Who is responsible for religious conversion?

Поділитися
Вставка
  • Опубліковано 13 січ 2025

КОМЕНТАРІ • 295

  • @MonalisaKisku-u8v
    @MonalisaKisku-u8v 4 дні тому +1

    Praise the lord ❤

  • @starmohapatra
    @starmohapatra 15 днів тому +3

    ପ୍ରକୃତିର ଧର୍ମ ହିଁ ପ୍ରକୃତ ଧର୍ମ।

  • @nabaghanmajhi2378
    @nabaghanmajhi2378 2 місяці тому +17

    ଧର୍ମ ବଦଳାଅ କିନ୍ତୁ ଜାତିକୁବି ବଦଳାଅ ତା ପରେ ଆମେ ଜାଣିବୁ ଯେ ହଁ ତମେ ଗୋଟେ ଧର୍ମ ବଦଳାଇ ଛ

  • @suredra1350
    @suredra1350 2 місяці тому +32

    ସାର୍ ମୁଁ ଗୋଟେ ଆଦିବାସୀ, ଜାତିପ୍ରଥା ଏବଂ ଆଦିବାସୀ ବିଷୟରେ ବହୁତ ବଡ଼ topic ଆଣିଥିବାରୁ ଧନ୍ୟବାଦ ।ଏ ବିଷୟ ରେ ମୁଁ ହିନ୍ଦୁ ମାନଙ୍କୁ ଜବାବ୍ ଦେଇପାରିବି ସାର ❤

    • @kartikadas5546
      @kartikadas5546 2 місяці тому +1

      Bhai tame adibasi na Christian

    • @SanchitRanjanu2d
      @SanchitRanjanu2d 2 місяці тому +3

      Se mixture loka adivasi kebe British Jesu ku puja karenahi

    • @NarendraMandangi-o4v
      @NarendraMandangi-o4v 2 місяці тому +5

      @@SanchitRanjanu2d ଭାଇ ସେ ବିଦେଶୀର ଯୀଶୁ ନୁହନ୍ତି, ସେ ସାରା ପୃଥିବୀର ଯୀଶୁ ତ୍ରାଣ କର୍ତ୍ତା ଅଟନ୍ତି, ସେ ହି ପୃଥିବୀକୁ ସୃଷ୍ଟି କରିଛନ୍ତି ,ଆପଣଙ୍କୁ ଆଉ ମୋତେ ପ୍ରଭୁଯୀଶୁ ନିଜେ ସୃଷ୍ଟି କରିଛନ୍ତି, ଆପଣ ତାହାଙ୍କୁ ଭୁଲି ଯାଇଛନ୍ତି, ଭାଇ ଆପଣଙ୍କୁ ଯୀଶୁ ବୁଦ୍ଧି ଦେଇଛନ୍ତି,ଜ୍ଞାନ ଦେଇଛନ୍ତି, ବିବେଚନା କରିବାର ଶକ୍ତି ଦେଇଛନ୍ତି, ଆପଣ ଟିକେ ଚିନ୍ତା କରନ୍ତୁ , ଟିକେ ବିବେଚନା କରନ୍ତୁ ଭାଇ ପ୍ରଭୁ ଯୀଶୁ କାହିଁକ ଜଗତକୁ ଆସିଥିଲେ ଆଉ ଯୀଶୁଙ୍କର ବିଷୟ ଜାଣିବାକୁ ହେଲେ ବାଇବଲ ଟିକେ ପଢନ୍ତୁ । ସେ କେତେ ଉତ୍ତମ , ସେ ଆପଣଙ୍କୁ ପ୍ରେମ କରନ୍ତି ।

    • @bikashsingh5714
      @bikashsingh5714 2 місяці тому +1

      ​@@NarendraMandangi-o4vTame bi tike Bhagabat Gita padha.

    • @BadBoyAshwinKumar
      @BadBoyAshwinKumar 2 місяці тому +4

      ​@@NarendraMandangi-o4v
      ଭାଇ ତୁମେ ବି ସତ୍ୟ ଉପରେ ଅବଗତ ନୁହଁ ଭାଇ ତୁମେ ବି ଆମ ହିନ୍ଦୁ ମାନଙ୍କର ଭାଗବତ ଗୀତା ପଡ଼ ଥ ତାହା ହେଲେ ସବୁ ଜାଣି ଯିବ
      ଜୟ ଶ୍ରୀ ଜଗନ୍ନାଥ ⭕‼️⭕
      ରାଧେ ରାଧେ 🙏🙏🙏🙏🙏🙏🙏

  • @JabaHbrm
    @JabaHbrm Місяць тому +4

    Bahut sundar discuss ❤❤❤

    • @JabaHbrm
      @JabaHbrm Місяць тому

      A bisay re discuss heba nihaati jaruri

  • @ashisanbaru6025
    @ashisanbaru6025 2 місяці тому +2

    Thanks dear, you are 100% right. This video should be seen by all.

