Love, Marriage & Dhoka | Man Marries Another Woman, First Wife Demands Justice In Keonjhar

Поділитися
Вставка
  • Опубліковано 7 кві 2021
  • Love, Marriage & Dhoka | Man Marries Another Woman, First Wife Demands Justice In Keonjhar.mp4
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 2,6 тис.

  • @arpitanjalipanda4556
    @arpitanjalipanda4556 3 роки тому +627

    ଏ ଝିଅକୁ ତୁରନ୍ତ ନ୍ୟାୟ ଦିଆଯାଉ ନ ହେଲେ ସମାଜ ରେ ଏମିତି ଅନ୍ୟାୟ ବଢ଼ିଚାଲିବ

    • @pujarisamrat4987
      @pujarisamrat4987 3 роки тому +9

      Ryt.

    • @sourendramalik838
      @sourendramalik838 3 роки тому +3

      Right bro 😭😭😭

    • @mr.sanjayinformationdiscov3282
      @mr.sanjayinformationdiscov3282 3 роки тому +18

      ଏହି ଭଳି ଝିଅ ଙ୍କୁ ନ୍ୟାୟ ମିଳୁ ଏବଂ ଏହି ଭଳି ପୁଅ ଙ୍କୁ ମଧ୍ୟ ନ୍ୟାୟ ମିଳୁ, ଝିଅ ବି ପୁଅ ସହ ସବୁ କିଛି କରିସାରିବା ପରେ, ଅନ୍ୟ ଏକ ଭଲ job କରୁଥିବା ପୁଅ କୁ ବାହାହୋଇ ଚାଲିଯାଉଛି, ଏଠି ବିଚରା ପୁଅ ଟା, ଦୁଃଖ ରେ ରହିଲେବି ତାହା ପାଇଁ କେହି ପ୍ରଶ୍ନ ଉଠେଇବାକୁ ନାହିଁ, ଶେଷରେ ସେ ନିଜେ suicide କରୁଚି। ଏମିତିରେ ବ ଆମ ଭରତ ରେ ପୁଅ ଙ୍କ suicide rate ବହୁତ ଅଧିକ।

    • @mitali.....pankaj677
      @mitali.....pankaj677 3 роки тому +3

      Badhi chalichi

    • @susilalkm7590
      @susilalkm7590 3 роки тому +3

      Right

  • @sridharsahu6827
    @sridharsahu6827 3 роки тому +349

    ନ୍ୟାୟ ମିଳିବା ଦରକାର 👍ଏମିତି ପୁଅ ମାନଙ୍କ ପାଇଁ ପ୍ରେମ ବଦନାମ ହେଉଛି 😔

    • @babulajena6563
      @babulajena6563 3 роки тому +2

      ✂️

    • @ramchandrakisku5555
      @ramchandrakisku5555 3 роки тому +2

      ସତ କଥା ଭାଈ

    • @sumantamohanta6990
      @sumantamohanta6990 3 роки тому +2

      That's right

    • @smilqueen4317
      @smilqueen4317 2 роки тому +2

      Write vai

    • @smilqueen4317
      @smilqueen4317 2 роки тому +2

      @@babulajena6563 kia be tu maichia sata katha kahila belaku badhi jauchhi tate sala maichia 👣👣👣👣👣👣👣👣👣👣👣👣😠😠😠👊👊👊👊

  • @ramachandrabahinipati5287
    @ramachandrabahinipati5287 3 роки тому +34

    ଏପରି ହୃଦୟହୀନ ଲୋକ ଖୁବ୍ ବିରଳ, ଯେ ସ୍ତ୍ରୀ ସହିତ ନିଜ ଛୋଟ ଛୁଆକୁ ରାସ୍ତା କଡ଼ରେ ବସେଇଦେଇ ପାରେ। ଭାବି ନିଅ ସ୍ବାମୀ ମରିଗଲା।

  • @puspanjalinayak5769
    @puspanjalinayak5769 3 роки тому +197

    ଅଭଳି ପୁଅଙ୍କୁ କଠୋରରୁ କଠୋର ଶାସ୍ତି ମିଳିବା ଦରକାର..ସେ ଝିଅକୁ ନ୍ୟାୟ ମିଳୁ..🙏

  • @prakashmallik99
    @prakashmallik99 3 роки тому +562

    ଦେଖିବ ଭଉଣୀ ଏ ମିତି ଗୋଟେ ଦିନ ଆସିବ ସେ ନିଜେ ତମ ପାଦତଳକୁ ବହୁତ ଜଲଦି ଆସିବ ତମକୁ ଏବେ ଖାଲି ଧର୍ଯ୍ୟ ଧରି ରହିବାର ଅଛି! ମୁଁ ଖାଲି ଭଗବାନଙ୍କୁ 🙏🙏 ପ୍ରାଥନା କରୁଛି ଜଲଦି ତମ ଖୁସି ତମକୁ ମିଳିଯାଉ!

