କୃଷ୍ଣ ନିଜ ଭକ୍ତଙ୍କୁ କାହିଁକି ରକ୍ଷ୍ୟା କରୁନାହାନ୍ତି?

Поділитися
Вставка
  • Опубліковано 30 січ 2025

КОМЕНТАРІ • 309

  • @DasDilip-o6l
    @DasDilip-o6l 5 місяців тому +22

    ଆଶା ନ ନେଇ ଭକ୍ତି କରିବା ଦରକାର always sanatan dharm is great ❤❤❤

  • @Jannyfx
    @Jannyfx 2 місяці тому

    ଜୟ ଶ୍ରୀ କୃଷ୍ଣ

  • @hrusikeshkhatei1441
    @hrusikeshkhatei1441 2 місяці тому

    ପ୍ରଣାମ ଗୁରୁଜୀ 🙏🙏

  • @sudamsahu1216
    @sudamsahu1216 5 місяців тому +21

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ

  • @bibhuprasadmishra1159
    @bibhuprasadmishra1159 2 місяці тому

    mahan prabachak pura practical.🙏

  • @overpowergamer5724
    @overpowergamer5724 2 місяці тому

    Bahut sundar 👍🙏

  • @baneswar534
    @baneswar534 5 місяців тому

    ରାଧେ ରାଧେ

  • @bibhuprasadbehera6911
    @bibhuprasadbehera6911 5 місяців тому +10

    ବାବାଙ୍କ ଉପସ୍ଥାପନା ଅତ୍ୟନ୍ତ ହୃଦୟସ୍ପର୍ଶୀ

  • @PintuMahakul
    @PintuMahakul 5 місяців тому +15

    କୋଟି, କୋଟି କଳ୍ପ ବିତି ଗଲେ ମଧ୍ୟ କର୍ମ ଫଳ ଭୋଗ ନ ହେଲେ କ୍ଷୟ ଯାଏ ନାହିଁ । ଏ କଥା ବାସ୍ତବରେ ସତ୍ୟ ଅଟେ । ଭଗବାନଙ୍କ ଭକ୍ତ ହୋଇଥିଲେ ମଧ୍ୟ, କର୍ମ ଫଳ ଭୋଗିବା ପାଇଁ ସେ ବାଧ୍ୟ । କାରଣ ଏହା ପ୍ରକୃତି ର ନିୟମ ଅଟେ । ଭଗବାନ ପ୍ରକୃତିର କୌଣସି ନିୟମ ଭଙ୍ଗନ୍ତି ନାହିଁ । ପ୍ରାଣୀ ଯାହା, ଯାହା ସୁଖ ବା ଦୁଃଖ ଭୋଗ କରେ, ଏହା ତାର ଅର୍ଜିତ କର୍ମ ଫଳ ହିଁ ହୋଇଥାଏ । ତେବେ ଭକ୍ତ ଭଗବାନଙ୍କୁ ଜପ କଲେ ତା ମଧ୍ୟରେ ଅସୀମ ସାହାସ ଓ ଧାର୍ଯ୍ୟ ଆସିଥାଏ ଓ ନିଜ କର୍ମ ଫଳ ଭୋଗିବା ବେଳେ ବିଚଳିତ ହୋଇ ନ ଥାଏ । ଚତୁର ବ୍ୟକ୍ତି ଉଭୟ ସୁଖ ଓ ଦୁଃଖ ସମୟରେ ଭଗବାନଙ୍କୁ ଡାକି ଥାଏ । ସାଧାରଣ ବ୍ୟକ୍ତି କେବଳ ଦୁଃଖ ବେଳେ ହିଁ ଭଗବାନଙ୍କୁ ଡାକେ ଓ ସୁଖ ବେଳେ ପାଶୋରି ଯାଏ । ଭଗବାନଙ୍କୁ ସ୍ମରଣ କରି ସତ୍ କର୍ମ କଲେ, କର୍ମ କରିବା ବେଳେ ବେଶୀ ଭୂଲ୍ ହୁଏ ନାହିଁ । ❤️ ଜୟ ଜଗନ୍ନାଥ ❤️ 10:51

