ବିଜେଡ଼ିର ମହାନାଟକ,ଖଳନାୟକ ଭୂମିକାରେ ନବୀନ ପଟ୍ଟନାୟକ! | Terachha Baana | ତେରଛା ବାଣ

Поділитися
Вставка
  • Опубліковано 22 січ 2025

КОМЕНТАРІ • 63

  • @JogeswarJena-hi9zi
    @JogeswarJena-hi9zi 16 днів тому +3

    Right Sir

  • @santoshkumarsahoo-qy4gb
    @santoshkumarsahoo-qy4gb 16 днів тому +1

    Right👌

  • @manjushaswain1037
    @manjushaswain1037 16 днів тому +2

    ଜୟ ଜଗନ୍ନାଥ
    ଆପଣ ଙ୍କୁ ପ୍ରଭୁ ଶକ୍ତି ଦିଅନ୍ତୁ ‌ଆଗକୁ ଯିବାକୁ ।

  • @laxmansahoo4681
    @laxmansahoo4681 16 днів тому +2

    ବେଲଜ୍ୟା ବୁଦ୍ଧି 🎉

  • @madanmohan3205
    @madanmohan3205 16 днів тому +1

    Right

  • @SwarnaMohanty-hj5rs
    @SwarnaMohanty-hj5rs 16 днів тому +4

    Mohan Sarkar good

  • @narmadapradhan2800
    @narmadapradhan2800 16 днів тому +1

    good dada

  • @BhabagrahiDas-yf6ph
    @BhabagrahiDas-yf6ph 16 днів тому +3

    ନିରାଟ ସତ୍ୟ କଥା sir

  • @trilochanpatnaik6321
    @trilochanpatnaik6321 16 днів тому +4

    ନବୀନ ବାବୁ ଙ୍କ ର ଲଜ୍ୟା ନାହିଁ ବୋଲି ସେ ଦର ଦାମ ବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନ କୁ ଆସିଛନ୍ତି।

  • @manoranjannanda9322
    @manoranjannanda9322 16 днів тому +1

    Beautiful analysis. Thank you Sir.

  • @NeelakanthaMahapatra
    @NeelakanthaMahapatra 16 днів тому +1

    Rightly pointed out.

  • @upendranathswain2022
    @upendranathswain2022 15 днів тому +2

    ଅତ୍ୟନ୍ତ ନିର୍ଭୀକ ମତାମତ l

  • @jogeshpradhan3649
    @jogeshpradhan3649 16 днів тому +3

    ବିଜେଡି ର 24ବର୍ଷ ଶାସନ ରେ ଦୋର୍ ଦାମ୍ ପୁରା ସସ୍ଥା ଥିଲା ଏବେ ବିଜେପି ଶାସନ ରେ ସବୁ ବୋଢି ଗଲା, ମିଛ କୋହିବାର ଗୋଟେ ସୀମା ଥାଏ

  • @sudamcharanprusty
    @sudamcharanprusty 16 днів тому +2

    ନବୀନ ପଟ୍ଟନାୟକ ଆସିବା ବେଳେ
    ଓଡିଶା ଋଣ ଭାର ରେ ବୁଡିଥିଲା
    ସରକାରୀ ଚାକିରିଆ କୁ ଦରମା ଦେ ବାକୁ
    ଓଭର ଡ୍ରାଫ୍ଟ ହେଉଥିଲା
    ଆଗେ ଲୋକଙ୍କୁ ବଞ୍ଚାଇବା ସରକାର ର
    ପ୍ରାଥମିକ ତା ଥିଲା
    ବିଜେଡି ସରକାର 24 ବର୍ଷ ଭିତରେ
    9 ବର୍ଷ ଭାଗୁଆଳି ସରକାର ଥିଲା
    ଯଦି ସରକାର ଖରାପ ବାଟକୁ ଯାଉଥିଲା
    ଏ ମାନେ ସରକାର କୁ ଭଲ ବାଟକୁ
    ଆଣିବା ପାଇଁ ଗାଇଡ଼ କରିବାର ଥିଲା
    ତେଣୁ ପରସ୍ପର ଦୁଇ ଦଳ ଦାୟୀ

