Police SP Empire Beyond Horizon Of Corruption | Vigilance Raid

Поділитися
Вставка
  • Опубліковано 14 лют 2022
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Visit: kanaknews.com/
    Watch Live : ua-cam.com/users/KanakNewsLIVE...
    UA-cam: / kanaktvonline
    Twitter: / kanak_news
    Facebook: / kanaknews
    Linkedin :- / kanak-news
    #KanakNews #VigilanceRaid #TrinathMishra

КОМЕНТАРІ • 581

  • @santosh4851
    @santosh4851 2 роки тому +27

    ଅତି ରୁ ଇତି ହେଲେ ହିଁ ଭିଜିଲାନ୍ସ ମାନେ ଜାଣି ପାରିବେ ମାଡାମ

  • @rajeshkumarpanda3177
    @rajeshkumarpanda3177 2 роки тому +10

    ବହୁତ ବୋହୁତ ଧନ୍ୟବାଦ ଭିଜିଲାନ୍ସ sir ଓ ମିଡ଼ିଆ
    Please ଏମିତି ଯିଏ କରୁଛନ୍ତି ତାଙ୍କୁ ଧରନ୍ତୁ 🙏🙏

  • @bulusahoo4634
    @bulusahoo4634 2 роки тому +96

    ସବୁ ଗାଣ୍ଡି ମରା ଧନ ଏ ମାନେ ମରେଇ ହେବା ଦରକାରେ ଆମେ mobile ଗୁଟେ କିଣି ପାରୁନୁ ଏମାନେ Bmw କିଣୁଛନ୍ତି

  • @user-yi5jh2kp6f
    @user-yi5jh2kp6f 2 роки тому +54

    Party କୁ ଚାନ୍ଦା ଦେଇ ନଥିବେ ଧାରା ପଡିଲେ, ଏଥିରେ ନୂଆ କଥା କଣ, କୋଟି ପତି କେମିତି ହେଲେ ପୁଣି ଭୁବନେଶ୍ୱର ରେ ଥାଇ, 5T ର Transparency କେମିତି ଜଣା ପଡ଼ୁଚି. କିଏ କେଜାଣି କଣ ଦେଖିକି 1 number cm rank ଦଉଚି. ଧନ୍ୟ

  • @RD123.........
    @RD123......... 2 роки тому +68

    ଶେଷରେ ଏଥିପାଇଁ ଧରା ପଡିଲା ବୋଧେ ଏ ବାବୁ ଆଉ ଚାନ୍ଦା ଦେଲେନି BJD କୁ ସେଥିପାଇଁ, ଆଉ Vote ଅଛି ବୋଲି ନିଜେ କୁ ସ୍ୱଚ୍ଛ ପ୍ରମାଣିତ କରିବା ପାଇଁ , vote ହାତେଇବା ପାଇଁ ଏସବୁ ଖେଳ ଲୋକେ ସବୁ ବୁଝି ସାରିଲେଣି

    • @sasmitamohanta4056
      @sasmitamohanta4056 2 роки тому +1

      Sabu kothare election to tar... Kiye amiti sadhu neta achi ko re m.. G

  • @laxmansahoo1960
    @laxmansahoo1960 2 роки тому +50

    ଓଡ଼ିଶାରେ ଯୋଗୀ i ସରକାର ଦରକାର

  • @jkno1948
    @jkno1948 2 роки тому +14

    ଖାଇଗଲେ ରେ ସଳେ

  • @RD123.........
    @RD123......... 2 роки тому +20

    କୁଆଡେ ଗଲେ cheat fond ଵାଲା କାହିଁ କିଛି ହେଉନି ତ, ନା vigilance ନା CBI କିଛି ହେଉନି

  • @tukunaful
    @tukunaful 2 роки тому +11

    ଏପରି ଶହ ଶହ ପୋଲିସ୍ ଅଫିସର ଅଛନ୍ତି । ଦୁର୍ନୀତି ସାଗର ରୁ ଟୋପେ ପାଣି କଢ଼ାଗଲା ।

  • @jaymahakalproduction200
    @jaymahakalproduction200 2 роки тому +27

    Odisha re BJP asu Sabu cramin manka maja asigiba Jay sri ram 🙏🙏🙏🙏

  • @skkraja907
    @skkraja907 2 роки тому +18

    Not only govt employee , raid ministers & MLAs , MPs. also

  • @prakashkumarsahoo2216
    @prakashkumarsahoo2216 2 роки тому +78

    ଆଗରୁ ଚାନ୍ଦା ଦଉଥିଲେ, ଚାନ୍ଦା ନଦବାରୁ ଧରା ହେଲେ , ଏଇଟା କିଛି ନୂଆ କଥା ନୁହେଁ । ଧନ୍ୟବାଦ ମିଡ଼ିଆ🙏 ❤️❤️❤️❤️❤️❤️❤️❤️❤️❤️

