ପାଣ୍ଡିଆନ କହିଲେ, ବବି-ନବୀନ କାମ କରନ୍ତିନି...କେବଳ କଥା କୁହନ୍ତି ! || VK Pandian || Argus Digital

Поділитися
Вставка
  • Опубліковано 19 тра 2024
  • ସତ କହିଲେ ପାଣ୍ଡିଆନ । ବବି-ନବୀନ କେବଳ କଥାରେ ବିଶ୍ଵାସ କରନ୍ତି କାମରେ ନୁହେଁ। ଭାଇରାଲ ହେଲା ଭିଡିଓ !
    #VKPandian #bjd #ArgusDigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 317

  • @pabitramohandas6943
    @pabitramohandas6943 25 днів тому +34

    ଓଡ଼ିଶାର ଲୋକ ମଧ୍ୟ ମାଗଣା ଖାଇବାକୁ ପସନ୍ଦ କରନ୍ତି l କାମ କରିବାକୁ କୁଣ୍ଠିତ l

  • @jkkj6288
    @jkkj6288 25 днів тому +57

    ଆ ଆ ପାଣ୍ଡିଆ ବାଟକୁ ଆ । ଆଉ ସିଧା ସିଧା ତୋ ରାଜ୍ୟକୁ ପଳା

  • @mindfreshdilkhush8575
    @mindfreshdilkhush8575 25 днів тому +60

    ହନୁ ମଲା ବେଳେ ସତ କହେ 😅😅

  • @sanatkumar3113
    @sanatkumar3113 25 днів тому +29

    ବିଜେଡି ପ୍ରଚାର ବହୁତ କାମ ଶୂନ। ସତ କେବେ ଲୁଚି ରହେନା।

  • @ajayaprusty8725
    @ajayaprusty8725 25 днів тому +15

    ଶେଷରେ ସତ କହିଲ, ସତ କେବେ ଲୁଚି ରହେନି

  • @bijayamahanty8927
    @bijayamahanty8927 25 днів тому +15

    ସତ କେବେ ଲୁଚି ରହେନା

  • @soumyaranjanbehera8329
    @soumyaranjanbehera8329 25 днів тому +29

    ହନୁ ମଲା ବେଳେ ସତକହିଲ

  • @UdayaRana-ms8jx
    @UdayaRana-ms8jx 25 днів тому +14

    ବୁଢା ନବୀନ କୁ ବହୁତ ସମୟ ଦେଲୁ
    ଆଉ ନୁହଁ ଏବେ ସମୟ ଆସିଛି ବିଜେପି କୁ ମାତ୍ର 5 ବର୍ଷ ପାଇଁ ସମୟ ଦେବାକୁ ଚାହୁଁଛନ୍ତି ଓଡିଶା ବାସୀ
    ପୃଥିବୀ ରେ ଭାରତ କୁ ଅନ୍ୟ ଦେଶ ଗୁଡିକ ଡ଼ରିକି ଲୁଚିଛନ୍ତି
    ହେଲେ ଭାରତ ରେ ଓଡିଶା କୁ ଭାରତ ର ଗୋଟେ ରାଜ୍ୟ ବି ଅନାଉ ନାହାନ୍ତି
    ଏବେ ବି ସମୟ ଅଛି ଓଡିଶା ବାସୀ ତାମିଲନାଡ଼ୁର ଅସୁର କୁ ତାମିଲନାଡ଼ୁ କୁ ପଠେଇଦେବା
    ଟିକେ ଭାବ ଏଡ଼େ ବଡ଼ ଓଡିଶା ରେ ସାଢେ ଚାରିକୋଟି ଓଡ଼ିଆ ଙ୍କ ମଧ୍ୟରୁ କେବଳ ଜଣେ ବି ଯୋଦ୍ଧା ନାହିଁ କି ?
    ଯେ ତାମିଲନାଡ଼ୁ ର ଗୋଟିଏ ସ୍ୱାର୍ଥପର ମଣିଷ ଓଡିଶା କୁ ଶାସନ କରିବ
    ଏହି କଥା ଠାରୁ ଆଉ ଲଜ୍ୟା ଜନକ ବିଷୟ ଓଡିଶା ପାଇଁ ଆଉ କଣ ଅଛି
