9 PM Prime Time Discussion || କାହା ଶପଥ ଦେଖିବ ଓଡ଼ିଶା? || May 06, 2024 || PrameyaNews7

Поділитися
Вставка
  • Опубліковано 5 тра 2024
  • 9 PM Prime Time Discussion || କାହା ଶପଥ ଦେଖିବ ଓଡ଼ିଶା? || May 06, 2024 || PrameyaNews7
    Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
    For Latest News Follow us on:
    Website: www.prameyanews7.com/
    UA-cam: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    Nua Jibana Nua Asha:
    • Nua Jibana Nua Asha
    ଶୁଣ...ଶୁଣ...ଶୁଣ:
    • Suna...Suna...Suna
    Explore Odisha:
    • Explore Odisha
    Breakfast Odisha:
    • Breakfast Odisha News7
    Maganna Oligi:
    • Maganna Oligi
    Biswas Abiswas Andhabiswas:
    • Biswas Abiswas Andhabi...
    Digital Special Stories:
    • Digital Special Stories
    Daffa | Crime Stories:
    • Daffa
    Jollywood Jalwa:
    • Jollywood Jalwa
    Face To Face:
    • Face To Face
    #PrameyaNews7 #News7 #OdishaNews

КОМЕНТАРІ • 359

  • @mahanbaliyarshingh6313
    @mahanbaliyarshingh6313 Місяць тому +44

    BJD ନେତ୍ରୀ ଙ୍କୁ ମାନିବାକୁ ପଡ଼ିବ ଟାଉଟର ନମ୍ବର ୱାନ୍ ଏଇଟା ବି BJD ନେତ୍ରୀ ମାନିବାକୁ ପଡ଼ିବ 25 ବର୍ଷ ହେଲା ପାଣି ଦେବାରେ ଫେଲ୍ ଡକ୍ଟର ଦେବାରେ ଫେଲ୍ ଶିକ୍ଷକ ଦେବାରେ ଫେଲ୍ ଜନ ସାଧାରଣ ଙ୍କୁ କାମ ଦେବାରେ ଫେଲ୍ ଏଠି ଗାଁ କୁ ରାସ୍ତା ବନେଇବାରେ ଫେଲ୍ ପିସି ଖାଇବାରେ ଫାସ୍ଟ କ୍ଲାସ ଖଣି ଲୁଟିବାରେ ଫଷ୍ଟ କ୍ଲାସ୍ ଏହା ହେଉଛି BJD ସରକାର ଚର ପଣିଆ

    • @GuruCharanRout-lu7ch
      @GuruCharanRout-lu7ch Місяць тому +2

      Bhai correct

    • @pbhoi6814
      @pbhoi6814 Місяць тому +1

      Right Bhai

    • @ajubhaicreation
      @ajubhaicreation Місяць тому +2

      ଓଡ଼ିଶା ର ବିଜେପି ପ୍ରଚାର ପାଇଁ ଅଛନ୍ତି କାମପାଇଁ ନୁହଁ ।😂 ଓଡ଼ିଶା ବାସୀ ଓଡିଶା ରୁ ନୁହଁ କେନ୍ଦ୍ର ରୁ ଭଗାଅ ବିଜେପି 😂

    • @bipinamallik2803
      @bipinamallik2803 25 днів тому +1

      BJDKU No1 Mukhya Mantri, BJPRA Nabeen Babu Bhala Bandhu, Ebe BJD Kharap Hoigala, BJP Balanku Lajya Lagunahi

    • @BenudharMohanty-on2hv
      @BenudharMohanty-on2hv 16 днів тому +1

      Very correct BJD and Nabin Pattanayak zindabad Jay Jagannath

  • @brundabanmandika5298
    @brundabanmandika5298 Місяць тому +27

    ବିଜେଡି ନେତା ନେତ୍ରୀ ଏତେ ଟାଉଟର କହିଲେ ନସରେ।

  • @pkp4793
    @pkp4793 Місяць тому +17

    Jay Bjp...athoro Odishate nischit BJP win karibo...

