Modi's Selection Of Draupadi Proved Lethal For The Opposition I Nirbhay Gumara Katha

Поділитися
Вставка
  • Опубліковано 27 вер 2024
  • Modi's Selection Of Draupadi Proved Lethal For The Opposition I Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / nirbhaytube
    Mobile No-8984581300

КОМЕНТАРІ • 144

  • @saratsahoo268
    @saratsahoo268 2 роки тому +13

    ରାଜୀବ ଙ୍କ ଅପରିଣାମ୍ ଦର୍ଶୀ ରାଜନୀତି କଂଗ୍ରେସ କୁ ତଳକୁ ତଳକୁ ନେଇଗଲା ଏବଂ ମୋଦି ଙ୍କ ଆଦିବାସୀ କାର୍ଡ ବିଶେଷତ୍ଵ ନବୀନ ଙ୍କୁ ଅଡ଼ୁଆ ରେ ପକାଇ ଦେଇଛି।

  • @rabindrakumarsahoo1923
    @rabindrakumarsahoo1923 2 роки тому +7

    ସାଇ କେବେଠାରୁ ଆପଣଙ୍କ ପାଇଁ ଗୁରୁ , ଜୟ ଜଗନ୍ନାଥ ବନ୍ଦେ ଉତ୍କଳଜନନୀ

  • @AjayKumar-rr2mv
    @AjayKumar-rr2mv 2 роки тому +7

    ହଁ ସତରେ ଘାତକ ଓ ମରଣାସ୍ତ୍ର କିନ୍ତୁ ଏହା କେତେ ଘାତକ ଓ ମରଣାସ୍ତ୍ର ତାହା ରାଷ୍ଟ୍ରପତି କାର୍ଯ୍ୟକାଳ ସରିଲାପରେ ଦେଶ ବାସୀ ଜାଣିବେ l

  • @rajendrabhanja6788
    @rajendrabhanja6788 2 роки тому +6

    ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ରାଜନୈତିକ ସମୀକ୍ଷା ଅତି ଉଚ୍ଚ କୋଟିର ତୀକ୍ଷ୍ଣ ଓ ସ୍ପଷ୍ଟ

  • @bishnuray1004
    @bishnuray1004 2 роки тому +2

    ଏବେ ସୁଦ୍ଧା ଓଡିଶା ରେ ଘରେ ଘରେ ପରିଚିତ ସୋମ୍ୟ ପଟ୍ଟନାୟକ ଅଧିକ ଲୋକପ୍ରିୟ ହୋଥିଲେ କାରଣ ସେ ସବୁବେଳେ ସରକାରଙ୍କୁ ବିରୋଧ କରି ବାରମ୍ବାର ଦଳ କେବଳ ନିଜ ସ୍ୱାର୍ଥ ରେ ବଦଳି କରି ଏବଂ ସବୁବେଳେ ନବୀନ ପଟ୍ଟନାୟକ ଙ୍କୁ କଥାରେ କଥାରେ ବିରୋଧ କରି ଶେଷରେ ସେ ନବୀନକୁ ସମର୍ଥନ କରି ଓଡ଼ିଶାର ସେକରିଥିବା ସବୁ ନିଜର ସ୍ୱାଭିମାନ ନାହିଁ ବୋଲି ନିଜେ ଜଳାଇ ଥିବା ନିଆଁ ରେ ପୋଡ଼ିଗଲେ ଆପଣକୁ ଅନୁରୋଧ ଆପଣ ମନେ ମନେ ଯାହାକୁ ଭଲ ପାୟନ୍ତୁ ପଛେ ନିଜେ କେବେ ରାଜନୀତି ରେ ପସନ୍ତୁ ନାହିଁ ଏହା ମୋର ବିନମ୍ର ନିବେଦନ

  • @ghanashyamsahoo831
    @ghanashyamsahoo831 3 місяці тому

    ନିରାଟ ସତ୍ଯ କଥା ।ଏହା ହିଁ ରାଜନୀତିର ଗୋଟି ଚାଳନା ।

  • @wenoti947
    @wenoti947 2 роки тому +4

    ଏଇଟା ଆମର ମହାନ ଗଣତନ୍ତ୍ର ଯେଉଁଠି ସ୍ୱାର୍ଥ ଆଗେ ଦେଶ ପରେ ।ପ୍ରଥମେ ଆମକୁ ପ୍ରକୃତ ଭାରତୀୟ ହେବାକୁ ପଡ଼ିବ ।ସ୍ୱାର୍ଥ କୁ ପଛରେ ରଖି କଣ କରିଲେ ଆମ ଦେଶ ଶ୍ରେଷ୍ଠ ମହାନ ହେବ ଚିନ୍ତା କର୍ମ କରିବା କୁ ପଡିବ ।ନ ହେଲେ ଦେଶ ଦଳ ସର୍ବସ୍ୱ ହୋଇ ରହିବ । ଆଜିର ଗଣତନ୍ତ୍ର ଓ ରାଜଟଣ୍ଟ ମଧ୍ୟରେ ପାର୍ଥକ୍ୟ କିଛି ନାହିଁ ।

  • @pitamberparida8762
    @pitamberparida8762 3 місяці тому

    Sir. Namaskar,
    Your analysis is un believeable for general people . At last when people knows your analysis then they surprising. Really you are the great. Thank you.

