BJD Supremo Naveen Patnaik releases party's Election Manifesto for Odisha || Kalinga TV

Поділитися
Вставка
  • Опубліковано 11 лис 2024

КОМЕНТАРІ • 222

  • @amitmuduli3735
    @amitmuduli3735 6 місяців тому +1

    Jay jagannath ❤

  • @BadalLenka-nt1hk
    @BadalLenka-nt1hk 6 місяців тому +3

    Feeling so inspired and positive after this video, thanks!
    ○Listening to this song for the last four months and still haven’t stopped.😊😊😊

  • @sanjaygiri2244
    @sanjaygiri2244 6 місяців тому +11

    ( ଜୟ ବିଜେଡ଼ି. ଜୟ ଶଙ୍ଖ. ଜୟ ନବୀନ ( ଜୟ ବିଜେଡ଼ି. ଜୟ ଶଙ୍ଖ. ଜୟ ନବୀନ ( ଜୟ ବିଜେଡ଼ି. ଜୟ ଶଙ୍ଖ. ଜୟ ନବୀନ )

  • @Rider-n1m
    @Rider-n1m 6 місяців тому +16

    ବନ୍ଦେ ଉତ୍କଳ ଜନନୀ ❤ jay ଓଡ଼ିଶା,ଜୟ ଜଗନ୍ନାଥ ,ଜୟ BJD

    • @Being-Odia-Being-Proud
      @Being-Odia-Being-Proud 6 місяців тому

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

    • @Being-Odia-Being-Proud
      @Being-Odia-Being-Proud 6 місяців тому

      ଗେଣ୍ଡାଦଳିଆ - ପାଣ୍ଡ କୁ ତୁମର ଘର ମାଲିକ କର । କଳା କଳା ତାମିଲ ଛୁଆ ବାହାରିବେ ! ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!! ଦଲାଲ

  • @somnathroutia7052
    @somnathroutia7052 6 місяців тому +7

    ଆଜି ଓଡିଶାବାସୀ ଗର୍ବ ଅନୁଭବ କରୁଛି ଯେ ଏଭଳି ରୂପାନ୍ତରଣ ପୂର୍ବରୁ ହୋଇନଥିଲା ,କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପାଇଁ ଏହି ସବୁ ବିକାଶ ମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି।

    • @Being-Odia-Being-Proud
      @Being-Odia-Being-Proud 6 місяців тому +1

      ଗେଣ୍ଡାଦଳିଆ - ପାଣ୍ଡ କୁ ତୁମର ଘର ମାଲିକ କର । କଳା କଳା ତାମିଲ ଛୁଆ ବାହାରିବେ ! ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!! ଦଲାଲ

  • @rajkumartriya7470
    @rajkumartriya7470 6 місяців тому +12

    Congratulations

  • @Sunilkumarsamal456
    @Sunilkumarsamal456 6 місяців тому +5

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡିଶା ବାସୀ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଦେଶ ର ଏକ ଉନ୍ନତ ରାଜ୍ୟ ରେ ପରିଣତ ହୋଇଛି!

  • @jogendrabehera6553
    @jogendrabehera6553 6 місяців тому +2

    Jay Jagannath 🙏🙏🙏

  • @sadiyaprincess8171
    @sadiyaprincess8171 6 місяців тому +1

    Nabin pattnaik zinda baad

  • @dibyadas8144
    @dibyadas8144 6 місяців тому

    ନବୀନଙ୍କ ପାଇଁ ଓଡିଶା ଆଜି ସ୍ୱତନ୍ତ୍ରତା ହାସଲ କରିଛି..

