Sansara re bapa bada maa bada nuhe mu manuchhi maa shakti atma ra niyatrana re shakti thae nija ku nije kichhi Kari pare nahi krushna kansa ku Mari chhanti mahishasura ku maa Mari nahanti mahishasura ku bapa narayana Mari chhanti bapa Bina maa ra astitwa nahi
ଆପଣଙ୍କ ସୁମଧୁର ହୃଦୟସ୍ପର୍ଶୀ ସ୍ବର ମୋର ମନକୁ ଛୁଇଁଲା। ପୁରୁଷୋତ୍ତମ ଆପଣଙ୍କୁ ସୁସ୍ଥ ସବଳ ଓ ନୀରୋଗ ରଖିବା ସଙ୍ଗେ ସଙ୍ଗେ ସୁଖ ଶାନ୍ତି ସମୃଦ୍ଧି ପ୍ରଦାନ କରନ୍ତୁ।
ବହୁତ ସୁନ୍ଦର ତଥା ଉଚ୍ଚକୋଟୀର ପରିବେଷଣ ଜଗତ ଜନନୀ ମା ଆପଣଙ୍କୁ ସୁସ୍ଥ ରଖିଥାନ୍ତୁ।
ବହୁତ ସୁନ୍ଦର ଆପଣଙ୍କୁ ବହୁତ ବହୁତ ଆଶୀର୍ବାଦ ଦେଉଛି ଅହୁରୀ ଆଗକୁ ଯାଆନ୍ତୁ 🌹
🌅ବହୁତ ସୁନ୍ଦର ଲାଗୁଛି ବୁଝିବାକୁ ଏହି ପାଲାରେ ବହୁତ ଶିଖିବାକୁ ମିଳୁଛି। ଶିକ୍ଷା ଦିକ୍ଷା ପାଉଛୁ ବଡ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଭଗବାନଙ୍କର ଆର୍ଶୀବାଦ ରହୁ କଣ୍ଠ ଓ ସ୍ବର ଏମିତି ଆଗକୁ ଚାଲୁ 🙏 ଜୟ ଜଗନ୍ନାଥ 🌅🏹 ଜୟ ଶ୍ରୀ ରାମ 🙏🙏🙏🌺🌺🌺🐚🐚🐚🔱🔱🔱🕯️🕯️🕯️🕯️🕯️🕯️🕯️
କିଛି ଜାଣିଚ ନା ଲେଖୁଛ, ସଂକୀର୍ତ୍ତନ ଇଏ ପାଲା ନୁହେଁ
ଆମ ଓଡ଼ିଶା ମାଟିର ସୁନାମଧନ୍ୟା ଗା଼ୟୀକା
ଏହା ଆମ ପାଇଁ ବହୁତ ଗୌରବ । ଜୟ ଜଗନ୍ନାଥ।
ଅତି ସୁନ୍ଦର ଉପସ୍ଥାପନା, ସୁମଧୁର କଣ୍ଠଶ୍ୱର, ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଚଲାପଥ କୁସୁମିତ କରନ୍ତୁ 🙏♥️👌
ବହୁତ ସୁନ୍ଦର ପ୍ରସ୍ତୁତି ଧନ୍ୟ ବାଦ
ଅତି ସୁନ୍ଦର ପରିବେଶ ଗାଇଲେ ଆଉ ଅତିସୁନ୍ଦର କଣ୍ଟ
Apananka shankirtanya shuni mana o atmaku shanti mile
Bahut shundar🎉🎉🎉
Mo jibonare amiti sundara gito kebe kia gai no thibe dhayabad manorama nku❤
ଗାୟିକା ମହାଶୟାଙ୍କୁ ଅନୁରୋଧ ତାଙ୍କ ସୁମଧୁର କଣ୍ଠଶ୍ୱରରେ ଗାୟକ ରତ୍ନ ଲୋକନାଥ କରଙ୍କ କୋଇଲି ମାଳିକା ପରିବେଷଣ କରିବାକୁ 🙏
Ys
Mubi seya chanhuchi bhai sunibaku