  • @chandramadhabdash6908
    @chandramadhabdash6908 5 місяців тому +2

    ଶସ୍ତ୍ର ଧର 🚩

  • @Ramesh-tg3xh
    @Ramesh-tg3xh 4 місяці тому +1

    Hare Krishna hare rama 🙏🙏🙏

  • @deepakdas4671
    @deepakdas4671 5 місяців тому

    🙏🙏🙏🙏🙏ଜୟ ଶ୍ରୀକ୍ରିଷ୍ଣା 🙏🙏🙏🙏🙏

  • @AmiyaPradhan-p6y
    @AmiyaPradhan-p6y 2 місяці тому

    Hare Krishna

  • @bhikaribehera6587
    @bhikaribehera6587 25 днів тому

    SRI HARI 🙏🙏🙏

  • @ranjitsanta5998
    @ranjitsanta5998 5 місяців тому +1

    Yeshu hi ek Satya Margo or jivan hai

    • @kumkumswain5438
      @kumkumswain5438 5 місяців тому

      😂😂😂😂😂😂😂tate laja nahi alajuki hindu converted Christian

  • @sabitasahoo3198
    @sabitasahoo3198 4 місяці тому +1

    🙏Hare Krishna 🙏🙏🙏🙏🙏🙏😭😭😭😭😭😭😭

  • @narayandalai9799
    @narayandalai9799 5 місяців тому +5

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏

    • @Infowithdev1
      @Infowithdev1 5 місяців тому

      Bhai ahi bhakti bedantawala deshaku kebe rakhya kariparibe nahi,, saadharana byakti hin rakhya kariparibe.....

  • @Ramesh-tg3xh
    @Ramesh-tg3xh 4 місяці тому

    ଭକ୍ତି ହେଉଛି ଶାନ୍ତି,ଶ୍ରଦ୍ଧା,ସତ୍ୟ,ଏକାଗ୍ରତା,ଧର୍ମରକ୍ଷା ଏବଂ ଆଧ୍ୟାତ୍ମିକ ମାର୍ଗ ପାଇଁ ; କିନ୍ତୁ ଭକ୍ତିରେ କୌଣସି ଆଶା ରହିବା ଉଚିତ୍ ନୁହେଁ 🙏🙏🙏ବାବା ଗୁରୁ ଦେବ🙏🙏🙏🕉️🕉️🕉️💯🇮🇳

  • @asitrout7659
    @asitrout7659 5 місяців тому

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @Labamajhi-k5v
    @Labamajhi-k5v 4 місяці тому

    Jay shree Krishna

  • @AmitavPriyadarshi
    @AmitavPriyadarshi 4 місяці тому +1

    Jay shree krusna🙏🙏🙏🙏

  • @gopalrao3469
    @gopalrao3469 5 місяців тому +8

    Hare Krishna prabhuji 🙏🙏

  • @monalisabehera5192
    @monalisabehera5192 5 місяців тому +10

    Hare krishna prabhu 🙏

  • @ajaysamal6679
    @ajaysamal6679 5 місяців тому

    J ଜୟ ରାଧେ ଜୟ ରାଧେ

  • @SadanandabeheraSadanandabehera
    @SadanandabeheraSadanandabehera 5 місяців тому

    ଜୟ ଶ୍ରୀ ରାଧାମାଧବେ ନମଃ🙏🪷🪷🪷.. ଜୟ ଶ୍ରୀ ଭଗବାନ ଶ୍ରୀକୃଷ୍ଣାୟ ନମଃ 🪷🪷🪷ଜୟ ଶ୍ରୀରାମ ନମଃ 🪷🪷🪷ଜୟ ସୀତାରାମ 🙏🙏🙏🪷🪷🪷ନମଃ....

