These Officers Allegedly Looted Lands in Odisha During BJD Government | Odisha Corruption

Поділитися
Вставка
  • Опубліковано 14 чер 2024
  • ନବୀନ ସରକାରରେ ଭୁବନେଶ୍ଵରରେ ଏକର ଏକର ଜମି ହଡପ କରିଥିଲେ ବଡ଼ବାବୁ । ଏବେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଖୋଲୁଛି ଗୁମର
    #ArgusDigital #OdishaPolitics #Argusdigitalpolitics #Vkpandian #corruption
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    These Officers Allegedly Looted Lands in Odisha During BJD Government | Odisha Corruption
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 227

  • @akshayasahu1858
    @akshayasahu1858 4 дні тому +87

    ଏମାନଙ୍କୁ ଆଜୀବନ ଜେଲ୍

  • @manassethi7940
    @manassethi7940 4 дні тому +82

    ସେଥି ପାଇଁ ନବୀନ ନୋ ୧ cm ହୋଇପାରିଥିଲେ

  • @jsofficial1441
    @jsofficial1441 4 дні тому +32

    ଏମାନଙ୍କର ଉପରେ ED ଲଗାଯାଉ

  • @rajjena4219
    @rajjena4219 4 дні тому +63

    ଏସବୁ ଦେଖିଲା ପରେ ଲାଗୁଛି ଝାରପଡ଼ା ଜେଲ୍ sufficient ନୁହୋ। ସ୍ଵତନ୍ତ୍ର ଜେଲ୍ ର ଆବଶ୍ୟକ

  • @jayjagannath2569
    @jayjagannath2569 4 дні тому +14

    ସବୁ ଜମି ସରକାର ଛଡେଇ ଅନାନ୍ତୁ, ଆଉ ଏଇ ଅଫିସର ମାନଙ୍କୁ ଜେଲ ପଠେଇ ଦିଅନ୍ତୁ

  • @b.n.education2353
    @b.n.education2353 4 дні тому +18

    ନବୀନ୍ ଖାଲି ମାଲ୍ ଖାଇ ଶୋଇଲେ |ଲଜ୍ଜା ହୀନ CM

  • @manasmohapatra7874
    @manasmohapatra7874 4 дні тому +45

    Action କଣ ଏମାନଙ୍କୁ ଗିରଫ କରି ଜେଲ ପଠାଯାଉ ଓ ଲୁଟି ନେଇଥିବା ଜମି ଓ ଟଙ୍କା ଅଣାଯାଉ

  • @piyushrajkumar15
    @piyushrajkumar15 4 дні тому +45

    ଏମାନଙ୍କ ଠାରୁ ସବୁ ଆଦାୟ କରି ଫାଶୀ ଦେଲେ କିମ୍ବା ଗୁଳି କରିଦେଲେ ଟିକେ ମନ ବୁଝିବ

  • @chittaranjanojha9439
    @chittaranjanojha9439 4 дні тому +18

