'ସେବାୟତଙ୍କୁ ଡରାଇ ଭାଙ୍ଗିଦେଲେ ମଠ' | EXCLUSIVE INTERVIEW WITH JAGANNATH SWAIN MOHAPATRA । OR

Поділитися
Вставка
  • Опубліковано 28 вер 2024
  • କେବେ ଖୋଲିବ ରତ୍ନଭଣ୍ଡାର ? ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ତ ? କେବେ ହେବ ଠାକୁରଙ୍କ ରଘୁନାଥ ବେଶ ? ମଠ ମନ୍ଦିର ପ୍ରଶାସନ ଭାଙ୍ଗୁଥିବା ବେଳେ କାହିଁକି ସେବାୟତ ପ୍ରତିବାଦ କଲେନି ? ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁମହାପାତ୍ର । Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #ExclusiveInterview #Puri #jaganathtemple #JaganathSwainMohapatra

КОМЕНТАРІ • 215

  • @swadhikarbetaj3768
    @swadhikarbetaj3768 3 місяці тому +33

    ଖୋଦ୍ ଜଗନ୍ନାଥ ଦାଶ ମହାପାତ୍ର ସେତେବେଳ ବିଜେଡିର କାର୍ଯ୍ୟକ୍ରମକୁ ବହୁତ ପ୍ରଶଂସା କରୁଥିଲେ। ଏବେ ସ୍ବର ବଦଳେଇଲେଣି।

    • @jitendranayak904
      @jitendranayak904 3 місяці тому +2

      Bhai barsha juade chhata siade.....

    • @trinathbal2673
      @trinathbal2673 3 місяці тому +3

      ବର୍ଷା ଯୁଆଡେ ଛତା ସିଆଡେ ଉପାଖ୍ୟାନ

    • @indianeducation3402
      @indianeducation3402 3 місяці тому +1

      ଏଇଟା କୁ। କାଢି ଦିଅ।ଗାଲୁଆଟା

    • @jagannathkrupa9310
      @jagannathkrupa9310 3 місяці тому

      puri loka kuade sarala au niriha heipare puri loka mane sarala but a sevayat mane kete sarala apan mane bujhiparuthibe jeun mane nija swartha pain niti kanti band karidianti semane janantini j sei kalia saanta dayaru sujog milichi

    • @jagannathkrupa9310
      @jagannathkrupa9310 3 місяці тому

      sarkar ku sevayat chup kariparibe sarkar sevayat nku chup kariba sampurna micha katha sabu kathare amanee sarkarku daranti seva niti kanti band karidianti

  • @nabakishoresahoo5712
    @nabakishoresahoo5712 3 місяці тому +54

    ଆଜିକାଲି ଶ୍ରୀମନ୍ଦିରର ସେବାୟତମାନେ ବିଜେଡି ରାଜନୀତି କରୁଛନ୍ତି I ମଠ ଭାଙ୍ଗିବା , ପ୍ରକଳ୍ପ ନାଁ ରେ ରାଜକୋଷ ଲୁଣ୍ଠନ ହେବା , କମିୟା ଯାନୀ କୁ ରାତି ଅଧରେ ମନ୍ଦିରରେ ପୁରାଇ ଅପବିତ୍ର କରିବାରେ ସେବାୟତଙ୍କର ହାତ ଅଛି I ଏମାନେ ଠାକୁରଙ୍କୁ ବିକିଦେବେ I

    • @dasarathmeher8935
      @dasarathmeher8935 3 місяці тому +4

      ଠିକ କଥା ଭାଇ...

    • @srinibaspal6574
      @srinibaspal6574 3 місяці тому +2

      ବିଲକୁଲ ନୁହେଁ ସେବାୟତ ମାନେ ବିରୋଧ କରି ଥିଲେ କିନ୍ତୁ ଦୁର୍ଭାଗ୍ୟ ଯେ କେହି ଶୁଣି ନ ଥିଲେ l କାରଣ ହାତରେ କ୍ଷମତା ରହିଥିଲା

    • @jadupatirout
      @jadupatirout 3 місяці тому +1

      ଯେବେ ଠୁ ବିଗ୍ରହ ପରିବର୍ତ୍ତନ ରେ ମନ୍ତ୍ରୀ ଅରୁଣ ସାହୁ ର ଶୟନ ଫୋଟ viral ହେଲା, ସେବେଠୁ ହସ୍ତକ୍ଷେପ ବଢ଼ିଗଲା,

    • @Daspurna-f7c
      @Daspurna-f7c 3 місяці тому +2

      You are 💯 percentage correct bro

    • @bidyamanab993
      @bidyamanab993 3 місяці тому

      Apan agaru kuade jaithile

  • @biswaranjandora9211
    @biswaranjandora9211 3 місяці тому +62

    ଏମାନେ ଏବେ ଏତେ କଥା କହୁଛନ୍ତି ଠିକ ଯେ,କିନ୍ତୁ ଗତ ୧୦ ବର୍ଷ ଯାଏ କଉଠି ସୋଇଥିଲେ!ଆଜି ସବୁ ମନେ ପଡୁଛି ଗୋଟି ଗୋଟି କି?