  • @BadalLenka-nt1hk
    @BadalLenka-nt1hk 6 місяців тому +1

    ନିର୍ବାଚନ ପାଖେଇ ଆସିଲେ ବିଜେପି ଦଳ ଭୋଟ ହାତେଇବା ପାଇଁ ଲୋକଙ୍କୁ ମିଛ ଗ୍ୟାରେଣ୍ଟି ଦିଏ | ବିଜେଡି ଯାହା କୁହେ ତାହା କରି ଦେଖାଇ ।ଥାଏ!ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡ଼ିଶା ପ୍ରଗତି ର ଶିଖର ଛୁଇଁ ପାରିଛି ଆଗକୁ ମଧ୍ୟ ତାହା ଜାରି ରହିବ।

  • @pravatakumarpradhan5940
    @pravatakumarpradhan5940 6 місяців тому +1

    Jay Jagannath

  • @Sunilkumarsamal456
    @Sunilkumarsamal456 6 місяців тому

    ମହାପ୍ରଭୁ ଙ୍କ କୃପା ଏବଂ ଓଡିଶା ବାସୀଙ୍କ ଆର୍ଶିବାଦ ପାଇ
    ରାଜ୍ୟରେ ଷଷ୍ଠ ଥର ପାଇଁ ବିଜୁ ଜନତା ଦଳ ନିର୍ବାଚନ ରେ ବିଜୟୀ ହେବ।

  • @gkalidas1894
    @gkalidas1894 6 місяців тому

    25 ବର୍ଷ ରେ ରାସନ କାର୍ଡ ନାହିଁ ଗୋଟିଏ outo ଵାଲା ର ବିକାଶ କେବେ ହବ. ଦୁବାଇ ବାଲି ଜାଗାରେ 25 ବର୍ଷ ରେ ବିକାଶ ଦେଖିବ ଯାଅ
    ଆଗକୁ ଆଉ କିଛି କହିବିନି ଆତ୍ମା କାନ୍ଦୁଚି

  • @pareshghadaighadai4421
    @pareshghadaighadai4421 6 місяців тому +9

    ଜୟ ଜୟ ଵିଜେଡି ଵିଜେଡି ଜୟ ❤️ଜୟ ନଵିନୀ ଜୟ 🙏❤️❤️❤️❤️❤️👍👍

    • @Being-Odia-Being-Proud
      @Being-Odia-Being-Proud 6 місяців тому +1

      ଗେଣ୍ଡାଦଳିଆ - ପାଣ୍ଡ କୁ ତୁମର ଘର ମାଲିକ କର । କଳା କଳା ତାମିଲ ଛୁଆ ବାହାରିବେ ! ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!! ଦଲାଲ

    • @Being-Odia-Being-Proud
      @Being-Odia-Being-Proud 6 місяців тому +1

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @dibyadas8144
    @dibyadas8144 6 місяців тому

    ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର ପୁରୋଧା ସାଜିଛନ୍ତି ନବୀନ

  • @dibyadas8144
    @dibyadas8144 6 місяців тому

    ସ୍ୱାସ୍ଥ୍ୟ ସେବା ଜରିଆରେ ସୁପର ସ୍ପେଶାଲିଟି ସୁବିଧା ଯୋଗାଇ ଦେଇଛନ୍ତି ନବୀନବାବୁ।।।

  • @somnathroutia7052
    @somnathroutia7052 6 місяців тому

    BJD ସରକାର ଆସିଲେ ଓଡ଼ିଶା ବାସୀଙ୍କ ପାଇଁ ସବୁବେଳେ ସୁବିଧା ପାଇବେ l

  • @kadambinibhoikadambinibhoi5254
    @kadambinibhoikadambinibhoi5254 6 місяців тому +6

    Only one number 1 cm Naveen Patnaik

    • @Being-Odia-Being-Proud
      @Being-Odia-Being-Proud 6 місяців тому

      ଗେଣ୍ଡାଦଳିଆ - ପାଣ୍ଡ କୁ ତୁମର ଘର ମାଲିକ କର । କଳା କଳା ତାମିଲ ଛୁଆ ବାହାରିବେ ! ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!! ଦଲାଲ

  • @jyotsnaranipanda2613
    @jyotsnaranipanda2613 6 місяців тому

    ଜୟ ନବୀନ, ଜୟ ଓଡିଶା

  • @pranayakumarbhol9003
    @pranayakumarbhol9003 6 місяців тому +1

    Jay jagannath 🙏

  • @dibyadas8144
    @dibyadas8144 6 місяців тому

    ଓଡ଼ିଆଙ୍କ ହୃଦୟର ନେତା ସମସ୍ତ ଓଡିଶାବାସୀ ଙ୍କ ଅତିପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ

  • @subhasripanigrahi9576
    @subhasripanigrahi9576 6 місяців тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିପାରିଛି, ସତରେ ମାନ୍ୟବର ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପାଇ ସମଗ୍ର ରାଜ୍ୟବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

  • @Dr.LMT06
    @Dr.LMT06 6 місяців тому

    ଏହା ନବୀନ ବାବୁ ଙ୍କ speech ର ଗତି ନୁହଁ....ଓଡ଼ିଶା ର ଭବିଶ୍ୱତ ର ଗତି....#ପ୍ରତେକ ଭୋଟ ଅମୂଲ୍ୟ...

  • @Sunilkumarsamal456
    @Sunilkumarsamal456 6 місяців тому +3

    ଵିପର୍ଯୟ ଠୁ ଆରମ୍ଭ କରି ରାସ୍ତା ଘାଟ , ପାନିଅ ଜଳ, ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ ସେବା, ଭୁବନେଶ୍ୱରରେ ମେଟ୍ରୋ ସେବା, ସୁପର ସ୍ପେସିଆଲ ହସ୍ପିଟାଲ ଓ ଅନ୍ୟାନ୍ୟ ସବୁ କ୍ଷେତ୍ର ରେ ଓଡିଶା ଆଜି ଆଗକୁ ଆଗକୁ ବଢି ଚାଲିଛି ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇଛି l

  • @NarayanNayak-wf8cg
    @NarayanNayak-wf8cg 6 місяців тому +2

    ରାଜନୀତି ରେ ବୟସ ସୀମା ରହିବା ନିହାତି ଜରୁରୀ,

  • @sarojinimallick4099
    @sarojinimallick4099 6 місяців тому +1

    Jeun mane BJD ku gali karuthile semananka muhan ebe bond heigala 😅jai BJD jai Naveen odisha ❤❤❤

  • @subhasripanigrahi9576
    @subhasripanigrahi9576 6 місяців тому

    ବିଜେପି ହାରିବ ଜାଣିଲା ପରେ ଅନ୍ୟାୟ ଓ ଅନିତି ଉପାୟରେ ଜିତିବା ପାଇଁ ଚେଷ୍ଟା କରୁଛି ରାଜ୍ୟ ବିଜେପି ଏଥିରେ କିଛି ସୁଫଳ ମିଳିବ ନାହିଁ l

  • @subhasripanigrahi9576
    @subhasripanigrahi9576 6 місяців тому

    5t ଅଧକ୍ଷ ଭିକେ ପାଣ୍ଡିଆନ ଙ୍କ ପ୍ରଚାର ଓ ପ୍ରସାର କରିବାର ଶୈଳୀ ଲୋକମାନଙ୍କୁ ବହୁତ ଅନୁପ୍ରାଣିତ କରୁଛି l

  • @somnathroutia7052
    @somnathroutia7052 6 місяців тому

    BJD ସରକାର ସବୁଠାରୁ ଲୋକପ୍ରିୟ ଅଟେ ସେଥି ପାଇଁ ସବୁବେଳେ ଓଡ଼ିଶା ବାସୀଙ୍କୁ ସବୁଠାରୁ ଲୋକପ୍ରିୟ ସରକାର l

  • @somnathroutia7052
    @somnathroutia7052 6 місяців тому +6

    ଧନ୍ୟବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଛାତ୍ର ଛାତ୍ରୀ ମାନକୁ ବହୁତ୍ ସାହାଯ୍ୟ କରୁଥିବାରୁ ।

    • @Being-Odia-Being-Proud
      @Being-Odia-Being-Proud 6 місяців тому +3

      ଗେଣ୍ଡାଦଳିଆ - ପାଣ୍ଡ କୁ ତୁମର ଘର ମାଲିକ କର । କଳା କଳା ତାମିଲ ଛୁଆ ବାହାରିବେ ! ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!! ଦଲାଲ