    ଏଇ ମାନଙ୍କୁ ତୁରନ୍ତ ଜେଲରେ ପୁରାଯାଉ ମୁଖ୍ୟମନ୍ତ୍ରୀ sir plz 🙏

  • @babulapatiarbabulapatiar8338
    @babulapatiarbabulapatiar8338 4 дні тому +10

    CBI ତଦନ୍ତ କରୁ

  • @lalitparida1132
    @lalitparida1132 4 дні тому +17

    ଯେତେ ଶୀଘ୍ର ସମ୍ଭବ କଡ଼ା କଡି ଯାଞ୍ଚ ହେବା ନିହାତି ଆବଶ୍ୟକ।

  • @user-kl9vp2gy4w
    @user-kl9vp2gy4w 4 дні тому +18

    ଫାଶୀ ଦିଆ ଯାଉ

  • @atoz5429
    @atoz5429 4 дні тому +5

    ଏ ଆମ ନବୀନ sir ଙ୍କ ଓଡ଼ିଶା ରାଜ୍ୟ ଆଉ ତାଙ୍କ ରାଜ କର୍ମଚାରୀ

  • @jyotiranjan6269
    @jyotiranjan6269 4 дні тому +18

    ଶଳା ଙ୍କ ଚାକିରି ଖାଇ ଦିଆଯାଉ,ଜେଲ ପଠାରେ

  • @RajaDas-pp1ez
    @RajaDas-pp1ez 4 дні тому +13

    ଆଗକୁ ଦେଖ ଆହୁରି ବାହାରିବ।

  • @Iamsonofshivbhagwan
    @Iamsonofshivbhagwan 4 дні тому +7

    ଏବେ ଜାଣିଲ ତ ଓଡ଼ିଶାବାସୀ ,ନବୀନ ପଟ୍ଟନାୟକ କେତେ ଭଲ ସରକାର ଥିଲେ ଯେ

  • @tusarkantasahu1064
    @tusarkantasahu1064 4 дні тому +3

    CM ମହୋଦୟ ଆମେ ଓଡ଼ିଆ ବିକାଶ ପରେ ଆଗେ ଦୁର୍ନୀତିର ମୂଳ ବିନାଶ ଚାହୁଁ... Pls sir ଆମକୁ ନ୍ୟାୟ ଦିଅନ୍ତୁ..
    ଜୟ ଶ୍ରୀରାମ

  • @nilakantkara6591
    @nilakantkara6591 4 дні тому +11

    ଏ ମାନଙ୍କୁ ରୁମ୍ ବନ୍ଦ କରି ଲଙ୍କା ଧୂଆଁ ଦେଇ ମାରିବା କଥା

  • @dibyaranjan3454
    @dibyaranjan3454 4 дні тому +2

    ରେଡ୍ ହେଉ ଭିଜିଲାନ୍ସ ଆଟି ଇଡି, ସବୁ ପଦାକୁ ବାହାରି ଆସିବ

  • @nabakishornag6220
    @nabakishornag6220 2 дні тому +1

    ସବୁ ଥି ପାଇଁ ନବୀନ ସରକାର ଦାୟୀ ନବୀନ ନିଜେ ଅଣ ଓଡ଼ିଆ 😢

  • @CleanOdisha-ot9rs
    @CleanOdisha-ot9rs 4 дні тому +3

    ପୋଲିସ୍ ବିଭାଗ 1st IR Battalion, Koraputର Commandant ଜୁରିଆ ବେହେରା ଏକ ନଂ ଚୋର । ପୋଲିସ୍ ବିଭାଗର ସବୁ ଠାରୁ ବଡ ଚୋର ବଦମାସ୍ ମାନଙ୍କ ଭିତରେ ଜୁରିଆ ବେହେରା ଅନ୍ୟତମ। ତୁରନ୍ତ ତାଂକ ଉପରେ ଭିଜିଲାନ୍ସ ଚଢ଼ାଉ କରିବା ପାଇଁ ଅନୁରୋଧ କରୁଛି। Clean Odisha, Clear Odisha.