    • @jitendranayak904
      @jitendranayak904 3 місяці тому +5

      Bhai tame janina bodhe barsha juade chhata siade...

    • @arunmishra_2023
      @arunmishra_2023 3 місяці тому

      Matha bhangi kichi thik kaleni kukura mane.

    • @turnonage
      @turnonage 3 місяці тому +4

      Bhai pandian bele emane daru thile se mg murder karidauthila
      .jaha iccha taha karuthila...dara laguthila emananku....ebe bjp asila..kahibe mana kholiki

    • @subhamkhuntiavlogs2317
      @subhamkhuntiavlogs2317 3 місяці тому

      Bhai se ba kahuchnti sarakara samastinku chup kareideithile ... govt bhaya re samaste chup thile... tume bi chup thila govt bhaya re....

    • @KrishnanayakNayak-t6e
      @KrishnanayakNayak-t6e 3 місяці тому

      ମୁଁହ ବନ୍ଧ କରିକି ରଖା ଯାଉଥିଲା

  • @UpendraBehera-o1z
    @UpendraBehera-o1z 3 місяці тому +17

    ମହାଶୟ ଆପଣ ଯାହା କହୁଛନ୍ତି ସବୁ ସତ । ଆପଣ କାହିଁକି ନୀରବ ଥିଲେ ଭଙ୍ଗା ହେଲା ବେଳେ। ଆପଣ ମାନେ ଚାହିଁଲେ ଠାକୁର ଙ୍କ ନୀତି ବନ୍ଦ କରି ଦେଉଛନ୍ତି । ଆପଣ ମାନେ ଚାହିଁଲେ ସରକାରଙ୍କୁ ଅଚଳ କରି ଦେଉଛନ୍ତି ଆପଣଙ୍କ ଦାବୀ ପାଇଁ । ଏତେ ମଠ ମନ୍ଦିର ଭଙ୍ଗା ହେଲା,ଆପଣ ମାନେ ଚାହିଁ ଥିଲେ ଏହାକୁ ରୋକି ପାରିଥାନ୍ତେ । ବଡ଼ ଠାକୁରଙ୍କୁ ଭିକାରୀ ସଜାଇ , ଅର୍ପଣ ରଥ ନାମରେ ରାସ୍ତାରେ ବୁଲାଇଲେ, ଆପଣ ମାନେ ନୀରବ ଥିଲେ କାହିଁକି । ଏଥିପାଇଁ ଆପଣ ମାନେ ଦାୟୀ ଏବଂ ଠାକୁର ରାଜା ମଧ୍ୟ ବେଶୀ ମାତ୍ରାରେ ଦାୟୀ । ନିଜ କାନ୍ଧରୁ ଦୋଷ ଖସାଇ ଦେଲେ ଚଳିବ ନାହିଁ ।

  • @susantbehera1984
    @susantbehera1984 3 місяці тому +20

    Tume ସେବାୟତ ସ୍ୱାର୍ଥପର.ଯଦି ବିଜେଡି ଭୁଲ୍ କରୁଥିଲା ତେବେ ତୁମେମାନେ କଣ ପାଇଁ ବିରୁଦ୍ଧ କରୁ ନ ଥିଲ ?ବର୍ଷା ଯୁଆଡ଼େ ଛତା ସିଆଡେ ଭଳି ତୁମେ ମାନେ କହୁଛ ହେଲା.

  • @JayadrathaBehera-u6i
    @JayadrathaBehera-u6i 3 місяці тому +4

    ଜୟ ଜଗନ୍ନାଥ ପ୍ରଣାମ🙏🙏🙏
    ଏତିକି କହିବି
    ଅକ୍ଷୟ ହେଉ ପୂଣ୍ୟ ଜଗତ ଧର୍ମ ର ହେଉ ଜୟ🙏

    • @santoshkumarsahu6586
      @santoshkumarsahu6586 3 місяці тому +1

      ❤️🙏🌺🙏❤️ Jay Sri Jagannath Mahaprabhu ❤️🙏🌺🙏❤️Juga Juga Re Dharma Ra Heba Jay ❤️🙏🌺🙏❤️🪔🪔🪔🪔🪔🪔🪔🪔❤️🙏🌺🙏❤️

  • @subalkumarswain1457
    @subalkumarswain1457 3 місяці тому +13

    ଆଗରୁ କିଛି କହିଲେନି, ଆଉ ଏବେ କହୁଛ ?