  • @Reenavlogofficial-r7d
    @Reenavlogofficial-r7d 2 місяці тому +5

    Important massage

  • @BaliMandal-z6k
    @BaliMandal-z6k 23 дні тому +2

    ଜୟ ଶ୍ରୀ ରାମ.... 🙏🙏🙏

    • @DrkPradhan-w6d
      @DrkPradhan-w6d 9 днів тому

      ଜୟ ଶ୍ରୀ ରାମ୍ 🙏 🙏 🙏

  • @dhananjaytudu1396
    @dhananjaytudu1396 2 місяці тому +3

    Praise the lord Jesus Christ, Hallelujah

  • @JanathanMajhi-i2p
    @JanathanMajhi-i2p 2 місяці тому +11

    ସାର୍ ଠିକ୍ ଭାବରେ ବୁଝିପାରିଥିବେ ହିନ୍ଦୁ ଧର୍ମର ଲୋକ

  • @SukadevRaita-v7d
    @SukadevRaita-v7d Місяць тому +16

    ସାର୍ କାଇଁକି ଧର୍ମ ପରିବର୍ତ୍ତନ କରାଯାଉଛି କିଛିଖ୍ରୀଷ୍ଟାନ ଭାଇ ଏବଂ ସାର୍ ମାନେ ଗାଁ ଗାଁ ରେ ଯାଇ ପ୍ରଚାର ଏବଂପଇସା ଦେଇ ଧର୍ମ ପରିବର୍ତ୍ତନ କରା ଯାଉଛି ମୁଁ ଗୋଟେ ଆଦିବାସୀ ଶବର ସମାଜ ଆମ ହିନ୍ଦୁ ଧର୍ମରେ
    ଶ୍ରୀ ମଦ୍ ଭାଗବତ ଗୀତାରେ ଭଗବାନ୍ କଇନାହାନ୍ତି ଧର୍ମ ପରିବର୍ତ୍ତନ କରିବାକୁ
    ଜୟ ଜଗନ୍ନାଥ ❤❤❤🕉🙏🙏🙏

    • @RazRaz-hy2cv
      @RazRaz-hy2cv Місяць тому +1

      To itihas check kar tor sanskriti aau brahman ra Sanskriti kebebimatch khaiba nahi hindu dharma maane brahman dharma

    • @RazRaz-hy2cv
      @RazRaz-hy2cv Місяць тому

      Jaibheem jai birsamunda

    • @ramdasbag4779
      @ramdasbag4779 Місяць тому +4

      ❤❤❤ ହିନ୍ଦୁ ଧର୍ମ ରେ
      ଛୁଆଁ ଅଛୁଆଁ କାହିଁକି,,,,,
      ହିନ୍ଦୁ ମାନେ ସବୁ ଅହଙ୍କାରୀ କାହିଁକି,,,,😢😢😢😢ଭେଦଭାବ ଭରି ରହିଛି ହିନ୍ଦୁମାନଙ୍କ ହୃଦୟରେ😢😢😢😢😢

    • @DamianPatamajhi
      @DamianPatamajhi 26 днів тому +1

      ତମକୁ କିଏ ପଇସା ଦେଇକି ଖ୍ରୀଷ୍ଟିଆନ ହେବ ପାଇଁ ପଇସା ଦେଇଛନ୍ତି କି ପ୍ରମାଣ ଦେଖାଅ ଭାଇ ଆଉ କୁହ ok

    • @DamianPatamajhi
      @DamianPatamajhi 26 днів тому +1

      କେମିତି ଯାଣିଲ ନିଜେ ଦେଖିଚ ପ୍ରମାଣ କରନ୍ତୁ

  • @agastipradhan5050
    @agastipradhan5050 2 місяці тому +10

    ପୂର୍ବ ପୁରୁଷଙ୍କର ଜୁ ଧର୍ମ ଥିଲା ସେହି ଧର୍ମ ରେ ରହିବା ଠିକ, ପଇସା ଲୋଭରେ ଅନ୍ୟ ଧର୍ମ ଗ୍ରହଣ କରିବା ଠିକ ନୁହେଁ

    • @jubalapradhan8441
      @jubalapradhan8441 2 місяці тому +1

      ତମକୁ ଧର୍ମ ପରିବର୍ତ୍ତନ କରିବା ପାଇଁ କିଏ ପଇସା ଲୋଭ ଦେଖେଇଛନ୍ତି କି

    • @bikramnaik9659
      @bikramnaik9659 Місяць тому +1

      ଏଭାଇ କଣ କହୁଚ ଠିକିକହୁନ ଗଲତ

    • @agastipradhan5050
      @agastipradhan5050 19 днів тому

      @@bikramnaik9659 ପୂର୍ବ ଧର୍ମ ହେଉଛି ନିଜ ଧର୍ମ, ଯିଏ ଅଲଗା ଧର୍ମ ଗ୍ରହଣ କରୁଛି ସିଏ ଗଳତି କରୁଛି

