ରାଧା ରାଧା ବୋଲି ଗୋରା କାନ୍ଦେ।।ସଙ୍କୀର୍ତ୍ତନ||ଗାୟିକା:-ମନୋରମା ବେହେରା, ବ୍ରହ୍ମଗିରି,ପୁରୀ।।Sankiratan||No:-1

Поділитися
Вставка
  • Опубліковано 11 жов 2024

КОМЕНТАРІ • 712

  • @kunamallick1592
    @kunamallick1592 8 місяців тому +44

    ସତରେ ବଡ ଭଉଣୀ କଣ୍ଠ ଅତି ସୁନ୍ଦର 🙏🙏🙏 ଆଉ ବାୟକ ଭାଇ ର ମୃଦଙ୍ଗ ବଜେଇବା ବହୁତ ସୁନ୍ଦର 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏

  • @bikashKumar-vg9fh
    @bikashKumar-vg9fh 9 місяців тому +49

    ବହୁତ ସୁନ୍ଦର କଣ୍ଠ
    ଜଗନ୍ନାଥଙ୍କ କୃପାରୁ ଏମିତି ଲାଗି ରହୁ
    ଜୟ ଜଗନ୍ନାଥ

  • @madanmohandas4289
    @madanmohandas4289 9 місяців тому +20

    ଗାୟିକା ମା ମନୋରମା ବେହେରା! ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଓ ଅଶେଷ ଧନ୍ୟବାଦ ଜଣାଉଛି. ହୃଦୟ ମଧ୍ୟରେ ଏକ ଭାବାତ୍ମକ ଆନନ୍ଦ ସୃଷ୍ଟି କରାଉଛି ଆପଣଙ୍କ କଣ୍ଠ ସ୍ୱର, ତାଳ, ଲୟ, ଭାବ ଓ ଭଙ୍ଗୀ. ବିଶେଷ କରି ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସନ୍ନ୍ୟାସ ଯାତ୍ରାକୁ ବାରଣ ପୂର୍ବକ ମା ସଚି ଦେବୀଙ୍କ ଗାନଟି ଆପଣଙ୍କ କରୁଣାତ୍ମକ କଣ୍ଠ ଓ ଭାବାତ୍ମକ ପରିବେଷଣ ଆମକୁ ବଡ଼ ଭାବ ବିହ୍ଵଳ କରି ଦେଉଛି. ଆପଣଙ୍କର ସର୍ବାଙ୍ଗୀନ ଉନ୍ନତି ପ୍ରାର୍ଥନା କରୁଛି ସେହି ବିଶ୍ୱ ପିତାଙ୍କ ନିକଟରେ. ଗୋଟିଏ ଅନୁରୋଧ ମା, କେବେବି ପ୍ରଶଂସା ଯେତେ ବି ମିଳୁ ହେଲେ ଅହଂକାରକୁ ଘର ଦେଖାଇବ ନାହିଁ. ଈଶ୍ୱର ଦୀର୍ଘାୟୁ କରନ୍ତୁ. ଆପଣଙ୍କ ସହ କର୍ମୀ ବାୟକ ତରୁଣ ବାବୁଙ୍କୁ ମଧ୍ୟ ବହୁତ ଅଭିନନ୍ଦନ ଯେ ଖୁବ ଉଚ୍ଚ ଓ ସଠିକ ସ୍ୱର ତାଳ ଲୟରେ ବାଦ୍ୟ ପରିବେଷଣ କରୁଥିବାରୁ.

  • @rakeshbehera8788
    @rakeshbehera8788 9 місяців тому +52

    ବାଦକ ଭାଇଙ୍କ voice ଟି ଭାରି ଦରଦୀ ଦରଦୀ ଲାଗୁଛି ମନକୁ ଛୁଇଁ ଗଲା ପୁରା ll❤❤❤❤❤❤👌👌👌👌👌🙏🙏🙏🙏🎇🎇🎇🎇

