Odisha Budget 2024-25: Double Engine, Double Disappointment, Double Failure: BJD

Поділитися
Вставка
  • Опубліковано 7 вер 2024
  • #bjd #bjp #bjd4odisha #bjpodisha #odisha #onakhabar
    Odisha Budget 2024-25: Double Engine, Double Disappointment, Double Failure: BJD
    About Channel:
    Ona Khabar is Odisha's One advanced Odia News channel. Ona Khabar News Channel Covers The Latest News, Breaking News, Politics, Entertainment News, Business News, and Sports News. Stay tuned for all the News in Odia.
    ଚ୍ୟାନେଲ୍ ବିଷୟରେ....
    ଓଏନ୍‌ଏ ଖବର ହେଉଛି ଓଡ଼ିଶାର ଏକ ପ୍ରମୁଖ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଓଏନ୍‌ଏ ଖବରରେ ସର୍ବଶେଷ ସମ୍ବାଦ, ବ୍ରେକିଂ ନ୍ୟୁଜ୍‌, ରାଜନୀତି, ମନୋରଞ୍ଜନ, ବ୍ୟବସାୟ ଏବଂ କ୍ରୀଡ଼ା ପ୍ରଭୃତି ଖବର ଓଡ଼ିଆରେ ପ୍ରଶାରଣ କରାଯାଇଥାଏ ।
    Odisha News Agency is a digital media house, streaming and broadcasting from Bhubaneswar, Odisha.
    For the latest Odisha News:
    Visit our Website: onakhabar.com
    Twitter: / onakhabar
    Facebook: / onakhabara

КОМЕНТАРІ • 256

  • @prakashmahapatra2182
    @prakashmahapatra2182 Місяць тому +28

    କି ସୁନ୍ଦର ଚକ୍ରାନ୍ତ ଚାଲିଛି ସାମାନ୍ୟ gadi ପାଇଁ.

  • @MNDIGITALSARAKANA
    @MNDIGITALSARAKANA Місяць тому +21

    ଡବଲ ଇଞ୍ଜିନ ଡବଲ ଧୋକା କେନ୍ଦ୍ର ରୁ ଆଉ ରାଜ୍ୟ ରୁ

  • @tapasmishra5355
    @tapasmishra5355 Місяць тому +4

    BJP ବାଲା ଓଡ଼ିଶାର ହିତରେ ନୁହେଁ। ଗୁଜରାଟୀ ମାନଙ୍କ ହାତରେ।😢

  • @yudhistiramalik7454
    @yudhistiramalik7454 Місяць тому +25

    BJP tautar dala

  • @user-nq8in9bw5k
    @user-nq8in9bw5k Місяць тому +4

    Jai Naveen Jai BJD our great CM Naveen Patnaik

  • @ranajitjena4668
    @ranajitjena4668 Місяць тому +5

    ବଜେଟ ମାଧ୍ୟମରେ କିଭଳି ଓଡିଶା ଜନସାଧାରଣଙ୍କୁ ବୋକା ବନା ଯାଇପାରେ ତାହା ବିଜେପି ଦଳକୁ ଭଲ ଭାବରେ ଜଣା

  • @gaganbehera5412
    @gaganbehera5412 Місяць тому +1

    100% CORRECT

  • @KedarprasadRout-wz1zd
    @KedarprasadRout-wz1zd Місяць тому +14

    ଏ ସରକାର ଆୟୁଷ ବହୁତ୍ କମ୍।

  • @nadadursrinivas9427
    @nadadursrinivas9427 Місяць тому +24

    କ'ଣ ବେଦ ଅଶୁଦ୍ଧ ହୋଇଗଲା।
    ତମେ ସବୁ ତ ରାଜ୍ୟକୁ ଖୋଳ କରିଦେଲ।
    ଆଉ ଭଦ୍ର ଲୋକ ଭଳି ବାହାନା କରୁଛ କାହିଁକି।
    24 ବର୍ଷ ମିଛ କହି କହି ସତୀ ହୋଇଗଲ।ଏବେ ଆସୁ ଆସୁ ସତେ ସବୁ କମଳ ବାଳ ବାଛିବାରେ ଲାଗିଗଲ।
    ସମ୍ଭାଳି ଚାଲ।