  • @upendranathswain2022
    @upendranathswain2022 15 днів тому +2

    ଅପରାଧୀଙ୍କୁ ଯେଉଁଦିନ ଦଣ୍ଡଦେବେ, ସେହିଦିନଠାରୁ ସ୍ୱର ଧୀରେ ଧୀରେ ନିରବି ଯିବ l ମୋହନ ବାବୁ ଅବଶ୍ୟ ବର୍ତ୍ତମାନ ପାଇଁ ଚାପରେ ରହିବେ l

  • @manaswinisahoo6357
    @manaswinisahoo6357 16 днів тому +2

    ବିରୋଧୀ ଦଳ ଚାଷୀମାନଙ୍କୁ ସାହାଯ୍ଯ କରନ୍ତୁ, ପ୍ରବଳ ପରିବା ଅମଳ ହେବ

  • @birajakumarbarik3038
    @birajakumarbarik3038 16 днів тому +2

    ନିର୍ଲଜ ନବୀନ ବଂଚିବା ପାଇଁ ମାଙ୍କଡ଼ ଡ଼ିଆ ମାରୁଛି

  • @trilochanpatnaik6321
    @trilochanpatnaik6321 16 днів тому +4

    ଯିଏ ଭଲ ଭାବରେ ଓଡ଼ିଆ କହି ପାରୁ ନାହାଁନ୍ତି ସେ ଆନ୍ଦୋଳନ କୁ ଆସି ଓଡ଼ିଆରେ ଲିଖିତ note ପଢ଼ି ଭାଷଣ ଦେବା ଭଲ ଲାଗୁଛି କି?

  • @kishorchsrichandan307
    @kishorchsrichandan307 16 днів тому +2

    ଆପଣ ଖୁସି ତ। ଆମେ ବହୁତ ଖୁସି।

  • @lipsaranipadhi5966
    @lipsaranipadhi5966 16 днів тому +3

    ସାର ସତମାସ ଘରେଵସି ଜଙ୍ଗ ଲାଗିଲାଣି ଟିକେ ଛଡେଇ ବା ପାଇଁ ଆସିଥିଲେ ଆଉରି ଚାରିବର୍ଷ ତିନିମାସ ପରେ ଇଲେକ୍ସନ ହେବ ହରଜିତ ତ ପରେ ଆଲୋଚନା କରିବା ଏତେ ଦିନ ଜଲଦି ବସି ଜିଵେନା 2029 ଏତେ ମାତ୍ରାରେ ରଷ୍ଠ ହୋଇ ଜାଇଥିଵ ଆଉ ଉଠି ପାରିବେନି
    ତେଣୁ ଏଇଟା ପ୍ରଥମ ଡ୍ରାମା ଏମିତି କେତେ ଡ୍ରାମା ଦେଖିବାକୁ ପଡିବ କିନ୍ତୁ ଆଜି ର ସକାର ଏହାକୁ ଭୃଖେପ ନକରି ମାଡ଼ି ଚାଲିବାର ଅଛି କୁକୁର ତାର ଧର୍ମ ପାଳନ କରି କରିଵ କରୁନା ଏଠି କଥା ରହିଲା ସାହାସ କରି ମୋହନ ସରକାର କେବଳ ଆଗକୁ ମାଡ଼ି ଚାଲିଲେ ଓଡିଶାର ଦୃତ ଉନ୍ନତି କୁ କେହି ରଖି ପାରିବେନି ଆଜି ର ସମାବେଶ ଓଡ଼ିଶାରୁ ଲୁଟି ଥିଵା ଧାନରୁ କିଛି ଖର୍ଚ କରି ଏସମାଵେଶ ଆକୁ ପ୍ରତି ଆଖେପ ନ କରି ମୋର ଅନୁରୋଧ ସରକାର ବିକାସ ସାରଥି ହେବା ଦରକାର। ଜୟ ଜଗନ୍ନାଥ

  • @RanjanBehera-ge1kf
    @RanjanBehera-ge1kf 16 днів тому +3

    💠 ବିଜେପି ର ଅପାରଗ ପାଇଁ
    ନବିନା ନାଚଇ ଥେଇ ଥେଇ
    ବଉଳ ଲୋ 🌸✳️
    କେତେ ଦୁର୍ଭାଗ୍ୟ ଆମରି ପାଇଁ
    ବଉଳ ଲୋ 🌸✳️

  • @nabinbeura3225
    @nabinbeura3225 16 днів тому +1

    ଅପଡାର୍ଥ ମାନଙ୍କ ଶାସନର ଫଳ ଏବେ ରାଜ୍ୟ ଭୋଗୁଛି। ପ୍ରତିକାର ବ୍ୟବସ୍ଥା ନରହିଲେ ରାଜ୍ୟ ଭୋଜି ଚାଲିବ।