  • @manojagouda2182
    @manojagouda2182 3 роки тому +413

    କଣ ଲେଖିବି ଜାଣିନି ଭଉଣୀ..... ଜଗନ୍ନାଥ ତମ କଥା ବୁଝିବେ ଭଉଣୀ.... 🙏🙏🙏🙏

    • @mysteriousmotivational2143
      @mysteriousmotivational2143 3 роки тому +5

      ଜଗନ୍ନାଥ ଙ୍କ କହିଥିଲେ ପ୍ରେମ ବିବାହ ପାଇଁ ,ନିଜେ ଜାଣିଶୁଣି ଭୁଲ କରିବ କହିବ କଣ ନା ଜଗନ୍ନାଥ ବୁଝିବେ ।

    • @prasannakubarik5290
      @prasannakubarik5290 3 роки тому +2

      @@mysteriousmotivational2143 Absolutely right

    • @mysteriousmotivational2143
      @mysteriousmotivational2143 3 роки тому

      @@prasannakubarik5290 tq dear bro

    • @justubaby8575
      @justubaby8575 3 роки тому +3

      @@mysteriousmotivational2143 au kana kehi love mrg karu nahanti....love mrg ra bhul na pua ra bhul

    • @mysteriousmotivational2143
      @mysteriousmotivational2143 3 роки тому +6

      @@justubaby8575 ଗୋଟିଏ କଥା ମନେରଖିବେ love marriage କରିକି ଆଜି ଯାଇ କେହିଜଣେ ବି ଖୁସି ରେ ରହିନାହାନ୍ତି । ଆଜିକାଲି ତ love ଆମ ସମାଜ ପାଇଁ ଗୋଟିଏ fashion ସଦୃଶ ।

  • @pruthwirajrana7268
    @pruthwirajrana7268 3 роки тому +73

    କିଛି ମଣିଷ ଦୁନିଆରେ ଅଛନ୍ତି ଯେ ପଶୁ ଠାରୁ ବି ହୀନ । ମଣିଷ ରୂପରେ ଥାଇ ପଶୁ ଭଲି କାମକରନ୍ତି । ବିଶ୍ବାସରେ ବିଷ ଦିଅନ୍ତି ଧିକ ତୋର ମଣିଷପଣିଆ ନିଲଜ୍ଜ ।

  • @bijaystarvloges4612
    @bijaystarvloges4612 3 роки тому +10

    ଯେତେ ଶିକ୍ଷିତ ସେତେ ମୂର୍ଖ
    ହାରାମି ସ୍ବାମୀ, ବାପା ମା, baby କୁ ଦୁଃଖ ଦେବା ଜୀବନରେ ପାପ କାମ କରୁଛ, ତାହା ତୁମେ every moment ଏହି ଜନମରେ ତାହା ଅନୁତାପ କରିବ

  • @mastersidharth34
    @mastersidharth34 3 роки тому +366

    ଟୋକା କୁ ଏମିତି ଦଣ୍ଡ ଦୀୟାଯାଉ ଯେମିତି କୋଉ ପୁରୁଷ ଭଲ ପାଇ ପୁଣି ଆଉ କାହାକୁ ମେରେଜ କରିବାକୁ ଚାହିଁବନି 🙏🙏🙏🙏😭😭😭😭😭

  • @tapasranjanvlog
    @tapasranjanvlog 3 роки тому +257

    ଏତେ ନିରୀହ ଝିଅ ଟିର ଜୀବନ ଶଳା ବର୍ବାଦ କରିଦେଲା... ସାଇ ବାବା ତମ ସହ ଅଛନ୍ତି ଭଉଣୀ.. ତାଙ୍କୁ ଡାକ.. ସେ ସବୁ ବୁଝିବେ.. ଓଁ ସାଇ ରାମ 🙏🙏🙏

  • @manojmahananda4071
    @manojmahananda4071 2 роки тому +32

    ଦିଦି କୁ ଶୀଘ୍ର ନ୍ୟାୟ ମିଲୁ, ସେ ପୁଅ ଦିଦି କୁ ତା ଘରେ ରଖି ସ୍ତ୍ରୀ ର ମାନ୍ୟତା ପ୍ରଦାନ କରୁ

  • @jayadevmandal3710
    @jayadevmandal3710 3 роки тому +50

    ପ୍ରଭୁ ଜଗନ୍ନାଥ ତୁମ ସନ୍ତାନକୁ ତୁମେ ରକ୍ଷା କର🙏🙏🙏 God bless you sister and your baby

  • @dillipdillip5471
    @dillipdillip5471 3 роки тому +83

    ତୁମ ଠିକଣା ଦିଅ ଭ‌ଉଣୀ, ମୁଁ ତୁମକୁ ଆଇନ୍ ର ସହାୟତା ନିଶ୍ଚୟ ଦେବି, ଆଉ ସେ ବାପ ଓ ପୁଅ କୁ ଜେଲ୍ ନିଶ୍ଚୟ ପଠାଇବି,

  • @djratha9459
    @djratha9459 3 роки тому +131

    ଜୟ ଜଗନ୍ନାଥ 🙏🙏 ମୁଁ ଆପଣଙ୍କୁ କୋଟି ପ୍ରଣାମ କରୁଛି ...ସେ ଭଉଣୀର ଟିକେ ସାହା ଭରସା ହୁଅ, ନିଜର ବୋଲି ତାର ଏ ଦୁନିଆରେ କେହି ନାହିଁ ...

  • @dkbhai1650
    @dkbhai1650 2 роки тому +5

    ସେ ପୁଅ ଜୀବନ ରେ କେବେ ଶାନ୍ତି ରେ ରହିପାରିବନି.. ତାକୁ ଲାଜ ଲାଗିବା କଥା ତାର ତାର ଗୋଟେ ପୁଅ ଅଛି ଆଉ ସେ ଅଲଗା ଆଉ ଏକ ଝିଅକୁ ବାହା ହେଇଛି... ପୁଅ କୁ ଦଣ୍ଡ ମିଳୁ.....

