ଆମିଷ ଖାଇବା ଠିକ ନା ଭୁଲ | Bhakti Jigyansha | Kuni Prabachaka | Sidharth Bhakti

Поділитися
Вставка
  • Опубліковано 26 січ 2025

КОМЕНТАРІ • 314

  • @PapuMallick-i5r
    @PapuMallick-i5r 6 місяців тому +64

    ଅତି ସୁନ୍ଦର ପ୍ରବଚନ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ ।

  • @LaxmipriyaMaity-pm3uq
    @LaxmipriyaMaity-pm3uq День тому

    ବହୁତ ସୁନ୍ଦର ଧନ୍ୟବାଦ 🙏Jay shree Jagannath

  • @mantusahu8079
    @mantusahu8079 День тому

    Jay shree radhekrishna prabhu 🌿🌿🌿🌺🌺🌺🪔🪔🪔🙏🙏🙏

  • @BishnuKamila
    @BishnuKamila День тому

    ଆମ ଜଗତରେ ଆମିଷ ଖିଆ ଦେବଦେବୀ ବି ଅଛନ୍ତି, ଆଗ ସେମାନଙ୍କୁ ଜ୍ଞାନ ଦିଆ ,ପ୍ରଭୁ ।

  • @skrushnareddy6796
    @skrushnareddy6796 8 місяців тому +38

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
    ଓମ ନମଃ ଭଗବତେ ବାସୁଦେବାୟ ନମଃ
    🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌸🌺🪔🌻🌻💐🏳️🌸🌸🌹💮💮🌷🏵️🥀🏵️🥀🏵️🌸🌹🏵️🌹🏵️💮💮🏵️🏵️🌺🏵️🪔🏵️🌻🕉️💐🕉️🏳️🕉️

  • @krushnajena2702
    @krushnajena2702 День тому

    🙏🕉️🌼💩 ଜୟ ଶ୍ରୀ ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା 🌼🕉️🙏🙏🙏🙏🦜ଜୀବ ମାରୀଣ ମାଂସ ଖାଇ ସେ ଜୀବ ଯାଏ ବୈକୁଣ୍ଠ ଆଜ୍ଞା 🦜🙏

  • @skrushnareddy6796
    @skrushnareddy6796 8 місяців тому +40

    ଅତି ସୁନ୍ଦର ପ୍ରବଚନ

    • @pranatipradhan1139
      @pranatipradhan1139 5 місяців тому

      ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻

    • @chinkikjena6036
      @chinkikjena6036 4 місяці тому

      Jl
      U too

      0

  • @bhramarbarjena
    @bhramarbarjena 14 днів тому +1

    ଆମିଷ ଭୋଜନ ନିଷେଧ ଜୟ ଶ୍ରୀ ଜଗନ୍ନାଥ ❤❤❤❤

  • @Nimeequeen2005
    @Nimeequeen2005 День тому

    ଜୟ ଶ୍ରୀ କୃଷ୍ଣ..🙏🏻🙏🏻

  • @anjaanenews4458
    @anjaanenews4458 7 місяців тому +21

    ପ୍ରଭୁ -ଆମେ ମଣିଷ, ଅସୁର ନୁହେଁ।ଆମିଷ କଦାପି ଖାଇବା ଉଚିତ୍ ନୁହେଁ।
    ଆମିଷ ଖାଇ ବିଭିନ୍ନ ପ୍ରକାରର ରୋଗ ବଢ଼େ,ଦେହ ଗରମ ର‌ହିବା ସହ ମନ ହିଂସ୍ର ହେଇ, ଉତ୍ତେଜିତ ହୋଇଉଠିବ । ମନକୁ କଣ୍ଟ୍ରୋଲ କରିବା ଏତିକି ସହଜ ନୁହେଁ j, ଆମିଷ ଖାଇ ଶାନ୍ତି ପାଇବ। ଅଧିକ ଦିନ ବଞ୍ଚିବା ପାଇଁ ହେଲେ ସାହାକାରୀ ହେବା ଉଚିତ୍।
    ପ୍ରାଣୀ ପୃଥିବୀରେ ବଞ୍ଚିବା ଅଧିକାର ଭଗବାନ ଦେଇ ଛନ୍ତି, ଆମେ ଅସୁର ରୂପ ନେଇ ଜୀବନକୁ ମାରି ମଦ ପାଣି ପି କି! ଖୁସି...

