Jibana Do Chhakire Ashara Alok Ep 318 28 MAY 2022| କାଳ ହେଲା ପ୍ରେମବିବାହ ପର କଲେ ଘରଲୋକ

Поділитися
Вставка
  • Опубліковано 17 січ 2025

КОМЕНТАРІ • 923

  • @beherasagar9745
    @beherasagar9745 11 місяців тому +14

    ଦୁଇ ପରିବାର କୁ ଶ୍ରୀ ଜଗନ୍ନାଥ ସବୁ ବେଳେ ଖୁସିରେ ରଖିବେ ମୋରୋ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା 🙏🙏🙏

  • @manojraj.....7435
    @manojraj.....7435 2 роки тому +204

    ଅନୁଭବ ଆଉ ବର୍ଷା କୁ ଏଇଠି କୁ ଅଣାଜାଉ କଣ କହୁଛ ଦର୍ଶକ ମାନେ

  • @sanjayoffical9071
    @sanjayoffical9071 Рік тому +24

    ଜୀବନକୁ ସୁନ୍ଦର ଏବଂ ସୁଗମ ଭାବରେ ଗଢିବାର ଦିଗଦର୍ଶନ ହେଉଛି (ଆଶାର ଆଲୋକ) କାର୍ଯ୍ୟକ୍ରମ l

  • @chittaranjanbanchhor7074
    @chittaranjanbanchhor7074 2 роки тому +202

    ଭଗବାନ ଏହି ଯୋଡି କୁ ସବୁ ଦିନ ପାଇଁ ଏମିତି ଭଲରେ ରଖି ଥାନ୍ତୁ... ଆପଣଙ୍କର ପରିବାର ସହିତ ଖୁସିରେ ରୁହନ୍ତୁ 💐

  • @skpbharatiyasanskruti
    @skpbharatiyasanskruti 2 роки тому +28

    ମୋ ହିସାବ ଏମିତି ନହେବା ପାଇଁ ଭାବି ଚିନ୍ତି ଜୀବନ ସାଥି ବାଛିନିଅ... ଯେମିତି ଘର ଲୋକଙ୍କ sapport ରହିବ ଭବିଷ୍ୟତରେ... କାରଣ ମା ବୋପା ଙ୍କ ବି ତୁମ ମାନଙ୍କ ଉପରେ ଅଧିକାର ଅଛି...

  • @dr.mrutunjayadas7285
    @dr.mrutunjayadas7285 2 роки тому +139

    ଚନ୍ଦନ-ପୂଜା ଉଭୟଙ୍କୁ ଶୁଭେଚ୍ଛା ଓ ଶୁଭ କାମନା

  • @sbpsmmedia8377
    @sbpsmmedia8377 2 роки тому +119

    ଜୀବନ ଦୋଛକିରେ ଆଶାର ଆଲୋକ ( ଆଜି ଦୁଇଟି ଭାଙ୍ଗି ଜାଇ ଥିବା ହୃଦୟ କୁ ମିଶାଇ ହସ ଆଣି ଦେଇ ଛ - ଆଶାର ଆଲୋକ members ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @BhikaPolai
    @BhikaPolai 2 роки тому +95

    ଆଜି ପର୍ଯ୍ୟନ୍ତ ମୁଁ କେବେ comment କରେ ନାହିଁ କିନ୍ତୁ ତମ 2 ଜଣ ଙ୍କ ପାଇଁ କରୁଛି
    2 ଜଣ ଭିତରେ ଭହୁତ ଭଲ ପାଇବା ଅଛି କିନ୍ତୁ କାହାର ନଜର ଲାଗି ଯାଇଛି ସତରେ ଭାଇ ତମର jodi no1

  • @sarojkumarnayak7408
    @sarojkumarnayak7408 2 роки тому +32

    ପ୍ରଥମେ ମୋର ଜଜ୍ ମାନଙ୍କୁ ପ୍ରଣାମ ଏତେ ବଡ଼ ଜଟିଳ ସମସ୍ୟା କୁ ଅତି ସୁନ୍ଦର ଏବଂ ସହଜ ରେ ମିଶାଇ ଦେଲେ ଧନ୍ୟବାଦ 🙏

  • @kjrrider2288
    @kjrrider2288 2 роки тому +65

    ଏଇସବୁ Episode ରୁ copy କରି ଓଡ଼ିଆ ଫିଲ୍ମ ବନାଇଲେ ଫିଲ୍ମ super hit ହେବ.....