  • @SushantaKuNayak
    @SushantaKuNayak 3 роки тому +49

    ସେ ଟୋକା ଓ ବୁଢ଼ାକୁ ନେଇ ଉଚିତ ଦଣ୍ଡ ବ୍ୟବସ୍ଥା କରାଯାଉ ।

  • @aamagan4002
    @aamagan4002 3 роки тому +738

    ନାରୀ ନୁହେଁ ତୁ ନାରାୟଣୀ , ନାରୀ କୁ ସମ୍ମାନ ଦିଅ ନାରୀ ହେଉଛି ମାଁ । 🙏🙏🙏🙏🙏

  • @dr.debaprasadpatra4098
    @dr.debaprasadpatra4098 3 роки тому +97

    *👉👉👉ତୁମେ ଦୁଇ ଜଣ ଯାହା ହୁଅ ନା କାହିଁକି ମୋତେ ସେ କୁନି ପିଲାଟି କୁ ଦେଖି ବହୁତ ଦୁଃଖ ଲାଗୁଚି*

  • @gaganbiharibisoi742
    @gaganbiharibisoi742 2 роки тому +3

    ନ୍ୟାୟ ଅନ୍ୟାୟ ସବୁ ସେ ଦେଖୁଛି ନିଶ୍ଚୟ ନ୍ୟାୟ ମିଳିବ ଭଉଣୀ 🙏 ଜୟ ଜଗନ୍ନାଥ 🙏🙏🙏

  • @sridharbathula9396
    @sridharbathula9396 2 роки тому +26

    *1 life 1 Love 1 Marriage 1 Child*
    100% Life will be beautiful till the last breath.

    • @swetasinha5435
      @swetasinha5435 2 роки тому

      1life.... No love... Only arrange marriage.... 2child.. happy life 🤗 aajikalika date re... Love upare kebe... Bharosa kariba katha nuhe... Maa bapanka iccha re ruha khusi se rahibe🙏🏻

    • @geetanjalivlog1875
      @geetanjalivlog1875 2 роки тому

      Right

    • @kcsscienceknowledge9871
      @kcsscienceknowledge9871 Рік тому

      Beautiful line bhaai

    • @deepalidas4822
      @deepalidas4822 7 місяців тому

      ​@@swetasinha5435 Arranged marriage re joutuka pratadana jou hue ta bisayare bhi kichi kuhantu. Aji ra time re love arrange marriage re kichi nahi. Jaha character kharap siye love hau ki arranged chutiyami kariba

  • @sudam8249
    @sudam8249 3 роки тому +79

    ଏ ଆଖି ର ଲୁହ ଦିନେ ନା ଦିନେ ପଡ଼ିବ ତା ଉପରେ ... 😥😥😥

  • @bindashboymanoj5259
    @bindashboymanoj5259 3 роки тому +9

    ଦୟାକରି ଏ ଭଉଣୀ କୁ ଜଲଦି ନ୍ୟାୟ ଦିଅନ୍ତୁ 🙏🙏🙏 ଏତେ ଛୋଟ ଛୁଆ କୁ ନେଇ ସେ କୁଆଡେ ଯିବ

  • @purusottambagh9131
    @purusottambagh9131 2 роки тому +2

    ଅଲଗା ଭାଇ ଭଉଣୀ ମାନେ ଏହାକୁ ଦେଖି ନିଶ୍ଚିତ କିଛି ଶିଖିବା ଦରକାର

  • @pradeepdas9234
    @pradeepdas9234 3 роки тому +9

    ଘର ଲୋକ ବାଧ୍ୟ କଲେ ସେକଥା ଛାଡ଼, ତୁମେ ଗାଁ ଲୋକଙ୍କୁ ଏକାଠି କର,ତୁମ husband କୁ ନଡ଼ିଆ ଗଛରେ ବାନ୍ଧିକି ଵାଡା,

    • @turbocharge2512
      @turbocharge2512 3 роки тому +1

      Jadi nadiya gacha Nahi ta electry khunta re bandhi pita ..

    • @pradeepdas9234
      @pradeepdas9234 3 роки тому

      @@turbocharge2512 yes brother

  • @Ananta86
    @Ananta86 3 роки тому +100

    ନାରୀ ଜାତିକୁ ସମ୍ମାନ ଦିଆନ୍ତୁ 🙏🙏ହେ ଭଗବାନ ଏ ମା କୁ ସହାୟ ହୁଅନ୍ତୁ 🙏ଜୟ ଜଗନ୍ନାଥ ତୁମେ ହିଁ ଭରସା 🙏

    • @Ananta86
      @Ananta86 3 роки тому

      Gad bless you.

    • @subhasmitapandit9985
      @subhasmitapandit9985 3 роки тому

      Nari ku kie bi sanman daunahanti

    • @Dev_14391
      @Dev_14391 3 роки тому +2

      Narri Jatti ku Sanman Diantu kahi kahi purusha Jati ku Mari mane Sanman Daba Bhuli galeni

    • @Bansibab
      @Bansibab 3 роки тому

      I love you ❤️

    • @Bansibab
      @Bansibab 3 роки тому

      Leeja sexy love u

  • @kanhucharansahoo913
    @kanhucharansahoo913 3 роки тому +15

    ତାଙ୍କୁ ଗୁଣି କରିଛନ୍ତି ଯୋଉ ବାପା ମା ପୁଅ କୁ ଗୁଣି କରି ଆଉ ଗୋଟେ ଜାଗା ରେ ବାହା କରିଦିଅନ୍ତି ସେଇ ବାପା ମା କେବେ ବି ଖୁଶରେ ରହି ପାରିବେନି ମୁଁ ଯଦି ଠିକ କହିଲି ଗୋଟେ like କର

  • @brajakishorbaliarsingh3377
    @brajakishorbaliarsingh3377 2 роки тому +38

    Immediate action may kindly be taken against that conflict and give justice to this innocent person.

