Це відео не доступне.
Перепрошуємо.

କଂଗ୍ରେସ ଭବନ ଆଗରେ ଖଣ୍ଡଯୁଦ୍ଧ: ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗୋବର ମାଡ଼ | NandighoshaTV

Поділитися
Вставка
  • Опубліковано 1 лип 2024
  • #congress #bjp #nandighoshatv
    କଂଗ୍ରେସ ଭବନ ଆଗରେ ଖଣ୍ଡଯୁଦ୍ଧ: ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗୋବର ମାଡ଼
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 871

  • @DeepakSwain-dh8zw
    @DeepakSwain-dh8zw Місяць тому +152

    ଆରେ ଭାଇ ମୂର୍ଖ ଟିକେ ସୁଧୁରି ଯାଅ ❤❤❤
    ଜୟ କଂଗ୍ରେସ ❤❤❤

  • @tapaskumarpujari5830
    @tapaskumarpujari5830 Місяць тому +94

    ବିଜେପି ପାର୍ଟି ବାଲା ଦିନେ ନା ଦିନେ ଓଡ଼ିଶା କୁ ଦଙ୍ଗା ସୃଷ୍ଟି କରିବେ । ତମକୁ ଲୋକ ମାନେ ଭଲଭାବରେ ସରକାର ଚଲାଇବା ପାଇଁ ଓଡିଶାର ଜନସାଧାରଣ ଭୋଟ୍ ଦେଇଛନ୍ତି ଧର୍ମ ନାଁରେ ରାଜନୀତି କରିବା ପାଇଁ ଭୋଟ୍ ଦେଇ ନାହାନ୍ତି । ଯଦି ଏପ୍ରକାର ରାଜନୀତି କରିବ ତମକୁ ପାଞ୍ଚ ବର୍ଷ ପ୍ରଯୋନ୍ତ ସରକାର ଉପାଡ଼ି ପିଙ୍ଗିବେ ।

  • @badalraaz1908motivational
    @badalraaz1908motivational Місяць тому +185

    ଓଡିଶାର ଅନ୍ଧଭକ୍ତ ମାନେ କାହିଁକି ଏମିତି ହେଉଛ ରେ ସବୁ ମରିବ ଆଉ ରାଜନୀତିଜ୍ଞ ମାନେ ରାଜ ଉଆସରେ ବସିକି ମଜାନେବେ.. କେବେ ଆଉ ସୁଧୁରିବ ଆଉ

    • @ranajitkumarmohanty9740
      @ranajitkumarmohanty9740 Місяць тому +11

      Modi tini masa bhitare hatijiba. Rahul Gandhi ku face karibaku Takata nahin. Smruti Irani bi nahin.

    • @susarsawnta7
      @susarsawnta7 Місяць тому +3

      Right

    • @saratpradhan8117
      @saratpradhan8117 Місяць тому

      ପାଣ୍ଡୁ ବାଣ୍ଡ୍ କେତେ ଚାଟିବ କିରେ ଗେଣ୍ଡା 🐌🐌 ଦଳ

    • @santoshswain6764
      @santoshswain6764 Місяць тому

      ଶଳା ଅନ୍ଧ ଭଂକ୍ତଙ୍କୁ ପିଟ ଉପରେ ଗେରୁଆ ଭିତରେ ଗୋରୁ ବେପାର କରନ୍ତି

    • @chunuramhansdah2525
      @chunuramhansdah2525 Місяць тому +3

      Rahul is right Hindu mane hingsro

  • @prasantapattanaik862
    @prasantapattanaik862 Місяць тому +65

    ବିଜେପି ଦାଦାଗିରି କରେ ।ସବୁ କଥା ତାର ସମସ୍ତେ ମୁଣ୍ଡ ପାତି ସହି ଯାଆନ୍ତେ। ହିନ୍ଦୁ ହିନ୍ଦୁ କହି ବିଜେପି ରାଜନୀତି କରୁଛି ବିଜେପି। ଅଯୋଧ୍ୟା ରେ ହାରିଲା ପରେ ରାମ୍ ମନ୍ଦିର କାମ କଲାନି ବିଜେପି ହାରିଲା ତ ଗାଣ୍ଡିରେ ନିଆଁ ଲାଗୁଛି।

  • @brundabanrout9655
    @brundabanrout9655 Місяць тому +103

    ଯେଉଁ ଭଉଣୀ ମାନେ ରାଜ ରାସ୍ତାରେ ଚିଲାଉଛନ୍ତି, ସେମାନେ ଜାଣିବା ଦରକାର, ମଣିପୁର ରେ ମହିଳା ମାନଂକୁ ଲଙ୍ଗଳା କରିଦେଲେ, ସେତେବେଳେ ଏମାନେ କେଉଁଠି ଥିଲେ ଜୟ ଜଗନ୍ନାଥ

