ରାଜା ଙ୍କ ମୁଣ୍ଡ କାଟି ବନାଯାଇଥିଲା ମୁଣ୍ଡି ଦେଉଳ 😢 ଏବଂ ବାଙ୍କୀ ରାଣୀ ଶୁକଦେଇ ଙ୍କ ପ୍ରତିଶୋଧ | BANKI - HISTORY
Вставка
- Опубліковано 10 лют 2025
- #gyanaranjanmishra #banki #ranisukadei #history
ଇତିହାସ ଗର୍ଭ ର ଅନେକ ଗୌରବାନ୍ୱିତ ଗାଥା ଲୀନ ହୋଇଗଲାଣି. ଏକ ଛୋଟ ପ୍ରୟାସ ସେ ମଧ୍ୟ ରୁ କିଛି ଘଟଣା କୁ ପୁନରୁପସ୍ଥାପନା କରିବା କୁ. ବାଙ୍କୀ ରାଣୀ ଙ୍କ ଇତିହାସ ଏବଂ ଯୁଦ୍ଧ ର କାହାଣୀ କୁ ନେଇ ଆଜି ର ଉପସ୍ଥାପନା.
ଭିଡିଓ କେମିତି ଲାଗିଲା ନିଶ୍ଚୟ ଜଣେଇବେ.
ଭଲ ଲାଗିଲେ ଚ୍ୟାନେଲ କୁ ସବସକ୍ରାଇବ କରିବାକୁ ଭୁଲିବେନି! ଜୟ ଜଗନ୍ନାଥ!
#StayTuned #jayjagannath
Bahut bahut dhanyawad vai aapanana ଚେଷ୍ଟା କୁ ମୋର ନମନ ମୁ ମଧ୍ୟ ବାଙ୍କିର ଇତିହାସ ଜାଣିବାକୁ ବହୁତ୍ ଚେଷ୍ଟା କରୁଥିଲି
ଏତେ ସୁନ୍ଦର ଉପସ୍ଥାପନା |ପ୍ରକୃତରେ ଓଡିଶା ର ଏମିତି କେତେ ମହାନ ରାଣୀ ଅଛନ୍ତି ଯାହାକୁ ଆଜି ଯାଏଁ କେହି ଜାଣିନାହାନ୍ତି |ୟେ ଗୋଟେ ସୁନ୍ଦର ପ୍ରୟାସ
Kuspalare banki rajanku hatya karajaithila,swadhina bankira sesa adhyay Bahut sundar nataka
Banki rani sukadei heuchhanti jane mahan ❤❤❤❤
ଖୁବ ସୁନ୍ଦର ଭାବରେ ଏହି ଐତିହାସିକ ରାଜା ରାଜୁତି ଶାସନ କୁ ଆପଣ ଖୁବ ସଂକ୍ଷେପ ରେ ବର୍ଣ୍ଣନା କରିଛନ୍ତି. ଆଉ ପ୍ରକୃତ ଘଟଣା ମାନକୁ ଆପଣ ପୁଙ୍ଖାନୁ ପୁଙ୍ଖ ଭାବରେ ସେଠାକର ଜ୍ଞାନୀ ବ୍ୟକ୍ତିବିଶେଷ ଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି. ସତରେ ଏପରି ଐତିହାସିକ କିମ୍ବଦନ୍ତୀ ମାନଙ୍କୁ ଉଜ୍ଜୀବିତ କରିବାପାଇଁ ଏହା ଏକ ଛୋଟ ପ୍ରୟାସ. ସମସ୍ତେ ଏ ସବୁର ପ୍ରସାର କରିବାସହ ଆମର ଐତିହାସିକ କିମ୍ବଦନ୍ତୀ ମାନଙ୍କର ରକ୍ଷଣା ବେକ୍ଷଣା କରିବା ଉଚିତ.
ଧନ୍ୟବାଦ ବଡ଼ ଭାଇ 🙏🏻.
ଆପଣଙ୍କ ପ୍ରିୟ ସାନ ଭାଇ ମୁକେଶ 🙏🏻(ସୀମାପଲ୍ଲୀ,ବେଗୁନିଆ, ଖୋର୍ଦ୍ଧା )
Thank you brother for bringing the history of our village.
ବହୁତ ସୁନ୍ଦର ହେଇଛି
Thank you bro❤ 👍
ବହୁତ ସୁନ୍ଦର ପ୍ରଚେଷ୍ଟା 👌
ତୁମ ଅଭିଯାନ ଚାଲୁ ରହୁ...