    • @Anantsabar1146
      @Anantsabar1146 15 днів тому +3

      ଭାଇ ଟଙ୍କାଟିଏ ବି ମିଳିବ ନାହିଁ। ଜୀବନରେ ଶାନ୍ତି ମିଳିବ ଓ ଏହାର ମୂଲ୍ୟ ଜାଣିବ ।

    • @jubalapradhan8441
      @jubalapradhan8441 15 днів тому

      @@agastipradhan5050 ପୂର୍ବ ପୁରୁଷ ମାନେ ପଥର କୁ ପଥର ବାଡେଇ ନିଆ ବାହାର କରୁଥିେଲେ, ତମେ କାହିଁକି ଦିଆସିଲି, Lighter, ବ୍ଯବହାର କରୁଛ। ସେମାନେ ମାଂସ ପୋଡି଼କି ଖାଉଥିେଲ, ତମେ କାହିଁକି ମସଲା ଦେଇ ରୋଷେଇ କରୁଛ। ଦୁନିଆ ପରିବର୍ତ୍ତନ ହେଇଛି, ଲୋକଙ୍କର ମନ ପରିବର୍ତ୍ତନ ହେଇଛି। ତମକୁ ଯୋଉଟା ଗ୍ରହଣ କରିବାର ଅଛି ସେଇଟା କର। freedom India, choice is yours. 👍

  • @AmbrishSuna-ie2qg
    @AmbrishSuna-ie2qg 2 місяці тому +3

    Jai sri krishna. Why we embrace other religion in stead of hindu religion.. Caste system exist in every religion that doesn't mean that we accept other religion. We should fight against this social discrimination but should not convert. Shrimadbhagwat Gita is available everywhere you can read if you like. Once a pastor offered me a bible for reading but I gave him a gita book but he didn't received it. I also didn't received it as l have already read bhagwat gita and in bhagwat gita it is clearly mentioned that other religion can't give you salvation.

  • @SangitaMallick-i2e
    @SangitaMallick-i2e 2 місяці тому +1

    Thank you sir for this good discussion ,

  • @Mu_Adivasi_img
    @Mu_Adivasi_img Місяць тому +7

    ଆପଣ ଦୁଇଜଣ ତ କ୍ରିଷ୍ଟିଆନ କି ବାଳ କଥା କହୁଛ

  • @SadhuramPurty
    @SadhuramPurty 24 дні тому +1

    Jay yeshu naam ❤

  • @Sanu_gamer4
    @Sanu_gamer4 14 днів тому

    Thankyou good discus

  • @lingarajmallick2259
    @lingarajmallick2259 2 місяці тому +2

    Thank you jesus i am cristian✝️✝️✝️✝️❤❤❤❤

  • @BabulaMohanta-c5o
    @BabulaMohanta-c5o 19 днів тому +1

    Khistian manku sabu sarakari subidha ru banchita karjau

  • @srabanakumar1981
    @srabanakumar1981 2 місяці тому +2

    Thank you Jesus

    • @elantoytv7g
      @elantoytv7g 2 місяці тому

      Jaha kuha tama rakta re hindu achhi joy sri ram

  • @bisusingraita140
    @bisusingraita140 20 днів тому +1

    ଭାଇ ତୁମେ ତ ଲାଗୁଚି ଦୁଇଜଣ ଖ୍ରୀଷ୍ଟିଆନ

  • @ramachandramalik7164
    @ramachandramalik7164 2 місяці тому +3

    ଯେଉଁ ଲୋକ ମାନେ ଅନ୍ୟ କୁ ହରିଜନ ବୋଲି କହୁଛନ୍ତି, ସେହି ଲୋକମାନେ ନିଜକୁ ନିଜେ ସଇତାନ୍ ର ଔଲାଦ୍ ବୋଲି କହିବେ କି

  • @hariprasadbommi3873
    @hariprasadbommi3873 Місяць тому +2

    ଆମ ଭାରତ ରେ କୋୖଣସି ବ୍ୟକ୍ତି ଧର୍ମ ପରିବର୍ତନ ହେଲେ ସେ ହେଉଛି ଆମ ଭାରତ କୁ ଜଣେ ସୋତ୍ରୁ ବଡ଼ି ଲାପରି
    ଖ୍ରୀଷ୍ଟିଆନ ହେଉଛି silent killer ସମସ୍ତେ ମୋ ହିନ୍ଦୁ ବାଇ ଭୋଉଣି ଜାଗ୍ରତ ହେବାରଛି ଜୟ ଜଗନ୍ନାଥ 🙏🌺🙏🌺🙏

    • @Anantsabar1146
      @Anantsabar1146 15 днів тому +3

      ଭାଇ ତମେ ଜାଗ୍ରତ ହୁଅ ଆମେ ଯୀଶୁଙ୍କୁ ପ୍ରଚାର କରିବୁ

    • @sushant892
      @sushant892 13 днів тому +1

      Right

    • @1blue1-7sky
      @1blue1-7sky 10 днів тому

      No, your arguments have no logic. Christians teach peace, love and harmony. Be a christian and follow the principles of the Bible.

