ବୁଲେଟରେ କିଏ ଆସିଥିଲା ସାହାଯ୍ୟ କରିବାକୁ? ||Lord Jagannath|| Short Story||

Поділитися
Вставка
  • Опубліковано 5 січ 2025

КОМЕНТАРІ • 434

  • @namitasahoo9836
    @namitasahoo9836 Рік тому +57

    ଏଇଟା ମୋ ଜୀବନ ର ସବୁଠାରୁ ଭଲ ଅନୁଭୂତି।
    ପ୍ରଭୁ ଜଗନ୍ନାଥଙ୍କ ଅନୁଭୂତି ସମସ୍ତଙ୍କ ସହ share କରି ବହୁତ ଖୁସି ଲାଗୁଚି। ୟେ ଭାଈ ଙ୍କ କଣ୍ଠରେ ଆହୁରି ଜୀବନ୍ତ ହେଇଯାଉଚି ନଅ ବର୍ଷ ତଳର ଘଟଣା। ଅଜିବି ୟେ କଥା ଶୁଣି ମୋ ଆଖିରେ ଲୁହ ଆସିଗଲା। ଜୟ ଜଗନ୍ନାଥ ପ୍ରଭୁ।🙏🤲❤️

  • @satyaranjanjena6287
    @satyaranjanjena6287 Рік тому +1

    ଏ ଘଟି ଯାଇଥିବା ସତ୍ୟ ଘଟଣା ଟିକୁ ସୁଣିଲା ବେଳକୁ କାହିଁ ମନେ ହୁଏ ଭଗବାନ୍ ଏହି ଦୁନିଆରେ ସତରେ ଅଛନ୍ତି। ଆଉ ତାଙ୍କର ଅପୂର୍ବ ଲୀଳା ଏ ଜଗତରେ ସମସ୍ତଙ୍କ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିଛି ଆଉ ରହିଥିବ। ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @humayunsahoo9806
    @humayunsahoo9806 Рік тому +1

    Hey.prabhu.tuma.charana.re.mora.koti.koti.pranam

  • @rosalinmahapatra9549
    @rosalinmahapatra9549 Рік тому +3

    ହେ ମଣିମା କେମିତିକା ତୁମ ଅପୂର୍ବ ସଂଯୋଗ 🙏🙌😰😰😰😰😰😰😰😰😰😰😰😰😰😰😰😰😰😰😰😰😰😰😰😰😰😰

  • @subhankarabehera7031
    @subhankarabehera7031 Рік тому +1

    ❤️ Radhe ❤️ Radhe ❤️ Krishna ❤️❤️❤️

  • @jyotsnamahapatra6349
    @jyotsnamahapatra6349 Рік тому +6

    ପ୍ରବୀଣ ଭାଇ ଉପସ୍ଥାପନ ଶୈଳି ଅତି ସୁନ୍ଦର ହୋଇଥିଲା। ହୃଦରକୁ ଛୁଇଁ ଦେଇଛି। କୋଟି ଓଡ଼ିଆର ମଉଡମଣୀ ସେ । ସମସ୍ତଙ୍କ ଦୁଃଖ ଓ ଡାକ ଶୁଣିବା ପାଇଁ ରତ୍ନ ସିଂହାସନରେ ସେ ଆଖି ଖୋଲି ଚାହିଁ ଥାଏ । ଭକ୍ତର ଡାକ ଶୁଣିବା ମାତ୍ରେ ସେ ଦଉଡିଯାଏ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ । କଳାସାଆନ୍ତ ବ୍ରହ୍ମାଣ୍ତ ର ସବୁ ଉକ୍ତର ଗୁହାରୀ ଶୁଣ ହେ ପ୍ରଭୁ ।⭕‼️⭕🙏🙏🙏🙏🙏🙏🙏