  • @TunaKumarSethy
    @TunaKumarSethy 2 місяці тому

    Jayho

  • @KuberSahu-nu4xt
    @KuberSahu-nu4xt 5 місяців тому +18

    ୧୦୦ %ସତ ଭକ୍ତ ଜୀବନ ରେ ଖାଲି ଦୁଖ ହି ଦୁଖ ଆଉ ଭଗବାନ ଙ୍କୁ ପୁଜା କଲେ ମନର ଶାନ୍ତି ମିଲେ

    • @lkdancegroup9260
      @lkdancegroup9260 5 місяців тому

      Thik katha

    • @Manoj-jp8om
      @Manoj-jp8om 4 місяці тому

      Jadi bhakta jibanare dukha thae tahale manare Santi kuadu miloba

    • @magunicharanpatra5863
      @magunicharanpatra5863 4 місяці тому

      ଜୀବନ ସାରା ଭକ୍ତି କରିବ, କିନ୍ତୁ ଫଳଘର ଶୂନ୍ୟ।

  • @PulinSuna6408
    @PulinSuna6408 5 місяців тому +1

    ପ୍ରଣାମ ପ୍ରଭୁ
    ଜୟ ପୂର୍ଣ୍ଣ ବ୍ରହ୍ମ କେଶବ ନାରାୟଣ ସତ୍ୟ ନାରାୟଣ

  • @nityanandapradhan9702
    @nityanandapradhan9702 4 дні тому

    Hn Prabhu ji Jara sandha kete raja ku bandibhi Kari thila jibanre bhutu dukha Ase samna kribaku pade hare Krishna 🙏🙏🙏

  • @LaxmiPriya-eb4cb
    @LaxmiPriya-eb4cb 5 місяців тому +6

    Hare krishna😊❤🎉

  • @Tapaskumarreally
    @Tapaskumarreally 5 місяців тому +2

    Hare krishan 🙏🙏🙏

  • @raju1234537
    @raju1234537 4 місяці тому +1

    Hara kishana prabhu ji dandvat pranam nice one❤

  • @sujata6407
    @sujata6407 5 місяців тому

    ବହୁତ ସୁନ୍ଦର ଉପସ୍ଥାପନା ❤

  • @jogendranayaknayak7755
    @jogendranayaknayak7755 5 місяців тому +8

    Hare Krishna prabhuji dandavata pranam 👏👏👏👏

  • @kanhabhai6633
    @kanhabhai6633 5 місяців тому

    ଖୁବ୍ ବଢ଼ିଆ ସତସଙ୍ଗ ଭଲ ଲାଗିଲା..........ଜୟ ଜଗନ୍ନାଥ

  • @soumyaranjansethy9320
    @soumyaranjansethy9320 2 місяці тому

    ATI sundar

  • @sureshmallick4545
    @sureshmallick4545 3 місяці тому +1

    Very nice 👍

  • @Aakamaabadi
    @Aakamaabadi 5 місяців тому +16

    ଭଗବାନ୍ ହେଉଛନ୍ତି ଶାନ୍ତି ର ପ୍ରତିକ। ସାଂଘାତିକ ପରିସ୍ଥିତିରେ ପଡି ମଧ୍ୟ ଯେ ସୁଖ, ଦୁଃଖ କୁ ସମାନ ଦୃଷ୍ଟିରେ ଦେଖେ ସେ ହିଁ ପ୍ରକୃତରେ ସ୍ଥିତପ୍ରଜ୍ଞ।ଦୃଢ଼ ଇଚ୍ଛାଶକ୍ତି,କଠିନ ପରିଶ୍ରମ ଦ୍ଵାରା ମଣିଷ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚେ।

    • @dipakkumarjena45
      @dipakkumarjena45 5 місяців тому

      ୧୦୦% ମିଛ

    • @RockLier-tt8iy
      @RockLier-tt8iy 5 місяців тому

      ​@@dipakkumarjena45 Hindu Hindu ro birodhi

    • @saumyaranjanbehera3625
      @saumyaranjanbehera3625 5 місяців тому

      ଭଗବାନ ଉଭୟ ଶାନ୍ତି ଓ କାଳ(ସଂହାର) ର ପ୍ରତୀକ

  • @manoranjanjena5294
    @manoranjanjena5294 5 місяців тому +6

    Hare krishna

  • @LaxmikantasahuKalia
    @LaxmikantasahuKalia 5 місяців тому

    Jay shree Krishna Radhe radhe

  • @satyajitbehera1235
    @satyajitbehera1235 5 місяців тому +1

    ଆମର କୁନି ବାବାଙ୍କୁ ପ୍ରଣାମ. ବହୁତ ଖୁସି ଲାଗୁଛି.

