ବଡ଼ ଠାକୁର ପହଣ୍ଡିବେଳେ ପଡ଼ିଯିବାକୁ ନେଇ କାରଣ କହିଲେ ସେବାୟତ..
Вставка
- Опубліковано 9 лип 2024
- ବଡ଼ ଠାକୁର ପହଣ୍ଡିବେଳେ ପଡ଼ିଯିବାକୁ ନେଇ କାରଣ କହିଲେ ସେବାୟତ..
#Pahandi #Puri #JagannathDham #CarFestival #OTV #OdishaTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ପ୍ରଭୁ ଙ୍କୁ ଛାଡି ଫଟୋ ସେଲ୍ଫି ଭିଡିଓ କରିକି ଛାଡିବ
ଅଘଟଣ ପରେ ବିଭିନ୍ନ କାରଣ ଦର୍ଶାଇବ
ଏ ମହା ସୟ ବହୁତ୍ ବୈଜ୍ଞାନିକ ପାଠ ପଢି ଛନ୍ତି। ଆରେ ମୂର୍ଖ ବୈଜ୍ଞାନିକ ଆସିବା ପ୍ରୁବରୁ ଏ ସବୁ ବିଦ୍ଧି ବିଧାନ ଚାଲିଛି।
ବୈଜ୍ଞାନିକ ଛାଡ଼ି ପ୍ରାୟଶ୍ଚିତ ବିଧିକୁ ପାଳନ କରନ୍ତୁ।
ଓଟିଭି ର ଏଇ ପୁରୀ ପ୍ରତିନିଧି ବେହିପୁଅ ଚଢ଼ା ମାଧିଆ... ସେ କଣ କହୁଛନ୍ତି ନ ଶୁଣି ଅଧିକା ଚଢ଼ା ପଡ଼ୁଚି। ଠାକୁର ପଡିଗଲେ .. ଏଇ କଥା ରେ ସମସ୍ତେ ମର୍ମାହତ। କିନ୍ତୁ ସବୁଠୁ ଅଧିକ ସେବାୟତ ମାନେ ମର୍ମାହତ। ସେମାନେ ନିଜେ କେତେଯେ ଆତ୍ମଗ୍ଲାନି ରେ ଥିବେ ସେଇଟା କେହି ବି ଭାବୁ ନାହାନ୍ତି। ସମସ୍ତେ ଆସି ଖାଲି ଚଢ଼ା ପଡ଼ି ଏଇଟା ଭୁଲ ସେଇଟା ଭୁଲ ଆଗକୁ ବିପଦ ସବୁ ନଷ୍ଟ ହେବ। ଯାହା ହବା କଥା ହେଇ ସାରିଲାଣି... ଏଣିକି ସେମାନେ ଦାୟିତ୍ଵ ର ସହ କାମ କରିବେ.. ଏଥିପାଇଁ କେହି କିଛି କହିବା ଆବଶ୍ୟକ ନାହିଁ।
ଆଗ କିଛି ବର୍ଷ ପୂର୍ବେ ବରିଷ୍ଠ ବୟସ୍କ ମୋଟାମୋଟା ଦଇତାପତିମାନେ ଦିଅଁ ମାନଂକୁ ପହଣ୍ଡି କରୁଥିଲେ ପିଠିରେ ଲଦି।ଏଥର ଅନଭିଜ୍ଞ କମ୍ ବୟସର ପିଲା ମୋବାଇଲ ନେଇ ଗୋଟିଏ ହାତରେ କାମ ଖିଆଲରେ ପହଣ୍ଡି କରୁଥିଲେ। ଆଶ୍ଚର୍ଯ୍ୟ କଥା ଯାହା ହେଲେ ବି ସବୁ ମହାପ୍ରଭୁଂକ ଇଛା କହି ଆଡେଇ ଯାଉଛନ୍ତି।
Mobail barjan karajau
ବାଳ କଥା କହୁଛି ଛି ଛି 😄 ସାରା ଦେଶ ଛି ଛି କହୁଛି ବାଳ ସେବକ
ତୁ ଗୋଟେ thesis ଲେଖ. ତାପରେ କହିବୁ କେହି ଦାୟି ନୁହଁନ୍ତି. ନିଜେ ଠାକୁର ଦାୟି.
