Rok Thok Live | ପିହୁ ମା- ନ୍ୟାୟ- ପିଏମ୍ | 05 Mar 2024 | Argus News

Поділитися
Вставка
  • Опубліковано 4 бер 2024
  • Rok Thok Live | ପିହୁ ମା- ନ୍ୟାୟ- ପିଏମ୍ | 05 Mar 2024 | Argus News
    #ArgusNews #RokThok #odisha
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 541

  • @manumajhi5469
    @manumajhi5469 3 місяці тому +97

    ଏଭଳି ସରକାରଙ୍କୁ ହଟେଇବା ଦରକାର 4ବର୍ଷ ହେଲାଣି ସରକାର କଣ କରୁଛି ଗୋଟିଏ ମା ଙ୍କୁ ନ୍ୟାୟ ଦେଇ ପାରୁନି ....

  • @udaynathray4251
    @udaynathray4251 3 місяці тому +108

    ମୋନାଲିସା ଭଉଣୀ ଆପଣ ଓଡିଶା ବିଜେପି ସମ୍ପାଦକ ମନମୋହନ sir ଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଙ୍କ ପାଖକୁ ଯାନ୍ତୁ

    • @odiatokavlogs4570
      @odiatokavlogs4570 3 місяці тому +3

      ସତ କଥା ଦିଦି ବଜେପି ଅଫିସ କୁ ଯାଇକି ଦେଖା କର

    • @user-sd7yq3ym2f
      @user-sd7yq3ym2f 3 місяці тому +2

      Bjp ସଭାପତି କୁହ

    • @KalucharanSahoo-ps9mm
      @KalucharanSahoo-ps9mm 3 місяці тому +1

      Right

    • @DulaMarandi-hb4rs
      @DulaMarandi-hb4rs 3 місяці тому

      BJP ..BJD Sobu neta saman.. Samaste churo.. Gunda.. Sabu neta tanka pai pagolo

    • @user-tm2xm5dm2v
      @user-tm2xm5dm2v 23 дні тому +1

      😂😂😂😂😂😂😂😂😂

  • @suryakantamahalik3462
    @suryakantamahalik3462 3 місяці тому +69

    ମୋନାଲିଶା ମାଡାମ,,,ମୋ ମନ କହୁଛି ସେ ଝିଅ ବଞ୍ଚିଥିବ... ଆପଣ ଜଗନ୍ନାଥ ଙ୍କ ଉପରେ ଭରଷା ରଖି ଥରୁଟିଏ ବାଗେଶ୍ୱର ବାବାଙ୍କୁ ଦେଖା କରନ୍ତୁ...🙏🙏🙏🙏

  • @LambodarKanhar-sc4bd
    @LambodarKanhar-sc4bd 3 місяці тому +39

    ଦୁର୍ଗା ସାର ଆପଣ ଠିକ ନ୍ୟାୟ ଦେବେ ଆପଣ ଙ୍କ ଉପରେ ପୁରାବିଶ୍ୟାଷ ଅଛି

  • @saajanswastik9240
    @saajanswastik9240 3 місяці тому +70

    ପିହୁ କେସ୍ ରେ ନିଶ୍ଚୟ ବିଜେଡି ନେତା କିମ୍ବା ମନ୍ତ୍ରୀ ସଂଶ୍ଲିଷ୍ଟ ଅଛନ୍ତି ତେଣୁ ନ୍ୟାୟ ତ ଦୁରର କଥା ନିରିହ ପରିବାରକୁ ସରକାର ଓ ପୋଲିସ୍ ନିର୍ଯ୍ଯାତନା ଦେଉଛନ୍ତି ଯାହା କଷ୍ଟଦାୟକ ଓ ଦୁଃଖଦାୟକ😢😢😢

  • @DeepakKumar-rf6rr
    @DeepakKumar-rf6rr 3 місяці тому +36

    ଛି ଛି ମୋତେ ରାଗ ଲାଗୁଛି ଆଉ ଦୁଃଖ ଭି ଲାଗୁଛି ୟେ ଭଳି ସରକାର odisha ରେ ଅଛି,😢 ହଟାଇ ଦିଅ ରେ ଓଡ଼ିଶା ବାସୀ ଆଉ କେତେ ଦିନ ମଦ ମାଉସ ଖାଇ vote ଦେବ ୟେ କୁଳାଙ୍ଗାର sarakar କୁ 😢