  • @rankanidhinaik161
    @rankanidhinaik161 5 місяців тому

    ବହୁତ ସୁନ୍ଦର କଥା ପ୍ରଭୁଜି ହରେ କୃଷ୍ଣ

  • @saumyaranjanbehera3625
    @saumyaranjanbehera3625 5 місяців тому +25

    କୃଷ୍ଣ ଆସିବେ ନାହିଁ, କାରଣ ଭକ୍ତମାନେ ନିଜର କର୍ତ୍ତବ୍ୟ କରୁନାହାଁନ୍ତି।ଯୁଦ୍ଧ କରିବା ପାଇଁ ଅର୍ଜୁନଙ୍କୁ ଆଦେଶ ଦେଇଥିଲେ।ଭକ୍ତ ଅର୍ଜୁନ ଧର୍ମ ପାଇଁ ଯୁଦ୍ଧ କଲେ,କୃଷ୍ଣ ସହଯୋଗ କଲେ।କିନ୍ତୁ ଆଜିର ଭକ୍ତ ନପୁଂସକ!!😢😢

    • @pitabassahoo7318
      @pitabassahoo7318 5 місяців тому +3

      ଆପଣ ତ୍ ସିଧା ଦୁକାନ ବନ୍ଦ୍ କରିବା ଲିଷ୍ଟରେ ଅଛନ୍ତି। କିଛି ଧର୍ମ ଠେକେଦାର ଙ୍କ 😅😅

    • @pintukumar8823
      @pintukumar8823 5 місяців тому +1

      Jay shree Jagannath ❤

    • @miku499
      @miku499 2 місяці тому

      ​@@pitabassahoo7318 ଭାଇ ଆପଣ କଣ ବୁଝିଲେ ଯେ ବାଳ ରିପ୍ଲେ ଦେଲେ ଓଡିଶା ରେ ଏତେ ମୂର୍ଖ ଲୋକ ଅଛନ୍ତି 😂

  • @rajanideheri4334
    @rajanideheri4334 5 місяців тому +1

    Jay srila Prabhupada Maharaj ji ki jay ho 🌹🌹🌹🙏🌹🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

  • @jaganmohanz
    @jaganmohanz 5 місяців тому +1

    ଜୟ ଶ୍ରୀ ରାମ

  • @manoranjansamal8017
    @manoranjansamal8017 5 місяців тому +1

    Harekrishna🌸 Haribol🙏 gaurHari

  • @The_glxsyy.__x
    @The_glxsyy.__x 5 місяців тому +7

    🚩🕉️❤️🙌🙏 Jay Shree Hari 🙏🙌❤️🕉️🚩

  • @suryasadhika4157
    @suryasadhika4157 5 місяців тому +1

    ମଣିଷ ଯେତେବେଳେ ସତପଥରେ ରହି ଘୋର କଷ୍ଟପାଏ ଭଗବାନ ତାର ଦୁଃଖ ଦୁରକରନ୍ତି ନାହିଁ ସେ ଆଉ ଭଗବାନଙ୍କୁ ମାନେ ନାହିଁ ।