  • @Nandasanta66
    @Nandasanta66 Рік тому +1

    ସତରେ ମୋତେ ବି ଭଗବାନ କିଛି ଅସୁଵିଧାରୁସାହାଯ୍ୟଅକଲେଵହୁତଭଲହୁଅନ୍ତା

  • @binapanimallik4628
    @binapanimallik4628 Рік тому +2

    ଅନ୍ତର୍ଯ୍ୟାମୀ କାଳିଆ ଠାକୁର 🙏🙏🙏

  • @GitanjaliSahoo-wx3ud
    @GitanjaliSahoo-wx3ud Рік тому +1

    Koti koti pannam saante

  • @rameswarsahoo5282
    @rameswarsahoo5282 5 місяців тому +1

    Jay Jagannath ⭕ ‼️ ⭕

  • @GS_MASTI_EXPRESS
    @GS_MASTI_EXPRESS Рік тому +13

    ଭାଇ ଏଇଟା ଆମ ଗାଁ ନମିତା ଦିଦି ଙ୍କ କାହାଣୀ ଶୁଣିକି ବହୁତ ଭଲ ଲାଗିଲା 🙏🙏🙏 ଜୟ ଜଗନ୍ନାଥ 🥰🙏🙏

  • @prashantamohanty9136
    @prashantamohanty9136 Рік тому +4

    ସେତ ଶ୍ରୀବତ୍ସ ଗୋଈଠା ଖିଆ ଶବରି ଅଇଁଠା ଖିଆ ମୋ କଳା ଠାକୁର,, ଭାବକୁ ନିକଟ ଅଭାବକୁ ଦୂର ମୋ କଳା ଠାକୁର 🙏🏼🙏🏼🙏🏼🙏🏼

  • @jyotsnaranibehera6813
    @jyotsnaranibehera6813 Рік тому +3

    🙏Dhanya Mo Prabhu Kalia saanta 🙏 Jay shree Jagannath Mahaprabhu 🙏

  • @trinathnayak8591
    @trinathnayak8591 Рік тому +1

    Jai jagannath 🙏🙏🙏🙏♥️♥️♥️♥️❤️

  • @subhasissahoo6953
    @subhasissahoo6953 Рік тому +2

    🙏ଜୟ ଜଗନ୍ନାଥ ସ୍ଵାମି ନୟନ ପଥଗାମୀ ଭବ ତୁମେ🙏

  • @aadhikari7615
    @aadhikari7615 Рік тому +64

    ଧନ୍ଯ ପ୍ରଭୁ କାଳିଆ ଠାକୁର 🙏ତୁମରି ପାଇଁ ସବୁ ଓଡ଼ିଆ ଗର୍ବିତ 🙏ଯେତେବେଳେ ଯିଏ ଯେଉଁଠି ହାତ ଟେକିଦେଇ ଡାକିଛି ତାର ଡାକି ଶୁଣି ଅଦୃଶ୍ଯ ହାତ ବଢ଼ାଇ ଦେଇଛ ପ୍ରଭୁ🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

    • @henaranibehera4658
      @henaranibehera4658 Рік тому +2

      ଏତେ ଭାବ ବୋଧେ ମୋ ପାଖରେ ନାହିଁ ସେଥିପାଇଁ ମୋ ମନର ଆବେଗ ଆକୁଳ ପହଞ୍ଚି ପାରୁନାହିଁ ତାଙ୍କ ପାଖରେ ଜୟ ଜଗନ୍ନାଥ

    • @Santosh_lifestyle
      @Santosh_lifestyle Рік тому +1

      Jaya ⭕‼️⭕ Jagannath

    • @priyaranjansamal4517
      @priyaranjansamal4517 Рік тому

      PRABHUUU PURUSHOTTAM NARAYAN KRISHNA RAM KANHAAAAA JAGANNATH MAHAPRABHU MAHABAHUU SWAMMY KE JAYYAAA 🙏🙏🙏🙏🙏

    • @suvenduswain7085
      @suvenduswain7085 Рік тому +1

      Jay Jagannath 🙏🙏🙏

  • @manaskumarmaharana24
    @manaskumarmaharana24 Рік тому +18

    ହେ ମଣିମା ମୋର 🙏🙏🙏
    ତୁମେ ଅଛ ବୋଲି ଆମେ ଅଛୁ ସାଆନ୍ତେ, ଆପଣଙ୍କ ଭାବରେ ସେମିତି ଝୁରିବା ପଣ ଦେଇଥାଅ 😭😭ଯେପରି ଏ ମନ, ପ୍ରାଣ ପ୍ରତ୍ୟେକ ସମୟ ରେ ତୁମକୁ ଖୋଜୁଥିବେ ହେ ମହାପ୍ରଭୁ ଏତିକି କୃପା କର ମଣିମା 🙏🙏🙏🙏🙏