    • @JPKERKETTA
      @JPKERKETTA Місяць тому

      ua-cam.com/video/APCeeMIonFE/v-deo.htmlsi=1OQK_69AFvJARI6v

  • @sarojmaharana2878
    @sarojmaharana2878 Місяць тому +19

    କଥା କମ୍ କାମ ବେଶି ସତକଥା କାରଣ ନବୀନ ପଟ୍ଟନାୟକ ଏବେ 5ମିନିଟ ରୁ ଅଧିକ କଥା ହେଇ ଭାସନ୍ ଦେବାକୁ ବଳ ନାହିଁ।

  • @sanumalik7566
    @sanumalik7566 Місяць тому +29

    ବିଜେଡି ଜନକଲ୍ୟାଣରେ ଜିରୋ । ନାମକୁ ମାତ୍ର କାମରେ କିଛି ନୁହଁ । ହେବେ ଟିକେ ବିଶ୍ରାମ ନିଅନ୍ତୁ ବିଜେଡି ସରକାର।

    • @kishore6469
      @kishore6469 Місяць тому +1

      What about bjp 2014 and 2019 manifesto.

    • @ajubhaicreation
      @ajubhaicreation Місяць тому +2

      ଓଡ଼ିଶା ର ବିଜେପି ପ୍ରଚାର ପାଇଁ ଅଛନ୍ତି କାମପାଇଁ ନୁହଁ ।😂 ଓଡ଼ିଶା ବାସୀ ଓଡିଶା ରୁ ନୁହଁ କେନ୍ଦ୍ର ରୁ ଭଗାଅ ବିଜେପି 😂

    • @NirmalkumarNayak-bx4ld
      @NirmalkumarNayak-bx4ld Місяць тому

      Ea kieki

    • @bijayakumardehury7182
      @bijayakumardehury7182 21 день тому

      public are not wanting 55% wanting 45%.

    • @bijayakumardehury7182
      @bijayakumardehury7182 21 день тому

      Odisha re paribartan swar uthichi 50 not wanting 48.

  • @niranjandey8666
    @niranjandey8666 Місяць тому +1

    ଭିକେ ପାଣ୍ଡିଆନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧା ସଳଖ ପ୍ରଶ୍ନ କରିଛନ୍ତି। ଯଦି ଏଥର ବିଜେଡି ସରକାର ନଆସେ ତେବେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେବେ। ଆଉ ଓଡ଼ିଶାରେ ଯଦି ବିଜେପି ସରକାର ନଆସେ ତେବେ ଧର୍ମେନ୍ଦ୍ର ବାବୁ ରାଜନୀତି ଛାଡ଼ିବେକି?।

  • @HarikrishnaGouda
    @HarikrishnaGouda Місяць тому +7

    ନବୀନ ର କଥା କମ କାମ ବେଶି କାରଣ ତାକୁ ଓଡ଼ିଆ ଆସୁନି ମହା ପୁରୁଷ ମାନଙ୍କ ନାମ ବି ମନେ ନାହିଁ ଶଳା ଏମିତି ମୁଖ୍ୟ ମନ୍ତ୍ରୀ ଦରକାର ନାହିଁ

    • @shyamsunderbhoi7522
      @shyamsunderbhoi7522 Місяць тому

      Hn

    • @BenudharMohanty-on2hv
      @BenudharMohanty-on2hv 16 днів тому +1

      Odia na asibi Nabin Pattanayak deshara no 1 C M bjp rajyare no 1 C M janma nei paribeni cmnku sammana dei shikha Jay BJD

  • @dasjagandas6532
    @dasjagandas6532 Місяць тому +12

    Bjd hatao Odisha bachao Jay bjp Jay Jagannath

  • @ajubhaicreation
    @ajubhaicreation Місяць тому +13

    ଓଡ଼ିଶା ର ବିଜେପି ପ୍ରଚାର ପାଇଁ ଅଛନ୍ତି କାମପାଇଁ ନୁହଁ ।😂 ଓଡ଼ିଶା ବାସୀ ଓଡିଶା ରୁ ନୁହଁ କେନ୍ଦ୍ରରୁ ଭଗାଅ ବିଜେପି 😂

  • @pranabbehera8513
    @pranabbehera8513 Місяць тому +9

    Jie bi sarkar karu, odisha devlopment heba darkar

  • @drpsibam5966
    @drpsibam5966 Місяць тому +33

    2024 ବିଜେପି ସରକାର ଆସିବ

    • @JPKERKETTA
      @JPKERKETTA Місяць тому

      ua-cam.com/video/CAwpja8-OzI/v-deo.htmlsi=k4Pb2eB1TT_VC8Iu

    • @ajubhaicreation
      @ajubhaicreation Місяць тому +5

      ଓଡ଼ିଶା ର ବିଜେପି ପ୍ରଚାର ପାଇଁ ଅଛନ୍ତି କାମପାଇଁ ନୁହଁ ।😂 ଓଡ଼ିଶା ବାସୀ ଓଡିଶା ରୁ ନୁହଁ କେନ୍ଦ୍ରରୁ ଭଗାଅ ବିଜେପି 😂

