Prime Time News | ବଦଳିଗଲା ମାଗଣା ଚାଉଳ | 12th jan 2023 | Odia News

Поділитися
Вставка
  • Опубліковано 20 вер 2024
  • Prime Time News | ବଦଳିଗଲା ମାଗଣା ଚାଉଳ | 12th jan 2023 | Odia News
    #News18Odialive #OdiaNews #ଆଜିରନ୍ୟୁଜ #LiveNews #OdiaSamachar #odishanews #oriyanews
    News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y4...

КОМЕНТАРІ • 500

  • @MahirBhoi-dp2fz
    @MahirBhoi-dp2fz 3 місяці тому +120

    ଯୋଉ ପଟେ ଚାଷ ହଉଚି ହଁ ହଉଚି ଆଗିନ୍ୟ ଆମ ପଟେ ହଉନି ଆମ ଦେଶ ଗୁଜରାଟ ଦେଶ ପରି ହେଇ ଯିବ କି ଜୟ ଜୟ କାରା ମୋଦି ସରକାର ଆରା। ରୁକ ଜରା ଶବର କରୋ ନଡ଼ିଆ ଗଛରେ ନଡ଼ିଆ ନାଇ ଆମ ସରକାର ହାରିବ ନାଇ

  • @biswanathsitha5142
    @biswanathsitha5142 Рік тому +19

    ଅତନୁ ରେ ତୁ ଏତିକି ଜାଣିବା ଦରକାର ଯେ ନବିନ ଦଉଛି ବୋଲି ଯାହା କହୁଥିଲା ,ସେଥିପାଇଁ ଯୋଜନା ର ନାମ ପରିବର୍ତ୍ତନ କରିବା ଦରକାର ଥିଲା। ଲୋକେ ଜାଣନ୍ତୁ ଯେ ଚାଉଳ ଦଉଛି କିଏ !ଏଥିରେ ବିଜେଡିର ଭୋଖା କୁତାନେତାମାନେ ଏତେ ବିଚଳିତ ହେବା କିଛି ଦରକାର ନାହିଁ ।

  • @brajamohandurga3007
    @brajamohandurga3007 Рік тому +22

    ଭଲ ହୋଇଛି

  • @gaganbehera5412
    @gaganbehera5412 2 місяці тому +5

    ପ୍ରଧାନମନ୍ତ୍ରୀ କଣ ତାଙ୍କ ଘରୁ ମାଗଣା ଭିକ ଦଉଛି କି ? ରାଜ୍ୟଠାରୁ ପ୍ରବଳ TAX ନଉଛି II ସେଇଆନୁସାରେ କେନ୍ଦ୍ର ବହୁତ କମ ଦଉଛି II ପ୍ରଧାନମନ୍ତ୍ରୀ ନାଁ କାଟିକି, "ଗରିବ ଚାଉଳ କଲ୍ୟାଣ ଯୋଜନା " କରାଯାଉ II

  • @SimaliBehera-tr7mq
    @SimaliBehera-tr7mq 2 місяці тому +6

    ହେ ଭଗବାନ ଏ କଣ ହେଲା ପ୍ରଭୂ ସବୁ ସରିଲା ଏବେ କ'ଣ ହେବ ଜଦି ବଦଳାଯାଇଥିଲା ହେଇଯିବ ଆମେ କ'ଣ କରିଵୁ😢😢😢😢

  • @କିୟୁଟବେବି
    @କିୟୁଟବେବି Рік тому +4

    ଆମକୁ ମାଗଣା ଚାଉଳ ଦିଆ ଯାଉନାହିଁ ଆମ ସହିତ ଚାଉଳ ଦେବା ବେଳେ ଖେଳୁଛନ୍ତି

  • @Dipuneditz07
    @Dipuneditz07 Рік тому +27

    ମୁଁ ଜଣେ ଗରିବ ମୋର ( ନା ରାସନ୍ card ଅଛି)ନା ମୁଁ ସରକାର ଠୁ ମୁ କିଛି ପାଉନି 🙏🙏

    • @bharatipradhan3722
      @bharatipradhan3722 8 місяців тому +1

      Bhai mu bi hotis gariba mora bi rasan card nahi

    • @PanchuMaharana-b6o
      @PanchuMaharana-b6o 2 місяці тому +2

      PANCHU. MAHARNA 🙏🙏🙏🙏🙏🙏🙏🙏🙏💅💅💅

  • @rakhanag9124
    @rakhanag9124 Рік тому +20

    ଆମକୁ ଚାଉଳ ଦରକାର ନାହିଁ,ଆମକୁ ରହିବା ପାଇଁ ଜମି ଦରକାର,ଲୋକ 35 ବର୍ଷରୁ ଗୋଟାଏ ଜମି ରେ ରହିଛନ୍ତି କିନ୍ତୁ ସରକାର Govt project ପାଇଁ ସେମାନଙ୍କ ଘର ଭାଙ୍ଗି ଦେଉଛନ୍ତି। ଏହା ବନ୍ଦ କରନ୍ତୁ ,, ଏମାନଙ୍କୁ ଚାଉଳ ଦରକାର ନାହିଁ ଘର ଦରକାର,, ସେମାନେ କର୍ମ କରି ଖାଇବେ। ଏହା ପ୍ରତି ଦୃଷ୍ଟି ଦିଅନ୍ତୁ