  • @atozkirtanvideo
    @atozkirtanvideo 10 місяців тому +97

    ସବୁ କମେଣ୍ଟ ପଢିଲା ପରେ ଆଉ କିଛି ଭାଷା ନାହିଁ କହିବାକୁ ଖାଲି ଏତିକି କହିବି | ସଂକ୍ରିତନ ଗାୟକ ୟାଙ୍କୁ ହିଁ କୁହନ୍ତି ଜୟ ଜଗନ୍ନାଥ

  • @brajakishore2002
    @brajakishore2002 10 місяців тому +35

    ବାୟକ ଭାଇଙ୍କ କଣ୍ଠ ବହୁତ୍ ସୁନ୍ଦର୍❤❤❤❤

  • @kapilasbehera1394
    @kapilasbehera1394 9 місяців тому +21

    ବହୁତ ସୁନ୍ଦର ପରିବେଷଣ ଆପଣ ଉତ୍କଳ ର ଗୌରବ 🙏🙏🙏

  • @oplucifer7794
    @oplucifer7794 10 місяців тому +30

    ବହୁତ ସୁଦର ପରିବେଷଣ ଜୟ ଜଗନ୍ନାଥ🙏🙏🙏

  • @sachikantanayak5063
    @sachikantanayak5063 4 місяці тому +5

    ଅତି ସୁନ୍ଦର ଭାବରେ ବୁଝାଉ ଛନ୍ତି ଭଉଣୀ ଏମିତି ଖାଲି ଆମ ବ୍ରହ୍ମଗିରି ର ନାମ ରୋଶନ କରୁଛନ୍ତି ତାହା ନୁହଁ ସମୂର୍ଣ୍ଣ ଓଡ଼ିଶାର ନାମ ରୋସନ୍ କରୁଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଆପଣଙ୍କୁ ଏମିତି ସବୁ ବେଳେ ସମସ୍ତଙ୍କର ଆଶ୍ରିବାଦ୍ ସାଉଣ୍ଟ ଥାନ୍ତୁ ❤

  • @hrusikeshkaran831
    @hrusikeshkaran831 8 місяців тому +13

    ହେ ଗାୟିକା ମହୋଦୟ। କିସୁନ୍ଧର କଣ୍ଠ ଦେଇଛନ୍ତି ବିଧାତା ତୁମକୁ ଖାଲି ସୁଧା ଝରୁଛି
    ଯେତେ ସୁଣିଲେବି ମନ ଭରୁନି 🙏

  • @NarayanSahu-kz6fy
    @NarayanSahu-kz6fy 9 місяців тому +7

    ଗାୟିକା ମହାଶୟ ଆପଣଙ୍କ କଣ୍ଠ ଶ୍ବର ଓ ପରିବେଶଣ ଶୈଳୀ ବହୁତ ଉଚ୍ଚକୋଟୀର ଧନ୍ୟବାଦ

  • @dibyansuaditya3850
    @dibyansuaditya3850 10 місяців тому +18

    ବାୟକ ଭାଇ ଙ୍କୁ ମୋ ହୃଦୟ ରୁ ପ୍ରଣାମ ଉଚ୍ଚ କୋଟିର ଏମିତି ବାଦ୍ୟ ବଜାଇ ବା ମୋ ଜୀବନ କାଳ ଭିତରେ ଦେଖିନି କଉଠି 🙏

  • @sisirbehera19
    @sisirbehera19 10 місяців тому +54

    ଅତି ସୁନ୍ଦର ବଡ଼ ଭଉଣୀ ସତରେ ଉତ୍କଳର ଗର୍ବ ଓ ଗୌରବ ଜଗନ୍ନାଥ କୃପାରୁ ଆଗେଇ ଚାଲ, ସମାଜରେ ସଂସ୍କାର ବାଣ୍ଟି ଚାଲ 🙏🙏🙏🙏........