  • @bijayanandadash5344
    @bijayanandadash5344 16 днів тому

    Fantastic episode 👌

  • @pramodapradhan9257
    @pramodapradhan9257 16 днів тому +2

    ମାଡାମ ଆପଣ ଓଡିଶା ଲୋକଙ୍କ କଥା ଛାଡି ପାଣ୍ଡୁ ବନ୍ଦନା କରୁଥିଲ ନିଜ ସ୍ୱାର୍ଥ ପାଇଁ ତେଣୁ କେତେ ଓଡ଼ିଆଙ୍କ ଭଲ ଚାହୁଁଛ ଲୋକ ଜାଣନ୍ତି

  • @manaswinisahoo6357
    @manaswinisahoo6357 16 днів тому +1

    ଦୀର୍ଘ ୨୪ ବର୍ଷ ମଧ୍ଯରେ, ଅନ୍ତତଃ ଚାଷରେ ଓଡ଼ିଶା ସ୍ୱାବଲମୀ ହେବାର ଥିଲା

  • @banamalibhatra4068
    @banamalibhatra4068 16 днів тому

    Very good discussion.

  • @TapankumarPattanayak
    @TapankumarPattanayak 15 днів тому +1

    କୌଣସି ସରକାର ଓଡିଶାର ବିକାଶ ଚାହିଁଲେ ନାହିଁ ନିଜ ର ସ୍ୱାର୍ଥକୁ ଚାହିଁଲେ

  • @Skstarvlog3735
    @Skstarvlog3735 15 днів тому +2

    24 ବର୍ଷ ହେଲା ଶୀତଳ ଭଣ୍ଡାର ଟେ ନାଇ 😂 ଆଳୁ ମିଶନ ଫେଲ୍ ଚାଷ ଜମି କୁ ପାଣି ନାଇ 😂ଡ୍ରାମା ଅଧିକ

  • @gajendranathjena356
    @gajendranathjena356 15 днів тому +1

    ନବୀନ ପଟ୍ଟନାୟକଙ୍କ ରାଜନୀତି ମିଛରୁ ଆରମ୍ଭ କରିଛି😮 ପରବୃଦ୍ଧିରେ ଯିଏ ପରିଚାଳିତ ସେ ଓଡିଶା ର ଓଡ଼ିଆ ଭାଷା ସାହିତ୍ୟର ସଂସ୍କୃତୀ କିଛି ଜଣାନାହିଁ😮ଖଣିଖାଦାନ ଲୋଟିଖାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଭିକ୍ଷ୍ୟା ମଗାଇ ମାରି ଖାଇଲେ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ😂ଚାଷି ମାରଣ ସରକାର ଥିଲା ବିଜେଡି ନବୀନ ପଟ୍ଟନାୟକ ନିକିମା ସରକାର ପାଣ୍ଡିଆନ ର ଗୋଲାମ ହୋଇ ନାଟକବାଜି କରୁଛି ଓଡିଶା ଜାଣିଛି😮 ଏବେ ନିମୃଳ ହେବ😂

  • @GaneshprashadSahoo-z9o
    @GaneshprashadSahoo-z9o 12 днів тому

    Hundred percent correct

  • @prasantakumarswain3419
    @prasantakumarswain3419 15 днів тому +1

    ଏତେ ଦିନକେ ବିପିନ ବାବୁ ଠିକ୍ କଥା କହିଲେ, ଭଲ ଲାଗିଲା ।

  • @RanjitKumarSethiRanjitKumarSet
    @RanjitKumarSethiRanjitKumarSet 16 днів тому

    Good 👍

  • @raghubirdas7621
    @raghubirdas7621 16 днів тому +2

    Nabin Patnaik is a briliant NATUA he wants unite his party BJD is talking all lies

  • @manaswinisahoo6357
    @manaswinisahoo6357 16 днів тому

    ଏବେ ବି ସମୟ ଅଛି ।
    ନୂଆ ସରକାର ଯଥାଶୀଘ୍ର ସବୁ ପ୍ରକାର ପରିବା ଚାଷ ଆରମ୍ଭ କରିବା ଉଚିତ

  • @prafullakumarnayak
    @prafullakumarnayak 16 днів тому

    0:03 0:04 0:05

  • @Kk.Sandhibigraha
    @Kk.Sandhibigraha 16 днів тому +2

    24 barsare Odisha ku biki khai sarichanti

  • @laxminarayanbehera2467
    @laxminarayanbehera2467 16 днів тому

    Jathartha upastapana sradhapurn naman.

