ମିଛ ମାମଲାରେ, କିଏ ଅସଲି ଖଳନାୟକ? | Terachha Baana | ତେରଛା ବାଣ

Поділитися
Вставка
  • Опубліковано 1 лют 2025

КОМЕНТАРІ • 33

  • @ParabirPanda-to3rh
    @ParabirPanda-to3rh 25 днів тому +4

    U are right,Sir.

  • @niharranjandas1353
    @niharranjandas1353 24 дні тому +5

    ନବୀନ ପଟ୍ଟନାୟକ ଆଉ ଜଣେ ଔରଙ୍ଗ ଜେବ, ଅନ୍ତ ମଧ୍ୟ ଏକାଭଳି ହେବ।

  • @trilochanpatnaik6321
    @trilochanpatnaik6321 25 днів тому +6

    ବିପିନ ଦାସ ବାବୁ ଯାହା କହୁ ଛନ୍ତି ସେହି ପ୍ରକାରେ ଓଡିଶାର ମୂଖ୍ୟମନ୍ତ୍ରୀ ଓ ପ୍ରଦୀପ ପାଣିଗ୍ରାହୀ ମହାଶୟ କାର୍ଯ୍ୟାନୁଷ୍ଠାନ କରନ୍ତୁ। ତା ହେଲେ ଓଡ଼ିଶା ବାସୀ ଜାଣିବେ ରାଜ୍ୟରେ ନ୍ୟାୟ ଅଛି ବୋଲି।

  • @trilochanpatnaik6321
    @trilochanpatnaik6321 25 днів тому +7

    ଯେହେତୁ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ତେବେ ଯେଉଁ ମାନେ ତାଙ୍କୁ ଦୋଷୀ ବୋଲି jail ପଠାଇ ଥିଲେ ସେମାନଙ୍କୁ ମିଛ ରେ କେସ ଦେଇଥିଲେ ବୋଲି ତାଙ୍କୁ ଜେଲ୍ ଦଣ୍ଡ ଦେବା କଥା। ନଚେତ ସେମାନଙ୍କ ନାମ ରେ ମାନହାନି ମକଦ୍ଦମା ରୁଜୁ କରା ଯିବା ଦରକାର।

    • @santoshsahoo6928
      @santoshsahoo6928 25 днів тому +1

      Michha case karithiba lonanku ajiban karadanda Or fasi deba darkar. Nachet sadharana lokanka namare michha case dei hairan karibe.

  • @RanjanBehera-ge1kf
    @RanjanBehera-ge1kf 25 днів тому +4

    ☀️ ମାନ୍ୟବର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ୱସ୍ତି..କହିଲେ ଓଡିଶା ନବବର୍ଷରେ ଖୋଲିବ ନବିନାର ପେଡ଼ି....!