    • @Stutee24
      @Stutee24 3 місяці тому

      Na Bhai agaru kahithile.but kehi suninahanti.

    • @manisankarofficial3873
      @manisankarofficial3873 3 місяці тому

      Au balo kohibo nai, time re kohibo na

  • @SangramBeuria
    @SangramBeuria 3 місяці тому +10

    ଆପଣ ଦଶ ବର୍ଷ ଆଗରୁ ସୋଇଥିଲେ ନାଁ କଣ ଆପଣ ମାନେ।

  • @binayapradhan4671
    @binayapradhan4671 3 місяці тому +13

    ପୁରୀ ଲୋକ କଣ ନିରୀହ କହିଛ ସେମାନେ ମହା ଚାଲାକ ମହା ହାରାମି

    • @jullysamal6626
      @jullysamal6626 3 місяці тому +3

      Chor puri ପଣ୍ଡା ରତ୍ନ ସୁନା ଚୋରି କରି kg e kge ସୁନା ପିନ୍ଧୁଛନ୍ତି କିମିତି

    • @jagannathkrupa9310
      @jagannathkrupa9310 3 місяці тому

      ​@@jullysamal6626right

    • @melisha4236
      @melisha4236 3 місяці тому +1

      Right

    • @Manoranjansahoo34680
      @Manoranjansahoo34680 3 місяці тому

      U r 100% ✅👌👌👌

  • @hemantapradhan6776
    @hemantapradhan6776 3 місяці тому +1

    Jay Jagannath ❤❤❤

  • @umeshdas5476
    @umeshdas5476 3 місяці тому +2

    Jay Jagannath Swami

  • @sumimohanty6838
    @sumimohanty6838 3 місяці тому +2

    Right

  • @adds8322
    @adds8322 3 місяці тому +1

    Bhala heichi. Pandian sir❤

  • @Saiprasanna_Raisingh
    @Saiprasanna_Raisingh 3 місяці тому

    Sabu mili misi ama thakuranka dhana lootichhanti. Sabu sebayat manankara koti koti sampati and jami badi. Even nua nua heithiba panda sebayat pakhare suna alankar, car, bikes .

  • @umakantaparida8086
    @umakantaparida8086 3 місяці тому +1

    ଏମାନେ ଟଙ୍କାପାଈଂ ନିଜକୁ ଏବଂ ଘର ଲୋକଙ୍କୁ ଭଡା ଲଗାଇଦେବେ। ମତଲବି କେଉଂଠିକାର।

  • @gopabandhubehera453
    @gopabandhubehera453 3 місяці тому +2

    ଏଶଳା ଜଗୁନି ମହାପାତ୍ରକୂ ଦଶ ହଜାର ଟଙ୍କା ଧରେଇଦେଲେ ତମ ଘରେ ଜାଇକି ଆଶିର୍ବାଦ କରିକି ଆସିବ ମମତା ବାନାର୍ଜୀ କିଛି ଟଙ୍କା ଫୋପାଡ଼ି ଦେଲା ତା ଘରେ ଜାଇକି କୁକୁର ଭଳିଆ ଖାଇ ପିଇକି ତାଙ୍କଘରେ ଅଧିଆ ପଡିକି ତାକୁ ଆଶିର୍ବାଦ ଦେଇକି ଆସିଲା ଏଶଳାର କଣ ଇଜତ ମହତ ଅଛି ଏଶଳାକୁ ଜିଏ ଟଙ୍କା ଦେଲା ତା ସପକ୍ଷରେ ଗଫିବ

  • @indianeducation3402
    @indianeducation3402 3 місяці тому +2

    ଏଇମାନେ ସବୁ ଖାଇଛନ୍ତି। ଏଇଟାକୁ ପିଟ

  • @hadibandhumahakhuda2889
    @hadibandhumahakhuda2889 3 місяці тому +1

    ସୁନା ରୂପା ନଷ୍ଟହୋଇ ଯାଉଛି ! ବାହାନା ଚାଲିଛି

  • @pradiptakumarmuduli331
    @pradiptakumarmuduli331 3 місяці тому +1

    Jagannatha ମାଟି ଘରେ ରୁହନ୍ତି, marble ଘରେ ruhantini

  • @Laxmipirya-fy3dz
    @Laxmipirya-fy3dz 3 місяці тому +3

    ଯଦି ସବୁଥିଲା ହେଲେ ଗଲା କୁଆଡେ

  • @hadibandhumahakhuda2889
    @hadibandhumahakhuda2889 3 місяці тому +1

    ପ୍ରଭୂ ସବୁ ତ, ତେବେ ତୁମେ ଜଗନ୍ନାଥଙ୍କ ଠାରୁ ପ୍ରଶାସନକୁ ଅଧିକ ଗୁରୁତ୍ଵ ଦେଲ କାହିଁକି ?
    ସେବାୟତ ବେଶୀ ଦାୟୀ