ଗଲ ଭୁଲି କି ଦେବା କୁ ପଡିବ ବୋଲି କି ଲୋକନାଥ କର ଙ୍କ ପରିବେଷଣ କଲେ ଭଲ ହୁଅନ୍ତା
ମା ଲୋ ଜଗନ୍ନାଥ ମହାପ୍ରଭୁଙ୍କର କୃପା ତୋ ଉପରେ ସଦା ରହିଥାଏ
ବହୁତ ସୁନ୍ଦର ପରିବେଷଣ, ପିତା ମାତା ଙ୍କ ଆଶ୍ରୀବାଦ।
ଅତି ସୁନ୍ଦର ଭାବରେ ଗ୍ରହଣ,,କଲୁ,,ଅପଣକ,,ପରିବେଷଣ,, ଇଶ୍ଵର ଆପଣଙ୍କର,, ମଙ୍ଗଳ କରନ୍ତୁ
🙏🙏 ଈଶ୍ୱର ଆପଣଙ୍କ କଣ୍ଠ ଆହୁରି ସୁନ୍ଦର କରିବା ପାଇଁ ପ୍ରାର୍ଥନା କରୁଛି । କଳୀର ଶେଷ ଅବତାରୀ ପୂର୍ଣ ବ୍ରହ୍ମ
ଯୁଗ ପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ ବିଷୟରେ ଗୋଟିଏ ସଂକୀର୍ତ୍ତନ କିମ୍ବା ପାଲା ଟିଏ ଗାୟନ କରନ୍ତୁ ।
ଅତି ସୁନ୍ଦର ପରିବେଷଣ, ଭଉଣୀ
ମେଡମ ଆପଣ ବହୁତ ସୁନ୍ଦର ପରିବେଷଣ କରୁଛନ୍ତି ଭଗବାନ ଆପଣକୁ ଖୁସିରେ ରଖନ୍ତୁ
ବହୁତ ସୁନ୍ଦର ଜଗନ୍ନାଥ ମହାପ୍ରଭୁ ମଙ୍ଗଳ କରନ୍ତୁ
How sweet voice !!! Good bless you ❤
ଅତିଭଲ ଓଡ଼ିଆ ପାଲା
ବହୁତ ସୁନ୍ଦର କଣ୍ଠ, ଗାଇବା ଶୈଳି ମଧ୍ୟ ବହୁତ ସୁନ୍ଦର।
ଅତି ସୁନ୍ଦର ମା ଙ୍କ ଆଶ୍ରିବାଦ ରେ ଆଗ କୁ ଏମେତି ଚାଲୁ 🙏🙏🙏
ଅତି ସୁନ୍ଦର ପାଲା
Jay Jagannath Swamy nayana patha gami bhab tume,so very very nice voice...
ମୋନରମା ଭଉଣୀଙ୍କୁ ପ୍ରଣାମ
ଚେହେରା ଦେଖିଲେ ଲାଗୁଚି ବୟସ ବହୁତ କମ
ଏତେ କମ ବୟସରେ ପୁରା mature
Voice, expression, sentence break ସବୁ ଠିକ.
ଅତି ସୁନ୍ଦର
ବହୁତ ଲୋକପ୍ରିୟ ହେବ ତୁମେ
ହେଲେ ମୋର ଗୋଟେ suggestion
Ego କୁ କେବେ ହେଲେ ନିଜ ଭିତରେ ସ୍ଥାନ ଦେବ ନାହିଁ l
Ati sundara paribesana madam 🙏🙏🙏
ବହୁତ୍ ସୁନ୍ଦର ପରିବେଷଣ ଆପଣଙ୍କୁ ବହୁତ୍ ଧନ୍ୟବାଦ୍
Tq 🤪
ବହୁତ ଭଲ - - - - - ହରି ହରିବୋଲ - - -
Very nice sankirtan 🙏🙏🙏🙏🙏🌹🌹🌹🌹
Tq
ବହୁତ ଭଲ ଲାଗେ ମୁଁ ସବୁବେଳେ ଶୁଣେ
❤ ଅତି ସୁନ୍ଦର ଭାବରେ ଉପସ୍ଥାପନା
Very nice narration, God bless you.
May lord Jagannath bless you madam I like your every programme and enjoy.Thank you very much.