  • @BhagyabantaAdbang
    @BhagyabantaAdbang 8 місяців тому +18

    🙏🙏🙏🙏🙏🙏🙏🙏🙏🙏🙏🙏 Jay jagannath mahaprabhu 🙏🙏🙏🙏🙏🙏🙏🙏🙏 Pranam kunibaba tumacharanare ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @SasmitaParidaAndDaughters
    @SasmitaParidaAndDaughters 3 дні тому

    🎉🎉🎉🎉🎉🎉ati sundar

  • @bapuniswain2961
    @bapuniswain2961 7 місяців тому +12

    Jay Jagannath

  • @truptikantanayakvssrikant6912
    @truptikantanayakvssrikant6912 7 місяців тому +9

    Jay Shree Jagannath🙏🙏🙏🙏🙏 🚩🚩🚩🚩🚩🚩🚩❤❤❤❤

  • @subhadivyacreation2507
    @subhadivyacreation2507 8 місяців тому +10

    Jay Jagannath 🙏

  • @dibakarmuthamajhi9404
    @dibakarmuthamajhi9404 3 місяці тому +6

    ଜାଣିଥାଅ ଆମିଷ ଖାଇବା ଦ୍ବାରା ରୋଗ ହୁଏ ନାହିଁ, ନିଜ ପାପ ଦ୍ଵାରା, ନିଜ କର୍ମ ଦ୍ୱାରା ଶରୀର ମଧ୍ୟରେ ରୋଗ ହୋଇଥାଏ କାରଣ ପାପର ବେତନରେ ମୃତ୍ୟୁ ଘଟିଥାଏ,ପାପ ଆମକୁ ନିଶ୍ଚୟ ଧରିବ ଏହା ସର୍ବଦା ସ୍ମରଣରେ ରଖ ବନ୍ଧୁ

    • @gyanaranjansahoo6927
      @gyanaranjansahoo6927 2 місяці тому +1

      ଜୀବ ହତ୍ୟା କଣ ପାପ ନୁହଁ ?

  • @DILLIPKUMARDAS-jl1bc
    @DILLIPKUMARDAS-jl1bc 5 місяців тому +2

    JAY GURUDEV JAY GURUDEV JAY GURUDEV JAY JAY GURUDEV🙏🙏 🙏🏻🙏🏻

  • @Jay_Shri-Ram091
    @Jay_Shri-Ram091 7 місяців тому +8

    ବହୁତ୍ ବଢିଆ, ହେତୁ ବାଡ଼ି Luka କୁ ବାମପନ୍ଥୀ ବିଚାର ଧାରା ସମାଜ କୁ ବୁଝେଇବା କଷ୍ଟ।।

  • @damodarreddy8172
    @damodarreddy8172 3 місяці тому +3

    Very good satsang jai gurudev

  • @rrameshvlogs9819
    @rrameshvlogs9819 7 місяців тому +11

    Radhe radhe 🙏🏻🚩

  • @chinmayapadhi939
    @chinmayapadhi939 7 місяців тому +96

    ତାହା ମାନେ ଆମେ ଅସୁର

  • @PinkuPadhi-l2w
    @PinkuPadhi-l2w Місяць тому

    Jay Jagannath Swami 🙏🌹❤️

  • @Reenabehera0
    @Reenabehera0 5 місяців тому +4

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻 guruji nku koti koti pranam Jay jagannath 🙏🏻🙏🏻🙏🏻🙏🏻