  • @rajatsahu5175
    @rajatsahu5175 10 місяців тому +36

    ସତ ରେ ମୋ ମା ଆଖିର ଲୁହ ରହିପାରିଲା ନାହିଁ 😂😂😂😂😂 ଦୁଇ ଆଖିରୁ ଧାର ଧାର ଲୁହ ବହିଗଲା। ମାଆ ସରସ୍ଵତୀ ସଦା ତୁମ କଣ୍ଠରେ ରହିଥାଆନ୍ତୁ।
    ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ତୁମ ଉପରେ ବର୍ଷୁ ଥାଉ।❤❤❤❤❤❤❤❤

  • @krushnamahanta2960
    @krushnamahanta2960 3 місяці тому +4

    ଅତି ସୁନ୍ଦର ସଂକୀର୍ତ୍ତନ ପରିବେଷଣ କରୁଛନ୍ତି ଦିଦି 🎉🎉🎉 ବାୟକ ଭାଇବି ଅତି ସୁନ୍ଦର୍ ପରି ବେଷଣ , ଧନ୍ୟ ବାଦ୍ ଜୟ ଜଗନ୍ନାଥ

  • @SibaprasadJena-zv7lw
    @SibaprasadJena-zv7lw 3 місяці тому +4

    ଅତି ସୁନ୍ଦର ଲାଗୁଛି, ଧନ୍ୟବାଦ ଭଉଣୀ

  • @Ashishkumar-uq2xf
    @Ashishkumar-uq2xf 9 місяців тому +35

    ମା ସରସ୍ୱତୀ ଆଉ ମହାପ୍ରଭୁ ଙ୍କ କୃପା ଆପଣ ଙ୍କ ଉପରେ ସେମିତି ଥାଉ ଦିଦି ,ଏତେ ସୁନ୍ଦର ପରିବେଷଣ କରୁଛନ୍ତି ଯାହାର ଯେତେ ପ୍ରଶଂସା କଲେ ବ କମ୍ ହେବ.❤

    • @arundas-x3g
      @arundas-x3g 2 місяці тому

      Jay shree jagannath ⭕❗⭕ jay jagannath

  • @arunakumardas4719
    @arunakumardas4719 7 місяців тому +9

    ମା ସରସ୍ଵତୀ ଆପଣଙ୍କୁ ଆଶୀର୍ବାଦ କରନ୍ତୁ 🙏🙏🙏 ଆପଣ ବହୁତ୍ ସୁନ୍ଦର୍ ଗାଇଛନ୍ତି ଖାସ୍ କରି ଗାୟକ ବାୟକ ଯୋଡ଼ି ବହୁତ୍ ସୁନ୍ଦର୍ 👌👌👏👏👍👍

  • @sanjayakumarbehera8634
    @sanjayakumarbehera8634 10 місяців тому +13

    ଭାବ ଭାବ ଭାବ.. କି ଭାବ, ସତରେ.. ହୃଦୟ ଜିଣିନେଲ

  • @sharatnaik5615
    @sharatnaik5615 6 місяців тому +2

    Both of u very very strong to perform this types of kirtan Sangita. Jagannath bless both of them.

  • @kshyamasahu1695
    @kshyamasahu1695 23 дні тому +2

    ଜୟ ଜଗନ୍ନାଥ ଜୟ ଗୌରାଙ୍ଗ ଜୟ ଚଇତନ୍ୟ ଠାକୁର 🙏🙏🙏🙏🙏🙏🙏

  • @Santosh-ds7pl
    @Santosh-ds7pl 2 місяці тому +5

    Bayak.brother.bahuta.sundar
    Paribeshana.karuchantitumara
    Kalaameti.juge.jugebanchirahu
    Bhagabana.mangalakarantu❤

  • @krisnabehera5464
    @krisnabehera5464 8 місяців тому +6

    ମନୋରମା ଦିଦି ତମ ସ୍ୱର ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏🙏🙏🙏

  • @Savitapradhan.1991
    @Savitapradhan.1991 3 місяці тому +2

    ସତରେ ଆପଣଙ୍କ ପାଦ ରେ କୋଟି କୋଟି ନମସ୍କାର 🙏🙏🙏🙏🙏🙏... ଆପଣଙ୍କ କଣ୍ଠ ରେ ସ୍ୱୟଂ ମା ସରସ୍ବତୀ ବିଜେ କରିଛନ୍ତି 🙏🙏.. ଧନ୍ୟ ତୁମେ 🙏🙏🙏

  • @AjayaKumarMishra-nf8rr
    @AjayaKumarMishra-nf8rr Місяць тому +3

    ରାଧେ ରାଧେ 🙏🙏🙏

  • @ashokkumarsahoo2233
    @ashokkumarsahoo2233 9 місяців тому +21

    ସୁନ୍ଦର ପରିବେଷଣ..... ଜଗନ୍ନାଥ ଙ୍କ କୃପାରୁ ଏହିପରି ଆଗେଇ ଚାଲନ୍ତୁ....ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ......

