Special Story: ୩୩ କୋଟି ଜିତିଥିଲେ, ଅତ୍ୟଧିକ ଖୁସି ସହି ପାରିଲାନି ଶରୀର

Поділитися
Вставка
  • Опубліковано 1 жов 2024
  • #ଅତ୍ୟଧିକ_ଖୁସି_ସହି_ପାରିଲେନି
    ସବୁଦିନ ଖେଳୁଥିଲେ ଜୁଆ। କିନ୍ତୁ କେବେ ଭାଗ୍ୟ ସାଥ ଦିଏନି। ହେଲେ ଦିନେ ସେ ହଠାତ ଜିତିଗଲେ ୩୩ କୋଟି ଟଙ୍କା। ବିଶ୍ୱାସ କରିପାରିଲେନି ଖୁସିରେ ଆତ୍ମହରା ହୋଇଗଲେ। ତାପରେ ଯାହା ହେଲା ଆପଣ କଳ୍ପନା ମଧ୍ୟ କରିପାରିବେନି ।
    #singapore #casino #viralvideo #SpecialStory #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook:
    / otvkhabar
    OTV English Facebook :
    / otvnews
    Telegram @otvtelegram @otvkhabar
    Twitter:
    / otvnews
    Instagram:
    / otvnews
    #OdishaTV #OTV

КОМЕНТАРІ • 13

  • @rinanayakcreation2559
    @rinanayakcreation2559 3 місяці тому +19

    ପରିଶ୍ରମ କରି ପାଇଥିଲେ ଏପରି ହୋଇ ନ ଥାନ୍ତା, ପାପ ଧନ ର ଜୀବନ ନାହିଁ।

  • @srcaricaturedrawing6982
    @srcaricaturedrawing6982 3 місяці тому +5

    ତମେ ଏ ସବୁ ଦେଖେଇକି ଲୋକ ଙ୍କୁ ପ୍ରେରଣା ଦେଉଛ l ଯେ ଏମାନେ ଭି ଖଳନ୍ତୁ

  • @deepaknayak6385
    @deepaknayak6385 3 місяці тому +2

    ତାର ଗର୍ବ ଚୁନା ହେଇଗଲା ⭕‼️⭕

  • @MohanRaita-b5r
    @MohanRaita-b5r 3 місяці тому +4

    ଓଡିଶାର କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲା ତା,କୁ ଛାଡି ବିଦେଶୀ ଚିନ୍ତା ଛି ଛି ରେ ମିଡିଆ

  • @ghasik.4631
    @ghasik.4631 3 місяці тому +1

    2:21

  • @AskSwaraj
    @AskSwaraj 3 місяці тому

    4billion nai bey 4 million dollar 33koti haba..ki faltu loka news re job pai jaucha...eligible candidate market re buluchanti

  • @rojalinnayak2093
    @rojalinnayak2093 3 місяці тому +1

    Dhanya dhanya
    Parisrama kanhiki achhi.

  • @sandipkumardas262
    @sandipkumardas262 3 місяці тому +1

    Oh my god

  • @lovestatus4670
    @lovestatus4670 3 місяці тому +1

    4 billion na 4 million