  • @chikuncollection440
    @chikuncollection440 2 роки тому +4

    ଏ ସବୁ ଗରିବଙ୍କଠୁ ଲାଂଚ ନେଇ କି ରଖିଥିବା ଧନ , ଏ ମାନଙ୍କୁ ଥାର୍ଡ ଡିଗ୍ରୀ ଲଗେଇକି ସବୁ ସତ ବାହାର କରିବା ଦରକାର l

  • @RD123.........
    @RD123......... 2 роки тому +24

    କେହି କିଛି ବୁଝୁ ନ ବୁଝୁ ଆପଣଙ୍କ କନକ news ବୁଝିବା ଦରକାର ଯେ ନେତାମାନେ ତାଙ୍କୁ ସୁରକ୍ଷା ଦେଉଥିଲେ, କାରଣ ସେମାନେ ଏମାନଙ୍କ ଠାରୁ ଚାନ୍ଦା ନେଉଥିଲେ ଆଉ election ଜିତୁ ଥିଲେ, ଏତେଦିନ ହେଲା କେଉଁ ସରକାର ଥିଲା ଯାଇକି BJD କୁ ପଚାର ସାହସ ଅଛି ଯଦି

  • @sukantkumar5821
    @sukantkumar5821 2 роки тому +6

    ଜୟ ଜଗନ୍ନାଥ ତୁମେ ହିଁ ସାହା

  • @patitakumarchoudhury9855
    @patitakumarchoudhury9855 9 днів тому +1

    ଦୁର୍ନୀତି କରିବା ଅଧିକାର ସମ୍ବିଧାନ ଦେଇଛି. କାରଣ ସମ୍ବିଧାନ, ଆଇନ ଦୁର୍ନୀତି ଗ୍ରସ୍ତ 🙏

  • @Rashmi_Mukesh_Alisha.Express
    @Rashmi_Mukesh_Alisha.Express 2 роки тому +17

    ଦେଖନ୍ତୁ ଓଡ଼ିଶାବାସୀ ଗତ କିଛି ମାସ ହେଲାଣି ଅଧିକାଂଶ Corruption POLICE DEPARTMENT ରେ ହିଁ ବଢ଼ିଚାଲିଛି ।

  • @kamalakantasial327
    @kamalakantasial327 2 роки тому +28

    ଗରିବ ଲୋକ ମାନଙ୍କୁ ହଇରାଣ କରିକି ରୋଜଗାର କରିଛନ୍ତି

  • @RD123.........
    @RD123......... 2 роки тому +13

    Pradeep ପାଣିଗ୍ରାହୀ ଯେତେବେଳେ ଖାଉଥିଲା କଣ କେହି ଜାଣି ନ ଥିଲେ ସବୁ ଜାଣିଥିଲେ, ଯେତେବେଳେ BJD ରେ ତାଙ୍କର ଭାଉ ବଢିଲା ତାଙ୍କୁ ହଟେଇଦେଲେ

  • @rameshkumarsahu5582
    @rameshkumarsahu5582 2 роки тому +6

    ଏ ସଲାର ପଛ ପଟୁ ଗୋଟେ କିଳା ପୁରାଇ ଦାଣ୍ଡରେ ବୁଲାଇବା କଥା ଚର ସଳା

  • @sanataniodia1463
    @sanataniodia1463 2 роки тому +11

    ବିଜେଡି ର oppose re thila bodhe

  • @sumantasahoo494
    @sumantasahoo494 2 роки тому +5

    ଦେଖନ୍ତୁ ଭାଇ ଓଡ଼ିଶାରେ ଅନେକ ଦୁର୍ନୀତି ଭିତରୁ ଅଧିକାଂଶ ଦୁର୍ନୀତି ପୋଲିସ department ହିଁ କରୁଛି ଅନ୍ୟ ଜନ ସାଧାରଣ ଲୋକ କେହି ନୁହେଁ

  • @pradiptakubehera
    @pradiptakubehera 2 роки тому +9

    A small sample of Odisha Government.