  • @sanatannayak7468
    @sanatannayak7468 2 роки тому

    Very good paltical resach thank you nabin sir

  • @ashokkumarpanda5127
    @ashokkumarpanda5127 2 роки тому +5

    Sir, Namaskar. I like your analysis which is cent percent correct. Regards.

  • @rabindrarath9474
    @rabindrarath9474 2 роки тому +3

    A great thought of PM Thank you🙏

  • @asitmishra6221
    @asitmishra6221 2 роки тому +1

    Very good political research 👌🙏

  • @ganeshjena1121
    @ganeshjena1121 2 роки тому

    Okay

  • @gajendranathjena356
    @gajendranathjena356 Рік тому

    ନବିନ ସରକାର ଅମଳରେ ଜେତେ ନାରୀ ଧର୍ଶଣ ମର୍ଡର ନିର୍ଜାତିତା ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ସାହି ବସ୍ତି ପର୍ଯ୍ୟନ୍ତ ନାରୀମାନେ ଧର୍ଶିତା ମାତ୍ର ସାଧାରଣ ଲୋକଙ୍କ ପାଇଁ ନବିନ ସରକାର ଏତେ ଗ୍ରହ ଣିୟ କିପରି ଭାବରେ ଈଶ୍ବରଙ୍କଠାରୁ କ୍ଷମା ପ୍ରାର୍ଥନା ସକାଶେ କିମ୍ବା ଆଉ କଣ🎉😮❤❤😂❤😊😅😢🎉

  • @suranarayanpatra4980
    @suranarayanpatra4980 2 роки тому +1

    ମୋଦୀଙ୍କ ଦ୍ରୌପଦୀ ଅସ୍ତ୍ରରେ ବିରୋଧୀ ଦଳ ଖିନ ଭିନ , ଛିନ ଭିନ୍ନ ଓ ଗୁରୁତର ଭାବେ ଆହତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଥିବେ ।ସକ୍ଷମ ହେଇ ଉଠିବାକୁ ଶକ୍ତି ନଥିବ ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିବାକୁ । ବିଜେପି ଦଳ ଅତି ସହଜରେ ୨୦୨୪ ବହୁମତ ପାଇ ଜିତି କେନ୍ଦ୍ରରେ ସରକାର ଗଢ଼ିବା ଏକ ପ୍ରକାର ସ୍ଥିର ଓ ନିଶ୍ଚିତ । ସେହିଭଳି ୨୦୨୯ ମସିହା ରେ ମଧ୍ୟ ଏହି ସଫଳତାର ପୁନରାବୃତ୍ତି ହେବା ଅସମ୍ଭବ ନୁହେଁ।