    • @anandamohakuda4943
      @anandamohakuda4943 Місяць тому +1

      Dekhiba re puo

    • @pitambarsethy674
      @pitambarsethy674 24 дні тому

      Bjp hariba Mana guda khaiutha bjp

  • @user-nw8ue9pz1v
    @user-nw8ue9pz1v Місяць тому +7

    2019 ରେ ମୋଦି ଆସି ଓଡିଶାର କହିଥିଲେ ନବିନ ବାବୁ ଆପକା ଟାଇମ ଖତମ କେନ୍ଦ୍ରାପଡ଼ା ସଭାରେ ନବିନ ମୋଦିଙ୍କୁ କହିଥିଲେ ମୋ ଶପଥ ଗ୍ରହଣ କୁ ଆସିବେ ନିମନ୍ତ୍ରଣ ରହିଲା

  • @kamalochandharua5338
    @kamalochandharua5338 Місяць тому +12

    ବିଜେଡି ସରକାର ଧାନ ର ମୁଲ୍ୟବଡାଉନାହାନୀକାହଁକି

    • @BenudharMohanty-on2hv
      @BenudharMohanty-on2hv 16 днів тому +1

      Dhana ra dara badheiba kama Kendra bjp sarkarra etiki janinanan kuha Jay BJD Jay Jagannath

  • @rkentertainment3226
    @rkentertainment3226 Місяць тому +2

    ବିଜେପି କରିବ ନାହିଁ bjd କରିବ ସରକାର ଖାଲି ନିର୍ବାଚନ ସରିଯାଉ ଓଡ଼ିଶାବାସୀ ଜାଣିବେ ଆମ ଭୋଟ କାହା ସପକ୍ଷରେ ଗଲା।ଖେଳ ଦେଖିବାକୁ ରହିଲା ବାକି।

  • @simanchalbeherauu754
    @simanchalbeherauu754 Місяць тому +3

    sabuka bikashar mukhya mantri shpathapatha hebe

  • @user-om6md3mv6j
    @user-om6md3mv6j Місяць тому +8

    Bjp jindabad. ..jay sri Ram

  • @kimcxxitae
    @kimcxxitae Місяць тому +15

    Don't worry BJD expire dt 4.6.24.
    It is Modiji guarantee 💯💯

    • @anandamohakuda4943
      @anandamohakuda4943 Місяць тому +1

      No worry, expect bjd

    • @BenudharMohanty-on2hv
      @BenudharMohanty-on2hv 16 днів тому +1

      BJD rahichhi rahithiba bjp ku odishare asibaku ahuri 10 Barsha lagiba Jay Jagannath

    • @BenudharMohanty-on2hv
      @BenudharMohanty-on2hv 16 днів тому

      Modi GUArranty Kan chuda mudhi ukhuda kendupatra tolali upare GST lagei garibanka hasi udaiba au cotipatinku tikas rihati deba tike heja Jay Jagannath

  • @SureshChandraSahoo-qs4bp
    @SureshChandraSahoo-qs4bp Місяць тому +4

    Odishare puni bjd bajimat kariba jay naveen jay bjd jay pandian sir jay Babi Bhai ❤

  • @user-od2fs9gq4v
    @user-od2fs9gq4v Місяць тому +2

    ଜୟ ଜଗନ୍ନାଥ

  • @pranabbehera8513
    @pranabbehera8513 Місяць тому +16

    Kan pain vote dabu BJD ku.. BJD ku diani.. ahuri gariba heijiba

  • @surajitmohapatra9222
    @surajitmohapatra9222 Місяць тому +3

    Bjd 👍👌

  • @muralidharparida9228
    @muralidharparida9228 Місяць тому +10

    ମୋଦି ଆଗରୁ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି କି???

