Dear Dibakar,you hv shared your experience candidly.content & description is good.I can say that your Jharsuguda Airport was existing in British era & it was actively used in world war II.After independence this was closed due to regional politics & lack of funds from Aviation ministry of Govt of India.so logically speaking it is older than Bhubaneswar Airport(domestic wise).There was a time phase British govt took intrest to shift capital from Cuttack to Sambalpur city due to sudden invasion from Japan(during WW II).Such is the heritage of your local Jharsuguda AP. Satish Das from Mumbai 🙏
Dear Dibakar,you hv shared your experience candidly.content & description is good.I can say that your Jharsuguda Airport was existing in British era & it was actively used in world war II.After independence this was closed due to regional politics & lack of funds from Aviation ministry of Govt of India.so logically speaking it is older than Bhubaneswar Airport(domestic wise).There was a time phase British govt took intrest to shift capital from Cuttack to Sambalpur city due to sudden invasion from Japan(during WW II).Such is the heritage of your local Jharsuguda AP. Satish Das from Mumbai 🙏
Thank you very much for your information sir. Your have good knowledge all about odisha history. So I pinned your lesson in my comment box. 🌿
@@MuDibakar Thanks 🙏
Thanks 🙏
Love you 💘
🌿🤗🤓 Thank you🌷 Adi adi Sarhaw🌿
ଚମତ୍କାର ବର୍ଣ୍ଣନା ।ଜୀବନ୍ତ ଭାଷା ଶୈଳୀ ।ଆଗକୁ ଜାରି ରହୁ ।
ବହୁତ ବହୁତ ଧନ୍ୟବାଦ🌿
ମୁ ଦୁବାଇ ରେ ଅଛି
Thanks you, uncle I am a 10 years old
I visit to Dubai
ବହୁତ lucky. ଆପଣ🌿
ଏବଂ ଆପଣ first Aeroplane re ବସିକି ମଧ୍ୟ ବହୁତ ଜ୍ଞାନ ରଖିଛନ୍ତିaeroplane ବାବଦରେ. ଧନ୍ୟବାଦ.
ବହୁତ ଖୁସି ଲାଗିଲା ଆପଣଂକ ମତାମତ ପଢି, ବହୁତ ବହୁତ ଧନ୍ୟବାଦ🌿
🤣🤣🤣
I totally agree..@dibakar bhai your videos are very natural and no customised
Thank you brother🌿
ଝାରସୁଗୁଡା ବିମାନବନ୍ଦର ଠାରୁ ଭୁବନେଶ୍ବର ବିମାନବନ୍ଦର ର କାହାଣୀର କଥା ଶୁଣାଇଲେ ବହୁତ ଖୁସି ଲାଗିଲା ଧନ୍ୟବାଦ
ଆପଣଂକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ Muduli Babu🌿
Yes Yes ,very gentle and simple talking, that's good impact for the video
Honn bhai
ତୁମେ ସତରେ ବହୁତ୍ ଭଲ vlog କରୁଚ brother 👍👍👍👍👍
ଆପଣ ଏମିତି support କରୁଥାନ୍ତୁ , ଆହୁରି ଭଲ ଭଲ ଭିଡିଓ post କରିବି🌿ଧନ୍ୟବାଦ
Clean hearted PERSON ......nice presentation with so nice words.......respect n love from MAYURBHANJ......wish your bright future.....
Thank you very much sir🌿
ଦିବାକର ଭାଇ. ମୁଁ ଆଜି ତୁମ ଭିଡ଼ିଓ ପ୍ରଥମ ଥର ଦେଖିଲି. ଆଉ ମୋ ପରିବାର ର ସମସ୍ତଙ୍କୁ ଦେଖେଇଲି. ମୁଁ. ମୋ ମା. ଆଉ ମୋ ଭାଇ ସମସ୍ତେ ବହୁତ ଉପଭୋଗ କରିଲୁ. ତୁମର ମଜାଳିଆ କଥା ବହୁତ ଭଲ ଲାଗିଲା.. Love from balasore ❤️
Bishnu.....ମୋର ସାନ ଭାଇ 🌿ବହୁତ ଖୁସି ଲାଗିଲା ତୁମର ମତାମତ ପଢି। ତୁମ ମାଆ କୁ ମୋର ପ୍ରଣାମ ଜଣେଇ ଦେବ । ଆମ ଘର ବି ତୁମ ଆଡେ .....ବାରିପଦା ପାଖରେ । ବହୁତ ବହୁତ ଧନ୍ୟବାଦ🌿
@@MuDibakar ବଡ଼ ଭାଇ ମୁଁ ବାରିପଦା ରେ north odisha university ରେ ପଢୁଛି. ଏବଂ ବାରିପଦା ରେ ରହୁଛି.. କେବେ ଯଦି ବାରିପଦା ଆସିବେ ଜଣେଇବେ...