  • @dasarathirath8333
    @dasarathirath8333 2 роки тому +1

    ପ୍ରିୟ ଆତ୍ମନ, ନମସ୍କାର ଗୁରୁ ପୂର୍ଣ୍ଣିମା ଅବସରରେ। ସଭିଏଁ ଭଲରେ ଥାଆନ୍ତୁ ଜଗନ୍ନାଥ ସ୍ବାମୀ ଙ୍କ ଆଶିର୍ବାଦ ରୁ। ଆପଣଙ୍କ ବିଷୟବସ୍ତୁ ଉପରେ ଆଧାରିତ ଏକ ମତଦେଉଛି ଯେ ଅନେକ ଉଦାହରଣ ଅଛି, ପୁରାଣରେ, ଇତିହାସ ରେ । ସେ ଯାହାହେଉ ମୁଁ ଆଗରୁ ମଧ୍ୟ କହିଛି ଯେ ଏବେ ଭାରତର ଗଣତନ୍ତ୍ର ବିପଦରେ। ଅର୍ଥ ତନ୍ତ୍ର , ଜଣତନ୍ତ୍ର, ଦଳତନ୍ତ୍ର ଭିତରେ ଗଣତନ୍ତ୍ର ବୁଡ଼ି ରହିଥିବା ବେଳେ ଆଗକୁ ଭଗବାନ ଙ୍କ କରୁଣା ଆବଶ୍ୟକ।ମୋର ବ୍ୟକ୍ତିଗତ ମତ ଏହି ଯେ ଗଙ୍ଗାଧର ମେହେର ଙ୍କ ରଚନା (ଧନେ କ୍ରିତ ହେଉଥାଏ ଚିତ୍ତ ସଦାଯାର, ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର।) ସତ୍ୟଯୁଗରୁ ଆଜି ପର୍ଯ୍ୟନ୍ତ ଧନର ପ୍ରଭାବ ପଡିଛି ଓ ପଡ଼ିବ ମଧ୍ୟ ଅନେକ ସମୟ ଯାଏଁ। ମୋଦିଙ୍କ ବିଚକ୍ଷଣ ନିତି ପାଇଁ ନୁହେଁ ବରଂ ଅର୍ଥ ପାଇଁ।ଆମେ ସମସ୍ତେ ଜାଣିଛନ୍ତି ଯେ ଇନ୍ଦିରା ଗାନ୍ଧୀ ବିଦେଶର ପ ଇ ସା ଆଣି ଅନୁଷ୍ଠାନ ମାନଙ୍କୁ ଦାନ ଦକ୍ଷିଣା ଦେଇ କଂଗ୍ରେସ ଦଳର ବିଜୟ କରୁଥିଲେ। ଠିକ୍ ସେହିପରି ବିଚକ୍ଷଣ ଦକ୍ଷିଣ ଭାରତର ଚାଣକ୍ୟ ପିଭି ନରସିଂହ ରାଓ ମଧ୍ୟ ଲଘୁସରକା୍ ର କୁ ଗରିଷ୍ଠ ସରକାର ରେ ପରିଣତ କରିଥିଲେ ଏହି ଅର୍ଥ ମାଧ୍ୟମରେ। ବିଜୁବାବୁଙ୍କ ଏକାଥରେ ଛଟିଜାଗାରେ ଛିଡାହେଇ ଅମାନତ ହରେଇଥିଲେ 1969 ମସିହାରେ ବୋଲି ଭାବୁଛି।ସେ ଯାହାହେଉ ପ୍ରତ୍ୟେକ ବ୍ୟକ୍ତି ଅଥବା ଦଳର ମଧ୍ୟ ଭାଗ୍ୟ ଚକ୍ର ଘୁରିବାରେ ଲାଗୁଛି।ଦ୍ରୋପଦୀମୁରମୁ ହୁଅନ୍ତୁ ଅଥବା ଯେକେହି ଅନାମଧେୟ ବ୍ୟକ୍ତି ହେଲେ ମଧ୍ୟ ଯଦି ଦଳର ପ୍ରଚୁର ଖର୍ଚ କରାଯାଏ ତେବେ ନିଶ୍ଚିତ ବିଜୟ ହେବ। ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ।ଆଜିର ଦିନରେ ଗରିବ ଲୋକମାନେ ନ୍ୟାୟ ଆଶାରେ ନ୍ୟାୟାଳୟ ଆଡ଼କୁ ଦେଖିବା ମଧ୍ୟ କଷ୍ଟକର ହେଲାଣି। ଏଣୁ ଭାଗ୍ୟ ଲକ୍ଷ୍ମୀ ଯାହାକୁ ଦୟା କରିବେ ,ସେ ଶ୍ରୀୟା ଚଣ୍ଡାଳୁଣୀ ହେଲେବି ଧନୀ ହେବ । ଅନେକ ଅନେକ ଘଟଣା ଅଛି।ସେ ଯାହାହେଉ ବିବେକାନୁମୋଦିତ ଭୋଟ ଆଦେଶ ଦେଇ ଦେଖନ୍ତୁ ପ୍ରକୁତ କଥା ଜଣାଯିବ।ଶଙ୍ଖ ଦଳ, ପଦ୍ମଦଳ ଅଥବା ଅନ୍ୟାନ୍ୟ ଦଳ ର ବିଧାୟକ, ସାଂସଦ ମାନେ ସଠିକ୍ ଜାଗାରେ ଭୋଟ ଦେବେ। ଏଥିରେ ଆଦିବାସୀ, ହରିଜନ ଅଥବା ପଛୁଆବର୍ଗ କିଛି ନାହିଁ।କେବଳ ମହାଲକ୍ଷ୍ମୀ ଙ୍କ ଖଡଖଡନୋଟ। ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ପିଭି ନରସିଂହ ରାଓ ଙ୍କ ଅମଳରେ ଲାଲୁଙ୍କ ଦଳ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି,ସନଯୁକତଜନତାଦଳ ,ଏପରି ଅନେକ ଦଳ ର କାରବାର କରୁଛନ୍ତି ସବୁ ବେଳେ। ଜୟନ୍ତୀ ପଟ୍ଟନାୟକଙ୍କ ଜିଣିବାର କାରଣ ବିଜୁ,ବିଜୟ,ନଳିନୀ ମହାନ୍ତି କ୍ରସଭୋଟି° କରିଥିଲେ। ଅନେକ ଜାଗାରେ ଏମିତି ଚାଲିଛି।ଏବେ ସଦ୍ୟ ସମବାୟ ନିର୍ବାଚନ ବେଳେ ଦେଖିବାକୁ ମିଳିଛି।ସେ ଯାହାହେଉ ଯାହାର ଭାଗ୍ୟ ଠିକ୍ ଅଛି,ସେହି ରାଜଗାଦି ରେ ବସିବେ। ସଭିଙ୍କୁ ଶୁଭେଚ୍ଛା ଜଣାଇଲି ଆଜିର ଗୁରୁ ପୂର୍ଣ୍ଣିମା ଅବସରରେ। ବିନମ୍ର ନମସ୍କାର ସହିତ ଦାଶରଥି ରଥ। ସୋନପୁର।