  • @bijayakumarswain3343
    @bijayakumarswain3343 Місяць тому +1

    ଅଲାଜୁକ ହେବାରେ ସୀମା ଥାଏ , ପନ୍ଦର ଲକ୍ଷ ପ୍ରତି ଖାତାରେ , କଳାଧନ ଫେରାଇଆଣିବୁ , ଗ୍ୟାସ୍ ମାଗଣା ବଦଳରେ ୧୨୦୦ଟଙ୍କା। , ତେଲ ର ଦାମ୍ ଦୁଇ ଗୁଣରୁ ଅଧିକ, ରାଜ୍ୟର ଭାଗକୁ କମାଇବା ଓ ଗରିବ କେନ୍ଦୁପତ୍ର ତୋଳାଳୀଙ୍କ ଉପରେ ୧୮ % କିନ୍ତୁ ହିରୋ ବେପାରିଙ୍କୁ 2%ଜGst ଏଭଳି ଦପାବାଜ୍ ସରକାର କୁ କେବଳ ଚୋର, ଡକାୟତ , ମଦୁଆ ବେଧୁଆ ମାନେ ହିଁ ଭୋଟ୍ ଦିଅନ୍ତି

  • @santoshkumarrout5094
    @santoshkumarrout5094 Місяць тому +1

    ଯେତେ ଯାହା କରୁଛ କର ।
    ନବିନ ବଂଚି ଥିବା ପର୍ଯ୍ୟନ୍ତ ବାଉଳା ହୁଅ ନାହିଁ ।
    ଭେଣ୍ଟିଲେଟର ରହି ବଂଚିଥିବା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ।

  • @dibyaranjannayak8092
    @dibyaranjannayak8092 Місяць тому +10

    BJD ku vote daei 2 tarika surt chala

  • @soumya1604
    @soumya1604 Місяць тому +9

    Ravi das is not a journalist he is a tautar and BJD agent .

  • @sarojmaharana2878
    @sarojmaharana2878 Місяць тому +4

    ଲୋକଙ୍କ ସରକାର କହିବା ନେତା ଆଜିବି ଷ୍ଟେଜ ଉପରେ ପଣ୍ଡିଅଣ ଆଗରେ ହାତ ଯୋଡ଼ି ଠିଆ ହୋଇ ପଛରୁ ତାଳି ମ।ରୁଛନ୍ତି ଜିତିଲା ପରେ ଆମ ନେତା ମାନଙ୍କର କିପରି ରହିବ ଚିନ୍ତା କର

  • @rajanikantapradhan4121
    @rajanikantapradhan4121 Місяць тому +2

    ଏହି ବିଜେଡି ସଭାନେତ୍ରୀ ଯେଉଁ କଥା କହିଛନ୍ତି ଯଦି କାମ କରୁଛନ୍ତି କାହିଁକି ଟଙ୍କା ପଇସା ଭୋଟ ପାଇଁ ଦେଉଛି କାହିଁକି

  • @baidyabiharigiri9439
    @baidyabiharigiri9439 Місяць тому +1

    ଜାତୀୟ ଦଳ ଆଞ୍ଚଳିକ ଦଳ ସହ ଯୁଦ୍ଧ କରିବା ଲଜ୍ଜା ଜନକ ନୁହେଁ କି

  • @user-wb2dn1hi5c
    @user-wb2dn1hi5c Місяць тому +1

    ରବିବାବୁ ଙ୍କର କଥାରେ ମୁଁ ଏକମତ ହୋଇ ପାରୁନାହିଁ
    କାରଣ ସର୍ବ ବୃହତ ଗଣତାନ୍ତ୍ରିକ
    ରାଷ୍ଟ୍ର ରେ ନିର୍ବାଚିତ ପ୍ରତିନିଧିଙ୍କ
    ସହମତିରେ ମୂଖ୍ଯ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥାନ୍ତି ଯଥା ଯୋଗି ଆଦିତ୍ୟ ନାଥ ଏବଂ
    ପ୍ରଧାନମନ୍ତ୍ରୀ ପଦ ମଧ୍ଯ
    ସେହି ଏକ ପ୍ରକାର ସାମ୍ବିଧାନିକ ପ୍ରଣାଳୀ,ଏଣୁ ମୋର ମତ ହେଲା ଯଦି ଏହି ନିର୍ବାଚନ ରେ ବିଜେପିର ସଂଖ୍ୟା ବହୁମତ ହୁଏ ତେବେ ମୂଖ୍ଯ ମନ୍ତ୍ରୀ କିଏ ହେବ ନିର୍ବାଚିତ ପ୍ରତିନିଧିମାନେ
    ସ୍ଥିର କରିବେ ,ଓଡିଶାରେ ଅନେକ ଯୋଗ୍ଯ ବ୍ଯକ୍ତି ଅଛନ୍ତି

