VK Pandian Retires From Active Politics, Seeks Apology From BJD Workers

Поділитися
Вставка
  • Опубліковано 29 сер 2024
  • My aim to join politics was to assist Naveen babu and now consciously I decide to withdraw from active politics. I am sorry if I have hurt anyone in this journey. I am sorry if this campaign narrative against me has had a part to play with BJD's loss: VK Pandian
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha #VkPandian

КОМЕНТАРІ • 2,5 тис.

  • @jyotibagh8744
    @jyotibagh8744 2 місяці тому +624

    ହାରି ଗଲେ ସନ୍ୟାସ ନେଵେ ବୋଲି ସେ ନିଜେ କହି ଥିଲେ । ବାକ୍ୟକୁ କାର୍ଯ୍ୟରେ ପରିଣତ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।

    • @sradhamihir5552
      @sradhamihir5552 2 місяці тому +54

      ଏବେ ମୋଦି ପାଳି ପଡ଼ିବ 🤣 ବଡ଼ ବଡ଼ ଭାଷଣ ଦେଉଥିଲା ଦେଖିବା କେତେଟା ପାଳନ କରୁଛି ସେ ଅଜା 😅

    • @ankitaanmolrath2357
      @ankitaanmolrath2357 2 місяці тому +9

      Aja ebe khaja khaiba..

    • @manasbiswal6251
      @manasbiswal6251 2 місяці тому

      U r a docait looted odisha.u and ur wife will be penalized severely wait

    • @manasbiswal6251
      @manasbiswal6251 2 місяці тому +5

      Jagannath ruined u

    • @manasbiswal6251
      @manasbiswal6251 2 місяці тому

      Ur property would be assessed by BJP.dobt forget .ur ego devastated u.dont think people r chutiyas

  • @commerceclassic6785
    @commerceclassic6785 2 місяці тому +19

    Great salute to VK pandian sir 🙏...
    Ajira duniare jia bhala kama Kariba loke taku hi kahibe se hi kharap but actual fact kehi bujhibe hi nai ??
    VK pandian is actually worked towards odisha

    • @zoyasharukh7334
      @zoyasharukh7334 2 місяці тому

      To maa aau stree aau to bhauni neiki bhadare lagei dea

  • @ajaysagaria5056
    @ajaysagaria5056 2 місяці тому +213

    ଆପଣ ଆସିଲା ପରେ ବହୁତ ଭଲ କାମ ହୋଇଛି sir thank you

    • @ROHANSAHU.
      @ROHANSAHU. 2 місяці тому +2

    • @villagemasti6658
      @villagemasti6658 2 місяці тому +2

      Balo na

    • @OkmkarRama
      @OkmkarRama 2 місяці тому +1

      Jau ta bala khia kama

    • @prakashkumarjena.babusan.n3760
      @prakashkumarjena.babusan.n3760 2 місяці тому

      ହସୁଛି ବୁଢ଼ୀ ହସୁଛି ବୁଢା
      ଆମ ମୁଖିଆ ପୁରା ହିଞ୍ଜିଡା
      ଏ ମାଗିହା bjd ଚୋର ସରକାର ହିଞ୍ଜିଡା ସରକାର
      ଆଉ ପେଳ ଚଟା ସରକାର ଆଉ ମାଗଣା ବ୍ଲାଉଜ ଚଡି ପାଉଥିବା ଏ ରାଣ୍ଡିମାନଙ୍କ ସରକାର... 😄😄

    • @susilkumarprdhan4871
      @susilkumarprdhan4871 2 місяці тому

      Mu apananku pasanda kare ❤❤❤❤❤❤ jie kaha kahu mora dho

  • @pranya-kumar
    @pranya-kumar 2 місяці тому +25

    ଲାଜ ଲାଗିବା କଥା ଓଡିଶା ବାସିଙ୍କୁ ଯେ ଓଡିଶାକୁ ଏତେ ବିକାଶ କରିଥିବା ଲୋକଙ୍କୁ କିଛି କୁଜିନେତାଙ୍କ ଆଫା faults ତଥ୍ୟ ପାଁଇ ଗୋଟେ IAS ଅଫିସର ଙ୍କୁ ଆଜି ଓଡିଶା ଲୋକ ନିନ୍ଦା କରୁଛନ୍ତି, ଏବେ ସମୟ ଆସିଯାଇଛି BJD କୁ ହଟେଇ BJP କଣ କାମ କରି ଓଡିଶାକୁ କେତେ ଆଗକୁ ନେବେ ଦେଖି ପାରିବେ. ସମୟ କୁ ଅପେକ୍ଷା କରନ୍ତୁ...
    BJD ଭଳି ଏତେ develop କୋଉ party କରିନି କି କରିପାରିବନି...
    BJP ଉତ୍ତର ପ୍ରଦେଶ ରେ ଯାହା develop କରିଛି ଏଇ ଇଲେକ୍ସନ ରେ ସେଇଠି ହାରିଯାଇଛି BJP...
    1st କଥା ହେଲା BJP ଦେଶକୁ ଲୁଟୁଛି, ଗରିବ ଲୋକଙ୍କ ଖାଇବା ଚୂଡ଼ାକୁ ବି ଛାଡ଼ୁନି ସେଇଥିରେ ବି GST ଲଗେଇ ଦେଉଛନ୍ତି... ପେଟ୍ରୋଲ ଡ଼ିସେଲ ଗ୍ୟାସ କଥା ତ ଛାଡ... ନ କହିଲେ ଭଲ ଏସବୁ ର ମାଷ୍ଟର ମାଇଁଣ୍ଡ ଅମ୍ବାନୀ & ଅମିତ ସାହା ମୋଦିଜୀ ଙ୍କୁ ଆଗରେ ରଖି remote control ବାକି ଦେଶକୁ ଲୁଟୁଛନ୍ତି... ଏବେ ଏଇ 5ବର୍ଷ ଓଡିଶା ପୁରା କାନ୍ଦିବ....

    • @Allinone-sw9cx
      @Allinone-sw9cx 2 місяці тому +1

      Petrol re tax State govt. b nauthichi bhai.....Khali central government nai....au bjp kn karuchi seta alga katha odisha re corruption besi hauthila BJD Time re sethipain change habara hin thila....

    • @sudesnanaik7455
      @sudesnanaik7455 2 місяці тому

      Right

  • @binitakishan7025
    @binitakishan7025 2 місяці тому +37

    Odisha re bahut kichi development hoiche .. aapanka jogu .. love you sir always

    • @pritammohanty8357
      @pritammohanty8357 2 місяці тому

      Hnn ki pandyan pain development heichi aau next 5 yr rahithile odisha bikri kardeithante Tamilnadu ku 😂