  • @sarojpradhan830
    @sarojpradhan830 3 місяці тому

    Jay Sri Rama Jay jay

  • @jagannathpanigrahi5286
    @jagannathpanigrahi5286 2 роки тому +5

    ଆଜିଯାଏ ଭାରତର କୋୖଣସି ରାଜନେତା କୁଟ ନିତି ରେ କେବଳ ଦେଶଭିତରେ ନୁହେଁ ଅନ୍ତଃରାଷ୍ଟ୍ରୀୟ ଖେତ୍ରରେ ମଧ୍ୟ ମୋଦିଙ୍କ ଭଳି ଏତେ ପ୍ରଖର ଚମତ୍କାରିତା ଦେଖେଇ ପାରୀନାହାନ୍ତି। ଆଗକୁ ମଧ୍ୟ ଭାରତରେ କେହି ଵାହାରିଵେକି ନାହିଁ ସନ୍ଦେହ। ଜନତା ଜନାର୍ଦ୍ଦନ ତାଙ୍କ ସପକ୍ଷରେ ଅଛନ୍ତି।

  • @pabitramohanrout1647
    @pabitramohanrout1647 2 роки тому

    Right NABIN sir

  • @simanchalbeherauu754
    @simanchalbeherauu754 Рік тому

    theankyou_nirvay_shampadak_sir

  • @ranjandas-sq4gy
    @ranjandas-sq4gy Рік тому

    Modi is great person India' Mahapurush achyuta Nanda Das nka or Jagannath Swami nkara Ashribad thila.

  • @umasankarpanda2519
    @umasankarpanda2519 2 роки тому +1

    Well analysised.

  • @bapimishra-sv4oz
    @bapimishra-sv4oz 3 місяці тому

    Jai shree ram 🙏

  • @gayadharpatra3233
    @gayadharpatra3233 2 роки тому +1

    Good news sir.

  • @DR.B.NAYAK1980
    @DR.B.NAYAK1980 2 роки тому +1

    🙏Very good analysis sir.

  • @bikashsamal4029
    @bikashsamal4029 2 роки тому

    Droupadi madam is the fittest

  • @SSDash-dn4xt
    @SSDash-dn4xt 2 роки тому

    Sir apananka prediction sada sarbada 100% thikk.🙏🙏

  • @tejaswipadhi9423
    @tejaswipadhi9423 2 роки тому

    ବଡ଼ ଖବର ଟି ଭି ଚେନାଲ ର ମାଲିକଙ୍କୁ ପୋଲିସ ବାନ୍ଧିବା ସମ୍ପର୍କିତ ଗୁମ ର କଥା ଟିକେ କୁହନ୍ତୁ।

  • @sunilkuanr.alekhamahimasar4267
    @sunilkuanr.alekhamahimasar4267 2 роки тому

    Sir Aapanku mora Namaskar bharibhala lagila

  • @keshabchandramallick3828
    @keshabchandramallick3828 2 роки тому +2

    PM Modi is great ...

  • @sudarsansahu1740
    @sudarsansahu1740 2 роки тому

    ଓଡ଼ିଶାର 2024 ନିର୍ବାଚନ ଭବିଷ୍ୟତ।। ବିଜେଡି କଣ ସନ୍ଦେଶ ଦେଲେ ।।

  • @rabindrakumarmohanty9415
    @rabindrakumarmohanty9415 2 роки тому

    ଜୟ ମହାକାଳ।

  • @maheshmahakul7594
    @maheshmahakul7594 2 роки тому

    Pm post must be reserved for SC.st.mahila.

  • @shreeganeshautomobiles4246
    @shreeganeshautomobiles4246 2 роки тому

    sir,wonderful

  • @laxmipriyamaharana2062
    @laxmipriyamaharana2062 2 роки тому

    Right sir

  • @kt2835
    @kt2835 2 роки тому

    Sir nice your analysis national topic

  • @kartikkenyuryukarateodisha1804
    @kartikkenyuryukarateodisha1804 2 роки тому

    🙏🙏

  • @bhabanimishra6142
    @bhabanimishra6142 2 роки тому

    Jai jagannath 🙏

  • @jagannathpanigrahi5286
    @jagannathpanigrahi5286 2 роки тому +2

    Welcome Nirbhaya. ମମତା ଦିଦି ଡାଉନ୍ ଡାଉନ୍।

    • @jagannathpanigrahi5286
      @jagannathpanigrahi5286 2 роки тому

      ଆଜି ଯାଏଁ ଭାରତର କୋୖଣସି ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଭଳି କୁଟନିତିରେ ପାରଙ୍ଗମ ହୋଇପାରି ନାହାନ୍ତି। କେବଳ ଆମ ଦେଶରେ ନାହିଁ ଅନ୍ତଃରାଷ୍ଟ୍ରୀୟ ଖେତ୍ରରେ ମଧ୍ୟ। ଜନତା ଜନାର୍ଦ୍ଦନ ତାଙ୍କ ସପକ୍ଷରେ ଅଛନ୍ତି।

  • @SKGbul
    @SKGbul 2 роки тому +1

    We need next cm STor SC ledies. 2024.