  • @Sunilkumarsamal456
    @Sunilkumarsamal456 6 місяців тому

    ଓଡ଼ିଶା ବାସୀଙ୍କ ସାଥିରେ ବିଜୁ ଜନତା ଦଳ ଅଛି ଓଡ଼ିଶା ବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ସବୁ ସମୟ ପାଇଁ ରହିଛି ବିଜେଡି ସରକାର ଉପରେ।

  • @pipilidramaticclubjaypursa2799
    @pipilidramaticclubjaypursa2799 6 місяців тому +5

    ଜୟ ନବୀନ 🙏🏻💚

  • @arunmohanty4703
    @arunmohanty4703 6 місяців тому

    ସ୍ବାଗତଂ ପଦେକ୍ଷପ 🙏ଜୟ ନବୀନ ବାବୁ 🐚🐚ଜୟ ବିଜେଡି 🙏

  • @dibyadas8144
    @dibyadas8144 6 місяців тому

    BJD ସରକାର ଆସିଲେ ଓଡ଼ିଶା ବାସୀ ସବୁବେଳେ ସୁବିଧା ପାଇବେ l

  • @dibyadas8144
    @dibyadas8144 6 місяців тому

    ଅନେକ ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତରଣ କରି ଐତିହ୍ୟ ସୁରକ୍ଷାର ବାର୍ତ୍ତାବହକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ

  • @Sunilkumarsamal456
    @Sunilkumarsamal456 6 місяців тому

    ବିଜୁ ଜନତା ଦଳ ଦେଶର ସମସ୍ତ ରେକର୍ଡ ଭାଙ୍ଗିବାକୁ ଯାଉଛି, ଏହାର କାରଣ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ସ୍ବଚ୍ଛ ଶାସନ ନୀତି l

  • @subhasripanigrahi9576
    @subhasripanigrahi9576 6 місяців тому

    ନବୀନ ସରକାର ଲୋକମାନଙ୍କ ଦୁଃଖ ସୁଖ ରେ ସର୍ବଦା ସାହାଯ୍ୟ କରୁଛନ୍ତି ସେଥିପାଇଁ ଅନେକ ଲୋକମାନେ ମୁଖ୍ୟମନ୍ତ୍ରୀ କୁ ସର୍ବଦା ଟାର୍ଗେଟ କରୁଛନ୍ତି l

  • @Being-Odia-Being-Proud
    @Being-Odia-Being-Proud 6 місяців тому +1

    ଭାଇ, ଭଉଣୀମାନେ ଏକ ଯୁଟ୍ ହୁଅ ତାମିଲ ଲୁଟେରା ହଟାଇ ଦିଅ 🙏🙏🙏🙏

  • @Sunilkumarsamal456
    @Sunilkumarsamal456 6 місяців тому +1

    ଖାଦ୍ୟ ସୁରକ୍ଷା ଠାରୁ ମହିଳା ସଶକ୍ତିକରଣ । ମହାବାତ୍ୟା ମୁକାବିଲା ଠାରୁ ମହାମାରୀ ନିୟନ୍ତ୍ରଣ । ସ୍ୱାସ୍ଥ୍ୟରେ ଉନ୍ନତି ଠାରୁ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ... ସବୁଥିରେ ଅଗ୍ରଣୀ ଥିବା ଓଡିଶା ଆଜି ସାରା ବିଶ୍ୱରେ ପ୍ରଶଂସିତ

    • @jaga3320
      @jaga3320 6 місяців тому

      Kebe govt school 1-8th class au govt medical jaeno sir

    • @jaga3320
      @jaga3320 6 місяців тому

      RATION CARD PURA CENTRAL GOVERNMENT SCHEME MU KOUNASI DALARA NUHO REAL FACT KAHILI

  • @laxmidharmahapatra5908
    @laxmidharmahapatra5908 6 місяців тому

    ଓଡ଼ିଶା ବାସୀ ନିଜେ ଚୟନ କରନ୍ତୁ

  • @Sunilkumarsamal456
    @Sunilkumarsamal456 6 місяців тому +1

    ଶ୍ରୀ ମନ୍ଦିର ଓଡିଶା ର ଏକ ମହତ୍ତ୍ୱପୂର୍ଣ୍ଣ ଧାର୍ମିକ ପୀଠ ସ୍ଥଳୀ l ତାହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ l