  • @dsicon3108
    @dsicon3108 8 місяців тому +10

    ଜୟ ଜଗନ୍ନାଥ

  • @rashmitripathy5417
    @rashmitripathy5417 2 місяці тому +1

    Guruji pranam 🙏🙏🙏🙏🙏🙏🙏🙏

  • @PremanandaMoharana-s4i
    @PremanandaMoharana-s4i 2 місяці тому +1

    Bahuta sundar prabachan

  • @ranjankumarpatel3321
    @ranjankumarpatel3321 4 місяці тому +2

    ଜୟ ଜଗନ୍ନାଥ 🙏ଜୟ ଶ୍ରୀ କ୍ରିଷ୍ଣା 🙏❤️

  • @mahendrakumarperua9437
    @mahendrakumarperua9437 7 місяців тому +17

    ମୁଖ୍ୟମନ୍ତ୍ରୀ
    ଏ ସବୁ
    ବନ୍ଦ୍ କଲେ ଭଲ
    ହୁଅନ୍ତା

  • @GSMUSICOFFICIAL316
    @GSMUSICOFFICIAL316 7 місяців тому +4

    ସନାତନ ମିନିଂ କଣ ପ୍ରଥମେ ବୁଝିଲା ପରେ ଜ୍ଞାନ ଦେବ ଲୋକଙ୍କୁ ଆମିଷ ସନା ତନ କଣ ଏତେ ପ୍ରଥମେ ବୁଝିବାକୁ ପଡ଼ିବ ସନାତନ ଧର୍ମ କଣ ସନାତନ ଧର୍ମ ପ୍ରଥମେ କାହାର ଥିଲା ପ୍ରକୃତ ସନାତନ କିଏ କେଉଁଯାତି ଥିଲେ କାହିଁକି ଭାଇ ସବୁ ବୁଝିଗଲା ଭଳି ଲୋକଙ୍କୁ ଜ୍ଞାନ ଦେଉଚ୍ଚ

    • @priyacharandas653
      @priyacharandas653 7 місяців тому +1

      ସନାତନ ର ଅର୍ଥ ନିତ୍ୟ ସାଶ୍ବତ ।ଵେଦ କୁ ମାନିବା ହେଉଛି ସନାତନ ଧର୍ମ।

  • @debirathamajhi7846
    @debirathamajhi7846 2 місяці тому +1

    Jay shree Krishna 🌹🙏

  • @JalandharaJhodia
    @JalandharaJhodia 7 місяців тому +3

    Juge juge jagannath swami 🪔🌺🙏🏿🚩🧘🏿‍♀️...

  • @Goutambapuvk
    @Goutambapuvk 2 місяці тому +4

    ତାହା ହେଲେ ଇନ୍ଦ୍ର ଦେବ କଣ ଅସୁର ସିଏ ତ ସୁର ପିଉଥିଲେ

  • @LipunJally
    @LipunJally 2 місяці тому +1

    Chhota pila ta ate bada mahan । Jay Jagannath

  • @urmilamutuka2153
    @urmilamutuka2153 2 місяці тому

    Satya bachana Jai sadguru 🙏🙏🙏

  • @saraswatisahoo1033
    @saraswatisahoo1033 8 місяців тому +7

    Right prabachan

  • @ranjankumar3030
    @ranjankumar3030 2 місяці тому

    Bahut gyana ...god bless you babu

  • @niranjandas7463
    @niranjandas7463 8 місяців тому +8

    Jay jagannath🙏🙏🙏🙏🙏

  • @JituKumar-rt3tw
    @JituKumar-rt3tw Місяць тому

    ମୋର ଯେତିକି ଗ୍ୟାନ ଅଛି ଆଉ ଗିତା ଭାଗବତ ପୁରାଣ ଶୁଣିଛି ସବୁ ଜନିଷ ଆମିଷ ଅଟେ ତାହା ଉଲ୍ଲେଖ ହୋଇଛି ଶାସ୍ତ୍ରମତରେ ଆଉ ଗିତା ମାଧ୍ୟମରେ ଭିନ୍ନ ଭିନ୍ନ ଉଲ୍ଲେଖ ରହିଛି ।ଗିତା କ‌ହେ ଜଳ ବି ଆମିଷ ତାହା ହେଲେ ଦୁନିଆଁରେ କାହାକୁ ଆମିଷ ନାହିଁ ବୋଲି କହିବା କୁହ ପଣ୍ଡିତ

