Prof. Dr. Dilip Kumar Panda
Prof. Dr. Dilip Kumar Panda
  • 101
  • 702 164

Відео

Ravenshaw Debate: A reflection of Intellectual Deficiency/କିଏ ମୂର୍ଖ.. ନେତା.. ମିଡ଼ିଆ ନା ଜନତା.? Part-1
Переглядів 10 тис.14 днів тому
Ravenshaw Debate: A reflection of Intellectual Deficiency/କିଏ ମୂର୍ଖ.. ନେତା.. ମିଡ଼ିଆ ନା ଜନତା.? Part-1
Before NDA...INDIA Alliance Will Shatter/ଇଣ୍ଡିଆ ମେଣ୍ଟ ପ୍ରଥମେ ଭାଙ୍ଗିବ
Переглядів 1,6 тис.14 днів тому
Before NDA...INDIA Alliance Will Shatter/ଇଣ୍ଡିଆ ମେଣ୍ଟ ପ୍ରଥମେ ଭାଙ୍ଗିବ
Protect Women from Abuse Or People will throw you out of power
Переглядів 1 тис.21 день тому
This channel discusses issues related to contemporary social, political, economic situations of the state as well as of the country. The aim is to discuss policy matters and their impact on the society and general masses. The activities undertaken by political parties and how people in general are connected with them make a vital basis of the functioning of democracy- constitute an important co...
ଆତଙ୍କିତ ଧରିତ୍ରୀ
Переглядів 6721 день тому
ଆତଙ୍କିତ ଧରିତ୍ରୀ
Beti Bachao Beti Padhao....Rajniti....Failed....Media.. Failed..Judiciary...Failed....
Переглядів 1,3 тис.28 днів тому
This channel discusses issues related to contemporary social, political, economic situations of the state as well as of the country. The aim is to discuss policy matters and their impact on the society and general masses. The activities undertaken by political parties and how people in general are connected with them make a vital basis of the functioning of democracy- constitute an important co...
Mamata Banerjee should resign on moral ground..@Kolkata Rape case
Переглядів 1,5 тис.Місяць тому
#KolkataRapecase#KolkataRapeandMurder#KolkataDoctorrapecase#kolkatadoctormurder
How Long This Barbarism Against the Women....@Kolkata Medical College..
Переглядів 133Місяць тому
How Long This Barbarism Against the Women....@Kolkata Medical College..
Crony Bureaucracy and Naveen-Pandian-Bobby (BJD) Government....
Переглядів 166Місяць тому
Crony Bureaucracy and Naveen-Pandian-Bobby (BJD) Government....
Wayward Politics, Media and Corruption ..
Переглядів 73Місяць тому
Wayward Politics, Media and Corruption ..
Revolt in Bangaladesh... Tremor In India..Sekh Hasina Left the Country...
Переглядів 162Місяць тому
Revolt in Bangaladesh... Tremor In India..Sekh Hasina Left the Country...
Supreme Court bats for Excluding Creamy Layers Among SC/STs from Reservation
Переглядів 323Місяць тому
This channel discusses issues related to contemporary social, political, economic situations of the state as well as of the country. The aim is to discuss policy matters and their impact on the society and general masses. The activities undertaken by political parties and how people in general are connected with them make a vital basis of the functioning of democracy- constitute an important co...
Collectors show their ignorance on Pandian's visit to their districts
Переглядів 151Місяць тому
This channel discusses issues related to contemporary social, political, economic situations of the state as well as of the country. The aim is to discuss policy matters and their impact on the society and general masses. The activities undertaken by political parties and how people in general are connected with them make a vital basis of the functioning of democracy- constitute an important co...