  • @SUJITKUMARDASH-ff6ck
    @SUJITKUMARDASH-ff6ck Місяць тому +120

    BJP ପାର୍ଟି ଅଫିସ କୁ ଯାଅ ମୋଦି ପୋଷ୍ଟର ରେ ଗୋବର ମାର, BJP ର ଗୁଣ୍ଡାରାଜ୍ ବନ୍ଦ ହେବା ଦରକାର

  • @megatronpro5641
    @megatronpro5641 Місяць тому +181

    ସବୁଠୁ ବଡ ମାଆ ଗୀଆ ନରେନ୍ଦ୍ର ମୋଦୀ

  • @pintunkumarmohanty2893
    @pintunkumarmohanty2893 Місяць тому +63

    ବିଜେପି ଆଗକୁ ସବୁ ଇଲେକ୍ସନ ହାରିବ

  • @user-cg8hq3cm4n
    @user-cg8hq3cm4n Місяць тому +54

    BJP ସରକାର ଆସିଲେ ହିଁ ବିଭିନ୍ନ ରାଜ୍ୟରେ ଏପରି କାଣ୍ଡ ଘଟୁଛି।

  • @sukrutapradhan6893
    @sukrutapradhan6893 Місяць тому +108

    ଏମିତି ଅରମ୍ଭ କରି ଶେଷରେ ଦଙ୍ଗା ସୁନିଶ୍ଚିତ।

  • @avayjena9238
    @avayjena9238 Місяць тому +91

    ରାହୁଲ ଗାନ୍ଧୀ ପ୍ରକୃତ ହିନ୍ଦୁ ଧର୍ମର ନୀତି ନିୟମ କଥା କହିଥିଲେ,ମୋଦି କୁ କହିଥିଲେ ତୁମେ ହିନ୍ଦୁ ନୁହେଁ,କାରଣ ମୋଦି ବାରମ୍ବାର ମିଛ ଓ ହିଂସା କୁ ଆପଣେଇଛନ୍ତି,
    ହିଂସା ଓ ମିଛ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପାପ

    • @sidharthmohanty5572
      @sidharthmohanty5572 Місяць тому

      ରାହୁଲ ଗାନ୍ଧୀ ଆଗ ପ୍ରମାଣ ଦେଉ ସିଏ ହିନ୍ଦୁ ବୋଲି ତାପରେ ହିନ୍ଦୁ ବିଷୟରେ କହିବ ପପୁ

    • @jitu_Travel
      @jitu_Travel Місяць тому +2

      ​@@sidharthmohanty5572 tu aga dna test kare to bou keteta saha soichi

    • @bibhutibhusannaik575
      @bibhutibhusannaik575 Місяць тому

      ​@@jitu_Travel Correct Bhai

    • @user-mv1gz9bn1l
      @user-mv1gz9bn1l Місяць тому

      Correct

    • @DJBabu-xg4oq
      @DJBabu-xg4oq Місяць тому

      ସତ କଥା

  • @suryabaral560
    @suryabaral560 Місяць тому +73

    Rahul Gandhi jindabad

  • @avayjena9238
    @avayjena9238 Місяць тому +270

    ମୋଦି ଯେମିତି ମିଛୁଆ ଏଗୁଡ଼ିକ ସେମିତି ମିଛୁଆ

  • @kalebdigal7202
    @kalebdigal7202 Місяць тому +149

    କେଡେ ମିଛୁଆ ଲୋକ BJP । ସେ ମାଇକିନା କୁ ଲାଜ ଲାଗୁନି ମିଚ କହୁଚି

    • @saratpradhan8117
      @saratpradhan8117 Місяць тому +1

      ରାଣ୍ଡି ଘୋଷ ଚ୍ୟାନେଲ

    • @sudhirlakraeatingblogs
      @sudhirlakraeatingblogs Місяць тому +3

      Taku gehichi rahul sethi pain ragichi bhai thau dhere dhere mn shnt hebo😂😂😂

    • @bikashmarkey7347
      @bikashmarkey7347 Місяць тому +1

      BJP dala sabu bula Kukura bhalia Ch hi

    • @India44849
      @India44849 Місяць тому

      Jhia jeu bhali congress ku nida karuchhi.murkha tukil se kichhi Jani ni time asiba se kmiti heba.chhi chhi re alajugya tukil.tote Modi ra kana val laguchhe bea .

    • @geetapingua4379
      @geetapingua4379 Місяць тому

      Hmmm thik kahila chii bjp​@@bikashmarkey7347

  • @bapircb7783
    @bapircb7783 Місяць тому +34

    ଦେଶରୁ ବିଜେପି କୁ ହଟାଅ

  • @JoelJoel-qc7kj
    @JoelJoel-qc7kj Місяць тому +26

    ସବୁ ଧର୍ମକୁ ସମାନ ଦେଖୁନାହାନ୍ତି ମୋଦି ସେଥି ପାଇଁ ଏହି ସବୁ କାଣ୍ଡ ଭାରତ ଏକ ଧର୍ମ ନିରକ୍ଷେପ ଦେଶ ହେଈଟା ଜାଣିବା ଉଚିତ jay congress jay rahul gandhi jay ସମ୍ବିଧାନ ଜୟ ଭୀମ ରାଓ ଆମ୍ବତେକର

    • @omm6324
      @omm6324 Місяць тому

      Sei ta bhul heichi bharata hindu rashtra haba katha

    • @JoelJoel-qc7kj
      @JoelJoel-qc7kj Місяць тому

      @@omm6324 ନାହିଁ ଭାରତରେ ସବୁ ଧର୍ମ ର ଲୋକ ରହୁଛନ୍ତି କେମିତି ହିନ୍ଦୁ ରାଷ୍ଟ୍ର କରି ହେବ 🙄🙄🙄🙄

  • @ranajitkumarmohanty9740
    @ranajitkumarmohanty9740 Місяць тому +112

    BJP ଗୋଟେ ଗୁଣ୍ଡା ଦଳ ll ଏତେ ଦିନ ଶାସନରେ ରହି BJD କେବେ ଏଭଳି କରିଥିଲାକି?