  • @aratikanhar7726
    @aratikanhar7726 Рік тому +1

    Jay Jagannath 🙏🙏🙏🙏🙏❤️❤️❤️❤️❤️🌼🌼🌼🌼🌼🌿🌿🌿🌿🌿

  • @swarnapravajena6518
    @swarnapravajena6518 Рік тому +1

    Prabhu 🙏 shree jagannath apanka Lila apana hni jananti. Jay Jagannath Swami Nayan patha gami bhaba tume bhaba tume 🙏❤️ mo Kalia thakur.🥺

  • @LearnersWorld1111
    @LearnersWorld1111 Рік тому +10

    ଜୟ ଜଗନ୍ନାଥ। ଓଡ଼ିଆ ଜାତିର ପ୍ରେମ , ଓଡ଼ିଆ ଜାତିର ଗର୍ବ ଗଉଡ ମଣି, ପ୍ରଭୁ ଦୟାବନ୍ତ , ଭାବଗ୍ରାହୀ, ଦୁଃଖୀ ନାଥ 🙏🙏🙏।

  • @babulrout5603
    @babulrout5603 Рік тому +17

    ଜୟ ଜଗନ୍ନାଥ ଶୁଭ ସକାଳର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ 🙏🙏🙏🙏🙏

  • @sagarikamallik8568
    @sagarikamallik8568 Рік тому +1

    ଏହି ଲେଖା ଟି ଯେତେ ଶୁଣିଲେ ବି ବାର ବାର ଶୁଣିବାକୁ ଇଛା ହେଉଛି ମହାପରଭୁମାନଙ୍କ ର ଲୀଳା କେହି ବି ଜାଣିପାରିବେନି🙏🙏🙏 ଜୟ ଜଗନ୍ନାଥ

  • @arjunparida8374
    @arjunparida8374 Рік тому

    Sata re prabhu tuma sahajya samasta nku mili nathaye au jahaku mile se nijaku dhanya mane kare Jay Jagannath 🙏⭕❗⭕🙏

  • @agneyasahoo8697
    @agneyasahoo8697 Рік тому +3

    ମୋ ମହାପ୍ରଭୁ ମୋ ପ୍ରାଣ ର ପ୍ରାଣ ମହା ପ୍ରାଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ

  • @archanasamanta2402
    @archanasamanta2402 Рік тому +6

    ତୁମେ କେମିତିକା ସାଆନ୍ତ ପ୍ରଭୁ ।ତୁମ ଭକ୍ତଙ୍କ ପାଇଁ ତୁମେ ସବୁରୁପରେ ସବୁ ଜାଗାରେ ନିଜର ଲୀଳା ଦେଖାଇଥାଅ ।ଧନ୍ୟ ତୁମେ ପ୍ରଭୁ ଧନ୍ୟ ତୁମ କୃପା ।
    ଜୟ ଜୟ ଜଗନ୍ନାଥ ସ୍ୱାମୀ👁️🙏🏻👁️ ।

  • @minakshipanda330
    @minakshipanda330 Рік тому +1

    Mo kalia suna tamaku koti koti pranaam 🙏🙏🙏🙏🙏🙏🙏🙏🙏🙏 Jai jagannath swami nayan path gami bhaba tume 🙏🙏🙏⚫❗⚫

  • @sridharsahoo8159
    @sridharsahoo8159 Рік тому

    He prabhu kala thakur 🙏🙏 tama pakharu thakuranka nitibani suni mo akhiru luha bahariase dhany mohaprabhu dhany 🙏🙏

