ମ୍ପ, ମ୍ଫ, ନ୍ଦ, ନ୍ଧ, ମ୍ବ ମ୍ଭ ଯୁକ୍ତାକ୍ଷର କେମିତି ଶିଖାଇବେ ? ନୂଆ ପ୍ରକାର ଅଭିନୟରେ ll FLN ମୌଳିକ ସାକ୍ଷରତା ll
Вставка
- Опубліковано 9 лют 2025
- ମ୍ପ, ମ୍ଫ, ନ୍ଦ, ନ୍ଧ, ମ୍ବ ମ୍ଭ ଯୁକ୍ତାକ୍ଷର କେମିତି ଶିଖାଇବେ ? ନୂଆ ପ୍ରକାର ଅଭିନୟରେ ll FLN ମୌଳିକ ସାକ୍ଷରତା ll
#AjanaOdisha
#odishaschool
#fln
#fln_odisha
#ଯୁକ୍ତାକ୍ଷର_ଶିକ୍ଷା
#fln_ମୌଳିକ_ସାକ୍ଷରତା
#fln_activity
#TLM
#school_tlm
#school_information
Ajana Odisha is a best educational channel in odisha for primary school teachers and students. It will provide all type of educational information and school activities, TLM, fln activity etc.
#gk
#odishagk
#generalknowledge
#odiagk
#sadharangyan
#odiagkquiz
#odiagkquestion
#generalknowledgeodia
#gktoday
#odiagkquestion
#odiaquiz
#quizodia
#gkodia
#odiagk
#quiz
#gkquestionsandanswers
#generalknowledgequestionansanswers
#odiagk2022
#gkpractice
odisha gk,
odisha quiz,
odisha general knowledge,
odisha gk 2021,
odisha gk 2023,
odisha gk 2022,
odisha static gk,
odisha gk 2020,
odisha gk in odia,
odisha quiz 2020,
odisha river gk,
gk questions on odisha,
odisha history gk,
odisha gk in hindi,
static gk of odisha,
odisha quiz 2021,
odisha geography gk,
odisha gk for opsc,
odisha gk questions,
odisha quiz odia,
odisha quiz questions
🙏🙏🙏 So please Subscribe it 🙏🙏🙏🙏🙏
କୋମଳମତି ଶିଶୁଙ୍କୁ ଆକୃଷ୍ଟ କଲାଭଳି ଶିକ୍ଷାଦାନ ❤ ହୃଦୟରୁ ପ୍ରଣାମ ସାର୍ 🙏
ଧନ୍ୟବାଦ ଆପଣଙ୍କୁ 🙏🙏
ବାଃ ଭାଇ ବହୁତ ସୁନ୍ଦର ଉପସ୍ଥାପନା ଆପଣଙ୍କର l ଶୁଭେଚ୍ଛା ଓ ଅଭିନନ୍ଦନ l ପ୍ରଣାମ l ଜୟ ଜଗନ୍ନାଥ 🙏🙏
ଧନ୍ୟବାଦ ପ୍ରିୟ ଭାଇ 🙏
ସୁନ୍ଦର
ଧନ୍ୟବାଦ
Bahut sundar
ଧନ୍ୟବାଦ
Bahut sunder sir
ଧନ୍ୟବାଦ
Excellent sir. Jadi apana dekhau thiba tlm ra making video chadante ahuri bhala huanta
ଧନ୍ୟବାଦ
Chamtkar teaching skill 🎉❤
Thnx a lot sir
ବହୁତ ବଡ କୁମ୍ଭୀର। ବହୁତ ବଡ କୁମ୍ଭୀରଟିଏ ନୁହେଁ। ସୁନ୍ଦର ଉପ୍ଥାପନା।
ବହୁତ ଧନ୍ୟବାଦ
କାହିଁକି...
Bahut badhia lagila mana Chuan FLN class class 2pai dhanyawad sir
ଅନେକ ଧନ୍ୟବାଦ ଦିଦି
ସାର୍ ଏତେ ସୁନ୍ଦର ଉପସ୍ଥାପନା ନିଶ୍ଚୟ ମୋ ପିଲାଙ୍କୁ ବି ଏମିତି ଚେଷ୍ଟା କରିବି ପଢ଼େଇବାକୁ
ନିଶ୍ଚୟ ସାର ଧନ୍ୟବାଦ
Excellent 👌
🙏🙏
🙏👌👌👌ବହୁତ ସୁନ୍ଦର ଧନ୍ଯବାଦ
ଧନ୍ୟବାଦ ଦିଦି 🙏
ବହୁତ ସୁନ୍ଦର
ବହୁତ ଧନ୍ୟବାଦ
Proud of u hero
ବହୁତ ଦିନ ପରେ ଦିଦି l ଅନେକ ଧନ୍ୟବାଦ 🙏
Beautiful sir 🎉🎉🎉
ଧନ୍ୟବାଦ ସାର 🙏
ବହୁତ୍ ସୁନ୍ଦର୍ ସର୍
ବହୁତ ଧନ୍ୟବାଦ
Salute to you sir for your way of teaching.