  • @avayjena9238
    @avayjena9238 Місяць тому +53

    ଗୋବର ମୁଣ୍ଡିଆ ନାରୀ

  • @user-ud7vs3en2f
    @user-ud7vs3en2f Місяць тому +29

    ଏଇ ତ ହିନ୍ଦୁର ଚିହ୍ନ !! ଜ୍ଞାନର ଅଭାବ !!

  • @happyboystar5445
    @happyboystar5445 Місяць тому +68

    Rahul Gandhi Jindabat Jindabat Jindabat.

  • @SUJITKUMARDASH-ff6ck
    @SUJITKUMARDASH-ff6ck Місяць тому +34

    ବିରୋଧି ଦଳ ତା ଭୂମିକା ନ ତୁଲାଇ କଣ ମୋଦି ଙ୍କୁ ଗେଲ କରିବ, ଗଣତନ୍ତ୍ର ର ଅର୍ଥ ବୁଝପାରୁନାହ ବୋଧେ

  • @broken5744
    @broken5744 Місяць тому +73

    ନାରୀ ସମାଜକୁ ତମ ମୋଦି ସରକାର ଜାଣି ନାହିଁ ଯା ମଣିପୁର ଦେଖିକି ଆସିବୁ ତମ ଭଳି ନାରୀ କୁ ଲଙ୍ଗଳା କରିକି ରାସ୍ତା ରେ ବୁଲାଉଛି ତମ ମୋଦି ସରକାର

    • @Zanil-kr7ll
      @Zanil-kr7ll Місяць тому +3

      Are Bhai se bajat maikina mahila jaati ra kalank

    • @saratpradhan8117
      @saratpradhan8117 Місяць тому +2

      ବଲେ ବଲେ ଢ଼ାବା କିଏ କାହାକୁ ସମ୍ମାନ ଦେଉଛନ୍ତି

    • @kirankumarswain8107
      @kirankumarswain8107 Місяць тому

      ​@@saratpradhan8117 Dekhi thila ki jai 😅 proof achi na

    • @chinmayapradhan919
      @chinmayapradhan919 Місяць тому +2

      ଆମ ଓଡିଶା ରେ ମଣିପୁର ଭଳି ହେଲେ ନାରୀ ସୁଧୁରିବେ

    • @saratpradhan8117
      @saratpradhan8117 Місяць тому

      @@chinmayapradhan919 ବଲ୍କେ ବଲ୍କେ ଢ଼ାବା କ'ଣ ଚାଲିଥିଲା ଏଲିନା ସହିତ,

  • @birajrout7432
    @birajrout7432 Місяць тому +48

    ପଦ୍ମ ଫୁଲିଆ ସବୁ ହିନ୍ଦୁ ଆଉସବୁ ବିଧର୍ମି।
    କଂସେଇ ଖାନାରୁ ଚାନ୍ଦା ଆଣିବା ସବୁ ସଚା ହିନ୍ଦୁଙ୍କ କାମ ।
    ରାମ ନାମ ନେଇ ଅନ୍ୟ ହିନ୍ଦୁ ଦେବା ଦେବୀ ଙ୍କୁ ଅଣଦେଖା କରିବା କୋଉ ହିନ୍ଦୁ କାମ।
    ଶାଗୁଣା କହୁଛି ମୁଁ ସାକାହାରି

    • @sidharthmohanty5572
      @sidharthmohanty5572 Місяць тому +1

      ଆପଣ ଯାଇଥିଲେ ଚାନ୍ଦା ଆଣିବାକୁ ବୋଧେ ନହେଲେ ଜାଣିଲେ କେମିତି

    • @DeepakSwain-dh8zw
      @DeepakSwain-dh8zw Місяць тому

      ଭାଇ ଯାହା କୁହ କି ଶୟରୀ♥️♥️

    • @birajrout7432
      @birajrout7432 Місяць тому

      @@sidharthmohanty5572 Electoral bond re BJP ku 250cr milichhi boli SBI court and govt of India ku janaithile.