  • @basantmalick9799
    @basantmalick9799 2 місяці тому

    ଭଗବାନ ଆପଣକଂର ପୁଅକୁ ଏବଂ ଆପଣଂକୁ ବହୁତ ଭଲ ରେ ରଖିବେ ଜୟ ଜଗତରନାଥ🙏🙏

  • @locaboy336
    @locaboy336 3 роки тому +97

    Hindu marriage act ଅନୁଜାଇ case ହବ ବିନା divorce ରେ ଆଉ କାହାକୁ ବାହା ହେଇଛନ୍ତି

  • @usersangram
    @usersangram 3 роки тому +137

    ପ୍ରେମ, ପ୍ରେମରୁ ବିବାହ , ବିବାହ ରୁ ପ୍ରତାରଣା, ଏଥି ରେ ପ୍ରେମି ଯୁଗଳ ଙ୍କୁ ବର୍ଷେ ଦୁଇ ବର୍ଷ ଭଲଲଗିଥିବ କିନ୍ତୁ ଏବେ ସେଇ ଆଠ ମାସର ଛୁଆ ଟିର ଭବିଶ୍ୱତ ଅନ୍ଧାର, ତେଣୁ ମୁଁ ଓଡ଼ିଶାର ସବୁ ଭଉଣୀ ମାନଙ୍କୁ ଅନୁରୋଧ କରୁଛି ପ୍ରେମ ବିବାହ କରିବା ପୁର୍ବରୁ ଏ ବିଷୟରେ ଭାବନ୍ତୁ ସତର୍କ ରୁହନ୍ତୁ,,,,,,🙏🙏🙏

  • @MukeshSingh-yd3rq
    @MukeshSingh-yd3rq 3 роки тому +5

    ଝିଅ କୁ ନ୍ୟାୟ ଦିଆ ଯାଉ🙏🙏🙏

  • @mayadharguru5532
    @mayadharguru5532 2 роки тому +1

    ନାରି ନୁହେଁ ତୁ ନାରାୟଣୀ ତୋତେ ଭଗବାନ ସାହାହେବେ ଭଉଣୀ ଧର୍ମ ର ଜୟ ଜୟ ହେବ

  • @chandu856
    @chandu856 3 роки тому +56

    ଶଳା ୟା ପାଇଁ ଯାହା କିଛି ଭରସା ଅଛି ସେବି ଉଠିଯିବ
    ମହିଳା କମିସନରେ ଗୋଟେ କେସ ଦେଇଦିଅ ଟୋକା ର ଧୂଆ ବାହାରିବ ...

  • @mr.sanjayinformationdiscov3282
    @mr.sanjayinformationdiscov3282 3 роки тому +56

    ଏଠାରେ ଯୁବ ପିଢ଼ି ମାନଙ୍କୁ ବିଶେଷ ଅନୁରୋଧ, ଜୀବନ ରେ ଏଭଳି ନିଷ୍ପତ୍ତି ନେଲେ ବେଳେ , ବାପା ମା ଙ୍କ ପରାମର୍ଶ ନେବା ଉଚିତ।

  • @srinibasbehera4643
    @srinibasbehera4643 3 роки тому +9

    ସମସ୍ତେ ମିଶି ଆକୁ ସାହାଯ୍ୟ କରିବା

  • @mamalipradhan9426
    @mamalipradhan9426 2 роки тому +13

    Respect every women's 🙏🙏🙏🙏

  • @khantiodia9713
    @khantiodia9713 3 роки тому +35

    ଅତ୍ୟନ୍ତ ଦୟନୀୟ ଅବସ୍ଥା । ଭଗବାନ ଦୋଷୀ କୁ ଉଚିତ ଦଣ୍ଡ ଦିଅନ୍ତୁ ।

  • @rd-el5qf
    @rd-el5qf 3 роки тому +64

    Aare yar ye Love, marriage, aau dhoka suni suni prema katha sunila belaku dara laguchi.....

  • @chittasec
    @chittasec 3 роки тому +13

    What is the status of this case now ? Has the man started giving maintenance to the family ? I would like to sponsor monthly allowance for this family .

  • @cute_pojavlog3424
    @cute_pojavlog3424 13 днів тому +1

    ଏମିତି ସ୍ବାମୀ କୁ କି ଦଣ୍ଡ ଦେବା ଦରକାର ଏ ସବୁ ଦେଖି ଆମ ସରକାର କିଛିବି ଆଇନ୍ ଭାରକରୁ ନାହାନ୍ତି ସେଥିରେ ପୁଣି କହୁଛନ୍ତି ନାରୀ କୁ ସୁରକ୍ଷା ଦବା ଦରକାର ବାଃ ବାଃ ରେ ସରକାର ଖାଲି ଭୋଟ ପାଇଁ ତ କନ କନ ଏ ଝିଅ କୁ ନ୍ୟାୟ ଦିଅନ୍ତୁ ଏମିତି ନ୍ୟାୟ ଦିଅନ୍ତୁ ଜେମିତି କି ଏ ସମାଜ୍ ଦେଖି ଆପଣଙ୍କୁ ଖାଲି ପ୍ରଶଂସା କରି ଠକିଜିବେ ଆଉ ଏମିତି କରୁଥିବା ଲୋକ ବି ଡରରେ ଥରୁଥିବ ଆଉ କେହିବି ଏମିତି କାମ କରିବାକୁ ସାହାସ କରିବେନି ଆଉ ଏଇଭଳି ସବୁ ନାରି କୁ ନ୍ୟାୟ ମିଳିବ

  • @TribalSomanjavlog
    @TribalSomanjavlog 3 роки тому +150

    Immediately take action

  • @balarambeherarbbalia2838
    @balarambeherarbbalia2838 3 роки тому +58

    ନାରୀ କୁ ସମ୍ମାନ ଦେବା ଦରକାର 🙏🙏🙏

  • @dharmendranayak2054
    @dharmendranayak2054 3 роки тому

    ଆଉ ବେସିଦିନ ନାହିଁ ବହୁତ ସିଘ୍ର ହିଁ ସେ ପିଲାଟା କାନ୍ଧିବ , କର୍ମ ହିଁ ଭଗବାନ

  • @samantakumarnaiksantosh7503
    @samantakumarnaiksantosh7503 2 роки тому +2

    ଏଭଳି ପୁଅ ମାନେ ସମାଜ୍ ପ୍ରତି ହୀନ ଦୃଷ୍ଟିଆଣୁଥୁବାରୁ ତାଙ୍କ ବାଙଡ କାଟିଦିଆଯାଉ

  • @Mano-db9ke
    @Mano-db9ke 3 роки тому +81

    I request to police administrators to take action on it .