  • @BalaramPradhan-wr4eu
    @BalaramPradhan-wr4eu 3 місяці тому +6

    ଏ ପାଗଳବିଜେଡି ଗଣେଶ କୁ କାହିଁକି ଡାକୁଛନ୍ତି ଆଜ୍ଞା, ବିଜେଡି ମୁର୍ଦ୍ଦାବାଦ

  • @binodinibhoi3204
    @binodinibhoi3204 3 місяці тому +7

    ଏ ଗଣେଶ ସାହୁ ପାଗଳର ପ୍ରଳାପ କରୁଛି। ଏ ପାଗଳ କୁ ରୋକ୍ ଠୋକ୍ କାର୍ଯ୍ୟ କ୍ରମ କୁ କାହିଁକି ଡକା ଯାଇଥିଲା

  • @debabratadas4918
    @debabratadas4918 3 місяці тому +12

    ନବୀନ ଥିବା ପର୍ଯ୍ୟନ୍ତ ନ୍ୟାୟ କେହି ପାରବେ ନାହିଁ ନବୀନ ହଟାଅ ଓଡ଼ିଶା ବଞ୍ଚାଅ ...

  • @drgoutambiswal6717
    @drgoutambiswal6717 3 місяці тому +42

    ମୋନାଲିସା ଭଉଣୀ ଏ ଦେଶରେ ନୀତି ନିୟମ ଆଦର୍ଶ କିଛି ନାହିଁ 😢 ଭାଗ୍ୟ ଆଦରି ରହିବା ଠିକ ହେବ 😢 ନବୀନ ପଟ୍ଟନାୟକ ଅନ୍ଧ ମୂକ ବଧିର

  • @LambodarKanhar-sc4bd
    @LambodarKanhar-sc4bd 3 місяці тому +22

    ସାର ଓଡିଶା ର ନ୍ୟାୟ ଆପଣଙ୍କ ହାତରେ pls sir. 👏

  • @dillipsahoo9541
    @dillipsahoo9541 3 місяці тому +15

    ଏ ମା ର ଦୁଃଖ ଶୁଣି ବହୁତ୍ କଷ୍ଟ ଲାଗୁଚି ଏ ସରକାର ମା କୁ ସମ୍ମାନ ଦେଉଚି ଛି ଛି ତମ ମୁଁହ କୁ ଛାପ ପକେବା କୁ ଈଛା ହେଉନି ଏ ସରକାର କୁ 2024 ରେ ହଟଅ

  • @husenpradhan7171
    @husenpradhan7171 3 місяці тому +42

    ଏହି ପୁଲିସ୍ ରାକ୍ଷସ ଗୁଡ଼ାକ

  • @user-ie2ex1nk8d
    @user-ie2ex1nk8d 3 місяці тому +11

    ଓଡ଼ିଶା ପୋଲିସ ଯଦି ନ୍ୟାୟ ଦେଉ ଥାନ୍ତେ କଣ ପାଇଁ ମହିଳା ଙ୍କୁ ରାସ୍ତାରୁ ଉଠାଇ କାହିଁକି

  • @Balaram.143
    @Balaram.143 3 місяці тому +36

    ଓଡ଼ିଶା ପୋଲିସ ର ଖାଲି ରାଜନୀତି ଚାଲିଛି କିଛି ତଦନ୍ତ ହଉନି ବୁଢ଼ା ଦାହା ମିଛ କହୁଛି ଛି ଛି ଓଡିଶା ପୋଲିସ ତମ ମାନକୁ ଲଜ୍ଜ୍ୟା ଲାଗିବ କଥା

  • @RabindraPuhan-ui4pm
    @RabindraPuhan-ui4pm 3 місяці тому +12

    ଏଭଳି ସରକାର କୁ ବିଦା,କର, ନହେଲେ ଦେଶ ବରବାଦ ହେଇଯିବ

  • @user-xn8wz9yv7r
    @user-xn8wz9yv7r 3 місяці тому +22

    ନବିନବାବୁ ଆଇନ୍ ନଦେଲ ନରେନ୍ଦ୍ର ମେଦି ଆଇନ୍ ଦେବେ🚩🚩🚩

  • @susilpattanaik3660
    @susilpattanaik3660 3 місяці тому +5

    ବିଜେଡି ହଟାଅ,ଓଡ଼ିଶା ବଞ୍ଚାଅ

  • @haradhanbehera9681
    @haradhanbehera9681 3 місяці тому +11

    ସାଧାରଣ ଲୋକ କଣ Pm/cm କୁ ଦେଖା କରିପାରିବେନି???