  • @amrjitbiswal7243
    @amrjitbiswal7243 4 дні тому +1

    ବେଆଇନ ଜମି ଅଧିକାର କରାଯାଉ

  • @brajakishoremohanty3930
    @brajakishoremohanty3930 4 дні тому +12

    ଅବ୍ ତେର କ୍ୟ ହୋଗା ରେ କାଲିଆ।

  • @user-km3mg2nq8x
    @user-km3mg2nq8x 4 дні тому +8

    CBI raid karajaou

  • @jubarajpradhan299
    @jubarajpradhan299 4 дні тому +12

    CBI lagai jach karajau

  • @jajatikeshari8949
    @jajatikeshari8949 4 дні тому +10

    Immediately take action

  • @user-xe7wj1sf4l
    @user-xe7wj1sf4l 4 дні тому

    ଏ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବିଜେପି ସରକାର

  • @Madhuvlogs94
    @Madhuvlogs94 4 дні тому +2

    ଅରଗସ୍ଧ ଧନ୍ୟବାଦ

  • @sipunkumarsahu4807
    @sipunkumarsahu4807 4 дні тому +2

    ସେ ଜମିରେ ମନ୍ଦିର କରାଯାଉ ମଠ ବି କରାଯାଉ

    • @tapasbehura1521
      @tapasbehura1521 3 дні тому

      Matha neii kii kana gandi ree pureibu...
      Company kholaa jau

  • @santoshkumarnahak4600
    @santoshkumarnahak4600 4 дні тому +2

    କେରଳରୁ ଅନୁରୋଧ କରୁଛି ଏମାକୁଜେଲ ପଠାଜାଉ ଆମ ଓଡ଼ିଶା ଖାଇଗଲେଣି

  • @tapassahu9730
    @tapassahu9730 4 дні тому +7

    CBI investigation haba darkar

  • @madhabdashcreations820
    @madhabdashcreations820 4 дні тому +8

    Jail pathao

  • @Bismaya491
    @Bismaya491 4 дні тому +1

    ସବୁ ଜବତ କରାଯାଉ

  • @kabimaharana8432
    @kabimaharana8432 4 дні тому +1

    ଗୋଟେ ଲୋକ ପାଇଁ ଏତେ ଜାଗା କଣ ଦରକାର ସବୁ ଜାଗା ଆଣ

  • @AjayKumar-pg9sg
    @AjayKumar-pg9sg 4 дні тому +5

    ଜେଲ ହୋଉ ଶଳା ମନକୁ

  • @vigyapantrack2881
    @vigyapantrack2881 3 дні тому

    ଏମାନ ଙ୍କ ସଂପତ୍ତି ଯାଞ୍ଚ ହେଉ

  • @user-ku6bo6do1s
    @user-ku6bo6do1s 2 дні тому

    ଏମାନଙ୍କୁ cm sir ଗୋଡେଇ ଗୋଡେଇ କରନ୍ତୁ ।

  • @swadhinmaharana5989
    @swadhinmaharana5989 4 дні тому +2

    Argues News ଭାଇ au ଭଉଣୀ ମାନେ କାହାର କିଛି ହେବନି ଲୋକ ମାନଙ୍କୁ ଯେତେ ଜଣାଇଲେ କାରଣ ଆଉକିଛି ଦିନ ପରେ ଦେଖିବେ କୌଣସି ପ୍ରକାର ର ତଥ୍ୟ ଭି କାହାଠାରୁ ମିଳିବନି ସବୁ କୁଆଡେ ଉଭାନ୍ ହୋଇଯାଇଥିବ ସବୁ ପଇସା ର କମାଲ ଭାଇ

  • @ashokkumarnayak499
    @ashokkumarnayak499 4 дні тому +3

    ଏମାନଙ୍କ ଆରେଷ୍ଟ୍ ହେବାର ସମୟ ଆସିଯାଇଛି😂

  • @Sahansingh123
    @Sahansingh123 4 дні тому +1

    ତୁରନ୍ତ ଏମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉ... 🙏🙏🙏🙏

  • @s.kbehera2828
    @s.kbehera2828 4 дні тому

    ଏ ଅଭଦ୍ରୋଚିତ ବାବୁ ମାନଙ୍କୁ
    ବାଡେଇ ବାଡ଼େଇ ସମସ୍ତ ରାଜସ୍ବ ସମ୍ପତ୍ତି ଆଦାୟ କରାଯାଉ ଏ କଳାପାହାଡ ମାନଙ୍କୁ କଳାପାଣି ରେ ଛାଡିଦିଆଯାଉ ।
    ବିଜେପି ସରକାର ଏ ଡକାୟତ ମାନଙ୍କର କଳା କାରନାମା ର ପର୍ଦ୍ଦାଫାସ ତୁତନ୍ତ କରନ୍ତୁତ । ଆଉ ଧର୍ଯ୍ୟ
    ନାହିଁ ଅପେକ୍ଷର ।

  • @jubarajshi2025
    @jubarajshi2025 3 дні тому

    ଏ ସବୁର ମୂଳ ହେଲା ନିଜେ ex cm ନବୀନ ପଟ୍ଟନାୟକ

  • @amitbehera3346
    @amitbehera3346 4 дні тому +1

    ଏ ମାହାଘୀୟା ମାନଙ୍କୁ ଆରେଷ୍ଟ କେ ବେ କରା ହେବ...? ତୁରନ୍ତ ଏ ଡ଼କାଇତ୍ ମାନଙ୍କୁ ବନ୍ଧା ଜା ଉ

  • @sureshmaharana9534
    @sureshmaharana9534 4 дні тому

    ଏ ସବୁ ଜମିକୁ ଯିଏ ଦେଲେ କିମ୍ବା ଯିଏ ଜମିକୁ registration କଲେ ସେମାନେ ମଧ୍ୟ ଦୋଷୀ ସେମାନଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ହେଵା ଦରକାର