    • @tonitoni2955
      @tonitoni2955 6 місяців тому

      sachalay bhangi sarilsni

  • @kamalkumarsahoo2286
    @kamalkumarsahoo2286 6 місяців тому +8

    Jay nabin Jay bjd

    • @Being-Odia-Being-Proud
      @Being-Odia-Being-Proud 6 місяців тому

      ଗେଣ୍ଡାଦଳିଆ - ପାଣ୍ଡ କୁ ତୁମର ଘର ମାଲିକ କର । କଳା କଳା ତାମିଲ ଛୁଆ ବାହାରିବେ ! ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!! ଦଲାଲ

    • @Being-Odia-Being-Proud
      @Being-Odia-Being-Proud 6 місяців тому

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @debasispattanaik2510
    @debasispattanaik2510 6 місяців тому

    Very nice sir

  • @dibyadas8144
    @dibyadas8144 6 місяців тому +2

    ଓଡିଶାବାସୀଙ୍କ ସୁଖ ଦୁଃଖ ରେ ବିଜେଡି ସରକାର ସର୍ବଦା ରହିଵେ

  • @dibyadas8144
    @dibyadas8144 6 місяців тому

    ଓଡିଶା କୁ ବିକାଶ କ୍ଷେତ୍ରରେ ଆଗେଇ ନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

  • @muralikrishnamulla7830
    @muralikrishnamulla7830 6 місяців тому

    Thank you sir

  • @Sunilkumarsamal456
    @Sunilkumarsamal456 6 місяців тому

    ଚାକିରୀ ଯୋଗାଇବା କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାହରଣ ସାଜିଛନ୍ତି ଅନ୍ୟ ରାଜ୍ୟ ରେ ନିଯୁକ୍ତି ହାର ଠାରୁ ଓଡ଼ିଶାର ନିଯୁକ୍ତି ହାର ଅଧିକ l

  • @somnathroutia7052
    @somnathroutia7052 6 місяців тому

    ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୁଧି ଦଳ ଲୋକମାନେ ମୁଖ୍ୟମନ୍ତ୍ରୀ କୁ ଟାର୍ଗେଟ କରୁଛନ୍ତି l

  • @somnathroutia7052
    @somnathroutia7052 6 місяців тому +2

    ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ସେ ହେଉଛନ୍ତି ଜଣେ ପ୍ରମୁଖ ନେତା । ତାଙ୍କର ପ୍ରତିଟି କାର୍ଯ୍ୟ ସାରା ରାଜ୍ୟବାସୀ ପାଇଁ ଆଦର୍ଶ ।

  • @BadalLenka-nt1hk
    @BadalLenka-nt1hk 6 місяців тому

    Officially the first viewer of any video on this channel.
    ○I’ve never witnessed such awesome editing as this one.

  • @somnathroutia7052
    @somnathroutia7052 6 місяців тому

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

  • @dibyadas8144
    @dibyadas8144 6 місяців тому

    ନବ ଓଡିଶାର ନିର୍ମାତା ,ଶ୍ରେଷ୍ଠ ପ୍ରଶାସକ,ସାଢ଼େ ଚାରି କୋଟି ଓଡିଶା ବାସି ଙ୍କ ଆଶା ଓ ଭରସା ମୁଖ୍ୟମନ୍ତ୍ରୀ

  • @satyabhamamallik2460
    @satyabhamamallik2460 6 місяців тому +1

    🚩🚩🚩JAI BJD

  • @charanraut5101
    @charanraut5101 6 місяців тому +5

    Padampur ju jilla ghoshna kari Kahi thila hele kana hela Nabin Jaha kuhanti sabu micha Vote asile Sabu yojana.