    • @bijaypatra9105
      @bijaypatra9105 Місяць тому +1

      ତୁ ଗୋଟାଏ ଵ ନ ଶ କ ର

    • @srikantaojha9953
      @srikantaojha9953 Місяць тому

      ବାଚେଳା ପାଗଳ ତୁମେ ସବୁ
      ତୁମେ ମାନେ ହିଁ ଏ ରାଜ୍ୟକୁ ଧୂଳିସାତ କରିବାକୁ ଯାଉଛ

  • @dusmantanayak4310
    @dusmantanayak4310 Місяць тому +1

    Right👍👍

  • @trilochanbiswal52
    @trilochanbiswal52 Місяць тому +1

    ମିଛ ପ୍ରତିଶ୍ରୁତି ଦେବାରେ BJP ଏକ ନମ୍ବର

  • @bharatsahoo1954
    @bharatsahoo1954 Місяць тому +4

    Right

  • @ranjanmallick6797
    @ranjanmallick6797 Місяць тому +13

    ମୁଖ୍ୟମନ୍ତ୍ରୀ ଙ୍କ ପଢ଼ା କମ ପ୍ରସେଣ୍ଟ ଜାଣି ନାହାନ୍ତି

    • @pranatisamantaray144
      @pranatisamantaray144 Місяць тому

      Mohana third class Student Tara jogyata nahin mankada hatare salagram

  • @amitakar948
    @amitakar948 Місяць тому +15

    ଆମେ ବଜେଟ ଚାହୁଁନୁ ଆମେ ବେକାରୀ କେମିତି ନିଯୁକ୍ତି ହେବେ

  • @sahu703
    @sahu703 Місяць тому +3

    Argus ku counter karantu

  • @kishorekumarsethi7385
    @kishorekumarsethi7385 Місяць тому

    ତମେ ସବୁ ଧନ୍ୟବାଦ ର ଅଧିକାରୀ କାରଣ ଦଳକୁ ହରାଇବାରେ ତମର ଭୂମିକା ବେଶ ଚମତ୍କାର.

  • @kshirodripradhan1031
    @kshirodripradhan1031 Місяць тому +3

    Voter ମାନକୁ ଠକି ପାରିବ ନାହିଁ ମୋଦି ର ଚାଲବାଜି ଯେଉଁ ଥିଲା ଆଗାମୀ କାଲି zero

  • @sunilranjanbhol1805
    @sunilranjanbhol1805 Місяць тому +11

    ସଳା ଗୋଟେ ଗାଲୁଆ ଟ୍ରେନିଂ ସେଣ୍ଟର ଖୋଲୁନ

  • @user-sp1wl9yc7q
    @user-sp1wl9yc7q Місяць тому +1

    ଭିନ୍ନକ୍ଷମ ମାନଙ୍କର ବୟସ ଏବଂ ପରସେଣ୍ଟ ହିସାବରେ ଭତା ବଢିବ ବୋଲି ନ କହି ମିଛ ଭାଷଣ ଦେଇ BJP ସରକାରକୁ ଆସିଛି | କେବଳ ୮୦ % ଭିନ୍ନକ୍ଷମ ଏବଂ ୮୦ ବର୍ଷ ବୟସ ର ବୃଦ୍ଧା ବୃଦ୍ଧି ଭୋଟ ଦେଇ ସରକାରକୁ ଆଣିଥିଲେ ଆଉ ଯେଉଁମାନେ ୫୦% ରୁ ୭୮% ଭିନ୍ନକ୍ଷମ ଏମାନେ ଭୋଟ ଦେଇନଥିଲେ ଏମାନଙ୍କର ସଂସାର ନାହିଁ ଏମାନେ କଣ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ନାହାନ୍ତି ଏମାନଙ୍କ ର ଭତା ବଢାଗଲା ନାହିଁ ଜଣକୁ ୧୦୦ଟଙ୍କା ବଢାଇ ଆଉ ଜଣକୁ ୩୦ ଟଙ୍କାରେ ରଖି ଆଡେଇ ଦବା ଏହା କଣ ଅନ୍ୟାୟ ନୁହେଁ

