ନୀଳମାଧବଙ୍କ ପୂଜକ ଶବରରାଜା ବିଶ୍ୱାବସୁ। Sabara King Biswa Basu Village Kaliapalli, Bhapur, Nayagarh |

Поділитися
Вставка
  • Опубліковано 24 гру 2024

КОМЕНТАРІ • 729

  • @muralisabar8138
    @muralisabar8138 2 роки тому +58

    ମୁଁ ଶବର ଜାତି ବୋଲି ଗର୍ଵ ଲାଗୁଛି ରାୟଗଡା ଜିଲ୍ଲା ଜୟ ଜଗନ୍ନାଥ ଜୟ ଶବର ରାଜା

  • @pilupilu1277
    @pilupilu1277 Рік тому +5

    Satere nahut khushi laguchi

  • @brajarajbrcreation6899
    @brajarajbrcreation6899 3 роки тому +25

    ଆପଣଙ୍କୁ ପ୍ରଥମେ ଧନ୍ୟବାଦ ଦେବି...ମୋ ପ୍ରଭୁଙ୍କ ଲୀଳା ବିଷୟ ରେ ଏଇ ମାଧ୍ୟମରେ ମୁ ଜାଣିପାରିଲି, ଏଇ ପବିତ୍ର ସ୍ଥାନ ଟି ଦର୍ଶନ କରିପାରିଲି, କୋରାପୁଟ ଜିଲ୍ଲା,ଜୟପୁର ରୁ ଶୁଭକାମନା ଓ ଧନ୍ୟବାଦ ଦେଉଛି...

  • @pariMelodyofficialchannel
    @pariMelodyofficialchannel Рік тому +6

    Mui sabar jati boli mate garba laguche gaon Kalahandi❤❤❤❤❤❤

  • @ddinformation03
    @ddinformation03 3 роки тому +8

    ଯେହେତୁ ଏ ଜାଗା ଆମ ଜଗନ୍ନାଥ ଙ୍କ ସହ ସମ୍ପର୍କ ଅଛି ତେଣୁ ଏ ଜାଗା ର ଉନ୍ନତି ହେବା ନିହାତି ଦରକାର ତେଣୁ ସରକାର ଙ୍କ ପାଖରେ କିପରି ଏ ଖବର ପହଞ୍ଚିବ ତାହା ବାବ୍ୟସ୍ଥା କରାଯାଉ

  • @bhaktaprasad4425
    @bhaktaprasad4425 3 роки тому +35

    ଜୟ ଶ୍ରୀ ଜଗନ୍ନାଥ🙏
    ବହୁତ ବଢିଆ ଜାଗା ସରକାର ଉନ୍ନତି କରଣ ପାଇଁ ପ୍ରାଧାନ୍ଯ ଦେବାକଥା । ନିହାତି ଭାବରେ ଦୁଃଖ ଲାଗିଲା। ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ ଭିଡିଓ କରିଥିବାରୁ।

  • @dillipkumarseth6277
    @dillipkumarseth6277 Рік тому +3

    ଜୟ ଜଗନ୍ନାଥ ଭାଈ 🙏🙏 ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଯୋଗୁଁ ହିଁ ବିଶ୍ୱବାସୁ ଙ୍କ ଜନ୍ମ ସ୍ଥଳୀ ଦେଖିବାର ସୌଭାଗ୍ୟ ମିଳିଲା.. 🙏ଜୟ ଜଗନ୍ନାଥ 🙏🙏

  • @thejobjourney05
    @thejobjourney05 3 роки тому +9

    ସତରେ ସରକାର ଙ୍କର ଏଥିପ୍ରତି ଧ୍ୟାନ ଦେବା ନିହାତି ଦରକାର ଯାହାଦ୍ୱାରା ଆମ ଜଗନ୍ନାଥ ଙ୍କର ପୁର୍ବ ଘଟଣା ସବୁ ଲୋକ ଲୋଚନକୁ ଆସିପାରିବ