    ତାମିଲ୍ ଅସୁର ର ବ୍ୟବହାର କୁ ଟିକେ ଭଲ କି ଦେଖ
    ସେ ମାତ୍ର ଚାକିରିଆ ଟେ ହୋଇ ଓଡିଶା ର ଲୋକଙ୍କୁ ତ ତା ଦେହର ଝାଳ ପିଆଇସାରିଲାଣି
    ଆଉ ଓଡିଶା ର ନେତା ମନ୍ତ୍ରୀ ଙ୍କୁ ତ ତାମିଲ ଅସୁର ଶୋଇବାକୁ ଦେଉନାହିଁ
    ଶେଷରେ ଦେଶର ପ୍ରଧାନ ମନ୍ତ୍ରୀ ଙ୍କ ମୁଣ୍ଡ ରେ ବସି ସାରିଲାଣି
    ଆଉ ଏ ଅସୁର ଯଦି ଓଡିଶା ର ମୁଖ୍ୟମନ୍ତ୍ରୀ ହୁଏ ତାହେଲେ ଓଡ଼ିଶାବାସୀ ଙ୍କ ଅବସ୍ଥା କଣ ହେବ ଟିକେ ଭାବି କି ଦେଖ ଆଉ ଅନ୍ୟ ଲୋକଙ୍କୁ ମଧ୍ୟ କୁହ ଏବେ ବି ସମୟ ଅଛି ଆଉ କିଛି ଦିନ ପରେ କିଛି ନ ଥିବ ଭାରତ ରେ ଇଂରେଜ୍ ଶାସନ୍ ପରି ଓଡିଶା ରେ ତାମିଲ ଶାସନ ଥିବ
    ଏବେ ବି ବହୁତ ସମୟ ଅଛି ଭାବିଚିନ୍ତି କି ଭୋଟ ଦେବାକୁ
    ତାମିଲ ଅସୁର ର ପାୱାର ଦେଖିଲେ ସବୁ ଜଣାପଡୁଛି

  • @user-ws9ej1wr1c
    @user-ws9ej1wr1c 25 днів тому +9

    Thanks pandu

  • @pradeepsahu29956
    @pradeepsahu29956 25 днів тому +19

    Right katha kahila

  • @binayakumarsethi6114
    @binayakumarsethi6114 25 днів тому +20

    ଘୋଷା ବଳଦ , କହିଲା ବେଳେ ଯାହା ମନେ ପଡିଲା କହିଦେଲେ ପାଣ୍ଡୁ ବାବୁ

  • @kishordhal9417
    @kishordhal9417 25 днів тому +4

    Thanks for telling truth.

  • @bantybabafakir8890
    @bantybabafakir8890 25 днів тому +14

    Pandu Jail Jibu Jharapada

  • @sabyasachibarad
    @sabyasachibarad 25 днів тому

    ଓଡ଼ିଶା ବିକାଶ ରେ ବିଶେଷ ଅବଦାନ ରହିଛି ଆମ ପ୍ରିୟ ମୁଖୟମନ୍ତ୍ରୀ ଓ vk pandian sir ଓ ବବି ଭାଇଙ୍କର

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ଅଯଥା ବିଶୃଙ୍ଖଳା କରିବାରେ ବ୍ୟସ୍ତ ରୁହେ ଯାହା ପାଇଁ ନିର୍ବାଚନରେ ପରାଜୟ ହୁଏ

  • @user-vl2bt3bu7y
    @user-vl2bt3bu7y 25 днів тому +4

    Right 👍

  • @brajakishorepadhi4022
    @brajakishorepadhi4022 25 днів тому +2

    ନବୀନ ପଟ୍ଟନାୟକ ର ପ୍ରପଂଚ, ପ୍ରତାରଣା, ଛଳନା ତା ରକ୍ତ ରେ ଅଛି।

  • @sabyasachibarad
    @sabyasachibarad 25 днів тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସମଗ୍ର ଓଡ଼ିଶା ବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ରହିଛି