  • @rameshchandraswain2153
    @rameshchandraswain2153 Місяць тому +19

    BJD criminal no1

  • @subasbal6938
    @subasbal6938 Місяць тому +7

    .kathakuhakapila

  • @puranbhatra7171
    @puranbhatra7171 Місяць тому

    ଆପଣଙ୍କ ଦଳର ଯୋଜନା ନିର୍ବାଚନ ସମୟରେ ହିଁ କାର୍ଯ୍ୟ କାରିଥିଲା

  • @dhaneswarnanda3258
    @dhaneswarnanda3258 Місяць тому +10

    ନବୀନ ଙ୍କ ଆଳୁ ଦୋଷ ପାଇଁ ଆଜି ଆଳୁ ସଙ୍କଟ,,,
    ୨୫ ବର୍ଷ ରେ ଓଡ଼ିଆ ର ଶିକ୍ଷା ବ୍ୟବସ୍ଥା କୁ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି,,,
    ଆପଣ ବି ଲୋକଙ୍କୁ ବୋକା ବନାନ୍ତୁ ନାହିଁ,,, ଗପ ପ୍ରବଳ,,୫ ବର୍ଷ ପାଇଁ ଟିକେ ଚୁପ୍ ରୁହ

    • @anantanaik-ln4te
      @anantanaik-ln4te Місяць тому +1

      Kanhiki chup rahiba ? Ethire t k michha nahi . E sarkar rajyaku arthika debalia karideba .

    • @jagankumarpadhy445
      @jagankumarpadhy445 Місяць тому

      ମୋହନ ମାଝି CM ପାଇଁ Suit ନୁହଁ,, MLA ତାରି ପାଇଁ ଠିକ୍ ଥିଲl, aau କିଏ CM HAITHILE bhala haithanta

  • @padmacharanmohanty9324
    @padmacharanmohanty9324 Місяць тому +12

    Odisha criminal no1

  • @DusmantakumarBehera-hh7jb
    @DusmantakumarBehera-hh7jb Місяць тому

    ଭାଷଣ ମାରୁଛନ୍ତି ମାନନୀୟ ମହାଗାଲୁଆ ଶ୍ରୀ ଶ୍ରୀ ଶ୍ରୀ ୧୦୮ ଶ୍ରୀ-----------

  • @sibaprasaddash4386
    @sibaprasaddash4386 Місяць тому +12

    Lenin mohanty gote katha kuha kapila

  • @bishnucharansukla9000
    @bishnucharansukla9000 Місяць тому

    Lelin Babu
    ସବୁଦିନ ଏହିପରି ଭାଟ କାମ କରି ସନ୍ତୋଷ ଲାଭ କରନ୍ତୁ।

  • @jyotsnamayeebehera4388
    @jyotsnamayeebehera4388 Місяць тому +4

    Bjd mla mp kana karichanti

  • @RanjitDalabehara-pi5wp
    @RanjitDalabehara-pi5wp Місяць тому +8

    ପଚିଶି ବର୍ଷରେ କଣ କରିଛରେ କଥା କୁହା କପିଳା ଓଡ଼ିଶାରେ ତ ଆଳୁ ନାହିଁ ପିଆଜ ନାହିଁ ରସୁଣ ନାହିଁ ମାଛ ନାହିଁ ଅଣ୍ଡା ନାହିଁ କଦଳୀ ନାହିଁ ଡାଲି ନାହିଁ ଲୋକ ପରିବା ଖାଇବାକୁ ନାହିଁ ବେକାରିକୁ ନିଯୁକ୍ତି ଦେଇ ପାରିଲ ନାହିଁ ଚାଷୀଙ୍କ ଆୟ ବଢେଇ ପାରିଲ ନାହିଁ ମହିଳା ମାନଙ୍କୁ ଭତା ଦେଲନାହିଁ ତଥାପି ତୁମକୁ ଆଯି ପର୍ଯ୍ୟନ୍ତ ଲୋକ ଭୋଟ ଦେଇ ଆସୁଥିଲେ ସେ ଭେଟରଙ୍କୁ ଧନ୍ୟବାଦ
    ଆରେ ଟାଉଟର ବେଶି ଭଡ ଭଡ ହୁଅନା ଲୋକ ସଚେତନ ହେଲେଣି

    • @eodia6475
      @eodia6475 Місяць тому

      ମୁଁ କେବେ ସଚେତନ ହେବିନି ଭାଇ ମୁଁ ଆଗ ଭୋଟ ଦେଇଛି bjd କୁ। ମୋତେ ଗାଳି କର ।ତମର ଗାଳି ଶୁଣିବା ପାଇଁ ମୁଁ ମଙ୍ଗଳ ଗ୍ରହର ରୁ ଆସିଛି,ମ ପାଖରେ ସମୟ ବହୁତ୍ କମ୍ ଅଛି ତମ ପାଖରୁ ଗାଳି ଶୁଣି ସାରିଲା ପରେ ମୁଁ neptune ଯିବି ସେଠି meeting ଅଛି।