  • @seemamishra4118
    @seemamishra4118 3 роки тому +8

    କାଳିଆରେ ଜନମ ଦେଲୁ ଏ ମାୟା ସଂସାରେ,ସତ୍ୟ ଧର୍ମ ନ୍ୟାୟ ପାଇଁ।ପର କରିଦେଲୁ ମୋତେ ରେ କାଳିଆ,ଅନ୍ତର ଝୁରେ ତୋ ପାଇଁ।ନୀଳକନ୍ଦରରେ ନୀଳମାଧବ ତୁ, ବିଶ୍ଵାବସୁ ସଙ୍ଗେ ରହି। ପୁରୁଷୋତ୍ତମ ରେ ଦାରୁବ୍ରହ୍ମ ତୁହି ଭାଇ ସଙ୍ଗେ ଅଛୁ ରହି। ମୁହିଁ ଯେ ଅଜ୍ଞାନୀ କରୁଛି ଦୟିନୀ, ତୋର ବିନା ଗତି ନାହିଁ।

  • @Mrllb-savetrees
    @Mrllb-savetrees 3 роки тому +5

    Nayagarh Ra biswabasunka Gaan wow excellent sure development heba

  • @hariulaka8146
    @hariulaka8146 2 роки тому +6

    Very very thankyou bhai biswa basu gan dekhai ba pai🙏🏻

  • @lalitdas2992
    @lalitdas2992 3 роки тому +12

    ଧନ୍ୟବାଦ ବଡ଼ ଭାଇ ଏମିତି ଭଲ ଭଲ ଯାଗା ଲୋକ ଲୋଚନକୁ ଆଣିଥିଵାରୁ଼଼

  • @biswabhusanrath2814
    @biswabhusanrath2814 2 роки тому +3

    Khub sundar Jaga. Dhanyabad. Jay Jagannath. 🙏

  • @satyabankarna7077
    @satyabankarna7077 3 роки тому +8

    Sir ନମସ୍କାର ବହୁତ ବଢିଆ ଲାଗିଲା ଉପସ୍ଥାପନା so govt focus thats place jay ଜଗନ୍ନାଥ

  • @suryakantamendali7674
    @suryakantamendali7674 3 роки тому +14

    ସରକାରୀ ସାହାଯ୍ଯ ମିଳିନଥିବାରୁ ସେହି ଜାଗାର ପ୍ରାକୃତିକତା ବଜାଯ ଅଛି । ଗ୍ରାମବାସୀ ମାନଙ୍କୁ ଅଶେଷ ଅଶେଷ ଧନ୍ଯବାଦ ।

  • @ranjitsabar6103
    @ranjitsabar6103 3 роки тому +9

    ବହୁତ୍ ବଢିଆ ସ୍ମୃତି

  • @jaijagannathswami3575
    @jaijagannathswami3575 3 роки тому +6

    Bhai.tuma parisrama , chesta Pai bahuta kichhi janibaku miluchhi. JAI jagannath swami bless you Bhai

  • @bhabanisankar1397
    @bhabanisankar1397 Рік тому +9

    🙏ଜୟ ଜାରା ଶବର🙏
    ॐ ନମୋ ନାରାୟଣାୟ

  • @Sabar1340
    @Sabar1340 3 роки тому +8

    ସାରେ୍ ଆପଣକଂ video ଟା ବହୁତ ଭଲ ଲାଗିଲା, ଆପଣକୁଂ ଧନଐ ବାଦ୍ ଯାହା ପାଇଁ ଓଡିଶା ଆଜି ସାରା would ରେ ପରୀଚିତ ତାକୁ ଅଣଦେଖା କରାଯାଉଚି, ଏଠୀ ଶବର ମାନକଂ ଭିତରେ କେହୀ ଏମପି୍ କୀ ଏମେଲ୍ ନାହିଁ କି ସେମାନେକଂର ଧନ ନାହିଁ ବୋଲି ଓଡିଶା ସରକାରକଂ ପଯୌଟନ୍ ବିଭାଗ ଏହାକୁ ଅଣଦେଖା କରୁଚି