  • @user-fp9se7oj3p
    @user-fp9se7oj3p 25 днів тому +2

    Mr. Pandian says true.😂😂😂😂😂😂😂

  • @piyushrajkumar15
    @piyushrajkumar15 25 днів тому

    ତାମିଲ ବାବୁ ସତ କଥା କହିଥିବାରୁ ଧନ୍ୟବାଦ

  • @99Boss328
    @99Boss328 25 днів тому

    ବହୁତ୍ ଭଲ କଥା
    କହିଲେ sir

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଆଜି ଓଡ଼ିଶା ବାସୀ ସମାଜରେ ସମ୍ମାନ ସହିତ ବଞ୍ଚୁଛନ୍ତି ତାହା କେବଳ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ

  • @sankatamochanahanuman9536
    @sankatamochanahanuman9536 25 днів тому +9

    Bjd hariba

  • @ten44gamingshort5
    @ten44gamingshort5 25 днів тому +1

    Right

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    କଥା ନୁହେଁ କାମରେ ବିଶ୍ବାସ କରୁଥିବା ବଳିଷ୍ଠ ବ୍ୟକ୍ତିତ୍ୱ। ଉନ୍ନତି ପାଇଁ ତାଙ୍କ ଭିତରେ ଉଦ୍ୟମର ଅସୀମ ଉର୍ଜା..

  • @prangyachoudhury263
    @prangyachoudhury263 24 дні тому

    ଶଙ୍ଖ 💚💚

  • @prangyachoudhury263
    @prangyachoudhury263 24 дні тому

    ମୋ ଓଡିଶା ନବୀନ ଓଡ଼ିଶା💚

  • @amareswarjena5595
    @amareswarjena5595 25 днів тому

    Jay jagannath Jay bjd Jay nabin

  • @user-xb8ci6rl4k
    @user-xb8ci6rl4k 25 днів тому

    Thanks Pandu ok

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ନବୀନ ବାବୁ ଓଡିଶା ପାଇଁ ଯୋଉ ସବୁ ବିକାଶ କରିଛନ୍ତି ତାହାର ସମସ୍ତ କଥା ସ୍ୱର୍ଣ ଅକ୍ଷର ରେ ଲେଖା ହେବ l ତାଙ୍କର ଏ ସବୁ କାର୍ଯ୍ୟ ପାଇଁ ଓଡିଶାର ଜଣ ସାଧାରଣା ତାଙ୍କୁ କୋଟି ଧନ୍ୟବାଦ ଜଣାଉଛି

  • @sarojakumarswain1590
    @sarojakumarswain1590 25 днів тому

    Woh pandian sir apan thik kahuchanti aapanaku tq

  • @sabyasachibarad
    @sabyasachibarad 25 днів тому

    ଏ ମିଥ୍ୟା ଅପପ୍ରଚାର କଲେ କଣ ହେବ ଆମ ନବୀନଙ୍କ ପ୍ରତି ଏତେ ଭୟ ଯେ ସ୍ଵୟଂ ପ୍ରଧାନ ମନ୍ତ୍ରୀ ୪ ଥର ଆସି ଅନେକ କେନ୍ଦ୍ରମନ୍ତ୍ରୀ 4 ମୁଖ୍ୟ ମନ୍ତ୍ରୀ ଆସୁଛନ୍ତି ତାଙ୍କୁ ସାମ୍ନା କରିବାକୁ

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଆଜି ଓଡିଶା ର ଯେଉଁ କୋଟିଏ ମହିଳା ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅବଦାନ ପାଇଁ

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଓଡିଶା ଆଜି ଅଭାବୀରୁ ପ୍ରଭାବୀର ପରିଚୟ ପାଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ

  • @prasannaparida3383
    @prasannaparida3383 25 днів тому

    Thank you pandiyan ସତ କଥା କହିଥିବାରୁ ବହୁତ ଧନ୍ୟବାଦ

  • @Rashmi_Rekha_7777
    @Rashmi_Rekha_7777 25 днів тому

    ନିଷ୍ପତି ଯାହା ହେଉ ଆମ ସମର୍ଥନ ସର୍ବଦା ମୁଖ୍ୟ ମନ୍ତ୍ରୀ ଙ୍କ ପାଇଁ ରହିଛି।

  • @prangyachoudhury263
    @prangyachoudhury263 24 дні тому

    ଲୋକଙ୍କ ଆବଶ୍ୟକତା ପୂରଣ କରିବା ତଥା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଓଡିଶାର ଏକମାତ୍ର ସରକାର ହେଉଛି ବିଜେଡି ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଜମିର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି

  • @sanjayaparida5044
    @sanjayaparida5044 25 днів тому +4

    Right pande

  • @BgmiAkm-ke2oh
    @BgmiAkm-ke2oh 25 днів тому

    His unparalleled commitment to serving the people through his creations is unforgettable to the people of Odisha, who hold deep reverence for him and his contributions.