Bahut sunder kemiti prasansa karibi bhabiparuni Maa sarala asirbad karantu ( Sankirtana Bayaka Bijay Kumar) Jay jagannath
Verynice sankirtan
Excellent presentation n fantastic sweet tone.God bless you always
Very beautiful performance and heart touching
ବହୁତ ସୁନ୍ଦର ପରିବେଷଣ
ମନୋରମ ଭଉଣୀ ଆପଣଙ୍କ ମୋବାଇଲି ନମ୍ବର ପଠାଇବେ।
God bless you Manorama Madam.
ମୁଁ ଭଉଣୀଙ୍କ ପାଲା ସବୁଦିନେ କିଛି ସମୟ ଶୁଣେ । ଆତ୍ମାକୁ ଶାନ୍ତି ମିଳେ ।
Aati sunder God bless you
ମ୍ୟାଡମ, ଆପଣଙ୍କର ପାଲା ବହୁତ ଭଲ। ମୁଁ ସବୁବେଳେ ଦେଖେ। ଆପଣ ଜଗନ୍ନାଥଙ୍କ କୃପାରୁ ଭଲରେ ଥାନ୍ତୁ।
ଇଏ ପାଲା ନୁହେଁ ସଂକ୍ରିତନ
@@arunkumarroutray0426Ae sankirtan nuhe aha heuchhi pala
ପାଲା ନୁହେଁ ସଙ୍କିର୍ତନ
PT DPT CSCS I love u too baby will ❤😊❤😊❤😊 ttjrititurkr m
Pigjgk you will get it tomorrow 🎉❤😊❤😊❤iyptiuiyohogiyouiuoyogihi oultoyouoypupyiuouoíoo9oo9oooo
Bahut sundar ❤❤❤❤❤
Very..beatyfull..pala
Maa tumanku moprabhu jaganath sundara kantha te deichanty
Very good pala
ATI Sundar upasthapana
Super pall
Very nice Pala
ଅତି ସୁନ୍ଦର୍
Good naci vaysA
God bless you manorama madam
pravu😊 basudeba chalapatha kusumeta karethantu jhea baba sarata chandra ashribada
ମନମୁଗ୍ଧକର ପରିବେଷଣ ❤
Nice voice mam
ବହୁତ୍ ଭଲ ଲାଗିଲା ❤
ବହୂତ ସୂନଦର
Good ❤❤❤❤❤
Maa tumaku koti parmayau diantu bhagyannka namaste Prabhakar karuchanti Jay Sri Krishna
Jagannath mangala karantu agaku ageichala
Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jayjaganth
ଜୟ ଜଗନ୍ନାଥ
So biutful pal
Very Nice 👍
Wow
Nice
Nice presentation
କାଲି ଆମ ଗାଁ ରେ ମା ଭଟ୍ଟାରୀକା ଙ୍କ ପୀଠରେ ତରୁଣ ବାକୁ ଙ୍କ ସହିତ ମନୋରମା ଙ୍କ ର ହାତଗଣ୍ଠି ପଡିବ ।। ସମସ୍ତେ ଭୋଜି ଖାଇବାକୁ ଆସିବ
Very sweet voice
ସୁନ୍ଦର 😅
Good gayak but agare thiba stol ta bahar karin
Godbless you
Good nightjaganthamangalkarntu
Nice voice
ପୁରୀ ଲେଖା ଏମିତି
ଠିକ୍ ଲେଖି ଗାଓ
Nice performance
❤❤❤🎉❤❤❤
Jay jagannath
🙏🙏🙏
Madam Jay Jagannath
Jai jaganath
Super
Very nice
Didi pala karantu
Atisundara
Vary nice
Sansara re bapa bada maa bada nuhe mu manuchhi maa shakti atma ra niyatrana re shakti thae nija ku nije kichhi Kari pare nahi krushna kansa ku Mari chhanti mahishasura ku maa Mari nahanti mahishasura ku bapa narayana Mari chhanti bapa Bina maa ra astitwa nahi
Tama mamu ghara patharpada ki sir
🙏👍
Vvv nice
S
👌
Apananka.palabahuta..sumadhura
❤
Brahmagirira gourav
Sushnta
Jhia vaya kanpani bhalahauchi ahurisundar haba
Madam apanka contact number diantu. Gote Laxmi puja pai contact karibara achhi
manorama didimusaikahuthil