  • @jubrajamanta4022
    @jubrajamanta4022 2 роки тому +7

    I am sabar boy from keonjhar, anandapur . thanks for some historical moment lord sri nilamadhab 🙏🙏 yss oneday I visited 🙏🙏 thx sir uploaded this vedio 🙏

  • @manojpanda8646
    @manojpanda8646 3 роки тому +5

    ଅତି ସୁନ୍ଦର ଜାଗା , ଭାଇ ଏଭଳି ଅପଲୋଡ କର

  • @pabitrapradhan1032
    @pabitrapradhan1032 6 місяців тому +2

    ଧନ୍ୟବାଦ୍ ଭାଇ ଆପଣଙ୍କର ସୁନ୍ଦର ଭିଡ଼ିଓ ,,,,
    ଜୟ ଶ୍ରୀ ନୀଳମାଧବ 🙏

  • @PriyankaDas-tj8pg
    @PriyankaDas-tj8pg 3 роки тому +5

    Se jaga jadi devlop heba au se purbapari kichhi feelings asi bani kete sundar laguchi se jaga

    • @UnleashtheDevil85
      @UnleashtheDevil85  3 роки тому

      Thik, kintu Basic development haba darakar, at least falaka te nihati

  • @PURI_VLOGS
    @PURI_VLOGS Рік тому +3

    ଭାଇ ଆପଣଙ୍କ ଭିଡ଼ିଓ ଖୁବ୍ ସୁନ୍ଦର୍ ।
    ଜଗନ୍ନାଥଙ୍କ ଦୟା ସେମିତି ଥାଉ ।

  • @sukantidash3489
    @sukantidash3489 3 роки тому +9

    ନୀଳ ମାଧବଙ୍କ କାହାଣୀ ମତେ ବହୁତ୍ ପଶନ୍ଦ

  • @pnsahoosahooyoutubeenterte3481
    @pnsahoosahooyoutubeenterte3481 2 роки тому +5

    ଯଦି ପୌରାଣିକ କିମ୍ବଦନ୍ତୀ ସ୍ଥାନ କୁ ଆପଣ ଲୋକମାନଙ୍କ ସାମ୍ନାକୁ ଆଣୁଛନ୍ତି , ଏଇଟା ଗୋଟିଏ ସୁନ୍ଦର କଥା , ତେବେ ଆପଣ ଯଦି ସେଇ କଥାକୁ ଓଡ଼ିଆ ରେ ଉପସ୍ଥାପନା କରିବେ ଆହୁରି ସୁନ୍ଦର ଲାଗିବ, ଆପଣ ଅଧା ଈଂଲିଶ୍ ଅଧା ଓଡ଼ିଆ କହୁଛନ୍ତି ସେଇଟା ବି ପୁଣି ଠିକ୍ ସେ କହିନାହାନ୍ତି , ମନ୍ଦିର କୁ ଆପଣ ମନ୍ଦିର୍ କହୁଛନ୍ତି ,

  • @PriyankaDas-tj8pg
    @PriyankaDas-tj8pg 3 роки тому +3

    Bhagaban sabu bele emiti jagare hi basa karanti

  • @dasarun8829
    @dasarun8829 2 роки тому +3

    ଧନ୍ୟବାଦ୍ ଭାଇ ଆପଣ ଙ୍କୁ ଏତେ ସୁନ୍ଦର ଜିନିସ ଆମ ପାଖକୁ ଆଣିଥିବାରୁ 🙏🙏

  • @shibanarayandehury1619
    @shibanarayandehury1619 3 роки тому +15

    ପର୍ଯ୍ୟଟନ ବିଭାଗ ଅଧିକାରୀ ଙ୍କୁ ମୋର ବିନମ୍ର ନିବେଦନ ଓଡ଼ିଶାର ଐତିହାସିକ ସ୍ଥାନ ପୁରାଣ ବର୍ଣ୍ଣିତ ସ୍ଥାନ ଏହାର ବିକାଶ ପାଇଁ ପ୍ରୟାସ କରାଯାଉ