  • @sanjaymallickhindustanmera8031
    @sanjaymallickhindustanmera8031 2 роки тому +34

    ଆରେ ଭାଇ ତମେ ଏମିତି ସ୍ତ୍ରୀ ପାଇ ଜଦି ଭଲରେ ନରଖିବ ଭଗବାନ୍ ଶାନ୍ତି ରହିବେ ନାହିଁ
    ଭଲ ମଣିଷ ହୁଅ ଭଲରେ ରୁହ

    • @payaljena2738
      @payaljena2738 2 роки тому

      Mo hasbend kemit badalibe amar same asubidha

  • @jharanarout8882
    @jharanarout8882 Рік тому +30

    ଭଗବାନ୍ କରନ୍ତୁ ତୁମେ ଦୁଇ ଜଣ ଖୁସିରେ ରୁହ ସବୁବେଳେ। Made for each other ❤️ puja ♥️ Chandan 🥳🥳

  • @shibadattadash3364
    @shibadattadash3364 2 роки тому +49

    ସତରେ ଆଜିର ଏ ଅଧ୍ୟାୟ ବହୁତ୍ ଭଲ୍ ଲାଗିଲା , ଓ ଟିଭି ର ଏ ଏକ ଵହୁତ୍ ଵଢିଆ ପ୍ରୟାସ୍ । ଏଇ ପ୍ରୋଗ୍ରାମ୍ ରେ ମିସିଲା ପରେ କିଛ୍ହି ଦିନ ପରେ ସେମାନେ କେମିତି ରହୁଛନ୍ତି ସେଇଟା ଟିକେ ଳୋକଙ୍କ ସାମନା କୁ ଆନିଲେ ଆହୁରି ଖୁସି ହେବୁ ।

  • @pratibharani2280
    @pratibharani2280 2 роки тому +88

    ଭାଈ କଥାରେ କହିଲେ ହେବନି କାମରେ କରିକୀ ଦେଖାଅ ତମ love ku success କରିଛ ତାକୁ ବଞ୍ଚେଇକି ରଖ 🙏🙏

  • @romanemperors7825
    @romanemperors7825 2 роки тому +8

    ଏହି ଆଶାର ଆଲୋକ କାର୍ଯ୍ୟକ୍ରମ ଏମିତି ଚାଲୁ ଥାଉ, ମୁଁ ଆଶା କରୁଛି ଆଉ ଆଗ କୁ ଭି ଚାଲି ଥିବ। ଦେଖିବା ପାଇଁ ବହୁତ ଭଲ ଲାଗୁଛି ।ଏଥିରେ ଵହୁତ କିଛି ଜିନିଷ ଅଛି ଶିଖିବା ପାଇଁ ଅଛି। ଦାମ୍ପତ୍ୟ ଜୀବନ କୁ କେମିତି ନିଜ ଭିତରେ ଵୁଝା ମଣା ହୋଇପାରୁଛି ସେହି ଟା ଅଛି। 🙏🙏🙏🙏

  • @sisirbehera1262
    @sisirbehera1262 2 роки тому +115

    ମିହିର ଦାସଙ୍କ କଥା ମନେ ପଡ଼ିଲା ଆଜି ର ଅଧ୍ୟାୟ ପାଇଁ

  • @aashutosha5168
    @aashutosha5168 2 роки тому +15

    ପୂଜା ❤ ଚନ୍ଦନ କି ସୁନ୍ଦର ଯୋଡି 👌

  • @rajeshsahu74070
    @rajeshsahu74070 11 місяців тому +1

    Really bahut khusi laliga Jagannath khusi re rakhantu 💗🙏🏿 Thanks for OTV emiti gote program rakhithibaruu 'Asha ra Alok‘