  • @priyadarshanrout2740
    @priyadarshanrout2740 3 дні тому

    ବିଜେପି ଓଡିଶାରେ ସରକାର କରିବ ବିଜେପି ବଲା ସ୍ୱପ୍ନବି ଦେଖି ନ ଥିବେ ଏମିତି ପରିବର୍ତନ ହେଲା.. ଏତେ ବର୍ଷ ଲାଗିଲା ସରକାର କୁ ଆସିବାପାଇଁ ଭଲ କିଛି କର ଓଡିଶା ଜନ ସାଧାରଣ ଙ୍କ ପାଇଁ.. କିଛି ଭୁଲ୍ ହେଲେ ଓଡିଶା ଲକେ ଉପାଡି ଫପାଡ଼ି ଦେବେ

  • @user-oq4dj5jp4s
    @user-oq4dj5jp4s 4 дні тому

    ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଚାକିରିରୁ ବିଦାୟ କରା ଯାଉ

  • @sagarodisha
    @sagarodisha 4 дні тому

    ପ୍ରତି ୫ ବର୍ଷ ରେ ବଦଳି ଲେ ଏମିତି କେଲେଙ୍କାରୀ ରେ ବହୁତ ମାତ୍ରା ରେ ଅଙ୍କୁଶ ଲଗାଯାଇ ପାରିବ।

  • @IHRFANTI-CORRUPTIONNEWSNETWORK
    @IHRFANTI-CORRUPTIONNEWSNETWORK 4 дні тому +1

    Very very good We Are Proud of you Mr.5T ପାଣ୍ଡୁ ସରକାର 🤭🤦‍♂️🙆‍♂️😡

  • @user-uz6lf6ou8s
    @user-uz6lf6ou8s 4 дні тому +3

    Pura Bhag banta kari khaichhanti

  • @kalucharanpatra5767
    @kalucharanpatra5767 4 дні тому

    CBI ନ ହେଲେ,ED ଚଢଉ କରାଯାଉ

  • @prasantamaharana6593
    @prasantamaharana6593 4 дні тому

    ୟାଙ୍କ ଜମି ରଦ କରାଯାଉ

  • @tapassahu9730
    @tapassahu9730 4 дні тому +2

    Mohan babu zindabad jay Sri Ram

  • @nilakanthadalei8175
    @nilakanthadalei8175 4 дні тому +4

    Take action

  • @ChefBhanjaKishore
    @ChefBhanjaKishore 4 дні тому

    ଦୃଢ଼ କାରଯ୍ୟାନୁଷ୍ଠାନ ନିଆ ଯାଉ

  • @paramandasatapathy4104
    @paramandasatapathy4104 4 дні тому

    ବରଗଡ଼ ଜିଲ୍ଲାର ବହୁତ୍ କେଲେଙ୍କାରି ହେଇଚି

  • @bikrampradhan5560
    @bikrampradhan5560 4 дні тому

    ଛି ଛି ଛି ଏଗୁଡା କୁ ଆଗ ଭିତରେ କର ତା ପରେ ସମ୍ପତ୍ତି ଛଡାଇ ଆଣ

  • @hareshsahoo.1236
    @hareshsahoo.1236 3 дні тому +1

    ବିଜେପି କୁ ସପୋର୍ଟ କରୁଥିବା news channel.ଦୟାକରି ଠିକ୍ news ପ୍ରସାରଣ କରନ୍ତୁ।

  • @Trd12345
    @Trd12345 4 дні тому +3

    Chora sabu ....abe ED ,tax sabu lagajauc

  • @satrughnamallicj8703
    @satrughnamallicj8703 4 дні тому

    ଏହି ମାନଙ୍କୁ କାରାଦଣ୍ଡ/ଫାଶୀ ଦିଆଯାଉ, ବିଶେଷ କରି ପାଣ୍ଡୁ କୁ ଫାଶୀ ଦଣ୍ଡ ମିଳିବା ଦରକାର

  • @saradasahoo2409
    @saradasahoo2409 4 дні тому

    ଆଉ କେତେ ଲୁଟିବ ଓଡ଼ିଶାକୁ ଏମାନେ ଇଂରେଜ ମାନଙ୍କଠୁ ବଳିଗଲେ😮

  • @KCvlog1
    @KCvlog1 4 дні тому

    ଅଣ ଓଡ଼ିଆ ମାଲେମାଲ ଓଡ଼ିଆ ଚାହିଁ ଜଳକା...ଏତିକି ତ ଭୁବନେଶ୍ୱର ରେ...କେନ୍ଦୁଝର ଆଉ ସୁନ୍ଦରଗଡ ଆଉ ମୟୂରଭଞ୍ଜ ର ବାଦାମ ପାହାଡ ଲୁହା ପଥର ଖଣି ଅଞ୍ଚଳ ବି ଯାଞ୍ଚ କଲେ ଦେଖିବେ କଣ ବାହାରୁଚି😢😢😢