ପାଣ୍ଡିଆନ୍ ଅଦୃଶ୍ୟ ହୋଇ ଓଡ଼ିଶା ଗସ୍ତ କରୁଥିଲେ କି ଯେ ଜିଲ୍ଲାପାଳ ମାନେ ଜାଣି ପାରିଲେ ନାହିଁ....
Переглядів 1,7 тис.Місяць тому
ପାଣ୍ଡିଆନ୍ ଅଦୃଶ୍ୟ ହୋଇ ଓଡ଼ିଶା ଗସ୍ତ କରୁଥିଲେ କି ଯେ ଜିଲ୍ଲାପାଳ ମାନେ ଜାଣି ପାରିଲେ ନାହିଁ....
Budget 2024-25...Hopeful Or Desperate/ବଜେଟ.. କେତେ ରାଜନୀତି.... କେତେ ଅର୍ଥନୀତି... #Budget
Переглядів 2,1 тис.Місяць тому
Budget 2024-25...Hopeful Or Desperate/ବଜେଟ.. କେତେ ରାଜନୀତି.... କେତେ ଅର୍ଥନୀତି... #Budget
New Game Played by Nabin -Pandian/ନବୀନ -ପାଣ୍ଡିଆନ୍ ଙ୍କ ନୂଆଁ ରାଜନୈତିକ ଖେଳ
Переглядів 10 тис.Місяць тому
New Game Played by Nabin -Pandian/ନବୀନ -ପାଣ୍ଡିଆନ୍ ଙ୍କ ନୂଆଁ ରାଜନୈତିକ ଖେଳ
Modi within a fear psychosis... BJP in Crisis.. ଭୟର ଚକ୍ରବ୍ୟୁହରେ ସମ୍ରାଟ୍....
Переглядів 3,3 тис.2 місяці тому
Modi within a fear psychosis... BJP in Crisis.. ଭୟର ଚକ୍ରବ୍ୟୁହରେ ସମ୍ରାଟ୍....
Leaders of the poor attend Ambani's Marriage/ଗରିବ ଲୋକଙ୍କ ନେତାମାନେ ପହଞ୍ଚିଲେ ଆମ୍ବନୀଙ୍କ ବାହାଘରେ....
Переглядів 1,1 тис.2 місяці тому
Leaders of the poor attend Ambani's Marriage/ଗରିବ ଲୋକଙ୍କ ନେତାମାନେ ପହଞ୍ଚିଲେ ଆମ୍ବନୀଙ୍କ ବାହାଘରେ....
ସଂତୃପ୍ତ ଙ୍କ ମୁଖା ପିନ୍ଧି BJD ଓ ନବୀନଙ୍କୁ ଚଳେଇବେ ପାଣ୍ଡିଆନ୍ /Pandian #Santrupta #BJD
Переглядів 7752 місяці тому
ସଂତୃପ୍ତ ଙ୍କ ମୁଖା ପିନ୍ଧି BJD ଓ ନବୀନଙ୍କୁ ଚଳେଇବେ ପାଣ୍ଡିଆନ୍ /Pandian #Santrupta #BJD
ନବୀନ ପଟ୍ଟନାୟକ ବିରୋଧୀ ରାଜନୀତି କରି ପାରିବେ ନାହିଁ।
Переглядів 2,4 тис.2 місяці тому
ନବୀନ ପଟ୍ଟନାୟକ ବିରୋଧୀ ରାଜନୀତି କରି ପାରିବେ ନାହିଁ।
Confrontation in Parliament Diminishes the Values of Democracy
Переглядів 2812 місяці тому
Confrontation in Parliament Diminishes the Values of Democracy
Rahul crushed Modi in Loksabha / ରାହୁଲଙ୍କ ଆକ୍ରମଣରେ ମୋଦି -ଶାହା ଘାୟେଲ...
Переглядів 4642 місяці тому
Rahul crushed Modi in Loksabha / ରାହୁଲଙ୍କ ଆକ୍ରମଣରେ ମୋଦି -ଶାହା ଘାୟେଲ...
Great Gandhian Leader Could Not meet the Chief Minister...
Переглядів 2482 місяці тому
Great Gandhian Leader Could Not meet the Chief Minister...
Amidst a frontal War between Modi (NDA) and Rahul (INDIA)....How long the Govt. will survive......??
Переглядів 3052 місяці тому
Amidst a frontal War between Modi (NDA) and Rahul (INDIA)....How long the Govt. will survive......??
Bobby and Dharmendra within Political Riddle/ରାଜନୈତିକ ଚକ୍ରବ୍ୟୁହ ରେ ବବି ଓ ଧର୍ମେନ୍ଦ୍ର।
Переглядів 4822 місяці тому
Bobby and Dharmendra within Political Riddle/ରାଜନୈତିକ ଚକ୍ରବ୍ୟୁହ ରେ ବବି ଓ ଧର୍ମେନ୍ଦ୍ର।
Governor talks Politics - How Constitutional is it????
Переглядів 1,3 тис.2 місяці тому
Governor talks Politics - How Constitutional is it????
Should there be any Qualification to become an MP.....????
Переглядів 1572 місяці тому
Should there be any Qualification to become an MP.....????
How Long Pandian Narrative...How He Cleared the Way of Defeat of BJD... What Next..Will BJD Survive?
Переглядів 1,1 тис.3 місяці тому
How Long Pandian Narrative...How He Cleared the Way of Defeat of BJD... What Next..Will BJD Survive?
Will Nabin Babu be settled as Governor of a State....?/ନବୀନ ପଟ୍ଟନାୟକ କୌଣସି ରାଜ୍ୟର ରାଜ୍ୟପାଳ ହେବେ କି??
Переглядів 4,9 тис.3 місяці тому
Will Nabin Babu be settled as Governor of a State....?/ନବୀନ ପଟ୍ଟନାୟକ କୌଣସି ରାଜ୍ୟର ରାଜ୍ୟପାଳ ହେବେ କି??
Arrogance of power leads to defeat
Переглядів 1493 місяці тому
Arrogance of power leads to defeat