  • @Twins_Lifestyle
    @Twins_Lifestyle 2 місяці тому +356

    ସନ୍ଦେହ ନାହିଁ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଆପଣ ଜଣେ ବହୁତ ଭଲ ମଣିଷ.... ଆଉ ଆପଣ ଓଡ଼ିଶାରେ ରହି ଓଡ଼ିଶା ପାଇଁ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି... କିନ୍ତୁ ଆପଣଙ୍କ କିଛି ଭୁଲ ଆଉ ଗର୍ବ ପାଇଁ ଆଜି ଆପଣଙ୍କ ନାଁ ରେ ଓଡ଼ିଶାରେ ଅପପ୍ରଚାର ହେଲା.... ଆପଣଙ୍କର ଏଥିରେ ବ୍ୟକ୍ତିଗତ ସ୍ୱାର୍ଥ କିଛି ଥିଲା କି ନାହିଁ ତ ମୁଁ ଜାଣିନି କିନ୍ତୁ ଆପଣ ଭୁଲ କରିଛନ୍ତି ଆପଣଙ୍କ ଦଳର ଅନ୍ୟ ନେତା ମାନଙ୍କୁ ସୁଯୋଗ ନ ଦେଇ ଏକୁଟିଆ ନବୀନଙ୍କ ସାଥିରେ ସବୁ ସମୟରେ ସବୁ ସ୍ଥାନରେ ରହି... ଆପଣ ଓଡ଼ିଶାର ଜନତା ଓ ଅନ୍ୟ ନେତାଙ୍କୁ ନବୀନଙ୍କ ଠୁ ଦୂରେଇ ଦେଲେ.... ସେ ମୁଖ୍ୟମନ୍ତ୍ରୀ ଥିଲେ କିନ୍ତୁ ସବୁ ସ୍ଥାନରେ ଆପଣ ତାଙ୍କର ପ୍ରତିନିଧିତ୍ବ ନେଇ ଭୁଲ କରିଛନ୍ତି...ପୁଣି ଏଭଳି ମୁଖ୍ୟମନ୍ତ୍ରୀ ସେ ଥିଲେ ଯାହା ସାଥିରେ ଜନତାଙ୍କର ଭାବର ଆଦାନ ପ୍ରଦାନ ହୋଇପାରୁନଥିଲା...ଆଉ କ୍ଷଣିକ ଅହଂକାରରେ ବଶବର୍ତ୍ତୀ ହୋଇ ଆପଣ ରାଜନୀତିରୁ ସନ୍ୟାସ ନେଇଯିବା କଥା କହି ବହୁତ ବଡ଼ ଭୁଲ କରିଛନ୍ତି...ନିର୍ବାଚନର ଫଳାଫଳ ପରେ ଆପଣ ନବୀନଙ୍କୁ ଛାଡ଼ି ଚାଲିଗଲେ.. ଯଥାଶୀଘ୍ର ଆପଣଙ୍କୁ କ୍ଷମା ମାଗିବାର ଥିଲା କିନ୍ତୁ ଆପଣ ବହୁତ ବିଳମ୍ବ କଲେ...ଆପଣଙ୍କ ଏହିଭଳି କାର୍ଯ୍ୟକଳାପ ଦେଖି ଓଡ଼ିଶାବାସୀ ସନ୍ଦେହ କରିବା ସ୍ୱାଭାବିକ କଥା....ତେଣୁ ଯାହା ଭୁଲ କରିଛନ୍ତି ତାହା ପ୍ରାୟଶ୍ଚିତ କରନ୍ତୁ ଆଉ ନିଜ ଜୀବନରେ ଖୁସିରେ ରୁହନ୍ତୁ ଭଲରେ ରୁହନ୍ତୁ.....ଆମ ପ୍ରଭୁ ଜଗନ୍ନାଥ ଦିନେ ନା ଦିନେ ଆପଣଙ୍କୁ କ୍ଷମା କରିଦେବେ ନିଶ୍ଚୟ 🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏

    • @suraimurmu3128
      @suraimurmu3128 2 місяці тому +12

      ତାଙ୍କର ନିଜ ସାର୍ଥ କିଛି ନାହିଁ,, ଓଡିଶା ପାଇଁ ବହୁତ ଭଲ କାମ କରି ଛନ୍ତି.......... ମୋର ସାଇ ବାବାଙ୍କ ଘୋଟଣା ମନେ ପଡୁଛି 🙏🙏🙏🙏🙏

    • @kalandimurmu3303
      @kalandimurmu3303 2 місяці тому +1

      Khola kariba netaa

    • @rajatswain238
      @rajatswain238 2 місяці тому +1

      Kan kahibi

    • @deepaksankhua5859
      @deepaksankhua5859 2 місяці тому

      😅 v😊

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

  • @niranjan12362
    @niranjan12362 2 місяці тому +223

    ସେ କହିଥିଲେ ଆଉ କଥା ରଖିଲେ ଏବେ ଦେଖିବା ମୋଦି ଦେଇ ଥିବା କେତେ କଥା ରଖୁଛନ୍ତି କମେଣ୍ଟ କରିବ ରେ ଅନ୍ଧ ଭକ୍ତ ମାନେ.....

  • @amagaoncreation229
    @amagaoncreation229 2 місяці тому +219

    ମୁଁ ଜାଣିବାରେ ପାଣ୍ଡିଆନ୍ ସାର ଆସିବା ପରେ ଓଡ଼ିଶାରେ ବହୁତ ଭଲ କାମ ହୋଇଛି । ତିନି ତୁଣ୍ଡରେ ଛେଳି କୁକୁର ଭଳି । ଦେଶର ମୁଖ୍ୟ ମୁଖ୍ୟ ଲୋକ ନିଜ ସ୍ବାର୍ଥ ପାଇଁ ଯଦି ସତ କୁ ମିଛ ଓ ମିଛ କୁ ସତ ବୋଲି କହିବେ ଅନ୍ଧ ଭକ୍ତ ସବୁ ତାହାକୁ ନିରାଟ ସତ ବୋଲି ଭାବିଲେ । ଓଡିଶା କୁ ଉନ୍ନତି ଦିଗରେ ନେଉଥିବା ଲୋକଟି କୁ ଆଯି ଆମେ ହରେଇ ବସିଲେ । Thank you sir for your contribution ।

    • @RasmitaSwain-ke4tt
      @RasmitaSwain-ke4tt 2 місяці тому +6

      Right 👍

    • @selfconfidence4580
      @selfconfidence4580 2 місяці тому +10

      ଇଂରେଜ ମାନେ ବି ଭରତ ର ବହୁତ୍ ଭଲ କରିଥିଲେ l ତାଙ୍କୁ ବାହାର୍ କରି ଦେଶ ସ୍ୱାଧୀନ ହୋଇ ଭୁଲ ହେଲା ବୋଧେ l

    • @anilkumarpattnaik222
      @anilkumarpattnaik222 2 місяці тому +2

      Are mg kauthi siithilu tu

    • @priyankapriyadarshineedash2265
      @priyankapriyadarshineedash2265 2 місяці тому +9

      Se jane bharatiya
      Engrage nuhe
      people of odisha loss a diamond
      Who dedicated himself for odisha

    • @anilkumarpattnaik222
      @anilkumarpattnaik222 2 місяці тому

      Pandu ku gandire maribu aasu mg

  • @banamalisahoo4307
    @banamalisahoo4307 2 місяці тому +20

    Sir ଆପଣଙ୍କୁ ସାଲୁଟ 👏 ଆପଣଙ୍କ ଅବଦାନ ଓଡିଶା ପାଇଁ ବହୁତ. ତାକୁ କେହିବି ପୂରଣ କରିପାରିବେ ନାହିଁ. କିନ୍ତୁ ଜନତା ଭୁଲ ବୁଝିଛି. ସମୟ ବଡ଼ ବଲଵାନ. Wait & Watch. ଯେତିକି ଆପଣ କାମ କରିଛନ୍ତି ସବୁଥିରେ ଆପଣଙ୍କ ନା ଅଛି ଆଉ ରହିବ. ଜୟ ଜଗନ୍ନାଥ 👏

    • @sushantakumarbarik
      @sushantakumarbarik 2 місяці тому

      Tu bhalo bijhichhu ,ame odisha basi sabu bhul bujhichhu

  • @rakeshsahoo9546
    @rakeshsahoo9546 2 місяці тому +14

    ପଛ ଘୁଂଚା ନାହି ବୀର ର ଜତକେ , ମଥା ପଛେ କଟିଯାଉ ହେଲେ କଥା ନ କଟୁ , ସତରେ ଆପଣ ହରିକି ବି ବହୁତ୍ ବଡ଼ ଶିକ୍ଷା ଟେ ଦେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପାଣ୍ଡ୍ୟାନ ସାର୍ 🙏🙏🙏

  • @dibyaprakashsamal3880
    @dibyaprakashsamal3880 2 місяці тому +204

    A man of his word 🔥🔥🔥.
    Earlier he had said that if BJD loses this election, he will retire from active politics. You are a good bureaucrat that's why you failed in politics. Politics is not for clean hearted person. The BJP has run the narrative (Odia Asmita & Tamil Outsider) against him so well that it has created an atmosphere of insecurity among the voters, leading to confusion in the minds of people. Due to which people felt that they would lose their freedom & pride because of an outsider.