    • @Prafullanayak.123
      @Prafullanayak.123 9 днів тому

      ପାଗଳ ହେଇଗଲାଣି ସବୁ Kristian mane​@@Anantsabar1146

  • @suniltadingi6561
    @suniltadingi6561 2 місяці тому +3

    Thank you Jesus i am Cristian amen amen amen

  • @Laxman_STbro_officials
    @Laxman_STbro_officials 2 місяці тому

    Nice video , nayak sir , Good message,

  • @JimiRaita-h8f
    @JimiRaita-h8f Місяць тому

    Thanks

  • @subodhabeheramajhi682
    @subodhabeheramajhi682 2 місяці тому

    Thank you bro god bless you

  • @BaskeyAnanta
    @BaskeyAnanta 14 днів тому

    ବ୍ରାହ୍ମଣ ମାନଙ୍କୁ ଆଉ ଆଗ ଭଳିଆ କେହି ମାନୁ ନାହାନ୍ତି ରୋଜଗାର କମ୍ ହେଇଗୋଲlଣି ସେଥିପାଇଁ ସେମାନେ ଆଦିବାସୀ ମାନଙ୍କୁ Target କରିଛନ୍ତି ମିଛ ସତ କହି କି ହିନ୍ଦୁ ଧର୍ମ ରେ Convert କରିବେ ଆଉ ତାପରେ ମନ ଇଚ୍ଛା ଡରେଇ ଧୋମକେଇ ପଇସା ମାଗିବେ

  • @JohanKhurana
    @JohanKhurana 2 місяці тому

    God bless you and your channel 🙏 Sir

  • @SalmanSing-qy8rs
    @SalmanSing-qy8rs 2 місяці тому

    Thank you sir amen

  • @rajupatika4290
    @rajupatika4290 Місяць тому +5

    କଣ ଟା ପାରିର୍ବତନ କରିଛ ଭାଇ ଓ ଭଉଣୀ କୁ ରକିବାଟା କ୍ରିଷ୍ଟିନ କଣ ଖାଇବା କଣ ପିନ୍ଦିବା ଆଗେ କ୍ରିଷ୍ଟିନ ମାନଙ୍କ ବୁଝାଅ ତାପରେ ପାରିର୍ବତନ କୁହନ୍ତୁ ବାକିଲେ ହବନାହିଁ

  • @Jitu-kh7ds
    @Jitu-kh7ds 14 днів тому

    Right 👍👍👍👍👍👍🎉🎉🎉❤❤❤

  • @PrabeshDigal-e7q
    @PrabeshDigal-e7q 2 місяці тому +1

    Praise the lord Amen

  • @Majhibabu-vx4lq
    @Majhibabu-vx4lq 2 місяці тому

    Praise the Lord brother ji,😮😮
    Jisne hume banaya wahina pyar Karega.. thanks

  • @PANDABAMARANDI
    @PANDABAMARANDI 2 місяці тому +1

    Praise the lord God bless you

  • @sitalata5336
    @sitalata5336 2 місяці тому

    Praise the lord 🙏... Jay kebala sada prabhunkara....

  • @tularamharijan9511
    @tularamharijan9511 2 місяці тому +4

    Thank you Thank you very good 👍
    Discuss
    Praise the Lord

  • @ghanagolori8777
    @ghanagolori8777 2 місяці тому +3

    ବେରିଗୁଡ🎉🎉🎉🎉🎉🎉🎉

  • @bijaykumarsuren1982
    @bijaykumarsuren1982 2 місяці тому +1

    ଏହି ଟା ଶତପ୍ରତିଶତ ୧୦୦% ସତକଥା..! ହିନ୍ଦୁ ମାନେ ଦାୟୀ ଅଟନ୍ତି । ହିନ୍ଦୁ ଧର୍ମର ପ୍ରଥମ ପ୍ରଚାରକ ବିବେକାନନ୍ଦ ଉଚ୍ଚବର୍ଗ ମାନଙ୍କୁ ପ୍ରଶ୍ନର କରିଥିଲେ...!!

  • @jangamayasabar8902
    @jangamayasabar8902 2 місяці тому +6

    Praise the lord 🙏 SIR thank..... Good message ❤⛪⛪⛪⛪⛪⛪👍🙏👏

  • @VikashKumar-qv4vq
    @VikashKumar-qv4vq 2 місяці тому

    Good ❤❤

  • @Indian-y2f
    @Indian-y2f 2 місяці тому +7

    ଭାରତରେ ହିନ୍ଦୁ ଧର୍ମ କିପରି ଓ କେଉଁ ମାନେ ଆରମ୍ଭ କରିଥିଲେ ,ଏ ବିଷୟରେ ଟିକେ ଆଲୋଚନା କରିଥିଲେ ଭଲ ହୁଅନ୍ତା ।

    • @SanchitRanjanu2d
      @SanchitRanjanu2d 2 місяці тому

      @@Indian-y2f kipari tame kichi janicha ki kuha toh mate bhai kana special gyana deba aji

    • @sushant892
      @sushant892 9 днів тому +1

      @@Indian-y2f indusvaly civilisation tharu hindu Dharma prachalita.... According to history

    • @DrkPradhan-w6d
      @DrkPradhan-w6d 9 днів тому

      They can't

    • @sushant892
      @sushant892 9 днів тому

      @@Indian-y2f indusvaly civilisation loka Mane PASUPATI SIVA nku Puja karuthile.