  • @nilspradhan6523
    @nilspradhan6523 Місяць тому +29

    ବିଜେପି ଯଦି ହିନ୍ଦୁ ଧର୍ମକୁ ନ ନେଇ ପ୍ରଚାର ନ କଲେ ନିର୍ବାଚନ ରେ ପୁରା ମୂଳା ପାଇଥାନ୍ତେ.... ତାଙ୍କ ପଛରେ କେଵଳ ଅନ୍ଧ ଭକ୍ତ ମାନେ ହିଁ ଲାହିକି ରହୁଛନ୍ତି... ୟାଙ୍କ ପାଇଁ ଆଜି ଗରିବୀ ଲୋକଟି ମେହେଙ୍ଗାଇ ରେ ଭୋକରେ ମାରୁଛି... ଛି

  • @purnasahoo7859
    @purnasahoo7859 Місяць тому +24

    Jaya congress

  • @MNDIGITALSARAKANA
    @MNDIGITALSARAKANA Місяць тому +22

    ବାଲେଶ୍ବର ପରେ ଏବେ ଭୁବନେଶ୍ୱର ରେ 😮😮

  • @user-dp4ul7ll8i
    @user-dp4ul7ll8i Місяць тому +34

    Jay congres

    • @bathteach..4739
      @bathteach..4739 Місяць тому

      ବିଜେପି ବି ହିନ୍ଦୁ CONGRESS ବି ହିନ୍ଦୁ, ରାହୁଲ ଗାନ୍ଧୀ ମୋଦୀ କୁ ଟାର୍ଗେଟ କରି କହିଲେ ହିନ୍ଦୁ ହିନ୍ଦୁ କହି ହିଂସା କରୁଛି କହିଲେ ହେଲେ ବିଜେପି ବାଲାଙ୍କୁ ଏତେ ରାଗ ହେଲେ CONGRESS ଲୋକ ହିନ୍ଦୁ ନୁହଁନ୍ତି କି ? ବିଜେପି ଆରମ୍ଭ କଲା ଦଙ୍ଗା ଏହା ସୁନିଶ୍ଚିତ, ବିଜେପି ଲୋକ ଟିକେ ମୁଣ୍ଡକୁ nehi ଚିନ୍ତା କର ରାହୁଲ ଗାନ୍ଧୀ ଠିକ୍ କହିଲେ ନା ଭୁଲ କହିଲେ ତାହା ପରେ ରାଜ ରାସ୍ତା କୁ ଆସ ,

  • @chandrakantabehera6550
    @chandrakantabehera6550 Місяць тому +11

    BJP odisha ରେ ଦଙ୍ଗା କରେଇ କି ଛାଡ଼ିବ , ଅନ୍ଧ ଭକ୍ତ ମାନେ ଖୁସି ତ

  • @jakhyamandal5118
    @jakhyamandal5118 Місяць тому +19

    ରାହୁଲ ଗାନ୍ଧୀ ଟିକ କହୁଥିଲା 😅😅

  • @AshokSatapathy-wv6vx
    @AshokSatapathy-wv6vx Місяць тому +15

    Rahul Gandhi Jindabad

  • @user-zs4vp2ce9u
    @user-zs4vp2ce9u Місяць тому +17

    Cangres Rahul Right

  • @biswajit750
    @biswajit750 Місяць тому +30

    😂😂😂... ଅନ୍ଧ ଭକ୍ତ....

  • @nakulabehera8456
    @nakulabehera8456 Місяць тому +10

    ଆରମ୍ଭହେଲା ଦଙ୍ଗା ସୁନାର ଓଡିଶାକୁ ଏମାନେ ଧନ୍ସ କରିଦେବେ ଏ BJP ବାଲା କୁକୁର ଶଳା

  • @JugalNaik-up3jj
    @JugalNaik-up3jj Місяць тому +40

    ତ ମ ଦୁଇଟାକୁ ରାହୁଲ ଗାନ୍ଧି ପେଲିଥିଲା କି

  • @SukantaRout-xw5dx
    @SukantaRout-xw5dx Місяць тому +6

    Jay congress

  • @MNDIGITALSARAKANA
    @MNDIGITALSARAKANA Місяць тому +18

    OTV ଆଉ Argus କୁକୁର ପଛରେ ପଡି ଛନ୍ତି

  • @arunmohanty4703
    @arunmohanty4703 Місяць тому +7

    ଏଇତ ବିଜେପି ର ଦଙ୍ଗା ଆରମ୍ଭ ମାତ୍ର ଏବେ ଓଡିଶା ରେ ଗୋଟେ ଅହିଷ୍ଣୁ ର ବାତାବରଣ ସୃଷ୍ଟି ହିସାରିଲାଣି ଏହା କେତେ ମୁଣ୍ଡ ନେଇ ସରିବ ଦେଖିବାର ସମୟ ଏମାନେ ଗୋଧି ଭକ୍ତ ସତ୍ତା ର ନିଶା ରେ ମସଗୁଲ ଏଠି ପୁଣି କନ୍ଧମାଳ ଭଳି ପରିସ୍ଥିତି ଦେଖିବାକୁ ପଡିବ