  • @lovelyshraddhastatus8543
    @lovelyshraddhastatus8543 3 роки тому +65

    Very sad se pila kebebi khusire rahiparibani 😭😭 God bless you both of you.

    • @prakashprushty3830
      @prakashprushty3830 3 роки тому

      Tike b bhaabimani pilaati kete biswas karithilaa tabiswasare bisadeidelaa😢😢khusire chaliparibani😢

    • @kjrremixboy8041
      @kjrremixboy8041 3 роки тому +1

      ସବୁ ଉପର ବାଲା ଦେଖୁଛି , ପୁଅ ର ଖରାପ ସମୟ ଆସିବ । ସିଏ ଭି ସେମିତି ଧୋକା ଖାଇବ ଯେ ।

    • @harapriyadas5375
      @harapriyadas5375 3 роки тому +1

      @@kjrremixboy8041 se dhoka Khaiba beloku Sabu sarijaithibo

    • @Maha_13_19
      @Maha_13_19 3 роки тому

      pila ta harami ta.jaha Jana paduchi

    • @harapriyadas5375
      @harapriyadas5375 3 роки тому +1

      @@Maha_13_19 jana paduchhi Kan full harami

  • @ariyandisoja4379
    @ariyandisoja4379 3 роки тому +4

    ଏମିତି ସ୍ୱାମୀ କୁ ଆଜୀବନ କାରାଦଣ୍ଡ ଦେବା କଥା

  • @bnmohanty2553
    @bnmohanty2553 3 роки тому +5

    ନାରୀ କଣ କାଠ କଣ୍ଢେଇ ନା ଖେଳନାକି ଅଦରକାରୀ ଏଭଳି ନିଷ୍ପତି ନେବା ପୁର୍ବ ରୁ ଥରେ ଭାବି ଦେଖ ମୁଁ ବି ଜଣେ ମା ର ସନ୍ତାନ... ମାଆକୁ ସମ୍ମାନ ଦିଅ 🙏 ଯୁବପିଢୀ ନିମନ୍ତେ ବାର୍ତ୍ତା ଭଲପାଇ ବିବାହ ପରେ ଏଭଳି ନିଷ୍ପତି ନିନ୍ଦନୀୟ ... ତୁରନ୍ତ ନ୍ୟାୟ ଦେଇ ଅମଣିଷକୁ ଗିରଫ କରାଯାଉ । ଜୟ ଜଗନ୍ନାଥ 🙏🙏🙏

  • @biswombarkhatai7935
    @biswombarkhatai7935 3 роки тому +31

    This lady is a perfect lady .......give her immediate justice

  • @bhumijsahoo4737
    @bhumijsahoo4737 3 роки тому +52

    ଭଗବାନ ସବୁ ଠିକ୍ କରିଦେବେ🙏
    ଧଯ୍ୟଧରୀ ସମସ୍ୟା କୁ ସାମ୍ନା କର କାରଣ ଏଠି ସମସ୍ତେ ସ୍ବାର୍ଥପର ।
    ଭଗବାନ ଙ୍କୁ ଭରସା ରଖ । ସତ୍ୟ ର ଜୟ ହେବ
    ଜୟ ଜଗନ୍ନାଥ 🙏

  • @pardeepjena2926
    @pardeepjena2926 2 роки тому +3

    ଅନୁଧ କରୂଛି ମିଡିଆଙ୍କୁ ଏଭୋଣିଙ୍କୁ ନୀୟ ମିଳୁ ଜୟଜଗ୍ନନାଥ

  • @kumutinaik9053
    @kumutinaik9053 Рік тому

    ଏହି sister କୁ ନିଶ୍ଚୟ ନ୍ୟାୟ ଦିଆଯାଉ 🙏🙏🙏🙏

  • @main_hoon_alag
    @main_hoon_alag 3 роки тому +48

    After all she is saying he is my husband.. really it shows how much u loves him .. god bless her🙏🙏

  • @AttitudeBoy-ol2yt
    @AttitudeBoy-ol2yt 3 роки тому +52

    ନାରୀ ମାନେ କଣ ଖେଳିବା ଖେଳନା କି ଏତେ ଅଦରକାରୀ କଣ ହେଇଗଲା ନାରୀ ନାରୀ ଙ୍କୁ ସମ୍ମାନ ଦେବା ଶିଖନ୍ତୁ ମୋର ଭାଇ ମାନେ...🙏🙏🙏
    And strong action nia jau...tanka swami nka.....