ସଦା ମଙ୍ଗଳ ହେଉ l
ଜୟ ଜଗନାଥ 🙏
Bahut vala lagila sir
Satare,
Bahut sundar bhabare upastapana,
Amara purba itihash janiki nija ku garbita mane hauchi.
Bahut Sundar lagila 🙏🚩🚩🚩
ଓଡ଼ିଶା ଇତିହାସ ରେ ଏମିତି ଜଣେ ବୀର ରାଣୀ ଶୁକ ଦେଇ ଙ୍କ ବିଷୟରେ ଜାଣି ଅତି ଆନନ୍ଦ ଲାଗିଲା ।
Banki ra history suni bahut khusi lagila. Thank you bhai.
Rani badamba gada ra jema thile
Good new tourism history social Advice 👍 information report 🙏
ଓଡିଶା ଇତିହାସ କୁ ଏତେ ସୁନ୍ଦର ଉପସ୍ଥାପନା କରିଥିବାରୁ ବହୁତ ବହୁତ ଧନ୍ୟବାଦ.। ୟେ ଗୋଟେ ନିହାତି ସୁନ୍ଦର ପ୍ରୟାସ 👍
Nice jaya jagannath
Badhia heichi bhai... Actually eita samaste janinahanti... The history of odisha
Many Many thanks for collecting history of Banki, this is precious for all odia
Bahut Bahut Dhanyavaad 🙏
ଅତି ସୁନ୍ଦର ଥିଲା, ଅନେକ ସ୍ଥାନୀୟ ଗ୍ରାମ ର ଐତିହ ବିଷୟରେ ଜାଣିବାକୁ ମିଳିଲା କଳପଥର, ଗେଡିଆପଲ୍ଲି, ସରଣ୍ଡା , ବଇଦେଶ୍ୱର, ଜୟମଙ୍ଗଲ, ତରତୁଆ,
ଦଧିମାଛ ଗାଡିଆ, ପଟ୍ଟନାୟିକା
Sundar Prayas👌👌👍
Love History.... ❤. Dhanyabad Bhai... Ete Sundar Video Anithibaru 🙏
Thanks to the team.long live the noble thoughts,long live the thoughts t humanity of the queen of banki and the kings of other states.now we need the person of justice, and democracy
Miss You Cuttack from Odisha
ଭାଇ ବହୁତ୍ ଦିନ ରୁ ଖୋଜୁଥିବା ଭିଡିଓ ତେ ପାଇଛି
Ati sundar
Bahut sundar lagila Jay Jagannath Saha bharosa agaku ahuri sundar video banantu
Banki wonderful odia film suting hele bhla haba
Bhai bhala ଲାଗିଲା
Wowwwwwww vai great tme , thanks ama banki ra ete bada history kahithibaru mu ete janina thili ama bankira hoiki thanks vai🙏🙏
ଭାଇ ଏମିତି ପୁରୁଣା ସବୁ ଇତିହାସ ଗୁଡ଼ିକ ଖୋଜି ଖୋଜି ବାହାର କରନ୍ତୁ ଯେମିତି ଆଗକୁ ପିଲା ଛୁଆ ସବୁ ପୁରୁଣା ଇତିହାସ ଜାଣି ପାରିବେ । ଏବେ ଆଉ ପୁରୁଣା ଇତିହାସ ପଢ଼ା ହେଉ ନାହିଁ ସେଇଥି ପାଇଁ ସବୁ ଲୋପ ପାଇବାକୁ ବସିଲାଣି।ଆପଣ ବଢ଼ିଆ ପ୍ରୟାସ କରିଛନ୍ତି।ଏମିତି ଆଗକୁ ପ୍ରୟାସ ଜାରି ରଖନ୍ତୁ।
ବୋହୁତ୍ ଭଲ ଲାଗିଲା 👌 ❤️
Love you bro ❤️❤️❤️
Love from phulbani 🙏
Excellent content, very much appreciative
THAT'S EXCELLENT&TOO 👌 AWESOME
Love from banki ❣️☺️
Thank you so much sir for this precious information.
ସୁନ୍ଦର ପ୍ରୟାସ
ନମସ୍କାର ଭାଇ
Informative,... You are One of my..Inspiration... Something unique that you are trying...👍🙏🙏
Vala lagila
Good information about Queen Suka Devi and Banki---Khurudha with some villages
You have revived the history of Orissa.
