Sei manua thakura anatha ra natha mo mahaprabhu shree jagannath.mana manithile ajasra krupa au karuna ojadi debe.he mahaprabhu mo dukha kebe bujhiba.jai jagannath
Prabin mahapatra sir apananku koti pranam apananka voice re nije jagarnnath kahuchhanti Apananka kanthare samastanka anuvuti suni mu bahut kande jagarnnath vaktara dukha bohineuchhanti jai ama kalia prannam
ଆ ହା ସେ ଦିବ୍ୟ ଅନୁଭୂତି ମନେ ପଡିଲେ ସତରେ ଆଖିରେ ଲୁହ ଗଡି ଆସେ।ସାଧାରଣ ପତ୍ର ଟି ଝଢିଲେ ଯାହାର ଆଜ୍ଞା ମାଗେ ମୁଁ ତ ଛାର
Bhagyaban apana
Mo jaga ba se, se sabukichi kariparibe 🙏🙏
Jai jagannath 🙏
@@jyotsnaranimahapatra7523 ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ କି
@@bhagabanpujari8883 ଜୟ
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।ଆପଣ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ମହିମା ବିଷୟରେ ଶୁଣାଇଲା ବେଳକୁ ମୋତେ ଲାଗେ ଯେପରି ସ୍ଵୟ ଜଗନ୍ନାଥ ଆପଣଙ୍କ କଣ୍ଠରେ କହୁଛନ୍ତି। ପ୍ରଭୁ ମହାବାହୁ ଙ୍କ କଥା ଶୁଣିଲା ପରେ ଆତ୍ମାକୁ ଶାନ୍ତି, ଖୁସି, ଆନନ୍ଦ ମନକୁ ତୃପ୍ତି ମିଳେ। ସେ କାଳିଆ ସାଆନ୍ତର ଗାରିମା ଯେତେ ବଖାଣିଲେ ସରିବ ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ପ୍ରଭୁ ତୁମକୁ କୋଟି କୋଟି ପ୍ରଣାମ। ପ୍ରଭୁ ଏମିତି ସମସ୍ତଙ୍କୁ ସାହା ଭରଷା ହୁଅ ପ୍ରଭୁ। ସମସ୍ତଙ୍କ ବିଶ୍ୱାସ ଏମିତି ରଖ ପ୍ରଭୁ । ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ ⭕‼️⭕ ❤️❤️🌹🌹🌹🌹🌹👏👏👏👏👏
ଜୟ ଜଗନ୍ନାଥ ଭାଇ। ଭାଇ ଆପଣଙ୍କର ସ୍ୱରରେ ସତରେ ଏତେ ଭାବ ମହାପ୍ରଭୂ ବାନ୍ଧିରଖିଛନ୍ତି ଯେ ସ୍ୱର ଶୁଣିଲା ମାତ୍ରେ ଜଗନ୍ନାଥଙ୍କର ସେଇ ସୁନ୍ଦର ଚକାନୟନ ଆଖି ଆଗରେ ନାଚିଉଠେ। ଆପଣ ବହୁତ୍ ଭାଗ୍ୟବାନ ଯେ ମହାପ୍ରଭୂ ତୁମ ଉପରେ ଏତେ କୃପା କରିଛନ୍ତି ଯେ ଆପଣ ମହାପ୍ରଭୁଙ୍କର ମହିମା ଗାନ କରିପାରୁଛନ୍ତି। ମହାପ୍ରଭୂ ବିଶ୍ଵର ମଙ୍ଗଳ କରନ୍ତୁ। 🙏🙏🙏🙏🙏🙏🙏😇😇
Jai jagannath mahaprabhu ଜଗତ ର ମଙ୍ଗଳ କର 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଧନ୍ୟ ମହାପ୍ରଭୁ କେବେ ତୁମ ଡୋରୀ ଲାଗିବ ପ୍ରଭୁ ଜଗନ୍ନାଥ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