  • @BabajiNaik-k8r
    @BabajiNaik-k8r 16 днів тому +1

    Naveen khali drink kari soila odisha katha kebe chinta kala nahin aji patato,onion,oil,jaha rate badhichi sabu dai naveen harila pare ebe odisha katha mane paduchi munhare laja laguni railly karuchi chhi chhi

  • @yudhisthiramallick9260
    @yudhisthiramallick9260 16 днів тому +1

    Bjd au khai parunahanti sethi Pani bara chaulia houchanti

  • @aksahoo346
    @aksahoo346 16 днів тому

    Bahut badhia katha. Birodhi chup ruhante. Kintu. Mundatekuchanti. Bjp ra nikama karjya lagi. Nachet jetiki. Durniti. Dharagale sabuchup

  • @raghubirdas7621
    @raghubirdas7621 16 днів тому +1

    No one in BJD thought about devloping the agriculture in patatoo onion poultry fisheries Rice dev of cold storage n many thiings he never thout for the last 25 years

  • @sudhakarsahu333
    @sudhakarsahu333 16 днів тому +1

    Binasha kale biparita budhi .

  • @manaswinisahoo6357
    @manaswinisahoo6357 16 днів тому

    ଆଳୁ, ପିଆଜ, ଟମାଟୋ,ପନିପରିବା ଅମଳ ହୋଇଥିଲେ, ଅନ୍ତତଃ ଗରିବ ଲୋକେ ଶସ୍ତାରେ ଖାଇ ପିଇ ବଞ୍ଚି ଯାଉ ଥାଆନ୍ତେ

  • @sangramkar1198
    @sangramkar1198 15 днів тому

    BJP came to power by shouting against the corruption of BJD government but after coming to power no action has been taken by the government to which BJP had made election issue in the past like Pandian and Bobby Das issue. The people of odisha are very clever and observing every thing minutely. BJP had come to power not for the pro-BJP wave but for the Anti-BJD factor. Now BJP is walking over the Razor's edge .

  • @purnachandramohanty5206
    @purnachandramohanty5206 15 днів тому +1

    Abe chaka nabin time re rate kahinki badhu nathila

  • @ParabirPanda-to3rh
    @ParabirPanda-to3rh 16 днів тому

    NP is the cause of Odisha's 21st poor State in India.

  • @agoodcitizen-b3o
    @agoodcitizen-b3o 16 днів тому

    E sabuthi Pani bjd dayee .samaste jani chanti

  • @sampadrout8827
    @sampadrout8827 16 днів тому +1

    Nabin baboo nkara jetiki.izzat thila taku harau chhanti kahinki,se kn kichhi bujhi paru nahanti na bujhi baku chahun nahanti.sudhri jaantu na hele tankar political death heba thaya.

    • @prafulasingh2267
      @prafulasingh2267 16 днів тому

      ଓଡ଼ିଆରେ ଗୋଟିଏ କଥା ଅଛି
      ଆଉ ବୟସ ମୋ'ର କାହିଁ
      ପାରିବି ପୁତ୍ର ଉପୁଜାଇ
      ନବୀନ ବାବୁଙ୍କର ଆଉ ରାଜନୀତି କରିବାର ସମୟ ନାହିଁ , ପାଣ୍ଡୁ ପରାମର୍ଶରେ ଚାଲୁଥିବା ନବୀନ ବାବୁ ଶେଷରେ ନିଜ ଆତ୍ମସମ୍ମାନ ହରାଇବେ ।

  • @nilamanisethi9211
    @nilamanisethi9211 16 днів тому

    Terecha bahut kahuchi bjp paid nirlaj

  • @nandakishorguin6131
    @nandakishorguin6131 16 днів тому

    Maghiya koudinaru sambada deluni

  • @subashsamal3730
    @subashsamal3730 16 днів тому

    Tu maghiha tumar galua dalal ନବୀନ ପଟ୍ଟନାୟକ ଜିନ୍ଦାବାଦ

  • @lalitselma-s5u
    @lalitselma-s5u 16 днів тому

    Right sir