  • @rameshnayak531
    @rameshnayak531 2 місяці тому +1

    JAYMASIKI 🙏🏽✝️❤️✝️🙏🏽 AMEN

  • @devrgndas3291
    @devrgndas3291 8 днів тому

    ଖ୍ରୀଷ୍ଟିଆନ ହେଲେବି ସେଇ ନିଜକୁ ଅଛୁତ ବୋଲି କହି ହେବେ ଏମାନେ 😂😂😂

  • @bhanjamunda7299
    @bhanjamunda7299 2 місяці тому +1

    Praise the Lord

  • @amritminz5228
    @amritminz5228 2 місяці тому

    God bless you sir

  • @parsuramjani-nx8er
    @parsuramjani-nx8er 2 місяці тому +2

    Sir amazing discussion God bless you

  • @subhassanta9298
    @subhassanta9298 2 місяці тому

    Praise the lord sir 🙏🙏

  • @SaktiNanda-e3b
    @SaktiNanda-e3b 2 місяці тому +1

    Santani is the best, it gives everything

  • @raghabapradhan7088
    @raghabapradhan7088 2 місяці тому

    Volo aalochona aanilo vaai thank you god bless you haleluya

  • @NirulaChora
    @NirulaChora 2 місяці тому +1

    Thakyoujueshalluyaamen

  • @rautasanta6294
    @rautasanta6294 2 місяці тому

    God bless you 🎉🎉 sir

  • @GopalBisoi-zd2pc
    @GopalBisoi-zd2pc День тому

    Jay jogarnatha 🚩

  • @bhadrabhatra8396
    @bhadrabhatra8396 Місяць тому +4

    ଆମ ଗାଁ ଉଁଳି ଏରିଆରେ ଯେତେ ହରିଜନ ଭାଇ ମନେ ଅଛନ୍ତି ସବୁ ଖିରିଷ୍ଟନ ଧର୍ମ ରେ ଅଛନ୍ତି ସେମାନେ ସବୁ ଫ୍ରଡ୍ କାମ ଯାକ କରୁଛନ୍ତି ଚରି କାମ ଧାଦା ଗିରି ଯେତେ ସବୁ ବଡ ବଡ କାମ ସେମାନେ କରନ୍ତି ତାଙ୍କର ଡର ବୟ କିଛି ନାହିଁ ମୁଁ ଭାଇବେଲକୁ ମାନେ ଜଦି ଭାଇବେଲ ପବିତ୍ର ଗ୍ରନ୍ଥ ତା ହେଲେ ଏମାନଙ୍କର କାମ କେତେ ଦୂର ଠିକ୍

    • @1blue1-7sky
      @1blue1-7sky 10 днів тому

      Bible is different than those who follow it. Follow bible but dont follow people.

  • @ranjitdigal323
    @ranjitdigal323 2 місяці тому

    ସାର୍ 🙏 ପ୍ରଶ୍ନ ଟିକିଏ ବିଟ ବାଇ ବିଟ ହେବାର ଦରକାର ଓ ତାହା ୧,୨,....୫.. ଏହି ପରି ହେବା ଦରକାର,କ୍ଷମା କରିବେ🙏

  • @PitambarNag-d9e
    @PitambarNag-d9e Місяць тому +1

    2jana hi Christian

  • @ApparoPalaka-lj4yr
    @ApparoPalaka-lj4yr 2 місяці тому +1

    ସାର୍ ଠିକ୍ କଥା

  • @BrundaMuska
    @BrundaMuska 2 місяці тому

    Very good sir

  • @TillubisoiBisoi
    @TillubisoiBisoi Місяць тому +1

    Bhai mu bi gote hindu kintu a topick ta bohut bhala topick au bharamana badi sasana chalichi eaku mu bhi ninda kare bhai

  • @govindakusulia7741
    @govindakusulia7741 2 місяці тому

    Praise the lord sir

  • @AtopGamingplayer760
    @AtopGamingplayer760 2 місяці тому

    Good blessiyou sir

  • @sunilkanhar6660
    @sunilkanhar6660 15 днів тому

    ମୋର ଗୋଟିଏ କଥା କହିବି ଆପଣ ମାନେ ଯଦି ଧର୍ମ ପରିବର୍ତ୍ତନ କରୁଛ କିନ୍ତୁ ଆପଣ ଆପଣ ଙ୍କ ଜାତି କୁ ପରିବର୍ତ୍ତନ କର ବହୁତ ଲୋକ ଧର୍ମ ପରିବର୍ତ୍ତନ କିଛି ପଇସା ପାଇଁ କରୁଛନ୍ତି କିନ୍ତୁ ନିଜର ଜାତି ପରିବର୍ତ୍ତନ କରୁନାହାନ୍ତି ଯଦି cast ରେ ST SC OBC ନକରି General କରିପାରିବ କି