  • @kailashmaharana350
    @kailashmaharana350 Рік тому +6

    ଓଡ଼ିଶାର ଗଞ୍ଜାମ ଜିଲ୍ଲା କନିସି ବ୍ଲକ କମଳାପୁର ଗ୍ରାମରେ ଏହିଅସୁବିଧା ସମୁଖିନ ହୋଉଚନ୍ତ ଆକୁ ତୁରନ୍ତ ସମାଧାନକରାଜାଉ

  • @DEEPAKMALIK-ln7cm
    @DEEPAKMALIK-ln7cm 2 місяці тому

    ଗରିବ, ଦୁଃଖୀ, ଦରିଦ୍ର ମାନଙ୍କୁ କଂଗ୍ରେସ ହିଁ ଏକମାତ୍ର ସମସ୍ତଙ୍କ ସାହା,, ଖାଦ୍ୟ ସୁରକ୍ଷା ଆଇନ୍ କେବଳ କଂଗ୍ରେସ ର,,ଆଉ ସବୁ ଜାରଜ ସନ୍ତାନ,, କଂଗ୍ରେସ ସମସ୍ତଙ୍କ ବାପା,, କଂଗ୍ରେସ ଲିଙ୍ଗ ରୁ ବିଜେପି ଓ ବିଜେଡି ଜନ୍ମ

  • @PrabhulalTandi-p4m
    @PrabhulalTandi-p4m 9 місяців тому +24

    ଯେଉଁ ଗରିବ ବାପା ମା ,ଆଶା ଭରସା ରଖି ପୁଅ ଝିଅ ମାନଙ୍କୁ ପଢ଼ାଉଛନ୍ତି,ସେହି ମାନଙ୍କୁ ଚାକିରି ଯୋଗାଉଁନ୍ତୁ। ତେବେ ଲୋକେ ଖୁସି ହେବେ।

  • @basantakunar9000
    @basantakunar9000 9 місяців тому +5

    ଆମେ ଟିକସ ଦେଲେ ତମେ ଦରମା ପାଉଛ ତମେ ଆମକୁ ମାଗଣା କଣ ଦଉଚ

  • @harekrushnapagal1405
    @harekrushnapagal1405 10 місяців тому +4

    ଜୟ ଭାରତ ମାତା
    ଜୟ ସାରା ଭାରତୀୟ ହିନ୍ଦୁସ୍ତାନୀ
    ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର
    ଜୟ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ
    ମେ।ଦିଜୀ ଜୁଗିଜୀ କି ଜୟ ଜୟ ଜୟ
    ସାରା ଭାରତୀୟ ହିନ୍ଦୁସ୍ତାନୀ ମା ଭଗିନୀ ମାନେ ବର୍ଷ ପାଇଁ ଚାଉଳ ଉସା ଖରାରେ ଶୁଖା ଟଲି ଭଡା କରି ଧାନ କଳ ପାଖକୁ ନେଇ ପେଡା ଵହୁତ କଷ୍ଟରୁ ଉଧାର କଲେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD ମେ।ଦିଜୀ
    ମେ।ଦିଜୀ ସଵୁଵେଳେ ଚାହାନ୍ତି ମେ। ଭାରତ ମାତା ମେ।ପରିବାରରେ ମେ। ମା ଭଗିନୀ ମାନଙ୍କର ଏତେ ଦୁଃଖ କଷ୍ଟ ନ ହେଉ
    ସେଥୀ ପାଇଁ ମା ଭଗିନୀ ମାନଙ୍କ ପାଇଁ ଅନେକ ମୈଳିକ ସୁଵିଧା କରିଛନ୍ତି ଗ୍ୟାସ ପାଇଖୀନା ମାଗଣା ଚାଉଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା
    ସୁ କନ୍ୟା ଆହୁରି ଅନେକ ଯେ।ଜନା ଅଛି କହିଲେ ରାତିପାହିଜିବ
    ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ କେଵେ ହେଲେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ
    ମେ।ଦିଜୀ ଜୁଗିଜୀ ଙ୍କୁ ଭୁଲିବ ନାହିଁ
    ଭାତରେ ଯେତେ ପ୍ରଧାନ ମନ୍ତ୍ରୀ ହେ।ଇଥୀଲେ
    ମେ।ଦିଜୀ ଜୁଗିଜୀ ଙ୍କ ପରି ଏତେ ଭଲ କାମ କେହି ଵି କରି ନାହାନ୍ତି
    RIGHT 👍
    ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ସଵୁଵେଳେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ
    ମେ।ଦିଜୀ ଜୁଗିଜୀ ଓ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ସାଥେ ସଵୁଵେଳେ ରୁହ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଭାରତ ମାତା ର ମା ଭଗିନୀ ମାନଙ୍କୁ ଶାନ୍ତି ରେ ସୁରକ୍ଷା ରେ ରଖ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @arabindamoharana6860
    @arabindamoharana6860 Рік тому +11