КОМЕНТАРІ

  • @dragongalaxygaming3453
    @dragongalaxygaming3453 2 дні тому

    Sir Namaste! You have rightly pointed out the deficiencies of our political leaders, electronics media and people in general in the context of Ravenshaw name change.The debate was uncalled for when so many issues on education ,health, poverty and migration are undebated.

    • @dilippanda8866
      @dilippanda8866 2 дні тому

      @@dragongalaxygaming3453 Namaste. Thanks for being one with my views.

  • @Umesh_Chandra_Panda
    @Umesh_Chandra_Panda 2 дні тому

    Sir Namaskar ...ekdam thik katha...jaari rakhantu sir...

  • @ghanashyamchuhan5439
    @ghanashyamchuhan5439 2 дні тому

    Bujhibar Shakti nahi blind dissision

  • @nrusinghabehera9461
    @nrusinghabehera9461 3 дні тому

    Sir. Abibeki. Chora. Paranari. Mansalovi. Viru. Kapurusata. Charitra. Manka. Agare. A. Alochana. Mulya. Kanna

    • @dilippanda8866
      @dilippanda8866 3 дні тому

      @@nrusinghabehera9461 ଠିକ୍ କଥା। କିନ୍ତୁ ସେମାନେ ବି ଜାଣନ୍ତୁ ଯେ ସଭିଏଁ ତାଙ୍କର ଅନ୍ଧାଭକ୍ତ ନୁହଁନ୍ତି।

  • @nrusinghabehera9461
    @nrusinghabehera9461 3 дні тому

    Aagami. Etihas. Hindu. Manaku. Prasab. Piasarilanni. Au. Kalma. Panni. Pibaku. Apekhhya. Rata

  • @pathysatyasaran8992
    @pathysatyasaran8992 5 днів тому

    Mahatab jane murkha o chatukara

  • @lalitpanigrahi4090
    @lalitpanigrahi4090 5 днів тому

    Pl see the debate of Dr Hrushikesh panda IAS(RTD)

  • @lalitpanigrahi4090
    @lalitpanigrahi4090 5 днів тому

    ଡଃ ହୃଷୀକେଶ ପଣ୍ଡାଙ୍କୁ ବିତର୍କ କୁ ଅଣାଯାଉ

    • @dilippanda8866
      @dilippanda8866 5 днів тому

      @@lalitpanigrahi4090 ତାଙ୍କର ବକ୍ତବ୍ୟ ମୁଁ ଏଯାଏଁ ଶୁଣିନି।

  • @upendranathgiri4336
    @upendranathgiri4336 5 днів тому

    ସାର , ଆପଣଂକର ବିସ୍ଲେଷଣ ବହୁତ ଉପାଦେୟ ଓ ଜ୍ଞାନବର୍ଧକ !!! ମନ୍ତ୍ରୀ ମହୋଦୟ ଯେଉଁ ବିତର୍କ ବିଷୟରେ ଆହ୍ୱାନ ଦେଇଛନ୍ତି , ଜଣାପଡୁଛି ଓଡ଼ିଶାରେ ସତେଯେମିତି ଆଉ କିଛି କାମନାହିଁ !!! ବିତର୍କର କିଛି ଆବଶ୍ୟକତା ପଡନ୍ତା ନାହିଁ ଯଦି ବିଖ୍ୟାତ ଶିକ୍ଷାମନ୍ତ୍ରୀ ରେଭେନ୍ଶା ଠାରୁ ଆହୁରି ଅଧିକ ବିଶ୍ୱସ୍ତରୀଅ ଏକ ନୂଆ ଶିକ୍ଷାନୁଷ୍ଠାନ ତିଆରି କରି ଓଡ଼ିଆ ଅସ୍ମିତା ଅନୁସାରେ ନାମାଙ୍କନ କରନ୍ତେ !!!