  • @ptv820
    @ptv820 3 місяці тому +6

    ଏଥିରୁ ସ୍ପଷ୍ଟ କି BJD ର ନେତା ମାନେ ହିଁ ଦାଈ

  • @odiatokavlogs4570
    @odiatokavlogs4570 3 місяці тому +19

    ଦେବାଶିଷ ଭାଇ ବହୁତ ଭଲ କାମ କରୁଛ ଏମିତି କର

  • @purnanayak5383
    @purnanayak5383 3 місяці тому +3

    ଗାଲୁଆ ଗାଲୁଆ ଗାଲୁଆ କୁଆଡୁ ଆସିଲା

  • @surendrabadamundi7275
    @surendrabadamundi7275 3 місяці тому +5

    ବିଜେପି ଓଡିଶା କୁ ଆସୁ ଶଳା ତରିକା କେମିତି ଶିଖିବ ବିଜେଡ଼ି?

  • @samirnayak3768
    @samirnayak3768 3 місяці тому +9

    ଆମ ଓଡିଶାର ମୁଖ୍ୟମନ୍ତ୍ରୀ ଗାଲୁମାଧବ

  • @biprapriya
    @biprapriya 3 місяці тому +16

    Durgasis Babu, ଏଭଳି BJD ଲୋକଙ୍କୁ କାହିଁକି ଡାକୁଛନ୍ତି ??

  • @odiatokavlogs4570
    @odiatokavlogs4570 3 місяці тому +15

    ଗଣେଶ କୁ କାହିଁକି ଡାକୁଚୁ ଦେବାଶିଷ ଭାଇ

  • @BhagabanaRana-we1lr
    @BhagabanaRana-we1lr 3 місяці тому +27

    ଏ ମା ଯାହା କହୁଛନ୍ତି ପୁରା ସତକଥା। ସବୁକିଛି ଏମିତି ହେଉଛି ଆମ ଓଡ଼ିଶା ରେ । କାହାକୁ ନ୍ୟାୟ ମିଳିପାରୁନାହାନନ୍ତି।

  • @sankarnayak-tp1ye
    @sankarnayak-tp1ye 2 місяці тому +3

    B j D ସରକାର ରହିଲେ ଏମିତି ହବ ଜୟ ଶ୍ରୀ ରାମ 🙏🙏🙏🙏q

  • @sudhirghadai9545
    @sudhirghadai9545 3 місяці тому +15

    ଏକ ନମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଏକ ନମ୍ବର କ୍ରାଇମ୍ 😡

  • @haradhanbehera9681
    @haradhanbehera9681 3 місяці тому +3

    ଏମାନଂକୁ ଗୋପାଳ ପରି ଗୁଳି ମାରିବା ଦରକାର କାନ୍ଦିଲେ କିଛି ହବନି...ଯଦି pm sir ଙ୍କ ପାଖରେ ଏ ଖବର ପହଂଚିବ plz help help କରିବେ sir 🙏🏿