  • @dibyasinghanayak6225
    @dibyasinghanayak6225 6 місяців тому +3

    Jagannath mahaprabhu apanaku au samasta srota manaku valare rakhantu jay jagannath

  • @sukantadash3070
    @sukantadash3070 10 місяців тому +30

    ତମେ ପାଲା ପରିବେଷଣ ଅତି ସୁନ୍ଦର୍ ଭାବେ କରି ପାରିବ ।ଆମ ରାଜ୍ୟ ରେ ପାଲା ର ପରିସର ବ୍ୟାପକ ।ତେଣୁ ତମେ ପାଲା କୁ ଆସ ।।

  • @Santosh-ds7pl
    @Santosh-ds7pl Місяць тому +3

    Manoroma sister and ❤️ taruna brother really your voice is so heart touching good bless you

  • @indianhackers4743
    @indianhackers4743 4 місяці тому +2

    Congratulations for your spiritual speech and God bless you

  • @raghabpradhan1189
    @raghabpradhan1189 9 місяців тому +3

    ଅତି ସୁନ୍ଦର ଭାବରେ ଗାୟିକା ମନୋରମା ଦିଦିଙ୍କ କଣ୍ଠ ଗାନ ଶୁଣି ମୋତେ ଅମୃତ ପାନ କଲାଭଳି ଲାଗୁଛି। ଜଗତର ନାଥ ସ୍ୱୟଂ ଜଗନ୍ନାଥଙ୍କ କରୁଣାରୁ ତାଙ୍କୁ କୋଟିପରମାୟୁ ପ୍ରଦାନ କରିବା ସଙ୍ଗେ ମା ଶାରଦା ଦେବୀ ତାଙ୍କ କଣ୍ଠରେ ଏମିତି ସର୍ବସମ୍ମୁଖରେ ସଂସ୍କାର ବାଣ୍ଟିବାକୁ ମୋର ଭଗବାନଙ୍କ ନିକଟରେ କୋଟି ପ୍ରଣିପାତ।
    ଆଉ ବାୟକଙ୍କ ବାଦ୍ୟ ବାଦକ ମଧ୍ୟ ଅତି ଚମତ୍କାର ଲାଗୁଛି।
    -ବନ୍ଦେ ପୁରୁଷୋତ୍ତମ
    ବନ୍ଦେ ଉତ୍କଳ ଜନନୀ-

  • @laxmidharpradhan6993
    @laxmidharpradhan6993 9 місяців тому +3

    ଚମତ୍କାର ଗାୟିକା ପରିବେଷଣ କରୁଛନ୍ତି ଦିଦି 💯 salute❤

  • @santosinibagh119
    @santosinibagh119 10 місяців тому +8

    ବହୁତ ଭଲ ହୃଦୟ କୁ ଛୁଇଁଲା 👍👍👍

  • @krushnasahoo7401
    @krushnasahoo7401 9 місяців тому +3

    Heart touching presentation of Manorama beti
    May God bless you
    U are Pride of Odisha
    Krushna ch Sahoo
    Jharada Sadangi DKL

  • @buntyparida7628
    @buntyparida7628 9 місяців тому +9

    ଅତି ହୃଦଯ ସ୍ପର୍ଶୀ ପ୍ରଭୁଙ୍କ ଆଶୀର୍ବାଦ ସେମିତି ଝରୁଥାଉ

  • @bapinayak5569
    @bapinayak5569 10 місяців тому +17

    ବାସ୍ତବ ଜୀବନର ପର୍ଯ୍ୟାୟ, ଯାହା ମଣିଷକୁ ପରିସ୍ଥିତିର ସ୍ୱତନ୍ତ୍ର ପରିବର୍ତ୍ତନ କରିଦିଏ l ମନୋରମା ଦିଦିଙ୍କୁ ଅଭିନନ୍ଦନ, ସୁନ୍ଦର ସ୍ୱର ଆଉ ସଂଯୋଜନା ମଧ୍ୟ l