  • @niladrimishra6540
    @niladrimishra6540 5 місяців тому +1

    Radha Radha Krishna Krishna ki Jay Jay Jaganntha 🙏🙏🙏🙏🙏🌷🌷🌷🌷🌷🚩🚩🚩🚩🚩

  • @jayjagannath5654
    @jayjagannath5654 5 місяців тому

    Hare Krishna 🙏🏾🙏🏾🙏🏾🌹🌹🙏🏾

  • @nareshsunani2800
    @nareshsunani2800 5 місяців тому

    Ek number

  • @prakashbarik432
    @prakashbarik432 5 місяців тому +1

    Hare krishna prabhu jii 🙏🙏🙏

  • @bijaydas5353
    @bijaydas5353 5 місяців тому

    Jay Jagannath Swami 🚩🙏

  • @SagarikaSagari-s3e
    @SagarikaSagari-s3e 5 місяців тому +3

    Hare krishna prabhuji pranam 🙏🙏🙏

  • @AloooArt
    @AloooArt 5 місяців тому +5

    Hare krishna 🙏

  • @manashpalai5238
    @manashpalai5238 5 місяців тому +1

    Hare Krishna 🙏 haribol 🙌

  • @rajanideheri4334
    @rajanideheri4334 5 місяців тому

    Hare Krishna prabhuji dandavat pranam 🙏🥀🌺👏👏🌹🌹🙏🌹🌹🌹🌹

  • @Diptimayeepandavloge
    @Diptimayeepandavloge 5 місяців тому

    Very good disistion thanks 🙏🙏🙏 jay srikrishna Jay Radha maa ki jay ho

  • @narayansahoo2878
    @narayansahoo2878 5 місяців тому

    Good speech, Jay Shree Krishna 🙏🏻

  • @rabindrapatra9169
    @rabindrapatra9169 4 місяці тому

    ଆତ୍ମ ଦୀପ ଭଵ

  • @pawanpradhan8255
    @pawanpradhan8255 5 місяців тому

    Hare Krishna 🙏 dandobat pranam prabhuji

  • @suryasadhika4157
    @suryasadhika4157 5 місяців тому +2

    କିଛି ସତକର୍ମ କର ଜୀବନ ବିତାଅ ଭଗବାନ ମିଳାବା ଆଶାଛଡ ଭଗବାନ ମାଳିବେନା ।

  • @GaneshPardhan-lo1ym
    @GaneshPardhan-lo1ym 5 місяців тому

    Samaste HoiEkamukha
    Daka he Narayana Rakha

  • @shibaprasadsahoo3162
    @shibaprasadsahoo3162 5 місяців тому

    Radhe Krishna 🙏

  • @MostexpensiveE
    @MostexpensiveE 5 місяців тому +1

    Thank you 🙏 Hare Krishna ☺️

  • @suchisgalaxy431
    @suchisgalaxy431 5 місяців тому

    Radha Radha Krishn krishn ❤️

  • @bhikareddy488
    @bhikareddy488 5 місяців тому

    Hare Krishna Hari bol 🙏⭕❗⭕😊🙏

  • @nobff9037
    @nobff9037 5 місяців тому

    ଆପଣ ଠିକ କହିଲେ ।100/🙏

  • @bebyrana5776
    @bebyrana5776 4 місяці тому

    Jai jagannath

  • @raghurajpadhy268
    @raghurajpadhy268 5 місяців тому +6

    ଭଗବାନ ଭକ୍ତଙ୍କୁ ପରୀକ୍ଷା କରନ୍ତି। ହେଲେ ମନୁଷ୍ୟକୁ ଦୁଃଖ ବେଳେ ପୂର୍ଣ ସମର୍ପଣ କରିଥାଏ।ଶାନ୍ତ ସମାଜ ଗଠନ ପାଇଁ ସେ ନିଶ୍ଚୟ ଆସିବେ।

    • @suryasadhika4157
      @suryasadhika4157 5 місяців тому

      ପ୍ରଥମେ ପାଠପଢ଼ା ତାପରେ ପରୀକ୍ଷା ଯଦି ପଢ଼ିବା ବ୍ୟବସ୍ଥା ଭଗବାନ ଦେଇନାହାଁନ୍ତି ତାହେଲେ ତାଙ୍କର ପରୀକ୍ଷା ନେବାର କୌଣସି ଅଧିକାର ନାହିଁ ।