  • @haridakua3189
    @haridakua3189 2 роки тому +8

    ଅତି ସୁନ୍ଦର ଯୋଡ଼ି କୁ ପ୍ରଭୁ ଜଗନ୍ନାଥଙ୍କ ଆଶ୍ରୀବାଦ ସଦା ଲାଗି ରହୁ ଜୟ ଶ୍ରୀ ହରି

  • @sumantmallik8560
    @sumantmallik8560 2 роки тому +24

    True love ❤️ Chandan & pujaa always happy re ruha 🙏 god bless you jay Jagannath 🙏

  • @rajusethi7344
    @rajusethi7344 2 роки тому +56

    ପ୍ରଭୁ ଜଗନ୍ନାଥ ସେମାନଙ୍କୁ ସବୁବେଳେ ଏମିତି ଖୁସି ରେ ରଖନ୍ତୁ

  • @prasantkumar7932
    @prasantkumar7932 2 роки тому +52

    ଚନ୍ଦନ ବାବୁଙ୍କ ପରିବାର କୁ ଭଗବାନ ସବୁ ଦିନ ଭଲରେ ରଖନ୍ତୁ 🙏

  • @msdhoni1973
    @msdhoni1973 2 роки тому +19

    ନୂଆ ଭାଉଜ ଙ୍କୁ ଗୋଟେ କଥା କହିବି ,,, ସେ ଭାଇ ତମ କୁ ସେତିକି ଭଲ ପାଉଛନ୍ତି ବୋଲି , ତମକୁ ସବୁ କଥା ରେ ସବୁ ସମୟ ରେ , ତମକୁ କେହି ପଦେ କହିବ, କି କଣ ଭାବିବ ତେଣୁ ସେ ମନା କରୁଛନ୍ତି ବାହାର କୁ ଯିବା ପାଇଁ ,,,,,
    ଭଗବନ୍ କରନ୍ତୁ ତମେ ଖୁସି ରେ ରୁହ 💗🙏💗

    • @anusuyasahu8861
      @anusuyasahu8861 2 роки тому

      Amane prakruta swami stri vala paibata aaku kahanti. A Adhya couple bhalare sarvada rahibe. Striloka amiti santi santosre bartalapa heba uchit. Anusuya sahu.biharibag CTC.

  • @ganeshgoudallvideovlogs
    @ganeshgoudallvideovlogs 2 роки тому +38

    OTV କୁ ବହୁତ ବହୁତ ଧନ୍ୟବାଦ୍ ଦୁଇ ଜଣ ଙ୍କୁ ମିଶାଇ ବିବାହ କଲେ

  • @jayjagannath6653
    @jayjagannath6653 2 роки тому +66

    ସତରେ ଭାଇ ତୁମେ ବୋହୁତ ଭାଗ୍ୟବାନ ଏଭଳି ତ୍ରି ପାଇଛ ଜିଏ ତୁମ ଭାଇ ଭଉଣୀ ଙ୍କୁ ନିଜର ପିଲା ଛୁଆ ପରି ଦେଖନ୍ତି ଏହା ସୁଣି ମୋ ଆଖି ଓଦା ହୋଇଗଲା ତୁମେ ଖୁସିରେ ରୁହ

  • @kalkicreations9459
    @kalkicreations9459 2 роки тому +4

    ଅଧ୍ୟାୟ ଟା ସେତେ ମୋ ପାଇଁ ବିଶେଷ ନୁହଁ, କିନ୍ତୁ ଏଇ ସୁନ୍ଦର ପୃଥିବୀ ରେ ଦୁଇଟି ସୁନ୍ଦର ପିଲା ଅଛନ୍ତି, ବୋଧେ ୟା ଠୁ ସୁନ୍ଦର ପିଲା ଆଉ କୋଉଠି ନଥିବେ 🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤

  • @pramodparichha5071
    @pramodparichha5071 2 роки тому +29

    ଭାଇ ସୁଧୁରି ଯାଅ ତୁମ ପ୍ରେମ ଜିତିବ ବହୁତ ସୁନ୍ଦର ଯୋଡ଼ି

    • @radheshorts312
      @radheshorts312 2 роки тому

      Sato bhai family support+ sundari jhia+ kintu kichi locha thai pare

  • @iswarharichandan5546
    @iswarharichandan5546 Рік тому +1

    Ameti jhia 100 ru gote jhia bhauta sundhara lagila 😊😊

  • @sairamdanceacademy701
    @sairamdanceacademy701 2 роки тому +37

    ଭାଗବାନ ତୁମ ଦୁଇ ଜଣ ଙ୍କର ଆଉ ପରିବାର ର ମଧ୍ୟ ମଙ୍ଗଳ କରନ୍ତୁ 🙏❤🙏

  • @prasantamajhi2011
    @prasantamajhi2011 2 роки тому +41

    ଦୁଇ ଜଣଙ୍କ ଭଲ ପାଇବା ମହାନ୍ ଭାଈ love you both

  • @sibaparida4839
    @sibaparida4839 2 роки тому +7

    ଜଗନ୍ନାଥ ଦୁଇ ଜଣ ଙ୍କର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ

  • @sunilsahu3335
    @sunilsahu3335 2 роки тому +3

    ଏହି ଭଳି ପ୍ରେମ ସମସ୍ତଙ୍କ ଭାଗ୍ୟ ରେ ନଥାଏ.....❤️❤️ଭଗବାନ ତମ ଯୋଡ଼ି କୁ ସବୁ ବେଳେ ଭଲ ରେ ରଖି ଥାନ୍ତୁ....🙏🙏🙏🙏🙏ଜୟ ଜଗନ୍ନାଥ.....

  • @netranandakishan1843
    @netranandakishan1843 2 роки тому +16

    ଅନୁଭବ, ବର୍ଷା ଙ୍କ case solve କରାଗଲେ ଭଲ ହୁଅନ୍ତା,

  • @Saanviworld1
    @Saanviworld1 2 роки тому +1

    Great episode.. Swami stree vitare bahut vala paiba achhi..

  • @niranjansahoo473
    @niranjansahoo473 2 роки тому +3

    ଏ ସବୁ ବନ୍ଦ କର ଭାଇ ଏକାଠି ହୋଇଯାଅ ଜୟ ଜଗନ୍ନାଥ 🙏🙏

  • @munadalei6268
    @munadalei6268 Рік тому +1

    ଏମାନଙ୍କର ବିଚ୍ଛେଦର କାରଣ ହିଁ କିଛି ନାହିଁ
    ଭଲ ପିଲା ଦି ଜଣ👍

  • @surendrabadamundi7275
    @surendrabadamundi7275 2 роки тому +11

    ଭାଇ, ଆପଣ ଙ୍କ ସୁନ୍ଦର ସଂସାର ଟିଏ, ଏଣୁ ମୋର ଏତିକି ଅନୁରୋଧ ମଦ ଛାଡିକି ଛୋଟ ଝିଅ ର ଭବିଷ୍ୟତ ପ୍ରତି ଧ୍ୟନ ଦିଅନ୍ତୁ,

  • @HariharMallik
    @HariharMallik Рік тому +1

    Emotional କରି ଦେଲେ ଭାଇ... ଅର୍ଥ ଅଭାବରୁ ଅସୁବିଧା ହେଇଛି... ଆଉ ଗୋଟେ କଥା ଯେତେ ବେଳେ ସ୍ବାମୀ ମଦ ପିଇ ଆସିବ ସ୍ତ୍ରୀ tk ଚୁପ୍ ରହିବା କଥା ନିଶା ଛାଡି ଗଲା ପରେ ଯେତେ ଯାହା କହିପାର

  • @the__ssai
    @the__ssai Рік тому +24

    ଭାଇ ତୁ କେତେ ଭଲ ସ୍ତ୍ରୀ ପାଇଛୁ ଭଗବାନ ଙ୍କୁ ଧନ୍ୟବାଦ ଦିଅ

  • @dhanurjayamuduli4294
    @dhanurjayamuduli4294 Рік тому

    ଦୁଇଟି ଜୀବନ ଗୋଟିଏ ବନ୍ଦନ ରେ ଯୋଡ଼ି ହୋଇ ରହୁ, ତେଣୁ ଦୁଇଟି ଜୀବନ କୁ ଯୋଡ଼ି ଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍

  • @bikichiragun2226
    @bikichiragun2226 2 роки тому +29

    Miss you soooo much Mihir sir...😭😭😭

  • @kunmuncreative
    @kunmuncreative 4 місяці тому

    ଯେତେବେଳେ ପୂଜା କହିଲେ ୟାଙ୍କ ଚେହେରା ଆପଣଙ୍କ ଭଳିଆ ଦେଖା ଯାଉଛି ଆଉ ଛଟୋ ସ୍ମାଇଲ କଲେ ବହୁତ୍ ଖୁସି ଲାଗିଲା ଚେଷ୍ଟା କରିବ ଭଲରେ ରହିବା ପାଇଁ ନହେଲେ ସମାଜ ରେ ସମସ୍ତେ ନିନ୍ଦା ଦେବେ ପ୍ରେମ ବିବାହ କୁ please ଭଲରେ ରହିବା ମୋ ତରଫରୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ♥️ଚନ୍ଦନ ପୂଜା ♥️

  • @swainstatus7686
    @swainstatus7686 2 роки тому +23

    ଭଗବାନ ସମସ୍ତଙ୍କୁ ଭଲ ରେ ରଖନ୍ତୁ

  • @SurprisedDrums-sm3ck
    @SurprisedDrums-sm3ck 8 місяців тому

    Bahut Sundar Jhia te. Happy Family ❤❤❤❤

  • @bapibarik236
    @bapibarik236 2 роки тому +11

    ଜଗନ୍ନାଥ ତୁମ 2 ଜଣ କୁ ସବୁବେଳେ ଖୁସି ରେ ରଖନ୍ତୁ

  • @mrbikkiofficial3599
    @mrbikkiofficial3599 Рік тому +2

    ତୁମ ଦୁଇ ଜଣଙ୍କ ଭଲ ପାଇବା ଏମିତି ଜନ୍ମ ଜନ୍ମ ପାଇଁ ଥାଉ ଭାଇ god bless you

  • @sriharirout4017
    @sriharirout4017 2 роки тому +3

    ଖୁବ୍ ସୁନ୍ଦର ଯୋଡ଼ି, ଭଗବାନ ଆପଣଙ୍କ ଯୋଡିକୁ ସବୁଦିନ ବଜାୟ ରଖନ୍ତୁ।

  • @jeet--4334
    @jeet--4334 Рік тому +2

    ଭଗବାନ୍ ତୁମ 2ଜଣ ଙ୍କର ଯୋଡ଼ି ଖୁସି ରେ ରଖ ନ୍ତୁ 🙏❣️

  • @agreeculturelifestyle7298
    @agreeculturelifestyle7298 2 роки тому +3

    ସାରାଂଶ -
    ସନ୍ଦେହ ବିନାଶ ର ମୂଳ କାରଣ
    👉 congratulations ଚନ୍ଦନ ପୂଜା💗

  • @TinkuSingh-ec3hs
    @TinkuSingh-ec3hs 2 роки тому +1

    Bahut bhala lagila thank u otv

  • @malayaparida3593
    @malayaparida3593 2 роки тому +4

    ଆଜିର ଏପିଶୋଡ ବହୁତ୍ ଭଲ ଲାଗିଲା ।
    ଚନ୍ଦନ ଭାଇଙ୍କୁ ମୋର ଏତିକି କହିବାର ଅଛି ମାଲ ଜମା ପିଅନ । କେତେ ଭଲ ପରିବାର ଟି ଭାଙ୍ଗି ଯାଉ ଯାଉ ଯୋଡ଼ିଗଲ । ସବୁବେଳେ ହସ ଖୁସିରେ ରୁହ । ଜୟ ଜୟ ଶ୍ରୀ ରାମ

  • @princekrishsriya1812
    @princekrishsriya1812 Рік тому +3

    Great effort by Asara Alok as well as understanding of both couples. 👫

  • @sanjaygope7281
    @sanjaygope7281 2 роки тому +7

    ଭଗବାନ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ ।

  • @ghasiamajhi2365
    @ghasiamajhi2365 2 роки тому +1

    ଭଗବାନ ତୁମ ଦୁଇଜଣଙ୍କ ଯୋଡିକୁ ବହୁତ୍ ସୁନ୍ଦର୍ ଭାବରେ ରଖନ୍ତୁ

  • @sambit9152
    @sambit9152 2 роки тому +13

    Great initiative by otv.. Everyone deserves love..