ଠିକ୍ ଅଛି ମୁଁ ଜଣେଇବି🌿
Bahut bhal lagal ho
बहुत-बहुत dhanyabad🌿
ବହୁତ ବହୁତ ସୁନ୍ଦର ବିଡ଼ିଓ ଭାଇ ସତରେ ପୁରା ହୃଦୟ କୁ ଛୁଇଲା ❤❤
बहुत-बहुत dhanyvad bhai🌿
ବହୁତ ସୁନ୍ଦର, ତୁମ କଥା ବହୁତ ହୃଦୟ ସ୍ପର୍ଶି, ବହୁତ ବହୁତ ଧନ୍ୟବାଦ
🌿🙏🚚 Dhanyabad🌷
Exactly bro
ଧନ୍ୟବାଦ🌿
You are a down to earth person stay safe brother
Thank you Ranjan Babu.
Your comment inspired me to make more and more videos🌿
VERY VERY VERY VERY TOP🍔🍞🥓🍗🌯🌮🍖🌭🧀🌭🍕🥞🍕🍞🥜
ତୁମର ଉଡ଼ାଜାହାଜ ଯାତ୍ରା ଦେଖି ଆମର ଭି ମନ ବଳିଲାଣି , ନିଶ୍ଚୟ ବସିବା 👌👍
ନିଶ୍ଚୟ ଭାଇ💐
ବହୁତ ବଢିଆ ଲାଗିଲା । ଏପ୍ରିଲ୍ ୨ତାରିଖରେ ମୋର ମଧ୍ୟ୍ୟ ଜୀବନର ପ୍ରଥମ ବିମାନଯାତ୍ରା ଥିଲା ଭୁବନେଶ୍ବର ରୁ ଝାରସୁଗୁଡା । ଧନ୍ୟବାଦ ।
ବହୁତ ବଢିଆ ଭାଇ , ଆପଣ ମଧ୍ୟ ମୋ ଭଳିଆ ଅନୁଭୁତି ରଖିଥିବେ 🌿
@@MuDibakar jarasuguda to bhubaneswar air port price
₹2250/-
kete paisa ki bhai plz tk kahi ba
ଦୁଇ ହଜାର ଭିତରେ ପଡିବ
Very nice video Bhai.
Thank you very much🌿
ଆପଣଙ୍କ କଥା ଗୁଡିକ ସମ୍ପୂର୍ଣ୍ଣ ବାସ୍ତବିକ ଥିଲା।କିଛି ବି ଛନ୍ଦକପଟ ନଥିଲା।ସବୁଠୁ ଭଲ କଥା ହେଉଛି,ମୋର plane journey ର ଅନୁଭୂତି ଆଉ ଆପଣଙ୍କ ର ସମ୍ପୂର୍ଣ୍ଣ ସମାନ।ତେଣୁ ବେଶି ଖୁସି ହେଲି।God bless you......
