜୟ ଜଗନ୍ନାଥ ❤❤❤❤❤❤❤

  • @henaranisatpathy6389
    @henaranisatpathy6389 5 місяців тому +7

    ଆହା କି ସୁନ୍ଦର ଗୀତ ଆଖୀ ରେ ଲୁହ ଆସିଗଲା

  • @asharaninahak
    @asharaninahak 21 день тому +4

    goosebumps🎉

  • @deepakkumardpk6013
    @deepakkumardpk6013 9 місяців тому +31

    Beautiful song ❤️❤️👌🏻 Jai Maa Tarini ❤️🙏🏻🚩

    • @Amaramuzikodia
      @Amaramuzikodia  9 місяців тому +2

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

    • @thedemotivator8190
      @thedemotivator8190 10 днів тому

      Babare to Gita lete
      Sunder

  • @Odisha_bhajan138
    @Odisha_bhajan138 24 дні тому +1

    Maa loo maa loo🙏❤
    Mo sesa seja hou to panata kani🥺

  • @debeswarpradhan6737
    @debeswarpradhan6737 5 місяців тому +3

    Gote gote sabdaa mana ku chnui jauchi ❤ good voice ❤️

  • @mahimamohapatra777OAS
    @mahimamohapatra777OAS 2 місяці тому +1

    Jay Maa tarini❤😊

  • @vee3532
    @vee3532 9 місяців тому +16

    Jay maa tarini dukha harini maa tarini 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

    • @Amaramuzikodia
      @Amaramuzikodia  9 місяців тому +1

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

  • @RanjulataDang
    @RanjulataDang День тому +1

    My favourite song ❤️❤️

  • @JyotshnaraniSubudhi-g6r
    @JyotshnaraniSubudhi-g6r 9 місяців тому +60

    ଆଖିରୁ ଅମାନିଆ ଲୁହକୁ‌ ଝରେଇ ଦେଉଥିବା‌ ଗୀତଟିଏ...

    • @Amaramuzikodia
      @Amaramuzikodia  9 місяців тому +8

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

    • @sagarsouravpradhan9361
      @sagarsouravpradhan9361 8 місяців тому +2

      Bhai❤

    • @narasingha_swain
      @narasingha_swain Місяць тому +1

      ​@@AmaramuzikodiaIt's great

    • @SUNITAPURTY-u7t
      @SUNITAPURTY-u7t 21 день тому

      ❤❤❤bhai

    • @punnyabantapradhan9644
      @punnyabantapradhan9644 7 днів тому

      ​@@Amaramuzikodia ଦୁଃଖ ହାରିଣୀ 😂
      ମୁଁ ମୋ ଖୁସି ଯାଇକି ମାଗିଲା ପରେ ମୋଠୁ ମୋ ଖୁସି ସବୁ ଦିନ ପାଇଁ ଛଡେଇ ନେଲ 😢
      ଯେତେ ମାଗିଲେ ଆଉ ଶୁଣୁ ନାହାଁନ୍ତି 🥹😢

  • @SuniiiMama
    @SuniiiMama 16 днів тому +2

    Jay Maa Tarini Mo Maa Tarini 🙏

  • @Noidea-7
    @Noidea-7 9 місяців тому +3

    ସର୍ବ ଦୁଃଖ ହାରିଣୀ ଜୟ ମା ତାରିଣୀ 🙏
    ସଂସାର ରେ ଥିବା ସମସ୍ତ ପ୍ରାଣୀ ଙ୍କର ମଙ୍ଗଳ କର🙏

  • @DanishZehen-uh7bv
    @DanishZehen-uh7bv 8 місяців тому +1

    ବହୁତ ସୁନ୍ଦର ଭାଇ ❤️🙏

  • @skojha2762
    @skojha2762 3 місяці тому +4

    Bahut sundar hechi a bhajanti
    Mana mugdha heigala maa nka Bhajan suniki. Satare bahut sundar laguchi suniki.