  • @RinkiBehera-w2e
    @RinkiBehera-w2e 8 місяців тому +6

    Jay gurudev

  • @priyambadanayak1622
    @priyambadanayak1622 7 місяців тому +36

    ମୁଁ ଆମିଷ ଖାଏନାହିଁ

  • @prafullamajhi5320
    @prafullamajhi5320 2 місяці тому +2

    ଆପଣଙ୍କ ମାଧ୍ୟମରେ ଭଗବାନଙ୍କୁ ମୁଁ ଅନୁରୋଧ କରୁଛି ବାଘ ଜଙ୍ଗଲ ରେ ରହି ଯଦି ମାଂସ ନ ଖାଇ ଘାସ ଖାଇବ ତା ହେଲେ ଏ ଜଗତରେ ସୃଷ୍ଟିକର୍ତ୍ତାଙ୍କ ଧର୍ମ ପାଳନ ହେବ, ଏ କ'ଣ ସମ୍ଭବ ହେଇପାରିବ!

    • @gyanaranjansahoo6927
      @gyanaranjansahoo6927 2 місяці тому +2

      ଆରେ ଭାଇ ବାଘ ଜଙ୍ଗଲ ରେ ଲଙ୍ଗଳା ହେଇକି ବୁଲୁଛି ତ ତମେବି ଲଙ୍ଗଳା ହେଇକି ବୁଲ ।
      ସେ ପଶୁ , ସେ ଜଙ୍ଗଲ ର ନିୟମ ମାନୁଚି । ଆମେ ମଣିଷ ଆମେ ମାନବିକତା ନିୟମ କୁ ମାନିବା ଉଚିତ୍ ।
      ଆଉ ତାପରେ ବି ଆମିଷ ରେ ଯେ ପର୍ଯ୍ୟନ୍ତ ମସଲା ନା ପଡ଼ିଛି ସେ ପର୍ଯ୍ୟନ୍ତ ତାହା ସ୍ଵାଦ ଯୁକ୍ତ ହୋଇ ନଥାଏ । ତମକୁ କେବଳ ବୋକା ବନା ହଉଚି ବଡ଼ ବଡ଼ business man ଙ୍କ ଦ୍ଵାରା । କେଭେହେଲେ ଦେଖିଚ ସେମାନେ ଆମିଷ ଖାଇବା ର ?
      ସେମାନେ ସମସ୍ତେ ଜାଣିଛନ୍ତି ଏଇଟା ଦେହ ପାଇଁ କେତେ ଖରାପ ।

    • @Bisu_NEET
      @Bisu_NEET Місяць тому

      Bagha langala buluchi tu bi langala bulll.....anurodh....

    • @pratimaparida-k2t
      @pratimaparida-k2t 9 днів тому

      Right sar ❤❤​@@gyanaranjansahoo6927

  • @SangetaBastia-cf7bo
    @SangetaBastia-cf7bo 22 дні тому +1

    🎉🎉❤❤

  • @GODCREATION2155
    @GODCREATION2155 2 місяці тому +1

    ମଣିଷ ସାକାହାରୀ ନୁହେଁ ଆଜ୍ଞା ସେ ସର୍ବିଆ ପ୍ରାଣୀ କାରଣ ମଣିଷ କଲାପରେ ତା ଶବକୁ ମସଲାରେ ସୁସ୍ୱାଦୁ କରିଦେଲେ ସେ ଖାଇବାକୁ ପାଇବେ ନାହିଁ

  • @NUARANGA
    @NUARANGA 7 місяців тому +4

    ଇଶ୍ୱର ତୁମର ମଙ୍ଗଳ କରନ୍ତୁ | 🙏🙏🙏

  • @JituKumar-rt3tw
    @JituKumar-rt3tw Місяць тому

    ଦୁନିଆଁରେ କଉ ଜିନିଷ ଆମିଷ ନାହିଁ କୁହ କହି ପାରିବ ଖାଲି ପ୍ରବଚନ ଦେଲେ କିଛି ଲାଭ ନାହିଁ

  • @dibakarmuthamajhi9404
    @dibakarmuthamajhi9404 4 місяці тому +5

    ଆମିଷ ଖାଇବା ପାପ ନୁହେଁ ବନ୍ଧୁ,ଜୀବ ହତ୍ୟା ପାପ ନୁହେଁ ବନ୍ଧୁ କାରଣ ଏହି ସବୁ ଆମର ଖାଦ୍ୟ ପାଇଁ ଈଶ୍ୱର ସୃଷ୍ଟି କରିଛନ୍ତି ଏହା ଜାଣିଥାଅ ବନ୍ଧୁ, କିନ୍ତୁ ନର ହତ୍ୟା,ବୟବିଚାର ପାପ ଅଟେ

  • @parsuramnayak4093
    @parsuramnayak4093 7 місяців тому +5

    ATI Sundar katha .