  • @bkpramodjena1594
    @bkpramodjena1594 2 місяці тому +561

    ଲୁଟେରା ଙ୍କ ମୁହଁ ରୁଓଡିଶା କୁ ବଞ୍ଚେଇଥିବା ଗୋଟେ ସଚୋଟ officer ବଳିପଡ଼ିଗଲା ,Thanks Pandyan Sir🙏🙏🙏

    • @harishankarlingarajmunda9836
      @harishankarlingarajmunda9836 2 місяці тому +8

      Se bishayre Sabishesh janaibe ki?

    • @uday049
      @uday049 2 місяці тому +6

      😂

    • @eodia6475
      @eodia6475 2 місяці тому

      BJP ro gote funda thila...BJP bala emiti Kori election jitanti....mamata ku parunahanti sethipain tatia kamuduchanti

    • @sarojkumarsahoo9268
      @sarojkumarsahoo9268 2 місяці тому +25

      ଭୁଲ ଗୋଟେ ଭୈରବ ମୁହଁରୁ ଓଡ଼ିଶା ବଞ୍ଚିଗଲା ନୋନୋଡ଼ିଆ ଆସି ଓଡ଼ିଆ ବଳଙ୍କୁ ଶାସନ କରିଥାନ୍ତି ଭାଇ ତମେ ବୋଧେ ତାମିଲ ଲୋକ😂😂😂😂😂

    • @lizanayak8991
      @lizanayak8991 2 місяці тому +1

      Correct

  • @pramodkumarvlogs4429
    @pramodkumarvlogs4429 2 місяці тому +221

    ନବୀନ ପଟ୍ଟନାୟକ ପାଇଁ ସାରା ଓଡିଶା କାନ୍ଦୁଛି.ଆପଣ କାହିଁକି ଓଡିଶାବାସୀଙ୍କୁ କ୍ଷମା ମାଗୁଛନ୍ତି ଦିନେ ନା ଦିନେ ଓଡିଶାବାସୀ ଆପଣଙ୍କୁ ଝୁରିବେ.ଆପଣ ଓଡିଶାରେ ବହୁତ କିଛି କରିଛନ୍ତି.
    ଜୟ ଜଗନ୍ନାଥ

  • @mahaprasad7151
    @mahaprasad7151 2 місяці тому +97

    ଯଦି ଜଣେ ଭଲ କାମ କରୁଛି ନା କେବେ ହେଲା ତାର ଜାତି ଧର୍ମ ସେ କୋଉଠୁ ଆସିଛି ଦେଖନ୍ତୁ ନାହିଁ ଏହା କଣ ଆମ ସବିଦାନ ଟୁ ଆମେ ଶିଖିବା ❤️ଯିଏ ଆମ ଭଲ ଚାହେଁ ତାକୁ ନିଜ ହୃଦୟରେ ରଖ ମଣିଷ ଏକ ଜାତି ମଧ୍ୟ୍ୟ ଏକ 🙏🏻🙏🏻

    • @user-kg9pw3uy1h
      @user-kg9pw3uy1h 2 місяці тому +3

      You are right sir

    • @debasishpradhan2392
      @debasishpradhan2392 2 місяці тому +1

      Kn pai bjd harila je se katha kuha

    • @mahaprasad7151
      @mahaprasad7151 2 місяці тому

      @@debasishpradhan2392 କଣ ପାଇଁ ହାରିଲା ଆଗାମୀ 5ବର୍ଷ ଜଣେଇବ ଆପଣକୁ 🙂

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

    • @pratapsona8342
      @pratapsona8342 2 місяці тому +1

      Bhai tame pagala heichha ki .odisha re loka ete boka nahati j ehaku vote debe .

  • @drdentertainment7685
    @drdentertainment7685 2 місяці тому +183

    ସମସ୍ତେ ପାଣ୍ଡିଆନ ବାବୁଙ୍କୁ ଦୋଷ ଦେଉଛନ୍ତି, କିନ୍ତୁ ମୋ ମତରେ ନବୀନ-ପାଣ୍ଡିଆନ ଯୋଡିହିଁ ଓଡିଶାକୁ ଏକ ନୂତନ ପରିଚୟ ଦେଇଛନ୍ତି, ଯେତେ ଯାହାବି ସ୍କିମ ଆସିଛି, ସେଥିରେ IAS ପାଣ୍ଡିଆନ ବାବୁଙ୍କର ଅନେକ ରୋଲ ଅଛି.. ସେ ଯାହାବି ହେଉ, ପାଣ୍ଡିଆନ ବାବୁ ଯେମିତି ଥିଲେ ଠିକ ଥିଲେ , ଟିକେ ଲୋଭରେ IAS ରୁ VRS ନେଇ ସକ୍ରିୟ ରାଜନୀତିରେ ଯୋଗ ଦେବା ତାଙ୍କ ପାଇଁ ଓ ବିଜେଡି ପାଇଁ କାଳ ହେଲା.. ସେଥିପାଇଁ ଶାସ୍ତ୍ରରେ ଅଛି ଅତି ଲୋଭ ଭୟଙ୍କର.....

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

    • @rajeshparida401
      @rajeshparida401 2 місяці тому +2

      😂😂😂😂

    • @madhabaswain8448
      @madhabaswain8448 2 місяці тому +5

      Pandia pain bjd harichi Naveen patnayak bhala thile tankara gotie bhul pandian ku aniki odisha loka heithile bhala heithanta

    • @dillippanda2603
      @dillippanda2603 2 місяці тому +2

      ପାଣ୍ଡିଆନ ଯେତେ ଯୋଜନା କରିଥିଲା ଯେତେ ବାହାରୁ ମନ୍ତ୍ରୀ ଆସିଥିଲେ ସେମାନଙ୍କ ମୁଣ୍ଡରେ ଏତେ ଇଡିଆ ନଥିବ..😂 ଖାଲି ଗୋବର

    • @purnendurath6673
      @purnendurath6673 2 місяці тому

      I support pandian sir

  • @pragyanpriyadarsini2549
    @pragyanpriyadarsini2549 2 місяці тому +21

    U were a great officer sir.....No worries....Bad time will pass soon...my Good wishes are always with you...lots of respect 🙏

  • @niranjanpradhan6763
    @niranjanpradhan6763 2 місяці тому +89

    ଓଡ଼ିଶା ଏବେ ନିମ୍ନ ଗାମୀ ସାର । ଓଡ଼ିଶା ବାସୀ ଆପଣଙ୍କ ପରିଶ୍ରମକୁ ବୁଝି ପାରିଲେନି ସାର । ଆପଣଙ୍କୁ ଓଡ଼ିଶା ବାସୀ ମନେରଖିବେ ।

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

  • @manamohandash7119
    @manamohandash7119 2 місяці тому +227

    It was 100 right.he is a very hardworking person.

    • @user-lu8fk2bu8r
      @user-lu8fk2bu8r 2 місяці тому +5

      Joke of this year
      😂😂😂

    • @subhransuraj9858
      @subhransuraj9858 2 місяці тому +1

      😂😂😂😂

    • @user-yu7zr4cb2l
      @user-yu7zr4cb2l 2 місяці тому

      ​@@user-lu8fk2bu8r you will see so many jokes by bjp in next 5 years

    • @dhrubacharandash8430
      @dhrubacharandash8430 2 місяці тому +1

      ଯୋ ଲୁଟା ହେ ବୋ ଲୋଟାନା
      ପ ଡେ ଗା ଐଶେ କେସ ଯାଓଗେ

    • @subhasismohanty752
      @subhasismohanty752 2 місяці тому +4

      Bhai eta ji bjp wala kahuchanti.. sie lutichi.. tahela cbi and ED ta bjp pakhara achanti dharu nahanti kn payi..

  • @debasispattanaik2510
    @debasispattanaik2510 2 місяці тому +3

    Padian sir is a very good administrator as an IAS officer.. He worked very hard for Naveen babu and did significant devlopment for our state like transformation of temples ,town & Bus stand , all village roads, water suppy, Waste management, and established company like Accenture Congnigent, Tcs ,Infosys ,Wipro technologies, Delloite,Tatwa,Discovery,Docrock and many more in odisha and planned and invited those were about to come like very very big companies like Nippon steels ( world's largest steel manufacturing company , japan) , Quallqum, mediatech and many more..
    Sir you are always respected..