  • @user-or2ps6jm4e
    @user-or2ps6jm4e Місяць тому +3

    toor kan gala chora

  • @brahmaachary3955
    @brahmaachary3955 Місяць тому

    ଦାଦନ ଶ୍ରମିକ ଉପରେ କଣ ପଦକ୍ଷେପ ସରକାର ନେଉଛନ୍ତି,

  • @biranchinarayanparida42
    @biranchinarayanparida42 Місяць тому +2

    ତୁମ ବଜେଟ ଠାରୁ ବହୁତ ଭଲ

  • @ManasKumar-sp1zy
    @ManasKumar-sp1zy Місяць тому +1

    Super fantastic

  • @KedarprasadRout-wz1zd
    @KedarprasadRout-wz1zd Місяць тому +2

    ୧୫%କହିବା ମୂର୍ଖାମି ର ପରିଚୟ।

  • @parsurambehera4329
    @parsurambehera4329 Місяць тому

    U r a great Tautor

  • @akashsahu8985
    @akashsahu8985 Місяць тому +12

    ବଡ଼ ଚୋର ଲେନିନ

  • @MuraliParida-nh8ix
    @MuraliParida-nh8ix Місяць тому +19

    ଏ ଶଳା ସାଙ୍ଘାତିକ ଟାଉଟର ଶଳାକୁ
    ଗୁଳି କରିବା ଦରକାର

  • @laxmidharsamantaray9750
    @laxmidharsamantaray9750 Місяць тому

    ଲୋକ ବୁଝିଛନ୍ତି କିନ୍ତୁ ବିରୋଧରେ କହୁଥିବା ଆପଣ ଦୁଇ ଜଣ ନିର୍ବାଚିତ ହେବାକୁ ସକ୍ଷମ ହେଲେନାହିଁ l ମିଛୁଆ କହୁଛନ୍ତି bjp ମିଛୁଆ l ଏକ ବର୍ଷ ପରେ ଓଡ଼ିଶାର ଉନ୍ନତି ଦେଖି ଆନ୍ଧ୍ର ପ୍ରଦେଶରେ ଲୁଚିବାକୁ ଏବେଠାରୁ ଜାଗା ଖୋଜିବାରେ ଆଗେଇଯା l

  • @RadhanathBiswal
    @RadhanathBiswal Місяць тому +2

    ତୁମେ ମାନେ ୨୪ ବର୍ଷ ମଧ୍ୟରେ ସବୁ ନ କରି ପାଣ୍ଡୁ ଚରଣରେ ସମର୍ପଣ କରିଦେଇଥିଲ କାହିଁକି? ସେସରେ ସେ ଗୋଇଠା ମାରିଲା ଲୁଚି ପଳାଇଲା
    ଫାଙ୍କା ଆଞାଜ

  • @trilochanbiswal52
    @trilochanbiswal52 Місяць тому

    ଆସନ୍ତା ପଂଚାୟତ ନିର୍ବାଚନ ରେ BJP ମୂଳପୋଛ ହେଇଯିବ

  • @RanjitDalabehara-pi5wp
    @RanjitDalabehara-pi5wp Місяць тому +1

    ଆରେ ଟାଉଟର କଥା କୁହା କପିଳା ନିଜକୁ ସିଆଣିଆ ଲୋକଙ୍କୁ ବୋକା ଭାବନା ଲୋକ ସବୁ ବୁଝିଲେଣି ଲୋକ ସବୁ ଯାଣିଲେଣି ଲୋକଙ୍କ ଟଙ୍କାରେ ଦେଶ ରାଜ୍ୟର ଯୋଜନା ଚାଲେ ତୁମେ ଯୋଉ ଦରମା ନିଅ ଲୋକଙ୍କ ଟଙ୍କାରୁ ନିଅ
    ତମ ଚାଲାଖି ଆଉ ଚଳିବନି