  • @pradeepbehera7990
    @pradeepbehera7990 2 роки тому

    Your news analysis is very well Naveen jo

  • @jitendrabehera4249
    @jitendrabehera4249 2 роки тому +2

    Modi ji ne aisa baunser ball dala ki birodhi all out ho gayee

  • @nalumurmu
    @nalumurmu 2 роки тому

    Great decision..

  • @renupravamohapatra1036
    @renupravamohapatra1036 2 роки тому +1

    Well and correct presentation Sir.

  • @anadipadhan3104
    @anadipadhan3104 2 роки тому

    Dear sir you are genius

  • @santoshkumarsahu3823
    @santoshkumarsahu3823 2 роки тому +1

    Sir odisha re jou contractual system chalichi se upare debate karanti humble request 🙏

  • @satrughanabehera1115
    @satrughanabehera1115 2 роки тому

    jay

  • @swarnapravabhaktichannel9464
    @swarnapravabhaktichannel9464 2 роки тому

    Brahmana juge juge vikari.laghu sampra Daya.kintu e samaja ku subidha nanhi.

  • @balabhadramohapatra2162
    @balabhadramohapatra2162 2 роки тому

    Nabin babu kahile aga candidate decide kara ta pare support katha.

  • @jharendrabehera7971
    @jharendrabehera7971 2 роки тому

    Modi sirnku Thank you for selection the Droupadi Mam as President of INDIA.

  • @pramodkumarrout7641
    @pramodkumarrout7641 2 роки тому +1

    A former Odisha Secretariate (Lok Seba Bhawan) employee (Draupadi murmu, madam) will create a history in India after winning President of India.
    Thanks to Hon'ble prime Minister.
    Bharat Mata ki Joy.

  • @binodinidash6168
    @binodinidash6168 2 роки тому

    Very good analysis sir

  • @rabinarayan3944
    @rabinarayan3944 2 роки тому

    ଇଏ ବିଜେପିର ଚାଵିମୋଡାକଣ୍ଡେଈ ଟିଏନୁହେତ ଦେଖକୋଉଠାପାଣିକୋଉଠୀଵୋହୁଛି??????

    • @nirakarsahoo7004
      @nirakarsahoo7004 2 роки тому

      ବନ୍ଧୁ ,
      ଭାରତୀୟ ଗଣତନ୍ତ୍ରରେ ରାଷ୍ଟ୍ରପତି ପଦ ସବୁବେଳେ ଶାସକଦଳର ଚାବିମୋଡା କଣ୍ଢେଇ ଗୋଟିଏ ଗୋଟିଏ, ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛିନାହିଁ, କଙ୍ଗ୍ରେସ ସରକାର ବେଳେ ଥିଲା ଏବେ ବିଜେପି ସରକାର ଅମଳରେ ମଧ୍ୟ ତାହା ହେବାକୁ ଯାଉଛି। ଆମ ସମ୍ବିଧାନ ଏହିପରି ହୋଇଛି । ଆଉ ଏ ଆଞ୍ଚଳିକ ଦଳ ଗୁଡିକ ଗୋଟିଏ ଗୋଟିଏ ମେରୁଦଣ୍ଡ ବିହୀନ ପ୍ରାଣୀ ସଦୃଶ ( ଭାରତୀୟ ସମ୍ବିଧାନ ଅନୁସାରେ ) , ଏମାନଙ୍କର ବୃଥା ଆସ୍ଫାଳନ କେବେ ବି ପୂରଣ ହୋଇନାହିଁ ବା ହେବନାହିଁ ( ଜାତୀୟ ସ୍ୱାର୍ଥ ପରିପ୍ରେକ୍ଷୀରେ ).

  • @saraswatisahoo6704
    @saraswatisahoo6704 2 роки тому

    ସାର ନମସ୍କାର । ଆମ ଓଡ଼ିଶା ର ଝିଅ ରାଷ୍ଟ୍ରପତି ହେବେ ଏହା ଅତ୍ୟନ୍ତ ଗର୍ଵ ର ବିଷୟ । ମୋର ବିଶ୍ୱାସ ସେ ନିଶ୍ଚୟ ନମସ୍ୟ ଅବଦୁଲ କଲାମ ଙ୍କ ପରି ଦେଶ ପାଇଁ କିଛି ସ୍ମରଣୀୟ କାର୍ଯ୍ୟ କରିବେ । ସେ ଜଣେ ଆଦର୍ଶ ମହିଳା ।ଆପଣଙ୍କ ବକ୍ତବ୍ୟ ଅତ୍ୟନ୍ତ ସତ୍ୟ ଉପରେ ଆଧାରିତ ।

  • @pradoshkumarchakrabarty9081
    @pradoshkumarchakrabarty9081 2 роки тому

    Your description and analysis for election 2024.