  • @Rusticknaresh
    @Rusticknaresh 6 місяців тому

    ଯୋଜନା ମାଳ କୁ ମାଳ ଇଲେକ୍ସନ ଆସିଲେ,,, 25 ବର୍ଷ ହେଲା ଓଡ଼ିଶା ସୋସୁଚ ଆଉ କେତେ ବର୍ଷ ହେଲେ ଓଡ଼ିଶା ଉନ୍ନତି ହନ

  • @Sunilkumarsamal456
    @Sunilkumarsamal456 6 місяців тому

    ଓଡ଼ିଶା ର ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଓ କୃଷି ଠାରୁ କ୍ରୀଡା ସମସ୍ତ କ୍ଷେତ୍ରରେ ସମୀକ୍ଷା କରି ସବୁଥିରେ ଉନ୍ନତି ଆଣି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @36bp_srustisamikshya50
    @36bp_srustisamikshya50 6 місяців тому

    Naveen babu dekhi thiba swapna jarur pura haba odisha basi tanka pachare achnti tanku support karichanti

  • @Abhinna_Sundar_Nayak
    @Abhinna_Sundar_Nayak 6 місяців тому

    The Honorable Chief Minister supports all of us and he only needs one vote from us.

  • @somnathroutia7052
    @somnathroutia7052 6 місяців тому +4

    ମାନ୍ୟବର ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ବିକାଶ କୁ ଗୁରୁତ୍ୱ ଦେଇ ଆସିଛନ୍ତି ଯାହା ଦ୍ୱାରା ଓଡିଶା ବାସୀ ଅନେକ ମାତ୍ରାରେ ଉପକୃତ ହୋଇଛନ୍ତି lସେହି ଭଳି ମହାନ ବ୍ୟକ୍ତିଙ୍କୁ ଓଡ଼ିଶାବାସୀ ନିଶ୍ଚୟ ସ୍ୱାଗତ କରିବେ l

  • @dhirenburma8143
    @dhirenburma8143 6 місяців тому +2

    Jay BJD Jay Nabin Jay Sankha... only Nabin Pattanaik in odisha

  • @ramchandrabehera7398
    @ramchandrabehera7398 6 місяців тому +2

    SAHARA Chit fund money should be refunded to the people of odisha.Govt should announce this manifesto for its betterment in upcoming election .

  • @Abhinna_Sundar_Nayak
    @Abhinna_Sundar_Nayak 6 місяців тому

    Whatever Naveen Sir has been doing for us, go ahead and do the same.

  • @smartstudy5682
    @smartstudy5682 6 місяців тому +5

    only bjp sarkar

  • @subhasripanigrahi9576
    @subhasripanigrahi9576 6 місяців тому

    Naveen babu anek subhida kari dei chanti loka manaka pain samaste ashirbaad karichi chanti

  • @SKSahoo-rj1ou
    @SKSahoo-rj1ou 6 місяців тому

    We are your Fan Sir ❤❤❤❤
    Jay shree Ram, Jay Jagannath, jay Nabin, jay bjd🙏

  • @BadalLenka-nt1hk
    @BadalLenka-nt1hk 6 місяців тому

    Thank you so much for this educational video, I learned so much.
    ○You definitely did not search for this video.
    ○I’m the first like no matter what others say.

  • @BadalLenka-nt1hk
    @BadalLenka-nt1hk 6 місяців тому

    ?You’re working so hard, may all your wishes come true.
    Congratulations on your first 10K followers, may you reach 100K soon.

  • @ashokrout3910
    @ashokrout3910 6 місяців тому +3

    JAI NAVEEN JAI NAVEEN JAI NAVEEN JAI NAVEEN JAI NAVEEN JAI NAVEEN

  • @dibyadas8144
    @dibyadas8144 6 місяців тому

    କାଳିଆ ଯୋଜନା ଜରିଆରେ ଚାଷୀ ଭାଇଙ୍କ ଆର୍ଥିକ ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ

    • @Being-Odia-Being-Proud
      @Being-Odia-Being-Proud 6 місяців тому

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @Sunilkumarsamal456
    @Sunilkumarsamal456 6 місяців тому

    5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁଭୁତିକୁ ପ୍ରକାଶ କରି କହିଛନ୍ତି ଭାରତରେ ଯେତେ ମୁଖ୍ୟମନ୍ତ୍ରୀ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନବାବୁଙ୍କ କାର୍ଯ୍ୟଶୈଳୀ ସମସ୍ତଙ୍କ ଠାରୁ ଭିନ୍ନ। ତାଙ୍କର କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିଜର ଜଣେ ଗୁରୁହିସାବରେ ମାନ୍ୟତା ଦେଇଆସୁଛି।

  • @Abhinna_Sundar_Nayak
    @Abhinna_Sundar_Nayak 6 місяців тому

    It is the duty of all of us to make him win with a lot of votes.