  • @sushantakumardas3807
    @sushantakumardas3807 Місяць тому +8

    ଏ ଇ ଲୋକକୁ ଆଳୁ ପାଇଁ ବିଜୁ ଥଳି ଧରି ପଠେଇ ଦେବ ା

  • @shototodoroki9055
    @shototodoroki9055 Місяць тому +10

    BJD criminal
    Just wait this year

  • @dillipkumarsahoo1133
    @dillipkumarsahoo1133 Місяць тому +6

    କିଏ ଭୁଆଁ ବୁଲାଉ ଥିଲା, ଲୋକେ କାହାକୁ ଧୁଆଁ ସୁଙ୍ଗେଇ ଛନ୍ତି, ଠିକ୍ ଜାଣିଛନ୍ତି ଲେଲିନ ବାବୁ 👎😭🤪🤣😂

  • @ganeshpanigrahi8296
    @ganeshpanigrahi8296 Місяць тому +1

    ଏ ମିତି ଭାଷଣ ଦେଇ ଦେଇ ବି ଜେଡି କୁ ହରେଛହ
    ଶଳା ଟା କୁ ଲାଜ ଲାଗୁ ନାହି କେ ମିତି।

  • @krishnasahu4571
    @krishnasahu4571 Місяць тому

    Aita super toutor taa

  • @kishorechandratripathy8788
    @kishorechandratripathy8788 Місяць тому

    ଲେଖାଦିଦି,ଆଗରୁ,ବିଜେପିରେଥିଲ,ବିଜେପିର କିଳାକେମିତିଜାଣିଥିବ,ଭୁକିଲାକୁକୁରଭଳିଆକାହିକିହଉଛ,କେହିତୁମମାନଙ୍କ,କଥା୫ବରଷଶୁଣିବେନାହି

  • @sibasankardas8812
    @sibasankardas8812 Місяць тому

    ❤❤❤

  • @quoteoftheday2357
    @quoteoftheday2357 Місяць тому +1

    Mg Lelin How many years took BJD increase old-age pension. Rs 100 to 1000 😂just wait 5years Mohan to fulfill Rs 1000 to Rs 3000🎉Pratyakhita BJD Pushed 25 years to Odisha weak Rajkosh😂 Bikasita Odisha by Mohanji🎉

    • @smrutir96
      @smrutir96 Місяць тому

      Sarkar kn pain pension dauchi ??

  • @maakitchenette
    @maakitchenette Місяць тому

    BJP out

  • @kishorechandratripathy8788
    @kishorechandratripathy8788 Місяць тому

    ଏ,ମହାନ୍ତିବାବୁ,ଖାଅଁତି,ପିଅଁତି,କାହାରି,ନୁହଁନ୍ତି,ତମେ,ସବୁକରିଛ,ଏବେ,ଚୌକିଦାର, କାମ, କରିବ,ନବୀନ ପଟ୍ଟନାୟକ, କହିଛନ୍ତି

  • @prafullakumarpradhan8129
    @prafullakumarpradhan8129 Місяць тому +2

    ଲେଖା ଛିଣ୍ଡୁନୀ, ସେମିତି ଏକା

  • @rajendramallik7573
    @rajendramallik7573 Місяць тому

    ଭତ୍ତା ବୃଦ୍ଧି ନହେଲେ ଭୋଟ ପାଇବ ନାହିଁ bjp

  • @indramanipanda3539
    @indramanipanda3539 Місяць тому +1

    25ବଷରଷ ରେ କରିପାରିଲ ନାହି।

  • @user-ho8iu1nf7o
    @user-ho8iu1nf7o 27 днів тому

    )l) lenin! You are very talkative. Instead of opposing BJP jump into it and get a chance.

  • @sarbeswarbaskey1359
    @sarbeswarbaskey1359 Місяць тому

    Next time Bjd

  • @satyasundarpatra712
    @satyasundarpatra712 Місяць тому

    Lalin Tautar No 1 . C M Heba .

  • @mrdbsvlogs8177
    @mrdbsvlogs8177 Місяць тому

    25 ବର୍ଷ ରେ ତ କିଛି ନିଯୁକ୍ତି ଦେଲ ନାହିଁ ସବୁକୁ ଦାଦନ ପଟେଇଲ ହେବେ ସଲା tautar

  • @bhagyadharanayak
    @bhagyadharanayak Місяць тому

    ସବୁ ଅଙ୍କ ଭୁଲ୍

  • @prafullakumarnayak7767
    @prafullakumarnayak7767 Місяць тому

    Belajya Lenin mohanty

  • @gopalhans2780
    @gopalhans2780 Місяць тому

    80 ରେ କାଣା ଭାତା ଦେବ 100 ବର୍ଷ ରେ ଦିଅ ମିଛୁଆ ସରକାର

  • @indramanipanda3539
    @indramanipanda3539 Місяць тому +1

    ଏହି ମାନେଦଳକୁ ଖାଇଲେ।

  • @anantanaik-ln4te
    @anantanaik-ln4te Місяць тому

    Pura thik katha , ehara artha bujhiba darkar .