  • @krishnapriety6118
    @krishnapriety6118 Рік тому +2

    Jay Jagannath...Radhe Radhe🙏🕉️

  • @KAILASHBEHERA-f7h
    @KAILASHBEHERA-f7h День тому

    Jay Jagannath Swami Nayan patha gami bhaba tume...🙏🙏🌼⭕‼️⭕🌼🙏🙏❤️

  • @santoshkumarbehuria4706
    @santoshkumarbehuria4706 Рік тому +5

    Sundra voice 🙏🙏 jay jagannath

  • @tofannayak8537
    @tofannayak8537 Рік тому

    ହେ ପ୍ରଭୁ ଜଗନ୍ନାଥ 🙏🏾🙏🏾🙏🏾🙏🏾

  • @sushirkumarmahapatra3221
    @sushirkumarmahapatra3221 Рік тому +1

    pranam mahaprabhu

  • @diptimayebal7676
    @diptimayebal7676 Рік тому +3

    ଧନ୍ଯ ତୁମ୍ଭର ଲିଳା ମହାବାହୁ🙏 ⭕❗⭕🙏

  • @monalisapriyadarsini1111
    @monalisapriyadarsini1111 Рік тому +1

    Jayshreejaganath jayalmighty 🤲🙏❤❣️

  • @balaramsahu7561
    @balaramsahu7561 Рік тому +5

    ହେ ମଣିମା ତୁମ ଲୀଳା ତୁମଙ୍କୁ ଜଣା ହେ ମାୟା ଦ୍ଧର କି ମାୟା ପ୍ରଭୁ ଜଗନ୍ନାଥ ତୁମର ତୁମର ହାତ ମୋର ମଥାରେ ରହୁ ପ୍ରଭୁ 🙏🙏🙏🙏🙏

  • @PAPICHUMI
    @PAPICHUMI Рік тому

    ହେ ପ୍ରଭୁ ଜଗନ୍ନାଥ , ଆମ ସମସ୍ତଙ୍କୁ ଏମିତି ଦେଖୁଥା... ଜୟ ଜଗନ୍ନାଥ

  • @sibaprasadmishra6309
    @sibaprasadmishra6309 Рік тому +6

    ହେ ମଣିମା 🚩
    ଆପଣଙ୍କ'ର ଜୟ ହେଉ
    🌺🌺🙇‍♂️🙇‍♂️🌺🌺
    ଧନ୍ୟ ତୁମେ ନମିତା
    🙏🙏

  • @trendingnews8398
    @trendingnews8398 Рік тому +2

    ଭାଇ ବହୁତ୍ ଭଲ ଲାଗିଲା । ଆପଣଙ୍କ ସ୍ୱର୍ ବି ବହୁତ୍ ଶୃତି ମଧୁର । ଭଏସ କେଉଁଥିରେ ଏଡିଟ କରୁଛନ୍ତି । କହିବେ କି ପ୍ଲିଜ ?

  • @nibeditanayak7750
    @nibeditanayak7750 Рік тому +4

    Mo jibanare be khali parikshya mo dukha bujha prabhu

  • @ritadash3480
    @ritadash3480 Рік тому

    Jay Jagannath swami 🙏🙏 sabu Leela tumara Prabhu koti koti pranam prabhu 🙏🙏

  • @ashoksahoo102
    @ashoksahoo102 Рік тому +1

    Jay Jagannath Mahaprabhu 🙏🙏🙏

  • @sudhansusamal777
    @sudhansusamal777 Рік тому +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଲୀଳାମୟ ⭕❗⭕🙏🙏🙏🙏🙏🙏🙏❤️❤️❤️❤️❤️❤️❤️