  • @arunsahu8666
    @arunsahu8666 Рік тому +1

    Varry good lagila sar takkar karta bharta ❤❤❤❤

  • @prasannasamal9701
    @prasannasamal9701 2 роки тому +11

    I extremely Love this program and besically this episode is mind blowing.

  • @pujajena9667
    @pujajena9667 2 роки тому +1

    Thanks all sir bhangijaithiba sansara gadhiba ete bi sahaja nunha but apana mane asaram aloka jariare 2 paribara au housebend wife nku ekathi karuchhanti apananku hrudaya ru👍👍👍 i love this episode and asaram aloka 💞💞💞

  • @sanjaymallickhindustanmera8031
    @sanjaymallickhindustanmera8031 2 роки тому +26

    ଆଜିର ଅଧାୟ ସତରେ ବହୁତ ଭଲ ଲାଗିଲା

  • @kalupradhan-sf9yn
    @kalupradhan-sf9yn Рік тому

    Bahut khusi lagila ❤❤❤❤

  • @nightking4879
    @nightking4879 2 роки тому +3

    ହାତ ଧରି ବାହା ହଉଛ କେମିତି ମାରି ପରୁଛ ବେ ଟୋକା ହେଇଛ ନାରୀ ଉପରେ ହାତ ଉଠା ଉଛ ଛି 🙏

  • @Knowledgefactory1-z
    @Knowledgefactory1-z Рік тому +2

    ସତରେ ବହୁତ ଖୁସି ଲାଗିଲା ❤

  • @dilkaraja6344PK
    @dilkaraja6344PK 2 роки тому +3

    ଦୁନିଆରେ ବହୁତ ଭଲ ପାଇବା ଅଛି କିନ୍ତୁ ଏମିତି ଭଲ ପାଇବା ସ୍ବାମୀ ସ୍ତ୍ରୀ ମୁଁ କେବେ ଦେଖିନି ଭଗବାନ ଏମିତି ଯୋଡ଼ି କୁ ଦୂରେଇ ଦିଅନି🙏🙏🙏 ଦୁହେଁ ଧୁଏଙ୍କ ଭିତରେ ବୋହୁତ ଭଲ ପାଇବା ଅଛି ..ଜୟ ଜଗନ୍ନାଥ 🙏🙏 ଏମିତି ଥିଲେ ଭାଗ୍ୟରେ ଥିଲେ ମିଳେ ଏମିତି ଜଡି

  • @missaisha4653
    @missaisha4653 18 днів тому +1

    Pramila madam kahan per hn 🙄🙄🙄

  • @diptyranibehera6356
    @diptyranibehera6356 2 роки тому +3

    Jay Jagannatha🙏🙏bhagaban tuma duee jananku bhalare rakhantu ,miss you mihir sir🙏🙏😭😭

  • @Aiofact271
    @Aiofact271 Рік тому

    Sukant vai nkr presentation pura ❤❤❤❤badhia

  • @jrtoall7754
    @jrtoall7754 2 роки тому +5

    Thanks to otv for this program and the platform where the couple 💑 solved there miss understanding

