Vae tuma kantha re anabila vaba achi .....loka nka anuvuti re jagannath tuma kantha ra vaba maya bakhani re anuvuti ra satyata akhi agare jemiti nachi jauchi....anek atmatrupti miluchi.....satare vae tme bht vagyaban..laguchi jmt.tuma kantha re swayam jagannath biraja mana kari nije nijara lila bakhanuchanti
Jayshreejaganathlaxxmiji jayamighty 🤲🙏❣️❤
Vae tuma kantha re anabila vaba achi .....loka nka anuvuti re jagannath tuma kantha ra vaba maya bakhani re anuvuti ra satyata akhi agare jemiti nachi jauchi....anek atmatrupti miluchi.....satare vae tme bht vagyaban..laguchi jmt.tuma kantha re swayam jagannath biraja mana kari nije nijara lila bakhanuchanti
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Satare bhai apanka mukharu prabhu jagannath nka apari lila sunile manare eka prakaar siharana kheli ja a
Mo mahaprabhu ta emiti chamtkar karithanti Jay Jagannath mahaprabhu 🙏🙏
ମହାବାହୁ ଆଇ ଲଭ ୟୁ ମହାବାହୁ
ହେ ମଣିମା ବୋହୁତ ଇଚ୍ଛା ସେ ଚକାଡୋଳା ଦୁଇଟିକୁ ଦେଖିବାକୁ ମୋତେ ଟିକେ ନେଇଯାଅ ସେ ପୁରି ମଣିମା🙏⭕‼️⭕🙏
❤️ Radhe ❤️ Radhe ❤️ Krishna ❤️❤️❤️❤️
He ma kalathakur muhaprabhu jagataranatha Jagannath swami 🌺🪔🌺🌺🪔🪔🌺🪔🌺🌺🪔🪔🪔🌺🌿🌿🌿🌿🌿🌿⭕‼️⭕🌿🌿🌿🌿
Aahe manimaa mo mahabahau kaliaa saanta dukha ra sukhara sathi hoi sabu bele rahuthibu re
Jay mahaprabhu🙏🙏
Jay Jagannath swami Nayana patha gami vaba tumhe vaba tumhe
Jai jagannath
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🪔🪔🪔🪔🙏🙏🙏🙏🙏🙏🙏🌺🌺🌺🌺🌺
ଜୟ ଜଗନ୍ନାଥ ଭାଇ ଆଜି ମୁଁ ପୁରା ଖୁସି ଜେ ଆପଣ ଙ୍କ ପାଖରୁ ଜଗାର କଥା ମୁଁ ସୁଣୁଚି ଆଉ ଏମିତି ଅନୁଭବ ହୋଉଚିଜେ ଜଗନ୍ନାଥ ମୋ ପାଖେ ପାଖେ ଅଛି ସେଥି ପାଇଁ ଆପଣଙ୍କୁ କଣ କହିକି ଧନ୍ୟବାଦ ଦେବି ମୁଁ ନିଜେବି ଜାଣିନି ହେଲେ ଜଗା ପାଖରେ ମୁଁ ତୁମ ପାଇଁ ପ୍ରାର୍ଥନା କରିବିଜେ ସିଏ ଆପଣଙ୍କୁ ସବୁବେଳେ ଏମିତି ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ ଭାଇ
Jay Jagannath Swami Nayan patha gami bhaba tume bhaba tume 🙏♥️ Prabhu jaga Kalia kehi nahi tuma bhalia❤ Prabhu tuma nku dekhiba pain kebe jibi kebe dakiba mote . Bada thakur 🙏
Joy jagarnath.
jaya jagannath kaliya takura🙏🙏🙏🙏🙏🙏🙏 koruchi siukarkar🪔🪔🪔🪔🪔🪔 🌺🌺🌺🌺🌺🌺🌺🌺🌺🌺🌺🌼🌼🌼🌼🌸🌸🌸
Jay Jagannath 🙏🙇♀️🥥
Radhe Radhe Krishna ❤️❤️❤️❤️
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ଠାକୁର 🙏
Jay Jagannath 🙏🙏🙏🙏🙏........