  • @SUJITKUMARDASH-ff6ck
    @SUJITKUMARDASH-ff6ck Місяць тому +8

    ଗୋଟେ ପାଲା ଚାଲିଛି, ଯେତେ BJP ର bite ଦେଉଥିଲେ ସବୁ ମୂର୍ଖ ଗୁଡାକ, ସେ ଭଦ୍ର ମହିଳା କଣ କହିଲା, ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମକୁ ଅପମାନ କଲା, ସେ ମୂର୍ଖ ସ୍ପୀଚ ସୁନିନାହିଁ, ମହିଳା ଙ୍କୁ ସମ୍ମାନ ଜଣାଇ ବା ଉଚିତ୍ କିନ୍ତୁ ଅଭଦ୍ରଙ୍କୁ ନୁହେଁ

  • @arjunsanta4235
    @arjunsanta4235 Місяць тому +12

    Jay Rahul ji

  • @kshetrabasidas9682
    @kshetrabasidas9682 Місяць тому +18

    Rahul Gandhi 👌👌👍 Rahul Gandhi katha na bujhi ajatha rajaniti

  • @user-bt9fe6dq8k
    @user-bt9fe6dq8k Місяць тому +14

    ସେ କଣ କହିଛନ୍ତି ଟିକେ ବୁଝିବାକୁ ଚେଷ୍ଟା କର

    • @susantabakhara1740
      @susantabakhara1740 Місяць тому

      E maane bujhibe nahii emane andh bhakt or gobar bhakt

  • @subratparida8941
    @subratparida8941 Місяць тому +5

    Congress party jindawad

  • @amarnathnayak5021
    @amarnathnayak5021 Місяць тому +4

    ବିଜେପି ଯାହା କରିବା କଥା ପି ଏମ ଜୀ ଛକ କିମ୍ବା ବାହାରେ କରିବା କଥା.....
    କିନ୍ତୁ ଏମାନେ ସିଧା କଂଗ୍ରେସ ଭବନ ଜିବା ଅନୁଚିତ! ଏସବୁ ବଡ଼ ଅନ୍ୟାୟ କଥା.........

  • @megha4764
    @megha4764 Місяць тому +10

    Only bjd

  • @user-cu7id5si3p
    @user-cu7id5si3p Місяць тому +17

    😂😂😂😂A michua dala bjp dala

  • @subratparida8941
    @subratparida8941 Місяць тому +5

    Chhatra Congress Jindawad

  • @debendrapujhari-pw4rx
    @debendrapujhari-pw4rx Місяць тому +6

    କଂଗ୍ରେସ ଭବନ କୁ ଗାଣ୍ଡି ମରେଈ ହେବାକୁ ଆସିଛନ୍ତି ବିଜେପି ଵାଲେ

  • @mrchandankamila9033
    @mrchandankamila9033 Місяць тому +17

    Sola BJP bala tomo muho ku lajo nahi

  • @sucharitapanigrahy1790
    @sucharitapanigrahy1790 Місяць тому +14

    Amiti kabe bjd govt karinathila

  • @reetap4008
    @reetap4008 Місяць тому +3

    ଓଡିଆ ମାନେ ଏବେ ଦେଖ ତ୍ରାହି ତ୍ରାହି କରିବେ ଓଡିଆ କାନ୍ଦି କାନ୍ଦି ନବୀନ ବାବୁ ଙ୍କୁ ଖୋଜିବେ
    ଧର୍ମ ର ଲଢେଇ କେବଳ BJP କରୁଛି , ହିଂସା କୁ ଯାଅ ନାହିଁ ସତ କୁ ସମ୍ମାନ ଦିଅ
    ରାହୁଲ ଗାନ୍ଧିଙ୍କ ଭାଷଣ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି,ସିଏ ଯାହା କହିଛନ୍ତି ଠିକ୍ କହିଛନ୍ତି
    ମୋଦୀ ରାହୁଲ ଗାନ୍ଧି ର ଛବି ବିଗାଡି ବାକୁ ହିନ ପ୍ରୟାସ କରୁଛି🙏

  • @user-mf4qe6mb5g
    @user-mf4qe6mb5g Місяць тому +1

    Onvet ଜିଲ୍ଲା ରେ କଂଗ୍ରେସ ବହୁତ ଭଲ ପ୍ରଦର୍ଶନ ଆମେ ଗର୍ବ ଅନୁଭବ କରୁଛୁ କଂଗ୍ରେସ ହିଁ ଭାରତ ମାତାର ସନ୍ତାନ ଜୟ କଂଗ୍ରେସ ଜୟ ଭାରତିୟ

  • @user-sm7uc2tu6q
    @user-sm7uc2tu6q Місяць тому +4

    ଜୟ ଶ୍ରୀ ଜଗନ୍ନାଥ

  • @pprs58
    @pprs58 Місяць тому +7

    ମନୁସ୍ମୃତିର ଏହି ଶ୍ଳୋକ ଅନୁଯାୟୀ ହିନ୍ଦୁ ସନାତନ ଧର୍ମ ହେଲା - "ଅଦ୍ରୋହଃ ସର୍ବ ଭୂତେଷୁ କର୍ମଣା ମନସା ଗିରା । ଅନୁଗ୍ରହଶ୍ଚ ଦାନଂଚ ଧର୍ମ ଏଷ ସନାତନଃ ।।" ଅର୍ଥାତ୍ - କର୍ମ, ବଚନ ଏବଂ ମନ ଦ୍ବାରା ସର୍ବଭୂତଙ୍କ ପ୍ରତି ଅଦ୍ରୋହ, ଅନୁଗ୍ରହ ଓ ଦାନଶୀଳ ହେବା ସନାତନ ଧର୍ମ ଅଟେ।