  • @balarambarik7001
    @balarambarik7001 5 місяців тому +2

    Magical voice God gifted
    Jay jagannath

  • @DamodarKansobehera
    @DamodarKansobehera 8 місяців тому +3

    ବହୁ ସୁନ୍ଦର ପରିବେଷଣ l ଶୁଣିକି ଧନ୍ୟ ମନେ କରୁଛି l ଜୟ ଜୟ ଜଗନ୍ନାଥ l

  • @KhirodGouda-pj6es
    @KhirodGouda-pj6es 19 днів тому +1

    ମନ ଖୁଶି ହେଇଗଲା jai jagannath 🙏🙏

  • @RajkishorMishra-pn3xc
    @RajkishorMishra-pn3xc 5 місяців тому +1

    ଅନେକ ଥର ଶୁଣିଛି ବହୁତ୍ ଭଲ ଉପସ୍ଥାପନା ସୁମଧୁର କଣ୍ଠ ସ୍ୱର ବାୟକ ବାବୁଙ୍କୁ ବି ଅନେକ ଧନ୍ୟବାଦ୍

  • @jitendrakumarmaharana9687
    @jitendrakumarmaharana9687 10 місяців тому +303

    3 ଥର ଶୁଣିଲିଣୀ । ହେ ଗାୟିକା ମହାଶୟl ! ଆପଣଙ୍କ କଣ୍ଠରୁ କି ସୁଧା ରସ ଝରୁଛି । ଶୁଣି ମୁଁ ମନ୍ତ୍ର ମୁଗ୍ଧ ହୋଇ ଯାଏ । ଧନ୍ୟ ପିତାମାତା ,ତୁମ ଭଳି ସୁଯୋଗ୍ୟl କନ୍ୟା କୁ ଜନ୍ମ ଦେଇଛନ୍ତି ।🙏

  • @pramodabiswal6897
    @pramodabiswal6897 6 місяців тому +2

    Wonderful combination,GodS grace,JAI JAGANNATH

  • @ranjitdas5250
    @ranjitdas5250 9 місяців тому +8

    ସୁଯୋଗ୍ୟା ଗାୟିକା, ଧନ୍ୟ ସେ ପିତା, ମାତା, ଜୟ ଜଗନ୍ନାଥ.

  • @niranjanpradhanpradhan
    @niranjanpradhanpradhan 9 місяців тому +1

    ଅତି ସୁନ୍ଦର ଜୁଗଳ ବନ୍ଦୀ ଗାୟିକା ଓ ବାୟକ ଙ୍କର କିନ୍ତୁ କିଛି କମି ରହିଛି ଆଉ ଦୁଇ ଜଣ ଦରକାର ଆପଣଙ୍କ ପାଇଁ ଜଣେ ହାରମୁନିୟମ୍ ଆଉଜଣେ ଝୁମୁକା ଏତିକି ହେଲେ ଚାର୍ ଚାନ୍ଦ୍ ଲାଗି ଜିବ

  • @satrughanabehera7741
    @satrughanabehera7741 9 місяців тому +2

    ଅତି ସୁମଧୁର କଣ୍ଠ ସହିତ ସୁଲଲିତ ସ୍ଵର୍ ଭାବ ପୂର୍ଣ୍ଣ ସଙ୍କୀର୍ତ୍ତନ ଇୟାକୁ ହିଁ କୁହାଯାଏ..... ଜୟ ଜଗନ୍ନାଥ ଭଉଣୀ

