Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଅଦ୍ଭୁତ , ପ୍ରିୟ ଗାୟକ ଶରତ ଭାଈ ଙ୍କ ଯାଦୁକାରୀ ସ୍ବର
ବହୁତ୍ ବହୁତ୍ ଧନ୍ୟବାଦ ସୌଭାଗ୍ୟ ବାବୁ
ଅଦ୍ଭୁତ
Beautiful Concept By Ashok Puhan Sir... ରାଧେ ରାଧେ 🙏🙏🙏❤️❤️❤️❤️❤️
Sundar aabruti.
ଭଲ ଲାଗୁଚି।ଗଦ୍ୟ କବିତାକୁ ବି ଗିତିମୟ କରାଯାଇପାରେ,ଏହାହିଁ ବୈଶିଷ୍ଟ୍ୟ ଏହାର।
ଗୋଟେ କ୍ଷଣ ଅନୁଭବ ପରେ ପୁଣିଥରେ ଅନୁଭବରେ ବାନ୍ଧିହୋଇ ରହିବାର ଅଭିଳାଷ ଅଥୟ କରୁଛି ❤ ଗୋଟେ ଥର ଶୁଣି ପୁଣି ଶୁଣିବାକୁ ମନ ଚାହୁଁଛି ....ବହୁତ୍ ସୁନ୍ଦର ସାର୍ ✨✨ରମାକାନ୍ତ ସାର୍ ଙ୍କ ଭାବ ଆଉ ଆପଣଙ୍କର ସ୍ୱର ସଂଯୋଜନା ଅତୀବ ମନୋହର .......
କବିତା ଟି ଲେଖି ତାକୁ ସ୍ୱର ଦେଇଥିବା ମହାନ୍ ଗାୟକ ଙ୍କୁ ମୋର 🙏 ଯେତେ ଥର ବି ଶୁଣିଲେ ବାରମ୍ବାର ଶୁଣିବା କୁ ମନ ଟାଣି ହୋଇଯାଏ
thank you
Tremendous Singing Wid Great Feel.. ଶରତ ନାଏକ ଭାଇ ଙ୍କର ଜୟ ହେଉ... ହେ ମହାବାହୁ 🙏🙏🙏👍👍👍👌👌👌🎉🎉🎉❤️❤️❤️❤️❤️
ହୃଦୟ ସ୍ପର୍ଶୀ ସ୍ୱର, ମଧୁର ଭାବ, ଅଦ୍ଭୁତ କବିତା,
Good
ଶୁଣିଲିଣି ଅନେକ ଥର, ଲାଗିଲା ପ୍ରିୟ ଗାୟକ ଶରତ ନାୟକଙ୍କ କଣ୍ଠ ସତେ ଯେମିତି ଏଇ ସମର୍ପଣମୟୀ ପ୍ରେମରେ ଗୁଡେ଼ଇ ଯାଇଛି । ଏତେ ମଧୁର ଯେ ନିଃଶବ୍ଦ ହେଲି ମୁଁ । ❤❤
ଧନ୍ୟବାଦ୍
Sri Radha ra sabu kabita aniba Pani anurodha
Speechless 🙏
ୱାଃ ଚମତ୍କାର ଚମତ୍କାର
ଧନ୍ୟବାଦ କ୍ଷୀରୋଦ ଭାଇ
ଚମତ୍କାର
ଧନ୍ୟବାଦ ଭାଇ
❤❤❤❤
ଓଃ ଶରତ ନାୟକଙ୍କ ସ୍ୱର ମୋର ଭାରି ପସନ୍ଦ ।ତାଙ୍କ ସ୍ୱରର ମାଦକତା ଓ ନୀଳକଇଁର ପ୍ରେମରେ ବୁଡିଲି ପୁଣିଥରଦ ବହୁତଦିନ ପରେ ।
Thank you madam
Bhala
ସୁନ୍ଦର ଉପସ୍ଥାପନା 🙏
ଧନ୍ୟବାଦ ଅପରାଜିତା
Wow so so so muchhhhh beautiful♥️♥️♥️♥️♥️🙏🌹🙏
Many many thanks ମାଡାମ
ବାଃ
ଧନୁଯାତ୍ରା କୃଷ୍ଣ ଭାଇ
ବାଃ ଚତ୍ମକାର .❤️.... ଆବୃତ୍ତି ମଧ୍ୟ ଖୁବ୍ ସୁନ୍ଦର
ଧନ୍ୟବାଦ
ମନ ଛୁଆଁ ହୋଇଛି presentation 💐💐💐
ଧନ୍ୟବାଦ। ଆଶା ଭଲ ଅଛନ୍ତି।
ଓଃ 🙏🙏ଖୁବ ସୁନ୍ଦର ସ୍ୱର ମନ କୁ ପୁରା ଛୁଇଁ ଗଲା🙏❤️
Thank you lunarkanti babu
Made me spell bound.