  • @thirdeye9492
    @thirdeye9492 2 роки тому +15

    ପୁଲିସି ମନ୍ତ୍ରୀ କି ଟିକେ ପଚାର...😭😭😭

  • @kanhahomedecorating6602
    @kanhahomedecorating6602 2 роки тому +1

    କାଳେ କାଳେ ଧର୍ମର ହେବ ଜୟ ଜଗନ୍ନାଥ ହରିବୋଲ

  • @Kuna599
    @Kuna599 2 роки тому +6

    Unlimited corruption କରୁଥିଲା ବୋଧେ.
    Vigilance ଏବେ ମାତିଛି କିନ୍ତୁ କିଛି ଦିନ ପରେ ଚୁପ ହେଇଯିବ 🤪. ଏଇଟା ଭିତିରିଆ ଖେଳ ବା.

  • @jaymahakalproduction200
    @jaymahakalproduction200 2 роки тому +8

    Subu Sarakari babu officer mane chour samast ku CBI jaj heba dar kar au arest karu 🙏🙏🙏

  • @sbine1825
    @sbine1825 2 роки тому +1

    Thanki you Jay Odisa vizilancha

  • @subratsahoo4242
    @subratsahoo4242 2 роки тому +12

    Why this kind of raid happens before every election......only bjd can answer.
    To maintain honesty and to show honesty r two different things people should think.

    • @rashmiranjandash1980
      @rashmiranjandash1980 2 роки тому +1

      Election purba ru Panthi collection hauchii.... Election re Vote kina haba....

  • @JDOT22297
    @JDOT22297 2 роки тому +1

    କ'ଣ ହବ? ଦୁଇ ଦିନ ପରେ କ୍ଷମା ମିଳିଯୀବ ! କିଛି ହବନି ସବୁ ଫାର୍ସ

  • @udaybhanuroutray6430
    @udaybhanuroutray6430 2 роки тому +6

    Chora Sala odisha police

  • @dksimon2870
    @dksimon2870 2 роки тому +5

    Janku dharile kan heba sabu IIC and above ku dhara , sabu emiti bahariba

  • @bhagabanpradhan7500
    @bhagabanpradhan7500 2 роки тому +16

    Thanks Nabin Govt
    Very good vigilance👍💯

    • @pramodkumarkar9039
      @pramodkumarkar9039 2 роки тому +1

      Thanks to Mo Sarkar. Really a Police S.I can earn such huge property during his service period is no doubt eighths wonder. These corrupted servants are really head ache for the society.

  • @chittaranjanmohanta111
    @chittaranjanmohanta111 18 днів тому

    Thank to Vigelence Team

  • @mrganulolodia1491
    @mrganulolodia1491 2 роки тому +1

    ଅତିରିକ୍ତ ପୋଲିସ ଙ୍କ ଅତିରିକ୍ତ ଠକେଇ 😂

  • @skumarofficial8723
    @skumarofficial8723 2 роки тому +8

    Neta kale lila... offcer mane kale kila ....mo matare samastanka pain shame low anajau ki... kie kahapakhare kete property achhi sabura hisaba nia jau ...jana sadharana jananthu ki..kie kaha property re masgul...Jai Hind jay Bharat durniti ku hata jau durniti ru desha ku mukta kara jau..

  • @ajaysamal1195
    @ajaysamal1195 13 годин тому

    ସବୁ ଅଫିସର ମାନଙ୍କର ଧର

  • @bidyadharbehera846
    @bidyadharbehera846 2 роки тому +2

    ସଳା ଚୋର

  • @mukundasahoo1319
    @mukundasahoo1319 2 роки тому +1

    ଆରେ ଗଣ ମାଧ୍ୟମ ମାନେ ଟିକେ ବୁଝିବା ଜାଣିବା ଲୋକେ, ପୁଲିସ୍ ଅଧିକାରୀ ହେଲେ ସାନ ମାମୁଁ' ଅଧିକାରୀ ଙ୍କ ଅଧିକାରୀ ହେଲେ ବଡ଼ ମାମୁଁ, ଯଦି ସାନ ମାମୁଁ ଙ୍କ ର ଏତେ? ତେବେ ବଡ଼ ମାମୁଁ ଙ୍କ ର କେତେ,?, ଶହେ କେ ନବେ ଏହି ଦିଶା ର, ମନ୍ତ୍ରୀ ଙ୍କୁ ବ ଟି କମ୍ ହେବ ରୁ ଏ ଦଶା।🙏

