Mo Bhalapaiba Tu Kouthu Paibu | Humane Sagar New Sad Song | New Odia Sad Song 2021 | B4U Odia

Поділитися
Вставка
  • Опубліковано 30 вер 2024
  • Mo Bhalapaiba Tu Kouthu Paibu, presenting by B4U Odia , this sad song based on a true love story..of two love birds, beautifully sang by the legend singer of ollyood industry, Humane Sagar, you all enjoy this beautiful sad song and feel it..,, love you all,
    _______________________
    Song Credits *
    Song : Mo Bhalapaiba Tu Kouthu Paibu
    Singer : Humane Sagar
    Lyrics : Chandan Mishra
    Music : Kr Pintu ( 7008167851 )
    Programming : Ramesh Remo & Suman
    Camera & Edit : Chiku
    Rec & Mix : Mrr Studio Ctc
    Producer : B4U ODIA
    #MoBhalaPaibaTuKouthuPaibu
    #HumaneSagarNewSadSong
    #HumaneSagarNewOdiaSong
    #HumaneSagarNewHits
    #HumaneSagarOdiaSadSong
    #HumaneSagarNewRomanticSong
    #HumaneSagarSadRomanticSong
    #HumaneSagarAllHits
    #HumaneSagar
    #KrPintuAllSongs
    #ChandanMishra
    #B4UOdia
    LYRICS
    ମୋ ଭଲ ପାଇବା ତୁ କୋଉଠୁ ପାଇବୁ
    ତୁ ଆଜି ବି ଜଳୁଛୁ ହଁ କାଲିବି ଜଳିବୁ
    କିଏ ବା ବୁଝିବ ତୋ ଅଳି ଅଝଟ
    ତୁ ପ୍ରତିମୁହୂର୍ତ୍ତ ରେ ମୋତେ ଝୁରି ହବୁ
    ଅଧବାଟେ ଛାଡ଼ିଦେଲୁ , ପ୍ରିୟା ହେଲୁ ପଥର
    ତୋ ପାଇଁ ଥିଲି କେତେ, ମୁଁ ପାଗଳ...
    ଦିନେ ଭାବିବୁ ତୁ ଦିନେ ଭାବିବୁ
    ମୋ ଭଲ ପାଇବା ତୁ କୋଉଠୁ ପାଇବୁ
    ତୁ ଆଜି ବି ଜଳୁଛୁ ହଁ କାଲିବି ଜଳିବୁ
    କିଏ ବା ବୁଝିବ ତୋ ଅଳି ଅଝଟ
    ତୁ ପ୍ରତିମୁହୂର୍ତ୍ତ ରେ ମୋତେ ଝୁରି ହବୁ
    ଆନ୍ତରା 1
    ମାଗିଥିଲି ଟିକେ ସୁଖ
    ଦେଲୁ ଛଳନା ତୁ ଖାଲି
    ହଜେଇଲୁ ମୋ ଠିକଣା
    କାଇଁ ଗଲୁ ଲୋ ବଦଳି
    ସବୁସୀମା ଡେଇଁ ଯାଇଥିଲି
    ପ୍ରେମ ତୋର ପାଇବା ପାଇଁ
    ଦେଇଗଲୁ ଏମିତି ଯନ୍ତ୍ରଣା
    ଓଠରେ ବି ହସ ମୋ ନାହିଁ
    କେତେ ଆଶା କେତେ ସ୍ବପ୍ନ ଆମ ଅଧା ରଖିଲୁ
    ଆଖିରେ ମୋ ଲୁହ ଦେଇ ପ୍ରିୟା କେତେ....
    ଲାଭ ପାଇବୁ ତୁ ଲାଭ ପାଇବୁ
    ମୋ ଭଲ ପାଇବା ତୁ କୋଉଠୁ ପାଇବୁ
    ତୁ ଆଜି ବି ଜଳୁଛୁ ହଁ କାଲିବି ଜଳିବୁ
    କିଏ ବା ବୁଝିବ ତୋ ଅଳି ଅଝଟ
    ତୁ ପ୍ରତିମୁହୂର୍ତ୍ତ ରେ ମୋତେ ଝୁରି ହବୁ
    ଆନ୍ତରା 2
    ନିରୋଳାରେ ଯେବେ ଏକା
    ଦେଖୁଥିବୁ ତୁ ନିଜକୁ
    କହିପାରିବୁନି ହେଲେ
    ଭାବୁଥିବୁ ମୋ ସ୍ମୃତିକୁ
    କାହାକୁ ତୁ ରଖି ପାରିବୁନି
    ଥିଲେ ମୋଠୁ ଯେତେ ତୁ ଦୂରେ
    ତରଷିବ ଦିନେ ମନ ତୋର
    ଆସିବି ମୁଁ ତୋ ଭାବନାରେ
    ସେଇଦିନ ବୁଝିଯିବୁ ମୋ ପ୍ରେମର ମୂଲ
    ନଥିବି ମୁଁ ଦୁନିଆରେ,ଏକା ହେଇ...
    ମୋତେ ଖୋଜିବୁ ତୁ ମୋତେ ଖୋଜିବୁ
    ମୋ ଭଲ ପାଇବା ତୁ କୋଉଠୁ ପାଇବୁ
    ତୁ ଆଜି ବି ଜଳୁଛୁ ହଁ କାଲିବି ଜଳିବୁ
    କିଏ ବା ବୁଝିବ ତୋ ଅଳି ଅଝଟ
    ତୁ ପ୍ରତିମୁହୂର୍ତ୍ତ ରେ ମୋତେ ଝୁରି ହବୁ
    Follow us :
    / b4u-odia-2334585503489540
    / b4u ODIA
    ||-- ANTI-PIRACY WARNING--||
    This Content is Copyright to B4U ODIA private limited. Any Unauthorized Reproduction, Redistribution, or Re-upload is strictly prohibited from this material. Legal Action will be taken against those who violate this copyrights material presented

КОМЕНТАРІ • 111