    ନାମ ପରିବର୍ତ୍ତତ ଆଗରୁ ହେବାର ଥିଲା

  • @RamqchandraBehera
    @RamqchandraBehera 9 місяців тому +5

    ନାମ ପରିବର୍ତ୍ତନ କଲା ବେଳକୁ କଂଗ୍ରେସ, ବିଜେଡି ନେତା, ମନ୍ତ୍ରୀ ମାନଙ୍କ ଗାଣ୍ଡୀ ଫାଟିଛି କଣ ପାଇଁ । ବିଜେଡି ସରକାର ଆଉ ୫କେଜି ଚାଉଳ ମାଗଣା ଦେଉ, ସେଥିରେ ନବୀନ,ଶଙ୍ଖ ଫଟୋ ମାରିକି ଦେଉ। ପର ଧନରେ ସଙ୍କୀର୍ତ୍ତନ ।

  • @raghunathmishra9241
    @raghunathmishra9241 Рік тому +6

    ସର୍ବପ୍ରଥମେ ଏ ପୋଲା ବାଣ୍ଟିବା ବନ୍ଦ କର। ଅଳସୁଆ ହୋଇ ଗଲେଣି। ଏପରି ଭ୍ରଷ୍ଟ ରାଜନୀତି ପୁରା ବନ୍ଦ କର। ବାପା ରଖିକି ଯାଇନାହିଁ

  • @birendramajhi139
    @birendramajhi139 8 місяців тому +1

    ଏହି ୟୁଜନା ଠିକ ଅଛି

  • @Skgbul470
    @Skgbul470 7 місяців тому

    ଜନତା ମାଗଣା ଯୋଜନା କୁ ଯଦି ପ୍ରତ୍ୟାଖ୍ୟାନ କରିବେ
    ପ୍ରଧାନ ମନ୍ତ୍ରୀ ରାଜ୍ୟ ରେ ମୁଖ୍ୟ ମନ୍ତ୍ରୀ ଭୋ ଭୋ କାନ୍ଦିବେ,
    ସବୁରି ମୂଳରେ ଭୋଟ୍,

  • @jchoudhury274
    @jchoudhury274 8 місяців тому +8

    କେନ୍ଦ୍ର ଚାଉଳ ଦେଉଛି ନବିନ A ଏଥି ବା ବା ନେଉଛି

  • @gobardhantripathy2424
    @gobardhantripathy2424 3 місяці тому

    ମୋହନ ସରକାରଙ୍କ ପ୍ରାଥମିକତା ହେଉଛି ସମସ୍ତଙ୍କ ପାଇଁ ଶିକ୍ଷା,ସ୍ବାସ୍ଥ,ପାନିଅ ଜଳ,ଗମନାଗମନ ପାଇଁ ସଡକ ଏବଂ ଆଇନ ସଙ୍ଖୁଳା ।

  • @alakanayak4545
    @alakanayak4545 3 місяці тому

    ସାର୍ ଏସବୁ କୁ ବନ୍ଦ କରାଯାଉ ଓଡ଼ିଶାରେ କିଛି ବି ହେଉ କିଛି କମ୍ପାନୀ ଖୋଲା ଯାଉ ଓଡ଼ିଆ ବାସୀଙ୍କୁ ବାହାର କୁ ନଯାଆନନ୍ତୁ ନିଜ ଜାଗାରେ ରହି କାମକରି ଚଳାନ୍ତୁ ସବୁ ଜିନିଷର ମୂଲ୍ୟ କମାନ୍ତୁ

  • @ManduMallick
    @ManduMallick 10 місяців тому +5

    ବିଜେଡି କଣ ଲୁଟିନାହାଁନ୍ତି

  • @dandakamajhi1675
    @dandakamajhi1675 2 місяці тому

    ବିଭୂତି ଭୂଷଣ ମହାପାତ୍ର ସାର୍ ଆପଣ ବଢ଼ିଆ କଥାଟି କହିଛନ୍ତି।

  • @sudarsanschannel5536
    @sudarsanschannel5536 Рік тому +5

    ଚାଉଳ କିଏ କାହା ଘରୁ ଦେଉ ନାହାନ୍ତି।

  • @user-Prasanta1985
    @user-Prasanta1985 8 місяців тому +2

    🙏ଆପଣଙ୍କର ଜୟ ହେଉ 🙏News 18 ଓଡ଼ିଆ 🙏🙏🙏

  • @saritamaharana4151
    @saritamaharana4151 2 місяці тому

    ଯାହା ସବୁ ଆସୁଛି କେନ୍ଦ୍ର ସରକାରଙ୍କ ଠାରୁ ଆସୁଛି ।ବିଜୁପଟ୍ଟନାୟକ ଐରପୋର୍ଟ ବିଜୁପଟ୍ଟନାୟକ ଙ୍କର ପକେଟ ପୈସା ରେ ତିଆରି ହୋଇଛି କି ? କେନ୍ଦ୍ର ସରକାର ଅର୍ଥ ରେ ବିଜୁପଟ୍ଟନାୟକ ଐରପୋର୍ଟ ତିଆରି ହୋଇଛି ତେବେ ବିଜୁପଟ୍ଟନାୟକ ଐରପୋର୍ଟ ନାମ କାହିକି ଦିଆ ଗଲା ।