  • @KuniParamanik
    @KuniParamanik 2 місяці тому

    ମୋର ମାଆ ନାହିଁ ସବୁବେଳେ ମା ତାରିଣୀଙ୍କୁ ମା ଭାବେ।

  • @vaisalimishra4359
    @vaisalimishra4359 8 місяців тому +3

    ମା ଆପନଙ୍କୁ ସବୁବେଳେ ସାହା ହୁଅନ୍ତୁ ଆଉ ଆପଣ ବହୁତ ଆଗକୁ ଯାନ୍ତୁ ଆପଣଙ୍କ life ରେ 🙏🌺🙏 ଜୟ ମା ମଙ୍ଗଳ ମା ଗୌରୀ 🙏🌺🙏 ହର ହର ମହାଦେବ 🙏📿🙏

  • @srikantamahapatra1780
    @srikantamahapatra1780 7 місяців тому +1

    ମା..🙏🏻. ✨ ଧନ୍ୟବାଦ ଏମିତି ଗୀତ ଦେଇଥିବାରୁ... 👍🏻❤

  • @ManojNaik-iy7ur
    @ManojNaik-iy7ur 9 місяців тому +6

    Nice voice ❤

  • @TomTomxx-t5b
    @TomTomxx-t5b 2 місяці тому

    ଭାଇ କି ସୁନ୍ଦର ଗୀତ। ବହୁତ ଭଲ ଲଗିଲା। ମାଆ ତାରିଣି। 🙏❤️🙏🔥🔥🔥🔥🔥

  • @AnkitaSamal-j5f
    @AnkitaSamal-j5f 7 місяців тому +4

    Sourav Bharadwaj ❤

  • @satyabratmohanty7392
    @satyabratmohanty7392 9 місяців тому +2

    ଜୟ ମା ତାରିଣୀ 🙏🏽🙏🏽🙏🏽

  • @jadupatirout
    @jadupatirout 9 місяців тому +5

    Bahut bhala laguchhi...
    Koraoke track chhadantu.

  • @sanu14385
    @sanu14385 3 дні тому

    ପ୍ରଥମ ଥର ଦେଖିଲି ଜଣେ famous singer ଯିଏ କି modern song ଛାଡ଼ି bhajan ଉପରେ ଏତେ ଗୁରୁତ୍ୱ ଦେଉଛନ୍ତି 👌🏻👌🏻 ଅନେକ ଅନେକ ଧନ୍ୟବାଦ but ମୋ ଜଗା କାଳିଆରେ ଗୀତଟି ସବୁଠୁ best

  • @Misti_10821
    @Misti_10821 9 місяців тому +5

    Nice voice bro💫❤️❤️

  • @manaskumaracharya7033
    @manaskumaracharya7033 29 днів тому +3

    Goosebumps starting 1:08 ❤❤❤

  • @Sethilulu
    @Sethilulu 8 місяців тому +2

    ଭଲ ଲାଗିଲା

  • @pusitaram
    @pusitaram 9 місяців тому +7

    🙏🙏❤️❤️ଜୟ ମା ତାରିଣୀ❤️❤️🙏🙏

    • @Amaramuzikodia
      @Amaramuzikodia  9 місяців тому +1

      ଜୟ ମା ତାରିଣୀ ଦୁଖ ହାରିଣୀ

  • @balinag3983
    @balinag3983 9 місяців тому +2

    ସୌରବ ଭାଇ ଆପଣକୁ ପ୍ରଭୁ ଜଗନ୍ନାଥ ଆଉ ମା ଘଟଗାଁ ଙ୍କ ଆପର କୃପା ରହୁ...

    • @KirtiranjanParida-du3rs
      @KirtiranjanParida-du3rs 9 місяців тому +1

      ଆଜ୍ଞା ମା ଘଟଗାଁ କଣ 😜😜😜 ଘଟଗାଁ ତାରିଣୀ ମା 🙏 ବୁଝିଲେ 🤣

  • @jyotiknowledgeacademy6482
    @jyotiknowledgeacademy6482 9 місяців тому +5

    ଜୟ ମା ମଙ୍ଗଳା ❤🙏🏻....

  • @Rout2024
    @Rout2024 2 місяці тому

    ମା, ତୁ ଏକା ସାହା ଲୋ 🙏🙏🙏

  • @Jagannath_Creation492
    @Jagannath_Creation492 9 місяців тому +10

    Bhai tama sabu gita pura top level ra tama gita sunile aakiru luha aasijae😌🍁 ate sundar gita gauchha🎤🙏Hrudaya jitinela sourav bhai aapnka gita sunile jemiti lage satare Bhagaban nka aaga re basi chhu jemiti ki bhai tuma kanthare saraswati maa achhanti😊✨💖Jay maa tarini🙏🌼