  • @samarjitpatra4647
    @samarjitpatra4647 2 роки тому +30

    Thank you vigilance carry on it
    Don't stop it. It's a very good job to reducing the coroption.

  • @biswanathmohapatra1836
    @biswanathmohapatra1836 2 роки тому +27

    He is very confident that nothing will happen to him Tnx to our judicial system

  • @apurbabisoyi6268
    @apurbabisoyi6268 2 роки тому +4

    Neta mananka gharabi red mariba katha

  • @sumanthnath5372
    @sumanthnath5372 2 роки тому +4

    Selery au tk besi darkar

  • @prananathpati9976
    @prananathpati9976 2 роки тому +2

    ଯେତେବେଳେ ଲୁଟି ଚାଲିଥିଲେ ସେତେବେଳେ ଭିଜିଲାନ୍ସ କରୁଥିଲା କଣ? ନବୀନ - ପାଣ୍ଡିଆ ଗ୍ୟାଙ୍ଗ ଚାନ୍ଦା ନେଇ ଘୋଡେଇ ରଖିଥିଲେ। ଯେମିତି ଚାନ୍ଦା ବନ୍ଦ ହୋଇଗଲା ସେମିତି ଭିଜିଲାନ୍ସ ମାଡିବସିଲା। ଓଡ଼ିଶାରେ କେତେ ବଡ଼ ବଡ଼ ତ୍ରିନାଥ ଡାକୁ ଅଛନ୍ତି। ଏମାନେ ଧରାହେବେ କେବେ???

  • @sagarodisha
    @sagarodisha 2 роки тому +1

    Even Rich people can't afford it

  • @technicalrajeeb1372
    @technicalrajeeb1372 2 роки тому

    ନବୀନ ବାବୁ ରହିଲେ ଏମିତି ହବ

  • @ommsai7271
    @ommsai7271 2 роки тому +5

    Chora police

  • @lalatendupradhan4145
    @lalatendupradhan4145 2 роки тому

    ଭାଇ ଉପୁରି ଅଧିକ ହେଉଥିଲା ବୋଧ ହୁଏ...

  • @abhayakumardas7213
    @abhayakumardas7213 2 роки тому +5

    All corrupted officials should be severely punished which wii encourage honest officers.

  • @pandukhilla4291
    @pandukhilla4291 2 роки тому

    ସବୁ ବଟି ଆଦାୟ ଟଙ୍କା ସାଦାରଣ ଲକଙ୍କର ପଇସା ରେ ମସ୍ତି ଚାଲିଛି

  • @ranjitpal2059
    @ranjitpal2059 2 роки тому

    ବବୁ ଅତି ସୁନ୍ଦର ଲୋକ, ଟିକେ ରାଗି ଲୋକ, ସାମ୍ୱାଦିକ ଭାଇ ତାକୁ ଏମିତି ପଚାରିଲେ ରାଗିବା ସ୍ୱାଭିକ. ବାବୁଙ୍କର ନାଳୁଆ ଦେଷ ପ୍ରବଳ, ନାଳ ବାହାର କରିବା ତାଙ୍କର ବହୁତ ଅଭିଙ୍ଗ, ସାମ୍ୱାଦିକ ଭାଇ ଟିକେ ସମ୍ମାନ ଦେଇ ପଚାରିବା କଥା, ମୋ ତରଫରୁ ସାମ୍ୱାଦିକ ଭାଇଙ୍କୁ ଅନୁରୋଧ ଟିକେ ଦୂରେ ରୁହନ୍ତୁ କାହିଁକି ନା ଦରକାର ପଡିଲେ ଗୋଇଠା ଓ ଚାପୁଡା ମାରିବାକୁ ପଛାଇବେ ନାହିଁ୤ ବହୁତ ଲୋକଙ୍କୁ ଚାପୁଡା, ଗୋଇଠା ମାରିଛନ୍ତି. ଭିଜିଲାନ୍ସ୍ ବିଭାଗକୁ ବହୁତ ଧନ୍ୟବାଦ, ଏ ହାତକଡି ପକାଇ ବିଚ୍ ରାସ୍ତାରେ ଚଲାଇବା ଦରକାର.