  • @manash5374
    @manash5374 Рік тому +1

    ଜିବନର କାହାଣୀ ଆଗକୁ ଚାଲୁ

  • @alekhkumarpanda7999
    @alekhkumarpanda7999 2 роки тому +18

    ଭାଇ ଭଲପାଇବା ସମସ୍ତଙ୍କୁ ମିଳେନି ତୁମକୁ ମିଳିଛି ତାକୁ ଭଲରେ ରଖ

  • @entertainmentvdobk9465
    @entertainmentvdobk9465 2 роки тому +1

    Wow sir ଏମିତି program ରେ କେହି ବି ତାର ଭୁଲ ଭୂଜି ପାରିବ । ଏ program ପାଇଁ ବହୁତ family ଏକାଠି ହେଉଛନ୍ତି ତ ସେଥିପାଇଁ ଆପଣ ମାନଙ୍କୁ ବହୁତ୍ ସାରା ଧନ୍ୟବାଦ୍ । ଏ ଆଶା ର ଆଲୋକ program ଥିଲେ ଆଉ court କୁ ଯିବା କୁ ପଡ଼ିବ ନାହିଁ । ଏ ପ୍ରୟାସ ସମସ୍ତଙ୍କ ଜୀବନ ରେ ଆଶାର ଆଲୋକ ଅନି ଦେବା ।ଜୟ ଜଗନ୍ନାଥ

  • @Surajkumar-hj9uc
    @Surajkumar-hj9uc 2 роки тому +4

    Miss you mihir dada😭😭🙏🙏🙏

  • @SUBALA566
    @SUBALA566 Рік тому +1

    Thank you so much sir and OTV ❤

  • @Vladimirputin515
    @Vladimirputin515 Рік тому +3

    ଯୋଉ ଝିଅ ର ନାମ ପୂଜା ସେ ଝିଅ ମାନେ ପ୍ରେମ ରେ ଜଲଦି ପଡନ୍ତି ବେଶୀ କିଛି କରିବାକୁ ପଡେନି

  • @icandoeverything2371
    @icandoeverything2371 2 роки тому +1

    ସରକାର କଣ ଜାଣିପାରୁନି ମଦ ପାଇଁ କେତେ ଘର ଭାଙ୍ଗୁଛି। ଶେଷରେ କାହା କୁ ନେଇ ସରକାର ଚାଲିବ।

  • @nirmalyasethy8021
    @nirmalyasethy8021 2 роки тому +5

    ଭାଇ ଭାଉଜ ଭଲରେ ରୁହ 👍🏻

  • @oldsysteminourlife1065
    @oldsysteminourlife1065 2 роки тому +4

    Happy Birthday Chandan and congratulations both of you... 😍😍

  • @manojtoppo9208
    @manojtoppo9208 Рік тому

    Bahut Bala hele ❤❤❤❤

  • @msdhoni1973
    @msdhoni1973 2 роки тому +4

    ଆରେ ବାବା ,, ଯିଏ ଯାହାକୁ ଯେତେ ଭଲ ପାଏ ,, ସେ ତାକୁ ସେତିକି ,,,important ଦିଏ

  • @muktipradhan5910
    @muktipradhan5910 Рік тому +1

    Jay jagannatha tuma mana ku khuse re rakhantu.

  • @niky5249
    @niky5249 2 роки тому +6

    Best💯👍 couple👫👫.. All the best... Happy married life👫👫..

  • @srutimishra2934
    @srutimishra2934 Рік тому +1

    This episode is really mind-blowing and this is shine of love ❤

  • @jagabandhulenka8766
    @jagabandhulenka8766 2 роки тому +11

    ଭାଇ କଥାରେ ଯେମିତି କାମରେ କରିକି ଦେଖାଅ love କୁ ସଫଳତା ପରି ସଂସାରରେ ସେମିତି ସଫଳତା ପାଅ ଧନ୍ଯବାଦ ଆଶାର ଆଲୋକ ମଟ୍, ମୁଁ ଆଶାର ଆଲୋକ ଦେଖ ଏବଂ ଖାଲି ଦେଖନେ ଦେଖି କି ବି ସଂସାର ବିଷୟରେ କିଛି ଶିଖୁ, ଏହି ଅଧାୟ ମୋତେ ବହୁତ ଭଲ ଲଗିଲା ସେଥି ପାଇଁ ମୋ ତରଫରୁ ଆଶାର ଆଲୋକ ଟିମକୁ ବହୁତ ବହୁତ ଧନ୍ଯବାଦ, ଲେଖିବାର ଭୂଲ ଥିଲେ କ୍ଷମା କରିବାକୁ ଅନୁରୋଧ