  • @ODISHA-VOLG
    @ODISHA-VOLG Місяць тому +11

    ଆଉ କେବେ ବିଜେଡି ଜୀତି ପାରିବନି ଲାଷ୍ଟ ଡେଟ ହେଲାନି

  • @SandhyaRaniPatra-vd5qm
    @SandhyaRaniPatra-vd5qm Місяць тому +2

    Sastha thara pain nabin sarkar

  • @pranabbehera8513
    @pranabbehera8513 Місяць тому +4

    Jagrat hua re odisha basi mane

  • @jagnnathbehera9001
    @jagnnathbehera9001 Місяць тому +6

    Bjp sarkar

  • @SandhyaRaniPatra-vd5qm
    @SandhyaRaniPatra-vd5qm Місяць тому +2

    Jai bjd

  • @drpsibam5966
    @drpsibam5966 Місяць тому +2

    ବିଜେଡ଼ି ହଟାଓ ଓଡ଼ିଶା ବଞ୍ଚାଓ

  • @Odisha_News_Live
    @Odisha_News_Live Місяць тому +6

    Odia Asmita Biggest Jumla

  • @pravakaracharya4020
    @pravakaracharya4020 Місяць тому +1

    ବିଜେପିର ପ୍ରତିନିଧିଙ୍କ ବ୍ୟବହାର ଭଲ ନୁହେଁ। ସେ ଅନ୍ୟ କାହାକୁ କହିବାକୁ ଦିଅନ୍ତି ନାହିଁ। ସଂଚାଳନ ଏହାର ବିରୋଧ କରିବାରେ ଅସମର୍ଥ ହୋଇପଡୁଥିଲେ।

  • @mitumohanty6133
    @mitumohanty6133 Місяць тому

    ଲଢେଇ ଜୋରଦାର ହେଉଛି ଆଗକୁ ଜୋରଦାର ହେବ, ପ୍ରଭୁ ଶ୍ରୀରାମ ବି ରାବଣ କୁ ପ୍ରଶଂସା କରୁଥିଲେ ଏବଂ ପୁରୋହିତ କରି ସେତୁବନ୍ଧ ପ୍ରତିଷ୍ଠା କରିବାକୁ ଡାକିଥିଲେ, ତାପରେ ଜୋରଦାର ଲଢେଇ ହୋଇଥିଲା, ଶେଷରେ ରାବଣକୁ ମାରି ଲଙ୍କାଗଡ ଦଖଲ କରିଥିଲେ,

  • @HiteshBhue-yl2nt
    @HiteshBhue-yl2nt 17 днів тому +1

    Bjd jindabad

  • @pradiptabiswal6853
    @pradiptabiswal6853 Місяць тому +3

    Madusmita madam nka abasta agaku sreemaei madam nka parika haba saty baly a muha aou nathiba

  • @ashishdas4843
    @ashishdas4843 Місяць тому +5

    Only bjp

  • @Elvishhu
    @Elvishhu Місяць тому

    ବିଧାନସଭାରେ ଏମିତିକା ବିଜେଡି ନେତାଙ୍କୁ ଆମେ ଦଖୀନୁ ଯାହା ହେଉ ମିଡ଼ିଆରେ ଦେଖିବାକୁ ପାଇଲୁ

  • @Sushsushant
    @Sushsushant Місяць тому +3

    ପାଣ୍ଡୁ କିଏ ଆମ ଓଡ଼ିଶା ରେ,ଡାଲି ଚୋର,ମୋଦି vs ନବୀନ ତ ହଉଚି କିନ୍ତୁ ଗେଣ୍ଡା କାଇଁ କେଁ କେଁ ହଉଚି😂