Very nice message
ଆପଣଙ୍କ ସହ ଯୋଗାଯୋଗ ହୋଇପାରିବ କି ଦୟାକରି ଏହି ତଥ୍ୟ ମୁଁ ସବୁ ମୋ ପାଖରେ ରଖିବାକୁ ଚାହେଁ
Odia re ete mahan Gatha Rahichi ❤🙏
Very thanks bhai
Many thanks
Very nice story
ଆପଣ ବାଙ୍କୀ ଆଉ ଖୋର୍ଦ୍ଧା ର ଇତିହାସ ଯଦି ସଠିକ ଭାବରେ ଜାଣିବାକୁ ଚାଁହୁଛନ୍ତି ଆପଣ ଖଜୁରୀପଡା ଦଳବେହେରାଙ୍କ ସାଙ୍ଗରେ ଯୋଗାଯୋଗ କରନ୍ତୁ କାରଣ ଶୁକଦେଇଙ୍କୁ ନେଇ ଯୋଉ ଯୁଦ୍ଧ ହେଇଚି ସେ ଯୁଦ୍ଧରେ ଖଜୁରୀପଡା ଦଳବେହେରାଙ୍କର ଭୁମିକା ନିଆରା. 🙏🙏🙏
Great job about research of golden history ...keep it up
ରାଣୀ ସୁକଦେଇ ଥିଲେ ନାରୀ ଜାଗର ଣ ର ସୂତ୍ର ପାତର ପ୍ରଥମ ଅମ୍ଲାନ ଦୀପ sikah
Very wellknown ❤❤orator...
Very informative regarding Bankigada's history.. nicely described by you.. I also from the historical land # Bankigada
Rani sukha dei 🙏🙏
Good
Miss you form AnguL to odisha
This is why British conquered...Jay Hind
Bakreswar mandira name re Banki heichhi,Dhobei thakurani sei jagare achhanti jay banki jay Rani sukadei 🙏🙏🙏🙏
Pl. Explore like this Historical legend in about orissa.
People also ask
Is it 75th or 76th Independence Day?
India will complete the 75 years of Independence on 15th August 2022 but India will celebrate the 76th Independence day
Mo gara Banki
ଜ୍ଞାନରଜାନ ବାବୁ
ଅପଣଂକର ଐତିହାସକ ତଥ୍ୟ ଉପରେ
କିଛି ଜ୍ଞାନ ନାହିଁ. ଯଦି ଅପଣଂକର କିଛି ଜ୍ଞାନ ଥାଆନ୍ତା, ଟା ହେଲେ ଅପଣଂ କେବେ କହି ନଥାନ୍ତେ ବାଙ୍କୀ ର ରାଜା ଚନ୍ଦନ ହଜୁରୀ ବୋଲି.. ଅନ୍ୟ ଏକ କଥା ଆପଣ ବାରମ୍ବାର କହିଛନ୍ତି କୁସୁପଲ୍ଲା ଠାରେ ମୁଣ୍ଡି ଦେଉଳ ବୋଲି. ତାହା ମୁଣ୍ଡ ଦେଉଳ. ଚାଖି ଖୁଣ୍ଟିଆ ଙ୍କ ପୁରା ନାମ ଚନ୍ଦନ ହଜୁରୀ. ତାଙ୍କର ଜନ୍ମ ପୁରୀରେ. ସେ ଝାନ୍ସୀ ରାଣୀ ଲଷ୍ମୀବାଇ ଙ୍କର ଥିଲେ ଅସ୍ତ୍ର ଗୁରୁ.ଯଦି ଐତିହାସିକ ତଥ୍ୟ ଆଲୋଚନା କରୁଛନ୍ତି, ତେବେ ବିଭିର୍ଣ୍ଣ ଐତିହାସିକ ପୁସ୍ତକ ପଠନ କରି ଆରମ୍ଭ
କରନ୍ତୁ.
ପାଇକରାୟ
ଗଡ଼ କାଇପଡର
Banki rani suka dei nka bisayare mu pila dinu suni asuchi.