  • @user-yg2nl2xn5d
    @user-yg2nl2xn5d Місяць тому

    Double engine government without double budget.
    BJP can do nothing for common people of Odisha.

  • @rajsahoo367
    @rajsahoo367 Місяць тому

    Bjp hatao BJD lao Odisha bachao.

  • @arjunpradhan5615
    @arjunpradhan5615 Місяць тому +3

    ବର୍ତ୍ତମାନ ବିଜେଡ଼ି ଦଳ ଇଲେକ୍ସନ ରେ ହାରିଯିବ ପରେ ରାଗରେ
    ରକ୍ତ ଚାଉଳ ଚୋବେଇଲେଣି

  • @debendrakumarbadhai5193
    @debendrakumarbadhai5193 Місяць тому +2

    Apan kana kari thi le

  • @sahadevmohanta2317
    @sahadevmohanta2317 Місяць тому

    Pension BJD Delaki

  • @rajarammahanti366
    @rajarammahanti366 Місяць тому +2

    Congresdeba 60 :1000 65 :1500 70 :2000 75 2500 : 80 ;3000 85 3500

  • @sanatandas5160
    @sanatandas5160 Місяць тому

    Lrnin mohanty made BJD failure by becoming Gorbachev Mohanty

  • @AsitBallavRoy
    @AsitBallavRoy Місяць тому

    This person is a No.1 Toutor and Alajuka. BJD has done a blunder by announcing him as Party Spokes Person. Etaku immediately Party ru bahar kara. Eta Pandian jota uthauthila.

  • @rajanikantachoudhury2343
    @rajanikantachoudhury2343 Місяць тому +3

    ବଜେଟ ଉପରେ ବିଶେଷ ଚର୍ଚ୍ଚା ନ କଲେ ଭଲ ପଚିଶ ବର୍ଷରେ ଯାହା କରିଛ ସମସ୍ତେ ଙ୍କୁ ଜଣା ଅଛି.

  • @syedansarali291
    @syedansarali291 10 днів тому

    Your Govt not implemented OPS during 24years how Bjd spokeman telling about UPS

  • @sibarambehera1102
    @sibarambehera1102 Місяць тому

    Bjp.thaka.sarkar

  • @gaganbehera5412
    @gaganbehera5412 Місяць тому

    BJP GOVERNMENT 👎👎👎👎👎👎👎

  • @debendrakumarbadhai5193
    @debendrakumarbadhai5193 Місяць тому

    For your government teachers wear spoiled

  • @rabinarayanbharati2819
    @rabinarayanbharati2819 Місяць тому

    A Sarkar Ayisa bahut din com

  • @sibarambehera1102
    @sibarambehera1102 Місяць тому

    In odoisha Bjdsarkarwaas better thanBjp

  • @hrushikeshbiswal4305
    @hrushikeshbiswal4305 Місяць тому

    ବେଶୀ ଗପୁଛୁ ୨୫ ବର୍ଷ କଣ କରିଛି ୫ ଟାଉଟର

  • @ManaskumarjesthiBabu
    @ManaskumarjesthiBabu Місяць тому

    Yes. It. Is

  • @prashantpatra9883
    @prashantpatra9883 Місяць тому

    ହ ଇରେ ଗଲୁଆ ବୁ ଢା କ ଇ ଛ

  • @santoshrout6327
    @santoshrout6327 Місяць тому +1

    Tume bjd govt 80 age loko nku old pension deuthila 700, election asiba ru 1400 dela. 1400 paiba pahni bjd govt 25 years nela. 3500 piba pahni au 25 years neithanta. Election asile 300 0r 500 increase karithanta

    • @smrutir96
      @smrutir96 Місяць тому

      Nije jadi nija bapa maa nku dekhi thante loke ta sarakar nku pension dabaku padantani

  • @PrasantkumarSamal-yq8qi
    @PrasantkumarSamal-yq8qi Місяць тому +3

    Pratap jena Madhya purbatana maudar asami Lalin tu ta tyotar no1 bijujantadal neta