  • @user-eg7ii7nb6p
    @user-eg7ii7nb6p Місяць тому +1

    ବିଜେପି ଆସିବ

  • @sankarbeherdalai5943
    @sankarbeherdalai5943 Місяць тому +3

    BJD ର ପ୍ରଧାନମନ୍ତ୍ରୀ କିଏ ? Madam କହିଲେ

  • @muralidharparida9228
    @muralidharparida9228 Місяць тому +2

    କେନ୍ଦ୍ର ସରକାରଙ୍କ ଦଶ ବର୍ଷ ରେ ଓଡ଼ିଶା ପାଇଁ କ'ଣ କ'ଣ କରିଛନ୍ତି କହିବେ କି

    • @SandhyaRaniPatra-vd5qm
      @SandhyaRaniPatra-vd5qm Місяць тому +1

      Right

    • @dipakmuduli4715
      @dipakmuduli4715 Місяць тому

      Navin kahi pariba.modi kete deichi.au navin photo lageichi😂

    • @BenudharMohanty-on2hv
      @BenudharMohanty-on2hv 16 днів тому +1

      Modi deichhi Kan ta gharu na p0cketru sanghiya byabasthare jetiki ama prapya tathun bahut Kam deuchhi tike bhitaraku jao Jay Jagannath

  • @thanadisari9173
    @thanadisari9173 16 днів тому

    ବିଜେଡି ବିକାଶର କଥା କହୁଛନ୍ତି ହେଲେ ଟଙ୍କା ଦେଇ ଭୋଟ କାହିଁକି କିଣୁଛନ୍ତି

  • @bikrampradhan6315
    @bikrampradhan6315 Місяць тому +2

    Sankha chinha bhala kee... BJD JINDABAD 👍

  • @GuruCharanRout-lu7ch
    @GuruCharanRout-lu7ch Місяць тому

    Madhusmita Madam
    Weast. Bengal bi. Anchalik Dala
    Sethare Abi kan.
    Hauchhi Dekhantu.❤❤❤♥️♥️

  • @pranabbehera8513
    @pranabbehera8513 Місяць тому +3

    Patha padha bekar hua, mada paisa nei BJD ku vote dia

  • @rajsidharth3674
    @rajsidharth3674 Місяць тому

    ଆମେ ଆଉ ନବୀନ ସହ ନାହୁ ଏଥର ଓଡ଼ିଶା ରେ bjp ସରକାର ଜୟ ଜଗନ୍ନାଥ

  • @santoshrout6327
    @santoshrout6327 Місяць тому +1

    Rabi dasha kahu6i bjp ra CM face kie, utter Pradesh re bjp ra CM face thila ki. Tautor rabi dasha kahuni utter Pradesh kimiti bjp jitila.

  • @pareshchandraswain3026
    @pareshchandraswain3026 Місяць тому +1

    ଏଥର ନବିନ ଏଥର ବିଜେଡି

  • @SubashPalatasingh
    @SubashPalatasingh Місяць тому +2

    Pandian out of state aprajita sandagi out of state nuhe ki chor bjp

  • @bhagirathimangaraj7313
    @bhagirathimangaraj7313 Місяць тому

    Jansadharan nku anurodha paribartan karantu odisa asmita kurakhyakarantu

  • @SandhyaRaniPatra-vd5qm
    @SandhyaRaniPatra-vd5qm Місяць тому +2

    Jaha karichanti ofisha pain se heuchanti nabin patnaik

  • @NiranjanPaikaray-ed9jc
    @NiranjanPaikaray-ed9jc Місяць тому

    ଏ ଇ ଥରକ ଓଡ଼ିଶା ବାସୀ ବିଜେଡିକୁ ବୁଝେଇ ଦେବେ । ଓଡ଼ିଆଙ୍କୁ ମିଛ କହିଲେ କଣ ହୁଏ

  • @user-in5cv2ed7b
    @user-in5cv2ed7b 25 днів тому

    Double Anjani chahie Jay Jagannath Odia Pradhan Ji logon Pintu Jay Padma Jay Shankar

  • @biswambarswain7646
    @biswambarswain7646 Місяць тому

    Jay Congress Jay Congress

  • @user-ku5on9pv6m
    @user-ku5on9pv6m Місяць тому

    Jay navin

  • @dineshrath2500
    @dineshrath2500 Місяць тому +4

    15 lakh kebe

  • @ashokrout3910
    @ashokrout3910 Місяць тому +2

    Ama hrudayare re Naveen.kichhi farak padibani.