  • @dayanidhimahapatra7455
    @dayanidhimahapatra7455 3 місяці тому +3

    ଓଡ଼ିଶାର ନ୍ୟାୟ ପୋଲିସ ପ୍ରଶାସନ ପାଇଁ ନଷ୍ଟ ହୋଇଛି ।

  • @user-ly7nq6yc1z
    @user-ly7nq6yc1z 3 місяці тому +18

    Dibet କୁ କେଉଁ ପ୍ରକାର ଲୋକଙ୍କୁ ଡାକୁଛନ୍ତି, ଯାହାକୁ କହିବା ଜଣାନାହିଁ

  • @sukantimallick1372
    @sukantimallick1372 3 місяці тому +4

    ଚାଲ ସବୁ ବଡ଼ ଆଦଳନ କରିବା,,,ପରି ପାଇ,,ଏ ଝିଅ ପାଇ,,,ଆଉ ନବିତା ମଡ଼ଳ ପାଇ,,,🙏🙏🙏🙏

  • @user-gt4fe2bj5j
    @user-gt4fe2bj5j 3 місяці тому +10

    Odisha no1argus news jai argus ❤❤❤❤

  • @odiagirleducationworld
    @odiagirleducationworld 3 місяці тому +4

    Great Maa 🙏🙏🙏

  • @SarojKumar-iv6wu
    @SarojKumar-iv6wu 3 місяці тому +3

    ବିଜୁ ଜନତଦଳର ପ୍ରତ୍ୟେକ ବ୍ୟକ୍ତି ସ୍ୱାର୍ଥପର ନେତା ଯାହାକି ଓଡ଼ିଶା ଆଜି ଅବହେଳିତ

  • @HarikrishnaGouda
    @HarikrishnaGouda 3 місяці тому +30

    ଏହି ବୁଢ଼ା କୁ କଣ ପାଇଁ ଡାକୁଛନ୍ତି ସଲକୁ କିଛି ଜଣାନାହିଁ ଚୋର

  • @kashinathnayak5902
    @kashinathnayak5902 3 місяці тому +21

    ଏହି ଗାଲୁୟା ଗଣେଶ ପୁଣି ଟିଭି ପରଦାକୁ କାହିଂ କି ଆଣିଲେ

  • @kashinathnayak5902
    @kashinathnayak5902 3 місяці тому +35

    ଓଡିଶା ବିଜେପି ନେତା କଣ ପିହୁ ମା କୁ ଜାଣି ନାହାନ୍ତି ମୋଦି ପାଖକୁ ନେଇ ଗଲେନାହିଁ

  • @CHINMAYA4U
    @CHINMAYA4U 3 місяці тому +3

    Satya ra heba jay🙏🙏🙏

  • @sujitkumarmaharana8792
    @sujitkumarmaharana8792 3 місяці тому +10

    100 percent odisha sarkar ethire achhi

  • @suryakantamahalik3462
    @suryakantamahalik3462 3 місяці тому +27

    ଏତେ ଆଡେ ବୁଲୁଛନ୍ତି ଥରୁଟିଏ ବାଗେଶ୍ୱର ବାବାଙ୍କୁ ଦେଖାକରନ୍ତୁ...

    • @silarout9782
      @silarout9782 3 місяці тому +1

      ଶଳା‌ ମାନଙ୍କ କାନ କୁ ଗଲେ ସେମାନେ ସେ ଜାଗାକୁ ଛାଡିବେନି

  • @sukumarrana9091
    @sukumarrana9091 3 місяці тому +2

    ମୋନାଲିସା ମାଡାମ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଠାରୁ ଆପଣ ନ୍ୟାୟ ପାଇପାରିବେ ନାହିଁ । କାରଣ ନବୀନ ମୋଦୀ ଙ୍କ ମଧ୍ୟରେ ସୁସମ୍ପର୍କ ରହିଛି ।ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଡହଳବିକଳ ।

  • @user-no2bm1cs7e
    @user-no2bm1cs7e 3 місяці тому +4

    କିଛି କରି ପାରିବେନି ଏ ସରକାର ଗୋଟେ ମା ର ଆଖି ରୁ ଲୁହ ପୋଛି ପାରିବନି. ଏଥି ପାଇଁ ବେକାର ଟାରେ ମା କୁ ସନମାନ ନାରା ଦେଉଛନ୍ତି

  • @Bachan254
    @Bachan254 3 місяці тому +8

    ଗୋଟେ କଥା କହିବି ଭଉଣୀ ବହୁତ୍ ଦୁଃଖ ଲାଗୁଚି ତୁମ ଦୁଃଖ ଦେଖିକି ମୋ ପ୍ରଭୁ ଶ୍ରୀ ram ଆସୁଛନ୍ତି ସବୁ ଠିକ୍ ହେଇଯିବ ଜୟ ଶ୍ରୀ ରାମ 🏹🏹🏹🏹🏹🏹🏹🏹🏹

  • @satyabrataparida1299
    @satyabrataparida1299 3 місяці тому +4

    ପୁଲିସ କୁ ଜୋତାରେ ପିଟିବା କଥା

  • @ShashikantaNayak-mr1hr
    @ShashikantaNayak-mr1hr 3 місяці тому +11

    Direct twit to PM request to Argus news this case

  • @maheshkumarbag5464
    @maheshkumarbag5464 3 місяці тому +2

    Pihu Ma Bhali Anekama Luharebhasuchhanti Aau Jenchhua Menepranabali Deichhanti Luha Aau Niswasare Odisa sarkar Polish Chhar Khar Heijibe Jay Jagarnath Suwami ❤❤❤❤🎉🎉🎉