ପ୍ରବୀଣ ଭାଇ ଆପଣଙ୍କ ଦରଦୀ ଭରା କଣ୍ଠର ଉପସ୍ଥାପନା ମହାପ୍ରଭୁଙ୍କର ଲୀଳା ସବାବେଳେ କାନରେ ଶୁଣୁଥାଉ ଆପଣ ସେମିତି କହୁଥାନ୍ତୁ । କଳା ସାଆନ୍ତ ମୋର ସବୁ ଉକ୍ତର ମନ କଥା ଜାଣି ପେଟପୁରା ଦୁଇମୁଠା ଖାଇବାକୁ ଦେଉ ଥାଉ ।ମଣିମା ହେ ଦୁଃଖୀଙ୍କର ଦୁଃଖ ଦୂର କର ।⭕‼️⭕🙏🙏🙏🙏🙏🙏🙏🪔💐
ମୋ ମହାପ୍ରଭୁ କାଳିଆ ସାଆନ୍ତ ତମ ମହିମା ଅପାର🙏🙏🙏🙏🙏🙏😢😢😢 ମୁ ଏହି ଭିଡିଅ ମାଧ୍ଯମ ରେ ମୋ ମହାପ୍ରଭୁଙ୍କୁ ଦଶନ୍ ଲାଗି ମୋ ମନ କଥା ଜଣେଇ ଥିଲି , ମୋ କାଳିଆ ସାଆନ୍ତ ସତରେ ଡୋରି ଲଗେଇ ଦେଲ ମହାପ୍ରଭୁ କାଳିଆ🙏🙏🙏 ମୋ ଜୀବନ ଧନ୍ଯ ହେଇଗଲା ମୋ କାଳିଆ ସାଆନ୍ତ କୁ ଏତେ ପାଖରୁ ଦେଖି, ସେ ପରା ଭାବର ଠାକୁର ଟିକିଏ ଭାବରେ ଡାକି ଦେଲେ ମନ କଥା ସବୁ ବୁଝି ଦେବ ମୋ କାଳିଆ ସୁନା🙏🙏😢 ମଣିମା ଜଗନ୍ନାଥଙ୍କ ର ଜୟ ହେଉ ⚫‼️⚫🙏🙏🙏
ଭାଇ ମୋର ତୁମ କଂଠରେ ପ୍ରଭୁଙ୍କ ମହିମା ଶ୍ରବଣ କରି ଆତ୍ମତୃପ୍ତି କହିଲେ ନସରେ ।ତୁମର ମଙ୍ଗଳ ହେଉ ଭାଇ ।👁️🙏🏻👁️ଜୟ ଜୟ ଜଗନ୍ନାଥ ସ୍ୱାମୀ
ଜୟ ଜଗନ୍ନାଥ🙏
Om namah shivay 🙏
Jay Jagannath ⭕‼️⭕
ପ୍ରଭୁଙ୍କ ଲୀଳା ଆହା କେତେ ଭାଗ୍ୟ ସେ ଭକ୍ତର ❤
ପ୍ରବୀଣ ଭୋଇ, ପ୍ରଭୁ ଜଗନ୍ନାଥଙ୍କ ତୁମର ବର୍ଣ୍ଣନା ହୃଦୟସ୍ପର୍ଶୀ ... ଆପଣଙ୍କୁ ବହୁତ ଧନ୍ୟବାଦ ... ଜୟ ଜଗନ୍ନାଥ ...