    • @apartimoharana2763
      @apartimoharana2763 Місяць тому +2

      ଆପଣଙ୍କୁ ସାଧୁବାଦ.
      କିଏ ବୁଝିବ ମଣିଷତ୍ୱ ଆଉ ନାହିଁ

    • @MNDIGITALSARAKANA
      @MNDIGITALSARAKANA Місяць тому

      ଧନ୍ୟବାଦ ସାର❤

  • @theperfectlaw922
    @theperfectlaw922 Місяць тому +8

    3:50 Modi out in coming election but Rahul gandhi coming PM in india

  • @Antaryamii872
    @Antaryamii872 Місяць тому +4

    ବିଜେପି ହଟାଅ

  • @BibunaBibhuti
    @BibunaBibhuti Місяць тому +5

    Rahul gandhi next p m for future joy

  • @MrSwarajdas
    @MrSwarajdas Місяць тому +2

    BJP କର୍ମୀ ମାନେ ଏପରି କରିବା ଉଚିତ ନୁହେଁ ସେମାନଙ୍କୁ ଶୀଘ୍ର ବନ୍ଧା ଯାଉ

  • @prakashsing98
    @prakashsing98 Місяць тому +2

    Jay shree Ram Jay Congress 🕉️🙏🚩🙏🙏

  • @SashikantNayak-z1y
    @SashikantNayak-z1y Місяць тому +4

    Rahul is absolutely right and will be our next PM

  • @AnliSahoo-pr7th
    @AnliSahoo-pr7th Місяць тому +4

    ରାଜଧାନୀ ଭୁବନେଶ୍ଵର ଠାରୁ ଆରମ୍ଭ ଏବେ ଗାଆଁ ଗାଆଁ ଚାଲିବ

  • @malikabichhara8835
    @malikabichhara8835 Місяць тому +1

    ପ୍ରଭୁ ଅଚ୍ୟୁତଙ୍କ ବାକ୍ୟ ସତ୍ୟ ହେବାକୁ ଲାଗିଲା।
    ଜୟ ଅଚ୍ୟୁତ ଶରଣ ହରି ଓଁ

  • @abhiramkadraka4324
    @abhiramkadraka4324 Місяць тому +4

    ମୋଦିଙ୍କୁ କିଏ ଆମ ଦେଶରୁ ବାହାର କରିଯିବ ତାକୁ ଶହେ ନୋ ତାକୁ ଯିଏ ପୁରସ୍କା ଦେଇ ନଥିବ ତାକୁ ଦିଆଯିବ..ଜୟ କଂଗ୍ରେସ..❤❤❤Love for people of the ODISHA