  • @Khsgpp156
    @Khsgpp156 3 місяці тому +13

    Pihu maa akhi luhare bjd Ra binasa Heba

  • @bijayswain4460
    @bijayswain4460 3 місяці тому +4

    ଅଯଥା news କରୁଚ, ଓଡ଼ିଶାରେ ପୋଲିସ BJD ର ଚମଚା ସାଜିଛି ଏଥି ନାୟ ନାହିଁ।ଓଡ଼ିଶାରେ କଣ କେହି ଜାଣିନାହାନ୍ତି ଏ କଥା।BJP ଭାଇମାନେ କଣ ପାଇଁ ତାଙ୍କୁ ସାହାଯ୍ୟ କରୁନାହାନ୍ତି।ଖାଲି ରାଜନୀତି ସମସ୍ତେକରୁଛନ୍ତି ହେଲେ କେହି ଗରୀବର ଦୁଃଖ ବୁଝୁ ନାହାନ୍ତି

  • @SrikrishnaMahanta
    @SrikrishnaMahanta 3 місяці тому +16

    ଛି ଛିଛି

  • @souravarout967
    @souravarout967 3 місяці тому +2

    Durgasish Bhai ପୀହୁ ମାଆ ଙ୍କୁ ପୋଲିସ ଉଥାଇନେଲେ.. ଏଥି ଭୁଲ କଣ ଖାଲି ଓଡ଼ିଶା ସରକାର ନୁହେଁ ମୁଁ କହିବି ଓଡ଼ିଶା bjp ର ବି...ଆଛା ତାଙ୍କୁ ପୋଲିସ ଉଠାଇବା ଯାଙ୍କେ କଥା ଗଲା କାହିଁକି...ଯଦି ସେ ମା ନାୟ ପାଇନାହାନ୍ତି ଓଡ଼ିଶା ସରକାର ଙ୍କୁ ଠୁ..ସେ ଆସିଥିଲେ ତାଙ୍କ ଗୁହାରି ପ୍ରଧାନମନ୍ତ୍ରୀ ଙ୍କୁ ଜଣାଇବାକୁ ...ଆଛା ଓଡ଼ିଶା bjp ର ନେତାମାନେ କଣ ଜାଣି ନାହାନ୍ତି ତାଙ୍କୁ ପୋଲିସ ଉଥାଇନେବେ ବୋଲି...ଓଡ଼ିଶା bjp କଣ ଘାସ ଓପଡୁଛନ୍ତି କି ...ସେ କଣ ମୋଦୀ ଜି ଙ୍କ ପାଖ କୁ ତାଙ୍କୁ ନେଇ ପାରିବେନି ...ଏହା କଣ ବିରୋଧୀ ଦଳ ହିସାବରେ bjp ର କର୍ତ୍ତବ୍ୟ ନୁହେଁ କି ..ସେ ଆସିଲେ ତାଙ୍କୁ ପୋଲିସ ଉଠାଇ ନେଲେ ମୋଦୀ ଜି ଙ୍କୁ ଦେଖା କରେଇଦେଲେ ନାହିଁ ଏହା କେତେ ସହଜ କଥା କହିବା କୁ ...କଣ ଓଡ଼ିଶା bjp ନେତାମାନେ ଯାଇକି ମୋଦୀ ଜି ଙ୍କ ପାଖରେ ଖାଲି ଫଟୋ ଉଠାଏଇବା ଜାଣିଛନ୍ତି କଣ ଏଇ ମା କୁ କଣ ମୋଦୀ ଙ୍କ ପାଖରେ ପହଁଚାଇ ପାରିବେନି ଏତେ କଷ୍ଟ କଣ ଏଇ କାମ ...ଏଥି ଭାଇ ଖାଲି ଲୋକ ମାନଙ୍କୁ ଭୂୟାଁ ବୁଲା ଯାଉଛି ସତରେ ଏମିତି ଗଣତନ୍ତ୍ର ...ଏଇ ହୋଉଛି ଗଣତନ୍ତ୍ର