  • @prakashsabar2000
    @prakashsabar2000 2 місяці тому +5

    ଆଗେ ଓଡ଼ିଆ କହୁଥିଲ ଏବେ ଓଡ଼ିଆ ଆସୁନି କି ?

  • @odishaviralvideo5252
    @odishaviralvideo5252 2 місяці тому +76

    ଯାହା ହେଉ ତମ ଭଳି ଯଦି ସମସ୍ତେ ନିଜର କହିଥିବା କଥା ରଖନ୍ତି ତେବେ ରାଜନୀତି ରେ ଆଉ କେହି ଲୋକ ରହନ୍ତେ ନାହିଁ ❤❤❤❤❤

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

  • @user-sf2qy3zg1h
    @user-sf2qy3zg1h 2 місяці тому +140

    ଜନତା ନ୍ ଚାହିଁଲେ ଆପଣ ଙ୍କୁ । ଜନତା ହିଁ ଜନ୍ ନାୟକ। ସେଥିରେ ଦୁଃଖ କରିବାର କିଛି କାରଣ ନାହିଁ।

    • @apurbapanigrahi3771
      @apurbapanigrahi3771 2 місяці тому

      Jaldi Jaa au suavi henaa

    • @prafullapradhan4354
      @prafullapradhan4354 2 місяці тому +1

      Pamdian ku jaldi jail puraa

    • @rudranarayansahu8734
      @rudranarayansahu8734 2 місяці тому

      ​​@@prafullapradhan4354 sir jadi apnku emergency achi apana latin jaantu
      Are 1st investigation re proof hou tapre sia automatic jibe

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

  • @joelbhuyan1800
    @joelbhuyan1800 2 місяці тому +121

    If you're deeply study his work , then knowing his honesty and humbleness. So we the people of odisha don't blame in Mr pandian sir.

    • @bidyutkumarpurohit6188
      @bidyutkumarpurohit6188 2 місяці тому +3

      😅 he did work but more he did corruption

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

    • @RishisJugaad
      @RishisJugaad 2 місяці тому

      He had really changed Rourkela thanks to him

    • @RishisJugaad
      @RishisJugaad 2 місяці тому

      Every coin has two side coming to Corruption every government which comes to power has two side one is good and another is corruption so it's now also present it will be clearly visible so use brain and think properly.

  • @lalitmohanpradhan3427
    @lalitmohanpradhan3427 2 місяці тому +2

    ଓଡିଶା ବସି ଆପଣଙ୍କୁ ବୁଝି ପାରିଲେ ନାହିଁ । ସମୟ ଆସିଲେ ନିଶ୍ଚୟ ବୁଝିବେ । ନବୀନ ପଟ୍ଟନାୟକ ଆଉ ଆପଣଙ୍କୁ ହରାଇ ଓଡିଶା ବହୁତ କିଛି ହରାଇଛି । ସେ ସମୟ ବେଶୀ ଦୂର ନାହିଁ , ଓଡିଶା ବସି ଜଲଦି ବୁଝିଯିବେ 😢😢😢😢😢😢😢😢

  • @gunanidhibariha8280
    @gunanidhibariha8280 2 місяці тому +12

    ଓଡ଼ିଆ ରେ କ୍ଷମା ମାଗିବାକୁ ଲାଜ ଲାଗୁଛି

    • @_random_info
      @_random_info 2 місяці тому +1

      ୟାକୁ ତ ଓଡ଼ିଆ କହିବାକୁ ଲାଜ ଲାଗୁଛି

    • @minaketanpodh3418
      @minaketanpodh3418 2 місяці тому

      Right

  • @subhasismohanty752
    @subhasismohanty752 2 місяці тому +368

    Feeling sorry for pandian… 😢

  • @sprakash7121
    @sprakash7121 2 місяці тому +230

    ସବୁ ଭୁଲ ଆପଣଙ୍କର ନୁହେ, ଆପଣ ଗୋଟେ ଭଲ ଆଇ. ଏ. ଏସ୍. ଅଫିସର ।ସେଥିପାଇଁ ନବିନ ବାବୁ ଆପଣଙ୍କୁ ପ୍ରଶଂସା କଲେ। କିନ୍ତୁ କିଛି ଭୁଲ ନବିନ ବାବୁଙ୍କର ବି ଅଛି। ସେ ସ୍ପଷ୍ଟ କରିବାର ଥିଲା ଯେ ପାଣ୍ଡିଆନ ଉତରାଧିକାରୀ ନୁହନ୍ତି ତାହେଲେ ବିଜେଡି ଏଇ ଅବସ୍ଥା ହୋଇ ନଥାନ୍ତା😢

    • @mehndistylish0110
      @mehndistylish0110 2 місяці тому +7

      😢😢😢

    • @Economics365
      @Economics365 2 місяці тому +8

      Exactly

    • @asisdas9977
      @asisdas9977 2 місяці тому +6

      Bhai ANI re kebe thu spasta kari sari thile.. Seita v election agaru.. Ei media wala dekheileni.. khali gote odia news channel dekhei thila..

    • @royalkinganshuman4236
      @royalkinganshuman4236 2 місяці тому

      Right✔❤.

    • @sabitasing9794
      @sabitasing9794 2 місяці тому +2

      Pandian sir great IAS officer ❤❤❤❤

  • @dhananjaynayak595
    @dhananjaynayak595 2 місяці тому +9

    You make odisha towards a new transformation, salute to you.

  • @user-oo1de1ph3i
    @user-oo1de1ph3i 2 місяці тому +2

    କ୍ଷମା ମାଗଲେ କଣ, ଓଡ଼ିଶାରେ କରିଥିବା କ୍ଷତି ପୂରଣ ହୋଇଯିବ, ତାକୁ ଅର୍ଥ ଦଣ୍ଡ ଏବଂ, ଶାରୀରିକଦଣ୍ଡ, ଦିଆଯାଉ,

  • @chandrasekharkhatua5279
    @chandrasekharkhatua5279 2 місяці тому +32

    I'll respect this person from today....actually he is good hard working honest officer...but his joining in politics is a mistake.....but this man is a man of his words...such a brave & honest man....

    • @backbencher5844
      @backbencher5844 2 місяці тому

      Yes his words was to make people of odisha pay more for the electricity which odisha produce and supply for less price to TN… yes he is honest officer making his village more developed than a place of Odisha
      Thanks

    • @machojila8895
      @machojila8895 2 місяці тому

      ​@backbencher5844 what do you mean his village? Do you mean Pandian tried to make Tamil nadu more developed than Odisha?

    • @jisoo_angel_world
      @jisoo_angel_world 2 місяці тому

      ​​@@backbencher5844what are trying to say... Tamil Nadu getting electricity from odish????... Tamil Nadu has a thermal power plant and a coal mine and windmill. Electricity goes to Kerala and Karnataka from Tamil Nadu...