  • @bipinbiharinayak5973
    @bipinbiharinayak5973 4 дні тому +1

    Suddenly action n suspended

  • @subhasispattnaik5405
    @subhasispattnaik5405 3 дні тому

    ଅଙ୍କର ମାଝୀ ଟାଙ୍କ କାଟିଦିଆ ଯାଉ ସବୁ ସମ୍ପତି ସରକାର ନିଜ ଅକ୍ତିଆରକୁ ନେଇଯାଉ ଯଦି buldozer ଲଗେଇଁ ମାଟିରେ ମିଶାଯାଉ ଛାଡ଼ନା ସଲାଙ୍କୁ ଲଙ୍ଗଳା କରି ମାଝୀ ଟାଙ୍କ କାଟିଦିଆ ଯାଉ ଶଳା ଓଡ଼ିଶାର ଜୁଆଇଁ ହବାକୁ ଆସିଥିଲେ ବାଳ ଥିବଜେ ସୁନୁପାମ୍ପୁଡ଼ି ଖାଇବେ ଶଳା କଂଗ୍ରେସଠୁଁ ବଳି ଗଲେ

  • @user-wc3rq1ki5w
    @user-wc3rq1ki5w 3 дні тому

    ନିରାଟ ସତ୍ୟ.. ଆଗରୁ ଯୋଉ ପଟେ କଣ ପ୍ରକଳ୍ପ ହେବ ସେ ଏରିଆ ରୁ ଲୋକଙ୍କ ଠୁ କମ rate ରେ ଜମି କିଣିଛନ୍ତି ବହୁତ ips i s officer... ସେମାନେ ଜାଣିଛନ୍ତି ଭବିଷ୍ୟତ ରେ କଣ ହେବ ସେ ଏରିଆ ରେ... ସବୁ ପାଣ୍ଡୁ ର ଦଲାଲ

  • @bijaylaxminayak
    @bijaylaxminayak 4 дні тому +4

    Dharmendra Pradhan ku neet pila CBI ED lagei ghantileni😂

  • @dipumansingh5613
    @dipumansingh5613 4 дні тому

    ଆଉରି ଚୋର ଅଛନ୍ତି ସମସ୍ତକୁ ଦୋର

  • @subharoutray7291
    @subharoutray7291 4 дні тому +1

    Au pandian kahuchi mora kichhi sampati nahin

  • @saswat62
    @saswat62 3 дні тому

    Action Will Be Taken

  • @baikunthasahoo2663
    @baikunthasahoo2663 4 дні тому +2

    Action heba na nahin...

  • @prasantsethi2066
    @prasantsethi2066 4 дні тому +5

    Ya biya pua Ku jaldi odisha ru bahra kara

  • @manasbhanja3175
    @manasbhanja3175 4 дні тому +2

    Right

  • @pranabkhuntia1249
    @pranabkhuntia1249 4 дні тому

    CBI should be handed over to the land scam by non-Odia officers in Odisha. Clear case of corruption and disproportionate assets.

  • @Stocatstories
    @Stocatstories 4 дні тому

    ଚୋରଙ୍କୁ ଗିରଫ କର କାହାକୁ ଛାଡ଼ିବନି

  • @tanmaysahoo2008
    @tanmaysahoo2008 4 дні тому

    ଏମାନେ ସାଢେ଼ 4କୋଟି ଓଡିଆ ଙ୍କୁ ଭାବୁଛନ୍ତି କଣ,ଓଡ଼ିଶା ଙ୍କ tax ନେଇ କୋଟି କୋଟି ଟଙ୍କା ଖାଇ ଗଲେ,ଲୋକେ ଦାଦନ ଖଟି କାବୁ ଗଲେ,, ତୁମେ ଓଡ଼ିଆ ଙ୍କ ର ଜମି ଖାଇ ଗଲ

  • @samirparida2965
    @samirparida2965 4 дні тому

    ତଦନ୍ତ କରା ଯାଉ

  • @bansidharpatra4251
    @bansidharpatra4251 4 дні тому

    These IAS officers may be dismissed from their job and put into them jail of Odisha with rigorous punishment .