ଶୁକ ଦେଇ ଚରିତ୍ର ସମସ୍ତଙ୍କ ନିକଟରେ ବିଶେଷ ତଥା ଉପଯୁକ୍ତ ଭାବେ ଉପଠପାନ କରିବା ଆପଣଙ୍କ କର୍ତ୍ତବ୍ୟ, ଏଭଳି ବିରାଙ୍ଗାନା ଲୋକ ଲୋଚନ ଅଗୋଚରରେ ନ ରହନ୍ତୁ ସେ ଚେଷ୍ଟା ଅବ୍ୟାହତ ରହୁ
Mo mausinka ghara❤❤❤
ମାଳତିପାଟପୁର ଜଣେ ଝିଅ ନା ରେ ହେଇଛି, ଯିଏ କି ଜଗନ୍ନାଥ ଙ୍କୁ ଭାଇ କରି ରାକ୍ଷୀ ବାନ୍ଧିବାକୁ ଯାଇଥିଲା ପୁରୀ, tk dekhibe ଏଇଟା
ରାଣୀ ସୁକଦେଇ ଙ୍କ ଉପରେ ୧୯୭୭ ୭୮ ରେ ଗୋଟିଏ ନାଟକ ଥିଲା ଏହାକୁ ଅପରାରେ ଖେଳନ୍ତି ତାହାର ଅନୁସନ୍ଧାନ କରନ୍ତୁ!
ଭାଇ ବାଙ୍କୀ ଇତିହାସ ବହି କେଉଁଠି ମିଳିବ
I have graduated from Banki Autonomous college.
Bhai tamara hair regrowth kemiti hela please kuha 🙏🙏😊🙏🤔🙏🤔🙏🙏🤔🙏🙏
Adivasi raani
AMITA BIKRAMA book kouthu paibu...???
odisha etihaas and heritage in shambles, BJD government need some action
Abe ra banki gada / rajbati bisayare janeibe nischay,video bhala lagila ,aitihasik sir nku pranam
ବାଙ୍କୀ ରାଜବାଟି ଯେଉଁଠି ଥିଲା ଏବେ ସେହି ଯାଗା ର ନାମ କ'ଣ?
Sarakaranka abahela jadi pathya pustakare setiki bises stana thanta nua pidhi ra pilaye janiparithhante
Kete Sundar kahuchu re Sir mananku dekha kaluni
time helani aau sir mane mote chihni paribeni bodhe. ha ha
Bhai tama no ta tike diantu...please...FB re diantu...
Fakir Harichand Sir se mo school sir, thile.. Kanas area..
Ai story bisaya re...ama odisha re gote movie kariba katha serial kariba katha...jemiti ama odisha loka agraha hebe dekhiba pain
ଶୁକ ଦେଇ ଙ୍କ ବିଷୟରେ ପିଲାଦିନେ ମନପବନ ବହିରୁ ପଢିଥିଲି । ଆଜି ଏ ଭିଡ଼ିଓ ଦେଖିଲି ।
Rani Shuka dei nka death kemiti hela
Keun thu miliba this book Amita bikrama?
Banki Rani satarama han
Seithu aarambh hela Khurda-Cuttack bibaada🤣
ବାଙ୍କୀ ରାଜା ଚନ୍ଦନ ହଜୁରୀ !!!!!???? 2.36 minute check it plz
Kan karuchanti banki bidhayaka tubu babu ....eate sundar jagara punar uddhara karibaa kan uchit nuhe ki ....
Thlasipur re jane histrorical writer thile sj sarat ch pal but se is no more but banki itihas au rani sukadei nka upare se bahut natak karithile,bira rani sekadei au swadhina bakira sesa adhyaya bahut sundar nataka 😂😂😂😂😂
Tulasipur ra kabi sarat pal
Kou itihasa re achhi banki?
It is the worst video that i have ever seen in my life, there is no historical evidence which is told by Gyanaranjan Misha.I think he needs to research more about the war which was held between Banki and Khorda.The first Munda Deula was built near Jhumpudi, Dhenkanal by the order of king of Badamba after winning the war against Dhenkanal. Then the second Munda Deula was built at Kushapala/Kushupala by the order of Rani Sukadei as the symbol of Victory. Phakira Chandra Mangaraj, the brother of Rani Sukadei helped her in this war against Khurda.After winning the war,the second Munda Deula was built by the help of Badamba paika.
1. After the death of Dhananjay Srichandan Mohapatra (The king of Banki)The war wasn't yet finished,how it is possible,a temple named Munda Deula was built by Gajapati Gopinath Dev.
2. Rani Sukadei won the war , then the Munda Deula was built by the order of her as the symbol of Victory.
Naba mamu is a good poet....