Fake Promises? BJD Criticizes BJP:ମାହାଲିଆ ଇଲେକ୍ଟ୍ରିକେ ନେଇ କରି ରାଜ୍ୟ ସରକାରଙ୍କୁ ଘେରୁଛନ୍ ବିରୋଧୀ

Поділитися
Вставка
  • Опубліковано 15 вер 2024
  • କେବେ ମିଲବା ମାହାଲିଆ ଇଲେକ୍ଟ୍ରି । କହିଥିଲେ ୩୦୦ ୟୁନିଟ ମାହାଲିଆ ଇଲେକ୍ଟ୍ରି ମିଲବା । ଲାଭ ପାଏବେ ଗରିବ ଦୁଃଖୀ ଆର ସାଧାରଣ ଲୋକ । ନିର୍ବାଚନୀ ଇସ୍ତହାରନେ ବଡ଼ ବଡ଼ କଥା କହିଥିଲା ବିଜେପି । ଇଲେକ୍ସନ ଜିତଲା ଉତାରୁ ସମଙ୍କୁ ୩୦୦ ୟୁନିଟ ମାହାଲିଆ ଇଲେକ୍ଟ୍ରି ମିଲବା ବୋଲି କହିଥିଲା । ନିର୍ବାଚନ ହେଲା । ଭୋଟ ନେଲେ । ଲୋକ ମାହାଲିଆ ୩୦୦ ୟୁନିଟ୍ ଇଲେକ୍ଟ୍ରି ପାଏବେ ବୋଲି ଭୋଟ୍ ବି ଦେଲେ । ଲୋକ ଚାହଁଲେ । ଡବଲ ଇଞ୍ଜିନ ସରକାର ଆଏଲା । ବିଜେପି ସରକାର ରାଏଜନେ ସରକାର କରଲା । ହେଲେ ନିର୍ବାଚନ ଜିତଲା ଉତାରୁ ନିଜର କଥାରୁ ହିଁ ନା ପଲଟି ଯାଉଛନ୍ ସରକାର । ବିଜେପିର ନେତାମାନେ ବି ମାହାଲିଆ ଇଲେକ୍ଟ୍ରିକେ ନେଇକିନା କିଛି ସ୍ପଷ୍ଟ ନାଇଁ କରବାର । ଇ ଭିତରେ ଇ କଥାକେ ନେଇ କରି ରାଜ୍ୟ ସରକାରଙ୍କୁ ବି ଘେରିଛେ ବିରୋଧୀ ବିଜେଡ଼ି ଦଲ ।
    For more such updates, please Like, Comment, and Share our videos and Subscribe to our UA-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    UA-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #Odisha #Paharaa #FreeElectricity #BJPvsBJD #ElectionPromises #OdishaPolitics #FakePromises #BJDResponse #PublicDissatisfaction #ElectricityCrisis #PoliticalAccountability

КОМЕНТАРІ • 12

  • @judhistirmahaling3991
    @judhistirmahaling3991 10 днів тому +11

    B. J. P. ଲୋକ ଙ୍କୁ ଭକୁଆ ବନାଲା

  • @guruchaanmeher5076
    @guruchaanmeher5076 9 днів тому +3

    ବିଜେପୀ ସରକାର ଗୁହୁଁଖଉଛେ

  • @movie-mania5663
    @movie-mania5663 10 днів тому +5

    Kella khaiela odisha basi...😂😂 Bjp guti thaka party te aie eta nie jani thaie kie ?

  • @sakarsansarafsankar9235
    @sakarsansarafsankar9235 9 днів тому

    ବଡ ଭୁଲ୍ ରେ BJP ସରକାର ଆଶା ଦେଇ ନିରାଶ ଲୋକଙ୍କୁ ଲୋଭ ଦେଖାଇ କେବଳ 21ରୁ 60 ବରସ ଲୋକ ଭୋଟ ଦେବାର ଥିଲା ଆଗରୁ କହିବାର ଥିଲା

  • @indrajitkhamari993
    @indrajitkhamari993 10 днів тому +2

    🙈🙉🙊 ama odishara mantri mane

  • @sakarsansarafsankar9235
    @sakarsansarafsankar9235 9 днів тому

    ଗୁହ ଖାଇ ଦେଲେ ଲଜ୍ୟା ଅବୁ ଛାଡ ହୋ

  • @pramodsethia1985
    @pramodsethia1985 10 днів тому +1

    Magia magia BJP government 😮😮😮😮😮

  • @thabirapadhan3770
    @thabirapadhan3770 8 днів тому

    ଦୀର୍ଘ 24 ବରଷ ବିଜେଡ଼ି ର ଟା ଚୂହୁଥିଲ ଯେ ଭଳ ଲାଗୁଥିଲା, ଏବେ ହାରି ଗଲା ଯେନ୍ତା ଗାଣ୍ଡ ଫାଟି ଯାଉଛେ କେନ୍ତା 🤭🤭🤭🤭🤭🤭🤭🤭🤭🤭

  • @man2vlogs449
    @man2vlogs449 10 днів тому

    ତାକର ଏଜେଣ୍ଡା ରେ ନାଇ ନ

  • @umakantatandi4187
    @umakantatandi4187 10 днів тому

    Kv singh bahut kharab