Latest News: BJD's Press Conference in Jharsuguda : ବିନା ଥଇଥାନନେ ଉଚ୍ଛେଦ କରଲେ ରାସ୍ତାକେ ଉତରିବା ବିଜେଡ଼ି
Вставка
- Опубліковано 5 вер 2024
- ବିନା ଥଇଥାନନେ ଉଚ୍ଛେଦ କଲେ ରାସ୍ତାକେ ଉତରିବା ବିଜେଡ଼ି । ଏନ୍ତା କିଛି କହିଛନ୍ ଆଘର ବିଧାୟକ ଆର ବିଜେଡ଼ି ନେତ୍ରୀ ଦୀପାଳି ଦାସ । ସରକାରୀ ଜମିକେ ଜବରଦଖଲ କରିଥିବାର ଲୁକଙ୍କୁ ଉଚ୍ଛେଦ ଲାଗି ପ୍ରସ୍ତୁତି ମୁଲ୍ କରିଛେ ଜିଲ୍ଲା ପ୍ରଶାସନ । ବରଷ ବରଷ ଧରିକରି ଯେନ ଜମିନନେ ଲୋକ ରହି ଆସୁଛନ୍ ସେ ଜମିନନୁ ତାଙ୍କୁ ହଟାବାରକେ ଜିଲ୍ଲା ପ୍ରଶାସନ ଉଦ୍ୟମ ମୁଲ୍ କରିଛେ । ଜବରଦଖଲ ଉଚ୍ଛେଦକେ ବିଜେଡ଼ି ବିରୋଧ ନାଇଁ କରବାର ହେଲେ ଉଚ୍ଛେଦ ଆଘନୁ ଲୁକଙ୍କୁ ଥଇଥାନ ଦରକାରୀ ଆଏ ବୋଲି କହିଛନ୍ ଦୀପାଳି ଦାସ ।
For more such updates, please Like, Comment, and Share our videos and Subscribe to our UA-cam channel.
Contacts:-
Mail- pahara24x7@gmail.com
Facebook- / paharaa24x7
UA-cam- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa #BJDPressConference #DipaliDas #JharsugudaNews #OdishaPolitics #IndianPolitics #BJDUpdates #DipaliDasSpeech #PressMeet #PoliticalNews #LatestNews2024
ଦିପାଲି ନୁ ସରକାରୀ ଜମି ବହୁତ ବାହାରବା
ଥଇଥାନ କେ କାଯେ ହେବେ ଜବରଦଖଲ କରି ରଖିଛନ ଆରୁ ଉଲ୍ ଟା ସରକାର କେ ଫାଇନ୍ ଦେବାର୍ କଥା
ନନି କେ ବିହା କରିଦିଅ 👍👍👍👍
Tankadhar bhai
ଯେ ନିଜର ବୁଆର ଚିନ୍ତା ନାଇଁ କଲା ସେ ଆର କାହାର ଚିନ୍ତା କରବାର ଟା ଭଲ ନୁହେଁ
A re bhai dipli kabja korichi bht jmin sarkari jga sethi pain se rokthok heuchi jamin neijibo boli k
Good
Good job depali mam i saport you
Eta Bolo
Mla nuhe dipali ...ex mla kaha ...
Tor buaa kia marei chhe tahake nuro go nuni mane
Koda Karjoanuthan Karajau
Rastta K Utirle B Tar Kathha Suna Nai Jay ( Kana Karbu Ja )
Pahara Bala Kete Tankka Khaichhe ?
ଦିପାଳି ପାହାଳ ଧରି ଅଣ ସେ କେତ ଲୁତଚି
Gunda Raj Heba Khotha Deepali Das Eeta Bolo
Pahara tv BJD bale
Thick karucha
Very good
Right
Amr tal fal k pani ni asbar sarkari jamin jabardakhal hau
Dokan Bala ketebele gariba hele madam namaskar
Tor bua ra ta ki
Good