ହେ ମଣିମା ତୁମେ ଏମିତି ଭକ୍ତ ଙ୍କ ମନ କଥା ବୁଝୂଥା. ଆମେ ଅଧମ ପାପି ତୁମ ଅଲୌକିକ କଥା ଶୁଣି ଶୁଣି ମନ ଭରୁଉଥିବୁ. ଜୟ ଜଗନ୍ନାଥ
He prabhu tuma dori kebe lagiba🙏🙏🙏🙏
ua-cam.com/video/c86HDN_1DGY/v-deo.html
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଧନ୍ଯ ମହାପ୍ରଭୁ ନିଳାଦ୍ରୀ ବିହାରୀ 🙏ନୀଳାଚଳରେ ବସି କି ସୁନ୍ଦର ଲିଳା କରୁଛ ପ୍ରଭୁ🙏ମନୁଆ ଠାକୁର ତୁମେ ଭକ୍ତର ମନ ବୁଝି ଫଳ ଦିଅ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏
Very nice and truthful. Joy jagannath. 🙏
Satare prabhunka mahima apar🙏🙏🙏
ଅନାଥର ନାଥ ପ୍ରଭୁ ଜଗନ୍ନାଥ ❤️❤️🙏🏼❤️🙏🏼❤️❤️ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Jai Jagarnath prabhu🙏🏻🙏🏻🙏🏻
Hey mahaprabhu 🙌
Jay jagganath
ସତରେ ପ୍ରଭୁ ଙ୍କର କଥା ସୁବିଲେ ଦେହ ଶୀତେଇ ଉଠେ ସତରେ ଜଣା ନାହିଁ କେତେବେଳେ କେଉଁ ରୂପରେ କେତେବେଳେ ଆସି ମହାପ୍ରଭୁ ପହଞ୍ଚିଯାଆନ୍ତି ସତରେ ଧନ୍ୟ ମହିମା ପ୍ରଭୁ
ଜୟ ଜୟ ଜଗନ୍ନାଥ ତୁମ ମହିମା ଯେତେ ସୁଣୀଲେ କି କହିଲେ ସରିଵନି କାରଣ ତୁମର ଆଦୀ ଅନ୍ତ ନାହିଁ ତୁମେ ଅସରନ୍ତୀ ସାଗର ଭକ୍ତ ତୁମକୁ ଯେଉଁ ଭାବରେ ଡାକିଛି ତୁମେ ସେହି ଭାବରେ ତାର ମନ ତୋଷିଛ଼଼଼଼଼଼଼଼଼଼଼଼଼ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ
Jay jagannath jay jagannath jay jagannath jay jagannath jay jagannath
Jai Sri Jagannath
ହେ କଳା ଠାକୁର ସମସ୍ତଙ୍କୁ ଭଲରେ ଓ ସୁଖରେ ରଖନ୍ତୁ ଜୟ ଶ୍ରୀ ଜଗନ୍ନାଥ
ମୋ ମଣିମା 🙏🙏
🌹ଜାଣିଛି ଦୁନିଆ ତୁମେଜେ ମନୁଆ 🌹
🌹ମନ ଥରେ ମାନିଗଲେ ବରସିଯିବ 🌹
ମୋ ମହାପ୍ରଭୁ 😭😭😭😭🙏
Prabin bhai mahaprabhu aaapanku khusi re rakhantu 🌻🌻🌻
ଜୟ ଜଗନ୍ନାଥ🙏
ଧନ୍ଯବାଦ ଭାଇ ତୁମ କଂଠ ରୁ ମହାପ୍ରଭୁଙ୍କ କଥା ଶୁଣି ଭାରୀ ଭଲ ଲାଗିଲା
Bhai Jay Jagannath 🙏❤️
ଜୟ ଜଗନ୍ନାଥ 🙏
ମୋ ସହିତ ବି ଏମିତି ଘଟଣା ଘଟିଛି ଶ୍ରୀ ମନ୍ଦିର ରେ ସତରେ ଆନନ୍ଦ ବଜାର ରୁ କିଏ ବି ଉପାସରେ ଫେରି ନାହାନ୍ତି, ଧନ୍ୟ ମୋ ମହାପ୍ରଭୁ ଧନ୍ୟ ସେ ଭକ୍ତ ହରି ହରି ବୋଲ ଜୟ ଜଗନ୍ନାଥ ମହାପ୍ରଭୁ 🙌🥺🚩
ପ୍ରଭୂ ମାୟାପତି ଙ୍କ ମାୟା କେହି ବୁଝି ପାରିବେ ନାହିଁ, କେତେ ବେଳେ କଣ କରନ୍ତି କେବଳ ସେହିଁ ଜାଣନ୍ତି ❤❤❤❤❤❤❤