  • @mahendarmeher2868
    @mahendarmeher2868 8 місяців тому +4

    ବହୁତ ସୁନ୍ଦର ପରିବେଷଣ। ସୁନ୍ଦର କଣ୍ଠ 🙏🙏🙏

  • @pramodnayak5383
    @pramodnayak5383 10 місяців тому +11

    ବହୁତ ସୁନ୍ଦର ଗୀତ ଗାୟନ ବହୁତ ଧନ୍ୟବାଦ 🙏🙏🙏👍🎉

  • @sontoskuna4731
    @sontoskuna4731 5 місяців тому +1

    👌🏼👌🏼👌🏼👌🏼👌🏼👌🏼👌🏼👍🏼👍🏼👍🏼👍🏼👍🏼👍🏼👍🏼👍🏼👍🏼ଅତି ଉତ୍ତମ ପରିବେଷଣ 👌🏼

  • @kirtansarathi3083
    @kirtansarathi3083 10 місяців тому +10

    ବହୁତ ବହୁତ ସୁନ୍ଦର

  • @lifeofsagar535
    @lifeofsagar535 6 місяців тому +2

    Ki sundar voice..well done

  • @madhabnag5367
    @madhabnag5367 10 місяців тому +6

    bahut badhia pala... heart touching 🥰👌🙏

  • @GaurangPradhan-bl7nm
    @GaurangPradhan-bl7nm 10 місяців тому +5

    ଅତି ସୁନ୍ଦର ଉପସ୍ଥାପନା ଆପଣଙ୍କୁ ପ୍ରଣାମ

  • @chandanentertainment7312
    @chandanentertainment7312 10 місяців тому +13

    ଅତି ସୁନ୍ଦର ପରିବେଷଣ 🙏

  • @DhirenNahak-e5g
    @DhirenNahak-e5g 8 місяців тому +2

    Jai jagannath madamji ,really your voice is so heart touching, really when ever I have seen I am crying thank you very much for your voice

  • @mamatabehera3350
    @mamatabehera3350 7 місяців тому +2

    Ati sundar voice didi and bhainkara ,suni mana Mugdha heigala, Jay jaganath❤❤

  • @abanipradhan
    @abanipradhan 10 місяців тому +6

    ବହୁତ୍ ସୁନ୍ଦର୍ ପରିବେଷଣ 🙏🙏🙏🙏🙏🙏🙏🙏🙏👍🥰🥰🥰

  • @dallydally985
    @dallydally985 10 місяців тому +6

    Aajira a samajare mu amiti jane gayikanku aasaa karinathili. Aaji mo jibana dhanya helaa pari laaguchi. Bhagbananka nikatare tumara dirghaayu kamana karuchi. Dhanya tumara pita mata. Koti Pranam.

  • @sanjayapatnaik4448
    @sanjayapatnaik4448 5 місяців тому +2

    Manormama madam very talented. The bayak Tarun bhai is also extremely talented.

  • @trinathpradhan532
    @trinathpradhan532 Місяць тому +1

    ବହୁତ ଉଚ୍ଚ କୋଟିର କଣ୍ଠ ସ୍ୱର... ଭଉଣୀ

  • @ramachandrapradhan9938
    @ramachandrapradhan9938 10 місяців тому +5

    ବହୁତ ସୁନ୍ଦର ଭାଷାରେ ବୁଝେଇଲ ବହୁତ ବହୁତ ଧନ୍ୟବାଦ୍

  • @ChikuBehera-i8b
    @ChikuBehera-i8b 9 місяців тому +4

    Bayaka Bhai tuma song and baday very beautiful think you ❤❤❤

  • @Santosh-ds7pl
    @Santosh-ds7pl 2 місяці тому +3

    Sister.your.song.isveryveryverinice.aapanak.kanthare.saraswati.birajamana.karichanti❤

  • @ashoksahoo6631
    @ashoksahoo6631 4 місяці тому +1

    No 1 manorama didi🙏🙏🙏

  • @Bijaykumar2525.
    @Bijaykumar2525. 9 місяців тому +7

    ସତରେ ବହୁତ୍ ସୁନ୍ଦର୍ ଭାବରେ ଭଗବାନ୍ ଙ୍କ ବିଷୟରେ ସୁଣେଇଲେ ❤ ଭଗବାନ୍ ତୁମକୁ ଏମିତି ସବୁଦିନ ଖୁସିରେ ରଖନ୍ତୁ 🙏❤️🙏

  • @jharanasahoo2615
    @jharanasahoo2615 10 місяців тому +3

    Bahut bahut sundar 👌🙏🌹 sri chaitanya mahaprabhu 🙏🌹🌹🙏🙏🌹🙏

  • @SudhiraSahu-wm8st
    @SudhiraSahu-wm8st 10 місяців тому +5

    ବହୁତ ସୁନ୍ଦର ପରିବେଷଣ ଦିଦି

  • @sushantakumarrout3135
    @sushantakumarrout3135 4 місяці тому +1

    Ati sundar....manaku chuinla....