    • @shravankumarmishra5513
      @shravankumarmishra5513 4 місяці тому

      ବିଲକୁଲ ଠିକ୍ କୋଉ ଭଗବାନ୍ କୁ ମୁଁ ମାନେନା କାହିଁକି ନା ସେ କିଛି କରିବନି ହିଁ

  • @Indian-y2f
    @Indian-y2f 4 місяці тому +2

    ସବୁ କାଳ୍ପନିକ ,ସତ୍ୟତା ଥିଲେ ତ କିଏ କାହାକୁ ରକ୍ଷା କରିବାକୁ ଆସିବେ ।

  • @rajibbiswal4515
    @rajibbiswal4515 5 місяців тому

    Jay jagannath

  • @siksharthakam7077
    @siksharthakam7077 5 місяців тому +3

    Jay Jagannath 🙏❤️

  • @PramodBhai-hf4ke
    @PramodBhai-hf4ke 5 місяців тому

    ନମସ୍କାର ଗୁରୁଜୀ

  • @baishnabcharansahoo9119
    @baishnabcharansahoo9119 4 місяці тому

    ଏହି ପୃଥିବୀରେ ଅନେକ ପ୍ରାଣୀ ଅଛନ୍ତି।କିନ୍ତୁ ମଣିଷ ବ୍ୟତୀତ ଅନ୍ୟ କେଉଁ ପ୍ରାଣୀଙ୍କୁ ଭଗବାନଙ୍କ ଦରକାର ପଡ଼ି ନ ଥାଏ।

  • @YogiSanjibRakesh-01Advance
    @YogiSanjibRakesh-01Advance 5 місяців тому +1

    U are Right ✅️ Jay Shri Ram Jay Sri krishna ❤❤❤❤

  • @AnjaliMahana-vy1xk
    @AnjaliMahana-vy1xk 5 місяців тому +1

    Hare Krishna prabhuji

  • @manunaik8954
    @manunaik8954 5 місяців тому

    ଜୟ ଜଗନ୍ନାଥ

  • @GaribaNaik-t5r
    @GaribaNaik-t5r 5 місяців тому +3

    Radhe radhe

  • @SNSPIRITUALLIVE
    @SNSPIRITUALLIVE 5 місяців тому

    Guruswami 🙏

  • @BasantiNiluaa
    @BasantiNiluaa 5 місяців тому +1

    Raderade krisna krishna ,,👃👃👃👃👃👃👃👃👃👃👃👃👃👃🙏🙏🙏🙏💅💅🙏🙏🙏🙏🙏🙏🙏🙏🙏🙏

  • @ratnakarsethi8403
    @ratnakarsethi8403 5 місяців тому

    Jay ShreeKrishna 🙏

    • @sarojkumarsahoo6541
      @sarojkumarsahoo6541 Місяць тому

      Duplicate bhagwan history pata nahi hai bhai desh ko barbad mat karo go to science journey

  • @Newsbalasore
    @Newsbalasore 5 місяців тому

    Pavuji apanaka katha bahutu vala Lage ja mana vitare pasna thaa sabu utara milije

  • @Debasisnayak-t4m
    @Debasisnayak-t4m 5 місяців тому

    Radhe radhe 🙏🙏🏵️🙏

  • @AamaGaonAamaMati
    @AamaGaonAamaMati 5 місяців тому

    ହରେ କୃଷ୍ଣ 🙏🙏🙏

  • @beherasubal09
    @beherasubal09 5 місяців тому +1

    Hare hare krishna 😢

  • @RinaDakua-bq2rc
    @RinaDakua-bq2rc 5 місяців тому

    Thika Katha guruji

  • @jaganvaee9001
    @jaganvaee9001 4 місяці тому

    Sharanm shree Krishnam 🙏🙏🙏

  • @jatindratatang409
    @jatindratatang409 5 місяців тому +3

    Jaya jagannath 🙏🙏🙏

  • @shravankumarmishra5513
    @shravankumarmishra5513 5 місяців тому +8

    ଆଉ ତ କାଇଁ ବାଳକୁ ଡାକୁଛ ଭଗବାନକୁ ସେ ନାହିଁ କି କିଛି ବି କରିବନି ନିଜ କର୍ମ ଦ୍ଵାରା ସମସ୍ତେ ଫଳ ପାଇବେ କୋଉଠି କୋଉ ଭଗବାନ୍ କାହାର ବି ପିଠିରେ ପଡ଼ିବନି ଏଇଟା ମନେରଖ