  • @sunilnath3572
    @sunilnath3572 Рік тому +17

    ❤️🙏❤️ ଜୟ ଜଗନ୍ନାଥ ମହାପ୍ରଭୁ ଶ୍ରୀ ପରଂବ୍ରହ୍ମ ଶ୍ରୀ ପୁରୁଷୋତ୍ତମ ମଣିମା ଙ୍କର ଜୟ ହେଉ 🙏❤️🙏

  • @nrusinghabatik7296
    @nrusinghabatik7296 Рік тому +1

    Jaya Jaya jagannath manima koti koti pranam Prabhu 🙏🙏🙏♥️♥️♥️🚩

  • @kabudas8617
    @kabudas8617 Рік тому

    ମୋ ପ୍ରଭୁ🙏🏿🙏🏿🙏🏿❤❤🙏🏿🙏🏿🙏🏿

  • @sandhyaranimalik9414
    @sandhyaranimalik9414 Рік тому +2

    Jay Jagannath swme 🙏❤️🙏 so beautiful story

  • @sanjaybhoi411
    @sanjaybhoi411 Рік тому +2

    Prabhu Jay Jagannath 👏🙏❣️

  • @SagarikaRath-xz4jc
    @SagarikaRath-xz4jc Рік тому

    Ahe Prabhu Jagataranatha Jagannath🙏❤️🌺Koti Koti Pranama Mahaprabhu🙏❤️🌺Nirash Karibani Mahaprabhu🙏❤️🌺Khyama Kara Mahaprabhu Sabu Dosha Mora🙏❤️🌺Sansara Sukhi Rakha🙏❤️🌺Mora B Emit Anubhuti Kareidia Mahaprabhu🙏❤️🌺Jagannath Swami Nayanapathagami Bhabatume🙏❤️🌺Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺

  • @nishikantapal6930
    @nishikantapal6930 5 місяців тому

    ପ୍ରଭୁ ତୁମ ଲୀଳା କିଏ ବୁଝିବ ❤❤❤❤❤

  • @RABINDRA.RADIO90
    @RABINDRA.RADIO90 Рік тому

    Jay Jagannath Jay shree Krishna radhe radhe 🙏🏻🙏🏻🙏🏻🙏🏻🙏🏻🙏🏻

  • @sushilaranjanbiswal9251
    @sushilaranjanbiswal9251 Рік тому

    Jay jaganatha🌹🙏👏🌹 jay kalia saant👏👏👏👏♥️ jay chakadola♥️👏👏🌹🌹🙏 jay jaganatha🌹🌹🌹🌹🙏

  • @rabindranathpradhan4378
    @rabindranathpradhan4378 Рік тому

    Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏

  • @satyajitswain1587
    @satyajitswain1587 Рік тому +5

    ଭାଇ ତମ କଥା ଆଉ ଟୋନ ବହୁତ ଭଲ ବୁଝି ହେଉଛି ସବୁ କଥା ❤️🙏

  • @alokkumarbhutia2652
    @alokkumarbhutia2652 Рік тому

    He prabhu ki krupa tumara ❤❤❤jay jagannatha ❤❤❤..

  • @babibhai7771
    @babibhai7771 Рік тому

    ଧନ୍ୟ ତୁମେ କାଳିଆ ଠାକୁର

  • @barsharanijena8035
    @barsharanijena8035 Рік тому

    Jay jagannatha swami nayana patha gami bhabtume prabhu kalathkaru 🙏🙏🙏🙏🙏

  • @rojilinamoharana5723
    @rojilinamoharana5723 Рік тому +1

    Tuma mahima apara brabhu 🙏🙏🙏

  • @saubhagyanayak5086
    @saubhagyanayak5086 Рік тому

    Mahaprabhu, to karuna aparampara.Tora Jay heu Mahabahu.🙏🙏🙏

  • @sasmitasasmitaswain7122
    @sasmitasasmitaswain7122 Рік тому

    ଜୟ ଜଗନ୍ନାଥ ମୋ ଜଗନ୍ନାଥ 🙏⭕‼️⭕🙏🙏

  • @sanjeebRsseven7272
    @sanjeebRsseven7272 Рік тому

    Prabhu mo dukha tamaku janai aasichhi, mo aakhi ra luha aaji tama hatare..... 😭😭😭😭😭😭🙏🙏🙏🙏🙏🙏