    • @balmamunda9210
      @balmamunda9210 3 роки тому +3

      ଠିକ କଥା କହିଛନ୍ତି balaram dash babu, ଯିଏ ନାରୀକୁ ସନମାନ ଦେଇ ଜାଣିନି, ସେ କେଉଁ ଭଳି ମା ଗର୍ଭରୁ ଜନ୍ମ ନେଇଥିବ, ଏବଂ ତାଙ୍କ ପରିବାର କଣ ଏଇଠୁ ଜଣା ପଡୁଛି, ଏଭଳି ପୁଅମାନଙ୍କୁ ବଂଚେଇ ରଖିବା ପରିବର୍ତ୍ତେ ଜୀବନରୁ ମାରିଦେବା ଶହେ ଗୁଣରେ ଭଲ

    • @AttitudeBoy-ol2yt
      @AttitudeBoy-ol2yt 3 роки тому

      @@balmamunda9210 🙏🙏🙏

    • @sobhakumbhar3363
      @sobhakumbhar3363 2 роки тому

      Kahi nari kana samman dauchi ki pua ko je nari ko samman deba

  • @ranjankumarbarik8797
    @ranjankumarbarik8797 3 роки тому +4

    Emiti pila mananka pain sabu pilanku bhul bujhuchanti jhio mane,please tanku support karantu samoste..🙏🙏

  • @babu9957
    @babu9957 2 роки тому

    Satya mev Jayate
    Don't warry sister GOD is great 💪💪
    Always be happy god bless you

  • @PK-sn8my
    @PK-sn8my 3 роки тому +19

    ମୁଁ ଭାବୁଛି love ର bonding ଭଲ... But କିଛି ବୁଝିପାରୁନି...... କିନ୍ତୁ....ଭଉଣୀ ତୁମେ ବହୁତ ଭଲ ଏବଂ ସରଳ ପରି ମନେ ହେଉଛି....... ପ୍ରଭୁ ଜଗନ୍ନାଥ ଙ୍କ ଈଚ୍ଛା.....🙏କିଛି ଗୋଟେ ନାୟିକ ବିଚାର ହେଉ ମୁଁ ପ୍ରାର୍ଥନା କରୁଛି ଏବଂ ସକ୍ଷମ ବ୍ୟକ୍ତି ମାନଙ୍କୁ ଅନୁରୋଧ କରୁଛି.... ଦୟାକରି ସାହାର୍ଯ୍ୟ ର ହାତ ବଢ଼ାନ୍ତୁ..... ଧର୍ମ ର ଜୟ ହେଉ......

  • @prafulla799
    @prafulla799 3 роки тому +21

    ଭାଇ ଭଉଣୀ ମାନଙ୍କୁ ଅନୁରୋଧ ମାଆ ବାପା ଙ୍କ ବିଶ୍ୱାସ ରେ ବିଷ ଦିଅନ୍ତୁ ନାହଁ

  • @rameshbehera1050
    @rameshbehera1050 5 місяців тому +1

    ଦିଦି ଦିନେନାଦିନେ ତୁମ ସ୍ୱାମୀ ତୁମ ପାଖକୁ ଆସିବ କିନ୍ତୁ ତା ପୂର୍ବରୁ ବହୁତ ପସ୍ତେଇ ଥିବ. ତୁମେ କିଛି ଦିନ ଅପେକ୍ଷା କର ଏବଂ ଠାକୁର ଙ୍କୁ ଡାକ. ତୁମେ କଣ ଭାବୁଛ ତୁମ ଲୁହରେ ସେ ଦୁଇ ଜଣ ଭଲରେ ରହିବେ ନା କେବେ ନୁହେଁ ଭଗବାନ ଏତେ ନିଷ୍ଠୁର ନୁହଁନ୍ତି. ଦିଦି ଯେଉଁ ଥାନାରେ କମ୍ପ୍ଲେନ ଦେଇଥିଲେ ମୁଁ ସେ ଥାନା ବାଲାଙ୍କୁ ରିକୁଏସ୍ଟି କରୁଛି ଏ ଦିଦି ଙ୍କୁ ନ୍ୟାୟ ଦିଆଯାଉ, କାରଣ ଏ ଝିଅ ଟି ଯଦି ଆପଣଙ୍କ ଭଉଣୀ କିମ୍ବା ଝିଅ ହୋଇଥାନ୍ତା. ମୁଁ ଠାକୁରଙ୍କୁ ପ୍ରାର୍ଥନା କରୁଛି ଦିଦିଙ୍କ ଖୁସି ଶୀଘ୍ର ଫେରିଆସୁ. 🙏🏾🙏🏾🙏🏾🙏🏾

  • @ajaykumarmohanta5073
    @ajaykumarmohanta5073 2 роки тому +2

    Govt Give justice for Sister.....

  • @brahmanandatarai9524
    @brahmanandatarai9524 3 роки тому +23

    Lady is so innocent, hey god please save. Strict action should be taken.

  • @prasantakumardehuri1362
    @prasantakumardehuri1362 3 роки тому +47

    ଶଳା ଟା ମନ ଇଛା ଯେତେଟା ଚାହିଁବ ସେତେଟା ବାହା ହବ.... ଯଦି ପୋଲିସ ଆକ୍ସନ ନ ନିଏ ତେବେ ସେ ଟୋକାର ଫୋନ ନମ୍ବର ଆଉ address ମୋତେ ଦିଅ ମୁଁ ତା ରଙ୍ଗ ଛଡ଼ଉଛି...

  • @ajaypatra5134
    @ajaypatra5134 2 роки тому +1

    God bless sister

  • @ranjankumarmalik5744
    @ranjankumarmalik5744 2 роки тому +1

    May god bless you sister

  • @rjniranjandalai8625
    @rjniranjandalai8625 3 роки тому +43

    ଭଲପାଇଲା ବେଳେ ସବୁ ଭଲ ଥିଲା ଏବେ ଜେମିତି ଆଉ ଗୋଟେ ମାଇକିନା ପାଇଗଲୁ ଆକୁ ଭୁଲିଗଲୁ... ଆରେ ଭାଇ ଟିକେ ସେ ଛୋଟ ଛୁଆଟା ତା ନିରିହ ମୁହଁକୁ ଦେଖ ସେ କଣ ଦୋସ କରିଥିଲା ସେ ତ ଦୁନିଆ ବି ଠିକ୍ ସେ ଦେଖିନି .. ତତେ ସାଳା ଲଂଗଳା କରି ବିଛୁଆତି ରେ ପିଟିବା କଥା ଏମିତି ନିଷ୍ଠୁର ତୁ😡😡...