  • @jitendrasasmal7146
    @jitendrasasmal7146 3 місяці тому

    Good person had expire only persons are lived

  • @rohitpatel8542
    @rohitpatel8542 3 місяці тому

    All the best

  • @debashisray8693
    @debashisray8693 3 місяці тому

    Jay Jagannath...Sabu Matha ku rakhajai..matha jaga o charipate thiba ihha kotha(lodge/hotel),bhada re chaluthiba dokan ghara sabu bhanga jai..thik kama karajaichi...Agaru mandira samna re b mandira dishu nathila... jabardakhal ku utha gala o sethipain ..market dara tharu adhika mulya madhya diagala...Apa prachar band haba jaruri.

  • @nrupamajhi9654
    @nrupamajhi9654 3 місяці тому

    Sundar upasthapana

  • @maheshpatra8088
    @maheshpatra8088 3 місяці тому +2

    ବାଜେ କଥା କୁହନ୍ତୁନାହିଁ ସବୁ ଖଣ୍ଟ

  • @umacharanpatra5536
    @umacharanpatra5536 3 місяці тому

    Sir. Teme jaha kahucha. Sabu. Right

  • @dillipkumarbehera1473
    @dillipkumarbehera1473 3 місяці тому +2

    ଏଇ ମାନଙ୍କୁ ପାଣ୍ଡୁ ସହିତ ବି ଛାଡ଼ି ଦେବା ଜରୁରୀ ଥିଲା

  • @niranjanpanda8574
    @niranjanpanda8574 3 місяці тому

    ଜୟ ଜଗନ୍ନାଥ। ନୂଆ ସରକାର କଣ କରୁଛି କରୁ।

  • @umakantaparida8086
    @umakantaparida8086 3 місяці тому

    ଏ ମାନନଙ୍କୁ ଜଗନ୍ନାଥଙ୍କ ବାଡଗ୍ରାହିନା ବାଡଖାଇ ଏକଣକହୁଛନ ନିଜେଜାଣିପାରୁନାହାନୣ।

  • @sureshpalei6106
    @sureshpalei6106 3 місяці тому +1

    Bina paisare kariparibe

  • @padarbindasamal4365
    @padarbindasamal4365 3 місяці тому +1

    Do not behave like jokers. Where are these people when the demolition in the name of so-called development is going on?

  • @ashokkumarsahoo8044
    @ashokkumarsahoo8044 3 місяці тому

    ପ୍ରଣାମ ଭାଇ,ଅତି ସୁନ୍ଦର ସ୍ପଷ୍ଟବାଦି ମଣିଷ

  • @sushamadash8383
    @sushamadash8383 3 місяці тому

    Jay shree Jagannath ji ki 🌷🙏,sebayatamane money paile Jagannath anku bikidebe.😂😂😂😂😂

  • @rashmiranjankabirashmiranj8279
    @rashmiranjankabirashmiranj8279 3 місяці тому +1

    Eamanea thile kouthi paisa kamigla ki

  • @sibaprasadmishra7263
    @sibaprasadmishra7263 3 місяці тому

    Ketedina au khosamat Kari banchiba ???

  • @kedarbehera607
    @kedarbehera607 3 місяці тому

    ଏମାନେ ଏବେ କଥା ବଦଳାଉଛନ୍ତି

  • @rammohanty4118
    @rammohanty4118 3 місяці тому

    Sarkar tankar police tankar emane kan karibe

  • @srinibaspattanayak
    @srinibaspattanayak 3 місяці тому

    Aji jaye kouthi soithilu.. court nathila setebele

  • @sanjeebkusahu6355
    @sanjeebkusahu6355 3 місяці тому

    Sarakaara ichhaa kale kan na heba?

  • @lalatkesharisamantaraysama401
    @lalatkesharisamantaraysama401 3 місяці тому

    matha puni tiari karajau puruna sthanare....Karan ahi matha hin mandira ku surakhya deiasuthila purana kalaru.....jetebele sarkar nathile setebele ahi matha mane hin surakhya kabacha hoi rahithile...Moghal mane daruthile Ahi matha mananku.....tenukari matha punarbar sthapita karajau....Hindu manankara Astha ra kendrabindu.

