ନୟାଗଡ଼ରେ ଚିନିକଳ ପ୍ରତିଷ୍ଠା ହେବ କହିଲେ ମୋହନ
Вставка
- Опубліковано 5 лют 2025
- ନୟାଗଡ଼ ଜିଲ୍ଲା ମହୋତ୍ସବର ଉଦ୍ଘାଟନୀ ଉତ୍ସବ ସମାରୋହରେ ଯୋଗଦେଇ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ନୟାଗଡ଼ ଚିନିକଳ ସହ ଶିଳ୍ପ ସମୃଦ୍ଧ ନୟାଗଡ଼ ଗଠନ ଉପରେ ନିଜର ମତାମତ ରଖିଥିଲେ। "ଏହି ଜିଲ୍ଲାର ସାମଗ୍ରିକ ବିକାଶ, ଜିଲ୍ଲାବାସୀଙ୍କ ସ୍ଵାର୍ଥ ପୂରଣ ଆମର ପ୍ରାଥମିକତା। ଏଠାରେ ଏକ ଚିନିକଳ ପ୍ରତିଷ୍ଠା ପାଇଁ ମତେ ଆପଣମାନେ ଦାବି ଜଣାଇଛନ୍ତି। ତେଣୁ ଏହାକୁ ଆଗେଇନେବା ପାଇଁ ଆମ ସରକାର ନିଶ୍ଚୟ ପ୍ରୟାସ କରିବେ। ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କ ଉପସ୍ଥିତିରେ ଆଲୋଚନା କରାଯିବ। ଏଥିପାଇଁ ଲୋକଙ୍କ ସରକାର ଶତ ପ୍ରତିଶତ ଉଦ୍ୟମ କରିବେ। ସେହିପରି ଜିଲ୍ଲାର ଗମନାଗମନ କ୍ଷେତ୍ରକୁ ବିକଶିତ କରିବା ନିମନ୍ତେ ନୟାଗଡ଼ ସହ ଦେଶର ପ୍ରମୁଖ ସହରକୁ ଯୋଡିବା ପାଇଁ ରେଳ କ୍ଷେତ୍ରର ବିକାଶକୁ ତ୍ୱରାନ୍ୱିତ କରାଯାଉଛି। କୃଷି, ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ସହ ବିକଶିତ ନୟାଗଡ଼ ନିମନ୍ତେ କେବଳ ଚିନି କଳ ନୁହେଁ ଅନେକ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି। ଆଗାମୀ ଦିନରେ ଏ ଜିଲ୍ଲା ନିଶ୍ଚୟ ଶିଳ୍ପ ସମୃଦ୍ଧ ହେବ, ଯୁବବର୍ଗଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି ହେବ, ଏହା ଡବଲ ଇଞ୍ଜିନ ସରକାରର ପ୍ରତିଶ୍ରୁତି"
Thanks for this
Jay shree jagannath
ଆମ ନୟାଗଡ଼ ର ଭାଗ୍ୟ ମୁଖ୍ୟମନ୍ତ୍ରୀ ଆସିଲେ 👍👍
Jay nabin
Jay Jagannath 🙏🙏🙏🙏
Bargarh Sugar Mills should be newly run
Thanks bjp sarakar jindabad rama rajya sasan
Nayagard pari case reopen kebe sir?
Thik seita 1st
Popcorn upare GST lagai dela abe aga ku kan kan kariba dekhiba baki rahila
Jai Sri ram
Chini kala kebe Kariba...
Vata ta 3000 helani
300 unit bijuli mililani
Cheat fund tanka kebe miliba
😂😂😂😂😂😂😂😂😂
Kuhamunda kapila dala...
Modi asithila talcher ku 2018re chini karibi sarbata pieba .. lakh z marila.. new CM dekhajau kebe karibe
300 unit line dia ta pare chinikal chaleiba 😂
300 unit aaamra darkar nahi chini kala chaliba darkar
S.i.r.nayagarh.sugar.mile.ki.cloes.karantu.prubaru.jou.chasi.nka.tanka.deu.achhi..sesabu.tanka.chasi.nku.dei..seti.mendha.farm.kari.puruna.staf.nku.duty.diantu
Aama cm bharat lekhi parunahanti se kn sugar kala chalaibe
A kichhi karibaribe nahi kebal pani ra gara
Jay bjp
To bhauni ghiaa habare maghiaa bhauni ghiaa Sabu ret badheiki nayagarh re asiki kn Banda Bashan daunuki
କେହିବି ଚିନ୍ତା କରନ୍ତୁନି ମୂଖ୍ୟମନ୍ତ୍ରୀ କହିଛନ୍ତି ମନେ ଚିନି କଳ ନୟାଗଡ଼ ରେ ୨୮୯୦ ମସିହା ସୁଦ୍ଧା ହବ।।।
Asha karuchhnti CM 200 barsh lagiba.akhu chhash kala du abe nuhe
Phutania neta bjp