  • @UpendraBehera-o1z
    @UpendraBehera-o1z 25 днів тому +5

    ଅତି ଅନ୍ୟାୟ ହୋଇଛି। ତାର ଫଳାଫଳ ବିଜେଡ଼ି ଭୋଗୁଛି। ସମ୍ବାଦ ବେଶି ଚାଲୁଥିଲା ଏ ବିଷୟରେ।

  • @brajakisoremohanty3723
    @brajakisoremohanty3723 25 днів тому +1

  • @SureshPusti
    @SureshPusti 24 дні тому +3

    ଆଗାମୀ ଦିନରେ ବିଜେଡି ଧୂଳିସାତ୍ ହୋଇଜିବ ,

  • @saratkar4485
    @saratkar4485 25 днів тому +3

    Darty politics of B J D

  • @s.tanmay3138
    @s.tanmay3138 24 дні тому +2

    Nabin janabirodhi

  • @gangadhardash3430
    @gangadhardash3430 23 дні тому

    🎉🎉🎉

  • @sibaramsahoosibaramsahoo4603
    @sibaramsahoosibaramsahoo4603 23 дні тому +1

    ନବୀନ ହେଉଛ ୨୪ବର୍ଷ ଯାତ୍ରା ର ମୁଖ୍ୟ ଖଳନାୟକ,ତେଣୁ ଯାତ୍ରା ଶେଷରେ ଖଳନାୟକ ଅନ୍ତ hua

  • @santoshrout4117
    @santoshrout4117 24 дні тому +1

    Very good Barta

  • @raghubirdas7621
    @raghubirdas7621 25 днів тому +1

    This is a hallenge to our CM in Mr Pradip Panigrahi case

  • @jayakrishnapanda5424
    @jayakrishnapanda5424 24 дні тому +2

    Nabin proved himself as a great villain, a selfish and anti odiya, a lier

  • @PrasantaMohapatra-yg8fo
    @PrasantaMohapatra-yg8fo 24 дні тому +1

    ପ୍ରକୃତରେ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ମିଥ୍ଯା ମକଦମା ରେ ଯେଉଁ ଅଧିକାରୀ ମାନେ ସମ୍ପୃକ୍ତ ଥିଲେ , ସେମାନଙ୍କ ବିରୁଦ୍ଧରେ ଶ୍ରୀ ପାଣିଗ୍ରାହୀ ମାନହାନି ମୋକଦ୍ଦମା କରିବା ନିହାତି ଜରୁରୀ- କାରଣ ଏହା ହେଲେ ଭଵିଷ୍ଯତରେ ଅନ୍ୟ ଅଧିକାରୀମାନେ ଏମିତି କିଛି କରିବାକୁ ସାହସ କରିଵେନି।

  • @sibaramsahoosibaramsahoo4603
    @sibaramsahoosibaramsahoo4603 23 дні тому

    Nabina is the greatest villain in odisa politics in tha last twenty four year jatra pendal so the villain will be end neceserry

  • @pramodapradhan9257
    @pramodapradhan9257 24 дні тому

    ନବୀନ ପାଇଁ ଏହା ନୂଆ କଣ ନବୀନ ଏହା ମୂଳରୁ କରିଆସିଛି କିନ୍ତୁ କେହି ଏହାର ପ୍ରକୃତ ଜବାବ ଦେଉ ନଥିଲେ
    ଦିନ ସବୁବେଳେ ସମାନ ଯାଏ ନାହିଁ ପ୍ରଦୀପ ବାବୁ ଏକାଥରକେ ଲେଖା ଛିଦେଇ ଦେଲେ

  • @sop828
    @sop828 24 дні тому

    Nabeena Has Proved He Misutiluzed Authority, Will Suffer, Wait N Watch

  • @raghubirdas7621
    @raghubirdas7621 25 днів тому +1

    Where was zRaja zSwain when health minisyer Naba was short dead.in broad daylight

  • @ArunPalai-e4k
    @ArunPalai-e4k 24 дні тому

    Ati police suspected habakatha

  • @raghubirdas7621
    @raghubirdas7621 8 днів тому

    KHALANAYAK are BOTH NABIN.N PANDIAN

  • @sagarikaswain-zr8gu
    @sagarikaswain-zr8gu 24 дні тому

    A topic uppare tike Lenin mohanty .sulata deo and debe.....

  • @chakradharsahoo3684
    @chakradharsahoo3684 24 дні тому

    In this circumstances what a commen people will do sir. Too bad.

  • @ManasKumarSahoo-m7x
    @ManasKumarSahoo-m7x 25 днів тому

    Pandian

  • @BirendraDas-xr1sk
    @BirendraDas-xr1sk 25 днів тому

    Perhaps this is the effect of washing machine in Odisha! Perhaps this was,i.e. to get rid of Vigilance/ED tangle was the pre condition of Pradeep Panigrahi to go through washing machine.Your oblique bow and arrow has least effect on people of Odisha.Your presentation is not free from partiality and you are having a pro-BJP tone.