  • @banishreetripathy3959
    @banishreetripathy3959 2 місяці тому +23

    You r a great sir...🙏
    I really like you sir...🙏

  • @alzarbabu751
    @alzarbabu751 2 місяці тому +26

    Sir ଆପଣ ଜଣେ ଉତ୍ତମ ଲୋକ ଓଡ଼ିଶା ପାଇଁ ଭଲ କାମ କରିଛନ୍ତି Thank you ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ

    • @prakasha1612
      @prakasha1612 2 місяці тому

      Khaiki khola contractual staff nka Paisa khaichi

  • @Prasad.4678
    @Prasad.4678 2 місяці тому +72

    ଲୋକେ ବୁଝିବେ ସେହି ସମୟର ଯେତେବେଳେ ବିଜେପି ଓଡ଼ିଶାକୁ ଲୁଣ୍ଠି ନେବ

    • @ajubhaicreation
      @ajubhaicreation 2 місяці тому +1

      ସବୁ ଲୋଟିବାପାଇଁ ବସିଚନ୍ତି ସବୁ ପାଣ୍ଡିଆଁନ ପାଇଁ ଅମିତ୍ସା ଶହ ଗୁପ୍ତ ସମ୍ପର୍କ ରଖି BJD ପିଠିରେ ଛୁରୀ ଭୂଷିଲେ । ଆମ ନବୀନବାବୁ ଙ୍କ ଦେହରେ ଦାଗ ଲଗେଇଲେ 😭😭😭 Jay Jagannath 🚩

    • @akashnayak5778
      @akashnayak5778 2 місяці тому +2

      24 year re khola karichi BJD 🐚 sethipai odisha GDP 100 billion 😢😢

    • @Prasad.4678
      @Prasad.4678 2 місяці тому

      @@akashnayak5778 ହଉ ଦେଖ ବିଜେପି କଣ କରିବ ତେବେ ଚିନ୍ତା କରିବେ

    • @RukmanaDas-oz7lw
      @RukmanaDas-oz7lw 2 місяці тому +1

      @@ajubhaicreation Apana thik bujhi parichhanti, ebe pandianku sympathy dekhaiba darakara nahi, kebala pandian sakashe ama priya CM harile ,mu apananka bichara dhara saha sampurna ekamata 👍👍👍👍👌👌👌👌

    • @debasishpradhan2392
      @debasishpradhan2392 2 місяці тому

      Bjd jemiti lutini

  • @subhrajitsipuna1210
    @subhrajitsipuna1210 2 місяці тому +1

    A true man who marks his own words, hats off to you. Best of luck. He is not like feku modi govt...

  • @ayushmanmishra5070
    @ayushmanmishra5070 2 місяці тому +25

    You are the real hero ❤... Your hard work for the people of Odisha and Sir Naveen Patnaik are always praiseable.You are the best leader for ever not only in mind but also in action 🙏❤️

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

  • @digambarkulisika8851
    @digambarkulisika8851 2 місяці тому +86

    ପାଣ୍ଡିଆନ ଓଡ଼ିଶା ପାଇଁ ବହୁତ ଭଲ କାମ କରିଛନ୍ତି ମିଡ଼ିଆ ବାଲା ବିଜେଡି କୁ ଼ହରେଇବା ପାଇଁ ପାଣ୍ଡିଆନ ଙ୍କନାରୋ ଅପ ପ୍ରଛାର କଲୋ ଓ ସପଲ ବିହୋଲୋ ଏବେ ବିଜେପି ସରକାର ପାଣ୍ଡିଆନଭଳି କାମ ନକଲେ ମିଡ଼ିଆସବୁ ଦାୟି ରହିବେ

  • @ullashkumar1544
    @ullashkumar1544 2 місяці тому +49

    ଆମକୁ ଲାଗୁଛି ଆଉ ଓଡ଼ିଶାରେ କିଛି ପରିବର୍ତ୍ତନ ହେବ ନାହି କାରଣ ବଡ ପରିବର୍ତ୍ତନ ହୋଇସାରିଛି ଖାଲି ଅବସାନ ଏବଂ ଦୁର୍ନିତି ଦେଖିବାକୁ ହେବ ।।

  • @santoshkumarmohanty248
    @santoshkumarmohanty248 2 місяці тому +93

    ଏଥିରୁ ପୁଣି ସେହି ଗୋଟେ କଥା ହିଁ ସୁସ୍ପଷ୍ଟ ଯେ, " ଅତି ସର୍ବତ୍ର ହାହିର୍ତମ୍", ଏବେ ନିଜକୁ ଆହୁରି ଅନୁଶୀଳନ କରନ୍ତୁ ସାର୍

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

  • @shashikantabehera6903
    @shashikantabehera6903 2 місяці тому +2

    ଆପଣ କ୍ଷମା ପ୍ରାର୍ଥନା କରୁଛିନ୍ତି କଣ ପାଇଁ ଆମେ ତ କ୍ଷମା ପ୍ରାର୍ଥନା କରିବା କଥା ଯିଏ କି ଆମ ପାଇଁ ଏତେ ସାର ଭଲ କାମ କରିଛନ୍ତି
    ସେବା ମନୋଭାବ ରେ କିଛି ବାଛ ବିଛାର ନ ଥାଏ
    ଆମେ ଜାଣିଛୁ sir ଆପଣ ଏମିତି କିଛି ଲୋକ କହିଲେ ବୋଲି ମନଦୁଃଖ କରୁଛନ୍ତି କିନ୍ତୁ
    ଆପଣ ଙ୍କର ଭଲ ପାଇବା ଓଡ଼ିଶା ବାସୀ ଙ୍କ ପାଇଁ ଥିଲା ଥିବ ଏବଂ ରହିଥିବ
    ଆପଣ ଜଣେ ମହାନ ଜନନାୟକ ସେଥିପାଇଁ ତ
    ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ଆପଣଙ୍କୁ ଭରଷା କରି ଏତେ ବଡ଼ ଦାୟିତ୍ଵ ଦେଇଥିଲେ

  • @himanshumaharana636
    @himanshumaharana636 2 місяці тому +1

    VK Pandian is a man of words. salute him for his bravery and honesty.... jou mane kahucha se odisha ku lutichanti then tanka property upare thare investigation karajau, sata jana padiba....au bjp politicians mananku compare kale jana jiba kie sadhu kie chora...jou minister assurance dei thile every year job provide karibe jana padigala se nije katha kete rakhile....dura pahada sabubele sundara,, hele thare pakharu dekha asli chehera jana padiba. 👍

  • @HiGudi
    @HiGudi 2 місяці тому +22

    Pandian sir ଙ୍କ ପାଇଁ ଓଡ଼ିଶାର ଯେଉଁ ବିକାଶ ହେଇଛି ସେଇଟା କେହି ଦେଖିଲେଣି ମିଛ ଗୁଜବରେ ନିଜର ବିଚାର ଶକ୍ତି ହରେଇକି ଯେଉଁ ଭୁଲ କରିଛନ୍ତି, ଆପଣଙ୍କ ଅନୁପସ୍ଥିତିରେ ସେମାନେ ନିଶ୍ଚିନ୍ତ ବୁଝିବେ। Sir Rahul Gandhi ଙ୍କ ଭଳି ଆପଣ 0 ରୁ ହିରେ ହେବେ। ପ୍ରଭୁ ଜଗନ୍ନାଥଙ୍କ ଅଶ୍ରୀ ବାଦ ଆପଣଙ୍କ ସହିତ ସବୁବେଳେ ରହିବ।

    • @bipinbehera8203
      @bipinbehera8203 2 місяці тому

      To maa ବିଆ

    • @ganeshpati22
      @ganeshpati22 2 місяці тому

      ​@@bipinbehera8203ତୁ......ସଲା ମୂର୍ଖ ତୁ କ'ଣ ଜାଣୁ ବେ ।

  • @GajanSuna
    @GajanSuna 2 місяці тому +55

    Your real hero sir

  • @mskumar981
    @mskumar981 2 місяці тому +33

    ଆପଣ ଜଣେ ଭଲ ଅଫିସର ଆପଣ ଓଡ଼ିଶା ରେ ରହି ଓଡ଼ିଶା ବିକାଶ ରେ ସହଯୋଗ କରନ୍ତୁ।

  • @BBKHABARBhairababhue
    @BBKHABARBhairababhue 2 місяці тому +8

    ଜଣକୁ ବଦନାମ କରି କରି ତାକୁ ରାଜ୍ୟ ରୁ ତଡିଦେଲେ । ଧନ୍ୟ ତୁମେ ଓଡ଼ିଶା ବାସୀ ।। ଏଥର ନାମ ନିଅ ।। ଗୁଜରାଟୀ ଶାସନର

    • @susildash4655
      @susildash4655 2 місяці тому

      ତମେ ମାନେ ସବୁ ଡରୁଆ ଗୁଡା ବୋଧେ ନଇ ନଦେଖୁଣୁ ଲଙ୍ଗଳା କଣ ପାଇଁ ହଉଚ

  • @user-rz1cd8co6q
    @user-rz1cd8co6q 2 місяці тому +2

    ସାର ଆପଣ ଜଣେ ସଚୋଟ ମଣିଷ. ଓଡିଶାରେ ନବୀନ ସାର ଆଉ ଆପଣଙ୍କ ପାଇଁ ଉନ୍ନତି ହୋଇ ପାରିଛି. ଭୁଲ M A L ଓ କର୍ମୀ ମାନଙ୍କ ପାଇଁ ହାରିଛି.ଏ ମାନେ ଗର୍ବ ଅହଂକାରରେ ଭଲ କାମ କଲେ ନାହଁ, ଏଥିପାଇଁ ହାରିଛି.