  • @SadanandaMarandi
    @SadanandaMarandi Місяць тому

    ✝️❤ ILove you jisu

  • @RiyaMeleka
    @RiyaMeleka 2 місяці тому +1

    Jay shree Krishna Jay Jagannath

  • @BadBoy143-eq2nw
    @BadBoy143-eq2nw Місяць тому +6

    ଭାଇ ତମେ ସ୍ବର୍ଗ ରେ ଯାଇ ଯୀଶୁ ସହିତ ରୁହ। ମୁଁ ପୃଥିବୀ/ମାଟି ମା ର ପୁଅ ତାଙ୍କ କୋଳ ରେ ବଡ଼ ହେଇଛି ଆଉ ସେଇ କୋଳରେ ହିଁ ମୋର ମୃତ୍ୟ ଶରୀର ହେଇ ମାଟି ମା ସହିତ ମିଶୁ । ଆଉ ମୋର ଆତ୍ମା ଅନ୍ୟ ଜୀବର ଗର୍ଭରେ ସ୍ଥାନାନ୍ତରିତ ହୋଇ ଏକ ଅନ୍ୟ ଜୀବ ହେଇ ଜନ୍ମ ନଉ। ମୋର ଆତ୍ମା କୌଣସି ଗୋଟେ ଗଛର ଶରୀରରେ ରହିବ ନହେଲେ ଗୋଟେ ପ୍ରାଣୀର ଶରୀରରେ ରହିବ ଏହା ହିଁ ପ୍ରକୃତସତ୍ୟ । ଆତ୍ମା ଜନ୍ମ ଗ୍ରହଣ କରେ ନାହିଁ, ଆତ୍ମା ଜାଗା ବଦଳାଇ ଥାଏ, ଯେମିତି ଆମେ ଗୋଟେ ଘର ଭାଙ୍ଗିଲେ ଆଉ ଗୋଟେ ଘର ତିଆରି କରୁ । # Cristian ମାନଙ୍କୁ ମୋଲେ ମଶାଣିରେ ଜାଗା ମିଳୁ ନାହିଁ ଆଉ ସ୍ବର୍ଗ ରେ ଘର ତିଆରି କରିବାକୁ ଚିନ୍ତା କରୁଛନ୍ତି। ଭାଇ ମୋତେ ଟିକେ ଏମିତି podcast ରେ ଡାକ ଆଉ ମୋତେ ଟିକେ ଭଲ ଜ୍ଞାନ ଦିଅ କି ମୁଁ ବି Cristian ହେବି।😅😅

    • @Prafullanayak.123
      @Prafullanayak.123 Місяць тому +1

      କି ଉତ୍ତର ଭାଇ ମାନିଗଲି ❤ u

    • @AnantaKumarBadaraita-k3w
      @AnantaKumarBadaraita-k3w 20 днів тому +1

      I like you brother

    • @1blue1-7sky
      @1blue1-7sky 10 днів тому

      You are blind by your physical limitation, open up your spiritual eye and you will know about your spiritual life and life of Jusus Christ. May god bless you.

    • @BadBoy143-eq2nw
      @BadBoy143-eq2nw 10 днів тому

      @1blue1-7sky If you Opened up your eyes can you explain How Looks heaven where your soul are going to be?

  • @LAXMANSINGH-e7g
    @LAXMANSINGH-e7g 2 місяці тому +1

    Nice discussion....make more videos like this... about history of Christianity in INDIA...❤❤

  • @dilliphial8310
    @dilliphial8310 2 місяці тому

    Praise the lord

  • @rabihantal3710
    @rabihantal3710 21 день тому

    ଜୟ ଯୋଗର୍ନାଥେ

    • @RajkishorPatra-hj4sg
      @RajkishorPatra-hj4sg 20 днів тому

      ଆରେ ମୂର୍ଖ ଏମିତି କଣ ଲେଖିଛୁ। କେତେ ପାଠ ପଡ଼ିଛୁ।

  • @AnindaMandal-ou6yc
    @AnindaMandal-ou6yc 2 місяці тому +4

    Jayshree Ram❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @DeepaRaaniMallick
    @DeepaRaaniMallick 2 місяці тому

    Preis the lord. Haalleluiyaa haalleluiyaa haalleluiyaa haalleluiyaa aameen aameen aameen aameen aameen 🙏🙏❤❤

  • @RabiKundika2024
    @RabiKundika2024 Місяць тому

    ଆଦିବାସୀ ମାନଙ୍କ ର ଅଲଗା ଦର୍ମ ଅଛି

  • @MadhusudanNaik-qc6xi
    @MadhusudanNaik-qc6xi Місяць тому +3

    ,ଯଉ ଲୋକ ମାନେ ଯଉ ଧର୍ମ ରେ ବି ରୁହନ୍ତୁ ନିଜର ଧର୍ମ କୁ ଠିକ୍ ଭାବରେ ପାଲନ ନକରି ଅନ୍ୟଧର୍ମର ନିନ୍ଦା କରି ଅନ୍ୟ ଧର୍ମ କୁ ପଲାୟନ କରୁଛନ୍ତ ସେମାନେ ଧର୍ମ ଦ୍ରୋହି ଏବଂ ଦେଶ ଦ୍ରୋହି ।