  • @samuelchallan8596
    @samuelchallan8596 Рік тому

    ଓଡିଶାର ସରକାର ମରିଯାଇଛି

  • @KHERWALBAZAR
    @KHERWALBAZAR 2 роки тому

    ଏ ସବୁ ହେଲମେଟ ଚେକିଂ ପଇସା ଆଉ ମାସ୍କ ଚେକିଙ୍ଗ ପଇସା

  • @gupteswarpadhan3297
    @gupteswarpadhan3297 2 роки тому

    Midiaa Bhai dhanyabat

  • @snehapadhan9779
    @snehapadhan9779 2 роки тому +3

    Police means chor

  • @rajendrasahoo9363
    @rajendrasahoo9363 2 роки тому

    ମନ୍ତ୍ରୀ ମାନଙ୍କୁ କେବେ ହେବ

  • @snayak7837
    @snayak7837 2 роки тому +1

    ଏ ସବୁ ବଡ଼ ଚୋର , ଅଚିହ୍ନା ରୋଗରେ ମରିବେ ,

  • @Radhu1971
    @Radhu1971 2 роки тому +2

    Police person very powerful man ,so handle with care.
    God gift to him...
    First raid all vigilance department house.
    Every year end government should count all government servant house means good for society.

  • @krushnamohanprusty2728
    @krushnamohanprusty2728 Рік тому

    ଆପଣଙ୍କ ଉଚ୍ଚାଭିଳାଷ ହିଁ ଆପଣଙ୍କ ସମ୍ପତ୍ତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସ୍ବଭାବିକ । ଫଳତଃ କେବଳ ଆପଣଙ୍କ ସମ୍ପର୍କରେ ଆସୁଥିବା ଅଧିକାରୀ ମାନଙ୍କ ଇର୍ଷାର ପାତ୍ର ହୋଇ ଥାଇ ପାରନ୍ତି ?
    ଉକ୍ତ ସାମ୍ବାଦିକ ମାନଙ୍କୁ ପ୍ରଶ୍ନ, ଏ ଯାବତ୍ ଶାସକଦଳର କେତେଜଣ ଦୁର୍ନୀତି ଗ୍ରସ୍ତ ରାଜନେତାମାନଙ୍କ ସମ୍ପତ୍ତି ସମ୍ବନ୍ଧରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ?
    ଚାଟୁକାରିତା ଛାଡି ଜନହିତକର ପଦକ୍ଷେପକୁ ନିଜ ଗଣମାଧ୍ୟମରେ ସ୍ଥାନିତ କରନ୍ତୁ ।

  • @lalatendupradhan4145
    @lalatendupradhan4145 2 роки тому

    ଆରମ୍ଭ ରୁ କେମିତି ତଦନ୍ତ ହବ... ଆମ ନବୀନ ସରକାର ଜିନ୍ଦାବାଦ

  • @rameshkumarsahu5582
    @rameshkumarsahu5582 2 роки тому

    ଏ ସଲା ଚରି କରି ଗଣମାଧ୍ୟମ ଆଗରେ ଟାଣ ଦେଖାଉଚି

  • @user-um7gb1ol1z
    @user-um7gb1ol1z 9 днів тому

    Thank to Media for disclosing the matter which is praise worthy.You bravely highlight the real issues.This can check others not to dare and indulge foul means. When corruption will be checked then poverty will be removed. Poor people living in poverty and other powerful personnel living in luxury by earning in foul means is a matter of great regret and brings sorrows and sufferings breaking back bone of the society.
    With regards to the honest personnels struggling for checking corruption.The Government should give them soecial honour.
    Ganeswar Rout.

  • @pradeepsahu1304
    @pradeepsahu1304 2 роки тому +1

    ସରକାର କୁ ବୋଧେ ପଇସା ଦେଇନାହାନ୍ତି

  • @anonymousan5063
    @anonymousan5063 2 роки тому +1

    govt job is best way to enjoy life as a king .