  • @shrutiranjanbarik7319
    @shrutiranjanbarik7319 2 роки тому

    🙏🙏🙏🙏🙏🙏🙏🙏🙏

  • @niranjanmohapatra7219
    @niranjanmohapatra7219 2 роки тому +1

    ନିର୍ଭୟରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ଦମ୍ଭୋକ୍ତି ନିଛକ ସତ୍ୟ ଘଟଣା ଉପରେ ଆଧାରିତ ଆଲୋଚ୍ୟ ତଥ୍ୟ ସଂଗ୍ରହ କରିବାରେ ସିଦ୍ଧହସ୍ତ,ଭାରି ଭଲ ଲାଗେ ।

  • @madhusudanpanda3089
    @madhusudanpanda3089 2 роки тому

    Sir, Namaskar

  • @southlovestory5938
    @southlovestory5938 2 роки тому

    Thik katha kahile sir but rastrapati power less...modi jaha kahiba taha heba....taa apekshya rastrapati na heba thik katha

  • @ramchandrahota2430
    @ramchandrahota2430 2 роки тому +3

    At least 2 years of 5years term of all C.Ms and 2 years ofP.M. post in centre must be reserved for s.t., s.c. or any other backward cast if all political leaders really want the development of backward casts of India .

  • @loknathmeher994
    @loknathmeher994 2 роки тому

    Jai shree Ram Jai Jai Shree ram

  • @sadasibbehura7007
    @sadasibbehura7007 2 роки тому

    Great PM Modi..

  • @autofast5298
    @autofast5298 2 роки тому +4

    ରାଷ୍ଟ୍ର ପଛେ ପାତାଳ କୁ ଯାଉ, ଆମ ଭୋଟର ସଂଖ୍ୟା
    ଉପରେ ପ୍ରଭାଵ ନ ପଡୁ।
    ସମ୍ବିଧାନ ରୁ ଜାତି ଭିତିକ ସରକ୍ଷ୍ନଣ ଉଠିବ,
    ଯେବେ ଜଣେ ଆହିବାସୀ ମହିଳା ରାଷ୍ଟ୍ରପତି
    ହେବେ, କହିଥିଲେ ବାବା ସାହେବ ଆମ୍ବେଦକର।
    ମାନନିୟ ପ୍ରଧାନମନ୍ତ୍ରୀ ମୋଦିଜି, କାଶ୍ମୀର ଭଳି
    ପଦକ୍ଷେପ ନେଇ ଜାତିଭିତ ସଂଗକ୍ଷ୍ନଣ୍ଣ
    ପ୍ରାତ୍ୟହାର କରିବେ ?

  • @liveforever6998
    @liveforever6998 2 роки тому +2

    ଓଡିଶା ରେ ଠିକା ନିଯୁକ୍ତି କେବେ ବନ୍ଦ ହେବ ।ସେ ବିଷୟରେ ଭିଡିଓ କରନ୍ତୁ ସାର ।।

  • @NabikushMahakul-es2lk
    @NabikushMahakul-es2lk 3 місяці тому

    Rajnitire.poribarbadku.chadibadorkar.karono.bharoto.democresisasono.ote.

  • @indrajeetsamal8131
    @indrajeetsamal8131 2 роки тому

    Modi nka ra sabu selection and decision common
    lokanka lagi bhi lethal

  • @ramachandraojha5172
    @ramachandraojha5172 2 роки тому

    Jai shree ram

  • @rashmiranjan5680
    @rashmiranjan5680 2 роки тому

    I THINK ALSO LETHAL FOR THE RULING PARTY ....TIME AWAITS FOR IT.

  • @jogendra8249
    @jogendra8249 2 роки тому +1

    I hate Gandhi Neheru 😡

  • @sanjeebkumar1982
    @sanjeebkumar1982 2 роки тому

    🙄🙄🙄

  • @sukurasingh663
    @sukurasingh663 2 роки тому

    Pm modi=mind=cm Novin
    muster mind

  • @Funnytrainvideos-u1g
    @Funnytrainvideos-u1g 2 роки тому

    Modiji is great

  • @ganeshjena1121
    @ganeshjena1121 2 роки тому

    Sir,Nice analysis of National topic ,Thanks."Necesary is mother of Invention."