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଓଡ଼ିଶାର ଲୋକଙ୍କ ପାଇଁ ଜନକଲ୍ୟାଣ କାରି ଯୋଜନା ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଏବେ ନବୀନ ପଟ୍ଟନାୟକଙ୍କ ସବୁଠୁ ବଡ ପ୍ରାଥମିକତା

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ଆଜି 5T ସଚିବ ଙ୍କୁ ସାଧାରଣ ଜନତା ଙ୍କୁ ଭଲ ପାଇବା ଶିଖାଇଛି!

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଓଡ଼ିଶାବାସୀ ନବୀନବାବୁଙ୍କ ବିକାଶ ମୂଳକ କାର୍ଯ୍ୟରେ ଖୁସି ଅଛନ୍ତି l ସେମାନେ ପୁଣି ଥରେ ନବୀନ ବାବୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବେ

  • @sabyasachibarad
    @sabyasachibarad 25 днів тому

    ବିରୋଧୀ ଙ୍କ ବିରୋଧ ନବୀନ ଙ୍କ ବିକାଶ ର ଅସ୍ତ୍ର ପରି କାର୍ଯ କରୁଛନ୍ତି ନବୀନ ପଟ୍ଟନାୟକ

  • @FBSOUMYA143
    @FBSOUMYA143 25 днів тому

    ଅଧିକାରୀ ସେମାନଙ୍କ କାମ କରିବାକୁ ଆସିଥିଲେ, ନିର୍ବାଚନ ବେଳେ ସବୁ ଗାଡି ଚେକିଂ ହୁଏ ଏଥିରେ କିଛି ନୂଆ କଥା ନାହିଁ।କିନ୍ତୁ ପାଣ୍ଡିଆନ ସଚୋଟ ଏବଂ ସତ୍ୟବାଦୀ ଲୋକ ବୋଲି ଯାଞ୍ଚ ପରେ ଜଣା ପଡିଛି।

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ବିଜୁ ଜନତା ଦଳ ସଶକ୍ତ ଏବଂ ସମୃଦ୍ଧ ଦଳ ଅଞ୍ଚଳିକ ଦଳ ହୋଇ ମଧ୍ୟ ତାର ଜନ କଲ୍ୟାଣ ଯୋଜନା ପାଇଁ ଆଜି ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଶାସନ କରି ଆସୁଛି

  • @Rashmi_Rekha_7777
    @Rashmi_Rekha_7777 25 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ କେବେବି ଓଡିଶା ବାସୀ ଙ୍କ ସହିତ ମିଛ ଓ ଛଳନା ର ଖେଳ ଖେଳି ନାହାନ୍ତି!

  • @ahalyaSahu-ch9bz
    @ahalyaSahu-ch9bz 25 днів тому

    Good sat manil

  • @Rashmi_Rekha_7777
    @Rashmi_Rekha_7777 25 днів тому

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ପ୍ରତି ପରିସ୍ଥିତିରେ ରହି ଓଡ଼ିଶାବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l

  • @RamaBehera-vr8qj
    @RamaBehera-vr8qj 25 днів тому

    ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ବିଜେପି ଦଳ ସବୁବେଳେ କିଛି ନା କିଛି ପ୍ରସଙ୍ଗ କୁ ନେଇ ହୀନ ରାଜନତି କରିବାକୁ ଚେଷ୍ଟା କରେ ।

  • @prangyachoudhury263
    @prangyachoudhury263 24 дні тому

    ଓଡିଶାର ଅଗ୍ରଗତି, ପ୍ରଗତିର ବାହକ ବିଜେଡି। ପରିବର୍ତ୍ତନର ଏହି ପ୍ରଚଳିତ ଧାରାରେ ଦଳ ଓଡ଼ିଶାବାସୀଙ୍କ ପ୍ରେମ, ସମ୍ମାନ, ପ୍ରେମ ଏବଂ ଆଶୀର୍ବାଦ ସହିତ ସେବା କରିଛି। ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ... ଏହା ସଦସ୍ୟମାନଙ୍କର ଉଦ୍ଦେଶ୍ୟ