  • @samuelmurmu1310
    @samuelmurmu1310 Місяць тому +2

    Jay Congress ❤

  • @satyajitsahu9488
    @satyajitsahu9488 Місяць тому +3

    Aji Navin babu thile amiti heinathanta, we miss nabin, pandyan sir 😢😢😢😢😢❤❤❤❤

    • @shortsX279
      @shortsX279 Місяць тому

      Postal be bjp ku vote dei😅😅😅

  • @satyachayaentertanment1870
    @satyachayaentertanment1870 Місяць тому +4

    ଅର୍ଗସ ର ଦୁର୍ଗାଶିଷ କୁଆଡେ ଯାଇଛି ସେ ମାଳିସାହି ରେ news କରୁ ସେ ମହାଗାଲୁଆ ଟା

  • @sucharitapanigrahy1790
    @sucharitapanigrahy1790 Місяць тому +5

    Jay india menta

  • @SanatanchattarChattar
    @SanatanchattarChattar Місяць тому +3

    Bjp କର୍ମୀଙ୍କୁ ବୋମା ମାଡ଼ କର,,,,

  • @EKIARTVLOG-vt8hk
    @EKIARTVLOG-vt8hk Місяць тому +3

    Bhala karichanti congress

  • @bhikaricharansahu8064
    @bhikaricharansahu8064 Місяць тому +4

    ଧର୍ମ ପାଇଁ ରାଜନୀତି ହେବ ହେବ ହିନ୍ଦୁ ବିରୋଧୀ ଦେଶ ଛାଡି ପଲାଅ

  • @pinkumeher821
    @pinkumeher821 Місяць тому +7

    Mg BJP mobile recharge badhaila, congress time re ate rate na thila

  • @KedarPaule
    @KedarPaule Місяць тому +9

    Tamaku Laja laguni re mayikina mane😂😂

  • @user-ch3qj4pv5v
    @user-ch3qj4pv5v Місяць тому +1

    ନବୀନ ପଟ୍ଟନାୟକ ଜିନ୍ଦାବାଦ❤❤❤

  • @JagannathSabar-dm1si
    @JagannathSabar-dm1si Місяць тому +3

    Jay Congress joba Congress

  • @rohitrout86
    @rohitrout86 Місяць тому +7

    Bjp gote dharma ku nei kheluchhi bjpku raja niti nai karu pls

  • @kalicharanmajhi7131
    @kalicharanmajhi7131 Місяць тому +2

    ନରେନ୍ଦ୍ର ମୋଦୀ ଚୋର ଆଉ ମିଛୁଆ ସେଥିପାଇଁ ସବୁ ଜିନିଷ ଦର ଦାମ ବଢିଛି ।

  • @user-ib2vw2rt7b
    @user-ib2vw2rt7b Місяць тому +2

    ବିଜେପି କର୍ମୀ ଙ୍କ ଉପର କୁ ତାଙ୍କ ଖାଦ୍ୟ ଗୋବର ଫିଙ୍ଗାଗଲା

  • @ReeGamango-ni6ui
    @ReeGamango-ni6ui Місяць тому +2

    ମଣିପୁରରେ bjp ନାରିକୁ ସମ୍ମାନ ଦେଲା

  • @nayakpapu279
    @nayakpapu279 Місяць тому +1

    Congress❤

  • @samithjhaan8722
    @samithjhaan8722 Місяць тому

    ରାହୁଲ ଗାନ୍ଧୀ ଜ଼ିନ୍ଦାବାଦ ❤️❤️❤️❤️❤️❤️❤️ସବୁବେଳେ 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉ସବୁ ଜାଗାରେ ❤❤❤❤❤

  • @Anshu_777..
    @Anshu_777.. Місяць тому +2

    ମୋଦି ଗୋଟିଏ ବଡ଼ ମିଛୁଆ,

  • @Zanil-kr7ll
    @Zanil-kr7ll Місяць тому +1

    BJD jindabad

  • @sanjeeb111
    @sanjeeb111 Місяць тому +1

    BJP ମାଗିଆ ପରମ ମିଛୁଆ ରାହୁଲ ଗାନ୍ଧୀ ଆମ ପାଇଁ ଜୀବନ

  • @DebirathaMajhi
    @DebirathaMajhi Місяць тому +1

    Jay Sri ram❤❤❤❤❤

  • @ajaysamal1195
    @ajaysamal1195 20 днів тому

    ଜୟ ଜଗନାଥ ଜୟ ବିଜେପି ଜୟ ମୋଦି🙏🙏🙏🙏🙏

  • @TRINATHSATAPATHY-qw4pp
    @TRINATHSATAPATHY-qw4pp Місяць тому +4

    ଆଉ ତ ପପୁ ଆସି ଯେଉଁ ଭାଷଣ କହିଲା ସେୟା କଣ ତ ମା ବିଆ ରେ ଗେଇନି କିରେ ମାଗିଆ... ସେଇ ଯୋଉ ମାଗିଆ ବେଶୀ କହୁଛି ମାଡ଼ ମାର ମାଗିଆ କୁ

    • @prakashanaik2080
      @prakashanaik2080 Місяць тому +4

      ମୋଦି ର ଧର୍ମ ପୁତ୍ର ବାଧିଯାଉଛି

  • @reetap4008
    @reetap4008 Місяць тому +1

    BJP କୁ ସାରା ଭାରତରେ ଲୋକ ଚିହ୍ନି ସାରି ଛନ୍ତି,ଆଉ କେତେ ନୋତଙ୍ଗି କରିବ ଏଇ ଗୋହତ୍ୟା କାରୀ ଦଳ

  • @prasantapattanaik862
    @prasantapattanaik862 Місяць тому

    ମିଛୁଆ ପ୍ରତାରକ ବିଜେପି ଗତ ଦଶ ବର୍ଷ ଠକି ଏବେ ଠକି ପୁଣି ଜିତିଲା। ଦରଦାମ୍ ଓ ମୋବାଇଲ ରିଜାର୍ଜ ଟାରିଫ୍ ସବୁ ବଢିଲା। ମିଛ ପ୍ରତିଶ୍ରୁତି ଦେଲା।ଦେଲା ବେଳକୁ ସୁଭଦ୍ରା ଯୋଜନା, ବିଜୁଳି ଦର ଛାଡ, ଆୟୁଷ୍ମାନ ଯୋଜନା, ଗରିବ ଚାଉଳ ଯୋଜନା, ସାହାରା ପଇସା ଆହୁରି ଅନେକ ଯୋଜନା ଲୋକେ ସହଜରେ ପାଉ ନାହାନ୍ତି।ଭୋଟ ଦେଇ ପରେ ପସ୍ତେଇଲେ କଣ ଲାଭ? ସବୁ ବିଜେପି ବାଲାଙ୍କ ଭାଷଣ ଶୁଣି ଭାସିଯାଇ ଭୋଟ ଦେଲ।କେବେ ପଚାରିଛ ବାଜେ କଥା ପାଣ୍ଡିଆନ କଥା ଓଡ଼ିଆ ଅସ୍ମିତା କଥା ଇତ୍ୟାଦି କହ ନାଇଁ।ଗତ ଦଶ ବର୍ଷରେ କଣ ଲୋକ ହିତକର କାମ କରିଛ କହ।ଏବେ ପସ୍ତଉଛ।ଏ କଥା ମନେରଖ।୨୦୨୯ ରେ ଭୋଟ ମାଗି ଆସି ଆସିଲେ ପୁରା ତଡିବ।