ମୋର ଟିକେ ଡୋରି ଲଗେଇଦିଅ ମହାପ୍ରଭୁ ଅନେକ ଦିନ ହେଲାଣି ଇଚ୍ଛା World ଟିକେ ଦର୍ଶନ କରିବାକୁ
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏
ହେ ମହା ପ୍ରଭୁ ତୁମ ଲୀଳା ଅପlର ପ୍ରଭୁ ଜଗତ ର ମଙ୍ଗଳ କର ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏
ମନୁଆ ଠାକୁର ଟା, ମନମାନିଥିଲେ ସବୁ ଦେଇଦେବ ❤
🥺
Bahut bhal lagu6e bhai jagannath ra katha
କୋଟି ବ୍ରହ୍ମାଣ୍ଡ ର ଠାକୁର ସେ ଭକ୍ତକୁ ଭୋକିଲା ପେଟ ରେ କେମିତି ଛାଡିଥାନ୍ତେ…..ଧନ୍ୟ ମହାପ୍ରଭୁ ଧନ୍ୟ ତୁମର ଲୀଳା🙏🏽🙏🏽🙏🏽🚩
ହେ ଜଗନ୍ନାଥ ତମେ ସମସ୍ତ ଙ୍କୁ ଭଲରେ ରଖ ଜୟ ଜଗନ୍ନାଥ🙏🙏🙏
ଜୟ ଜଗନ୍ନାଥ ପ୍ରଭୁ ତୁମେ ଜଗତର ନାଥ ଜଗନ୍ନାଥ ତୁମେ ତୁମ ଜଗତ କୁ ସବୁବେଳେ ବିପଦ ରୁ ରକ୍ଷା କର ❤⭕‼️⭕🙏
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ମଣିମା 🤍🌼🙏🌼🤍
ମଣିମାଙ୍କର ଜୟ ହୋଉ.....
ଜୟ ଜଗନ୍ନାଥ ପ୍ରବୀଣ ଭାଇ 🙏 ...ଭଲ ଲାଗିଲା ଅପଣଂକ କଥାଟି
ଧନ୍ୟବାଦ ଭାଇ
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏
💐ମୋ କଳା ସାଆନ୍ତ ଭାବର ଠାକୁର ସେ💐 🙏🙏🙏🙏🙏
Jay jagannath Swami Saha Love u
नीलाचल निवासाय नित्याय परमात्मने।
बलभद्र सुभद्राभ्यां जगन्नाथाय ते नमः।।
जगदानन्द कन्दाय प्रणतार्तहराय च ।
#नीलाचल निवासाय जगन्नाथाय ते नम:।।
Jaya jagannaatha swami nayana patha gami bhaba tume 🙏🙏🙏🙏🙏
Guru Swami 🙏🙏🙏🙏🙏🌸🏵️🌼🌺🌹🌺🌼
jay Jagannath🙏😥😥
ଜୟ ଜଗନ୍ନାଥ 🕉️😭🙏🙏🙏.... ରେ ଜଗା ତୋ ଲିଡା ତୁହି ଜାଣିଛୁ ପ୍ରଭୁ 😭😭😭🙏
ଜୟ ଜଗନ୍ନାଥ ସ୍ବାମୀ । ଯେତେ ଶୁଣିଲେ ବି ମନ ପୁରୁନି। ତାଙ୍କ କରୁଣା ଅପାର। ସେ ଆପଣଙ୍କର ମଙ୍ଗଳ କରନ୍ତୁ।
ଭାଈ ଏମିତି ପ୍ରଭୁ ଙ୍କ ଲୀଳା, କରୁଣା କୁ ପ୍ରଚାର ପ୍ରସାର କରନ୍ତୁ।
🙏🏻ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ..... 🙏🏻
କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 💐💐🌹🌹🙏🏻🙏🏻🙏🏻🙏🏼🙏🏼🙏🏼
ଜୟ ଜଗନ୍ନାଥ
Jay Jagannatha swami nayan pathagami vaba tume pravu vaba tume pravu vaba tume 🙏🏻🙏🏻🙏🏻