  • @sudarshansahoo1379
    @sudarshansahoo1379 7 місяців тому +2

    Beautiful mam and beautiful bhajan.more respect to u ....

  • @BabubhaiBabubhai-bu9vm
    @BabubhaiBabubhai-bu9vm 9 місяців тому +3

    ସୁନ୍ଦର କଣ୍ଠ ଗାୟିକା ଏବଂ ବାୟକ ବହୁତ ସୁନ୍ଦର ଜୟ ଜଗନ୍ନାଥ

  • @mitubehera63
    @mitubehera63 5 місяців тому +2

    ଜଗାର ସବୁ ଇଛା

  • @rashmiranjanpraharaj8009
    @rashmiranjanpraharaj8009 10 місяців тому +3

    Bahut sundar kirtan Jay shree Radhe

  • @nakulcharankhatua3376
    @nakulcharankhatua3376 9 місяців тому +5

    ସୁନ୍ଦର ପରିବେଷଣ। ଅତ୍ୟନ୍ତ ସାବଲୀଳ ଭାବରେ ବର୍ଣ୍ଣନା ଓ ସୁନ୍ଦର କଣ୍ଠ ସ୍ୱର। ଭଗବାନ ଆଶୀର୍ବାଦ କରନ୍ତୁ ଏମିତି ପ୍ରଭୁଙ୍କ ମହିମା ଓ ଗୁଣଗାନ କରିଥାନ୍ତୁ। ଜୟ ଜଗନ୍ନାଥ 🙏

  • @funfemily3160
    @funfemily3160 2 місяці тому +1

    Bahut vala gaiyaka very nice

  • @PrasantaKumarSeth-vw8si
    @PrasantaKumarSeth-vw8si Місяць тому +1

    ବହୁତ ସୁନ୍ଦର 🎉🎉

  • @sushantkumarpani8590
    @sushantkumarpani8590 6 місяців тому +1

    Bahuta sundar. Thanks to both.

  • @AjayaKumarMishra-nf8rr
    @AjayaKumarMishra-nf8rr Місяць тому +2

    ତୁମ କୁ ପ୍ରଭୁ ତାଙ୍କ କଥା ଗାଇବା ପାଇଁ ଜନ୍ମ ଦେଇଛନ୍ତି, ଜୟ ଜଗନ୍ନାଥ 🙏🙏🙏

  • @kapilasbehera1394
    @kapilasbehera1394 8 місяців тому +2

    ଅତି ଉତ୍ତମ ବାୟକ 👌👌

  • @Kcpadhyvlogs
    @Kcpadhyvlogs 10 днів тому

    ଉଭୟ ଗାୟିକା ଓ ଗାୟକ ଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା।

  • @berendrakumarsahoo9403
    @berendrakumarsahoo9403 3 місяці тому +1

    DhanyatumA pitamata dhanya gurudeva

  • @rajanikantapradhan5109
    @rajanikantapradhan5109 2 місяці тому +1

    Dhanya Dhanya tumhe Dhanya tuma Mata Pita 🙏 Prabhu Mangala Karantu apana nkara

  • @umeshmoharanavlogs7414
    @umeshmoharanavlogs7414 8 місяців тому +2

    ବହୁତ୍ ସୁନ୍ଦର କଣ୍ଠ

  • @prasantanath2775
    @prasantanath2775 5 місяців тому +1

    ବହୁତ ସୁନ୍ଦର ଉପସ୍ଥାପନା

  • @saishreemusic5748
    @saishreemusic5748 10 місяців тому +5

    ମନୋରମା ଭଉଣୀ ଏବଂ ବାହାଣ ଦୁଇଜଣ ଙ୍କୁ ମୋର ଧନ୍ଯବାଦ ଏବଂ ଜଗନ୍ନାଥ ପାଖରେ ମୋର ନିବେଦନ ସଦାସର୍ବଦା ଦୁଇଜଣ ଙ୍କର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ

  • @sanjuktasahu2878
    @sanjuktasahu2878 10 місяців тому +5

    Both guys are incredible. ❤❤❤ from bottom of my heart

  • @rakeshbarik6826
    @rakeshbarik6826 2 місяці тому +1

    Super in all pala world ❤

  • @KKtechnicalDubai
    @KKtechnicalDubai 7 місяців тому +1

    ବହୁତ୍ ସୁନ୍ଦର

  • @AlokaSanantaray-vx9vv
    @AlokaSanantaray-vx9vv 10 місяців тому +2

    ଅତିସୁନ୍ଦର ବାୟକ

  • @Santosh-ds7pl
    @Santosh-ds7pl 2 місяці тому +2

    Musakalu.sandhya.sabudine
    Sunchi.more.mana.bhangunahi
    Sister.dayakari.sri.chaytanyank
    Janambrutanta.tike.kuhantu
    Mu.koraput.distru.anurodha.
    Karuchi.aapank.kalaku.kotikoti
    Pranam

  • @niashasahoo2562
    @niashasahoo2562 10 місяців тому +10

    ଜୟ ଶ୍ରୀ କୃଷ୍ଣ 🙏 🙏🌹 🙏🌹 🙏🌹

  • @DasharathiTripathi-b3n
    @DasharathiTripathi-b3n 3 місяці тому +1

    ବହୁତ ବଢିଆ ନାନୀ

  • @ramkararana2067
    @ramkararana2067 7 місяців тому +1

    Jaya jagannath, god bless you

  • @sudhiradas4169
    @sudhiradas4169 9 місяців тому +1

    Both are exlent satare dui jana janka bahut sundar gauchhanti bhhagaban apanankara mangala karantu jay jagannath

  • @mahalaxmipatra7884
    @mahalaxmipatra7884 10 місяців тому +7

    ବହୁତ ସୁନ୍ଦର....

  • @pramodkumarkar9039
    @pramodkumarkar9039 5 місяців тому

    Manorama is the real inheritor of a great family tradition. Excellent 👌.

  • @Ansumanmohapatra85y
    @Ansumanmohapatra85y 10 місяців тому +5

    Bahuta sundara voice.Jay Jagannath.

  • @sumitrarana1977
    @sumitrarana1977 10 місяців тому +1

    ଜୟ ଜଗନ୍ନାଥ ଅତି ସୁନ୍ଦର ପରିବେଷଣ

  • @nitinindians3550
    @nitinindians3550 Місяць тому +1

    ହେ ମୋର ଭଉଣୀ ଏବଂ ବାଦକ ଭାଇ ,, ଆପଣ ଙ୍କ ଯୁଗଳ କୁ ବୋଧେ ଓଡ଼ିଶା ରେ କେହିବି କାଟି ପାରିବେନି ,, ଭଉଣୀ ଙ୍କ କଣ୍ଠ ରେ ମାତା ସରସ୍ଵତୀ ଙ୍କ ଆଗମନ ଏବଂ ଭାଇ ଙ୍କ ଖୋଲ ବାଦ୍ୟ ସାଙ୍ଗକୁ କଣ୍ଠ ଓଃ ଅତି ହୃଦୟସ୍ପର୍ଶ

  • @sonalisonali8634
    @sonalisonali8634 5 місяців тому +1

    Satare mam appn ku koti koti pranam 🙏🙏🙏🙏🙏🙏🙏🙏

  • @gunanidhiswain1870
    @gunanidhiswain1870 6 місяців тому

    You are so great. The pride of Odisha. Lord Jagannath bless you . Jai Jagannath.

  • @jharanasahoo2615
    @jharanasahoo2615 9 місяців тому

    Ati sundar mana mugdha heijauchhi jay chaitanya mahaprabhu 🙏🙏🙏🙏🙏🌹🙏🌹🙏🌹🙏🌹🌹🌹🌹🌹🌹