  • @SujanNag-m5z
    @SujanNag-m5z 2 місяці тому

    Lingraj sir ❤❤❤❤❤❤❤

  • @pratimanayak5637
    @pratimanayak5637 12 днів тому

    ଯୀଶୁ କେଉଁଠାରେ ଅଛନ୍ତି, ଗିର୍ଜା, ମସଜିଦ,ନା ମନ୍ଦିର, ନା ଆଉ କେଉଁଠାରେ, ଯେଉଁ ଭଗବାନ ଙ୍କୁ ଆମେ ପୁଜକରୁ,ସେ କିନ୍ତୁ ସବୁଠାରେ ଅଛନ୍ତି,ଜଳ, ସ୍ଥଳ, ଆକାଶ , ପୃଥିବୀର ସବୁ ସ୍ଥାନରେ ସେ ଅଛନ୍ତି,, ଏହା ବୁଝିବାକୁ ହେଲେ ବେଦ, ଓ ଭାଗବତ ଗୀତା ପଢ଼ିବାକୁ ପଡ଼ିବ, ସେଥିପାଇଁ ଆମ ସନାତନ ହିନ୍ଦୁ ଧର୍ମ କହେ ବସୁଧୈବ କୁତୁମ୍ବକମ୍ , କେବେହେଲେ ହିନ୍ଦୁ ଧର୍ମ ଅନ୍ୟ ଧର୍ମ କୁ ଘୃଣା କରିବା କି କାହାକୁ ଧର୍ମ ପରିବର୍ତ୍ତନ ର ଶିକ୍ଷା ଦିଏନାହିଁ , କି ଗରିବ ଅଶିକ୍ଷିତ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରି ସେମାନଙ୍କ ଫାଇଦା ନିଏନି।

    • @balitirkey5025
      @balitirkey5025 12 днів тому

      Bhagabath aga asichhi ki bhagabana aga. Mu jani ni.

  • @DhirenNaik-cq7lv
    @DhirenNaik-cq7lv 2 місяці тому

    Amen 🙏🙏🙏🙏🙏

  • @Inner.divinity
    @Inner.divinity 2 місяці тому +1

    Why don't hindus preach their religion in tribal areas and let the people decide what they want to follow ?In developed countries of the west , they allow people to follow the religion of their choice....

  • @balabaganproduction3197
    @balabaganproduction3197 Місяць тому

    👍👍👍👍👍👍

  • @AnindaMandal-ou6yc
    @AnindaMandal-ou6yc 2 місяці тому +1

    Fool=1 kg rice😂😂😂😂😂😂😂

    • @ashokkumarnayak3300
      @ashokkumarnayak3300 Місяць тому

      bhl sethipain Tate badhuchi😂 aau 50 yes wait kar.. janiba kn hauchi

  • @dulalichintapatra
    @dulalichintapatra 12 днів тому

    ଟଙ୍କା ପଇସା ଲୋଭରେ ଆଦିବାସୀ ମାନେ ଖିରିଷ୍ଟାନ ହେଉଛି । ତମେ ଫାଲତୁ କଥା କହୁଛ ।

  • @pitammali7683
    @pitammali7683 7 днів тому

    Jasiri ram

  • @rohitnayak3136
    @rohitnayak3136 2 місяці тому

    Right now sir

  • @mutamallick8700
    @mutamallick8700 13 днів тому

    ତମେ ପରିଚୟ ପତ୍ର ପ୍ରଦାନ କର ତୁମର ଧର୍ମ ବର୍ଣ୍ଣ ଜାତି କଣ

  • @munnamithun785
    @munnamithun785 22 дні тому

    ହିନ୍ଦୁ ଲୋକ ପରମ୍ ମାଗିହେ

  • @umakantdurga1744
    @umakantdurga1744 Місяць тому

    Prabhu Jesus ki Jai sabutharu ishai dharma re Prabhu Jesus ak matra iswar anu prathana kariba pai man re sanshay nahi

  • @Prafullanayak.123
    @Prafullanayak.123 9 днів тому

    Aa😂 ପାଗଳ ଦି ଟା ଆସିଲେ ଆଉ you tube re conversation କରିବାକୁ ଆଉ 😅😅😅😅😅

  • @rameshchandrakisan7228
    @rameshchandrakisan7228 Місяць тому +3

    କିଛି ଲୋକ ମାନେ ଗାଈଗୋରୁ ମାଂସ ଖାଇବାକୁ ମିଶିଛନ୍ତି। ତୁମେ ମଧ୍ୟ ........

    • @rameshputa4045
      @rameshputa4045 Місяць тому

      ହିନ୍ଦୁ ମାନେ ମାଂସ ଖାଉଛ ନ୍ତି କି ନାହିଁ ?

  • @DasarathMuduli-t6u
    @DasarathMuduli-t6u 28 днів тому

    Bhai agore sabu details bhlore Jani ki video banao ..

  • @SurendraPatra-t7r
    @SurendraPatra-t7r Місяць тому

    ଆଦିବାସୀ ଲେଖିବା ପରବର୍ତ୍ତେ ଖିଷ୍ଟିଆନ

  • @dushmanthjani3574
    @dushmanthjani3574 Місяць тому

    Jay shree ram 🙏🙏🙏 sir

  • @Prarthanakaruchhi
    @Prarthanakaruchhi 2 місяці тому

    SETEBELARA GHATANA RE EHA THIK THILA,KINTU EBE SATYAKU JANIBA PAIN CHRISTIAN HEICHHANTI,MANA PARIBARTAN MUKHYA BISAY HEICHHI ❤CHRIST JESUS, AMEN

  • @sushant892
    @sushant892 13 днів тому

    Bhaire mu bi adibasi. But mu christian nuha. Ei sabu kahi Aadibasi ku Badnam kara nahi.