  • @prasantodia2024
    @prasantodia2024 2 роки тому

    Thanks kanak news

  • @prasantakumarsamal373
    @prasantakumarsamal373 2 роки тому +2

    ଚୋର ପୁଲିସ ବାବୁ

  • @gobardhanbarik6616
    @gobardhanbarik6616 2 роки тому +2

    Odisha Police Sabu Chora....

  • @bikramsuansia2058
    @bikramsuansia2058 Рік тому

    Thanks for this type news

  • @subratkumaracharya8884
    @subratkumaracharya8884 2 роки тому +1

    He is a very good police officer
    His two son are working at abroad

  • @prasantadas2580
    @prasantadas2580 2 роки тому

    ଆମେମାନେ ମୁଠାଏ ଖାଇବା ପାଇଁ ଦିନରାତି ବହୁତ ପରିଶ୍ରମ କରି ବି, ସବୁଦିନ ଭାତ, ଡାଲି ବି ଖାଇ ପାରୁନ, ଆମ ସରକାର ମାଇଚିଆ

  • @hotelvishalresidency179
    @hotelvishalresidency179 2 роки тому +20

    Every government officials, either he is in class one or Cass four, every one should be inquired perfectly by vigilance department and every year..

  • @DipuLucky
    @DipuLucky 2 роки тому

    ଏତେ ସବୁ ହେଇ ଗଲା ଆଗରୁ ସୋଇ ଥିଲ

  • @byomakeshmishra4287
    @byomakeshmishra4287 21 годину тому

    Every police officer property should scan properly.

  • @sanjaypradhan8240
    @sanjaypradhan8240 2 роки тому

    ଏମିତି ବହୁତ ପୋଲିସ ଅଛନ୍ତି

  • @dipubishoy4876
    @dipubishoy4876 2 роки тому

    Thank you kanka newsa

  • @sunilchoudhury340
    @sunilchoudhury340 2 роки тому

    Waa good..salute

    • @Bandeutkaljanani
      @Bandeutkaljanani 2 роки тому

      ua-cam.com/users/shorts4ZgfT__gQBM?feature=share 🙏💐🕉️💥

  • @hemantkumarroutray407
    @hemantkumarroutray407 Рік тому

    ଏ ଭଦ୍ରବ୍ୟକ୍ତି ଏକାନୁହନ୍ତି ଏମିତି ଅନେକ ଅଛନ୍ତି ଏମାନେ ସବୁ ଗୋଟେ ଗୋଟେ ଚୋର , କିଛି ସୁଧାର ଆସିବନାହିଁ, ସବୁ ଦିନେ ପୋଲିସ ରୂପି ଚୋରକଂ କଥା ଆମେ ଶୁଣୁଛୁ,5T ର ସଫଳ ରୂପାୟନ ହେଇପାରିଲା ନାହିଁ କି ହୋଇ ପାରିବ ନାହିଁ କାରଣ ଖଜୁରୀ ଗଛର କିଗୁଣ ଗାଇବି.........

  • @mrganulolodia1491
    @mrganulolodia1491 2 роки тому

    ସେଥିରେ ମୋ Helmet fine ପଇସା ଥିବ... ଫେରେଇ ଦେବେ plz 😂

  • @chittabhola2917
    @chittabhola2917 2 роки тому

    Alu kholale Shure mahadev baharibe thank u kanak news

  • @auctionmoviehindi3201
    @auctionmoviehindi3201 2 роки тому +5

    Ma giha police officer ku giraf karajau salaku Geraf karajau 😡😡😡

  • @jyotiranjanjena3051
    @jyotiranjanjena3051 2 роки тому +2

    I heard this name in my childhood that time he was working in Nemalo P.S as a IIC.

  • @paltankt6504
    @paltankt6504 2 роки тому +2

    Sabu khaigale ....odisha Re Loka Khaibaku paunahanti ...hele amo officer sabu Kotipati....