ଅନେକ ଧନ୍ୟବାଦ ସାର 🙏
Bahut sundar presentation sir au gate step miss karila bhali mate lagila sir jauta ki lekhiki dekheithile tike au tike bhalo huonta bahut 6ua lekhiparinothanti au sabu step bahut sundar thila
ଧନ୍ୟବାଦ ସାର l ସ୍ୱଳ୍ପ ସମୟ ଦିଆ ଯାଇଥିଲା ତ ଯେତିକି ପାରିଲି ସେତିକି କଲି l
ହୃଦୟସ୍ପର୍ଶୀ ବିଚାରଧାରାର ସୌନ୍ଦର୍ଯ୍ଯମୟ ପାଠନ-ଶୈଳୀ...ଅପ୍ରତୀମୟ🙏🏼🙏🏼🙏🏼🥰🥰💐💐💐🚩🚩🚩🚩🚩🚩
ଆନ୍ତରିକ ଧନ୍ୟବାଦ
Sir, Ati Sundar Bhabare F L N Class Ku Present Karichanti.
ଅନେକ ଧନ୍ୟବାଦ ଦିଦି 🙏
Very good presentation🎉🎉🎉
ଆନ୍ତରିକ ଧନ୍ୟବାଦ 🙏
Sir 🙏bahut sundar upasthapana 👌👌👌👌👌
ଧନ୍ୟବାଦ ଦିଦି
ସାର ପ୍ରଣାମ ll ଅତି ସୁନ୍ଦର ଉପସ୍ଥାପନା ll ଶିକ୍ଷାର୍ଥୀଗଣଙ୍କୁ ଯୌଗିକ ଅକ୍ଷରର ଜନ୍ମ ଓ ଲୀଳାର ବୋଧଗମ୍ୟତା ସହଜଲଭ୍ୟ ହେବ ll
ଧନ୍ୟବାଦ ସାର 🙏
Nice presentation.
ଧନ୍ୟବାଦ ସାର 🙏
ବହୁତ ସୁନ୍ଦର ଶିକ୍ଷା ଦାନ କରିବା ଶୈଳୀ l
ଆନ୍ତରିକ ଧନ୍ୟବାଦ
God bless you
Many many thnx brother
Bahut bhalo workshop but aau computer jamana re jukta akhyar aau need nahi, sabu jukta akhyar pain ta purba akhyar re anusar dei dele jukta akhyar ucharan hoijaye....so ame ama bhasha ku upgrade Kariba need.... traditional method ku amaku chhadibaku padibo
Taha thik je hele bahi jemiti sikhya deba mobile, computer, semiti dhyana srusti kari paribeni
Comdey learning sir........
This is the way
FLN class very good sir
Thnx a lot 🙏
Good presentation
ଆନ୍ତରିକ ଧନ୍ୟବାଦ
Very nice presentation sir
Thnq very much
Nice 👍🏻
ଧନ୍ୟବାଦ ସାର
Super hit class
Thnq very much
Good teaching
Thnq very much
Very nice
ଧନ୍ୟବାଦ
😮🎉
ଧନ୍ୟବାଦ
Very nice sir 🙏
ଧନ୍ୟବାଦ 🙏
Thank you sir.