  • @manoranjanpanda5536
    @manoranjanpanda5536 8 місяців тому

    ଅତନୁ ସବ୍ୟସାଚୀ ନାୟକ ଜଣେ ମହାନାୟକ, ଖାଲି ବାହାସ୍ପୋଟ, ପଚିଶ ବର୍ଷ ଲୁଟି ଖାଇସାରିଲାପରେ ପୁଣି ବାହାଦୂରୀ, ଲଜ୍ଜା ଲାଗିବାକଥା, ଜୟ ଜଗନ୍ନାଥ,

  • @DEEPAKMALIK-ln7cm
    @DEEPAKMALIK-ln7cm 2 місяці тому

    ବିଜେପି ମାନେ ତାଙ୍କ ମାଁ, ଭଉଣୀ, ଝିଅ ଓ ପତ୍ନୀ କୁ ବେଶ୍ୟା ପଡ଼ାରେ ଭଡ଼ା ଲଗାଇ ଜନତା ମାନଙ୍କୁ ଚାଉଳ ଦେଉଛନ୍ତି କି,, କଂଗ୍ରେସ ଦେଇଛନ୍ତି,, ବିଜେପି ମାନଙ୍କୁ ହତ୍ୟା କରି ଗଙ୍ଗା ନଦୀର ବିସର୍ଜନ କର ସବୁ ଠିକ ହେବ ।।

  • @jagannathpanigrahi5286
    @jagannathpanigrahi5286 Рік тому +4

    ରାଜ୍ୟ ନେତା ମିଛ ମିଛ କହି ଚାଲିଛନ୍ତି । ଲୋକ ଜାଣିବେନି କେବଳ ବ୍ୟଙ୍ଗ।

    • @bikashmurmu4558
      @bikashmurmu4558 Рік тому

      Harami gariba chaula magunahi justice maguchhi.

  • @proactivethinkwellwin1807
    @proactivethinkwellwin1807 8 місяців тому

    Dibet ପାଇଁ bjd congress ଅଯୋଗ୍ୟ ଯିଏ ଆସି ଛନ୍ତି।। ଗାଁ ସଭା ବହୁତ୍ ଭଲ ହେଉଛି

  • @manoranjanpanda5536
    @manoranjanpanda5536 8 місяців тому

    ଖଣି ପାଣି ଚିଟଫଣ୍ଡ, ଯୋଜନା ରେ ପିସି ସଵୁ ଖାଇସାରିଲାପରେ ପେଟପୁରିଲାନାହିଁ ଯେ ଶେଷରେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଵେକାରୀ ସଜାଇ ଚାକିରୀ ଵିକୁଛି ଏସରକାର, ତଥାପି ଗାଦିରେ ବସିବା ପାଇଁ ମିଛ ଓ ଶେରୟ ରାଜନିତୀ ଚଲାଇଛନ୍ତି, ଜୟ ଜଗନ୍ନାଥ,

  • @DemonRemix1995
    @DemonRemix1995 8 місяців тому

    ଚାଷୀଙ୍କୁ ଟ.୨୦୦୦/- ଦେଇ ମଣ୍ଡି ବାହାନାରେ ବଡ଼ ବଡିଆଙ୍କୁ ଖାଦ୍ୟ ଯୋଗାଉଛି..... ବଳିଲା ପରେ ଖାଦ୍ୟ ଯୋଜନା ର ଗୋଟିଏ ନା ଦିଆ ଯାଏ।Public ଅନ୍ଧ ଅଟେ.....

  • @SanjitSahu-oq4xg
    @SanjitSahu-oq4xg Рік тому +2

    ଆପଣ ଙ୍କ ମାଧ୍ୟମରେ ଜନସାଧାରଣ ଜାଣିବାକୁ ଚାହୁଁଛନ୍ତି କି ରାସନରେ ଗହମ ଦିଆଯାଉନାହିଁ କାହିଁକି ରାସନ୍ କାର୍ଡ ରେ କିଏ ଗହମ ନେଵ କିଏ ଚାଉଳ ନେଵ ତାହା ଲେଖା ଯାଇଥାଏ ତଥାପି ଗହମ ବନ୍ଦ ହେବା ର କାରଣ କ'ଣ ଫଳରେ ଅଟାର ଅହେତୁକ ଵଜାର ଦର ବୃଦ୍ଧି ହୋଇଛି ଏହା କ'ଣ ସରକାର ଙ୍କର ଜନସାଧାରଣଙ୍କୁ ମାରଣ ନୀତି ନୁହେଁ ଦୟାକରି ଆପଣଙ୍କ ମାଧ୍ୟମରେ ଜନସାଧାରଣ ଙ୍କୁ ଜଣାଇବା କୁ ଅନୁରୋଧ

  • @ajaymalik3608
    @ajaymalik3608 Рік тому +2

    Modi has taken great decision.