  • @Samir.920
    @Samir.920 5 місяців тому

    Hare Krishna 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @BijuBhoi-n9k
    @BijuBhoi-n9k 5 місяців тому

    Omm namaha sivaya

  • @maushumisoy904
    @maushumisoy904 5 місяців тому +2

    ବ୍ରାହ୍ମଣ ରାଜ୍ୟରେ ହିଁ ଭଗବାନ ଆସନ୍ତି,ବାଂଲାଦେଶ ରେ ଆସିବେ ନାହିଁ

  • @RajaniNayak-c2f
    @RajaniNayak-c2f 5 місяців тому +2

    2 hata 2 goda bisista krishna, krishna swatantra manushya n thile krushna heuchii parmeswara parmatma

  • @subratnayakarya7646
    @subratnayakarya7646 5 місяців тому

    ଓଁ ପରମପୁରୁଷତେ ନମ: ଓଁ

  • @pabitrajena6676
    @pabitrajena6676 5 місяців тому +1

    Jay sreekirsna

  • @mkn161
    @mkn161 5 місяців тому

    ପରୀକ୍ଷାରେ ଧୈର୍ଯ୍ୟ ଧରିବାକୁ ପଡ଼ିବ ,ତାପରେ ଭକ୍ତର ଆକୁଳ ପ୍ରାର୍ଥନାରେ ହଁ ଭଗବାନଙ୍କର ସାହାଯ୍ୟ ଭିନ୍ନ ଭିନ୍ନ ରୂପରେ ପ୍ରକାଶିତ ହୁଏ ।
    ତା ପରେ ଆସୁରିକ ଶକ୍ତିର ଦମନ ଓ ବିନାଶ ହୁଏ ।
    ଅତୀତରେ ଯେତେ ଘଟଣା ହୋଇଛି, ଦୁଷ୍ଟ ଅସୁର ଶକ୍ତିର ବିନାଶ ନିଶ୍ଚିତଭାବେ ହୋଇଅଛି ,

  • @bighnanag740
    @bighnanag740 5 місяців тому

    ଭଗବାନ୍ ଙ୍କୁ ମଣିଷ ମେସିନ୍ ବୋଲି ଭାବୁଛି,ଏଇଟା ଭୁଲ୍
    ମଣିଷ ଉଚିତ୍ ମନୋଭାବ ନେଇ ଆଧ୍ୟାତ୍ମିକ ଜୀବନ ବଞ୍ଚୁ କିନ୍ତୁ ଧାର୍ମିକ ଜୀବନ ନୁହଁ...
    ତେବେ ଉଚିତ୍ ସମୟରେ ଉଚିତ୍ ସହାୟତା ଭଗବାନଙ୍କ ଠାରୁ ଆସିବ.....

  • @Dipika-mq3pu
    @Dipika-mq3pu 5 місяців тому +1

    Omm jay shree Radha Krishna saranam like you

  • @NSkantKumar
    @NSkantKumar 5 місяців тому +2

    ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଅନନ୍ତ ଜୀବନ 🎉 !!

    • @pramodmanna4628
      @pramodmanna4628 5 місяців тому

      Bap bap ....beta beta ....
      Harekrishna ❤

    • @NSkantKumar
      @NSkantKumar 5 місяців тому

      @@pramodmanna4628
      କୃଷ୍ଣ ଏବେ କେଉଁଠି ?

    • @NSkantKumar
      @NSkantKumar 5 місяців тому

      @@pramodmanna4628
      ତୁମେ ଅନନ୍ତ ଜୀବନ ପାଇଛ ?

    • @mkn161
      @mkn161 5 місяців тому +1

      ତାପରେ କୃଶ ବିଦ୍ଧ ଖାଇବ ।

    • @jagan5834
      @jagan5834 5 місяців тому +1

      Jesus is a great devotee who preach for his eternal Father supreme lord Bhagwan Hari...