  • @FBSOUMYA143
    @FBSOUMYA143 25 днів тому

    ଦିବା ସ୍ୱପ୍ନ ଦେଖୁଛି ଭାରତିୟ ଜନତା ପାର୍ଟି

  • @RamaBehera-vr8qj
    @RamaBehera-vr8qj 25 днів тому

    ଓଡ଼ିଶାରେ ଯେତିକି ବିକାଶ ହେଉଛି ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଭି କେ ପଣ୍ଡିଆନ ସାର ଙ୍କ ସମିକ୍ଷା ବଳରେ ହେଉ ଛି ।

  • @FBSOUMYA143
    @FBSOUMYA143 25 днів тому

    ଯେତେ ଚେଷ୍ଟା କଲେ କଣ ହବ ପାଣ୍ଡିଆନ ଭଳି ସଚୋଟ ଲୋକଙ୍କ ର କିଛି ବି ଅସୁବିଧା ହବନି।

  • @Pradip2282
    @Pradip2282 25 днів тому +1

    ମାଙ୍କଡ ହାତରେ ଶାଳଗ୍ରାମ ନଚେଇ ନଚେଇ ଗଲା ପ୍ରାଣ

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଓଡିଶା ବାସୀ ଙ୍କ ପାଇଁ ଆଜି 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଜଣେ ଆଦର୍ଶ ରାଜନେତା ହିସାବ ରେ ଗ୍ରହଣୀୟ ହୋଇ ସାରିଛନ୍ତି!

  • @chitraguptadas2921
    @chitraguptadas2921 25 днів тому

    ସବୁବେଳେ ମିଛ କହୁଥିବା ପାଣ୍ଡିଆନ ଏଇଥରକ ନବୀନ ବବିଙ୍କ ବିଷୟରେ ସତ କହିଛନ୍ତି

  • @FBSOUMYA143
    @FBSOUMYA143 25 днів тому

    5t ଅଧ୍ୟକ୍ଷ ଙ୍କ ଦ୍ଵାରା ସ୍କୁଲ ଓ କଲେଜ ରୂପ ରଙ୍ଗ ଆଗ ଅପେକ୍ଷା ନବୀକରଣ ହେବାକୁ ଯାଉଛି ଏହା ନବୀନ ବାବୁଙ୍କ ଦୂର ଦୃଷ୍ଟି ପାଇଁ ସମ୍ଭବ ହୋଇ ପାରିଛି l

  • @Manas_Bhoi
    @Manas_Bhoi 25 днів тому

    BJD ନବୀନ ହଟାଅ ଓଡ଼ିଶା ବଞ୍ଚାଅ👈👈👈

  • @prangyachoudhury263
    @prangyachoudhury263 24 дні тому

    କେବଳ ନିଜ ରାଜନ political ତିକ ଅଭିଳାଷ ଦ୍ୱାରା ପରିଚାଳିତ ରାଜ୍ୟ ସରକାରଙ୍କ ବିରୋଧରେ ଲଗାତାର ଯୋଜନା ପାଇଁ ବିରୋଧୀଦଳର ନେତାମାନେ ବହୁ ମାନ୍ୟତା ପାଇଛନ୍ତି। ଅପରପକ୍ଷେ, ଓଡିଶାବାସୀଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧରେ ବିଜେଡି ସ୍ଥିର ରହିଛି।

  • @EshaanMahapatra
    @EshaanMahapatra 25 днів тому

    ବିରୋଧୀ ମାନେ ଅପପ୍ରଚାର ଏବଂ ତଳେ ପକେଇବାକୁ ମଧ୍ୟ ଚେଷ୍ଟା କରିବେ ହେଲେ ଆମ ନବୀନ ବାବୁ ପୁଣି ମୁଖ୍ୟମନ୍ତ୍ରୀ ହେଇ ଆମରି ପାଖରେ ରହିବେ ଆଉ ଆମ ପାଇଁ ବହୁତ ଭଲ କାମ କରିଚାଲିବେ।

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଜଣେ ଜନସେବକ ହିସାବ ରେ ନିଜକୁ ଭି କେ ପାଣ୍ଡିଆନ ସାରା ଓଡିଶା ରେ କେବଳ ନୁହେଁ ସାରା ଦେଶ ରେ ପରିଚିତ କରି ପାରିଛନ୍ତି!