ସେ ତ ସଙ୍କଟ ମୋଚକ। ସେ କାହାର ବି ଦୁଃଖ ଦେଖି ପାରନ୍ତି ନାହିଁ। ତାଙ୍କ ଲୀଳା ତାଙ୍କୁ ହିଁ ଜଣା। ମଣିଷ ଯାହା ଏଠି ତାଙ୍କ ହାତର କଣ୍ଢେଇ। ପ୍ରଭୂ ଜଗନ୍ନାଥ ଦେବତା ଯେତିକି ପୁଣି ମନ ଥିବା ମଣିଷ ଟିଏ ପରି ବି। ଧନ୍ୟ ମୋ ଜଗନ୍ନାଥ ମଣିମା। ଯୁଗେ ଯୁଗେ ଆପଣ ଭକ୍ତର
ଜୟ ❤❤❤ ଜଗନ୍ନାଥ ❤❤❤
ସତରେ ଏମିତି ଯଦି ପ୍ରଭୁଜଗନ୍ନାଥ ସାହାଯ୍ୟକରନ୍ତିତାହାହେଲେବହୁତଭଲ,ଏମିତି ସାହାଯ୍ୟ କରିବାକୁପ୍ରଭୁଜଗନ୍ନାଥଙ୍କୁଵହୁତ ବହୁତ ଧନ୍ଯବାଦ ମୋତେ ବି ଏମିତି ସାହାଯ୍ୟ କଲେ ଵହୁତ ଭଲ ହୁଅନ୍ତା,ଏଇଟା ଶୁଣିକି ମୋତେ ଵହୁତ ଦୁଃଖଲାଗୁଛିମୋତେବିଏମିତିସାହାଯ୍ୟକରପ୍ରଭୁ
Bohut bohut dhanyabad bhai. Prabhu nkara emiti manavaraa anubhuti paain❤
ଆତ୍ମା ତୃପ୍ତି ❤❤❤❤
He damudar Kala thakur muhaprabhu jagataranatha Jagannath swami 🌺🌺🪔🌺🪔🌺🪔🌺🪔🌺🪔🌿🌿🌿🌿🌿🌿🌿🌿🙏🙏🙏🙏🙏🌿🌿🌿🌿🌿🌿🌿🌿🙏🙏🙏🙏🙏🙏🙏🙏🌿🌿🌿🌿🌿
Jay jaganattha🙏🙏 baba sabu bele tama ashirwada rakhiithaaa
ଭାବର ଠାକୁର ମୋ କଳା ଠାକୁର କଳା ଠାକୁର
🙏🏻🙏🏻🙏🏻ଜୟ ହେଉ ମଣିମା ଆପଣଙ୍କର ଆପଣଙ୍କ ଲୀଳାକୁ କିଏବା ବୁଝି ପାରିବ 🙏🏻🙏🏻🙏🏻
Jai prabhu Jagannath 🙏🙏🙏🙏🙏🙏🙏🙏🙏
ଯ ଏ ଜଗନ୍ନାଥ
Mo Prabhu Jagannath ⭕️‼️⭕️
Sei manua thakura anatha ra natha mo mahaprabhu shree jagannath.mana manithile ajasra krupa au karuna ojadi debe.he mahaprabhu mo dukha kebe bujhiba.jai jagannath
🙏🏾🙏🏾🙏🏾 RAVU JAGANNATH KOTIYE PRANAMA 🙏🏾🙏🏾🙏🏾 PRAVU RAKHYA KARANTU
JAY Jagannath swami ji 🙏🏿🙏🏿
ଧାର ଧାର ଲୁହ ବୋହି ଗଲା ଆଖୀ ରୁ ମୋର😭😭ମହାପ୍ରଭୁ ଙ୍କ ଲୀଳା ଅପରମ୍ପlର 🙏
Jai Jagannath Swami
ଜୟ ଜଗନ୍ନାଥ ଭାଇ ଏଥର ବହୁତ୍ ଡେରି କଲେ ଆପଣ ପ୍ରଭୁ ଙ୍କ ମହିମା ଶୁଣେଈବାକୁ ମାତ୍ର ଏବେ ଯାହା ହଉ ଧନ୍ୟବାଦ୍ ଜଣାଉଛୁ ଜୟ ଜଗନ୍ନାଥ 🙏⭕‼️⭕
କଣ କରିବି ଭାଇ ତା ଇଚ୍ଛା ବିନା କିଛି ହେଉନାହିଁ, ଯେତେ ଚେଷ୍ଟା କରୁଛି ଜଲଦି ପୋଷ୍ଟ କରିବି କିନ୍ତୁ ହେଉନାହିଁ
@@monishamohanty5632 jagannathaanubhuti@gmail.comରେ ମେଲ୍ କରନ୍ତୁ ନମ୍ବର ଅଛି ଏଥିରେ
Aapana num diantu mora Gmail ID nahi
Apana mahan prabin sir.