  • @user-iu8cq1im8q
    @user-iu8cq1im8q 9 місяців тому +1

    ଦଳବଦଳନିତିଟା ବନ୍ଦହେଇଗଲେସବୁଠିକହେଇଯାଆନ୍ତା,ରହନ୍ତାଦୁଇଟିଦଳ ଗୋଟିଏଶାସକଗୋଟିଏ ବିରୋଧିଦଳ,ଦଳରମୁଖ୍ୟ ଦୁଣ୍ଣିତିଖୋରକୁଁଦଳରୁ ନିଭ୍ରୟରେବାହାରକରିପାରନ୍ତେଯାହାଫଳରେକି
    ବଛାବଛାଭଲ ନେତାମାନେ
    ଦଳରେରହନ୍ତେଦେଶରମଗଂଳପାଇଁକାମକରନ୍ତେ,ଦୁଣ୍ଣିତି ଖୋରମାନେଅନ୍ୟଦଳରେପସିପାରନ୍ତେନି, ଯେଉଁ ମାନେଦଳବଦଳକରିବାକୁ ଚେଷ୍ଠକରନ୍ତେ ସର୍ବସାଧାରଣ ସେମାନଙ୍କୁ ଚିହ୍ନିପାରନ୍ତେ,ଜୟଜଗ୍ନନାଥ

  • @satyabannaik4539
    @satyabannaik4539 2 місяці тому

    ଯେତେ ଲୋକଙ୍କୁ ବୁଝେଇଲେ ବି କିଛି ଲାଭ ନାହିଁ l ଲୋକଙ୍କୁ ଏବେ ସିଧା କେନ୍ଦ୍ର ସରକାର ଚାଉଳ ଦେଉଛି l ଜାତୀୟ ଖାଦ୍ୟ ନିରାପତ୍ତା ଆଇନ
    2006 ନୁହେଁ ତାହା ଅକଟୋବର ମାସ 2007 ରେ NFSM National Food Security Mission ଆରମ୍ଭ ହେଲା କିନ୍ତୁ 2013 ମସିହା ଠାରୁ ଲୋକଙ୍କୁ ଚାଉଳ, ଗହମ, ଡାଲି ମିଳିବ ବୋଲି କେନ୍ଦ୍ର ସରକାର ଅନୁମୋଦନ ଦେଲେ କିନ୍ତୁ ତାହା କେବଳ ଚାଉଳ ବ୍ୟତୀତ ଅନ୍ୟାନ୍ୟ ଖାଦ୍ୟ କୁ କିଛି ଦିନ ମିଳିବା ପରେ ବାଟମାରଣା ହେଲା ଓ କେବଳ ଚାଉଳ ମିଳିଲା l ସେଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ମିଳିତ ସହାୟତା ରେ ଯୋଗାଣ ହେଲା କିନ୍ତୁ ତାହା କେନ୍ଦ୍ର ସରକାର ଙ୍କ ନାଁ ପୁରା ଲିଭିଗଲା ଫଳତ 2024 ରୁ କେବଳ କେନ୍ଦ୍ର ସରକାର ଙ୍କ ଦ୍ୱାରା ଚାଉଳ ଦିଆ ଯାଉଛି l ଏଥିରେ ରାଜ୍ୟ ସରକାର ଙ୍କ ର କୌଣସି ଭୂମିକା ରହିଲା ନାହିଁ l Thanks to PM P. Mukhajee for this system.

  • @arunprasaddash1399
    @arunprasaddash1399 Рік тому +10

    ମାଗଣା ଦେଉଛ।ସାହାରା ଇଣ୍ଡିଆ ଟଙ୍କା ଖାଉଛ। ଓଃ କି ମାୟା ......

  • @manashnayak2794
    @manashnayak2794 8 місяців тому +1

    ବାଳ ଭୋଟ ପାଇବ ମାଗିହେ 😡😡😡ଭୋଟ ପାଇଁ ଘର ଘର ବୁଲିଲେ ଟାଗିଁରେ ହଣା ଖାଇବେ ନେତା 😡😡😡

  • @sukhsagaroldagehome7476
    @sukhsagaroldagehome7476 Рік тому

    କଂଗ୍ରେସ ଭାଇ, upa ଅମଳରେ pertrol ବଢୁ ନ ଥିଲା, unemployment ନ ଥିଲା
    ତୁମର କୁକର୍ମ ପାଇଁ କଂଗ୍ରେସ ମୂକ୍ତ ଭାରତ ହେଲାଣି, ଲଜ୍ୟା. ଏତେ ଷଣ୍ଢ ଥାଇ, କଂଗ୍ରେସ ଛେଳିକୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଭାରତ ଯୋଡ ଯତ୍ରା କରୁଛ, ଲଜ୍ୟା. ଓଡିଶାରେ ତୁମେ କଥା କହିଲେ କେହି ଶୁଣିବେ ନାହିଁ କାରଣ. ତୁମ ବାଣରେ ବାରୂଦ ନାହିଁ

  • @MahendraMahapatra-eq6hy
    @MahendraMahapatra-eq6hy 10 місяців тому

    ପଦ କିମ୍ବା ନାମ ଅନୁସାରେ ଯୋଜନା କରିବା ଠିକ କି..? ଯଦି ହଁ... ସେ ପଦ କିମ୍ବା ନାମ ଧାରି ନିଜସ୍ୱ ଟଙ୍କା ରେ ମାଗଣା ଦେଉଛନ୍ତି କି..? ଆମ ଦେଶ ର ଜନତାଙ୍କ tax ପଇସା ରେ ମାଗଣା ଦେଇ.. ରାଜନୀତି କରାଯାଉଛି କାହିଁକି...?