    • @dilippanda8866
      @dilippanda8866 5 днів тому

      @@upendranathgiri4336 ମୁଁ ସହମତ। ଧନ୍ୟବାଦ୍

  • @Jagannath-oc9ht
    @Jagannath-oc9ht 6 днів тому

    ଆପଣ ଯାହା ସବୁ କହୁଛନ୍ତି, ଅନେକ ଶୁଣିଲିଣି। ଗୋଟିଏ କଥା ହେଲା ସେତେବେଳ ର ଓଡିଶା ଚାରୋଟି ଜିଲ୍ଲାରେ ରେ ସିମିତ ଥିଲା । ବର୍ତ୍ତମାନ ର ଓଡିଶା ତିରିଶି ଟି ଜିଲ୍ଲାର ଓଡିଶା ।ଆପଣ ଜେତେ କହୁଛନ୍ତି ସେହି ତିନୋଟି ଜିଲ୍ଲାର କଥା କିନ୍ତୁ ସେହି ସବୁ ଆଜିର ସବୁ ପାଇଁ ବାଧ୍ୟ କରି ଲିଦିଦେଲାଭଳି ଶୁଣାଯାଉଛି ।ଆଜିର ଓଡିଶା ରେ ଗଜପତି ଜିଲ୍ଲା ଆସୁଛି । ପାରଳାଖେମୁଣ୍ଡି ମହାରାଜା ଶ୍ରୀ ଶ୍ରୀ ଶ୍ରୀ କ୍ରୁଷ୍ଟନ ଚନ୍ଦ୍ରର ଗଜପତି ନାରାୟଣ ଦେଓ, ତାଙ୍କ ନାମରେ M.R.B.HIGH SCHOOL, S.K.C.G.COLLEGE , ପାରଳାଖେମୁଣ୍ଡି ଏବଂ M.K.C.G.MEDICAL COLLEGE BERHAMPUR ଅଛି ସହି ଅନୁଷ୍ଠାନ ଗୁଡିକର ନାମ ପରିର୍ବତ୍ତନ ହେଲେ ସେଠାରେ ପଠନ କରିଥିବା, ପଡିଥିବା ଏବଂ ସେହି ଅନୁଷ୍ଠାନ ସହ ଜଡିତଥିବା ବ୍ୟକ୍ତି ବିଶେଷଙ୍କୁ ଯେତେ ବାଧିବ ରେଭେନ୍ସା ନାମ ପରିବର୍ତ୍ତନ ହେଲେ ସେଇଠି ପଡିଥିବା,ପଢୁଥିବା ଏବଂ ସଂଶ୍ଲିଷ୍ଟ ଥିବା ବ୍ୟକ୍ତିମାନଙ୍କ ସେଭଳି ବାଧିବ ନାହିଁ । କାରଣ ମହାରାଜା ଠାରେ କୌଣସି କଳଙ୍କ ନାହିଁ, ରେଭେନ୍ସା ଙ୍କ ଠାରେ କଳଙ୍କ ଅଛି ।ତେଣୁ କିଛି ମଧ୍ୟ କଳଙ୍କ ଥିବା ନାମ ପରିବର୍ତ୍ତନ କଲେ କଣ ସ୍ବର୍ଗରୁ ଛି ପଡୁଛି । ମୁଁ କହିବି ରେଭେନ୍ସା ନାମ ପରିବର୍ତ୍ତନ ହେଉ। ଆମ ଓଡିଶା ରେ କଟକରେ ଜନ୍ମଗ୍ରହଣ କରିଥିବା ଏକ ବିଚକ୍ଷଣ ବ୍ୟକ୍ତି ବିଶେଷ ସ୍ବର୍ଗତ ସୁଭାଶଚନ୍ଦ୍ର ବୋଷଙ୍କ ନାମରେ ନାମିତ ହେଉ।

    • @dilippanda8866
      @dilippanda8866 6 днів тому

      @@Jagannath-oc9ht ଆପଣଂକ ମତ ସହ ମୁଁ ସହମତ ନ ହେଲେ ବି ସମ୍ମାନ ଜଣାଉଛି। ଧନ୍ୟବାଦ୍।

  • @gpdas1945
    @gpdas1945 6 днів тому

    ଉତ୍ତମ ବକ୍ତବ୍ୟ

  • @surendranaik8831
    @surendranaik8831 6 днів тому

    ସୁନ୍ଦର ଚିତ୍ରଣ ସାର୍, ଅନେକ ସମସ୍ୟା ଅଛି ଶିକ୍ଷା ମନ୍ତ୍ରୀ ଙ୍କ ଏହି ସମସ୍ୟା ଉପସ୍ଥାପନ କରିବା ଦୁଃଖର ବିଷୟ

    • @dilippanda8866
      @dilippanda8866 6 днів тому

      @@surendranaik8831 ଧନ୍ୟବାଦ୍

  • @sushantadas2518
    @sushantadas2518 6 днів тому

    Sir, aapananka eyi bitarka ti khub badhiya lagila. Very logical thinking. Ravenshaw name change is impossible.