Jayjagannath puri
Thank you Bhai ...sabu din emiti pravu nka Katha sunantuni bahut icha mora emiti vdo sabu bele ana
ଭାଇ 🙏🏻 ଆପଣଙ୍କ ସୁମଧୁର କଣ୍ଠରୁ ମୋ ପ୍ରଭୁଙ୍କ କଥା ଶୁଣିବା ପାଇଁ ମୁଁ ସବୁବେଳେ ଅପେକ୍ଷା କରିଥାଏ. Jay Jagannath prabhu 🙏🏻
ଏହି ସତ୍ୟଗଳ୍ପ ମାଧ୍ୟମ ରେ ଆମର ଈଶ୍ବରଙ୍କ ପ୍ରତି ବିଶ୍ଵାସ ଆହୁରି ଦୃଢ଼ କରୁଥିବାରୁ ଧନ୍ୟବାଦ୍ ଭାଈ🙏❤️✨ଜୟ ଜଗନ୍ନାଥ ⚫❗⚫ଏହିଠୀ ଓଲିକି🙇
ଜଗନ୍ନାଥ ସ୍ୱାମି ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🙏🙏
Jay Jagannath swami ki Jay🙏🙏🙏🙏🌹🌹🌹🌹
jay jagannath swami 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
ଧନ୍ୟ ଧନ୍ୟ ତୁମେ ବିଶ୍ୱବ୍ରହ୍ମାଣ୍ଡ ଠାକୁର ।ଜୟ ଜୟ ଜଗନ୍ନାଥ ସ୍ୱାମୀ👁️🙏👁️
Jay jagannath ❤️❤️❤️❤️❤️❤️❤️❤️🙏🙏🙏🙏🙏🙏🙏🙏
JAI JAGANNATH
Jay Jagannath Swami 🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭😭😭😭😭😭😭😭😭😭😭
Jay shree Jagannath very nice❤
Jay Jagannatha swami nayan pathagami vaba tume pravu vaba tume 🙏🏻🙏🏻🙏🏻
ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ପ୍ରବୀଣ ଭାଇ 🙏 ଆପଣ ଙ୍କ ମୁଁହ ରୁ ପ୍ରଭୁ ଶ୍ରୀ ଜନ୍ନାଥଙ୍କର ମହିମା ଶୁଣି ଦେଲେ ଅଶାନ୍ତ ଥିବା ମନ ଟା ଯେମିତି ଶାନ୍ତ ପଡ଼ି ଯାଉଚି
Thik......