  • @SudayaDigal-x5i
    @SudayaDigal-x5i 2 місяці тому

    କଣ ନିଜ ସୁବିଧା ଦେଖିଲେ ହଉଚି ସମସ୍ତଙ୍କର ଦେଖିବା ଦରକାର କ

  • @queen_roja9....115
    @queen_roja9....115 Рік тому +8

    ସରକାର ଯୋଜନା କରିଲେ ଲୋକ ଅଳସୁଆ ହେଲେ ଗରିବ ତ ଯୋଜନା ପାଉନାହାନ୍ତି କିନ୍ତୁ ଚାକିରୀଆ ଲୋକଙ୍କ ପାଇଁ ସବୁ ଯୋଜନା ଅଛି

  • @SusilPradhan-ib7ko
    @SusilPradhan-ib7ko 8 місяців тому +3

    Nice Meri Sarkar

  • @rajendragaradia6385
    @rajendragaradia6385 2 місяці тому +2

    Sir mu Merege hei ki merege sartficate heigola Amar chua te bi hela kintu Ebejai ration card hei ni

  • @SudayaDigal-x5i
    @SudayaDigal-x5i 2 місяці тому

    ନବୀନ ପଟ୍ଟନାୟକ ଜିନ୍ଦାବାଦ😊

  • @MahirBhoi-dp2fz
    @MahirBhoi-dp2fz 3 місяці тому

    ଆଗିନ୍ୟ ଭଲ କଲ ମାଗଣା ଚାଉଳ ଦଉଚ ଦେଲ କିନ୍ତୁ କୁହନ୍ତୁ ଆମ ଦେଶ କଣ ଉନ୍ନତି ହବ ମୋଦି କଳାକାର ଜେମେତି ନୋଟ ଚେଞ୍ଜ କଲେ କଣ ସେମିତି ଓଡ଼ିଶା ଚେଞ୍ଜ କରିବେ କି ସାତପଡ଼ା ପୁରୀ

  • @gaganbeharibehera7121
    @gaganbeharibehera7121 Рік тому +12

    Name change o Rashid re modi photo really good news this decision all people are happy

  • @heartbookworld12
    @heartbookworld12 Рік тому +1

    BJD should be removed from Odisha.

  • @agastipradhan5050
    @agastipradhan5050 Рік тому +6

    ବିଜେଡି କାହିଁକି କହୁଥିଲା ଆମେ ଦେଉଛୁ ବୋଲି, ସେଥିପାଇଁ କେନ୍ଦ୍ର ଠିକ କରିଛି

  • @BhushanBehera-gw8wb
    @BhushanBehera-gw8wb Рік тому +2

    Bhala hela modi jimku dhanyabad🙏

  • @raghunathmishra9241
    @raghunathmishra9241 Рік тому

    କେହି ଗରିବ ନୁହେଁ କେବଳ ଅଳସୁଆ ଙ୍କୁ ଛାଡି। ଚାଉଳ ମାଗଣା ଖାଇବା ଆଉ କୋଟା ଅଳସୁଆ ଓ ବିଫଳ କରୁଛି

  • @SudayaDigal-x5i
    @SudayaDigal-x5i 2 місяці тому

    ମୁଁ ଜଣେ ଗରିବ ମୋରବି ରାସନ୍ କାର୍ଡ achi ମତେ କିଛି ସରକାର ସୁବିଧା ମିଳୁନି

  • @badalmalik7584
    @badalmalik7584 Місяць тому +1

    AJAY DAS ❤ BJP

  • @kailashmajhi-ft6yv
    @kailashmajhi-ft6yv Рік тому

    Jia debakathadeu janata choice kariba2024election rekia jitiba amarjindabad all party

  • @laxmidhardas6096
    @laxmidhardas6096 Рік тому +6

    ବିଜେଡି ଚୋର ଚୋର ମୁହଁ ଟାଣ

  • @SangramKunda
    @SangramKunda 4 місяці тому +4

    ମୁଁ ପ୍ରକାଶ ଚନ୍ଦ୍ର କୁଣ୍ଡ ରାଜନଗର ବ୍ଲକ ରୁ କହୁଛି, ଯଦି ନବିନ ବାବୁ ରାସନ୍ କାର୍ଡ ଦେଉଛନ୍ତି ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ
    ଅଛନ୍ତି ତେବେ ମୋର କାହିଁକି ନାହିଁ ଏହା ର
    ଓତର ଦିଅନ୍ତୁ।