  • @Bhuvan_sir
    @Bhuvan_sir 2 місяці тому +84

    ଏଠି ସବୁ ନେତା, ମନ୍ତ୍ରୀ ଭ୍ରଷ୍ଟ ଥିଲେ ।ସମସ୍ତ ଙ୍କୁ ଠିକ୍ ବାଟକୁ ଆଣିଥିଲେ Mr .pandian କିନ୍ତୁ କଣ ହେଲା ଆଜି ।ଯିଏ ରାତି ଦିନ ଗୋଟିଏ କରିକି ଖଟିଲା ଆମ ରି ପାଇଁ ।ତାଙ୍କୁ ଆମ ଓଡ଼ିଶା ବାସୀ ଭୁଲିଗଲେ କେବଳ ସେ ଜଣେ ଓଡ଼ିଆ ନାହିଁ ବୋଲି।
    ସେ ଜଣେ IAS OFFICER ଥିଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ର ପୁଅ ପରି ତାଙ୍କର ସେବା କଲେ। ହେ ଓଡ଼ିଶା ବାସୀ । ମୁଁ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଭଲ ପାଏ ।ଯଦି ଭୋଟ ଦେବାର ଥିଲା BJP କୁ MP ପାଇଁ ଦେଇଥାନ୍ତ । କେମିତି ଭୁଲିଗଲ ।ଥରେ ଭାବ ଆମେ କେବେ ପାଇବା ଏହି ପରି ନିଶ୍ୱର୍ଥପର ମଣିଷ।
    ଆମ ଓଡ଼ିଶା ରେ pandian sir ଖରାପ ନୁହନ୍ତି ।pandian sir ଖରାପ ଲୋକଙ୍କୁ ବିଶ୍ୱାସ କଲେ ବୋଲି ଆଜି bjd ହାରିଲା।

    • @bcbikash1588
      @bcbikash1588 2 місяці тому +11

      ଓଡ଼ିଶାର ବୋକା ଜନତା ଠିକ ନେତା ଚିହ୍ନିପାରନ୍ତି ନାହିଁ😂

    • @user-xb9ye7dx4l
      @user-xb9ye7dx4l 2 місяці тому +4

      Bhai tama bila re asiki hala karithila bodhe?

    • @biswajitrath3733
      @biswajitrath3733 2 місяці тому

      ​@@bcbikash1588thik kahila bhai...last 5yrs jete b development heichi health au education ku nei sabu vk Pandian pain...a sala loka kebe bujhibeni

    • @Sonali28093
      @Sonali28093 2 місяці тому +1

      Very well said

    • @makulitones6140
      @makulitones6140 2 місяці тому

      Sala sabu jaga re corruption thilla. Hardworking thilla se lekin nijar lagi. Tor enti gaddar odiya mankar neta thilla se. IAS haigale kana bhagban hai gala ki? Ete durniti, fokat paisa banta .foktia Mane.

  • @colourfullhtshkp8374
    @colourfullhtshkp8374 2 місяці тому +84

    Sir ଆପଣ ଭଲ କାମ କରିଛି ହେଲେ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଆପଣଙ୍କ ଅପପ୍ରଚାର କରିଛି 👍 ଏବେ ଓଡିଶା ରେ ଭଲ କାମ ଚାଲି ବି ନପାରେ କିନ୍ତୁ ଏଇ ନିର୍ଦିଷ୍ଟ ଗଣମଧ୍ୟମ ତାକୁ ଲୁଚାଇକି ଭଲ କାମ କରୁଛି ବୋଲି କହି ଲୋକଙ୍କୁ ଭ୍ରମିତ କରିବ 👍

    • @souravmahapatra
      @souravmahapatra 2 місяці тому +6

      Otv godi media pai pandian harila😢

    • @mehndistylish0110
      @mehndistylish0110 2 місяці тому +3

      Chalibani bhai 😢😢😢bhala loka chhadidele aau kn chaliba kuha

    • @prasadentertainment8690
      @prasadentertainment8690 2 місяці тому

      ଆଉ ସେଇ ନିର୍ଦିଷ୍ଟ ଚାନେଲ ଟି ହେଲା ନନ୍ଦିଘୋଷ ଚାନେଲ

    • @souravmahapatra
      @souravmahapatra 2 місяці тому

      @@prasadentertainment8690 otv

    • @gpsoty
      @gpsoty 2 місяці тому

      Bala na...... dadana chakiri tote deji bodhe tamilnadu re

  • @chinmayapandab9352
    @chinmayapandab9352 2 місяці тому +22

    In search of silver we loose our
    diamond thank you sir for your service 💔💔

  • @NewLeapEducation
    @NewLeapEducation 2 місяці тому +4

    A great thing, you keep ur wards. I salute you sir❤

  • @smitamohanty3302
    @smitamohanty3302 2 місяці тому +1

    Thanks

  • @odm333sangram2
    @odm333sangram2 2 місяці тому +237

    ଯେମିତି ଓଡ଼ିଆ ରେ କହିଥିଲେ ସେମିତି ଓଡ଼ିଆ ରେ କହି ଥିଲେ ଆଉ ଟିକେ ଖୁସି ହେଇଥାନ୍ତୁ। ଓଡ଼ିଆ ରେ ଗୋଟେ କଥା ପ୍ରଭୁ ଜଗନ୍ନାଥ ସବୁ ସହିବେ କିନ୍ତୁ ଗର୍ବ ନୁହେଁ ଆପଣ ଜାଣି ରଖନ୍ତୁ ଆଜି ଆପଣଙ୍କ ପାଇଁ ଓଡ଼ିଶା ବାସୀ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ହରାଇ ବସିଲେ 🙏⭕‼️⭕🙏

    • @NoBro-tb1rb
      @NoBro-tb1rb 2 місяці тому +5

      Sata kotha bhai 😢

    • @DushmantaPadhan-od9go
      @DushmantaPadhan-od9go 2 місяці тому +2

      Ok

    • @user-fx8gf7gq7k
      @user-fx8gf7gq7k 2 місяці тому +3

      Murkhami ra b sima thae bhai ...

    • @subodhmishra8366
      @subodhmishra8366 2 місяці тому +2

      ହଁ ଏମିତି କେତେ ଆସିବେ କେତେ ଜିବେ । କିଛି ଭୂଲ କରିଛନ୍ତି ତେଣୁ ଜଗନ୍ନାଥ ଏ ଦଣ୍ଡ ଦେଲେ ।ସମୟ କହିବ ତାଙ୍କର କଣ ହେବା ସେ ଅନ୍ୟମାନଙ୍କୁ ସୁଯୋଗ ନଦେଇ ନିଜେ ସବୁ ଆବୋରି ବସିବାର ଫଳ

    • @bigyanbikashsahoo1987
      @bigyanbikashsahoo1987 2 місяці тому +2

      nabin suniba boli English re kahichhi

  • @mukeshnaik266
    @mukeshnaik266 2 місяці тому +4

    The development of Odisha occured in a rapid way due to your rapid effort and hard work,Such a great person🙏🙏🙏

  • @ShyamsundarDas-om4do
    @ShyamsundarDas-om4do 2 місяці тому +36

    I love you sir

  • @basantimohapatra3741
    @basantimohapatra3741 2 місяці тому

    ଜାହା କହୁଛନ୍ତି କାମରେ କରୁଛନ୍ତି ନବୀନ ବାବୁ ପୁନି ଆସିବା ଦରକାର। ଆଉ ଥରେ‌ ଭୋଟ କରାଯାଉ

  • @ssajit1995
    @ssajit1995 2 місяці тому +12

    ଓଡିଶା ରେ ଯେତିକି ଖଣି ଆଉ ଯାହା ଯାହା ଖାଇଛୁ ସବୁ ଓଡିଶା ବାସୀଙ୍କୁ ଦେଇକି ଯାଅ

  • @chittinchennai
    @chittinchennai 2 місяці тому +23

    A hard working and honest person. Odisha will remember you forever. Your contribution to odisha is unmatched. You are a victim of bad politics.