Jay shree jagannath swami
Jay Jagannath 🙏🙏🙏🙏🙏😭🙏🙏🙏😭🙏
Jay Jagannath ⭕‼️⭕
Jay jaganath🙏🏻🙏🏻♥️
Jagannath Swami Nayana patha Gami bhav Tume ❤❤❤
Jay Jagannath Jay Jagannath Jay Jagannath🙏🙏🙏
Jaganath swami 😥🙏🙏
Jay Jagannath Swami
Jay jaganath swami 😭😭😭🙏🙏🙏
Jay Jagannath .tuma padatale Prabhu sabubele mo mana thau
ହେ ଅନାଥ ର ନାଥ ଜଗନ୍ନାଥ... ଏଇଠାରୁ ତୁମକୁ କୋଟି ପ୍ରଣାମ.. 🙏ମୋ ଜଗା ଭାଇ 🙏
ଆପଣଙ୍କୁ ବି ବହୁତ୍ ବହୁତ୍ ଧନ୍ୟବାଦ୍ କାରଣ ଆପଣ ଜେଉଭଳି ଭାବରେ କାଳିଆ ର ମହିମା କୁ ବିସ୍ତୃତ କରି ବୁଝାଉ ଛନ୍ତି ତାହା କନ କୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି || ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖନ୍ତୁ || ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Bhai joi jaganath tama Katha suniba pain bahut bhala laguchi Bhai mo Prabhu saaanta tumaku Ananda ra rakhantu
ଏଇ କଣ୍ଠ ଟା ଆପଣଙ୍କ କଣ୍ଠ ଭଳି ଲାଗୁ ନାହିଁ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ଙ୍କ କଣ୍ଠ ଭଳି ଲାଗୁଛି
Prabin mahapatra sir apananku koti pranam apananka voice re nije jagarnnath kahuchhanti
Apananka kanthare samastanka anuvuti suni mu bahut kande jagarnnath vaktara dukha bohineuchhanti jai ama kalia prannam
ସମସ୍ତଙ୍କ ଦୁଖ ଶୁଣି ସୁଖ ଦଉଚୁ ମୋ ପାଇଁ କଣ ପାଇଁ ଏତେ ନିଷ୍ଠୁର ହେଲୁ😭😭😭କେବେ ମୋ ଦୁଖ ର ଲୁହ ଗୁଡା ଖୁସି ରେ ଝରିବ ରେ କାଳିଆ🙏🙏😭 ଏବେ ତ କଷ୍ଟ ଦୂର କରି ଦେ😭😭😭
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏 ଆପଣଙ୍କର ଲୀଳା ଅପାର
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ , ହେ ମହାବାହୁ ଆପଣ ହିଁ ସାହା...🚩❣️🌼🙏🙏🙏⭕❗⭕🙏🙏🙏🌼❣️🚩
ଜୟ ଜଗନ୍ନାଥ 🙏🙏🙏, ସେ ପରା ଭାବ ର ଠାକୁର, ଭାବ ଡୋରି ରେ ବାନ୍ଧି ରଖିହୁଏ ମୋ ମହାପ୍ରଭୁ ଙ୍କୁ
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏
ଧନୀୟ ତୁମେ ନୁର୍ଷିୟ ଭଗବାନ ଙ୍କ ଲୀଳା ଶୁଣି ବହୁ ଅନ୍ନନ୍ଦ ଲାଗୁଚି, ଜୟ ଜଗନ୍ନାଥ
Jay 🙏jagannath🙏🙏🙏🙏🙏🙏🙏
ପ୍ରଭୁ 🙏🙏🙏
ମୋ ଜଗନ୍ନାଥ ମହାନ୍ ତାଙ୍କ ଭକ୍ତ ବି ମହାନ୍ 🙏🏼❤️🙏🏼 ଜୟ ଜଗନ୍ନାଥ
Jay Jagannath ⭕❗⭕🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ପ୍ରବୀଣ ଭାଇ ନମସ୍କାର🙏 ଧନ୍ଯ ସେ କାଳିଆ ଠାକୁର🙏 ତାରି ଲିଳା ତୁମ ମୁହଁରୁ ଶୁଣିଦେଲେ ଆଖିରୁ ଲୁହ ଦୁଇ ଧାର ଆପେ ଆପେ ବୋହିଯାଏ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ଭାଇ।ଆପଣଙ୍କ ସୁମଧୁର କଣ୍ଠରୁ ଏମିତି ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଅଙ୍ଗେନିଭା କଥା ଶୁଣିଲେ ଆତ୍ମା ପବିତ୍ର ହେଇଗଲା। ମୋ ପ୍ରଭୁ ଜଗନ୍ନାଥ ଙ୍କ ପାଦତଳେ କୋଟି ପ୍ରଣାମ।
ଜୟ ଜଗନ୍ନାଥ ଭାଇ
ଜୟ ପ୍ରଭୁ ମହାବାହୁ
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା 🙏🏻😭
ପ୍ରବୀଣ ଭାଈ ଆପଣଙ୍କ ସୁମଧୁର କଣ୍ଠ ରେ ମହାପ୍ରଭୁଙ୍କ ଅନୁଭୂତି ପ୍ରଦାନ ଏକ ଅଶାନ୍ତ ମନକୁ ଶୀତଳ ତା ପ୍ରଦାନ କରେ 😭😭😭🙏🏻
Jay Mahaprabhu jagannath 🙏🏻🙏🏻🙏🏻🙏🏻
ସତରେ ଭାଇ ଏହି ହୃଦୟ ସ୍ପସି କଥା ଶୁଣି ଦେହରେ ଶିହରଣ ଖେଲି ଗଲା ଆଉ ଆଖିରୁ ଅଶ୍ରୁ ଝରି ପଡିଲା ସତରେ ମହାପ୍ରଭୁ ତମ କରୁନା ଅପାର ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏❤️❤️
ଜୟ ଜଗନ୍ନାଥ
Jay jagannath Swami Nayan Patha gyami bhaba tume ❤
ଭାଇ ତୁମ ଠାରୁ ଜଗନ୍ନାଥଙ୍କ ମହିମା ବିଷୟରେ ଶୁଣିବା ପାଇଁ ସବୁବେଳେ ଅନେଇ ରହୁଛି କିନ୍ତୁ ତୁମେ ଏଥର ବହୁତ ବିଳମ୍ବ କରିଦେଲ ଜୟ ଜଗନ୍ନାଥ🙏🙏🙏
କଣ କରିବି ଭାଇ ତା ଇଚ୍ଛା ବିନା କିଛି ହେଉନାହିଁ, ଯେତେ ଚେଷ୍ଟା କରୁଛି ଜଲଦି ପୋଷ୍ଟ କରିବି କିନ୍ତୁ ହେଉନାହିଁ
ଜୟ ଜଗନ୍ନାଥ 💯🕉️😭😭😭😭😭🙏🙏🙏🙏
ସେଇଟା କୁ ଯେବେ ବି ଗେହ୍ଲେଇ କି କହିଲେ ନା ସେ ଟୋକା ଟା ଭୁଲେଇ ଦବ କିନ୍ତୁ ଥରେ ପ୍ରେମ ଭରା ଗାଳି ଦେଲେ ମାେ ପଗୁଲୁ ଟା କେମିତି ସବୁ କରି ଦିଏ କେଜାଣି ମାେ ଜଗା ଲୋ❤️❤️
ଧନ୍ୟବାଦ ପ୍ରବୀଣ ବାବୁ ସବୁଦିନ ମୋ କାଳିଆ ଠାକୁର କଥା କହିଲେ ଭଲ ଲାଗନ୍ତା🙏🙏🙏🙏🙏ଜୟ ଜଗନ୍ନାଥ କାଳିଆ ସାଆନ୍ତ 🙏🙏🙏🙏