  • @mantusoumikshya5047
    @mantusoumikshya5047 Рік тому +2

    Jay jagannath mahaprabhu tuma charana re mora koti pranam 🙏🙏🙏💐🍎

  • @subashmeher8854
    @subashmeher8854 Рік тому

    He prabhu dori tuma lagei dia 🙏🙏🙏

  • @biniparida1928
    @biniparida1928 Рік тому

    ଧନ୍ୟ ତୁମେ ମହାପ୍ରଭୁ

  • @sujitkumarsahoo7379
    @sujitkumarsahoo7379 Рік тому +1

    Mahaprabhu Jagannath 🙏🚩

  • @subhacreation.7552
    @subhacreation.7552 Рік тому +1

    ଜୟ ଜୟ ଜଗନ୍ନାଥ 🙏🏻🙏🏻🙏🏻ଜୟ ଜୟ ଜଗନ୍ନାଥ 🙏🏻🙏🏻🙏🏻ଧନ୍ୟ ତୁମେ ପ୍ରଭୁ କାଳିଆ ସାଆନ୍ତ.. ଧନ୍ୟ ତୁମ ମହିମା 🙏🏻🙏🏻🙏🏻🙏🏻🙏🏻

  • @SingerBudheswar
    @SingerBudheswar Рік тому

    ଆହେ ମଣିମା ଗୁହାରି ଶୁଣ ହେ ମୋର। ଜୟ ଜଗନ୍ନାଥ 🙏

  • @manaspradhan4168
    @manaspradhan4168 Рік тому +3

    ବହୁତ ସୁଂଦର। ଜୟ ଜଗନ୍ନାଥ🙏🌹

  • @syamaprasadmahapatra
    @syamaprasadmahapatra Рік тому +3

    ମଣିମାଙ୍କର ଜୟ ହେଉ 🙏

  • @swapnamohanty7027
    @swapnamohanty7027 Рік тому

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ 🙏 ଗୋଟିଏ ଛୋଟ ଅନୁରୋଧ ଯଦି କିଛି କାହାଣୀ ନମିଳିଲେ ପ୍ରଛଦପଟ ରେ ଯେଉଁ ସୂମଧୂର ସ୍ୱର ଧୂନ୍ ଶୁଣଉଛନ୍ତି ।ନା ବାସ୍ ପ୍ରତ୍ୟେକ ଦିନ ସେତିକି ଶୁଣେଇ ଦିଅନ୍ତେ ଜୀବନ ସାର୍ଥକ ହୋଇଯାନ୍ତା ।ସତେ ଯେମିତି ଲାଗୁଛି ସ୍ୱୟଂ ଜଗନ୍ନାଥ ଆବିର୍ଭାବ ହୋଇଛନ୍ତି 🙏🌹🙏

  • @sonuraj6208
    @sonuraj6208 Рік тому

    ଜୟ ମୋହାପ୍ରଭୁ

  • @chidanandasutar9105
    @chidanandasutar9105 Рік тому

    Jai Jagannath swami nayana patha gami bhaba tume 🙏🙏🙏

  • @dibya8323
    @dibya8323 Рік тому

    🙏 ମହାପ୍ରଭୁ 🙏

  • @majhidharmraj3098
    @majhidharmraj3098 Рік тому

    Jai jagannath swami krupakara Prabhu

  • @swadhinmishra9440
    @swadhinmishra9440 Рік тому +2

    ମହାପ୍ରଭୁଙ୍କ ଅନୁଭୂତି ଟେ ଆପଣଙ୍କ ଦ୍ୱାରା ପ୍ରଦତ୍ତ ଇ-ମେଲ୍ ରେ ପଠାଇଛି। ଦୟାକରି ଶେୟାର କରିବେ।ଜୟ ଜଗନ୍ନାଥ।

  • @madhusmitadash493
    @madhusmitadash493 Рік тому

    He mahabahu tuma charanare sarana gali pravu

  • @litunabehera4240
    @litunabehera4240 Рік тому +1

    ଜୟ ଜଗନ୍ନାଥ ମହାପ୍ରଭୁ 🙌🚩

  • @bibhutibhusansen1385
    @bibhutibhusansen1385 Рік тому

    Jay jagannath swami prabhu koti kotinamaskar prabhu tumar a ki lila dhanya prabhu tume