    • @SangramKunda
      @SangramKunda 4 місяці тому +1

      ଆପଣ ଯାହା କହୁଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟ

    • @SangramKunda
      @SangramKunda 4 місяці тому +1

      ନବିନ ବାବୁ ଠିକ୍ ନୁହେଁ ଯେହେତୁ ତାହାର ପରିବାର

  • @gobindaswain8384
    @gobindaswain8384 8 місяців тому

    ଲୋଡା ନାହିଁ ମାଗଣା ଚାଉଳ ରୋଜଗାର ଦିଅ ମଦୁଆ ସରକାର ନବିନ

  • @PurnaChandra-kg9te
    @PurnaChandra-kg9te 8 місяців тому

    ସରକାର, ଯୋଜନା, କରିଲେ. ଲୋକ. ଅଳସୁଆ ହେଲେ ଗରିବ ତ ଯୋଜନ ପାଇନାହାନ୍ତି କିନ୍ତୁ ଚାଉଳ,IO ଟଙ୍କା ରଖା ଜାou

  • @user-bp2ze5hm3c
    @user-bp2ze5hm3c 2 місяці тому

    କୁକୁର ଭଲଭକୁଚ ସାମ୍ବାଧିକ ନବାନ କାଳିଆ ଜୋଜୋନ ସପଳହେଲାକୀ ହାରା ଭଳହିଛୀ ବହୁତ ଳୋକକୁଠକିଛି ଏବେନିଜେନାମନେବ😂

  • @pravatkumar1757
    @pravatkumar1757 Рік тому +6

    Modi ji or Navin ji both are not giving free ration from their own pocket. All credit should go to exchequers those who are paying taxes.

  • @ambikabariha1499
    @ambikabariha1499 6 місяців тому +1

    Discossion are very good

  • @rasanandakishan6322
    @rasanandakishan6322 Рік тому +2

    Band haba katha100%

  • @ChitrasenPradhan-w5g
    @ChitrasenPradhan-w5g 8 місяців тому

    ଆଗରୁ ଯେମିତି ମାସକୁ ମାସ ଚାଉଳ ମିଳୁଥିଲା ସେମିତି ମାସକୁ ମାସ ଦିଆଯାଉ ପାଞ୍ଚ ମାସରେ ଥରେ ଚାଉଳ ମିଳିଲେ ଗରିବ ଲୋକ ମାନେ ବହୁତ ଅସୁବିଧା ରେ ପଡୁଛନ୍ତି

  • @rahitmarndi2540
    @rahitmarndi2540 Рік тому +1

    ସମସ୍ତେ ସବୁ ଜାଣିକି କିଛି କରୁନ 😂😂😂😂😂

  • @SmilingBabyPenguin-dd9sm
    @SmilingBabyPenguin-dd9sm 8 місяців тому

    Bjd always good discussiom for odisha we thanks to naveen pattnaik

  • @JagannathPradhani-c1o
    @JagannathPradhani-c1o 8 місяців тому +3

    Ki Guna gaibi khajuri ghchara ମୂଳରୁ ପାହାଚ ପାହାଚ

  • @runidei4052
    @runidei4052 7 місяців тому

    କେନ୍ଦ୍ର ସରକାର Right 🙏🏾🙏🏾🙏🏾🙏🏾

  • @sudamcharansethi8561
    @sudamcharansethi8561 Рік тому +4

    Ehi jojana ku gariba kalyana na rakhi, jadi gariba ,kala, jojana rakha gale bhala huanta. Karana ehi jojanare garibanka kalyana heu nahin barang gariba banei tiari heu chanti.

  • @nandiniprinkahappyodiafami8585
    @nandiniprinkahappyodiafami8585 9 місяців тому +4

    ଯାର ରାସନ୍ କାର୍ଡ ନାହିଁ ତାଙ୍କୂ ବାଳ ମିଳୁଛି ଖାଲି ଭୋଟ ଦିଅ ମୁଁ ଖରାପ କଥା ରାଗରେ ଲେଖୁଛି ଯେଉଁ ମାନେ ରାସନ୍ କାର୍ଡ ନାହିଁ ତାଙ୍କୂ ପାଇଁ କରନା ଆସୀନି ଛିଃ ଛିଃ ମୋଦୀ ଛିଃ ଛିଃ ନବୀନ ଖାଲି ଭୋଟ ଦିଅ ସବୁ ସଳା ଗାଣ୍ଡିମରା ଗାଣ୍ଡିମାରି ଚାଲିଜିବ 😂😂😂

  • @JeetKumar-cu7gk
    @JeetKumar-cu7gk Рік тому +1

    Right biranchi sri

  • @LipunJally
    @LipunJally 9 місяців тому

    Kejriwal sarkar sabse achha hai desh keliye

  • @ranjanmalik044
    @ranjanmalik044 Рік тому +3

    Chaula kendra dauchi kintu nabin kahuchi mu dauchi

  • @madhabburudimadhabburudi2825

    କିନ୍ତୁ ଓଡ଼ିଶାର କୋରାପୁଟ ଜିଲ୍ଲାରେ ପାଲାସଟିକ ଚାଉଳ ବଣ୍ଟନ କରିଛନ୍ତି

  • @RITESHAGAMR
    @RITESHAGAMR 3 місяці тому

    Jai mo❤di ji ki

  • @lilusenapati4392
    @lilusenapati4392 2 місяці тому

    କଂଗେସ ବିଧାୟକ ସବୁଠୁ ବଡ଼ ଚୋର

  • @bhakachannayak-bw6bv
    @bhakachannayak-bw6bv Рік тому

    ଛତିଶଗଡ଼ ରାଜ୍ୟ ସରକାର ଦୁଇ କେଜି ଚାଉଳ କେନ୍ଦ୍ର ସରକାର ପାଂଚ କେଜି ଚାଉଳ ହେଲେ ଓଡ଼ିଶାର ସରକାର କାହିକି ଦେଉନାହାନ୍ତି