ଜୟ ଜଗନ୍ନାଥ ପ୍ରବୀଣ ବାବୁ 🙏🙏🙏 ବହୁତ ଅପେକ୍ଷା କରିଥିଲି ଆପଣଙ୍କ ଅମୃତ କଣ୍ଠରୁ ମହାପ୍ରଭୁଙ୍କ କଥା ଶୁଣିବାକୁ 🙏
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ମଣିମା ❤
❤️ Jay ❤️ shree ❤️ jaganath ❤️❤️❤️❤️
ଭାବରେ ତ ଖାଇଥିଲ ଶବରୀ ଅଇଁଠା ।
ଭାବରେ ଫୁଣି ଖାଇଲ ବ୍ରାହ୍ମଣ ଗୋଇଠା ।।
ଭାବର ଠାକୁର ତୁମେ ଭାବ ବିନୋଦିଆ ।
ଭାବକୁ ନିକଟ ଫୁଣି ଅଭାବକୁ ଦୂର।।
ଜୟ ମୋ କାଳିଆ ଜୟ ମହାପ୍ରଭୁ 🥰🙏
ସେ ପା ଆମ ଦୁଃଖ ର ସାଥୀ ସୁଖ ର ସାଥୀ ସେ କେମିତି ସହିବ ତା ଭକ୍ତ ର ଦୁଃଖ ଧନ୍ୟ ପ୍ରଭୁ ଧନ୍ୟ 🙏
Mahabahu jaya jagaannth
ପ୍ରଭୁ ମୁଁ କେବେ କାହାର କିଛି ଅନ୍ୟାୟ କରିନି ହେଲେ ମୋ ଭାଗ୍ୟ ରେ ଏତେ କଷ୍ଟ କଣ ପାଇଁ ପ୍ରଭୁ ।ସବୁବେଳେ ଆପଣଙ୍କ ଭରସାରେ
⭕❗⭕
ପ୍ରଭୁ ଏମିତି କେଉଁ ଦିନ ନାହିଁ ତୁମକୁ ନଭାବିଛି, ସବୁ ମୁହୂର୍ତ୍ତରେ ତୁମର ଉପସ୍ଥିତି ମୁଁ ଅନୁଭବ କରି ଛି ❤❤❤❤❤❤
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶରଣ 🙏🏻🙂🥰❤️🌷
Jai jagannath Prabhu 🙏🏻
Kanhinki kejani mo akhi luha re viji jauchhi, Jay Jagannath
Jay Jagannath 👏👏👏
ଲୀଳା ମୟ ତା ଲୀଳା କିଏ ଜାଣେ ସେହି ଜଣେ ଜୟ ଜଗନ୍ନାଥ 🙏🏽🙏🏽🙏🏽🙏🏽
ମଣିମା ଙ୍କର ଜୟ ହେଉ 🙏🙏🙏
ଜୟ ଜଗନ୍ନାଥ 🙏🚩ପ୍ରଭୁମୋର 🙏🚩ତମ ବିନା ଏ ସଂଶାର ଶୂନ୍ୟ ଏ ଜୀବନଶୂନ୍ୟ ମୋ କାଳିଆ 🙏🙏🙏🙏🙏🙏🙏🚩🚩🚩🚩🚩🚩🚩
Jai jagannath 🙏 🙏🙏❤️❤️❤️👌👌👌🌹🌹🌹
JAY JAY JAGANNATH 🙏 🙏🙏
Jay Jagannath 🙏🙏🙏
Mahaprabhu 🙏 🙏 🙏 🙏 🙏 🙏 🙏
ଅନେକ ୟୁଟୁବର୍ ଅଛନ୍ତି କିନ୍ତୁ କାଳିଆର ମହିମା ଆପଣଙ୍କ ମୂଖ ସ୍ୱରରୁ ଶୁଣୁଛୁ ଆମେ ।ସେଇ ଜଗନ୍ନାଥଙ୍କ ଇଛା । ତା ବିନୁ ଅନ୍ୟଗତି ନାହିଁ । ପ୍ରଭୂ ମଙ୍ଗଳ କରନ୍ତୁ 🙏
ପୁରା ନିରାଟ ସତ୍ୟ କହିଲେ ଭାଇ.... ସବୁ ଛାଡ଼ି ଚାଲିଯିବେ କିନ୍ତୁ ମୋ କାଳିଆ ସୁନା କେବେ ଭି ତା ଭକ୍ତ କୁ ଏକା ଛାଡ଼ିଯିବନି 🙏🏻🙏🏻🙏🏻🙏🏻🙏🏻😭😭""ସେତ ଭକତ ଭାବରେ ବନ୍ଧାରେ... ସେତ ଭକତ ଜୀବନ ଧନ, ""🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଧନ୍ୟ ଭକ୍ତ ଧନ୍ଯ ଭାଗବାନ 🙏🙏🙏🙏🙏
Hare Krishna
Jai jagannath si
He Jagannath maha prabhu thare mo guhari suna 🙏🙏 mo kasta ku Dura kara prabhu🙏🙏