  • @aryan4213
    @aryan4213 3 роки тому +2

    Very. Very. Very nice sweet good aetihasika patha mun Dekhi Dhanya heli

  • @NG.sujan8474
    @NG.sujan8474 Рік тому +4

    Thanks you sir my village video 🙏🙏

  • @dineshdas4734
    @dineshdas4734 2 роки тому +3

    Bht sundar laguchi jaga video ti bht badhia lagila Bhai 🙏🙏🙏🙏

  • @chandandehuri2383
    @chandandehuri2383 3 роки тому +2

    Thankes,ଆଉ,tare jayatnu

  • @jeevannayak4394
    @jeevannayak4394 2 роки тому +2

    ଭାଇ ବହୁତ ବହୁତ ଧନ୍ୟବାଦ

  • @biswajeetbehera590
    @biswajeetbehera590 2 роки тому +5

    ❤️❤️bhai bahut bhala lage apanka video dekhibaku

  • @mita1819
    @mita1819 3 роки тому +3

    ଆମର ନୟାଗଡ଼ bt ଆମେ ଜାଣିନଥିଲୁ କି ବିଶ୍ୱାବାସୁ ଙ୍କ ଗାଁ ନୟାଗଡ଼ ବୋଲି tq ସୋ much ଭାଇ ଆମ ହଉଛୁ ଶବର ଜାତି ହେଲେ ଆମେ ଏତିକି ବି ଜାଣିନଥିଲୁ ଆଜି ସେବୁ ଜାଣିଲି ଏଇ ଭିଡ଼ିଓ re ହେୟ ପ୍ରଭୁ ନୀଳ ମାଧବ 🙏🙏🙏🙏🙏🙏

  • @dbiki
    @dbiki 2 роки тому +4

    ଆମ ଓଡିଶାରେ ଅନେକ ପ୍ରାକୃତିକ ଜିନିଷ ରହିଛି
    କିନ୍ତୁ କିଛି ଲୋକ ଲୋଚନକୁ ଆସି ପାରୁନି

  • @majhidharmraj3098
    @majhidharmraj3098 3 роки тому +3

    Jai jagannath swami

  • @somempire1401
    @somempire1401 7 місяців тому +2

    Baba biswabasu nkar gharaku aaji dekhili bahut bhala lagila Jai nila madhaba Bhai tamoro Mangal heu❤ Jai jagannath 🙏

  • @gulbadan3477
    @gulbadan3477 Рік тому +3

    Bhagwan ki Jay ନୀଳ ମାଧବ ଗୁମ୍ଫା ଭିତରକୁ ରାସ୍ତା ଦେଇ ଯିବାକୁ ଅନୁମତି ଦିଆଯିବ ବୋଲି

  • @chanchalamahapatra4302
    @chanchalamahapatra4302 3 роки тому +5

    God bless you Mr. What a wonderful and important religious place 👏

  • @Gitanjalibehera2224
    @Gitanjalibehera2224 3 роки тому +6

    Jay Jagannath Jay nilamadhaba 🙏🙏🙏🙏🙏🙏🙏

  • @prettydehuri3446
    @prettydehuri3446 2 роки тому +3

    I so much happy sabar Raja details

  • @prasantakumar620
    @prasantakumar620 3 роки тому +2

    ବହୁତ୍ ସୁନ୍ଦର୍। ଆମ ନୟାଗଡ ରେ ଏତେ ଜିନିଷ ଅଛି ଯାହା ଲୋକଲୋଚନକୁ ଆସିପlରୁନୁ।ଆମେ ଚେଷ୍ଟା କରିବା କେମିତି ସେ ସବୁ ଜାଗାର ଉନ୍ନତି ହେବ।ଜୟ ନୀଳ ମାଧବ

  • @sudhapatnaik9193
    @sudhapatnaik9193 2 роки тому +3

    Nice description. 🙏🙏🙏 Nila Madhav 🙏🙏🙏

  • @PradipSobor-ly5rt
    @PradipSobor-ly5rt 7 місяців тому +3

    ଜୟ ଜଗନ୍ନାଥ ମହାପ୍ରଭୁ ଜୟ ନିଳ ମାଧବ ଜୟ ଶବର ରାଜା ବିଶ୍ଵାବସୁ

  • @Krishnamadhavi1111
    @Krishnamadhavi1111 2 роки тому +3

    Thank you so much for this blog and bringing such hidden glories related to our lord Jagannath.