  • @sibarambehera1102
    @sibarambehera1102 Місяць тому

    Bjp unfit sarkar

  • @user-or2ps6jm4e
    @user-or2ps6jm4e Місяць тому +2

    lakha madam mahangha doubale marad case kuaida gala

  • @user-wh4kq1qk8o
    @user-wh4kq1qk8o Місяць тому +1

    ଲେଖାଶ୍ରି Madam ଙ୍କ ର କଉପୁନି ଛିଡି ଯାଇଛି, ଲେଲିନିମହାନ୍ତି ଯୁବ ଟାଉ ଟର, ନବୀନ ବୃଦ୍ଧ ଟା ଉ ଟ ର, ବିଜୁ ଜନତା ତୁମ ଛିଡ଼ିଛି ଲେଖା, ଓଡ଼ିଶାରେ ଯଦି ଅକ୍ଟୋବର ରେ ନିର୍ବାଚନ ହୁଏ ତେବେ (୨୧) ଲୋକସଭା ଓ ୧୪୦ବିଧାନସଭା ବିଜେପି ପାଇବ। ଆଉ ଛଇ ଦେଖାନି।

    • @eodia6475
      @eodia6475 Місяць тому

      ଠିକ୍ କଥା ,election ଆଉ ଥରେ ହେଲେ ଭଲ ହୁଅନ୍ତା। ଯିଏ ଆସିଲେ ଆମର କିଛି ଅସୁବିଧା ନାହିଁ କିନ୍ତୁ ମନ ଟା ଟିକେ ଶାନ୍ତି ହୁଅନ୍ତା।

  • @purusottamsingha6044
    @purusottamsingha6044 Місяць тому

    ତୋ ନାମରେ ସବୁ କରିଦେ।ସବୁ ମାରିକି ଖାଇ ସାରିଛ।ବର୍ତ୍ତମାନ କଟକଟ କରୁଛି।ଶଳା ବୁଢ଼ା ଟାଉଟର୍,

  • @kalyanpanda5885
    @kalyanpanda5885 Місяць тому +5

    ଦଳ ବଦଳା ନେତ୍ରୀ

  • @FFGAMER-fl5mf
    @FFGAMER-fl5mf Місяць тому

    Change haba sarakar

  • @digambarist
    @digambarist Місяць тому

    Jocker bhali lagu chi..

  • @sibarambehera1102
    @sibarambehera1102 Місяць тому

    Bjp Chester sarkar

  • @kalyanpanda5885
    @kalyanpanda5885 Місяць тому +1

    ଏମିତି କଥା କୁହା କପିଳା ଙ୍କ ପାଇଁ ଦଳ ବୁଡ଼ିଲା

    • @smrutir96
      @smrutir96 Місяць тому +1

      Bjp bhali michha ta kahunahanti sata kahuchanti report dekhiki comment kar godimedia nuhe

  • @user-eg9jg4im2z
    @user-eg9jg4im2z Місяць тому

    ତୁ ମାଗିଆ ଆଉ ଭାଷଣ ଦେନା ତୋତେ ସମସ୍ତେ ଚିନ୍ହୀ ସାରୀ ଲେଣି ତୁ କେତେ ହାରାମୀ ଟା ବୋଲି

  • @jojanagandhamohanty-hr4eg
    @jojanagandhamohanty-hr4eg Місяць тому

    Bjp thenga dekheila ...pension wala nku...old age au widow kuade jibe

  • @indramanipanda3539
    @indramanipanda3539 Місяць тому

    ପ୍ରକ୍ରୁତି ଛାଡ।

  • @user-if2sh3de7n
    @user-if2sh3de7n Місяць тому

    Bjd 24 bars Kiya kijiye 😂😂😂

  • @rajibkumarsahoo8486
    @rajibkumarsahoo8486 Місяць тому

    Agaru Chor. Karuthil. Au. Kariparilnahita B. J. D

  • @AsthaaSahoo
    @AsthaaSahoo Місяць тому

    Tame 24 ବର୍ଷ ରେ ଆଲୁଅ କରିଦେଇଛି କୁହଳିଆ ନେତା

  • @VenkataRaviBantupalli
    @VenkataRaviBantupalli Місяць тому

    Please give Odisha chitfunds news for Odisha chitfunds victims.

  • @RohitBariha-cm8df
    @RohitBariha-cm8df 22 дні тому

    Naveen sir savinku 3000.kimba 3500 diajau