  • @kaminikantabeheralippu7721
    @kaminikantabeheralippu7721 3 роки тому +56

    Taku Direct Encounter Karajau......

  • @sanjkuta402
    @sanjkuta402 3 роки тому +5

    Please God help the mother & small child 😔😔

  • @madhumajhi7287
    @madhumajhi7287 2 роки тому +1

    ମାଘିୟା ଏମୀତୀ କଲୁକୀ ଚାଲ ଥାନାକୁ ଦେକୁଚୀ

  • @niharranjandas3814
    @niharranjandas3814 3 роки тому +53

    Odisa police ku mora request sir immediately action plz 🙏🙏🙏Jay jagannath🙏

  • @dhaneswarbehera2478
    @dhaneswarbehera2478 3 роки тому +9

    ହେ ଭଗବାନ ଏହି ଭଉଣୀ ର ଦୁଃଖ ଦୂର କର ,

  • @devilcreation4138
    @devilcreation4138 3 роки тому +4

    ସେ ଶାଳଆ କୁ ଡକିକି ଶଳା କୁ ବାଡେ଼ଇବା ଦରକାର ( ଶଳାଟା ବାହାହେବା ପର୍ବରୁ ୧୦ଥର ବାବିଲାନି।😥😥😥😥😥😥

  • @user-wo9ke1ko5n
    @user-wo9ke1ko5n 24 дні тому

    ନାରୀ ଜାତି ଏ ସବୁ ଭାବିଚିନ୍ତି ପାଦ କାଢିବା କଥା।

  • @jatindrajuad2227
    @jatindrajuad2227 3 роки тому +127

    She is still saying my husband , without any hesitation . 🙏

    • @PK-sn8my
      @PK-sn8my 3 роки тому +7

      ମୁଁ ଭାବୁଛି love ର bonding ଭଲ... But କିଛି ବୁଝିପାରୁନି...... କିନ୍ତୁ ତୁମେ ବହୁତ ଭଲ ଭଉଣୀ ପରି ମନେ ହଉଛି...... ଜଗନ୍ନାଥ ଙ୍କ ଈଚ୍ଛା.....🙏କିଛି ଗୋଟେ ନାୟିକ ବିଚାର ହେଉ ମୁଁ ପ୍ରାର୍ଥନା କରୁଛି....

    • @Razabeta_universe
      @Razabeta_universe 3 роки тому +4

      Satare bahut kasta hau6i suni👍👍

    • @banitadas3455
      @banitadas3455 3 роки тому +3

      This is women... this is love and this is lover....waa waa waa

    • @PK-sn8my
      @PK-sn8my 3 роки тому +4

      @@banitadas3455 ବେଳେ ବେଳେ ମଣିଷ ବୁଦ୍ଧି ଶୂନ୍ୟ ହୋଇକି ଏମିତି କିଛି ଭୁଲ କରିଦିଏ ଯାହାର କିଛି ସମାଧାନ ମିଳିବା ଟା କଷ୍ଟ ହୋଇଯାଇଥାଏ.....🙏

    • @angulvlog4517
      @angulvlog4517 3 роки тому +1

      Right

  • @mamimunda6488
    @mamimunda6488 3 роки тому +13

    ସମସ୍ତଙ୍କୁ ମୋର ଅନୁରୋଧ love marriage କରିକି ଏମିତି କରନାହିଁ ।

  • @Natabar16
    @Natabar16 Місяць тому

    ଆଲୋଚନା ହେଲା ଠିକ୍ ଅଛି ସମାଲୋଚନା ର ତର୍ଜମା କରିବା ପାଇଁ ଜଜ ଆବଶ୍ୟକ ଅଟେ

  • @rockbd4372
    @rockbd4372 3 роки тому +1

    Super ❤️❤️❤️

  • @prasantakumardehuri1362
    @prasantakumardehuri1362 3 роки тому +23

    ଭଉଣୀ, ତମ ସ୍ୱାମୀ ର ଫୋନ ନମ୍ବର ତା ଦିଅ ମୁଁ ତାକୁ ଉଚିତ ଶିକ୍ଷା ଦେବି... ସେ ଶଳା କୁ... କେତେ ଗାଣ୍ଡି ଗଲ ଗଲ କରୁଛି ମୁଁ ଦେଖିବି..

  • @Nation-First-
    @Nation-First- 3 роки тому +43

    Painful...but a learning lesson to all girls not to fall in Pre marital affairs without family concerns...

    • @ashishnayak2666
      @ashishnayak2666 3 роки тому +1

      Bhari dukha laguchi bhauni...bhagaban nka upare bharasa rakha..chua ku tike dekha ta care nia...