  • @kashinathnayak5902
    @kashinathnayak5902 3 місяці тому +8

    ମାନ୍ୟବର କହୁ ଥିବା ଏହି ସାରଥୀ ଭକ୍ତ କୁ ମିଡ଼ିଆ ରେ ବସି କଥା କହି ବା ଜଣା ନାହିଁ

  • @user-no2bm1cs7e
    @user-no2bm1cs7e 3 місяці тому +2

    ଓଡ଼ିଶାରେ ନ୍ୟାୟ ବ୍ୟବସ୍ତା କେବଳ ଦଳୀୟ କର୍ମୀ ଆଉ ନେତା ମାନଙ୍କ ପାଇଁ. ସାଧାରଣ ଲୋକ ଙ୍କ ପାଇଁ ନୁହେଁ

  • @TANUJHAPPYHEALTHINDIA
    @TANUJHAPPYHEALTHINDIA 3 місяці тому +2

    ମୋନାଲିସା ଭଉଣୀ ସାରା ଓଡିଶା ବାସୀ ଆପଣଙ୍କ ସହିତ ଅଛନ୍ତି...

  • @sagarvlogs2.030
    @sagarvlogs2.030 3 місяці тому +3

    Mu thank you janeibi Argus news ku

  • @Asuvlog-ix7yq
    @Asuvlog-ix7yq 3 місяці тому +3

    ସବୁ ସାଧାରଣ ଲୋକଙ୍କ ପାଇଁ ଏତିକି ହେଉଛି।ସଳା ସବୁ ଜାଣିକିବି ଏ ଜନତା ତାକୁ ହି ଭଟ ଦେଇଛନ୍ତି।

  • @samaruhernna4118
    @samaruhernna4118 22 дні тому +1

    ଦୁର୍ଗାଶିଷ ସାର ଧନ୍ଯବାଦ ଗୋଟିଏ ମା କୁ ନ୍ୟାୟ ନମିଳିବାଯାଏ ନ୍ୟୁଜ ଦେଖାନ୍ତୁ Love you Durgashish sir Jay shree Ram

  • @damodaracreation5845
    @damodaracreation5845 3 місяці тому +2

    Argus news ra MD knu hrudayaru pranam bhai

  • @samalcreationsbls6599
    @samalcreationsbls6599 3 місяці тому +2

    Odisha sarkar sadharan loka ku nya debar sampurna bifala

  • @sukantbarik-pz4vc
    @sukantbarik-pz4vc 3 місяці тому +3

    Pls argus re thiba bhai manaku mora anurodha pls a vdo taku sidha modi ji nka pakhaku pathantu

  • @foreveryoutube..3794
    @foreveryoutube..3794 3 місяці тому +3

    Durgasis babu u r great ..

  • @user-wn1fw5fo7l
    @user-wn1fw5fo7l 3 місяці тому +3

    ଶଳା bjd ଅଛି ସାମିଲି ନିଆ ଜାଳିବାକୁ ଅବ

  • @harekrushnanayak92
    @harekrushnanayak92 3 місяці тому +7

    Counter question ❓ by durgashish Babu

  • @Surya-mo8tn
    @Surya-mo8tn 3 місяці тому +3

    Thank you sir thank you argues

  • @DontMindDost
    @DontMindDost 3 місяці тому +1

    ଗୋପାଳ ଦାଶ ଠିକ କରିଥିଲା.... ଆଉ ଏହି ଭଳି ଗୋପାଳ ଦାଶ ଓଡିଶା ଜନ୍ମ ଦରକାର......
    ବିଜେଡି ହଟାଅ...ଅତି ଉତ୍ପାତ ହେଲେଣି.....😮😮😮

  • @silentboyanil4512
    @silentboyanil4512 3 місяці тому +1

    Durgasish sir...apana nku mora ❤ se 🙏...apana jemiti apana nka katha bi semiti pura ..ROK THOK