  • @somnathroutia7052
    @somnathroutia7052 6 місяців тому

    ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି ବିକାଶ ପାଇଁ ସେଥ୍ ପାଇଁ ଓଡ଼ିଶା ବାସୀ ତାଙ୍କୁ ଏତେ ଭଲପାଇବା ଦେଉଛନ୍ତି ।

  • @Ashutosh9339
    @Ashutosh9339 6 місяців тому +2

    Only BJP Coming

  • @thomasraulo3430
    @thomasraulo3430 6 місяців тому

    E, Naveen babu ame tamara fan, jai naveen, jai pandian❤

  • @BadalLenka-nt1hk
    @BadalLenka-nt1hk 6 місяців тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ ଏବଂ ପାଣ୍ଡିଆନ ସାର୍ ଙ୍କୁ ତଳେ ପକେଇବା ପାଇଁ ବିରୋଧୀ ମାନେ ସର୍ବଦା ଚେଷ୍ଟା କରନ୍ତି ହେଲେ କେବେ ସଫଳ ହେଇନାହାନ୍ତି କାରଣ ଓଡ଼ିଶାର ଜନତା ମୁଖ୍ୟମନ୍ତ୍ରୀ ନବୀନ ବାବୁ କାମ ରେ ବିଶ୍ବାସ ରଖନ୍ତି ଏବଂ କହିବା କଥାକୁ କାମରେ କରି ଦେଖାନ୍ତି।

  • @Abhinna_Sundar_Nayak
    @Abhinna_Sundar_Nayak 6 місяців тому

    We all are with BJD as much as our work is for them. BJD zindabad.

  • @Abhinna_Sundar_Nayak
    @Abhinna_Sundar_Nayak 6 місяців тому

    BJD will be with us all the time and Naveen sir will do a lot for us.

  • @dibyadas8144
    @dibyadas8144 6 місяців тому

    ଉପାନ୍ତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଜରିଆରେ ସୁପର ସ୍ପେଶାଲିଟି ସୁବିଧା ଯୋଗାଇ ଦେଇଛନ୍ତି ନବୀନ

    • @Being-Odia-Being-Proud
      @Being-Odia-Being-Proud 6 місяців тому

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @Abhinna_Sundar_Nayak
    @Abhinna_Sundar_Nayak 6 місяців тому

    BJD can never lose because we have a good Chief Minister like Naveen Sir.

  • @dibyadas8144
    @dibyadas8144 6 місяців тому

    ନବଓଡିଶାର ନିର୍ମାତା ,ଶ୍ରେଷ୍ଠ ପ୍ରଶାସକ, ମୋ ନେତା,ସାଢ଼େ ଚାରି କୋଟି ଓଡିଶା ବାସି ଙ୍କ ଆଶା ଓ ଭରସା, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    • @Being-Odia-Being-Proud
      @Being-Odia-Being-Proud 6 місяців тому

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @36bp_srustisamikshya50
    @36bp_srustisamikshya50 6 місяців тому

    Naveen babu ka dwara kara jai thiba mission sakti jojona ti samasta pain khub safala sabyasta hoichi