    • @benujani2564
      @benujani2564 Рік тому

      @@ashishnayak2666
      n

  • @birensamal3449
    @birensamal3449 3 роки тому +1

    ଏବେବି ସ୍ବାମି ବୋଲି କହୁଚି ସଳା ଚୁକାପିଲା କେଡେ ହାରାମିଟା କିରେ ହେ ସଳା ଟୋକାକୁ ମାଡ ଦରକାର ସଳାକୁ ଟିକେବି ଦୁଖ ଲାଗୁନି

  • @slizalin4939
    @slizalin4939 2 роки тому +1

    God bless you🙏

  • @deepakkumargochhayat1606
    @deepakkumargochhayat1606 3 роки тому +14

    Bada dukha katha ama sister nka plz helping my odisha ra ganamadhyam reporter Sir. Manaku. ..sei chota sisura aau tar maa ku justice milu mor odisha police sir 🙏😭😭

  • @smrutiranjanpradhan9494
    @smrutiranjanpradhan9494 3 роки тому +60

    ପ୍ରେମ ନ ମିଳିଲେ ଭାଗ୍ୟ ମିଳିଗଲେ ସ୍ୱର୍ଗ, BE THE MAN WHO RESPECT WOMEN. 🙏

  • @sarojinipradhan4912
    @sarojinipradhan4912 2 роки тому +2

    ସେଇଟୋକାକୁ ଛାଡନୀ ତା ନୁଆ ବାହାହେବା ମଜା ଛଡେଇ ବା ଦରକାର

  • @josephmisra9824
    @josephmisra9824 2 роки тому

    ଏହି ଭଉଣି ର ନ୍ୟlୟ ମିଳିବା ଦରକାର

  • @biswamitramishra7186
    @biswamitramishra7186 3 роки тому +17

    ରିପୋର୍ଟ ର ମହାଶୟ ଟିକେ ଧ୍ୟାନ ଦେବେ କି ଆପଣ କହୁଛନ୍ତି ପ୍ରେମିକା ପତ୍ନୀ ... love ମ୍ୟାରେଜ କରିବା କଣ ଏତେ ପାପ ଏବେ ସେ ଆରଏନଜ ମ୍ୟାରେଜ କରିଛନ୍ତି ସେ ପତ୍ନୀ ଙ୍କୁ କଣ କୁହାଯିବ

  • @user-en1hx7xk1x
    @user-en1hx7xk1x 3 роки тому +15

    ସେ ପୁଅକୁ ଆରେଷ୍ଟ କର ଝିଅ ମାନେ କଣ ଖେଳନା...?

  • @S.K.M-JhumarExpress
    @S.K.M-JhumarExpress 3 роки тому +1

    ତମେ ଦୁହେଁ ମରି ଯାଅ
    ହେଲେ ମତେ ସେ କୁନି ଟିକି ଛୁଆ ଟିକୁ ବହୁତ ଦୟା ଲାଗୁଛି

  • @mamalipradhan9426
    @mamalipradhan9426 2 роки тому +1

    ଶଳା ଏମିତି ପୁଅ ର ବେକ କାଟି ଦେବା ଉଚିତ୍ 🤬🤬🤬😡😡

  • @prasantakumardehuri1362
    @prasantakumardehuri1362 3 роки тому +23

    ଭଉଣୀ 'ସେ ଟୋକା ନାଁ ରେ heavy ଆକ୍ସନ ନିଅ... ଆଉ ସେ ଶଳା କୁ ପାନେ ଦିଅ...

  • @barshamuduli7450
    @barshamuduli7450 3 роки тому +6

    She is so innocent..... give justice to her🙏

  • @bijayakumarbehera7518
    @bijayakumarbehera7518 3 роки тому +2

    Local police station should investigate & give justice to this lady

  • @madhusmitanayak4764
    @madhusmitanayak4764 3 роки тому +2

    True love boli khichi nahin Jananka adu true hele aau Jananka adu false heithae Tenu Sabubele eka banchiba sikhantu😊

  • @saratpati8945
    @saratpati8945 3 роки тому +16

    Midia bhai manaku thanks
    Bhai au kichi chesta kari bhauni ku nyaa dia.

  • @quadri3864
    @quadri3864 3 роки тому +10

    I request NGO'S to help such innocent girl

  • @user-go4xg1ey9g
    @user-go4xg1ey9g 11 місяців тому

    ଝିଅ କଲେ ଭଲ ,ପୁଅ କଲେ ଖରାପ ,ଯାହା ହେଇଛି ଭଲ ହେଇଚି

  • @kailashsinku9498
    @kailashsinku9498 2 роки тому

    ପୁଲିସ ଭାଇ ମାନଙ୍କୁ ମୁଁ ଅନୁରୋଧ କରିବି please ସେ ଭଉଣୀ କୁ ଯଲଦି ସାହାଯ୍ୟ କରନ୍ତୁ।ଆଉ ସେ ଶଳା ରସିକିଆ ସ୍ୱାମୀ କୁ ଆଉ ତାଙ୍କ ପରିବାର କୁ ଟିକେ ଭଲ ସେ ଚର୍ଚ୍ଚା କରନ୍ତୁ। ଭଉଣୀ ଯମା ବ୍ୟସ୍ତ ହୁଅନି ଭଗବାନ କୁ ଡାକନ୍ତୁ ସବୁ କିଛି ଠିକ୍ ହେଇଯିବ ଜୟ ଜଗନ୍ନାଥ 🙏🙏

  • @_bapi___303
    @_bapi___303 3 роки тому +21

    ଶଳାକୁ ଆଣିକି ଚିଡ଼ିଆଖାନା କୁ ନେଇକି ବାଘ ଗେଟ ଖୋଲିକି ଛାଡି ଦିଅ

  • @PBwrestling
    @PBwrestling 3 роки тому +7

    Andha Kanoon... ଏଇ ଭଉଣୀଙ୍କୁ ପୋଲିସ୍ କି କୋଉ ମହିଳା କମିଶନ ସାହାଯ୍ୟ କରିବ ନାହିଁ ଯଦି ନ୍ୟାୟ ମିଳିବ କେମିତି🙏🏻🙏🏻🙏🏻

  • @sipunpanda4783
    @sipunpanda4783 2 роки тому

    ନ୍ୟାୟ ମିଳିବା ଦରକାର କନ କରୁଛି ପ୍ରଶାସନ ........

  • @itishriswain3459
    @itishriswain3459 Рік тому

    Tx to otv 🥰