  • @prahalladcharansahoo5478
    @prahalladcharansahoo5478 Місяць тому

    ଏମିତି ପ୍ରବଚନ ପାଇଁ ଧନ୍ୟବାଦ୍‌ ❤

  • @shreeshine900
    @shreeshine900 14 днів тому +1

  • @JituKumar-rt3tw
    @JituKumar-rt3tw Місяць тому

    ଆମିଷ କହିଲେ କଣ ଆଗ ଜାଣିଛ ଛେଳି,ଅଣ୍ଡା,ମାଛ, କୁକୁଡ଼ା ଏ ମାନଙ୍କୁ ବୁଝାଏ ବୋଲି ଜାଣିଛ ଆଉ କିଛି ଜାଣିନ ଆରେ ପଣ୍ଡିତ ମୂର୍ଖ ଜଳ ବି ଆମିଷ ଯଦି ଜଳ ଆମିଷ ହେଉଛି ଆଉ କୋଉଟା ଆମିଷ ନାହିଁ କୁହ

  • @SurprisedGreyCat-yq5xb
    @SurprisedGreyCat-yq5xb 26 днів тому

    Ati sundar

  • @AbinashSingh-u5o
    @AbinashSingh-u5o 25 днів тому

    Iamagri❤

  • @prakashchandrarout589
    @prakashchandrarout589 3 місяці тому

    Harekrishna 🙏

  • @rasmitapradhan1825
    @rasmitapradhan1825 6 місяців тому +1

    Jie jiba hatya kari amisa khae se asura

  • @kunmunnanda7692
    @kunmunnanda7692 Місяць тому

    Pyaregagan tamara gyana acchi ta

  • @susanta659
    @susanta659 3 місяці тому

    Thik kahicha nice 👍👍❤❤❤

  • @OnkarMajhi-s3f
    @OnkarMajhi-s3f 5 місяців тому +1

    Ok ❤❤❤❤ thanks

  • @nbasudevofficial6520
    @nbasudevofficial6520 6 місяців тому +1

    ❤❤❤❤Jay Jagannath❤❤❤❤

  • @RiseRana
    @RiseRana 5 місяців тому +1

    Radhaa radha

  • @GunanidhiRana-sh2pb
    @GunanidhiRana-sh2pb 2 місяці тому

    ହହଁ ମୁଁ ବି ବେତାଳ ଅସୁର ବ୍ରହ୍ମ ରାକ୍ଷସ 😊

  • @JituKumar-rt3tw
    @JituKumar-rt3tw Місяць тому

    ଆମିଷ ଆଉ ନିରାମିଷ କାହାକୁ କୁହନ୍ତି ଆଗ କହ ଆମେ ଟିକେ ଜାଣୁ

  • @chinmayapadhi939
    @chinmayapadhi939 7 місяців тому +9

    କିନ୍ତି ଦୋକାନପୁରା ବନ୍ଦ ହେବା ଦରକାର

  • @jharanajhankar7335
    @jharanajhankar7335 5 місяців тому +1

    Jibe daya karibakathha

  • @priyankanaik-t7y
    @priyankanaik-t7y 5 місяців тому

    Prabhu mu SAKAHARI ❤ Jay Jagannath 🙏

  • @SitaSingh-cb8qs
    @SitaSingh-cb8qs Місяць тому

    Thanks baba

  • @DASHARATHIMAHARI