    • @dilippanda8866
      @dilippanda8866 6 днів тому

      @@sushantadas2518 ଆନ୍ତରିକ ଧନ୍ୟବାଦ୍

  • @pramodmallick1563
    @pramodmallick1563 7 днів тому

    Janata

  • @ranjansd9835
    @ranjansd9835 7 днів тому

    ଆପଣଙ୍କ କଥା ଠିକ, ଯଦି ଓଡ଼ିଆ ଅସ୍ମିତା କହୁଛନ୍ତି 👍👍👍ଭଲ, କିନ୍ତୁ English ସ୍କୁଲରେ ଅସ୍ମିତା ରହିବ ନାହିଁ, English ଅଟେଇ ଦେହ, କରିପାରିବେ.??? ମୋର ପ୍ରଶ୍ନ 😂😂😂

    • @dilippanda8866
      @dilippanda8866 7 днів тому

      @@ranjansd9835 ବୁଝି ପାରିଲି ନାହିଁ

    • @ranjansd9835
      @ranjansd9835 6 днів тому

      @@dilippanda8866 sir ଆପଣଙ୍କ କଥା ଠିକ ଧନ୍ୟବାଦ,ରେବେନଶାବ କହିବା ପୃର୍ବରୁ ଯୋ ମାନେ ରକିଥିଲେ ସେମାନେ ନିର୍ବୁଥି ଥିଲେ କି, ଯଦି ଆମେ କହିବା ଇଂରାଜିଙ୍କ ନାମ ରଖିବାନି ତାହାହେଲେ English ଭାଷା ନ କହିବା ଏବଂ English ଆଉ ସ୍କୁଲ ନ ପଡାଯାଉ ସେଟା ବି ଇରାଜି ଶାସନ ଥିଲା ମୁଁ କହିବାଟା ଆମେ ଓଡିଶା ଲୁକ ସମାନ ଦେବା ପ୍ରେମରେ ରହିବାଟା ଭଲ, ରେବେନଶାବ ରକିଛନ୍ତି ଥାଉ, ଆଗ ସ୍କୁଲ ପିଲାମାନେ କେମିତି ଭଲରେ ପଡିବେ ସେଟା ସିନ୍ତା କର

    • @dilippanda8866
      @dilippanda8866 6 днів тому

      @@ranjansd9835 ଏବେ ବୁଝିଲି। ଆନ୍ତରିକ ଧନ୍ୟବାଦ୍

  • @sidheswarsahoo4465
    @sidheswarsahoo4465 7 днів тому

    You are right

  • @purnachandramanna1417
    @purnachandramanna1417 7 днів тому

    Having not knowledge about history.

    • @dilippanda8866
      @dilippanda8866 7 днів тому

      @@purnachandramanna1417 About whom have you written this...??

  • @torasionayak4637
    @torasionayak4637 7 днів тому

    Thank you for your right stàte ment we don't want to change the name of Raven Shaw University

  • @sadasivasahu8011
    @sadasivasahu8011 7 днів тому

    Media au janata ganda murkha

  • @kapilcharanmohanty9673
    @kapilcharanmohanty9673 7 днів тому

    Bitarka Kariba hi murkhami ,jaha achhi taha thau ,ete barsa helani bibhinna Naa sabu achhi ,badaleidele kn Guna badalijiba ,place , building ba lokara

  • @TapanMohanty-j8x
    @TapanMohanty-j8x 7 днів тому

    Can Indonesia withdraw Bhumiputra award from Biju Patnaik, because he is a foreigner to Indonesia

    • @dilippanda8866
      @dilippanda8866 7 днів тому

      @@TapanMohanty-j8x Appropriate question.... Thanks

    • @dilippanda8866
      @dilippanda8866 7 днів тому

      @@TapanMohanty-j8x Appropriate question.... Thanks

  • @nrusinghcharanpalei8938
    @nrusinghcharanpalei8938 7 днів тому

    Sir pradhanji ku kuhantu agrara tajamahal ra na badalei bjp neta ba netri nka namare karantu .

    • @dilippanda8866
      @dilippanda8866 7 днів тому

      @@nrusinghcharanpalei8938 You are correct

  • @nrusinghcharanpalei8938
    @nrusinghcharanpalei8938 7 днів тому

    Ama rayara news chanla mane ajatha o mulyahina kathare besi charcha karanti .asala o stya kathaku bhulijanti o choriku ghodanti .kehihele jane pacharu nahanti rayara education pain kana karicha as education minister of bharat o jane odia ?