  • @SantoshSavara-nr9kk
    @SantoshSavara-nr9kk Місяць тому +1

    I from Bharmpur
    Odisha re only BJP sarkaar 2024

  • @RajendraNayak-jg7qo
    @RajendraNayak-jg7qo Місяць тому +1

    Next wine bid naveen next cm naveen

  • @bijayakumardehury7182
    @bijayakumardehury7182 21 день тому

    Wait wait .

  • @PrasannaNayak-ox4nl
    @PrasannaNayak-ox4nl Місяць тому

    Nabin pattanaik nka sapatha grahana ku samastey dekhibe

  • @taranisennaik8656
    @taranisennaik8656 Місяць тому +1

    Madhusmita tote pandian peliba wait kare kare ta pare jete bele kasta haba ta pare bjp ku asibu

  • @sivaprasadjena2407
    @sivaprasadjena2407 Місяць тому +1

    15 barsha hela galua katha kuhanti Modi o tar netamane tatharu ahuri super galua semankra karmi. 😅😅😅

  • @samarmohapatra-jr3ne
    @samarmohapatra-jr3ne Місяць тому

    ନବୀନ ପଟନାୟକ ଜନତା ର ମୁଖ୍ୟମନ୍ତ୍ରୀ ନା ହାତ ଗଣତି ବିଜେଡି ର ମୁଖ୍ୟମନ୍ତ୍ରୀ, ଯିଏକି କୌଣସି ନେତା ଓ ଜନତାଙ୍କ କଥା ବୁଝନ୍ତିନି ଓ କେହି ପାଖକୁ ଯାଇପାରନ୍ତି ନାହିଁ , ଏହା ଗଣତନ୍ତ୍ର ନା ରାଜତନ୍ତ୍ର ???

  • @simanchalbeherauu754
    @simanchalbeherauu754 Місяць тому +1

    shank chinme vot dega tab odisha garib ho jayga

  • @Antaryamii872
    @Antaryamii872 Місяць тому +1

    ବାହାପିଆ ମୁଦି ଗତଥର ୧୨୦ପାର କହିଥିଲେ

  • @krupasindhusahukrupa
    @krupasindhusahukrupa Місяць тому +1

    June 9 tarikhare odisha sarkar bjd. Gdhiba. Modinku nimantrana rahila.

  • @prakashsahu2223
    @prakashsahu2223 Місяць тому +2

    Manipur re ledies ku langala kariki Tama bjp sarkar jalidele

  • @dasarathisethi9721
    @dasarathisethi9721 Місяць тому +3

    BJP muda kharap

  • @Sidheswar80
    @Sidheswar80 Місяць тому +1

    Ame chanhuchhu aga bhali election eka pakhia na heu bjp Amity tk agaku asi ladhu mukshya birodhi hei rahu, Naveen jitiba janichhu kintu ladhei ta b ladhei bhali amity tk lagiba darkaar

  • @biranchinarayanmohanty4699
    @biranchinarayanmohanty4699 Місяць тому

    ବିଜେପି ଓ ବିଜେଡ଼ି ଗୋଟିଏ ଦଳ ଲୋକଙ୍କୁ ଭୁଆଁ ବୁଲେଇବା କଥା

  • @satyapatro5401
    @satyapatro5401 Місяць тому

    Now change govt

  • @samarmohapatra-jr3ne
    @samarmohapatra-jr3ne Місяць тому

    ରବି ଦାସ ମହାଶୟ
    ବୟସ ହେଲାଣି , ଟିକେ ନିରପେକ୍ଷ , ସତ୍ୟ , ସାହସୀ ଆଲୋଚନା କରନ୍ତୁ, ଶାସକ ଦଳ ର ହାତ ବାରିସୀ ହୁଅନ୍ତୁ ନାହିଁ

  • @gktvr
    @gktvr Місяць тому

    ଓଡ଼ିଶାରେ ଯେଉଁ ବ୍ରଷ୍ଟାଚାର ସରକାର ୨୫ ବର୍ଷ କଲେ BJP କୁ ଥରେ chance ଦିଅ ଦେଖିବ ଓଡ଼ିଶା ର କେତେ ଉନ୍ନତି ହେଉଛି।
    ତାମିଲ ଶାସନ ଏବେ ଚଳିବ ନାହିଁ madam ଆପଣ ଚେୟାର ରେ ବସିକି ବଡ଼ ଭାଷଣ କହିଲେ କିଛି ହେବ ନାଇ। ଆପଣ ଗାଁ ଗାଁ କୁ ବୁଲି ଦେଖନ୍ତୁ ଓଡ଼ିଶାରେ କେତେ ଗରିବ, ନିରୀହ ବେସାହାରା ଅଛନ୍ତି କେତେ ବିକଳରେ ଅଛନ୍ତି ଜାଣିପାରିବେ। ସବୁ ଶଳା ପାଣ୍ଡୁ ର କୀର୍ତ୍ତିଦାସ୍। ଗେଣ୍ଡା ଦଳିଆ ମାଜ୍ଞା।