  • @user-do3fb9gc5q
    @user-do3fb9gc5q Місяць тому +1

    ବିଜେପି ପାର୍ଟି ଅଫିସ ଯାଇ ଫେକୁ ମୋଦି ର ପଷ୍ଟର ରେ ଗୋବର ମାର।❤

  • @9traju803
    @9traju803 24 дні тому +1

    Bjp ଯଉ ଜାଗାରେ ବି ହାତ ମାରୁଛି ସେଇ ଯାଗାରେ ହିଁ ଦଙ୍ଗା cast କୁ ନେଇକି Religion କୁ ନେଇକି ସବୁ ଆଡେ ଦେଖିବ ଦଙ୍ଗା ଦଙ୍ଗା ସବୁଆଡେ ସେଥିପାଇଁ Bjp ko ହଟାଇ ଆଉ କାହାକୁ ଭୋଟ ଦିଆ କିଛି ଅସୁବିଧା ନାହିଁ

  • @9traju803
    @9traju803 24 дні тому +1

    Bjp କୁ ହଟାଅ ଓଡିଶା କୁ ବଞ୍ଚାଅ ଆଉ ନହେଲେ BJP Odisha କୁ ଗୋଟେ ଏକ ନମ୍ବର ଦଙ୍ଗା ରାଜ୍ୟ ରେ ପରିଣତ କରିଦେବ

  • @LunaSahoo-cp5qz
    @LunaSahoo-cp5qz Місяць тому +2

    Right Rahul

  • @sukuansamad4428
    @sukuansamad4428 Місяць тому +1

    Congress jindabad

  • @kumarpradhan1461
    @kumarpradhan1461 Місяць тому +1

    ରାହୁଲ ଗାନ୍ଧି ଏକ୍ସାଟ ଏଟା ନହିଁ କହିଥିଲେ କି bjp ହିଂସା କୁ ବିଶ୍ୱାସ କରେ 😂

  • @swapnilraja1409
    @swapnilraja1409 Місяць тому

    ରାହୁଲ ଗାନ୍ଧିଙ୍କ ବକ୍ତବ୍ୟ ଠିକ୍ ଅଛି, ଧର୍ମ କୁ ନେଇକି ରାଜନୀତି, ଭଗବାନ୍ ନାମରେ ଭୋଟ ମାଗିବା ଆମେ ବି ନିନ୍ଦା କରୁଛୁ ❤❤❤ତମେ ହିନ୍ଦୁ ନାମରେ ଧନ୍ଦା ଚଲେଇଲ , ଯଦି ଏଇ ହିନ୍ଦୁ ହିଁ ତମକୁ ଭଗେଇବେ ଦେଶରୁ, ସବୁ ଠାରୁ ହରିଚ, 😂😂😂ଏବେ ଖାଲି ଓଡ଼ିଶା ଆଉ ବିହାର ପାଇଁ ବଞ୍ଚିଗଲ❤❤❤

  • @rajeevkhura
    @rajeevkhura Місяць тому

    ଓଡ଼ିଶାରେ ଆରମ୍ଭ ହେଲା ବିଜେପି ଆତଙ୍କ । ଯେଉଁମାନେ BJP କୁ ଓଡ଼ିଶାରେ ଆଣିଲ ସମ୍ଭାଳ ଏଥିର ।

  • @sankar143music6
    @sankar143music6 Місяць тому +3

    ମାଡି ଚାଲ ଲଢ଼େଇ କର ଆମେ ଦେଖିବୁ କିଏ ଜିତୁଛି 🤣🤣

  • @deepaksahu1449
    @deepaksahu1449 Місяць тому

    ବିଜେପି ଲୁକ ଅଧିକ ହୋଉଛି

  • @AslamKhan-pd1hk
    @AslamKhan-pd1hk Місяць тому +6

    Rahul name to suna hoga modi hay hay😂😂😂

  • @dhanwatariBirua
    @dhanwatariBirua Місяць тому

    ଏହି ମହିଳାମାନେ ଯେମିତି ବିଜେପି ପାର୍ଟି, ନରେନ୍ଦ୍ର ମୋଦୀ ସେମିତି ମିଛୁଆ,, ଅପେକ୍ଷା କର ମହିଳା ମାନେ ନରେନ୍ଦ୍ର ମୋଦୀ କେମିତି ଖେଳ କରୁଛି ମହିଳା ମାନଙ୍କ ଉପରେ, ଜାଣି ଥିବ କେମିତି ମଣିପୁର ରାଜ୍ୟ ରେ ମଝି ରାସ୍ତାରେ ମହିଳା ମାନଙ୍କୁ ଧର୍ଷଣ କରା ଯାଉଥିଲା ମନେ ରଖ ହେଲା

  • @RanjanTadingi-eg3fj
    @RanjanTadingi-eg3fj 2 дні тому

    ଓଡ଼ିଶାରେ ବିଜେପି ରାଜ