    @DASHARATHIMAHARI 5 місяців тому +1

    Right 👍

  • @kastubarik6659
    @kastubarik6659 5 місяців тому +1

    ଅତି ସୁନ୍ଦର ଭାବରେ ପ୍ରବଚନ

  • @OD_SOURAV_RAJ_07
    @OD_SOURAV_RAJ_07 5 місяців тому +1

    Proud to be a vegetarian ❤

  • @kunumunipatra7848
    @kunumunipatra7848 6 місяців тому

    Bahut bhala Jay Jagannath 👏

  • @promodsahoo3322
    @promodsahoo3322 7 місяців тому +1

    Jaya jagannth 🙏🏻

  • @manassahoo5718
    @manassahoo5718 8 місяців тому +4

    Right

  • @JagtaBagadiria
    @JagtaBagadiria 3 місяці тому +2

    ଭହୁତସୁଦର ପୂଵଶନ

  • @jayaprakashbanchhor1223
    @jayaprakashbanchhor1223 5 місяців тому

    Good advice❤❤

  • @sushantakumarbehera9846
    @sushantakumarbehera9846 7 місяців тому +1

    Jay jagannath
    Right

  • @PinkiNag-pv3pr
    @PinkiNag-pv3pr 7 місяців тому +1

    Jay jagarnath

  • @ManiniRana-i5x
    @ManiniRana-i5x Місяць тому

    Thik kata

  • @SarojKumar-ds4sb
    @SarojKumar-ds4sb 7 місяців тому +2

    ଏ ସବୁ ଶୁଣିଲା ପରେ ମୋତେ ଲାଗୁଛି ଛେଳି ର ନିର୍ମମ ହତ୍ୟା ସମ୍ପୂର୍ଣ୍ଣ ବନ୍ଦ ହେବା ଦରକାର 😭😭😭

    • @Iamherofromdandikasole
      @Iamherofromdandikasole 7 місяців тому

      ତାହେଲେ ଛେଳି ରଖିବା କଣ ପାଇଁ ମୋତେ ଜବାବ ଦିଅ

    • @binodsahoo9256
      @binodsahoo9256 6 місяців тому +1

      ​@@Iamherofromdandikasole ଛେଳିକୁ ମାରିକି ନ‌ ଖାଇ ଛେଳିର ଲୋମରୁ ସୂତା ପ୍ରସ୍ତୁତ କରିବା।

  • @RiseRana
    @RiseRana 5 місяців тому

    Sano bhai pathapadhe futchare ଗୁଢ଼େ 🙏🙏🙏🙏🙏

  • @bhubankumarpodh4007
    @bhubankumarpodh4007 8 місяців тому +4

    Amisha na khaile protein Kami jiba ki ......

  • @jaibheemtribal
    @jaibheemtribal 5 днів тому

    ଜଣେ ଅର୍ଦ୍ଧ ପାଠୁଆ ଆମକୁ କହିବ ଯେ ଆମେ କଣ ଖାଇବୁ ନ ଖାଇବୁ । ସଡା ଟିଭି ଚ୍ୟାନେଲ ଭିକାରୀ ଗୁଡାକ ଏମିତି ଅର୍ଦ୍ଧପଠୁଆ ବାଳକ ଛୁଆ ଗୁଡାକ ଚ୍ୟାନେଲ କୁ ଡାକିକି ଅଧିକ ଅପାଠୁଆ ଜନ୍ମାଉଛ।
    ଏମାନଙ୍କୁ ଦେଖିକି ଆଉରି ଭିକାରୀ ବାବା ହେଇଯିବେ ।