ଜୟ ଜଗନ୍ନାଥ ପ୍ରଭୁ ସବୁ ବେଳେ ଏମିତି ଆପଣଙ୍କ ମହିମା ବଡ଼ ଭାଇଙ୍କ ମୁଁହରୁ ଶୁଣିବାକୁ ମିଳୁଥାଉ ।ଜୟ ଜଗନ୍ନାଥ ⭕❗⭕
ହେ କାଳିଆ ତୋର କି ଲୀଳା 🙏
JAY JAGANNATH
ଭାଇ ଆପଣଙ୍କର ବର୍ଣ୍ଣନା ଶୈଳୀ ଖୁବ୍ ଚମତ୍କାର। ଆଖିରେ ଲୁହ ଆସି ଯାଉଛି। ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।
Mahaprahu 🙏
ସେ ଭାବବିନୋଦିଆ ଭାବରେ ବନ୍ଧା 🙏🙏🙏
Jay Jagannath 🙏🙏 kete Leela tumara Prabhu koti koti pranam 🙏🙏
ହେ ମଣିମା ଏ ଅଧମ ଉପରେ ଦୟା ରଖିଥିବ 🙏🙏🙏
🙏🙏ଜୟ ଜଗନ୍ନାଥ
Jay Jagannath 🙏🙏🥲🥲🥲🥲🥲
Jay Jagannath 🙏🙏
🙏🙏🙏🙏🌺🌺🌺🌺 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🌺🌺🌺🌺🙏🙏🙏🙏
Jay Jagannath Swami Nayana patha gami bhava tume Prabhu daya karo 🙏🙏🙏
Ye mo sata anubhuti 🙏🙏🙏🙏
Jay Balliarabhuja badathakura
ଦୟାଳୁ କୃପାଳୁ ମହାରାଜାଙ୍କୁ କୋଟି କୋଟି ପ୍ରଣାମ।
ସେ ତ ଭକତ ଭାବରେ ବନ୍ଧାରେ ❤️❤️❤️🙏
He mahabahu mate tike Niantu apananku dekhibaku bhari ichha houchhi prabhu😭😭😭🙏🏻🙏🏻🙏🏻🙏🏻🙏🏻
Pranam sir apanna nka au new anuvuti kichhu chhadantu apanaka kanthare ma sara swati achhanti
ମୋ ମନୁଆଁ ଦିଅଁ ପରା ସେ, ସେ ପୁଣି ଭକ୍ତ ର ଭାବଗ୍ରାହୀ ସେ ସବୁ ଜାଣିପାରନ୍ତି , ସେ ପରା ଅନ୍ତର୍ଯ୍ୟାମୀ , ଭକ୍ତ ର ହୃଦ ଶଙ୍ଖାଳି,ମୋ କାଳିଆ ସୁନା 🔴‼️🔴🙏🚩🚩🚩🚩🚩🚩 ଜୟ ଜଗନ୍ନାଥ 🔴‼️🔴🙏
ମୋ ପ୍ରବୀଣ ଭାଇ ଙ୍କ ଉପରେ ମହାପ୍ରଭୁ ଏମିତି କୃପା ରଖିଥାଅ ମହାପ୍ରଭୁ 🔴‼️🔴🙏🚩🚩🚩🚩
ଜୟ ଜଗନ୍ନାଥ🙏
Jay Jagannath swami 🙏🙏🙏🙏🙏🙏
Jay Jagannath Swami Nayan patha gami bhaba tume...🙏🙏⭕‼️⭕🙏🙏
Jaya jaganath Swami Nayana patha gami vaba tume vaba tume 🙏🏼🙏🏼🙏🏼🙏🏼🌹🙏🏼🙏🏼🌹🙏🏼
ଗତକାଲି ତୁମ ଦର୍ଶନ କରି ନିଜକୁ କୁର୍ତlର୍ଥ ମଣିଲି ମହାପ୍ରଭୁ।🙏🚩
Jagatara natha jagannatha...prabhu tumoku koti koti pranam...
Jay balabhadra🙏
Jay maa subhadra🙏
Jay Jagannath🙏
PRABHUUU PURUSHOTTAM JAYAAAA MAAA NARAYANI MAA SHAKTI JAYAA MAAA SUBHDRA JAYAAAA SESNAG PRABHU BALRAM PRABHUUU ❤❤❤
⭕❕⭕🛕ଜୟ ଜଗନ୍ନାଥ 🛕 ⭕❕⭕
🙏🏻जय जगन्नाथ 🙏🏻
꧁ঔৣ𝚓𝚊𝚢 𝚓𝚊𝚐𝚊𝚗𝚗𝚊𝚝𝚑 ঔৣ꧂