ବହୁତ ଖୁସି ଆଉ ଉତ୍ସାହିତ ହେଲି ଆପଣଂକ ମତାମତ ପଢି 🌿 ଧନ୍ୟବାଦ
ଭହୁତ ସୁନ୍ଦର ଭିଡିଓ ଦେଖାଇଲେ ବାଇ ଧନ୍ୟବାଦ 🙏♥️🙏♥️🙏♥️
ଧନ୍ୟବାଦ🌿
❤🎉happy🙏 journey✈️ bro tuma video🎥 bahut bhala lagila mu aji tuma video fast time dekhili
ବାବୁ ଭାାଇ ବହୁତ ବହୁତ ଧନ୍ୟବାଦ 🌿
ଆପଣ ଜଣେ ଖୋଲା ହ୍ରୁଦୟର ବ୍ୟକ୍ତି ।ଭିଡିଓ ଭଲଲାଗିଲା ।ଧନ୍ୟବାଦ
Video ଭଲ ଲାଗିଥିବାରୁ ଆପଣଂକୁ ମଧ୍ୟ बहुत-बहुत dhanyabad🌿
ଅପାଙ୍କର କଥା ଶୁଣି ମୋତେ ଭାରି ଖୁସି ଲାଗିଲା, ହସି ହସି ପେଟ ଦରଜ. ପୃଥିଭି ର ସବୁଠାରୁ ମୂଲ୍ୟବାନ ପଦାର୍ଥ ଓଡିଶା ରୁ ଯାଉଛି. ତେଣୁ ଆପଣ ନିଜକୁ ଛୋଟ କୁହନ୍ତୁନି and encourage କରନ୍ତୁ and ଆମ ଓଡିଶା କିପରି ପୃଥିବୀ ରେ ସବୁଠାରୁ ଧନୀ ରାଜ୍ୟ ହେବାକଥା, ସେ କଥା ଲୋକଙ୍କୁ ଜାଣନ୍ତୁ, ଅପାଙ୍କର video ମାଧ୍ୟମରେ.
Actually ଆମ ଓଡିଶା natural resources ରେ ବହୁତ ଧନି , କିନ୍ତୁ ଆମ ସରକାର ତାକୁ ତାକୁ ଓଡିଶାରେ ଉପଯୋଗ ନ କରି ବିଦେଶ କୁ ଶସ୍ତାରେ ରପ୍ତାନି କରିଦେଉଚନ୍ତି🌿
@@MuDibakar bhai apankara number dioo
Thaku sir Apaka pahele flight Yatra khub achha God Bless U ।ur Expression
Thank you very much🌿
ଅତ୍ୟନ୍ତ ମନମୁଗ୍ଧକର ଭିଡିଓ
ଆପଣଂକ ମତାମତ ରେ ମୁଁ ପ୍ରଭାବିତ🌿ଧନ୍ୟବାଦ
ଆପଣଙ୍କ ଅନୁଭୂତି ବହୁତ ସୁନ୍ଦର ଲାଗିଲା
ବହୁତ ବହୁତ ଧନ୍ୟବାଦ🌿
It's very very helpful for the first ✈️ travelers,thanks bro
Thank you very much🌿
ବହୁତ ସୁନ୍ଦର ହଇଛେ ଆଜ୍ଞା ଙ୍କର
ବହୁତ ବହୁତ ଧନ୍ୟବାଦ🌿
Very nice EXPERIENCE for our meedle class people. I am very much excited for your journey by flight. Thanks
Thank you very much for your valuable comments🌿
ସୁନ୍ଦର କଣ୍ଠ କୁ ସୁନ୍ଦର କହିବା ଶୈଳୀ 👌👌
ଆପଣଂକୁ ବହୁତ ବହୁତ ଧନ୍ୟବାଦ🌿
ବହୁତ ଭଲ ଲାଗିଲା 😂 ଏଥର ଭାଇ ଦୂର ଯାତ୍ରା କର ମଜା ଆସିବ
ହଁ ନିଶ୍ଚୟ🌿
Pura sudha odia au good narrative. Good communication skills 👍
ବହୁତ ବହୁତ ଧନ୍ୟବାଦ🌿
U r a down to earth person with clear heart,I wish may u travel international flights and share us u r experience
I have a dream to fly internationally, but first I should visit all India .,,🌿
ବହୁତ ଭଲ ଲାଗିଲା 🤝🤝🤝👍👍👍🤟🤟🌹
Thank you🌷
Perfect reality voice with video combo.👍👍👍👍👍
Great bro👍👍👍👍👍👍...