  • @SantoshSabara-f5u
    @SantoshSabara-f5u 3 місяці тому +2

    ଖ୍ରୀଷ୍ଟିଆନଲୋକ, ତାହାଲେ ଅସୁର,

  • @bijaymishra6797
    @bijaymishra6797 5 місяців тому

    Beautiful information very Very nice thanks from RUKMINI PRODUCTION 🎉🎉🎉

  • @SatrughanaDash-wc6ue
    @SatrughanaDash-wc6ue 2 місяці тому

    Bhagabatalekhichi, aaharebhala, mandanahi, taraarthakana, kuha

  • @sureshkumarsahu3068
    @sureshkumarsahu3068 7 місяців тому +1

    Very nice

  • @chandramajhi8049
    @chandramajhi8049 7 місяців тому +1

    Thanks you ❤

  • @saratmoharana3321
    @saratmoharana3321 7 місяців тому +2

    we are the people of Khayeni

  • @SubratPadhan-te3le
    @SubratPadhan-te3le 5 місяців тому

    Jayajagannatha

  • @KsusantReddy
    @KsusantReddy 5 місяців тому +1

    Nicevideo siteram

  • @Santoshreddyodia
    @Santoshreddyodia 5 місяців тому

    ଅତି ସୁନ୍ଦର 😊🙏

  • @ChandanNaik-e7t
    @ChandanNaik-e7t 3 місяці тому +4

    ଯଦି ମଣିଷ ଆଜିବି ଜଙ୍ଗଲରେ ରହୁ ଥାନ୍ତା ଦିନ ବାର ନ ଦେଖି ଆମିଷ ଭୋଜନ କରି ଥାନ୍ତା
    କାରଣ ସବୁ ବେଳେ ତାକୁ ଫଳ ମିଳୁ ନ ଥାନ୍ତା
    Science ଦୟା ରୁ ଆଜି ଗୁମ୍ଫା ରୁ ବାହାରି ଜୀବନ ଯାପନ କରୁଛେ
    ଏମିତି TV ରେ ଭାଷଣ ମାରି ପାରୁଛେ।

    • @iamklm09
      @iamklm09 Місяць тому

      ଠିକ କଥା scince ନଥିଲେ ତୋ ବୋପା ମା ଜଙ୍ଗଲରେ ଗିହାଗୁହିଁ ହେଇଥାନ୍ତେ ଆଉ ସବୁ ଦେଖିଥାନ୍ତେ science ଘର ତିଆରି କଲା ବୋଲି ତୁ ଗୋଟିଏ ବାପର ଛୁଆ

  • @SujayBarman-sw5go
    @SujayBarman-sw5go 5 місяців тому +1

    🙏🕉🙏🕉🙏🕉🙏🕉🙏🕉🚩

  • @sureshpareda1533
    @sureshpareda1533 Місяць тому

    🙏🙏🙏👍

  • @LilimaSethi-vg1fp
    @LilimaSethi-vg1fp 8 місяців тому +4

    🙏❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @gobindsahu-6614
    @gobindsahu-6614 5 місяців тому +1

    Jay jagannath Prabhu

  • @HappyGeoCave-ji8bm
    @HappyGeoCave-ji8bm 3 місяці тому +7

    ଡ଼କ୍ଟର ମାନେ କୁହନ୍ତି ଚୁନା ମାଛ ଖାଆନ୍ତୁ 😂😂😂🎉

    • @gyanaranjansahoo6927
      @gyanaranjansahoo6927 2 місяці тому

      ଡକ୍ଟର ମାନେ କହୁଛନ୍ତି କାରଣ ଏଇଟା ବିଦେଶ ଜ୍ଞାନ ।
      ଯାଇକି ଥରେ ଆମିଷ ଏବଂ ପିଆଜ ରସୁଣ ଖାଉନଥିବା ଲୋକଙ୍କୁ ଦେଖ , ତାପରେ କହିବ।
      ତାପରେ ବି ଗୋଟେ ଜୀବ ର ଜିଇବା ର ଅଧିକାର ଠାରୁ ତାକୁ ଖାଇବା ର ଅଧିକାର ବଡ଼ ନୁହଁ ।

    • @Bisu_NEET
      @Bisu_NEET Місяць тому

      Mu mana karuchi khanna

  • @GelanGelhi
    @GelanGelhi 4 місяці тому

    Mu chhat belu khainahi amis👍👍👍

  • @Dream_India_tour
    @Dream_India_tour 4 місяці тому +2

    ତାହେଲେ ଅଣ୍ଡା ଖାଇବା 😢😢

  • @manonkumargirimamo6295
    @manonkumargirimamo6295 5 місяців тому

    ❤❤❤❤❤❤

  • @TapankumarPattanayak
    @TapankumarPattanayak 2 місяці тому

    ତୋ ବାପା ମା ପରିବାର ଜମା ଖାଉନଥିବେ

  • @ShivaPrasad-3456
    @ShivaPrasad-3456 2 місяці тому

    ଆମେ ହେଉଛେ ଅସୁର ରୁପି ମଣିଷ