  • @jlsdvlogeodisha
    @jlsdvlogeodisha Рік тому

    ପୂଜା ଚନ୍ଦନ ଏଇ ନାମ ବହୁତ ସୁନ୍ଦର ଯୋଡି
    ଏଯୋଡି ଭାଙ୍ଗିବା କଥା ନୁହେଁ । ଦୁଇ ମନ ମିଶିଚି ବହୁତ ସୁନ୍ଦର ହେଲା ❤ଭାଇ ତମେ ଏମିତି ଝିଅ ଙ୍କୁ କେବେ ଜିବନରେ ମିସ୍ କରନ୍ତୁ ନାହିଁ। ମଦ ପିଅନି ମଦ ସବୁକିଛି ସାରୀଦିଏ ।

  • @msdhoni1973
    @msdhoni1973 2 роки тому +8

    ଆଜି ଗୋଟେ କଥା ମାନେ ପଡୁଛି,,, ମିହିର ସାର ଙ୍କ ସେଇ ଅଧ୍ୟାୟ ,, ଆମେତ ଭଲ ପାଇକି ପଳେଇଲୁ ସେ ତାଙ୍କ ଦୋଷ ଦେଉଛନ୍ତି ,,,,

  • @neenasweet8878
    @neenasweet8878 9 місяців тому

    Jay jagannath ❤ duhen khusi re ruha pile. 🌿🌿🌿🎂🎂

  • @sameernahak9706
    @sameernahak9706 2 роки тому +6

    Congratulations
    God bless you both of you.... ❤️❤️❤️

    • @lingarajpradhan332
      @lingarajpradhan332 2 роки тому

      Happy marriage life both of you ❣️❣️❣️❣️

  • @narayanbarik6392
    @narayanbarik6392 Рік тому +1

    Must beautiful episode of asara alok ❤🙏🙏🙏🙏🙏

  • @Senseoflifepurna
    @Senseoflifepurna 2 роки тому +7

    Happy married life both of you.

  • @Surendrabada
    @Surendrabada Рік тому

    God Bless you❤❤❤

  • @ajayakhuntia7200
    @ajayakhuntia7200 2 роки тому +7

    A beautiful couple. I congratulate both them and wish a very peaceful life hence.

  • @architaranajit3235
    @architaranajit3235 2 роки тому

    Prabhu ......dui Jana nku bhagaban khusire rakhantu....amar b ehi sthiti

  • @sankar906
    @sankar906 2 роки тому +4

    Miss you mihir sir♥️

  • @KailasachandraMahapatra
    @KailasachandraMahapatra 4 місяці тому

    ପ୍ରଭୁ ଜଗନ୍ନାଥ ଦୁଇ ଜଣ, ଛୋଟ ଝିଅ, ସହିତ ତାଙ୍କ ପରିବାର କୁ ଭଲ ରେ ରଖନ୍ତୁ,

  • @sangitapuchu3904
    @sangitapuchu3904 2 роки тому +8

    really heart touching episode ❤❤❤quty couple ❤❤

  • @Disco672
    @Disco672 20 днів тому

    Solid program...🎉🎉🎉

  • @subashkanhar7079
    @subashkanhar7079 2 роки тому +4

    Congratulations to all participants for this episode

  • @SahdevManjhi-p6h
    @SahdevManjhi-p6h Рік тому

    God bless you👌👌👌👌

  • @amitjena9511
    @amitjena9511 2 роки тому +4

    God bless both of you..........have a beautiful future ahead .......we pray for you 🙏🙏🙏

  • @niranjanpatra5772
    @niranjanpatra5772 Рік тому

    ଚନ୍ଦନ,ପୂଜା ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ l
    ବିଚାରପତି ଓ କାଉନସେଲର ମାନଙ୍କୁ ଅଭିନନ୍ଦନ l

  • @maheshsaraka3969
    @maheshsaraka3969 2 роки тому +2

    Nice jhodi bro.