Welcm
Good
ଆନ୍ତରିକ ଧନ୍ୟବାଦ
Love you
U too
Bhai
ସୁଶୀଲ ଏବେ କଉଁଠି
Theory adhika practical Kam kichhi real jinisha upastapita karithile bhala hoithanta gitare gitare eha akarsaniya hoipariba
ସବୁ ସେଇ ଗୀତ କାହିଁକି... ଖାଲି ଗୀତ ଗାଇକରି ପାରି ହେଇଯିବା ଠିକ ନୁହେଁ l ଅଭିନୟ ପଦ୍ଧତି ବି ହେବା ଦରକାର
Sir ଙ୍କ ସବୁ ଭଲ
ସବୁଠୁ ବେଶୀ ଭଲ ତାଙ୍କ class ର ସମସ୍ତ ଛାତ୍ର ଛାତ୍ରୀ
👍ଧନ୍ୟବାଦ
RIGHT sir
👍
Sir apana bhala chesta karichhanti ,TLM looking very nice, producing very nice, introduction very nice and teaching style also very very nice BUT one thing you have forgotten,that is evaluation.evaluation kaleni pila kete shikhile , Evaluation is the main thing for next preparation plan and we can able to find that how many students achieved my teaching and what will I do for others students to achieve my specific aim .
ଉପଯୁକ୍ତ କଥା କହିଛନ୍ତି ସାର କିନ୍ତୁ କେବଳ ଗୃହ କାର୍ଯ୍ୟ ଦେଇଥିଲି 🙏
ସାର୍ ଗୁମ୍ଫା କୁ କେମିତି ଉଚ୍ଚାରଣ କରାଯାଏ l କେତୋଟି ଯୁକ୍ତାକ୍ଷର ଶବ୍ଦ କେମିତି ଉଚ୍ଚାରଣ ହୁଏ l ଦୟାକରି କିଛି ସୂତ୍ର ଦେବେ l
👍
ଗୁମ୍ଫା=ଗ୍+ଉ+ମ୍+ଫ୍+ଆ
ଏ ତ ପାରମ୍ପରିକ ତଥା ଶିକ୍ଷକ କୈନ୍ଦ୍ରିକ ପଦ୍ଧତି ଭଳି ଲାଗୁଛି।TLMଟିକୁ ପିଲାଙ୍କ ଦ୍ଵାରା ପରିଚାଳନା କରାଗଲେ ଆହୁରି ଭଲ ଲିଗିଥାନ୍ତା।
ପାରମ୍ପରିକ ନୁହେଁ ଏଇଟା ଅଭିନୟ ପଦ୍ଧତି l ଆଦର୍ଶ ପଠନର ଗୋଟିଏ ଭାଗ l କେବଳ ଶିକ୍ଷକଙ୍କ ଦ୍ୱାରା ପାରିବେଶିତ ହୋଇଛି l ପିଲାଙ୍କ କାର୍ଯ୍ୟ ଲୋଡ କରା ଯାଇନାହିଁ l ଧନ୍ୟବାଦ
ଏହି ଲେଖା ହୋଇଥିବା ସାମଗ୍ରୀ ଗୁଡ଼ିକ ସ୍କୁଲ ରେ ଦେଖିବା ପାଇଁ ସ୍ବପ୍ନ ହୋଇଗଲାଣି
ନିଶ୍ଚୟ ସାର ଧନ୍ୟବାଦ
ମେଥଡ୍, ସୁଦ୍ଋଢ ପଢିବା ପାଇଁ ଅନୁରୋଧ ସାମାନ୍ଯ ତ୍ରୁଟି ଥିଲେ ସଂଶୋଧନ କରିବା ହେବେ।
ନିଶ୍ଚୟ ଧନ୍ୟବାଦ 🙏
ମ+ପ =ମ୍ପ ନୁହେଁ
ମ୍ + ପ = ମ୍ପ ହୁଏ
ଏହିପରି ଯୁକ୍ତାକ୍ଷରରେ ପ୍ରଥମ ଅକ୍ଷରରେ ହଳନ୍ତ ଥାଏ ।
🙏🏻🙏🏻🙏🏻🙏🏻🙏🏻
ହିନ୍ଦି language ରେ ହଳନ୍ତ ଲାଗେ ଓଡ଼ିଆ ରେ ନୁହେଁ
ଯଦି ଓଡ଼ିଆରେ ନାହିଁ ତା ହେଲେ ଓଡ଼ିଆ ବର୍ଣ୍ଣବୋଧରେ ଦେଖିବାକୁ ମିଳିଥାଏ l
@yogisribijaykumar3733 ଜାଣିବା ଆଉ ପ୍ରୟୋଗ କରିବା ଦୁଇଟା ଅଲଗା ଜିନିଷ
Odia keyboard ରେ ଯଦି ଲେଖିବେ ତେବେ ମ୍ + ପ = ମ୍ପ ହୁଏ...