  • @Rashmi_Rekha_7777
    @Rashmi_Rekha_7777 25 днів тому

    ଲୋକ ମାନେ ବହୁତ ସରଳ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ବିଶ୍ୱାସ କରନ୍ତି ଯାହା ମୁଖ୍ୟମନ୍ତ୍ରୀ କେବେବି ଭାଙ୍ଗିବାକୁ ଦେବେ ନାହିଁ!

  • @EshaanMahapatra
    @EshaanMahapatra 25 днів тому

    ବିରୋଧୀ ମାନେ ଯେତେ ମିଛ ପ୍ରଚାର କଲେ ବି 2024ରେ ଶଙ୍ଖ ଧ୍ଵନି ବାଜିବ ହିଁ ବାଜିବ। ଜୟ ନବୀନ ବାବୁ

  • @FBSOUMYA143
    @FBSOUMYA143 25 днів тому

    ଓଡିଶା ପଛୁଆ ରହୁ, ସମସ୍ତେ ଅନ୍ଧାରରେ ରୁହନ୍ତୁ ଏହା ହିଁ ଚାହେଁ ବିଜେପି।

  • @RamaBehera-vr8qj
    @RamaBehera-vr8qj 25 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଇଛା ଶକ୍ତି ଓ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ପରିଶ୍ରମ ଆଜି ଓଡିଶା ଏକ ଅଗ୍ରଣୀ ରାଜ୍ୟ ରେ ପରିଣତ ହୋଇଛି l

  • @rockboykrishna
    @rockboykrishna 25 днів тому +1

    Good job pandu

  • @gorachandsahoo2350
    @gorachandsahoo2350 25 днів тому +8

    Tamil chora

  • @EshaanMahapatra
    @EshaanMahapatra 25 днів тому

    Argus news ଏହି ସବୁ ମିଛରେ ଲୋକଙ୍କୁ ମତେଇ ବିଜେପି କଥା ରେ ପୋଷ୍ଟ କରୁଛି ଲୋକଙ୍କୁ ହଇରାଣ କରୁଛି

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ମୁଖ୍ୟମନ୍ତ୍ରୀ ଙ୍କ ଭିଜନ କୁ ରୂପରେଖ ଦେଉଛନ୍ତି 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ମାନ୍ୟବର ଭି କେ ପାଣ୍ଡିଆନ ବାବୁ ଏସବୁ ବିରୋଧୀଙ୍କୁ ଅସହ୍ୟ ହେଉଛି

  • @prangyachoudhury263
    @prangyachoudhury263 24 дні тому

    ବିରୋଧୀ ଦଳର ନେତାମାନେ ଶବ୍ଦ ଅପେକ୍ଷା କାର୍ଯ୍ୟରେ ଅଧିକ ବିଶ୍ believe ାସ କରନ୍ତି, ସେଥିପାଇଁ ସେମାନଙ୍କର ସମସ୍ତ ଯୋଜନା ଶବ୍ଦରେ ରହିଥାଏ

  • @Rashmi_Rekha_7777
    @Rashmi_Rekha_7777 25 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ନିଷ୍ପତି ନେବେ ଓଡିଶା ର ଉର୍ନତି ପାଇଁ ନେବେ ଏବଂ ଏବେ କରାଯାଉଥିବା ସବୁ କଥା ମିଥ୍ୟା ଏବଂ ଗୁଜବ ଅଟେ ଏହା ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ ବାବୁ l

  • @EshaanMahapatra
    @EshaanMahapatra 25 днів тому

    ଅପାରଗ ବିଜେପି ଦଳ ନିଜର ସ୍ଥାୟୀତ୍ୱ ହରାଇ ସାରିବା ପରେ କିଛି ରାସ୍ତା ନପାଇ ଅନ୍ୟ ଉପରକୁ ଆଙ୍ଗୁଠି ଉଠାଇ ଏଭଳି ନୂଆ ନୂଆ କାହାଣୀ ପ୍ରସ୍ତୁତ କରୁଛନ୍ତି ।