  • @surendrabehera4616
    @surendrabehera4616 3 дні тому

    Right.

  • @Dileswar-vk1wo
    @Dileswar-vk1wo 4 дні тому +2

    Chora NO One

  • @JagannathSahoo-vb4rj
    @JagannathSahoo-vb4rj 4 дні тому

    ଜେଲ୍ ରେ ପୁରାଇ ଦିଅ

  • @saprusty51
    @saprusty51 4 дні тому

    Jadi eha sata tahale ama odisha ra sampati khailabalanku sakta karadanda hau 🙏🙏🙏

  • @bikrambehera4435
    @bikrambehera4435 4 дні тому

    Go to jail immediately

  • @kabitasahoo8385
    @kabitasahoo8385 4 дні тому

    🙏👍❤ Lots of people in America who are not supposed to buy land in Odisha have done so illegally. They have done so bribing higher authorities in Odisha. My 2cents. God bless all these people. The ecosystem has roots in different parts of the world.

  • @chittaranjanpandey6404
    @chittaranjanpandey6404 4 дні тому +1

    ଫାଲତୁ news, atlleast each one 100 crore ଲୁଟିଛନ୍ତି

  • @amulyamalik9988
    @amulyamalik9988 4 дні тому

    ଵୋପ ମା ପୁଅକୁ IAS ଆଉ IPS କଲେ ପୁଅ କିନ୍ତୁ ଦେଶ ଆଉ ରାଜ୍ୟକୁ ଲୁଟି ଖାଇବାରେ ବେସ୍ତ....,ଏମିତିଆ ips ଆଉ ias ଛୁଆ ଜନ୍ମନକରି ବାଞ୍ଝ ରହିଥିଲେ ଭଲ ହେଇଥାନ୍ତା

  • @simanchalpanda331
    @simanchalpanda331 4 дні тому

    Mani roots of curroption Nabin pattanaik firstly should be put in jail

  • @user-eu7js1hh7g
    @user-eu7js1hh7g 4 дні тому +4

    ବିଜେଡ଼ି ବିଜେପି ଦୁଇ ଭାଇ କିଛି ହବନି

  • @dr.satyakantapradhan4546
    @dr.satyakantapradhan4546 4 дні тому

    CBI,ED jebe asibo Odisha ku.Na semane BJP ku panthi dei washing machine re safa hei jibe,Odisga basi najar re rakhichhanti.

  • @tapassahu9730
    @tapassahu9730 4 дні тому

    Sabu plots ku recovery karu odisha government

  • @swarnamohanty3121
    @swarnamohanty3121 4 дні тому +1

    Pandian ra kichhi jami nahin ?

  • @dharmendrabehera6743
    @dharmendrabehera6743 4 дні тому +1

    Arrest Koro Sola choro manonku

  • @kalandinayak463
    @kalandinayak463 4 дні тому

    Cbi raid must required.

  • @manojkumarlenka2288
    @manojkumarlenka2288 4 дні тому

    Please save odisha.jay Jagannath.

  • @padmalnaik8017
    @padmalnaik8017 4 дні тому

    Khoji khoji bahara kara bjb tq

  • @sachidanandarout2921
    @sachidanandarout2921 4 дні тому

    NEET EXAM SCAM Mastermind Dharmendra Pradhan collected how much amount per candidate?

  • @user-ib7ho7lb1d
    @user-ib7ho7lb1d 4 дні тому

    NABINA NIBAS JAMI GHOTALA ENQURY KARAJAU.

  • @tariniprasadmallik7609
    @tariniprasadmallik7609 4 дні тому

    Mohan jee appana ଯୋତା re bada ntu a 3 jana ku mo atma santi paiba

  • @bhaskarnayak139
    @bhaskarnayak139 4 дні тому

    Se mana ku fasi dia jau please CM nku request

  • @narasingha
    @narasingha 4 дні тому

    ସବୁ ଆଇଏଏସ or ଚାରୋ

  • @U18687
    @U18687 4 дні тому

    Punish ment darkar

  • @pabitrarautaray2894
    @pabitrarautaray2894 4 дні тому

    Sabu jami rad kara