  • @m.psingh9671
    @m.psingh9671 7 місяців тому +2

    Very very essential message to everyone . Thanks 💐💐💐....

  • @deepakkumarb8400
    @deepakkumarb8400 Рік тому +4

    That's why Lord Jagannath is actually Tribal Deity!🙏

  • @laximkumar3874
    @laximkumar3874 3 роки тому +4

    ପ୍ରଭାସ ତୀର୍ଥ ରେ ପ୍ରଭୁ ଙ୍କୁ ତୀର ମାରି ଥିଲେ।

  • @ratikantalenka6668
    @ratikantalenka6668 3 роки тому +2

    Nice work bada Nana

  • @srirangabissoyi985
    @srirangabissoyi985 2 роки тому +3

    ଜୟ ଜଗନ୍ନାଥ, ଭାଇ

  • @sanjuktadalai
    @sanjuktadalai 5 місяців тому +2

    ଶ୍ରୀ କୃଷ୍ଣ ତ ଦ୍ବାରିକା ରେ ରହିଥିଲେ ; ସେଠାରେ ଯଦୁବଂଶି ମାନେ ବାରୁଣୀ ମଦ୍ୟ ପାନ କରି ପରସ୍ପରକୁ ଆକ୍ରମଣ କରି ଧ୍ଵଂସ ହୋଇଯାଇଥିଲେ । ପ୍ରଭୁ ସେଠାରେ ଥିବା ଅରଣ୍ୟରେ ଶିଆଳି ଲତାରେ ଶୟନ କରୁଥିବା ଅବସ୍ଥାରେ ଜାରା ଶବର ତାଙ୍କର ପଦ୍ମପାଦର ବୃଦ୍ଧା ଅଙ୍ଗୁଳି କୁ ହରିଣର କର୍ଣ୍ଣ ଭାବି ତୀର ମାରିଥିଲା । ଏଠି ଶବର ରାଜା ବିଶ୍ଵାବସୁଙ୍କ ଦ୍ଵାରା ପ୍ରଥମେ ପ୍ରଭୁ ଶ୍ରୀ ନୀଳମାଧବ ପୂଜା ପାଉଥିଲେ ।🙏🏻🙏🏻🙏🏻🙏🏻🙏🏻🌹🌹

    • @UnleashtheDevil85
      @UnleashtheDevil85  5 місяців тому

      Dekhantu eha loka katha, bastabik krushna kouthi deha tyaga karithile tara kounasi aitihasika tathyabali nahin.

  • @debendraswain9459
    @debendraswain9459 5 місяців тому +1

    ବହୁତ ଖୁସି ଲାଗିଲା 🙏🏻🙏🏻🙏🏻🙏🏻ଭିଡ଼ିଓ ଟି ଦେଖି 🙏🏻🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻🥰

  • @sisirkumarbehera9355
    @sisirkumarbehera9355 3 роки тому +3

    Sundara upastapana👌👌🙏🙏

  • @ramkrishandandpat5081
    @ramkrishandandpat5081 3 роки тому +3

    Odisha re emti bahut sara jaga achi jaha aji jae kichi parichaya mili nahi😌😌😌

  • @dhananjaykishan9226
    @dhananjaykishan9226 Рік тому +3

    Interesting facts and place , thanking you sir

  • @kalpanavlogs5548
    @kalpanavlogs5548 3 роки тому +5

    Beuatifull place🌹👌❤👍👍super vlog

  • @debrajbhuyan7246
    @debrajbhuyan7246 2 роки тому +3

    Great place.... thanks brother...you explored a good devotional place of Biswabasu