  • @ayushbest8158
    @ayushbest8158 2 роки тому

    ସବୁ ଠାରେ ପିସିଦିଆ ବନ୍ଦ ହଉନି

  • @swarajkumarbej3768
    @swarajkumarbej3768 Рік тому

    ରାଗିଯାଉଛି କ'ଣ?ତା ଚୁଟିକୁ ଧରି ଘୋଷାଡିଦିଅ।ସବୁ ପୋଲିସ ଏହିପରି। କେହି ଭଲ ନୁହଁନ୍ତି।

  • @happysamal8173
    @happysamal8173 2 роки тому +2

    କଥାରେ ଅଛି ଚାକିରି କରିବ ପୋଲିସ ମାଛଖାଇବ ଇଲିସି ପୋଲିସ ବାବୁ ବୋଧେ ବଡ ଇଲିସି ଧରିଥିଲେ ତାପରେ ଇଲିସି ହଜମ ହେଲାନି ତାପରେ ଭିଜିଲାନ୍ସ ଜାଲରେ ପଡିଗଲେ....?

  • @madhusudanpraharaj5988
    @madhusudanpraharaj5988 2 роки тому +1

    Jay Jagannath pakod sab isse rakhe hey

  • @ashokmahanand8071
    @ashokmahanand8071 Рік тому

    ok thanks

  • @AjayKumar-rr2mv
    @AjayKumar-rr2mv 2 роки тому

    ସବୁ ଶାସକ ଦଳର ନେତା ମନ୍ତ୍ରୀ ଙ୍କୁ ହାତର କରି ଲୁଟି ଚାଲିଥିଲା ଏବେ ବୋଧ ହୁଏ ଦେବାନେବାରେ କିଛି ଗଡବଡ ହେଇଗଲା ତ ଭିଜିଲାସନ୍ସ ମାଡି ବସିଲା, ହେଲେ ଇଏ ଜଣେ ଖାଇ ଚାଲିଥିଲା ତଳ ଉପର ବାବୁ ସବୁ ସଚୋଟ ଥିଲେକି ? କିନ୍ତୁ ଭିଜିଲାସନ୍ସ ଅନ୍ୟ ଦିଗକୁ ତଦନ୍ତ କରିବନି, ତାକୁ ଯେତିକି କୁହା ହେଇଥିବ ସେ ସେତିକି କରିବ

  • @lalatendupradhan4145
    @lalatendupradhan4145 2 роки тому

    ବଡ ଲୋକ ଙ୍କୁ ଉତ୍ତର ନାହିଁ.

  • @shankarsanbehera1004
    @shankarsanbehera1004 2 роки тому +1

    Thank you vigilance

  • @m.rbiswajit9766
    @m.rbiswajit9766 2 роки тому

    ଜେଲ ଯିବା ଦରକାର

  • @mkpradhan2750
    @mkpradhan2750 2 роки тому +2

    😂😂😂 ନବୀନ ଜେଜ୍ କୁ ଚାନ୍ଦା ଦେଉନ୍ ଆଉ 😘😘 ଏବେ ବାମ୍ଫ୍ 😀😀😀 ନିଅ

  • @skmrasid3221
    @skmrasid3221 Рік тому

    Every police should enquiry by Vizananc

  • @funnytourwithyummyfoods4353
    @funnytourwithyummyfoods4353 2 роки тому

    ଏମିତି କେତେ ବାହାରିବେ,,,
    ଘରେ ଘରେ କୁଣିଆ ନା ନାନୀ ଢୁଳାଉଚି

  • @uhuh2140
    @uhuh2140 2 роки тому +2

    A1

  • @harishchandrahalba1353
    @harishchandrahalba1353 2 роки тому

    Thank you nanak news

  • @chandanbarik2980
    @chandanbarik2980 2 роки тому

    Prathame apanamanaku Mora dhanyabad je apanamane ahi pari news social media re present kariparuthibaru abanga kharap kama karuthiba loka mane sachetan hoijibe.

  • @dhaneswarojha5611
    @dhaneswarojha5611 Рік тому

    ଏ ଭଗିଆ କୁ କଳା ପାଣି ଦରକାର

  • @SaiKumar-nq2nz
    @SaiKumar-nq2nz 2 роки тому

    Good

  • @sanjibkumarsahoo1970
    @sanjibkumarsahoo1970 2 роки тому

    କଣପାଇଁ ରାଗି ଯାଉଛି, ଠିକ ରେ କହ. ଚୋର ମୁଁହ ଟାଣ. ବାନ୍ଧି କରି ଘୋଷାଡ଼ି ନିଅ