    • @dilippanda8866
      @dilippanda8866 7 днів тому

      @@nrusinghcharanpalei8938 I agree with you

  • @MahendraSingh-i9b4e
    @MahendraSingh-i9b4e 8 днів тому

    Dharmender pradhan Munda kama karuni taku ambapua patha jau

    • @dilippanda8866
      @dilippanda8866 8 днів тому

      @@MahendraSingh-i9b4e ନେତା ମାନେ ଯୁକ୍ତିଯୁକ୍ତ ମନ୍ତବ୍ୟ ଦେବା ଉଚିତ୍।

  • @bireswarsaran3528
    @bireswarsaran3528 8 днів тому

    ସୁନ୍ଦର ଉପସ୍ଥାପନା

    • @dilippanda8866
      @dilippanda8866 8 днів тому

      @@bireswarsaran3528 ଧନ୍ୟବାଦ୍

  • @ଗୀତିକବିତାକାର୍ତ୍ତିକଚନ୍ଦ୍ରରାଉଳ

    ଆପଣଙ୍କ ଆଲୋଚ୍ୟ ବିଷୟ ଖୁବ ସୁନ୍ଦର,କିନ୍ତୁ ଏ ବିତର୍କ ଯୋଗୁ ଅନେକ ଦୟ ଦାୟିତ୍ଵ ନିଜ କାନ୍ଧରୁ ଖସାଇ ଦେବାକୁ ଚାହୁଁଛନ୍ତି ବିଜେପି ନେତାମାନେ ଖସାଇ ଦେବାର ଏକ ମାଧ୍ୟମ ଆଜିର ବି ଯେ p I

    • @dilippanda8866
      @dilippanda8866 8 днів тому

      @@ଗୀତିକବିତାକାର୍ତ୍ତିକଚନ୍ଦ୍ରରାଉଳ ମୁଁ ଆପଣଂକ ସହ ସହମତ। ଧନ୍ୟବାଦ୍

  • @prafullakumarpradhan8129
    @prafullakumarpradhan8129 8 днів тому

    ରାଜ୍ୟ ସମସ୍ୟା ରହିବ, ସମସ୍ୟା କୁ ବି ଆହ୍ୱାନ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଯେହେତୁ ଜ୍ଞାନୀ ମାନି ଅଭାବ ନାହିଁ l ଏଗୁରାକ କିଛି କାମ ନହିଁ ଫମ୍ପା ତର୍କ ଆଗଭର l

  • @NirupomaMohanty
    @NirupomaMohanty 8 днів тому

    Very good sir, it is a lesson to sri Dharmendra Pradhan

  • @swatimohanty6250
    @swatimohanty6250 8 днів тому

    We need better qualified MP as Education Minister.

  • @trishuvlogs55
    @trishuvlogs55 8 днів тому

    Apana nutral ta?

    • @dilippanda8866
      @dilippanda8866 8 днів тому

      @@trishuvlogs55 100%

    • @dilippanda8866
      @dilippanda8866 8 днів тому

      @@trishuvlogs55 ମୁଁ ନା କେବେ ରେଭେନ୍ସା ରେ ପାଠ ପଢ଼ିଛି ନା ମୋ ଅଧ୍ୟାପନା ସମୟରେ କେବେ ସେଇଠି posted ହୋଇଛି। ସେଥିପାଇଁ ମୁଁ ଯାହା ବି କହୁଛି ନିରପେକ୍ଷ ଭାବେ ଏକ ନାଗରିକ ର ଭୂମିକା ନିଭାଉଛି। ଧନ୍ୟବାଦ୍

  • @ranjanpati1272
    @ranjanpati1272 8 днів тому

    Prof Dr Dilip Panda spoke the truth boldly. From the very beginning I am of the opinion that the name of "Ravenshaw University" should not be changed.

    • @dilippanda8866
      @dilippanda8866 8 днів тому

      @@ranjanpati1272 Thanks for being one with my views.

  • @MuralidharPradhan-wp5ho
    @MuralidharPradhan-wp5ho 8 днів тому

    Pagal te achhi bideshi ku ashraya deuchhu

  • @rayadvocate7711
    @rayadvocate7711 8 днів тому

    These people had demanded a Koshala state. They have become a burden on Odisha. Take your separate state and let Odisha live peacefully

  • @rayadvocate7711
    @rayadvocate7711 8 днів тому

    Bhatruhari Mahtab has become a begging bowl in the hands of Dharmendra Pradhan. He want to please his political bass where he has joined recently. No other alternative.