  • @correctingspiritually2001
    @correctingspiritually2001 2 місяці тому

    An important and crucial discussion. May God bless you both.

  • @NarendraMandangi-o4v
    @NarendraMandangi-o4v 2 місяці тому +1

    Praise the lord sir to both you. ସତ କଥା ସାର୍ ବହୁତ ଭଲ ବିଷୟକୁ ନେଇକି ଆଲୋଚନା କରିଛନ୍ତି, ପ୍ରିୟ ଭାଇ ଓ ଭଅଉଣୀ ମାନେ ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ଜାଣି ନାହାନ୍ତି ଏହି ଭିଡିଓକୁ ଯିଏ ବି ଦେଖୁଛନ୍ତି ସାର ମାନେ କେଉଁ ବିଷୟକୁ ନେଇକି କଥା ବାର୍ତ୍ତା କରିଛନ୍ତି ତାହା ଭଲରେ ଶୁଣନ୍ତୁ ଆଉ ବୁଝିବା ପାଇଁ ଚେ଼ଷ୍ଟା କରନ୍ତୁ ।

  • @happypradhan5541
    @happypradhan5541 2 місяці тому

    Amen ✝️✝️🛐🛐🙏🏽💯💯

  • @lilibagh6059
    @lilibagh6059 2 місяці тому +2

    ଇସ୍କନ ବୋଧେ ଭାଗବତ ବଦଳରେ ବାଇବଲ୍ ଅଧିକା ବାଣ୍ଟି ଦେଲେକି ୟେଠିକେହି ବଡ ନାହିଁ କିମ୍ବା ଛୋଟ ନାହିଁ ୟେଠି ସଭିଏ ସମାନ ବଡ ସେହି ଶ୍ରୀ ଜଗନ୍ନାଥ ତାଙ୍କଠାରୁ ଆଉ କେହି ନାହିଁ ସେପରାଶ୍ରୁଷ୍ଟି କରତା ତାଙ୍କର ବିନା ଅନୁମତିରେ ଗଛର ପତ୍ରଟି ହଲେ ନାହିଁ

  • @DasarathMuduli-t6u
    @DasarathMuduli-t6u 28 днів тому

    Bhai nhii etare majak chalichy 😅

  • @HemantkumarSabar-n6p
    @HemantkumarSabar-n6p 2 місяці тому +2

    😊😊😊😊😊😊😊😊ତୁ ତ ପ୍ରମାଣିତ ଶଡା 😊😊😊 ବାବୁ

  • @SanyasiGadaba-t7c
    @SanyasiGadaba-t7c Місяць тому

    🫂ଜୟଶ୍ରୀରାମ

  • @damudardamudarjanka7858
    @damudardamudarjanka7858 Місяць тому

    Jay jagarnath

  • @rudranarayanpanda8374
    @rudranarayanpanda8374 2 місяці тому +3

    Then why many foreign citizens Christian convert to hinduism, in iscon following hindu culture ans me Mr lingaraj ?

    • @BDstudentstudy
      @BDstudentstudy 2 місяці тому

      Kouthi

    • @Inner.divinity
      @Inner.divinity 2 місяці тому

      Why don't hindus preach their religion in tribal areas and let the people decide what they want to follow ?In developed countries of the west , they allow people to follow the religion of their choice...

    • @rudranarayanpanda8374
      @rudranarayanpanda8374 2 місяці тому

      This person is giving you wrong information about Hinduism, where in gita and ved their is maintion Kam cast loka knu ghuna kara, sabu religion re bhala kharap loka thanti, ta boli nuhe ae loka compair Kariba basiki Hinduism ku alga cast saha, semti heithile tribal areas ra loka ama president hei nathante, ki bhagban Krishna ji bidur ghare khuda bhaja khai nathante, tahale kan kahucha bharman mane puja karibeni mandira re , jouta bidhan achi kou cast loka puja karibe jati prata system kichi loka karuthile ta boli whole community ku ae loka emti kahuci , tahale father jaha karuchanty Jesus knu puja , lingaraj jaiki karu, kariparibani na because everyone different responsibility, iscon through re all over world re chirstan kahiki covert heiki Hindu hauchanty if ete kharap ama culture, bhala jinisha share Karu which good in chirstan religion why that person compare religion.....

    • @Inner.divinity
      @Inner.divinity 2 місяці тому

      @@rudranarayanpanda8374 Why don't you preach Gita, Vedas , Upanishads in tribal areas and persuade tribal people not to convert to christianity ?..instead of preaching the good things of hinduism, hindus are only blaming the christian missionaries who are working hard to preach their religion...it makes no sense..

    • @rudranarayanpanda8374
      @rudranarayanpanda8374 2 місяці тому

      @@Inner.divinity who say it's never happened bro, everything did in tribal areas, i agree your point, choice matters, but that doesn't mean that person compare religion, that's spread hate, brother, i am also student of Christ college Cuttack many chirstan frnds also, we respect each other religions, but my points don't compare which is good or bad... Hope you understand bro