Bro any time try kari chala time automatic aasijiba...💐💐💐💐💐💐💐💐
ହଁ ଭାଇ ଚେଷ୍ଟା ତ ଚଲେଇଚି, ଧନ୍ୟବାଦ🌿
Hmm vai bahut khusi lagila tumaku dekhiki 🙏ame b try krbu flite re jiba pain blessing Karo elder hisabare
ପ୍ରଥମେ କହିବି Adi adi sarhaw ....video pe like ked khatir.🌿 R apeyag aasha puran lagid ansh inj dahaya. Napay re tahen pe. Johar🙏
Video ti Bahut Bhala Heichi 👌🏻👌🏻👌🏻&Apnanka Experience Share kale bahut bhala lagila...Jay Jagannath 🙏🙏Jay Sairam 🙏🙏
Bahut bahut dhanyabad🌿
God bless you and stay healthy brother❤❤❤❤
🌿🌷
Sundar Anubhuti share Kari thibaru dhanyavad,
बहुत-बहुत dhanaybad🌿
Bahut sundar bhaba re kahile 1st jurney flight. Keep it up.
बहुत-बहुत dhanyabad 💐💐
Beautiful, please continue
OK Sir🌿I will try my best.....
ବହୁତ୍ ସୁନ୍ଦର ଲାଗିଲା ଭିଡ଼ିଓ ଟି
ଧନ୍ୟବାଦ ପ୍ରଧାନ ବାବୁ🌿
Video bhal lagla bhai
ଆପଣଂକ comment ପଢି ମତେ ବନ ବ ହତ ଭଲ ଲାଗିଲା🌿
Bahoot badhiya bhai. Ye video ta pura lagi la mu nije jemty bulu chi boli. Mu feel Kari paru chi Tama ku. Happy to see you.🙂❤️ love from #bbsr
ବହୁତ ଧନ୍ୟବାଦ ବନ୍ଧୁ🌿
ସୁନ୍ଦର ଭିଡିଓ, camera quality supe
Samsung F41 mobile Camera ବୋଲି ଟିକେ ଭଲ ଦିଶୁଚି ।🌿Thank you
Nice video
Thank you brother🌿
Number tk miliba ki @rebati ji
ଲାଗୁଚି ଆପଣ ମତେ ଆଗରୁ ଜାଣିଚନ୍ତି 🌿 ନଂବର କାହାର ଦରକାର,🌿
Video dekhi bahut bhala lagila..
ବହୁତ ବହୁତ ଧନ୍ୟବାଦ 🌿
seat ସଂଖ୍ୟା ଭୁଲ୍ କହିଲେ ୨୦/୩୦ ନୁହଁ ୮୦ seat ରହେ🙂
Nice vlog👌
ନାଇ ଭାଇ alliance air ରେ ଏତେ ନ ଥାଏ 🌿
@@MuDibakar alliance air uses ATR 72 plane and have 70+ seat.. not 20 -30 seat do your home work properly....
Good experience and simple language and convincing. Thanks.
Thank you very much🌿🚚
Beautiful journey bro 🙏
Thank you brother,🌿
So nice presentation vlog video from starting to end❤️. or bhai mein Dua karta hun ki aage aap bidi se bidi flight journey karen..👍maaja aaya
Thank you very much sir🌿🚚
ମୁଁ ଦିନେ flight ରେ ଯାତ୍ରା କରିବି ,କେବେ ସପ୍ନ ପୂରଣ ହେଉଛି କି
ଦିନେ ମୁ ବି ଏଇ ସପ୍ନ ଦେଖିଥିଲି, ପୂରଣ କଲି ଆଉ ଆଶା କରିବି ଆପଣଂକର ବି ପୂରଣ ହେବ🌿
@@MuDibakar ticket price kete
₹2250/- only🌿
Jay jaganatha very fantastic journey
Jay Jagannath
ଅତି ସୁନ୍ଦର video ଭାଇ 👍👍👍
Bahut bahut dhanyabad🌿
Bahut bhalo Bhai bhalo lagila vedio ta thank you
Thank you🌿
Super Bahi My Laxman Very good👍👍👍👍 😱😱😱😱🙏🙏👌👌👌
Thank you brother🌿
Very knowledgeable and nice video
Thank you brother🌿
ମଝିରେ ମଝିରେ କମେଡି କରୁଛନ୍ତି ବହୁତୁ ବଢିଆ ଲାଗୁଚି
ହା ହା ହା 😆
Bohut bhala lagila bhai tumara sundara swacha presentation ku.