  • @pripalak1243
    @pripalak1243 9 місяців тому +15

    So beautiful song ❤ Jai maa Tarini🙏🙏🙏🙏🙏🙏

    • @Amaramuzikodia
      @Amaramuzikodia  9 місяців тому +2

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

  • @amarjitpatra7377
    @amarjitpatra7377 9 місяців тому +6

    ଜୟ ମା ତାରିଣୀ ମା 🙏💫✨🌺🌸🌺🌺🌸🌺🌸🌺🌸🌺🌸🌺🌸

  • @uttamuttam4214
    @uttamuttam4214 8 днів тому

    ଭାଇ ତମେ ହିଁ ପ୍ରକୃତ ସିଙ୍ଗର

  • @prafulkumar8991
    @prafulkumar8991 9 місяців тому +5

    ❤❤❤❤

  • @bikashmishra8864
    @bikashmishra8864 9 місяців тому +1

    ବହୁତ ସୁନ୍ଦର ଭଜନ ଜୟ ମା ତାରିଣୀ ❤

  • @Sudhansuhappy06
    @Sudhansuhappy06 9 місяців тому +7

    jay Maa Tarini 🙏

    • @Amaramuzikodia
      @Amaramuzikodia  9 місяців тому +2

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

  • @sampark-sunitavlog637
    @sampark-sunitavlog637 26 днів тому

    Bhai🥰 100 ଥର ଶୁଣିସାରିଲାଣି ତଥାପି ମନ ବୁଝୁନି 🫰heart touch 👌💞

  • @manojpujhari5584
    @manojpujhari5584 9 місяців тому +6

    Bahut sundar..outstanding singing.sourav...voice is very fluent n sharp with up down combination..❤

  • @pravatojha3991
    @pravatojha3991 8 місяців тому +1

    ହୃଦୟରୁ ଜୟ ମା ତାରିଣୀ❤❤❤❤🙏🙏🙏

  • @diptisahu3837
    @diptisahu3837 9 місяців тому +3

    ମାଆ ଲୋ ମାଆ ଲୋ
    ମାଆ ଲୋ ମାଆ ଲୋ
    ମୋ ଶେଷ ଶେଯ ହେଉ ତୋ ପଣତ କାନି 😟
    ମୁଁ ଅର୍ଥ ହୀନ ପ୍ରତିଶବ୍ଦ 😟🌺

  • @momentwithmadhav
    @momentwithmadhav Місяць тому

    ମୁଁ ଜଣେ ଅନାଥ, ମୋ ପାଇଁ ମୋ ଉଗ୍ରତାରା ମୋ ଦୁନିଆ 🥺🙏

  • @surendralakra3400
    @surendralakra3400 8 місяців тому +4

    Om shanti 🙏

  • @skojha2762
    @skojha2762 3 місяці тому +2

    Amiti sundar Gita sabubele boluthantu.. God bless you.

  • @Parhi-f4b
    @Parhi-f4b 9 місяців тому +8

    Thakuranka gita hele like ete kam atleast odia lokanaka chintadhara vhaut chota haigalani jadi kichi fada album asiba sethire million million views hele thakuranka gitare. 😂😂😂😂👌👌👌👌👌Bhaut bhaut dhanybad emiti gita paini 🙏🙏🙏🙏🙏🙏🙏

    • @Amaramuzikodia
      @Amaramuzikodia  9 місяців тому +1

      ଜୟ ମା ତାରିଣୀ ଦୁଖ ହାରିଣୀ🙏🏻

  • @lijaranisutar6075
    @lijaranisutar6075 8 місяців тому +1

    Bhai satare gita ti ku apana bahut sundar bhabare gaichanti.
    Hrudayaku chuin jauchi gita ti
    💗💗💗💗💗

  • @dibyarajchoudhury2206
    @dibyarajchoudhury2206 4 місяці тому +3

    Bohut bhala

  • @deepalidakua-xj5bj
    @deepalidakua-xj5bj 8 місяців тому +3

    Yah gana sunane ke bad dil ko bahut sukun milta hai

  • @NirmalaDixit-j1o
    @NirmalaDixit-j1o 16 днів тому

    ପୁରୀ ପିଲା ଲାଇକିକର

  • @bebinaojha5638
    @bebinaojha5638 9 місяців тому +4

    Aponka voice bahut sundar ...Manaku chueila 🙏🙏

  • @ashokPujari-b3z
    @ashokPujari-b3z 2 місяці тому

    ଗୀତଟି ହୃଦୟସ୍ପର୍ଶୀ ହୋଇଛି ବହୁତ୍ ସୁନ୍ଦର୍ ,