  • @jitulifestyle6856
    @jitulifestyle6856 3 місяці тому +3

    ଏମିତି କହି ବର୍ଷ ଗଡିବ ଓଡିଶା ସରକାର

  • @bhubaneswarbiswal
    @bhubaneswarbiswal Місяць тому +1

    ଏ ପରି ବେଆଇନ କାମ ପାଇଁ ମାଓବାଦୀ ଶୃଷ୍ଟି

  • @Sriansh321
    @Sriansh321 3 місяці тому +2

    ଆଦିତ୍ୟ ନଥ୍ ସରକାର ଓଡ଼ିଶା ରେ ଦରକାର

  • @BhaktabandhuSenapati
    @BhaktabandhuSenapati 2 місяці тому +1

    ଧନ୍ୟ, ସରକାର

  • @rabindrabehera8301
    @rabindrabehera8301 3 місяці тому +2

    Durgasish.vai.apana.great.solid.answer.maguchhanti.jera.karibare.master

  • @Susantadas-ut9nx
    @Susantadas-ut9nx 3 місяці тому +1

    ବିଜେପି ଆସିବା ଦରକାର

  • @kamallochannayak9660
    @kamallochannayak9660 2 місяці тому +2

    Jey Maa,Dhik BJD Govt

  • @GaluramMajhi-ss9ei
    @GaluramMajhi-ss9ei 3 місяці тому +2

    ମୟୁରଭଞ୍ଜ ଗାଉଁଲି ଭାଷା ରେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳ ଭୁତ, ପାଳ ଭୁତ ଠାରୁ ନ୍ୟାୟ କିମିତି ମିଳିବ l

  • @jchoudhury274
    @jchoudhury274 3 місяці тому +1

    ଓଡ଼ିଶା ର BJP ନେତା ଏ ମାନଙ୍କୁ ସୁରକ୍ଷା ଦେଇ pm ମୋଦି ଙ୍କ ସହିତ ସାକ୍ଷାତ କରି ବା ପାଇଁ ସୁଯୋଗ ଦେବା କ ଥା ଜୟ ଜଗନ୍ନାଥ

  • @HARIGYANA-gw7xn
    @HARIGYANA-gw7xn 3 місяці тому +3

    Bhai thik

  • @yeshsahoo6027
    @yeshsahoo6027 3 місяці тому +1

    Bilkul right

  • @BhaktabandhuSenapati
    @BhaktabandhuSenapati 2 місяці тому +1

    ମା, ନବିନବାବୁ ସରକାରରେ
    ନବ, ଗୁଳି ଖାଏ
    ପଂଚାୟତ ରେ ମଦ ଖୋଲେ

  • @purnanayak5383
    @purnanayak5383 3 місяці тому +1

    ଏ ଅଜ୍ଞାନୀ କୁ ଏଠାକୁ କାହିଁକି ଆସୁଛି

  • @user-km5re6on5u
    @user-km5re6on5u 2 місяці тому +2

    ଏଇସରକାର,,ପରମମାଝିଆ,,ଏନେତାମନ୍ତି,,ଏମାନକର,,ମାଆ,,ଭଉନି,,କିବା,,ଝିଅ,ସାଗରେକଲେଆପନସଭାଲିପାରିବେ,,ଆଉଏସଲାମାଟିଆପିଧାକୁକୁରପୁଲିସିବାଲା,,ସରକାରର,,ଗୁଢାଭାଇନି,,ଏସଲାଟିକେଆଇନିକୁସମାଁନଟିକେଦିଅ

  • @smrutiranjannayak7684
    @smrutiranjannayak7684 3 місяці тому +3

    Mg ganesh behera ra pua ki jhia ku kidnappa kale taku jana padiba time kete important for this case

  • @santoshkumarmishra2620
    @santoshkumarmishra2620 3 місяці тому +1

    ଏଥିରୁ ସେମାନଙ୍କ ମନୋଭାବ ସମଗ୍ର ଓଡିଶା ବାସୀ ଜାଣି ସାରିଲେଣି.

  • @dalapatinayak573
    @dalapatinayak573 3 місяці тому +4

    Yes sir all odisha seem problem sir go ahead ❤❤❤❤

  • @abhimanyupatra4809
    @abhimanyupatra4809 3 місяці тому +1

    Arugs News Right Sir

  • @user-nq8yh8rl5f
    @user-nq8yh8rl5f 3 місяці тому +7

    Police. Mananku. Paisa. Diania. Heichi. Eikatha. Purajanapaduchi. Agyan.