Bahut gapuchu re pua tu
ଟୋଟାଲୀ ଭାଇ କିଛି କାରଣ ନାହିଁ। ଏଇ ମାନେ ଭାବି ନେଇଛନ୍ତି ଠାକୁର ତାଙ୍କରି ମନ୍ଦିର ଟି ତାଙ୍କରି ପୁରି ଟାଉନ ଟି ମଧ୍ୟ ତାଙ୍କରି। ପୁରି ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କିଛି ନଜର ରଖୁ ନାହାନ୍ତି. କି ଜାଣି ଶୁଣି ଆଖି ବନ୍ଦ କରିବା ଅଭିନୟ କରୁଛନ୍ତି???? 🙏🙏🙏🙏😭😭😭😭😭
Jay Jagannath Swami 💐🙏💐
Aji bada thakura padi gale mahabahu nka akhire luha Jay jagannath 🙏🏻😭
ଦୟା କରି ଖେଳନା ବୋଲି ଭବନ୍ତୁନି ।😢
ମା ଗିଁହା ତମେ କାହିଁକି ମରିଲଣି 😢😢
Jay shree jagannath 🙏🚩
Late kyun hua uska ans do ...har chiz me late kyu....apko ta ache se pata hoga na ...kya rules ya ritual hota ...phir bhi late kyu hua ...unke puja me itna late aur wo puja ke liye jo bhi saman chaiye wo kyu nhi aya ?
🕉🌹ଏକସ୍ତରୀ ମସିହା କଣ......? 🌹🙏🙏🙏🙏🙏
Photo upload krantu
Sabu jila ru , sabayat rakha jau
Manare tike dukha nahni tumara janapaduchi
Aare bhai bhul heichi tanku bhi aamathu aadhika kharap laguthiba aau pacharucha kn
Sir niladrimohadaya re jaha lekha achhi apan daya purbak tarjama karantu
Sir thhik kahichhanti
E jornalist ta Bala questions karuchhi au manaku sabu janichhi
ତେମେ ଦୋଷ କଲ ଆମେ ଚିନ୍ତା ରେ ରହିଲୁ
ୟେ ବରିଷ୍ଠ ସେବାୟତ ମହୋଦୟ ଖାଲି କଥା କଥାକେ ଇଂରାଜୀ ଝାଡୁଛନ୍ତି
Ae sabu English man sebayat nuhanti
@@Beautybini1998 ହଁ ଏମାନେ ବେଶୀ ବିଦେଶୀ, କମ ଓଡ଼ିଆ ଲାଗୁଛନ୍ତି। ପ୍ରବଳ ପଇସା ହେଇଗଲାଣି ତ, ଖାଲି ସଟାସଟ ଇଂରେଜୀ ବାହାରୁଛି। ଏମାନେ ମହାପ୍ରଭୁ ଙ୍କ ସେବାୟତ??
@@sidd5547He is a Professor of History
@@subratkumardash6203 ତା ବୋଲି କ'ଣ ଓଡ଼ିଆ ଗଣମାଧ୍ୟମରେ ଇଂରାଜୀ ରେ ବକ୍ତବ୍ୟ ରଖିବ ? ମହାପ୍ରଭୁ ଙ୍କ ସେବାୟତ ତମେ ! ତୁମଠାରେ ଉଚ୍ଚକୋଟୀର ଜଗନ୍ନାଥ ଙ୍କ ଉପରେ ଟୀକା ଟିପ୍ପଣୀ ଆଶା କରାଯାଏ। କୋଟି କୋଟି ଓଡ଼ିଆ ତମ କଥାକୁ ପିଇ ଯାଆନ୍ତି।
Bhai se history professor csu re
sebayta mahasaya thik kata tiku kahuthile kintu katha kuha sambadika kuhaideleni ,prabhu aagaku khasi bara asala karana kana , thakuranku pahandi kipari karaja a , sebayta mane jananti , prabhu nka pachhare munda uparaku disuthiba senapata ru daudi khasi jibaru pachhare thiba sebaka mane kichhikari parileni ,jaha phalare prabhu agaku khasi asile ,agare thiba sebaka mane prabhunka bhara sahiparileni , tale padile tankara jaha habaktha hela ,
Daita pati kou seva au badagrahi kn kia bujhei pariba kii
Iye adhika hauvhi reporter
They are matric fail how to get scientific process
E ମିଛୁଆ ମୁହଁକୁ ମୁହଁକୁ ଖୋବାଣ ଦିଅ
Scientists manoku ahi saba daideonthu suna chain pindhi rotho ra vaspata mariba bondo koranthu
Aemankara garaba
😂😂😂😂😂
Sabu pala
Eita galuata
Sebayat dala Purna matra re dayee
Thakuranka agare style karibe , mota mota Hara pundhi ki thakura mananku ana dekha karibe,,
E sabu abhadrami
Maha galua daita pati
A e sevayat maha beiman.kancha michha kahuchi.bhul manibaku naraj.bopa sampati pari kahuchi
Tume paisa jogu tuma pilamanku kahinki chhadicha aaji tuma jogu sara biswa amanku kn kahibe gote thara bhabicha