  • @prabirakumarpanda1859
    @prabirakumarpanda1859 4 місяці тому +2

    Absolutely awesome always ❤. from.jajpur❤

  • @bishnuprasad9300
    @bishnuprasad9300 3 роки тому +3

    Beautiful place. Jay shree krishna

  • @papunadethi9371
    @papunadethi9371 2 роки тому +4

    Omm sri Hari Narayan namo

  • @manojkumarnayak1678
    @manojkumarnayak1678 3 роки тому +2

    Jay jay jagannatha
    Jay bholennatha

  • @bad.boy.ilyashhhhhhh
    @bad.boy.ilyashhhhhhh 5 місяців тому +2

    କାଳିଆ ପଲି ଏଇଟା କାଳିଆ ର ଗାଁ ସବୁ ସେଇ ମାଧବ ର ଇଛା

  • @sudhansubiswal6956
    @sudhansubiswal6956 Рік тому +1

    Apekhaya karantu mohapurusha biswabasu paribar,ame asuchu Bahu jaldi ok baba ❤🎉

  • @prasadmajhi5559
    @prasadmajhi5559 3 роки тому +7

    🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ ❤️

  • @raghunathbehera3041
    @raghunathbehera3041 3 роки тому +3

    Hare Krishna

  • @purnendukumarpradhan6745
    @purnendukumarpradhan6745 3 роки тому +3

    Aji mun bahut khusi
    🙏🙏🙏

  • @mamataranisenapati5295
    @mamataranisenapati5295 3 роки тому +4

    Jay jagannath
    Thank u sir for your vedio about this historical holy and sacred place related to jagaannath mahapravu

  • @mamatamaharana556
    @mamatamaharana556 2 роки тому +2

    Bhai Bahut Bahut dhanya bad 🙏💖

  • @karnapradhan5222
    @karnapradhan5222 5 місяців тому +1

    ଜାରା ଶବର ଗୁଜରାଟର ଦ୍ୱାରକା ରେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କୁ ଶର ମାରି ଥିଲା ଶିଆଳି ଲତା ଉପରେ

  • @durgabehera6502
    @durgabehera6502 3 роки тому +3

    Thank you bhai ama gaon ku asi emiti gotie video baneithibaru finally kaliapalli ku samaste janiparibe

  • @bikeandcarpoint8825
    @bikeandcarpoint8825 3 роки тому +2

    ବହୁତ ଭଲ ପ୍ରୟାସ ଆଉ ଭଲ ଭିଡ଼ିଓ

  • @muthuraimuthurai3332
    @muthuraimuthurai3332 3 роки тому +2

    Very nice video bro

  • @shaktiprasadjena3344
    @shaktiprasadjena3344 3 роки тому +14

    Thank you Bhai for unearthing such great cultural heritage.It indicates how Odia loves Lord Jagannath.What a strong devotion for Lord Jagannath Mahaprabhu! Every place of this village reminds the pastimes of Sri Jagannath.

  • @ashokgouda1352
    @ashokgouda1352 Рік тому +2

    Jaye sree jagannath

  • @balaram7321
    @balaram7321 3 роки тому +1

    Bhapur kou mane

  • @dasarun8829
    @dasarun8829 2 роки тому +2

    Jay jagannath 🙏🙏 jay Sree Krishna 🙏🙏

  • @nilamanisahoo4421
    @nilamanisahoo4421 3 роки тому +3

    Video bhala heichi

  • @mahaveercreation409
    @mahaveercreation409 3 роки тому +3

    ଭାଇ ଆପଣଙ୍କ video ଭଲ ଲାଗିଲା ଆମ district Nayagarh ଆମ ଓଡ଼ଗାଁ ବ୍ଲକ ଅଞ୍ଚଳକୁ ଆସନ୍ତୁ ରଘୁନାଥ ମନ୍ଦିର ଅବସ୍ଥିତ ଆଉଗୋଟେ ଭଲ ମନ୍ଦିର ଅଛି ଏଠାରେ ଦୂତିକୀଶ୍ୱର ମନ୍ଦିର ଅଛି

    • @UnleashtheDevil85
      @UnleashtheDevil85  3 роки тому

      ରଘୁନାଥ ମନ୍ଦିର ବ୍ଲଗ ସାରିଚିନା

  • @priyankitapraharaj3448
    @priyankitapraharaj3448 Рік тому +3

    Beautiful blog! i am so grateful to have found this video.