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଜନତାଙ୍କ ଆଖି ଧୂଳି ଦେବାରେ ଓଡିଶା ବିଜେପି ସେଥିରେ ମାହିର, ଏହାକୁ ଓଡ଼ିଶାବାସୀ ଜାଣିସାରିଛନ୍ତି

  • @sabyasachibarad
    @sabyasachibarad 25 днів тому

    ଯେତେ ବି ପ୍ରୟାସ କଲେ ବିଜୁ ଜନତା ଦଳକୁ ବିରୋଧ କରିବାକୁ କିଛି ଫଳପ୍ରଦ ହେବନି

  • @sabyasachibarad
    @sabyasachibarad 25 днів тому

    ଆମ ନବୀନ ବାବୁ କେବଳ କାମରେ ବିଶ୍ୱାସ କରନ୍ତି କଥା ରେ ନୁହେଁ । ଯାହା କୁହନ୍ତି ତାହା କରିକି ଦେଖାନ୍ତି

  • @EshaanMahapatra
    @EshaanMahapatra 25 днів тому

    Both our dear chief minister Naveen Patnaik and Bobby Bhai have always worked for the development of odisha

  • @Rashmi_Rekha_7777
    @Rashmi_Rekha_7777 25 днів тому

    ବିରୋଧୀ ବିଜେପି ଦଳ ର ନେତା ମାନେ କରୁଥିବା ମିଥ୍ୟା ପ୍ରଚାର କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ମନା କରିଛନ୍ତି l

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଓଡ଼ିଶା ସବୁ କ୍ଷେତ୍ରରେ ସଫଳତାର ପାହାଚ ଛୁଇଁ ପାରିଛି ଓଡ଼ିଶାରେ ସବୁବଳେ ନବୀନ ଙ୍କ ଇଞ୍ଜିନି ଚାଲିବ

  • @Rashmi_Rekha_7777
    @Rashmi_Rekha_7777 25 днів тому

    ରାଜ୍ୟର ଏକ ମାତ୍ର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ ଯିଏ ଓଡ଼ିଶାର କେବଳ ଉନ୍ନତି କଥା ଚିନ୍ତା କରି ଥାନ୍ତି।

  • @RamaBehera-vr8qj
    @RamaBehera-vr8qj 25 днів тому

    ବିଜୁ ଜନତା ଦଳ ର ନିର୍ବାଚନୀ ପ୍ରଚାର କୁ ନେଇ ବିଜେପି ଦଳ ହାରିବା ଭୟରେ ବିଚଳିତ ହୋଇ ପଡ଼ିଲାଣି ।

  • @EshaanMahapatra
    @EshaanMahapatra 25 днів тому

    ଭିକେ ପାଣ୍ଡିଆନ 5t କାର୍ଯ୍ୟ କ୍ରମ ଦ୍ୱାରା ରାଜ୍ୟରେ ଉନ୍ନତି କରିଚାଲି ଛନ୍ତି ଏହି ସବୁକୁ ଦେଖି ବିରୋଧୀ ସହି ନପାରି ଏମିତି ମିଛ ଖବର ପ୍ରଚାର କରୁଛି।

  • @sabyasachibarad
    @sabyasachibarad 25 днів тому

    ଏଭଳି ମିଥ୍ୟା ଅପପ୍ରଚର୍ କିଛି ବି ଫରକ୍ ପଡିବନି ବିଜୁ ଜନତା ଦଳ ପ୍ରତି

  • @sabyasachibarad
    @sabyasachibarad 25 днів тому

    ବିଜେପି ଦଳ ଭଳି ମିଥ୍ୟା ପ୍ରତିଶୃତି ଦେଉନାହିଁ ବିଜୁ ଜନତା ଦଳ।ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କାମରେ କରିକି ଦେଖାନ୍ତି

  • @BgmiAkm-ke2oh
    @BgmiAkm-ke2oh 25 днів тому

    Odisha's progress, the bearer of progress, BJ. In this prevailing trend of change, the party has served with the love, respect, love and blessings of the people of Odisha. This campaign will continue further... It is the intention of the members