  • @rayadvocate7711
    @rayadvocate7711 8 днів тому

    Dharmendra Pradhan is an outsider to Cuttack. He want to destroy the heritage of Cuttack. Oppose him

    • @pradeepkumarpanda7626
      @pradeepkumarpanda7626 7 днів тому

      He is an Indian. He cannot tolerate the name of an institution in India named after a killer of 1 million people.

  • @gurucharanmohapatra4508
    @gurucharanmohapatra4508 8 днів тому

    Sir, Your Mohan Majhi kaan Oriya Kahi paruchhi? English, Hindi Kahi paruchhi. Appan mane kete jaan emitia Oriya Asmita Katha Kahi tautoria nku jeeteile. Ebe nirbachan hele kaan heba apan janichhanti. Kebal dakhina Odissa re e bhali aalochana kaari BJP Ku jiteile. Sir, Nabeen is Nabeen s Great 😃👍 , leader , an honest and world class leader

  • @gurucharanmohapatra4508
    @gurucharanmohapatra4508 8 днів тому

    Sir please Bhartahari is a no 1 tautor,a big opportunist. Pls don't elaborate... You are perhaps wrong and no body Shall accept your video.

  • @gurucharanmohapatra4508
    @gurucharanmohapatra4508 8 днів тому

    Very nice presentation. Thank you Very much for your beautiful presentation 💝😊

  • @bharatchandrasahoo1583
    @bharatchandrasahoo1583 9 днів тому

    Sir Namaste. You have deep knowledge in history. Your proposal for debate among learned person is admirable. But in current generation is much shortage of such people. Only third class politicians & media are available plentiful. Still I hope for best from RAVNSHAW HERITAGE FORUM.

    • @dilippanda8866
      @dilippanda8866 9 днів тому

      @@bharatchandrasahoo1583 Namaste. I agree with your version. Thanks

    • @pradeepkumarpanda7626
      @pradeepkumarpanda7626 7 днів тому

      Ravenshaw Heritage Forum is hailing for Ravenshaw name disregarding facts against T E Ravenshaw. They cannot be called intellectuals as they have prejudice

  • @bapujiPK
    @bapujiPK 9 днів тому

    Salute

  • @Pratyush_jena
    @Pratyush_jena 9 днів тому

    Bhartuhari Babu Odisha pain your contribution?

  • @Pratyush_jena
    @Pratyush_jena 9 днів тому

    Cuttack re rahichi MAHATABH. ROAD

  • @Pratyush_jena
    @Pratyush_jena 9 днів тому

    No sir Ravenshaw Sir is Bhartuhari babu nka bopa

  • @kushapanigrahi9352
    @kushapanigrahi9352 9 днів тому

    Mahasaya keun third jibe netaa, midia na janataa

  • @ceekay9911
    @ceekay9911 9 днів тому

    ଭୃତୁହରି କେବଳ କେନ୍ଦ୍ରମନ୍ତ୍ରୀ ଙ୍କୁ ଅନ୍ଧ ପରି ସମର୍ଥନ କରୁଛନ୍ତି।

  • @BirajKumarRath
    @BirajKumarRath 9 днів тому

    ଓଡିଶା ସ୍ବାଧୀନତା ଦିବସ ପାଳନ ଅବସରରେ, ରେଭେନ୍ସା ଗାନ୍ଧୀ ଙ୍କ ଜୟ ଜୟ ଧ୍ୱନି ଜରୁରୀ?

  • @sanjuktamohanty9668
    @sanjuktamohanty9668 9 днів тому

    Sir namaste 🙏 ♥️. I don't find words to express my feelings regarding your presentation. You are unique and having moral values.

    • @dilippanda8866
      @dilippanda8866 9 днів тому

      @@sanjuktamohanty9668 Namaste.Lot of thanks for your compliment.

  • @GOVINDCHANDRABEHERA-b5n
    @GOVINDCHANDRABEHERA-b5n 9 днів тому

    ସାର୍ ଏହି ଚର୍ଚ୍ଚା ରେ ଆପଣ ନିଜର ମତ ପ୍ରଦାନ କଲେ ଧନ୍ଯବାଦ। କିନ୍ତୁ କେନ୍ଦ୍ର ଶିକ୍ଷା ମଂତ୍ରୀ କୁଂ ଏଥି ପାଇଁ ଦୋଷ ଦେଇ ହେବନି। ସେ ଏ ପ୍ରସଂଗରେ ଓଡିଶା ଲୋକ କଂ ମତାମତ ଲୋଡିଛଂତି। ସେ ତାକଂର ମତ କୁ କାହା ଉପରେ ଲଦି ଦେଇ ନାହାଁନ୍ତି।

  • @drbasantkumardash4641
    @drbasantkumardash4641 9 днів тому

    Sir Namaskar I don't have any words to praise your today's presentation.