  • @arjunsahu7919
    @arjunsahu7919 28 днів тому +1

    ମାଁ ନ୍ୟାୟ ପାଇବନୀ ବୀଯେଡୀ ସରକାର ଥୀବା ପଯନ୍ତ ମାଁ ଦୂର୍ଗା କାଲି ରୁପ ନୀଅ bjd ସରକାର ମହିଷା ରୁପି ଅସୁରକୁ ଦମନ କର🙏

  • @debabratadas4918
    @debabratadas4918 3 місяці тому +4

    Pm Modi ki tweet karantu...

  • @gyankstar
    @gyankstar 2 місяці тому +1

    ଥାନା ପୋଲିସ ବାବୁ ମାନେ କିଛି ଟଙ୍କା ପାଇଁ ତାଙ୍କ ସ୍ତ୍ରୀ ଝିଅଙ୍କୁ ବି ବନ୍ଧକ ରଖିଦେବେ

  • @user-si7ej5dn9z
    @user-si7ej5dn9z 3 місяці тому +4

    Good

  • @user-go4co4mo6e
    @user-go4co4mo6e 26 днів тому +1

    ଏ ମାଗିହା କୁ କିଏ dibet କୁ ଡାକିଛି , ଦୟାକରି ଦୃଗାଶିଷ ବାବୁ ଏଭଳି ବିଜେଡି ର ପାଗଳ ମାନଙ୍କୁ ଡାକନ୍ତୁ ନାହିଁ , ଏମାନେ ପାଦଚଟା କୁକୁର ଟୁ ଅଧିକ ଚାଟୁକାର ଗୋଲାମି

  • @dasharathabenia5563
    @dasharathabenia5563 3 місяці тому +2

    ଶଲାବୁଢ଼ା ଗଣେଶ ହାର୍ମଖୋଲ କୁ କାହିଁକି ଟିଭି ପରଦାକୁ ଡା କିଛନ୍ତି ଦେବାଶିଷ ସାର୍ ସେ ମଣିଷ କି କଣ ଜଣା ପଡୁନାହିଁ ମୂର୍ଖ ବୁଢା ଟା ।

  • @surajbhai3565
    @surajbhai3565 3 місяці тому +10

    Twit kara pm ku

  • @digambarjena2117
    @digambarjena2117 3 місяці тому +1

    Jay Jagannath

  • @munnabarik7580
    @munnabarik7580 3 місяці тому +1

    ବିହାରର ଛୋଟ girl ିଅ କେରଳରେ ନିଖୋଜ ହୋଇଯାଇଥିଲା ପୋଲିସ ସେମାନଙ୍କୁ ଚାରି ଘଣ୍ଟା ମଧ୍ୟରେ ପାଇଲା ତେବେ ଓଡ଼ିଶା ସରକାର ଓଡିଶା ପୋଲିସ କିପରି କରୁଛି? 2024 ଫେବୃଆରୀ କେରଳ ପୋଲିସ ତାଙ୍କୁ କେରଳରେ ପାଇଲା ବହୁତ ଭଲ ଭାଇ ମୁଁ ଶିକ୍ଷିତ ନୁହେଁ ତେଣୁ ଯଦି ମୁଁ କିଛି ଭୁଲ ଲେଖିଛି ତେବେ ଦୁ sorry ଖିତ |

  • @sinitidash2979
    @sinitidash2979 3 місяці тому +3

    Odisha police 🚨 julam chaliba nahi . BJD Sarkar hay hayre .

  • @sarasamajhi6525
    @sarasamajhi6525 3 місяці тому +1

    ଏ ପରି ଦୁର୍ଶ ଦେଖି ହୁଏନି ଜଣେ ମା ପିଲା ପାଇଁ ନ୍ୟାୟ ବିକ୍ୟା ମାଗୁଛି. ତାକୁ ଅନ୍ୟାୟ ନିର୍ଯାତନା ଦିଆଯାଉଛି. ଏହାକୁ ଦେଖି ଆଖି ରୁ ଲୁହ ଗୋଲିପଡୁଛି

  • @ajayakumarrout3036
    @ajayakumarrout3036 3 місяці тому +5

    KALPANA MADAM
    AAPANA PIHU RA
    MAAKU HELP
    KARANTU PLEASE

  • @raikamajitu3112
    @raikamajitu3112 2 місяці тому +1

    ଏ ଧର BJP କୁ ଆଖି ବୁଜି ଭଟ ଦବା ।
    Jay Jagannath

  • @asitkantamallik1661
    @asitkantamallik1661 3 місяці тому +1

    Right madam