  • @EshaanMahapatra
    @EshaanMahapatra 25 днів тому

    ନବୀନ ବାବୁଙ୍କ ନିର୍ମଳ ପ୍ରତିଛବି ସାମ୍ନାରେ ବିରୋଧୀଙ୍କ ସବୁ ପ୍ରୟାସ ବିଫଳ ହୋଇଯିବ ।

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ସାଢେ ୪ କୋଟି ଓଡିଆଙ୍କ ପ୍ରତି ନିସ୍ୱାର୍ଥପର ସେବା ଓ ଅସାଧାରଣ ନେତୃତ୍ୱ ହିଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଘରେ ଘରେ କରିଛି ଲୋକପ୍ରିୟ ।

  • @prangyachoudhury263
    @prangyachoudhury263 24 дні тому

    ତାଙ୍କ ସୃଷ୍ଟି ମାଧ୍ୟମରେ ଲୋକଙ୍କ ସେବା କରିବା ପାଇଁ ତାଙ୍କର ଅପୂର୍ବ ପ୍ରତିବଦ୍ଧତା ଓଡ଼ିଶାର ଲୋକମାନଙ୍କ ପାଇଁ ଅବିସ୍ମରଣୀୟ, ଯେଉଁମାନେ ତାଙ୍କ ପାଇଁ ଏବଂ ତାଙ୍କ ଅବଦାନ ପାଇଁ ଗଭୀର ସମ୍ମାନ କରନ୍ତି |

  • @Rashmi_Rekha_7777
    @Rashmi_Rekha_7777 25 днів тому

    ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର ।ଓଡିଶା ମାଟିରେ ବିକାଶର ବିନ୍ଧାଣୀ ସାଜି ଗୋଟେ ପରେ ଗୋଟେ ବିକାଶମୁଖୀ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା

  • @dasashok599
    @dasashok599 25 днів тому +6

    Bjp

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ବିଜେପି ଦଳ ନାଟକ କରିବା ରେ ଏକ ନମ୍ବର l ରାଜନୀତିକ ଡ୍ରାମା ବିଜେପି କେମିତି କରେ ତାହା ସାରା ଓଡିଶା ବାସୀ ଜାଣିଛନ୍ତି

  • @krutibashmohanta968
    @krutibashmohanta968 25 днів тому

    ସତ ବେଶି ଦିନ ଲୁଚି ରହେନି

  • @Sagarpatra202
    @Sagarpatra202 25 днів тому +3

    Kete au acting Kariba pandu , real character ku pasigala

  • @RamaBehera-vr8qj
    @RamaBehera-vr8qj 25 днів тому

    ଓଡ଼ିଶାରେ 5Tଆସିବା ଫଳରେ ରାଜ୍ୟର ସବୁ କ୍ଷେତ୍ର ରେ ବିକାଶ ହୋଇଛି ଏକ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହେବାକୁ ଯାଉଛି, ଓଡ଼ିଶା 'ଏହା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦୃଢ଼ ନେତୃତ୍ୱ ବଳରେ ସମ୍ଭବ ହୋଇଛି

  • @GaneshMunda-qy2rh
    @GaneshMunda-qy2rh 25 днів тому

    ❤❤

  • @amareswarjena5595
    @amareswarjena5595 25 днів тому

    Odisha basi nka abasyakata sabubele purana karisanti amara priya Nabin Babu

  • @prasantKumarNayak-sm1os
    @prasantKumarNayak-sm1os 25 днів тому

    ଓଡ଼ିଶା ତଥା ଓଡ଼ିଶାର ଅଗଣିତ ଜଣ ସାଧାରଣଙ୍କ ପାଇଁ ବିଜୁ ଜନତା ଦଳର ଯୋଉ ସେବା ଓ ସମର୍ପଣ କରିଛି ତାହାର ବର୍ଣ୍ଣନା ନାହିଁ

  • @Rashmi_Rekha_7777
    @Rashmi_Rekha_7777 25 днів тому

    ଓଡିଶା ର ବିକାଶ ଓଡିଶା ବାସୀ ଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରନ୍ତି ଓଡିଶା ବାସୀ ତାକୁ ଖୁସି ରେ ମାନି ନେଇଛନ୍ତି.