  • @santoshbarik1143
    @santoshbarik1143 Місяць тому

    ଏଥର ପରିବର୍ତ୍ତନ ନିଶ୍ଚିତ ଓଡିଶା ରେ

  • @mynameisnew3783
    @mynameisnew3783 Місяць тому +1

    Ethara jodi fhula 🪷🪷 ethara jodi fhula 🪷🪷

  • @manojdas-cq4eh
    @manojdas-cq4eh Місяць тому

    Moro gote prasan bjd ku je CM Nabin Pattanayak direct counter karunahanti PM Modi nku 15 lakhya account ku kebe asiba. Eita bhala huanta odisa basinka pai.

  • @binodchandranayakbinodnaya127
    @binodchandranayakbinodnaya127 Місяць тому

    Right 👍👍👍 question BJP leader.

  • @user-cu7id5si3p
    @user-cu7id5si3p Місяць тому

    Bjd❤️ navin

  • @chandrasekharbehera4010
    @chandrasekharbehera4010 Місяць тому +1

    Katha dei jie katha rakhe.thara Anya n@ma nabin.bjp Bala kebala bahaspota maranti.only nabin.😊

  • @prasantasahusahu919
    @prasantasahusahu919 Місяць тому

    ଆଉ ଗୋଟିଏ କଥା ମୋଦି କହିଛନ୍ତି, ଜଣେ ପୁରୁଷ ନ ହେଲେ ଜଣେ ନାରୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି l

  • @shambhunathasahoo
    @shambhunathasahoo Місяць тому +1

    Bjp sapatha dekhiba odisha

  • @LalitRana-lj1yr
    @LalitRana-lj1yr Місяць тому +1

    Odisha ra next cm suraj surjyabansi bjp cm Jay Sriram Jay Kushal

  • @madhusudanparida4161
    @madhusudanparida4161 Місяць тому +1

    Over confidence by BJP & confidence by BJD.

  • @kirtanbhainsa4864
    @kirtanbhainsa4864 Місяць тому

    Rabi dash no 1

  • @ashokrout3910
    @ashokrout3910 Місяць тому +3

    JODI SANKHA JODI SANKHA

  • @binodchandranayakbinodnaya127
    @binodchandranayakbinodnaya127 Місяць тому

    Odisha people money not received, BJD leader chire, local people not received

  • @supritiray2406
    @supritiray2406 Місяць тому +1

    Joy bjd

  • @royalck1
    @royalck1 Місяць тому +1

    Modi gote tauter jumla feku ta katha re kn value achi se ara thar 120 + kahi 30 par kari pari la ni. Athara 20 par kari ba ni

  • @hrushikeshpanigrahi3593
    @hrushikeshpanigrahi3593 Місяць тому

    sabubele.odissakuanyarajya.sahitatulanakaruchhanti..jejahatharukhaichhi.tankusaportkaleswanhabik.katha.

  • @binodchandranayakbinodnaya127
    @binodchandranayakbinodnaya127 Місяць тому

    BJD government chiar, 25 year government. What's working local village...

  • @user-ik8qt4dl1c
    @user-ik8qt4dl1c Місяць тому

    BJP must have planned to win Odisha like Chandigarh Mayar election or Surat election or by evm fix

  • @BibunaBibhuti
    @BibunaBibhuti Місяць тому

    No bjp vote odisha. Bjd record odisha again joy

  • @farmersodisha
    @farmersodisha Місяць тому +2

    2 କୋଟି ଚାକିରୀ, ଆଉ 15 ଲକ୍ଷ କୁଆଡେ ଗଲା ମୋଦୀ ଜି... ଟାଉଟର ସରକାର

    • @chinmaymohapatra6993
      @chinmaymohapatra6993 Місяць тому

      Tume job paiba pain jogya ki, one government 24 years, why he is not responsible for providing Job?