ବହୁତ ବହୁତ ଧନ୍ୟବାଦ🌿
ଆପଣଙ୍କର ପ୍ରଥମ ଅନୁଭୁତି ରୁ କିଛି ଜାଣିଲୁ। ମୋର ମଧ୍ଯ ଇଛ୍ଛା ଅଛି । ଧନ୍ଯ ବାଦ।
Dhanyabad🌿🚚
Aji first time tama video dekhili au video bi bohut bhala heichi 🤗🤗❤️
ବହୁତ ବହୁତ ଧନ୍ୟବାଦ୍ ବନ୍ଧୁ🌿
bhai apana pura genuine loka.. video ta vala lagila
Bahut bahut dhanyabad🌿
Bahut Badhia lagila kahinkina sabu sata kahila . God Bless You Dibakar . Jay Jagannath
Jai Jagannath bhai 🌿
Bahut sundar lagila bhai apanankara experience
ବହୁତ ବହୁତ ଧନ୍ୟବାଦ🌿
ବହୁତ ଭଲ ଲାଗିଲା ଧନ୍ୟବାଦ୍
बहुत-बहुत dhanyabad bhai🌿
bahut cute lagila aponkar voice. A mayurbhanjia can understand mayurbhanjia.
You are Right bro, I am from Mayurbhanj.
ବହୁତ୍ ସୁନ୍ଦର ଭିଡିଓ ହେଇଛି ବଡ଼ ଭାଇ 🤗
बहुत-बहुत dhanyabaad🌿
ଖୁବ ସୁନ୍ଦର..
ବର୍ଣନା ବି ବହୁତ ଭଲ ହୋଇଛି...
ବହୁତ ବହୁତ ଧନ୍ୟବାଦ Sir 🌿
Sir bahut badhia haichi....keep making video....super
ଆପଣଂକ ମତାମତ କୁ ସମ୍ମାନ ଜଣେଇ ମୁଁ ଆହୁରି ଭିଡିଓ ବନେଇବାର ଆଶା ରଖୁଚି🌿 ଧନ୍ୟବାଦ🌿
Thanks ,,Dibakar Babu nice video..
Adi adi sarhaw🌿
ବଢିଆ ଭାଇ ବଢିଆ
ବହୁତ ବହୁତ ଧନ୍ୟବାଦ🌿
ଭାଇ ଏ vlog ଟା ଅତି ଚମତ୍କାର ଥିଲା
Very informative video
ଭାଇ ଆପଣଙ୍କର କହିବାର ଶୈଳୀ ବହୁତ ଭଲ ଲାଗିଲା
ବହୁତ ବହୁତ ଧନ୍ୟବାଦ
ଭାଇ ଆପଣ ଙ୍କର କଥା କହିବା ଶୈଳୀ ବହୁତ ଭଲ ଲାଗିଲା.ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ.
🙏ବହୁତ ବହୁତ ଧନ୍ୟବାଦ ଭାଇ🌿
Bahut vhalalagila ei vidio
बहुत-बहुत dhanyabad bhai🌿
Bhaut sundar real lagila , kichi drama nathila ... God bless u
ବହୁତ ବହୁତ ଧନ୍ୟବାଦ Pritam bhai🌿
ବହୁତ୍ ବଢିଆ ଲାଗିଲା ଭାଇ explane is ok ..ହେଲେ ଟିକେଟର ମୁଲ୍ଯ କହିଲନି
ଟିକଟ ମାତ୍ର ₹2250/-🌿
Your vdoshut taking power is good
Thank you
Thank you brother🌿🚚🚚🚚
Tuma Video Fast Time Mu Kali Ratiru Dekhuchi Bhai Bahuta Bhala Laguchi
ଜାଣିକି ବହୁତ ଖୁସି ଲାଗିଲା ବାବୁ🌿
ବହୁତ ଭଲଲାଗିଲା ଆପଣଂକ ବିମାନ ଯାତ୍ରା, next video ପାଇଁ ଅପେକ୍ଷା ରେ ରହିଲୂ।
ଆଶାକରିବି next ଭିଡିଓ ବି ଆପଣଂକୁ ଭଲ ଲାଗିବ🌿
Bhai ତମର କଥା ବହୁତ ଭଲ ଲାଗୁଛି 😊😊😊
Dhanyabad bhai
Bahut sundar video 👍👌 nice Sharing
Thank you Mam🌿 You are a good teacher🌿
Bhai ....No 1 vlog hoichhi...emiti aagaku badhichala...❤️
ହଁ ଭାଇ🌿
ବହୁତ୍ ବଢିଆ ଦିବାକର ଭାଇ ତମ ଭିଡ଼ିଓ ଦେଖି ମୁଁ ବହୁତ୍ ଖୁସି ଆଗକୁ ଆହୁରି ଏମିତି ଭିଡିଓ ତିଆରି କରିବାରେ ଲଗିଥାଅ ଭଗବାନ ତମର ମଙ୍ଗଳ କରନ୍ତୁ ମୁ ବି ଗୋଟେ ଡ୍ରାଇଭର ଭାଇ ମୁ ସମ୍ବଲପୁର ରେ ରହେ Thanks By..