    • @jagannaa7340
      @jagannaa7340 2 місяці тому

      4200 cr for puri project.... 1400 for bag project...shows the transperency

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

  • @rajendramaharana9243
    @rajendramaharana9243 2 місяці тому +21

    Great🙏

  • @PRATAPGURU-kn6vh
    @PRATAPGURU-kn6vh 2 місяці тому +43

    ଯାହା ହେଉ କଥା ରେ ନୁହେଁ କାମ ରେ କରିକି ଦେଖେଇଲ ହେଲେ ବାଣ୍ଡ ମୋଦି ଖାଲି ଭାଷଣ ମାରିବା ଜାଣିଚି

    • @ramakantanayak5183
      @ramakantanayak5183 2 місяці тому +2

      Odisha re andhabhakti ra roga bipula matra re byapi jaichi. Odisha barbad hebaku aau besi dina lagibani

    • @OmprakashChand-ir2tt
      @OmprakashChand-ir2tt 2 місяці тому

      Are sala 😂😂😂😂 modi😮 bhasana dele bi loka bharasa karanty 😂 tame jaha kala 25 year re ame janichu

  • @Globoindia
    @Globoindia 2 місяці тому

    You are a Hero and you are a respectful person as a IAS

  • @user-fu1vm5pr5i
    @user-fu1vm5pr5i 2 місяці тому +86

    ଜା ହଉ Pandian ଜା କହିଥିଲେ ସେଇଆ କଲେ କିନ୍ତୁ Amit Shah କହିଥିଲେ jadi ଜିତିବ Kejriwal Amit Shah Sanyasi ନବ ବୋଲି କହିଥିଲେ କିନ୍ତୁ Kejriwal mal election Delhi re ଜିଥିଥିଲା Amit Shah Sanyasi ନେଇନଥିଲେ

    • @RajeevMinz
      @RajeevMinz 2 місяці тому +8

      ପାଣ୍ଡୁ ର ପେଲ ଚାଟୁ ଥା

    • @mr.mathematics2805
      @mr.mathematics2805 2 місяці тому +9

      Thik kahila bhai BJP katha khali bada bada gote bhi kama nahi chodi dala gote
      Dekha jou kan houchi odisha ra 😢😢

    • @nyayabratamohanty7651
      @nyayabratamohanty7651 2 місяці тому +4

      Amit babu Murkha ta se kain sanyasi naba..

    • @dibyaranjanmishra1621
      @dibyaranjanmishra1621 2 місяці тому

      @@adisanatani8960pandu bhakta heba pain garbita feku ra andha bhakta hebar nahni

    • @akgamingffzone183
      @akgamingffzone183 2 місяці тому +1

      😮😮😮😮

  • @srinibasbej605
    @srinibasbej605 2 місяці тому +8

    No sir a single defeat can't break you. you are our inspiration sir

  • @namefame66
    @namefame66 2 місяці тому +39

    Either NDA or INDIA ଗଠବନ୍ଧନ ରେ ମିଶିବାର ଥିଲା,
    ଏହା ହିଁ great mistake, 2024 election ରେ,
    Seat share ହେଇଥାନ୍ତା, easily win କରିଥାନ୍ତେ,
    ଯେହେତୁ ଏଥର centre ର ବହୁତ୍ ପ୍ରଭାବ ଥିଲା
    Andhra ରେ ମଧ୍ୟ exact ସେୟା ହେଲା,
    But Naveen Sir ଓ Pandian Sir ଙ୍କ hard working, dedication କୁ Salute always,
    You are our inspiration Sir🙏🙏🙏🙏🙏

  • @amarjeetlifestylevlog3161
    @amarjeetlifestylevlog3161 2 місяці тому +5

    ଆପଣ ବୋହୁତ ଭଲ ସାର୍। ହେଲେ ଓଡିଶା ଲୋକ ଏହା ବୁଝି ପାରିଲେ ନାହିଁ 😢 । ଧନ୍ୟବାଦ୍ ସାର୍। ଓଡିଶା କୁ ଆଗକୁ ନେବାର ପ୍ରଚେଷ୍ଟା କୁ ବୋହୁତ ଧନ୍ୟବାଦ୍ 🙏

    • @prakasha1612
      @prakasha1612 2 місяці тому

      Bekar katha

    • @Allinone-sw9cx
      @Allinone-sw9cx 2 місяці тому

      Odisha Loko thik bhujhile ...re bhai ....kichi bhul heni ....se pandian kou confidence re kahi dela ki Hari gale mu politics chadi debi boli.....ebe ....3 panji ru gala

  • @SoumyaranjanSanu
    @SoumyaranjanSanu 2 місяці тому

    BJD ହାରିବାର ମୂଳ କାରଣ ହେଉଛି OTV । ମିଥ୍ୟା ପ୍ରଚାର କରି ଲୋକ ମାନଙ୍କୁ ପଥ ଭ୍ରଷ୍ଟ କରାଇଲା !

  • @dillipkumarnayak8024
    @dillipkumarnayak8024 2 місяці тому +13

    V.K.Pandian was a Good officer in Odisha Government,God bless you sir for your bright future,,🙏🙏🙏

  • @SatyaRanjanDas-xq4en
    @SatyaRanjanDas-xq4en 2 місяці тому +12

    Please sir don't leave.You are my ideal 🙏.You worked hard for odisha. In this time people have not understood your values but time will come when all can realise your values,your dedication towards Naveen sir ,bjd and odisha.🙏.You will always remain in the core of my heart.Jay Jagannath 🙏

  • @pradipkumarmallick8143
    @pradipkumarmallick8143 2 місяці тому +68

    ପାଣ୍ଡିଆନ ସାର୍ ଆପଣଜଣେ ଭଲ ମନୀସ କନ୍ତୁ ଆପଣ ଙ୍କର ନିର୍ବାଚନ ପ୍ଲାନ ପ୍ରସ୍ତୁତ ଭୂଲୁ ଥିଲା

    • @KbbsMumar
      @KbbsMumar 2 місяці тому

      Bhala luka nuhe pandian

    • @creativeman909
      @creativeman909 2 місяці тому +1

      ​@@KbbsMumartu toh sabu bala janichi

    • @pradipkumarmallick8143
      @pradipkumarmallick8143 2 місяці тому

      Mate jaha tahi ki lagi la taha kahili tate jodi tahiki lagu ni se ta to problem but miss behaviour kare na

  • @RanjanSinghNaik
    @RanjanSinghNaik 2 місяці тому +2

    ମୋ ମତରେ ପାଣ୍ଡିଆନ ଜଣେ ଉଚ୍ଚ ଶ୍ରେଣିର ଭିରୁ ମଣିଷ ଗୋଟାଏ ଦଳ କୁ ଛିନ୍ନଛତ୍ର କଲାପରେ ସନ୍ୟାସ ନେଲେ କଣ ହେବ ସେ ଜଦି ଓଡିଶା ର ହୋଇ ଥିଲେ କଣ ରାଜନୀତି ରୁ ସନ୍ୟାସ ନେଇଥାନ୍ତେ । ବିଶ୍ବାସ ଘାତି ମଣିଷ

  • @harekrishnabarik2646
    @harekrishnabarik2646 2 місяці тому +2

    ଭାଷଣ ଦେଲାବେଳେ ଓଡିଆ ଭୁଲ ମାଗୁଛ ଇଂଲିଶରେ ମିଶନ ଶକ୍ତି ଵାଲା ବୁଝି ପାରୁ ନାହାନ୍ତି ମୋ

  • @SEEMAAREEKHAA
    @SEEMAAREEKHAA 2 місяці тому +46

    Dine naa dine odisha loka apana nku bujhi paribe...❤

  • @user-so3zl3gs3g
    @user-so3zl3gs3g 2 місяці тому +6

    Thanks you

  • @DiptiranjanBhoi-jm1fl
    @DiptiranjanBhoi-jm1fl 2 місяці тому +9

    Great sir odisha people will realise...