  • @skshitish
    @skshitish 3 місяці тому

    E sabu sebayat sabu neithibe laguchi

  • @meenakshinanda3268
    @meenakshinanda3268 3 місяці тому

    Aapana setebele kn karuthile aji kahiki kahuchanti

  • @adityabhoi2502
    @adityabhoi2502 3 місяці тому

    ରତ୍ନଭଣ୍ଡାର ଭିତରେ ଯୋଉ ସାପ ଥିଲା ସେଇ ଆଉ ଅଛି ନା ନାହିଁ ???

  • @beautifulearth5369
    @beautifulearth5369 3 місяці тому +1

    Tu ete suna paisa pailu kouthu, sal tume sabu GM

  • @dreambig2920
    @dreambig2920 3 місяці тому

    Sevayatha hie chora saeta Odisha loka agarue janichanthee ....semane thakur ko opphas rakhi douchanthee ...sae pae thankue general public kichi kohunahathee....aau govt re thiba loka ta chori kemtie karebae saeta bhabhuthanthee ....

  • @ok-eh3yh
    @ok-eh3yh 3 місяці тому

    🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Jaya Jagannath...🙏🙏🙏🙏🙏🙏🙏🙏🙏Jaya Jagannath.....🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Jaya Jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @hrushikeshrout7971
    @hrushikeshrout7971 3 місяці тому

    ରଗୁ ନଦନ ବିଶ ହିଉ ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ bjp ଅ ନୁରୁଦ ଜୟ ଜଗନ୍ନାଥ

  • @Rames_hadi
    @Rames_hadi 3 місяці тому

    ଟିକ କଥା

  • @kalicharanbehera1399
    @kalicharanbehera1399 2 місяці тому

    ଦୋ ମୁହାଁ ନୀତି ଭଲ ନୁହେଁ

  • @ashishkumardas723
    @ashishkumardas723 3 місяці тому

    Sabu samaya dekhi chamchagere karu chhanti .

  • @rajeshchhotaray8685
    @rajeshchhotaray8685 3 місяці тому

    V k pandian destroy our mathas , temple culture

  • @surendrakumarmahapatra442
    @surendrakumarmahapatra442 3 місяці тому +1

    ପୁରୀ ଲୋକ ପୁରା ନିରୀହ 😂😂😂ସେଥିପାଇଁ ଘରୁ ଲୋକ ଯୋଉ ଭକ୍ତିଭାବ ରେ ଶ୍ରୀ ମନ୍ଦିର ଯାଇଥାନ୍ତି ସେଠିକାର ସେବାୟତ ସେମାନଙ୍କ ଭାଷାରେ କି ଭାବ ବଢ଼ାଇଥାନ୍ତି ଭକ୍ତ ଙ୍କ ମନରେ ତାହା ପ୍ରଶଂସା କରିବା କଥା

  • @simanchalasahu1425
    @simanchalasahu1425 3 місяці тому

    TAMA SABU sabayata janiki lut hauchi??

  • @rajibkumardas3394
    @rajibkumardas3394 3 місяці тому

    This is a duplicate person first

  • @jullysamal6626
    @jullysamal6626 3 місяці тому

    Vk ku chatuthilu
    Ebe se କିଏସେ ଖନି ବାଯୁଚି ପlଟି ଖନl hoija

  • @unplannedmoody1430
    @unplannedmoody1430 3 місяці тому

    Aei sebayata parikrama prakalpa re BJD ra gaan karuthile, Abe phuni mana Moda nela, Belajya Reporter ku Belajya Jana Sadharan, se ta sebayat anku loka bhala bhabe janithibe

  • @sanjibdehury2147
    @sanjibdehury2147 3 місяці тому

    A sabu BJD ra agent bhai

  • @siluswain4493
    @siluswain4493 3 місяці тому

    A Mane sabu bjd ra golam thile Abe party badalibaru emana nka ra nida bhangila

  • @asishbabu342
    @asishbabu342 3 місяці тому

    pandian katha kahile reporter muha re ki hasa..................ie maaa

  • @newsonlineplus24x7
    @newsonlineplus24x7 2 місяці тому

    ଖାଲି ପ୍ରହସନ....... ସବୁ ଚୋର.....

  • @sukantakumarpradhan8127
    @sukantakumarpradhan8127 3 місяці тому

    ସେତେ ବେଳେ କୋଉଠି ଥିଲ ! ସବୁ ସେବାୟତ ଲୁଟିଆ , କୁହଳିଆ ପଟି ମରା।

  • @BapuniB
    @BapuniB 3 місяці тому

    Behipo , tumai sei ta, Sala chata juade mundai siya dai 😀😀😀😀😀. Daam nathila ki setai belai , ebai Govt change hela belaku kana emiti kahilani. Mon Prabhu kan Nama ku kharap karucha , PURI ki kharap karani agyan
    . Hey JAGANNATH.