  • @santoshdakua6698
    @santoshdakua6698 2 роки тому

    ଏହା କଣ ମୋଦି ସରକାର ବ୍ରହ୍ମ ଅସ୍ତ୍ର ଥିଲା କି

  • @brajakishorepadhi4022
    @brajakishorepadhi4022 2 роки тому +1

    Navin Buddha upare padi draupadi murmu ku mane NDA prathi ku samarthan karuchi...jeki buddha navin ra bjd ku NDA ra abasyakta nahin...

  • @roylexlubricants1588
    @roylexlubricants1588 2 роки тому

    Sabu thik j bele bele sunya ku chhepa pakaile nija munhare pade

  • @bankanidhimishra943
    @bankanidhimishra943 2 роки тому

    Politics should be serve of people , after 74 years of freedom we remember tribal people, it will best for our country, but till now why our governance ignore tribal people, where as no road, no electricity, no drinking water.if our prime minister wants to progress tribal people,so it will best service for our country.

  • @arunbiswal96
    @arunbiswal96 2 роки тому +1

    Finer you are becoming in presentation and weave a topic to its pleasant finish.Now on wards please concentrate on state burning issues and issues pertaining to systemic flaws.Also intellectual idiocy how it goes mute and tolerates the intolerable.Thanks...

  • @satyamishra8896
    @satyamishra8896 2 роки тому

    No doubt it is astrategical master stoke of Modiji .He had already visualised the consequences of the opposition after this decision n successful to scattered the opposition which had the only agenda modi hatao before the 2024 election.
    Legendary leader modi confused the regional parties to go with upa or with nda.
    Really a tough politician.

  • @RashmiMoharana-ce6df
    @RashmiMoharana-ce6df 3 місяці тому

    Nabeen das Mane Mane pandit

  • @subashchandrapanda8520
    @subashchandrapanda8520 2 роки тому

    Sir,
    How many more years required to build a strong state ? Quarter century ? Half century ? Singapore became a strong nation within 20 years. Why Odisha is yet to achieve the status of a developed state ? Please analyse & make a video on the subject.
    Thanks.

  • @srikantarout1038
    @srikantarout1038 2 роки тому

    Kahinki bekaria katha kahu chhanti.2024 re dekhibe bjp odisha ru kete seat neba?

  • @mathsforcompetitiveandscho3189
    @mathsforcompetitiveandscho3189 2 роки тому

    Very Dangerous analysis...

  • @sudhansujena1959
    @sudhansujena1959 2 роки тому

    Kebala gote bhaya modi

  • @laxmidharapanda6086
    @laxmidharapanda6086 2 роки тому +2

    ମୋଦିଙ୍କର ଦ୍ରୌପଦୀ କାର୍ଡ ରାଜନୈତିକ ବିଚକ୍ଷଣାତାର ପରିଚୟ ! ମୋଦିଙ୍କ ନାଗୀନ ସ୍ୱରରେ ସବୁ ବିରୋଧି ତାଳ ଦେବାକୁ ବାଧ୍ୟ ହୋଇଗଲେ ! ଏପରିକି ପ୍ରଚାରସର୍ବସ୍ୱ ନବୀନବାବୁଙ୍କ ପ୍ରଚାର କାମ ଦେବାପରି ଲାଗୁନାହିଁ ଓ ଆଶା ରଖିଥିବା ଫାଇଦା ଗୋଟାଇବାରେ ଅସମର୍ଥ ସାବ୍ୟସ୍ତ ହୋଇଗଲେ !

  • @rohitsamal8538
    @rohitsamal8538 3 місяці тому

    bethik

  • @drpanda9462
    @drpanda9462 2 роки тому

    Kindly recall which one of your prediction comes true?Time will tell how much accurate your prediction.

  • @akshayakubiswal
    @akshayakubiswal 2 роки тому

    Vasan ba

  • @manoranjanmohanty8371
    @manoranjanmohanty8371 2 роки тому

    draupadi murmunku rastrapati karai murmunka political death karidiagalaki?

  • @bhagabanpal2
    @bhagabanpal2 2 роки тому

    ମୁଁ ଆଜ୍ଞା ଓଡିଶା ର ଏକୁଟିଆ ମନ୍ ମନ୍ ଚୋଦା। ନୁଖୁରା କଥାକୁ କେହି ଶୁଣୁ ନାହାନ୍ତି।ମୁଁ କିନ୍ତୁ ବୁକୁଛି। ଘରେ ମୋ ପୁଅର ମୃତ୍ୟୁ ମଦ ପିଇ କି ହେଲା। ତଥାପି ମୁଁ ନୁଖୁରା।

    • @nirakarsahoo7004
      @nirakarsahoo7004 2 роки тому

      ବନ୍ଧୁ,
      ଆପଣଙ୍କ ମତାମତ ଜଣେ ପାଗଳ ର ପ୍ରଳାପ ଭଳି ଲାଗୁଛି।

  • @simanchalaswain5809
    @simanchalaswain5809 2 роки тому

    Aangya!
    Bahaghare (Bara+Kanyaa) hele Sarbe Sarbaa,
    Kintu Procetion re Mada piye Maatal hoee Road Saaf Kare Kiye? Nimantrita Atithhi! Sate Jemiti Nija Pua ku Baaha karuchhanti, Semiti
    Aapana jahaa kahile Aethhi Sehaa,

  • @manoramaswain7046
    @manoramaswain7046 2 роки тому

    Jete jaha heuu ame veera Odia Nisha Modi modi chhendei debu matra para aintha khaibu.