Emiti sabda .. emiti bhaba .. emiti swarare mana pakshi ahuri chik chik kare .. kabi O gayaka ubhayanku abhuma pranam
Thank you Rajib babu
ଅଦ୍ଭୁତ , ପ୍ରିୟ ଗାୟକ ଶରତ ଭାଈ ଙ୍କ ଯାଦୁକାରୀ ସ୍ବର
ବହୁତ୍ ବହୁତ୍ ଧନ୍ୟବାଦ ସୌଭାଗ୍ୟ ବାବୁ
ଅଦ୍ଭୁତ
Beautiful Concept By Ashok Puhan Sir... ରାଧେ ରାଧେ 🙏🙏🙏❤️❤️❤️❤️❤️
Sundar aabruti.
ଭଲ ଲାଗୁଚି।ଗଦ୍ୟ କବିତାକୁ ବି ଗିତିମୟ କରାଯାଇପାରେ,ଏହାହିଁ ବୈଶିଷ୍ଟ୍ୟ ଏହାର।
ଗୋଟେ କ୍ଷଣ ଅନୁଭବ ପରେ ପୁଣିଥରେ ଅନୁଭବରେ ବାନ୍ଧିହୋଇ ରହିବାର ଅଭିଳାଷ ଅଥୟ କରୁଛି ❤ ଗୋଟେ ଥର ଶୁଣି ପୁଣି ଶୁଣିବାକୁ ମନ ଚାହୁଁଛି ....ବହୁତ୍ ସୁନ୍ଦର ସାର୍ ✨✨ରମାକାନ୍ତ ସାର୍ ଙ୍କ ଭାବ ଆଉ ଆପଣଙ୍କର ସ୍ୱର ସଂଯୋଜନା ଅତୀବ ମନୋହର .......
କବିତା ଟି ଲେଖି ତାକୁ ସ୍ୱର ଦେଇଥିବା ମହାନ୍ ଗାୟକ ଙ୍କୁ ମୋର 🙏 ଯେତେ ଥର ବି ଶୁଣିଲେ ବାରମ୍ବାର ଶୁଣିବା କୁ ମନ ଟାଣି ହୋଇଯାଏ
thank you
Tremendous Singing Wid Great Feel.. ଶରତ ନାଏକ ଭାଇ ଙ୍କର ଜୟ ହେଉ... ହେ ମହାବାହୁ 🙏🙏🙏👍👍👍👌👌👌🎉🎉🎉❤️❤️❤️❤️❤️
ହୃଦୟ ସ୍ପର୍ଶୀ ସ୍ୱର, ମଧୁର ଭାବ,
ଅଦ୍ଭୁତ କବିତା,
Good
ଶୁଣିଲିଣି ଅନେକ ଥର, ଲାଗିଲା ପ୍ରିୟ ଗାୟକ ଶରତ ନାୟକଙ୍କ କଣ୍ଠ ସତେ ଯେମିତି ଏଇ ସମର୍ପଣମୟୀ ପ୍ରେମରେ ଗୁଡେ଼ଇ ଯାଇଛି । ଏତେ ମଧୁର ଯେ ନିଃଶବ୍ଦ ହେଲି ମୁଁ । ❤❤
ଧନ୍ୟବାଦ୍
Sri Radha ra sabu kabita aniba Pani anurodha
Speechless 🙏
ୱାଃ ଚମତ୍କାର ଚମତ୍କାର
ଧନ୍ୟବାଦ କ୍ଷୀରୋଦ ଭାଇ
ଚମତ୍କାର
ଧନ୍ୟବାଦ ଭାଇ
❤❤❤❤
ଓଃ ଶରତ ନାୟକଙ୍କ ସ୍ୱର ମୋର ଭାରି ପସନ୍ଦ ।
ତାଙ୍କ ସ୍ୱରର ମାଦକତା ଓ ନୀଳକଇଁର ପ୍ରେମରେ ବୁଡିଲି ପୁଣିଥରଦ ବହୁତଦିନ ପରେ ।
Thank you madam
Bhala
ସୁନ୍ଦର ଉପସ୍ଥାପନା 🙏
ଧନ୍ୟବାଦ ଅପରାଜିତା
Wow so so so muchhhhh beautiful♥️♥️♥️♥️♥️🙏🌹🙏
Many many thanks ମାଡାମ
ବାଃ
ଧନୁଯାତ୍ରା କୃଷ୍ଣ ଭାଇ
ବାଃ ଚତ୍ମକାର .❤️.... ଆବୃତ୍ତି ମଧ୍ୟ ଖୁବ୍ ସୁନ୍ଦର
ଧନ୍ୟବାଦ
ମନ ଛୁଆଁ ହୋଇଛି presentation 💐💐💐
ଧନ୍ୟବାଦ। ଆଶା ଭଲ ଅଛନ୍ତି।
ଓଃ 🙏🙏
ଖୁବ ସୁନ୍ଦର ସ୍ୱର ମନ କୁ ପୁରା ଛୁଇଁ ଗଲା🙏❤️
Thank you lunarkanti babu
Made me spell bound.
Emiti sabda .. emiti bhaba .. emiti swarare mana pakshi ahuri chik chik kare .. kabi O gayaka ubhayanku abhuma pranam
Thank you Rajib babu