  • @jullysamal6626
    @jullysamal6626 3 місяці тому

    Vk ku chatuthilu
    Ebe se କିଏସେ ଖନି ବାଯୁଚି ପlଟି ଖନl ଫhoija

  • @bijayabarik6137
    @bijayabarik6137 3 місяці тому

    Tame kn bhaena kn karucha bjp panda

  • @smrutirekhasethy1602
    @smrutirekhasethy1602 3 місяці тому

    Ye bahut michha kahuchanti..

  • @saibanoj5073
    @saibanoj5073 3 місяці тому

    Are Tautar ta agaru kn soithila, A sabu Bora jhanji

  • @jagnyapradhan4611
    @jagnyapradhan4611 3 місяці тому

    Ea panda pakka galua ta aagaru kouthe soithilu.. Ebe nida vangila 😂😂emane hin ek number choro..

  • @simanchalasahu1425
    @simanchalasahu1425 3 місяці тому

    tama sabu milimisi sabu atma sata kala puri loka kan satara sabu bhala loka?? sabu ttoutar puri ra??

  • @babula7924
    @babula7924 3 місяці тому

    Puribasi sarala !

  • @PRAKASHMOHANTY-x1x
    @PRAKASHMOHANTY-x1x 3 місяці тому

    ଅଲଣା ବିଚାର।

  • @gamelife1987
    @gamelife1987 3 місяці тому

    Full Galu Gapa...

  • @cc-tb4cj
    @cc-tb4cj 3 місяці тому

    A pakka badmas ta

  • @turnonage
    @turnonage 3 місяці тому

    Bhai pandian bele emane daru thile se mg murder karidauthila
    .jaha iccha taha karuthila...dara laguthila emananku....ebe bjp asila..kahibe mana kholiki

  • @SunitaBehera-f3x
    @SunitaBehera-f3x 3 місяці тому

    Domundia sapa

  • @babunamallick5594
    @babunamallick5594 3 місяці тому +4

    ଏ ଇ ନିଜେ କହିଥିଲେ ପରିକ୍ରମା ପ୍ରକଲ୍ପ ହେଉଛି ଐତିହାସିକ ପ୍ରକଲ୍ପ, ପ୍ରଭୁ ଶ୍ରୀ ଜଗନ୍ନାଥ ଏ ମିଛୁଆ ମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ, ଜୟ ଜଗନ୍ନାଥ 🙏🙏🙏

  • @basantasahu3719
    @basantasahu3719 3 місяці тому +6

    ବିଜେଡି ବିଧାୟକ ଙ୍କୁ ଭୋଟ ଦେଲ. ଲଜ୍ୟା

  • @kumarjitu-bk8pr
    @kumarjitu-bk8pr 3 місяці тому +2

    .ଏ
    ସବୁ ସେବାୟତ ମାନେ ଚ଼ୋର ଏବଂ ସେମାନେ ରଖିଛନ୍ତି ଜାବି

  • @bidyabhusanmohanty387
    @bidyabhusanmohanty387 3 місяці тому +13

    ଶ୍ରୀମନ୍ଦିର ଚାରିପଟେ କେବଳ ଜୋତା ଦୋକାନ, ପରିବା ମାର୍କେଟ, ଓ ଅତ୍ୟନ୍ତ ଅପରିଷ୍କାର ପରିବେଶ ଥିଲା ଏବେ ପରିକ୍ରମା ପ୍ରକଳ୍ପରେ ଚତୁର୍ଦ୍ଦିଗ ସୁନ୍ଦର ଦିଶୁଛି, ଯାହା ନିହାତି ଜରୁରୀ ସୋଇପଡ଼ିଛି ଥିଲା, ଏହା ସମ୍ଭବ ହେଇଛି ନବୀନ ବାବୁ ଙ୍କ ପାଇଁ

    • @melisha4236
      @melisha4236 3 місяці тому +1

      Mandir re park hei pariboni... Ki jhia pua rasa Lila Kari pari beni. Eita church ki masjid nuhe... Je seithi jaiki pua jhia dance karibe Gita gaibe...

    • @melisha4236
      @melisha4236 3 місяці тому +1

      ​@@priyacharandas653e sabu Christian muslim mananka ra chal....

