Mana Aji Paigala | New Odia Romantic Song | Pragyan Hota | Bhramit | Studio Version | B4U ODIA

Поділитися
Вставка
  • Опубліковано 4 чер 2020
  • B4U ODIA presents a beautiful romantic song "Mana Aji Paigala" sung by PRAGYAN HOTA & BHRAMIT. Enjoy the full video and bless us as before.
    SONG CREDITS
    ✽ Song: Mana Aji Paigala
    ✽ Singer:- Pragyan Hota & Bhramit
    ✽ Lyrics: Debabrata
    ✽ Music: Bhramit
    ✽ Arrangement: B4U ODIA
    ✽ Recorded at: Asish Bhai (Bhubaneswar)
    ✽ Guitar: Bhramit
    ✽ Dop: Nirmala
    ✽ Banner: B4U Odia
    #ManaAjiPaigala #PragyanHota #Bhramit #NewOdiaSong #PragyanAllSong #PragyanHotaSong #B4uOdia
    Subscribe Our Channel For More Entertainment
    Follow us :
    / b4u-odia-2334585503489540
    / b4u ODIA
    LYRICS
    m - ମନ ଆଜି ପାଇଗଲା
    ଯାହାକୁ ସେ ଖୋଜୁଥିଲା ସପନରେ ସବୁଦିନେ
    f - ଓଠ ଆଜି କହିଦେଲା
    ଯାହାସବୁ ଭବୁଟିଲା କହିବାକୁ ମନେ ମନେ
    m - ତୋ ରୂପର ଗୋଲାପ ବନେ
    ପ୍ରେମ ଭଅଁର ଟେ ଦେଖି ଦିନେ
    f - ତୋ କଥା ର କୁହୁକ ତାନେ
    ତୋତେ ଜାଗା ଦେଇଦେଲି ମନେ
    m - ପାଗଳ ହେଲି ମୁ ଯେ ତୋ ପ୍ରେମ ଫଗୁଣେ
    f - ଭିଯୁଛି ସେବେଠୁ ମୁ ତୋ ପ୍ରେମ ଶ୍ରବଣେ
    m - ରୂପରେ ତୋ ଗୋଟେ ଅପ୍ସରୀ
    କେହି ନାହିଁ ତୋ ରୂପରେ ସରି
    ଭାଳେଣି ପଡିଛି ଫୁଲ ମନେ
    ଜହ୍ନବି ଋଷୁଚି ତୋ କାରଣେ
    f - ମରୁ ମରୀଚିକା ଥିଲା ମନ
    ତୋ ଛୁଆଁରେ ସେ ପାଇଲା ପ୍ରାଣ
    ଯେବେଠୁଁ ଆସିଲୁ ମୋ ଜୀବନେ
    ଖେଳିଗଲା ଖୁସି ତନୁ ମନେ
    m - ପାଗଳ ହେଲି ମୁଁ ଯେ ତୋ ପ୍ରେମ ଫଗୁଣେ
    f - ଭିଯୁଛି ସେବେଠୁ ମୁଁ ତୋ ପ୍ରେମ ଶ୍ରବଣେ
    m - ମନ ଦରିଆ ର ମୋତି ଟେ ତୁ
    ହୃଦୟେ ସାଇତି ରଖିଛି ମୁଁ
    ତୋ ରୂପ ନାଚୁଛି ମୋ ନୟନେ
    ତୋ ଛଡା କିଛି ନାହିଁ ମନେ
    f - ଚଗଲା ଚଇତି ପବନ ତୁ
    ମନକୁ ଉଡେଇ ଦେଇଛି ମୁଁ
    ଶୁଭୁଛି ତୋ ମିଠା କଥା କାନେ
    ପଡୁଛୁ ମନେ ତୁ ପ୍ରତିକ୍ଷଣେ
    m - ପାଗଳ ହେଲି ମୁଁ ଯେ ତୋ ପ୍ରେମ ଫଗୁଣେ
    f - ଭିଯୁଛି ସେବେଠୁ ମୁଁ ତୋ ପ୍ରେମ ପ୍ରେମ ଶ୍ରବଣେ
    !!---ANTI-PIRACY WARNING---!!
    This Content is Copyright to B4U ODIA private limited. Any Unauthorized Reproduction. Redistribution or Re-upload is strictly prohibited of this material. Legal Action will be taken against those who violate this copyrights material presented

КОМЕНТАРІ • 72