  • @poojajayavlog
    @poojajayavlog 6 місяців тому +2

    Jay BJD jindabaad

  • @bikramnayak1176
    @bikramnayak1176 6 місяців тому

    Jai jagannath
    Jai Odisha
    Jai BJD

  • @ronimohanty4711
    @ronimohanty4711 6 місяців тому +6

    Only bjp sarkar 🔥🤗

  • @Being-Odia-Being-Proud
    @Being-Odia-Being-Proud 6 місяців тому

    ହେଲୋ ନବୀନ, ହିସାବା ଦିଅ - ଗତ 25 ବର୍ଷରେ ଆପଣ କେତେ ଓଡିଆ ଦାଦନ ସୃଷ୍ଟି କରିଛ ?? କେତେ କରଖାନା, ଶିଳ୍ପ ଏବଂ ଚାକିରି ସୃଷ୍ଟି କରିଛ ? ତୁମେ ଓଡିଶାରେ କେତେ ମଦ ଦୋକାନ ଖୋଲିଛ ?? କେତେ ଓଡିଆ ଯୁବକ, ଗରିବ ପରିବାର କୁ ତୁମେ ମଦ ଦେଇ ଧ୍ବସଂ କରିଛ ??
    ଗରିବ ଓଡିଆ ଲୋକଙ୍କ ଚିଟ୍ ଫଣ୍ଡରେ କେତେ ଟଙ୍କା ଲୁଟ୍ କରିଛନ୍ତି ? ଜୟ ଜଗନ୍ନାଥ 🙏🙏🙏

  • @manabbpd
    @manabbpd 6 місяців тому

    Very good

  • @36bp_srustisamikshya50
    @36bp_srustisamikshya50 6 місяців тому

    Naveen babu ka pain hi odisha aji no 1 rajya boli sara desha re parichaya paichi

  • @BadalLenka-nt1hk
    @BadalLenka-nt1hk 6 місяців тому

    Whoever is reading this, never give up. God is with you.
    When watching your videos, I accidentally hit ‘like’ and never knew when.

  • @AffectionateBeignets-ph2wn
    @AffectionateBeignets-ph2wn 6 місяців тому +6

    ହେ ଓଡ଼ିଶା ବାସୀ ଯାହାକୁ ଭୋଟ ଦଉଛ ଦିଅ ହେଲେ ଏ ପାପିଷ୍ଠ ନବୀନ ପଟ୍ଟନାୟକ ଓ ମୋଦୀ କୁ ଜମା ଭୋଟ ଦିଅ ନାହିଁ

    • @monajcham1722
      @monajcham1722 6 місяців тому +1

      Centre re congress au state re bjd.

  • @36bp_srustisamikshya50
    @36bp_srustisamikshya50 6 місяців тому +1

    Etha naveen babu ku jiteiba pain jogi sankha re bote kariki jitei diantu oo ashirbaad karantu

  • @Being-Odia-Being-Proud
    @Being-Odia-Being-Proud 6 місяців тому

    bjd ମାଗିହେ ଓଡ଼ିଆଙ୍କୁ ଲୁଟି ତଳି ତଳାନ୍ତ କଲେଣି, bjd ହଟାଅ ଓଡ଼ିଆ ଭବିଷ୍ୟତ ରକ୍ଷାକର

  • @bikashnag8791
    @bikashnag8791 6 місяців тому

    Editing ଭଲ କରିଛ 😂

  • @tapankumarbal399
    @tapankumarbal399 6 місяців тому

    Jai Naveen sir

  • @sekharrao6188
    @sekharrao6188 6 місяців тому

    Jai BJD party jindabad

  • @BadalLenka-nt1hk
    @BadalLenka-nt1hk 6 місяців тому

    😊😊😊I hope this channel never ends and keeps spreading happiness.
    ○Whoever is reading this, I hope this day will be a great day.

  • @ambika.....5173
    @ambika.....5173 6 місяців тому

    🙏🙏🙏

  • @ashutoshmuduli8480
    @ashutoshmuduli8480 6 місяців тому +6

    ଓଡ଼ିଆ କହିଲା ବେଳକୁ ବହୁତ୍ କଷ୍ଟ ହଉ ଥିବ ନାଇ 😂😂

    • @arunmohanty4703
      @arunmohanty4703 6 місяців тому +1

      ଯେମିତି କି ଯୁମୁଲା ଙ୍କୁ ଜୟ ଜଗନ୍ନାଥ କହିବା କୁ ଲାଜ ଲାଗୁଚି ଓଡିଶା ର ଆରଦ୍ୟ ଠାକୁର ଙ୍କୁ

  • @Abhinna_Sundar_Nayak
    @Abhinna_Sundar_Nayak 6 місяців тому

    This time the name of BJD will remain on top.

  • @ajayakumarbhutia3876
    @ajayakumarbhutia3876 6 місяців тому

    Jay Congress party