    • @mkrout2402
      @mkrout2402 3 місяці тому

      Bjd loka kire😂😂😂

  • @khusirajalaxmidiptiexpress5041
    @khusirajalaxmidiptiexpress5041 3 місяці тому +2

    ଋତୁ ପରିବର୍ତନ ପରି ଏ ମାନଙ୍କର କଥା ଵି ପରିବର୍ତନ ହେଉଛି ବର୍ଷା ଯୁଆଡେ ଛତା ସିଆଡେ, ପଣ୍ଡା ମାନଙ୍କ ବିନା ସାହାଯ୍ୟରେ ଶ୍ରୀମନ୍ଦିର ଭିତରେ କିଛି ହୁଏନି, ରତ୍ନ ଭଣ୍ଡାର ଲୁଟିବାରେ ମୁଖ୍ୟ ଭୁମିକା ପଣ୍ଡା ମାନଙ୍କର ହଁ ଥିବ ଏହା ଉପରେ ନିହାତି କାଯ୍ୟନୁଷ୍ଠାନ ନେବା ଦରକାର....

  • @snigdhasorenofficial863
    @snigdhasorenofficial863 3 місяці тому +4

    ଆଜି ମାନେ June 27 2024 ତାରିଖ ରେ ଓଟିଭି interview ରେ ଗଜପତି କହିଲେ ,କୌଣସି ମଠ ମନ୍ଦିର ଭଙ୍ଗା ଯାଇନି ଶ୍ରୀ ମନ୍ଦିର ରେ ,ଏବେ ଆପଣ କହିଲେ କି ପରିକ୍ରମା ପ୍ରକଳ୍ପ ନା ରେ ମଠ,ମନ୍ଦିର ଭଙ୍ଗା ଯାଇଛି ,କଥା କଣ୍ ?ତାହେଲେ କଣ୍ ଗଜପତି ମିଛ ଆପଣ ସତ ,ଜଗନ୍ନାଥ୍ ଅଛନ୍ତି

    • @Meetsrikanta1
      @Meetsrikanta1 3 місяці тому +1

      Gajapati also told that he don’t know anything about Arpana Ratha, kamiyajani incident.. 😢this is so shameful

  • @asishbabu342
    @asishbabu342 3 місяці тому +1

    matha kauthii bhaga jaicii matha na re commerciar structure thila seigura bhanga jaichii......olti matha jana padu na thila abike matha pura clear dekha jauchiii............................jay jagannath

  • @unlimitedindiapati9310
    @unlimitedindiapati9310 3 місяці тому +1

    ଆପଣଙ୍କ ଭଳି ଏତେ ଦୋଗଲା ବ୍ୟକ୍ତି ଦେଖିନାହିଁ, ସେତେବେଳେ ପାଣ୍ଡୁ କୁ ଟେକୁଥିଲୁ,, ତୋ ବାପା ଉପରେ ମୋର ସନ୍ଦେହ

  • @indianeducation3402
    @indianeducation3402 3 місяці тому +1

    ଏଇଟା ଟାଉଟର, ସ୍ବାର୍ଥପର, ଓଡ଼ିଆ କି ଭାରତୀୟ ନୁହେଁ। ଦେଶପ୍ରେମ ନୁହେଁ।ଏବେ ଫୁଟାଣି ମାରୁଛି। ଯେଉଁ ଆଡେ ଛତା ସେ ଆଡ଼କୁ ଛତା।

  • @sibaprasadkhadanga4375
    @sibaprasadkhadanga4375 3 місяці тому +1

    ଏମାନେ ଚାହିଁଥିଲେ ପରିକ୍ରମା ପ୍ରକଳ୍ପ ର ରୂପରେଖ ବଦଳିଯାଇଥାନ୍ତା ।ରତ୍ନ ଭଣ୍ଡାର ଖୋଲାଯାଇପାରିଥାନ୍ତା ।ଏମାନେ ସେତେବେଳେ ସରକାରଙ୍କ ସପକ୍ଷରେ ଯୁକ୍ତି କରୁଥିଲେ ଓ ଚୂପ ରହିଥିଲେ ।

  • @mishrabisudhananda3551
    @mishrabisudhananda3551 3 місяці тому +1

    ଏଇ ବାବୁ ନିଜ ଜୀବନ ରେ କେତେ ଖରାପ ଓ ନୀତି ବିରୋଧ କାମ,ଦଇତାପତି ହିସାବରେ,ବ୍ୟକ୍ତିଗତ ଜୀବନ ରେ କରିଛନ୍ତି ସେଇ ଜଗନ୍ନାଥ ଓ ପୁରୀ ର ଅଧିକାଂଶ ଲୋକେ ଜାଣନ୍ତି।ଆଜି ସିଏ ଯଦି ପ୍ରବଚନ ଦେଉଛନ୍ତି ଓ ଲୋକ ଶୁଣୁଛନ୍ତି,ସବୁ ସେଇ ଜଗନ୍ନାଥ ଙ୍କ ଇଛା।