  • @odiablogsbyommprakash9356
    @odiablogsbyommprakash9356 3 роки тому +8

    Beautifull bhai

  • @santanumalik707
    @santanumalik707 2 роки тому +3

    bahut bahut dhanyabad bhai 🙏🙏🙏

  • @godabarimangaraj5027
    @godabarimangaraj5027 3 роки тому +2

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏

  • @jagindrabhoi6391
    @jagindrabhoi6391 3 роки тому +3

    Very good

  • @bhuyanvlogs1158
    @bhuyanvlogs1158 3 роки тому +10

    Beautiful bhahi

  • @bibhuprasadchoudhury9768
    @bibhuprasadchoudhury9768 Рік тому +1

    10:02 bhai eita kete thik ki bhul jana nahi kintu mu recently Gujarat buliki asichi au Sethi somenath thu 8-10 km dura gote jagah achi au sehi jagah ra kimbadanti hela ki jara sabara seithi Shri Krishn ku sara Mari thile....

    • @UnleashtheDevil85
      @UnleashtheDevil85  Рік тому +1

      Kimbadantira kounasi itihaas nathae tenu kouta thik kouta bhul kahiba kastakara

  • @sameersamantaray5908
    @sameersamantaray5908 5 місяців тому +1

    ବହୁତ ସୁନ୍ଦର ଜାଗା❤

  • @kalandimurmu3303
    @kalandimurmu3303 5 місяців тому +1

    ଏ ଜାଗା ଯଦି ସବର୍ଣ ଙ୍କର ହୋଇଥାନ୍ତା, କଣ ନା କଣ ହୋଇଥାନ୍ତା। ଆଦିବାସୀ ଙ୍କ ଜାଗା ହେତୁ, କିଛି ନାହିଁ।ଆଦିବାସୀ ଙ୍କ ନୀଳମାଧବ ଆଜି ସବର୍ଣ ଙ୍କ ଘରେ।

  • @manojdalei5629
    @manojdalei5629 Рік тому +2

    Nice story,,,bro,,🎉🎉🎉🎉

  • @rashmis6716
    @rashmis6716 3 роки тому +1

    Satare ama odisa re jahasabu achhi anya kuadenahi Jay jagannat

  • @arjeetkumarentertainmentod5060

    Bhai mora pranam apanankara video bahut vala lagila mora gote anurodh je ame apananka madhyamare Sabu tirtha jaga ghare basi dekhi paruchu o darsana kari paruchu au apana thare sreya chandaluni ra paribara o tankara bansha o ghara kauthi ame janibaku odekhibaku chahunchu dayakari sreyara gote video karantu plz plz sir

  • @chanchalamahapatra4302
    @chanchalamahapatra4302 3 роки тому +6

    Please let it spread to all in odisha. So amazing beautiful and important place it is. Our Navin Pattnaik sir should know about this place.he definitely will do something better 😉 for it.l hope .

  • @tilottamanayak2828
    @tilottamanayak2828 3 роки тому +7

    Beautiful place

  • @AkshayBehera-eg1vq
    @AkshayBehera-eg1vq Рік тому +3

    Thankyou. Jaijagannath

  • @aratidas1367
    @aratidas1367 5 місяців тому +1

    Satare bahut bhala lagila..apana nkara upastapna sayili ahuri bhala lagila ❤❤❤

  • @BayjayntiPradhan
    @BayjayntiPradhan 5 місяців тому +1

    Bhai bahut vala lagila 🙏🙏jay Jagannath mahaprabhu 🙏🙏🙏

  • @jyotiray9414
    @jyotiray9414 2 роки тому +1

    I am your subscriber,I want to know about, some stone printed letter of this place, is it there

  • @theindiandog7461
    @theindiandog7461 3 роки тому +2

    25:01 ମନ କିଣି ଦେଲା ରେ ... ସତରେ ଏମାନେ ଭଗବାନ ଙ୍କ ଲୋକ

  • @arjunmatam1083
    @arjunmatam1083 3 роки тому +4

    Jay Jagannath 🙏🙏🙏
    Thank you brother