ଧନ୍ୟବାଦ Sanjay🌿
Best and enjoyble video, thanks
Thank you🌿
ଅତି ସୁନ୍ଦର bro👌👌
Thank you very much🌿
Intresting lagila video ta
बहुत-बहुत dhanyabad🌿
Apanakar vdo bahut sundara achi bhagban karu apan gute bahut sundra vloger hantu
बहुत-बहुत dhanyabad🌿
ଷ୍ଟୋରୀ. ଟା. ଭଲ ଲାଗିଲା. 👍
Thank you bhai🌿
ଭିଡ଼ିଓ ଯେତିକି ଭଲ ଲାଗିଲା ଭାଇ ତୁମର କଥା ଵେସି ଭଲ ଲାଗିଲା ଵହୁତ ସୁନ୍ଦର
बहुत-बहुत dhanyabad🌿🌷
Superb video....bht badhia
Thank you very much brother🌿
Apanko bha sa khanti mofosoli porika lagu thila mote bhari khusi lagila dhonny bad
Madam ମୁଁ ଖାଂଟି ମଫସଲିଆ😀 ମୟୁରଭଂଜ ରେ ଆମ ଘର 😃 ତେଣୁ ଯେତେ ଓଡିଆ କହିଲେ ବି ପାଟି ଟିକେ ଲାଗୁଚି ,🤗ହେଲେ ଶୁଣିବା ଲୋକଂକୁ ଭାରି ମଜା ଲାଗୁଚି। ଶେଷରେ ଏତିକି କହିବି .........Johar ge, Napay ge , ନଂକା ଗେ ଭିଡିଓ କ ଲାଇକ୍ ପେ ଆର୍ ଚାନେଲ୍ ତିଂ subscribe ପେ।🌿 Adi adi sarhaw🌿
ଭାଇ ଭାରି ସୁନ୍ଦର ମଣିଷ ଆପଣ...👌
ଆପଣଂ କୁ ବହୁତ ବହୁତ ଧନ୍ୟବାଦ🌿
Bht bhala lagilaTama chotia journey dekhiki..
Au Tama vdo dekhiki mate lagila
Nu jemti Tama Saha buliki asigali jharsuguda ru bbsr🤘☺️🤩
😀😆🤓 ବହୁତ ବହୁତ ଧନ୍ୟବାଦ🌿
Adi napay vlog
Adi adi Sarhaw🌿
Apanaka katha bahut natural lage. Bahut bhala lage
बहुत-बहुत dhanyvad
Very good Jay jagananth
Jay Jagannath🙏
ବହୁତ ବଢିଆ ଭିଡିଓ ଏବଂ ଖୋଲାହୃଦୟ ବାଲା ଲୋକ ତୁମେ ଭାଇ, ମୁ ପୁରା ଭିଡିଓ ଦେଖିଛି without skip
बहुत-बहुत dhanyabad bhai🌿
Bahut sundar video bhai👌👌👌
Adi adi Sarhaw🌿
Such a honest presentation. Thanks bro for your simplicity. Keep it up.💐⚘👍👍🙏😘
Thank you very much brother🌿🚚
Very good experience 👌 sir apanakara katha khub sundar u r santanli..
Thank you for your comment🌿 Yeah , I am santal🌿
ଆପଣଙ୍କ simplicity ଭଲ ଲାଗିଲା
ବହୁତ ବହୁତ ଧନ୍ୟବାଦ🌿
Apan badhiya sabu khile 👍👍👍👍👍👍👍👍👍
ଧନ୍ୟବାଦ🌿
Bhala lagia video ta
बहुत-बहुत dhanyabad🌿