  • @AshokBiswal-y7r
    @AshokBiswal-y7r 8 місяців тому +2

    Welcometome

  • @Hinaswain1080
    @Hinaswain1080 3 місяці тому

    Right sir 🙏ambhali gariba paunahanthi

    • @mamunibarik8569
      @mamunibarik8569 3 місяці тому

      1q¹¹1¹1¹¹1¹qq1qq1¹¹¹¹¹¹¹q¹¹

  • @NirupamaBhoi-g1e
    @NirupamaBhoi-g1e 8 місяців тому

    Kishan manku chaula darkar nai DAP sara 200 kara ame sarkarku 5kg debu

  • @GopalKrushnaMAHAPATRAGopal
    @GopalKrushnaMAHAPATRAGopal 9 місяців тому +1

    Jay maa lakhmi❤

  • @Jagadishsahoo-v1b
    @Jagadishsahoo-v1b 29 днів тому

    Nam paribartan Karan Kendra sarkaar 100%free Kale ethi pain' nm paribrtn Kariba absyak.

  • @pabitrakumardash6698
    @pabitrakumardash6698 2 місяці тому

    Please see that rich people enlisted in this scheme are selling the rice ,hence first make a fresh verification and identify the real poors.Jay Hind

  • @vickyp8480
    @vickyp8480 8 місяців тому

    Bhai maja congress debetor na pjp bhala na pjd Khali congress hi bhala kahuchanti 😂😂😂😂😂😂

  • @gobindachandradas6290
    @gobindachandradas6290 2 місяці тому

    It is right decison taken by the BJP Govt. State Govt. is not having financial power. By the time of election, bag with rice distribued posted with Naveen,BJD. Govt changed is every thing should be changed with their symbol and idealogies. Central's Fund is distributed in the name of Madhu babu & Rama babu etc. etc. So, the ruling govt. should change .... can hike or reduce.
    it is their decision. It is not the ethics to protest as Opposition Group Decisions taken by the Govt. is welcomed

  • @MillySamal
    @MillySamal 6 місяців тому

    Acaulla band nohiu ama garibanka jibana modiji

  • @Dinabandhu-m5k
    @Dinabandhu-m5k 10 місяців тому +1

    ମୁଖ୍ୟମନ୍ତ୍ରୀ ଓଡିଶା ଜନସାଧାରଣ ଙ୍କୁ ସଠିକ ତଥ୍ୟ ଦିଅନ୍ତି....

  • @madanmohanbehera5593
    @madanmohanbehera5593 Рік тому +4

    Bjp good

  • @Pradeep-ck6lm
    @Pradeep-ck6lm 19 днів тому

    ମଦୀ ର ବାପା ଦେବ

  • @bikashnaik4187
    @bikashnaik4187 Рік тому +3

    Antar doya code re 35kg miliba kii nai

  • @ChintuSwain-t1e
    @ChintuSwain-t1e Місяць тому

    Modi ji tanka gharu Ani deu nahanti chaula daya kari chaula Modi ji deuchnti kuhantu nahi.

  • @HemrajBhoiBhoibabu
    @HemrajBhoiBhoibabu 2 місяці тому

    ❤❤nice breaking

  • @Jagadishsahoo-v1b
    @Jagadishsahoo-v1b 29 днів тому

    Retion ra nam paribrtn heu kimba magana chaula heu e Sabu ra Samadhan Chasa jami nthiba gariba loka nku Chasa jami jogana ethipain jalasechn,rasta,electri.jogan nischita absyak.

  • @JitenTudu-d4m
    @JitenTudu-d4m 2 місяці тому

    Sara India may har ek family koo 50 kg rise Dena chaiyey

  • @achutaparida5578
    @achutaparida5578 9 місяців тому +1

    Munu.jane.gariba..mora.radan.card.achhi.hle..mo.pilamanankar.nahin.adhikarimananku.pahile.kahuchhanti.sehi.5kg.re.chalei.dea.

  • @DhaneshworPradhan
    @DhaneshworPradhan 10 місяців тому +1

    45 basa

  • @kumudinidandasena6939
    @kumudinidandasena6939 Рік тому +1

    Jahar card nina se manke v free chaul mili ba katha free chaul ta sabkari aye

  • @sudhakardas6330
    @sudhakardas6330 Рік тому

    ବିଜେଡି ବହୁ ଯୋଜନା କର୍ମୀ ଙ୍କର ପାଇଁ

  • @gobindaswain8384
    @gobindaswain8384 8 місяців тому

    ମାଗଣା ଲୋଡା ନାହିଁ ରୋଜଗାର ଦିଅ

  • @PabitraNaikPabitraNaik-bq8my
    @PabitraNaikPabitraNaik-bq8my 8 місяців тому +2

    Nayakot

  • @raghunathmishra9241
    @raghunathmishra9241 Рік тому

    ସବୁ ଭାଡୁଆ