It's ଭଲ ପ୍ରୟାସ l କିନ୍ତୁ ତଥାପି ମୁଖ୍ୟ କଥା ରହିଗଲା l କଉ କଉ ଅକ୍ଷର ମିଶି କି ଯୁକ୍ତାକ୍ଷର ହୁଏ l ତାହା ବି ଅନ୍ତର୍ଭୁକ୍ତ ହେବା କଥା l
ମ+ପ=ମ୍ପ ନୁହେଁ, ମ୍+ପ=ମ୍ପ ହେବ
ସାର ହଳନ୍ତ ଯୁକ୍ତ ଶବ୍ଦ ହିନ୍ଦିରେ ବ୍ୟବହାର ହୁଏ l ଓଡ଼ିଆ ରେ ବିଶେଷ ଭାବରେ ହଳନ୍ତ ବ୍ୟବହାର କରାଯାଏ ନାହିଁ l ସେଇଥିପାଇଁ ବର୍ଣ୍ଣବୋଧରେ ହଳନ୍ତ ପ୍ରୟୋଗ ହେଇନି 🙏
Teachers are not students, show your teaching with students,it will be real situation, real teaching
I know Sir.
ଏ କେବଳ ଭିଡିଓ ସୁଟିଂ ପାଇଁ
ପ୍ରକୃତ ରେ ଶିକ୍ଷକ ଏତେ ଚେଷ୍ଟା କେହି କରନ୍ତିନି
ଯାହା ମନ ଯେଣେ ତାହା ପ୍ରଭୁ ତେଣେ l
ମ୍+ପ=ମ୍ପ
ମ୍+ଫ=ମ୍ପ
ମ୍+ବ=ମ୍ବ
ମ୍+ଭ=ମ୍ଵ
ନ+ଦ=ନ୍ଦ
ନ୍+ଧ=ନ୍ଧ ଏହି ପରି ହେବ ସାର୍।
ବିଶେଷ ଭାବେ ହଳନ୍ତ ର ବ୍ୟବହାର ହିନ୍ଦି ଭାଷାରେ ହୁଏ l ତେଣୁ ବର୍ଣ୍ଣବୋଧରେ ଏମିତି ଦେଇଛି l ମାତ୍ର ଓଡ଼ିଆ ଭାଷାରେ ସ୍ୱଳ୍ପ ବ୍ୟବହାର ହୁଏ l
Sir aponkar potheiba soili bohut bodhia mu aponkara video dekhi sikhuchi teaching debapai.
ଅନେକ ଧନ୍ୟବାଦ ଆପଣଂକୁ
ଛୋଟ ପିଲାଙ୍କୁ ନେଇ କି ପଢାନ୍ତୁ
ଜଣାପଡିବ କେତେ ଫଳପ୍ରଦ?
Be practical😅
ଶିକ୍ଷକଙ୍କୁ ନେଇ କଲେ କଣ ହେବ?
ମୁଁ ସେଇ ଛୋଟ ପିଲାଙ୍କୁ ହିଁ ପଢ଼ାଏ 😄
ଏଠି ଟ୍ରେନିଂ ଦଉଥିଲି 😄
କେତେକ ଶବ୍ଦ। କେତେକ ଶବ୍ଦ ଗୁଡ଼ିକ ନୁହେଁ।
ଧନ୍ୟବାଦ ସାର
Kahiba bele emiti hue jani hue nahi sir
Khali na ku matra training. Kichhi labho nai
ହଉ ଠିକ ଅଛି
Faltu dhanda kacha khanda
Business methods! Greedy of Govt.
ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବା କିଏ
Chuamane kahiparibe nahi
ଅଭ୍ୟାସ କରିବାକୁ ହେବ
ଅନ୍ଧ ବୋଲି ନକହି ଦୃଷ୍ଟି ବାଧିତ ବୋଲି କହିଲେ ଭଲ ହେବ
ଆପଣ କିଛି ବୁଝନ୍ତି ନାହିଁ l ଏଠି ପରା ଯୁକ୍ତାକ୍ଷର ପଢା ହଉଛି
ଅନ୍ଧ କହିବାର କାରଣ ପିଲା ଟି ନ୍ଧ ଶିଖିବ
@ajayadehury440 yes
ମୂଳ ଲକ୍ଷ୍ୟ ହେଲା -ଯୁକ୍ତାକ୍ଷର ଶିକ୍ଷା
@bhikaripusti4447 ଆଜ୍ଞା
ଅତି ସୁନ୍ଦର
ଆନ୍ତରିକ ଧନ୍ୟବାଦ
ସୁନ୍ଦର
ଧନ୍ୟବାଦ
Good
Thnx