  • @kalingaranjan2074
    @kalingaranjan2074 2 роки тому

    I respect your analysis but I wish a little bit authenticity ...i.e BJP the political party has revolutionized the way of advertising , spreading of agenda like no political party have ever able to do.
    As u said prachar...BJP have used the media channels as their puppets....so if BJD is trying to prachar their agendas then what's wrong with that.
    In the same way I can add it can be narrated as BJP'S plan to enter Odisha's Politics and also a masterstroke of BJP to have tribal votebank of India so it may be a votebank politics of BJP...
    Talking about prachar I wish to give an example
    It is like the western white media channels questioning why India purchase oil from Russia on the other hand our external affairs minister brilliantly responded that it is unfare if a country is trying to boost it's energy requirements where as Europe buying oil from Russia at the same time which is incomparable( Europe's One afternoon consumption of gas is equivalent to India's 1-2 months of total consumption). Then who is really sponsoring the war.. Europe and American hypocrisy is unknown to the world.. China is already in the queue.
    So Narrative can be mentioned in many ways So I mean to say in hindi there is a saying " ulta chor kotwal ko date " or " App karo to thik hum kare to galat"
    One more comparative example
    MF hussain did some nude paintings of our Hindu Idols then no defame to Hinduism no mentioned by the Islamic countries but when a hindu says something the Islam is defame and islamic countries started reacting ..so in this world all I can say we need to respect the ecosystem we need to be tolerant to each other God himself is such we human can't defame wether it is someone's paintings or someone's statements.
    Overall I appreciate the way of analysis and explanation in a true Odia spirit by the above gentleman Mr Navin Das.

  • @gopalkalo9656
    @gopalkalo9656 2 роки тому

    Very good analysis.

  • @jashwantkumarnaik9665
    @jashwantkumarnaik9665 2 роки тому +6

    ବିଶ୍ବ ଇତିହାସରେ ଭାରତର ଚଳିତବର୍ଷର ରାଷ୍ଟ୍ରପତି ନିର୍ବାଚନ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ ☝☝☝

  • @laxmansahoo9422
    @laxmansahoo9422 2 роки тому +8

    ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦରେ ବସିବା ଖୁସିକଥା।ମହାଶୟ , କହିବେକି ଆଉ କିଛଦିନ ପରେ ଆମର ସ୍ବପ୍ନ ସାକାର ହେବ।ବେକାରୀ, ଭୁକମାରି ଚାଲିଯିବା।ଘୃଣା,ଭିଡ଼ ହିଂସା ଦୂରେଇଯିବ।ଗଣତନ୍ତ୍ର ଉଚ୍ଚତର ସୋପାନକୁ ଯିବ l

    • @ashishkusahu8243
      @ashishkusahu8243 2 роки тому +1

      No,jetebele dropadi murmu mantri thile,setebele 15 Jana adabasi women ku hatya karagala setebele kene sui thile ????

    • @rismanadharua9165
      @rismanadharua9165 2 роки тому

      Are vai nabin Budha Jen Dina bjd sarkar Bahar heba sedina e sabu dukha dura heba

  • @jchoudhury274
    @jchoudhury274 2 роки тому +1

    SABU ra mula re MAMTA banarji. D I D I down

  • @basantakumarpatra8662
    @basantakumarpatra8662 2 роки тому

    Sir namaskar. Sikhyaka marudi govt school re. Ye bisaya re kichi kuhantu

  • @NabikushMahakul-es2lk
    @NabikushMahakul-es2lk 3 місяці тому

    Puo.natiro.sothik.vologunogudiku.dekhibadorokarothila.

  • @purnachndragajendradeo1901
    @purnachndragajendradeo1901 2 роки тому

    Naveen bhai Mahabharata ra Droupadi pratham nama jangyaseni ahi jenu name thara kharap najar padila yashvanth citpatang hoigale jenu byakti tini tini thara party parivartana kare ahiabastha CAA ku phereinevi yashvanth kahitile aha jihadi bangaladeshi ghushbeti votebank supporter aha heuchi dwitiya karana trutiya Dakusardar putra Tejaswi yadav murty boli kahila aha trutiya tenu yashvanth hariva karana aji odisha ra matru sakti ra bijaya hoichi au kgb Congress party adivashi boli jenu dsndura maruthila abe kgb Congress party mukta odisha gadhibu aha Sonia sena ku cetavani ( jai jagarnnath )