    • @dilippanda8866
      @dilippanda8866 9 днів тому

      @@drbasantkumardash4641 Namaskar। ଆନ୍ତରିକ ଧନ୍ୟବାଦ୍

  • @BirajKumarRath
    @BirajKumarRath 9 днів тому

    ରେଭେନ୍ସା ଗାନ୍ଧୀ? ନାଥୁରାମ......? ସ୍ବାଧୀନତା ତେଲ ମାଲିଶ୍ ବକ୍ସିସ୍? ସାହେବ ଶାସନ ସୁନ୍ଦର? ସ୍ବାଧୀନତା ନାଟକ କ'ଣ ପାଇଁ? ସାହେବ ପ୍ରେମ? ରକ୍ତ ରଞ୍ଚିତ ଈରମ ମାଆ ଓ ଅମର ସହିଦ ବୀର ସ୍ବାଧୀନତା ସଂଗ୍ରାମୀଙ୍କୁ ଅସମ୍ମାନ ପ୍ରଦର୍ଶନ ବା ଅନ୍ତ ଘାତକ ଷଡ଼ଯନ୍ତ୍ର? ଇଂରେଜ ୪୦ ଟ୍ରୀଲିଅନ୍ ଲୁଣ୍ଠନ କାରୀ? ଇଂରେଜ ଇଲଣ୍ଡ ରୁ କେତେ ଟଙ୍କା ଆଣି ବାଣ୍ଟିଲେ? ଇଂରେଜ, ମୋଗଲ ହତ୍ୟା ଓ ଲୁଣ୍ଠନ କାରୀ? କଳିଙ୍ଗ ବୀର ବରପୁତ୍ର ବାଇ ମୁଣ୍ଡି ଙ୍କ ଆଶ୍ରୀବାଦ ବା ଉପହାର ୧୦୪୫ ବର୍ଷର କଟକ ନଗର ଧବଳ ଟଗର ବିଶ୍ବର ପ୍ରଥମ ନଗର କଟକ। କଲିକତା, ଦିଲ୍ଲୀ, ଆମେରିକା ଇଂଲଣ୍ଡ ଭୂମିଷ୍ଠ ବହୃ ପୂର୍ବରୁ ପ୍ରାଚୀନ କାଳରୁ କଟକ ନଗର ର ଜନ୍ମ ଜାତକ? କଟକ ବିଦ୍ୟାଳୟ ର ନାମ ପରିବର୍ତ୍ତନ କରି ରେଭେନ୍ସା ମହାବିଦ୍ୟାଳୟ ସଠିକ ସିଦ୍ଧାନ୍ତ କି? ଆମେ ଇଂରାଜୀ ଭାଷା ଶିକ୍ଷା ଗ୍ରହଣ କରିବା ର ଉଦ୍ଧେଶ୍ୟ ପରାଧୀନ ବା ଠକାମୀ ର ଶୀକାର ରୁ ରକ୍ଷା ପାଇବା। ଇଂରେଜ ମୋଗଲ ଙ୍କ ପ୍ରତିନିଧିତ୍ଵ ନୁହେଁ ? ଆମ ରାଜ୍ୟ ର ବଛା ବଛା ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ କଟକ ବିଦ୍ୟାଳୟ ବା ରେଭେନ୍ସା ମହାବିଦ୍ୟାଳୟ। ଛାତ୍ର ଓ ଛାତ୍ରୀ ମାନଙ୍କର କଠିନ ଅଧ୍ୟବସାୟ ବା ତପସ୍ୟା ସଫଳତାର ପରିଚୟ। ସାହେବ ଙ୍କ ଦୟା? ଆମ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ ରେଭେନ୍ସା ମହାବିଦ୍ୟାଳୟ ନାହିଁ, ଶିକ୍ଷା ଗ୍ରହଣ ଅନଗ୍ରସର କି? ରାଜନୈତିକ ବୟାନ ବାଜି ଚତୁରକ ଆଇଡୋଲୋଜୀ ସଵୁ ସମୟରେ ସାଥ୍ ଦେଇ ନ ଥାଏ? ଚୋରା ଘରେ ସବୁ ସମୟରେ ଅନ୍ଧାକାନୁନ ରହେନା, ଆଲୋକ ଆପେ ଆପେ ଆସି ଯାଏ ଏହା ବିଧି ନିର୍ଦ୍ଧିଷ୍ଟ।