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

  • @abhimanyubehera9292
    @abhimanyubehera9292 2 місяці тому

    U r great inspiration you r very hardworkin person

  • @GyanSandesh-il2zk
    @GyanSandesh-il2zk 2 місяці тому +1

    ମୁଁ ଜଣେ BJP supporters ହେଲେ ବି Pandyan ସୋଚଟ ପାଇଁ ତାଙ୍କୁ 🙏 ଧନ୍ୟବାଦ୍ ଦେବି , ସେ ଜଣେ ଭଲ ମଣିଷ

  • @dibyaswain4345
    @dibyaswain4345 2 місяці тому +40

    Plzz don't apologize to our people.
    U r great

  • @souravmahapatra
    @souravmahapatra 2 місяці тому +5

    Pandian for progress
    Love you sir for your efforts to build a new Odisha ❤

  • @purnabrahmamusica8184
    @purnabrahmamusica8184 2 місяці тому +47

    ବିଜେଡି ପରିବାର,ଓଡିଶା ବାସୀ ଏହାହିଁ ଚାଁହୁଥିଲେ,, ଶେଷ ନିଷ୍ପତି ନେଇ ବହୁତ ଭଲ କରିଛନ୍ତି 🙏🙏ଜୟ ଜଗନ୍ନାଥ 🙏🙏🙏🙏

    • @sriballavmohanty4822
      @sriballavmohanty4822 2 місяці тому

      Na re madarchod feku vali michhua nuhan. Jaha kahiba seia kariba Bjd ra funda. Ruha re husihar madarchod Gujarati na maa ra na stree ra na kahara ........

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

  • @SwornamayeeMaharana
    @SwornamayeeMaharana 2 місяці тому +6

    Don't worry sir you are a great person
    Apana naveen sirnku chhadi jantuni

  • @rabindrasoren9774
    @rabindrasoren9774 2 місяці тому

    Thanks bk pandiyan...🙏

  • @user-dj3zy2hj5b
    @user-dj3zy2hj5b 2 місяці тому +7

    We love u sir❤❤❤❤

  • @sukadevsandha8191
    @sukadevsandha8191 2 місяці тому +7

    God bless you sir

  • @kedardalai7100
    @kedardalai7100 2 місяці тому +43

    Good person

    • @ranjanjena5462
      @ranjanjena5462 2 місяці тому +1

      Kauthira good person

    • @hrushikeshsingh830
      @hrushikeshsingh830 2 місяці тому

      ​@@ranjanjena5462 tanka bhali bholo manisa milibeni

    • @ranjanjena5462
      @ranjanjena5462 2 місяці тому +1

      @@hrushikeshsingh830 thik kahicha ta parika magia miliba nahi

    • @hrushikeshsingh830
      @hrushikeshsingh830 2 місяці тому

      @@OkmkarRama Jadi lootithanta CAG କଣ ଚୁପ୍ rahithanta

  • @nibeditadash-dz5jy
    @nibeditadash-dz5jy 2 місяці тому

    Thank you so much.

  • @SusamaSenapati-cc3od
    @SusamaSenapati-cc3od 2 місяці тому +1

    Apana nku bahut dhanyabaad j apana bartaman odisha ku chhadile.. . Apana apananka rajyare khusi re ruhantu...

  • @rajalaxmisenapatijhilli5889
    @rajalaxmisenapatijhilli5889 2 місяці тому +5

    Miss you sir, please come back odisha sir

    • @arabindabiswal-ro3yc
      @arabindabiswal-ro3yc 2 місяці тому

      Tu Kia be mis u pandian karuchu to ghara kouthi be tu pandian kujuchu

  • @sankarmeher3165
    @sankarmeher3165 2 місяці тому +5

    Hardworking man... visionary person... thank you sir

  • @rajalaxmibehera1439
    @rajalaxmibehera1439 2 місяці тому +19

    Love you Pandian Sir❤❤❤

  • @uniquevideosadda3332
    @uniquevideosadda3332 2 місяці тому +2

    ଆଗେ ତ ଓଡ଼ିଆ ରେ କଥା ହେଉଥିଲା ଏବେ କଣ ପାଇଁ ଇଂରାଜୀ ରେ କହୁଛି

  • @balaramburudi3075
    @balaramburudi3075 2 місяці тому

    Your a great 👍 Pandian sir ❤❤❤❤Jay bjd ❤❤❤

  • @user-pf2fc3ls5s
    @user-pf2fc3ls5s 2 місяці тому +13

    Very un happy sir for ur dedicated life.

  • @johnmishra3500
    @johnmishra3500 2 місяці тому +10

    U r a great Inspiration Sir.Only educated people can know ur importance.

    • @arabindabehura4181
      @arabindabehura4181 2 місяці тому +1

      Ok ok sir we are so called idiot we accepted it .can you tell us where is our Ratna Bhandar key.In joda there was 2000 Tamil contractor truck loot iron ore every day in big scale.Our state river Mahanadi and katahjodi river condition. This is some example of his creation and his so called official.yes yes we are uneducated but we are not Belazya,Pela chata like you .Are you a Brahman .It was a very doubt full think for us .

    • @arabindabehura4181
      @arabindabehura4181 2 місяці тому

      John mishra means half Christian and half hindu😂😂😂.Ok ok you are like a Hybrid blood ok ok .

  • @odiatikikitchen1927
    @odiatikikitchen1927 2 місяці тому +8

    Love you sir...😞😞😞mo family kanduchi ..aji parjyanta 😭...apana nku bahut bahut dhanyavad

    • @funnybabygirlofficial8702
      @funnybabygirlofficial8702 2 місяці тому

      Jaa be Tamil... Tu jail jibaku ready raha. 5T naa re jete gandi marichu tara hisaab Nikaas haba.

  • @minaketanjena4152
    @minaketanjena4152 2 місяці тому +1

    ବହୁତ ଭଲ କାମ କରିଛ, ଆଉ ବହୁତ ଗା - ମାରିଛ ତମ ପାଇଁ ବିଜେଡି ହାରିଛି, ନହଲେ ନବୀନ ପଟ୍ଟନାୟକ ଙ୍କୁ ହରାଇବା ଏତେ ସହଜ ନଥିଲା.

  • @lifecreation.4765
    @lifecreation.4765 2 місяці тому

    ଏବେ ଭି ଓଡ଼ିଆ କୁହନ୍ତୁ ଯେମିତି election ସମୟ ରେ ଓଡ଼ିଆ କହୁଥିଲେ । Election ହରିଗଲେ ବୋଲି କଣ ଆଉ ଓଡ଼ିଆ କହିବେନି ନା କଣ .....??????

  • @sudhanshujena3453
    @sudhanshujena3453 2 місяці тому +6

    Very good personality

  • @satyajitpanda4668
    @satyajitpanda4668 2 місяці тому +36

    Jaha karichanti bahut sir❤

  • @santanumalik1269
    @santanumalik1269 2 місяці тому +8

    This is guarantee, ଯାହା କହିଥିଲା ତାହା କରିଲା, BJD coming soon

  • @mayadharbhoi9516
    @mayadharbhoi9516 2 місяці тому

    Very good pandya sanysha happy jarny,

  • @PrakashKumar3929vlog
    @PrakashKumar3929vlog 2 місяці тому +2

    ଜାହା ସବୁ ଓଡ଼ିଶାରୁ ଲୁଟିଚ ସବୁ ଫେରାଇ ଦିଅ thanks 🙏🙏🙏

  • @user-mc9tb2kb3t
    @user-mc9tb2kb3t 2 місяці тому +5

    Thank you sir for selfish service for Our Odisha. All the schemes which is helps our Odisha to progress is your vision with our most respected CM shri Navin Pattnaik sir. Sorry for sir , people of Odisha not accepted to you but you do a lot of work for Odisha during your service career. Thank you again sir to make our Odisha is a special state in our country.