  • @ramakrushnadalai2497
    @ramakrushnadalai2497 3 місяці тому +9

    ଆପଣଙ୍କ ହାତରେ ବହୁତ ଲୋକ ଜଗୁନି ଭାଇ, ବିନା ମାଡ଼ରେ ପାଠ ହୁଏ ନାହିଁ ମନ୍ଦିର ପାଇଁ ଆପଣ ଦାୟିତ୍ଵ ନିଅନ୍ତୁ, ଜୟ ଜଗନ୍ନାଥ

  • @binay8377
    @binay8377 3 місяці тому +1

    ବର୍ଷା ପଟକୁ ଛତା 😂, ଯୋଉ ସେବାୟତ ମୋଗଲ ଶାସନ କୁ ଡରିନଥିଲେ, ସେମାନେ ବିଜେଡି ଶାସନ କୁ ଡରିଗଲେ, ସବୁ ଚୋର

  • @rudradevblog2186
    @rudradevblog2186 3 місяці тому +1

    ଆଗରୁ ଆପଣଙ୍କ ପାଟି ଖୋଲୁ ନ ଥିଲା କାହିଁକି ଏବେ କହିଲେ କଣ ଲାଭ

  • @santoshnanda7811
    @santoshnanda7811 3 місяці тому +2

    ଏମାନେ ପରମ ସୁବିଧାବାଦୀ ଓ ସ୍ୱାର୍ଥପର.

  • @Manoranjansahoo34680
    @Manoranjansahoo34680 3 місяці тому +1

    ମୁଁ ଜାଣେ ଆପଣ ଜଣେ ଭଲଲୋକ, ଆପଣ କହିଲେ ପୁରୀଲୋକ ନିରୀହ ତା ଅର୍ଥ ବାକି ଜିଲ୍ଲାର ଲୋକମାନେ ନିରୀହ ନୁହଁନ୍ତି? ଆପଣଙ୍କର ସେବାୟତମାନେ ପାଣ୍ଡିଆନଠାରୁ ଘୋଷ ଖାଇ ପୁରୁଣା ଐତିହ୍ୟ ମଠସବୁ ଭାଙ୍ଗିବା ଏପରିକି ୩ଦ୍ୱାର ବନ୍ଦକରିବା ପର୍ଯ୍ୟନ୍ତ ସବୁଥିରେ ସାମିଲ ଥିଲେ, ସେମାନେ ବିଜେଡି ସରକାରର ଜଣେ ଜଣେ ଚାଟୁକାର ଖୋସାମଦିଆ ହେଇଯାଇଥିଲେ, ସର୍ବଶେଷେ ପୁରୀର ବିଧାୟକ ଭାବରେ ବିଜେଡିର ସୁନୀଲ ମହାନ୍ତିଙ୍କୁ ଜିତାଇଦେଲେ, ସେଥିରେ ଆପଣ କହୁଛନ୍ତି ପୁରିଲୋକ ନିରୀହ ଅତି ହାସ୍ୟାସ୍ପଦ

  • @ranajitkumarmohanty9740
    @ranajitkumarmohanty9740 3 місяці тому +1

    Emane kete bhanda.
    Jagannath nkara jie prakruta sevaka senane kahinki bhaya karibe.
    Jagannath nka mandira re sabuthu thaka o bhaktanku hairana karibare kichhi bhanda sevayata o panda dayi.

  • @gaurishankarpatra193
    @gaurishankarpatra193 3 місяці тому +2

    Jay Jagannath

  • @sankar247
    @sankar247 3 місяці тому +1

    Nabin ku jail re purajau

  • @rati1862003
    @rati1862003 3 місяці тому +1

    Jie Kalia ku katha bhabi ki khelicchanti semane emiti bhasama hebe bujhi paribeni.

  • @chittaranjansahoo1460
    @chittaranjansahoo1460 3 місяці тому +1

    Sabu galua

  • @SARBESWARPANDACSEAI2023-2
    @SARBESWARPANDACSEAI2023-2 3 місяці тому +1

    Kichi matha mandira bhanga jaini , bhala kama guda yanka akhiki bhala nuha

  • @GolakBihariSahoo-o9f
    @GolakBihariSahoo-o9f 3 місяці тому +1

    ଜଗୁନି ଭାଇ ଅପଣଂକୁ କୋଟି କୋଟି ପ୍ରଣାମ 🙏, ସବୁବେଳେ ସତ କଥା, ଏହା ହିଁ ଜଗନ୍ନାଥ ଲୀଳା ନୁହେଁ କି, ଜୟ ଜଗନ୍ନାଥ w

  • @indianeducation3402
    @indianeducation3402 3 місяці тому +1

    ଆଗେ ଇଶ୍ଵର ପରେ ମଣିଷ।

  • @simanchalasahu1425
    @simanchalasahu1425 3 місяці тому +1

    A MAHASAYA LUTIBARA ADHIKA HATA KI?????