  • @ajitmohapatra6670
    @ajitmohapatra6670 Рік тому

    🙏🙏ଜୟ ଜଗନ୍ନାଥ 🙏🙏

  • @abhiseksahoo2939
    @abhiseksahoo2939 Рік тому

    Prabhu 🙏 khyama karideba prabhu mate

  • @umasankarpujari9543
    @umasankarpujari9543 Рік тому

    Jai jagannath Jai jagannath Jai jagannath...🙏🏼🙏🏼🙏🏼

  • @suhilkumarkumar2196
    @suhilkumarkumar2196 Рік тому

    Jay jagannath swami🌺🌺🌺🌺 🙏🙏🙏🙏

  • @sushantbehera8772
    @sushantbehera8772 Рік тому

    ଅତି ସୁନ୍ଦର କାହାଣୀ ଟିଏ

  • @jayshrijagannath1627
    @jayshrijagannath1627 Рік тому

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମୋ କାଲିଆ ସୁନା ରେ 🤍🌼🙏🌼🤍

  • @prashantamohanty9136
    @prashantamohanty9136 Рік тому

    ମୋ ଜଗନ୍ନାଥ ମହାନ୍ ତାଙ୍କ ଭକ୍ତ ବି ମହାନ୍ 🙏🏼❤️🙏🏼 ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @Mr.Biswal-J
    @Mr.Biswal-J Рік тому +2

    ଧନ୍ୟ ପ୍ରଭୁ ତୁମ ନିଳା 🙏😭

  • @kahnucharandash2125
    @kahnucharandash2125 Рік тому

    ଜୟ ଶ୍ରୀଜଗନ୍ନାଥ 👏

  • @rojalinpradhan1152
    @rojalinpradhan1152 Рік тому

    Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @adityaswain1774
    @adityaswain1774 Рік тому

    ହେ ମହାବାହୁ

  • @akashku10
    @akashku10 Рік тому

    Owm jay Jagannath Swami nayana patha gami bhaba tume 🙏🙏😮😮🤷🤷

  • @MamiMami-lm3wk
    @MamiMami-lm3wk Рік тому

    Dhanya mo mahaprabhu 🙏🙏🙏

  • @satyaranjanpuhan9953
    @satyaranjanpuhan9953 Рік тому +1

    ଜୟ ଜଗନ୍ନାଥ ମହାବାହୁ ମହାପ୍ରଭୁ 🙏🙏😭🙏🙏🙏

  • @Krishna-lm3ws
    @Krishna-lm3ws Рік тому

    ଜୟ ଜଗନ୍ନାଥ ପ୍ରଭୁ

  • @mamtagiri2356
    @mamtagiri2356 Рік тому

    Mahaparbu apanka bahuta mahima prabhu hee

  • @abhiseksahoo2939
    @abhiseksahoo2939 Рік тому

    Prabhu 🙏 jagannath 🙏 ♥️

  • @bhaskarsahoo3239
    @bhaskarsahoo3239 Рік тому

    Jay Jagannath Prabhu🙏🙏🙏🙏🙏

  • @sradhasuman9731
    @sradhasuman9731 Рік тому

    Jay Jagannath ,dhanya sei prabhu nkara Lila.🙏🙏

  • @devmahapatra1114
    @devmahapatra1114 Рік тому

    ଜୟ ⭕❗⭕ ଶରଣ

  • @sudhansubhusandash8764
    @sudhansubhusandash8764 Рік тому

    Jay Jagannath mahaprabhu, Jay bhakta maharaj

  • @santanumahapatra5138
    @santanumahapatra5138 Рік тому

    Jai jagannath🙏 jai jagannath🙏

  • @laxmikantapradhan5326
    @laxmikantapradhan5326 Рік тому

    Dhanya hai Prabhu Jagannath